KTurtle/C3/Common-Errors-in-KTurtle/Oriya
From Script | Spoken-Tutorial
Revision as of 10:34, 10 April 2017 by PoojaMoolya (Talk | contribs)
Time | Narration |
00:01 | ନମସ୍କାର ବନ୍ଧୁଗଣ! କେଟର୍ଟଲ୍ ରେ "Common Errors" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା, |
00:10 | Syntax errors |
00:12 | Runtime errors ଓ |
00:14 | Logical errors |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:20 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:25 | କେଟର୍ଟଲ୍ ଭର୍ସନ୍ 0.8.1 ବିଟା |
00:31 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
00:36 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:42 | ଚାଲନ୍ତୁ ପ୍ରଥମେ ବୁଝିବା ଯେ, ଏକ ଏରର୍ କ’ଣ? |
00:46 | Error ହେଉଛି, ପ୍ରୋଗ୍ରାମ୍ ରେ ଏକ ତ୍ରୁଟି, ଯାହା ଏକ Incorrect କିମ୍ୱା Unexpected ପରିଣାମ ଦେଇଥାଏ |
00:55 | ପ୍ରଥମେ ମୁଁ ଏରର୍ ଗୁଡ଼ିକର ପ୍ରକାର ବିଷୟରେ ବୁଝାଉଛି |
01:00 | ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ର ବ୍ୟାକରଣୀୟ ନିୟମଗୁଡ଼ିକର ଉଲ୍ଲଂଘନ ହେଉଛି Syntax Error |
01:09 | ଗୋଟିଏ ପ୍ରୋଗ୍ରାମ୍ ରେ Syntax Error ଥିଲେ Compilation ଫେଲ୍ ହୁଏ |
01:15 | Syntax Errorଗୁଡ଼ିକୁ ଖୋଜିବା ଓ ଫିକ୍ସ କରିବା ସହଜ ହୋଇଥାଏ |
01:22 | ଉଦାହରଣସ୍ୱରୂପ,Unmatched Parentheses, Square ଓ Curly Braces |
01:29 | ଘୋଷିତ ହୋଇନଥିବା ଭେରିଏବଲ୍ ର ବ୍ୟବହାର |
01:34 | Stringsରେ ଅନୁପସ୍ଥିତ Quotes |
01:38 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
01:42 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ. ସର୍ଚ ବାର୍ ରେ KTurtle ଟାଇପ୍ କରି |
01:48 | KTurtle ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:51 | ଚାଲନ୍ତୁ, Syntax Errorsର କିଛି ପ୍ରକାର ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
01:58 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
02:02 | ପ୍ରୋଗ୍ରାମ୍ ରେ Error ବୁଝାଇବା ପାଇଁ ମୁଁ , କୋଡ୍ ର ଭାଗକୁ କମେଣ୍ଟ କରିବି |
02:09 | ଏଠାରେ ମୁଁ ଲାଈନ୍ କୁ କମେଣ୍ଟ କରିବି |
02:11 | $a=ask ଡବଲ୍ କ୍ୱୋଟ୍ସ ମଧ୍ୟରେ enter any number and click OK |
02:19 | ମୁଁ, ଲାଇନ୍ କୁ କମେଣ୍ଟ କରିବାକୁ # (ହାଶ୍) ଚିହ୍ନ ବ୍ୟବହାର କରିବି |
02:23 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
02:31 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
02:37 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
02:42 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
02:47 | Compiler ନିମ୍ନ ଏରର୍ ଦେଖାଏ, |
02:50 | variable "$a" was used without first being assigned to a value |
02:57 | ଏଠାରେ ଲାଇନ୍ ନଂ 4ରେ ଏରର୍ ଅଛି |
03:02 | ଏହା ହେଉଛି ଏକ Syntax Error. ଭେରିଏବଲ୍ a ଘୋଷିତ ନହୋଇଥିବାରୁ ଏହା ଘଟିଲା |
03:10 | ତେଣୁ, ମୁଁ ଲାଇନ୍ 2କୁ ଯାଇ କମେଣ୍ଟ ହଟାଇଦେବି |
03:14 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
03:23 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
03:27 | a ଭାଲ୍ୟୁ ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
03:31 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
03:35 | ମୁଁ କେଟର୍ଟଲ୍ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି |
03:38 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
03:43 | ଚାଲନ୍ତୁ ଆଉ ଏକ ଏରର୍ ଦେଖିବା |
03:46 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
03:50 | ଏଠାରେ piର ଭାଲ୍ୟୁ, କେଟର୍ଟଲ୍ ରେ ପୂର୍ବରୁ ଦିଆଯାଇଛି |
03:54 | ପ୍ରୋଗ୍ରାମ୍ ରୁ $ ଚିହ୍ନ ଡିଲିଟ୍ କରିଦିଅନ୍ତୁ |
03:58 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
04:05 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
04:11 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
04:16 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
04:19 | Compiler ନିମ୍ନ ଏରର୍ ଦେଖାଏ, |
04:22 | you cannot put “=” here |
04:26 | ଲାଇନ୍ ନଂ 2ରେ ଏହି ଏରର୍ ଅଛି |
04:30 | ଏଠାରେ କୌଣସି ପ୍ରକାରର କଣ୍ଟେନର୍ ନଥିବାରୁ ଏହି Syntax Error ଘଟିଲା |
04:37 | ପ୍ରୋଗ୍ରାମ୍ କୁ ଫେରିଯାଇ $ ଚିହ୍ନ ରିପ୍ଲେସ୍ କରନ୍ତୁ |
04:41 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
04:49 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
04:53 | କୋଣର ଭାଲ୍ୟୁ ପାଇଁ 45 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
04:57 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
05:00 | Stringର କ୍ୱୋଟ୍ସ ମଧ୍ୟରୁ ଗୋଟିଏ କାଢ଼ିଦିଅନ୍ତୁ |
05:05 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
05:12 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
05:15 | Compiler ନିମ୍ନ ଏରର୍ ଦେଖାଏ, |
05:18 | Text string was not properly closed, expected a double quote “ ” to close the string |
05:25 | ଏଠାରେ ଲାଇନ୍ ନଂ 2ରେ ଏରର୍ ଅଛି |
05:29 | ମୁଁ ଲାଇନ୍ 2କୁ ଯାଇ କ୍ୱୋଟ୍ସ ହଟାଇଦେବି |
05:34 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
05:41 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
05:44 | କୋଣର ଭାଲ୍ୟୁ ପାଇଁ 45 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
05:49 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
05:52 | ଏହିଭଳି, ଯେଉଁ ଲାଇନ୍ ରେ ଏରର୍ ଘଟିଲା, ସେହି ଲାଇନ୍ କୁ ଆପଣ ପାଇପାରିବେ ଓ ତାହାକୁ ଠିକ୍ ମଧ୍ୟ କରିପାରିବେ |
05:59 | ଏବେ ଚାଲନ୍ତୁ ରନ୍ ଟାଇମ୍ ଏରର୍ ବିଷୟରେ ଶିଖିବା |
06:04 | ଗୋଟିଏ ପ୍ରୋଗ୍ରାମ୍ ର Execution ସମୟରେ Run Time Error ଘଟିଥାଏ |
06:10 | ଆପଣ ପ୍ରୋଗ୍ରାମ୍ ରନ୍ କରିବାବେଳେ ଏହା ତାହାକୁ Crash କରିପାରେ |
06:15 | Run Time Errors ସାଧାରଣତଃ, ୟୁଜର୍ ଙ୍କ ଦ୍ୱାରା ଭୁଲ୍ ଇନପୁଟ୍ କାରଣରୁ ହୋଇଥାଏ |
06:23 | Compiler ଏହିସବୁ Errors ପାଇପାରେ ନାହିଁ |
06:27 | ଉଦାହରଣସ୍ୱରୂପ, |
06:29 | ଗୋଟିଏ ଭେରିଏବଲ୍ କୁ ବିଭାଜିତ କରିବାର ଚେଷ୍ଟା, ଯେଉଁଥିରେ ଭାଲ୍ୟୁ ନଥିବ |
06:31 | Terminating କଣ୍ଡିଶନ୍ କିମ୍ୱା Increment ଭାଲ୍ୟୁ ବିନା ଏକ ଲୂପ୍ ରନ୍ କରିବା |
06:43 | ମୁଁ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି |
06:47 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
06:52 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
06:56 | ଏହି ପ୍ରୋଗ୍ରାମ୍ ଦୁଇଟି ସଂଖ୍ୟାର ବିଭାଜନ କରିଥାଏ |
07:00 | a ଭାଜ୍ୟ ଓ r ଭାଜକ ଅଟେ |
07:04 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
07:11 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
07:16 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
07:20 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
07:24 | a ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:29 | r ପାଇଁ 0 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:33 | ଏଠାରେ ଆମେ ଏକ Run Time Error ପାଇବା |
07:36 | You tried to divide by zero |
07:39 | ଲାଇନ୍ ନଂ 4ରେ ଏହି ଏରର୍ ଅଛି |
07:43 | ଆମେ ଯିରୋ ସହିତ ଏକ ସଂଖ୍ୟାକୁ ବିଭାଜିତ ନକରିପାରୁଥିବା କାରଣରୁ ଏହି ଏରର୍ ଘଟେ |
07:49 | ଏବେ ପୁଣିଥରେ ରନ୍ କରନ୍ତୁ |
07:51 | a ଭାଲ୍ୟୁ ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:54 | r ପାଇଁ 2 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:58 | କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ |
08:01 | ମୁଁ କେଟର୍ଟଲ୍ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି |
08:05 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
08:10 | ଏହାପରେ ଆମେ Logical Errors ବିଷୟରେ ଶିଖିବା |
08:14 | Logical Error ହେଉଛି ପ୍ରୋଗ୍ରାମ୍ ର Source Codeରେ ଏକ ତ୍ରୁଟି, ଯାହାର ପରିଣାମ Incorrect କିମ୍ୱା Unexpected ବ୍ୟବହାର ଅଟେ |
08:26 | ଉଦାହରଣସ୍ୱରୂପ, |
08:28 | ଭୁଲ୍ ଭେରିଏବଲ୍ କୁ ଏକ ଭାଲ୍ୟୁ ଆସାଇନ୍ କରିବା |
08:32 | ଯୋଗ ପରିବର୍ତ୍ତେ ଦୁଇଟି ସଂଖ୍ୟାର ଗୁଣନ କରିବା |
08:36 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
08:39 | ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି ମୁଁ କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
08:47 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
08:52 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
08:57 | ଏବେ ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
09:01 | ଏକ ଡାୟଲଗ୍ ବକ୍ସ ପପ୍-ଅପ୍ ହେବ, OK କ୍ଲିକ୍ କରନ୍ତୁ |
09:05 | ଲୂପ୍ ଏକ Infinite Loopରେ ଯାଏ |
09:08 | ଆମେ ଦେଖୁ ଯେ, While Loop, 31ରୁ ସଂଖ୍ୟା ପ୍ରିଣ୍ଟ କରୁଛି ଓ ଏପର୍ଯ୍ୟନ୍ତ ପ୍ରିଣ୍ଟ କରୁଛି |
09:15 | ଏହା ହେଉଛି ଏକ Logical Error |
09:18 | While କଣ୍ଡିଶନ୍ ରେ x ହେଉଛି 20ଠାରୁ ବଡ଼ |
09:23 | ମାତ୍ର ଭେରିଏବଲ୍ x, ସବୁବେଳେ 20ଠାରୁ ବଡ଼ ଅଟେ |
09:28 | ତେଣୁ, ଲୂପ୍ କେବେବି Terminate ହୁଏ ନାହିଁ |
09:31 | ମୁଁ ପ୍ରକ୍ରିୟାକୁ ଆବୋର୍ଟ କରିବା ପାଇଁ Abort ବଟନ୍ କ୍ଲିକ୍ କରିବି |
09:36 | $x=$x+1 କୁ $x=$x-1ରେ ପରିବର୍ତ୍ତନ କରନ୍ତୁ |
09:44 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
09:51 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
09:55 | ଏକ ଡାୟଲଗ୍ ବକ୍ସ ପପ୍-ଅପ୍ ହୁଏ OK କ୍ଲିକ୍ କରନ୍ତୁ |
09:59 | 29 ରୁ 20 ଭାଲ୍ୟୁ ପ୍ରିଣ୍ଟ କରିବା ପରେ ଲୂପ୍ ଟର୍ମିନେଟ୍ ହୁଏ |
10:05 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
10:10 | ସଂକ୍ଷିପ୍ତରେ |
10:12 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଏରର୍ସ ଓ ଏରର୍ ଗୁଡ଼ିକର ପ୍ରକାର, ଯେପରି |
10:18 | ଘୋଷିତ ହୋଇନଥିବା ଭେରିଏବଲ୍ ର ବ୍ୟବହାର |
10:23 | Stringsରେ ଅନୁପସ୍ଥିତ Quotes |
10:27 | Runtime errors ଓ |
10:30 | Logical errors,ଏକ ଆସାଇନମେଣ୍ଟ ଭାବେ, ଦିଆଯାଇଥିବା ପ୍ରୋଗ୍ରାମ୍ ରେ ଏରର୍ ଖୋଜନ୍ତୁ |
10:46 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
10:50 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:05 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:09 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11 17 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
11:37 | ଆଇଆଇଟୀ ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
11:41 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |