Inkscape/C3/Design-a-CD-label/Oriya
From Script | Spoken-Tutorial
Revision as of 12:13, 7 April 2017 by PoojaMoolya (Talk | contribs)
Time | Narration |
00:00 | Inkscape ବ୍ୟବହାର କରି Design a CD Label ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା |
00:11 | ଏକ CD ଲେବଲ୍ ଡିଜାଇନ୍ କରିବା |
00:13 | PNG ଭାବରେ ଫାଇଲ୍ ସେଭ୍ କରିବା |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:18 | ଉବୁଣ୍ଟୁ ଲିନକ୍ସ 12.04 OS |
00:21 | Inkscape ଭର୍ସନ୍ 0.48.4 |
00:25 | Inkscape ଖୋଲନ୍ତୁ |
00:27 | File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ |
00:32 | Width ଓ Hight ପାରାମିଟର୍ କୁ 425 ପିକ୍ସେଲ୍ସରେ ବଦଳାନ୍ତୁ |
00:37 | ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
00:40 | Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ. ତାହାକୁ ନାଲି ରଙ୍ଗ ଦିଅନ୍ତୁ |
00:45 | Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
00:47 | Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ |
00:54 | ଏହାପରେ Ellipse Tool ବ୍ୟବହାର କରି ଏକ ବୃତ୍ତ ଆଙ୍କନ୍ତୁ |
00:58 | ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ |
01:01 | Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ |
01:07 | ଉଭୟ ବୃତ୍ତ ଓ ବର୍ଗକୁ ସିଲେକ୍ଟ କରନ୍ତୁ |
01:11 | Object ମେନୁକୁ ଯାଆନ୍ତୁ. |
01:13 | Align and Distribute ଉପରେ କ୍ଲିକ୍ କରନ୍ତୁ |
01:16 | Relative to କୁ Page ଅପ୍ସନ୍ ରେ ସେଟ୍ କରନ୍ତୁ |
01:19 | ଅବଜେକ୍ଟଗୁଡ଼ିକୁ କେନ୍ଦ୍ରରେ ଆଲାଇନ୍ କରନ୍ତୁ |
01:22 | Path ମେନୁକୁ ଯାଆନ୍ତୁ. Difference ଚୟନ କରନ୍ତୁ |
01:26 | ଏବେ, ଆଉ ଗୋଟିଏ ବୃତ୍ତ ଆଙ୍କନ୍ତୁ |
01:28 | ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ |
01:31 | Width ଓ Hight ପାରାମିଟର୍ କୁ 85ରେ ବଦଳାନ୍ତୁ |
01:35 | ତାହାକୁ, Align and Distribute ବ୍ୟବହାର କରି ପେଜ୍ ମଝିକୁ ଆଲାଇନ୍ କରନ୍ତୁ |
01:41 | ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ |
01:44 | ଯେହେତୁ ଏହା ଗୋଟିଏ Template ଅଟେ, ଆମେ ରଙ୍ଗକୁ ଧଳାରେ ବଦଳାଇବା |
01:49 | ତେଣୁ, ଏହା ଏବେ ଦେଖା ନଦେଇପାରେ |
01:51 | Layer ମେନୁକୁ ଯାଇ Layer ଉପରେ କ୍ଲିକ୍ କରନ୍ତୁ |
01:55 | ସାମ୍ପ୍ରତିକ ଲେୟର୍ ର ନାଁକୁ CD Templateରେ ବଦଳାନ୍ତୁ |
02:00 | ଭୁଲବଶତଃ, ଲେୟର୍ ରେ ଏଲେମେଣ୍ଟର ଚଳନିକୁ ଏଡ଼ାଇବା ପାଇଁ ଲେୟର୍ କୁ ଲକ୍ କରନ୍ତୁ |
02:05 | ଆଉ ଗୋଟିଏ ଲେୟର୍ କ୍ରିଏଟ୍ କରି ତାକୁ CD Design ନାମ ଦିଅନ୍ତୁ |
02:10 | ତାକୁ CD Tamplate ଲେୟର୍ ତଳେ ରଖନ୍ତୁ |
02:13 | ଏବେ ଆମ CD Template ପ୍ରସ୍ତୁତ |
02:16 | ଭବିଷ୍ୟତରେ ଆମେ ଏହାକୁ ବିଭିନ୍ନ CD ତିଆରି ପାଇଁ ବ୍ୟବହାର କରିପାରିବା |
02:20 | ଫାଇଲ୍ କୁ SVGରେ ସେଭ୍ କରନ୍ତୁ |
02:23 | Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
02:26 | ମୁଁ ଏହାକୁ Desktopରେ ସେଭ୍ କରିବି |
02:29 | ମୁଁ ଏହାକୁ CD Template ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି |
02:35 | ଏବେ ଆମେ, CD Design ଲେୟର୍ ଉପରେ କାମ କରିବା |
02:39 | ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରନ୍ତୁ |
02:41 | ଏଥିପାଇଁ, Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ. |
02:46 | ରଙ୍ଗ ଧଳା ହୋଇଥିବାରୁ ଏହା ଦେଖା ନଦେଇପାରେ |
02:49 | ରଙ୍ଗକୁ ଫିକା ନୀଳ କରନ୍ତୁ |
02:52 | Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
02:56 | ତା’ପରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ |
03:01 | ମଝିକୁ ଆଲାଇନ୍ କରନ୍ତୁ |
03:03 | ଏବେ ଆମେ, ସୀମା ମଧ୍ୟରେ Background Colorକୁ ଦେଖିପାରୁଛେ |
03:08 | ବର୍ତ୍ତମାନ ଏକ ରେଖାଚିତ୍ର ଆଙ୍କନ୍ତୁ |
03:11 | ଏକ ଗ୍ରେଡିଏଣ୍ଟ ଗ୍ରୀନ୍ ଆଙ୍କନ୍ତୁ |
03:14 | Bezier Tool ଚୟନ କରି ଗୋଟିଏ ବଙ୍କା ରେଖାଚିତ୍ର ଆଙ୍କନ୍ତୁ |
03:19 | ଏହାପରେ Spoken Tutorial Logo ଇମ୍ପୋର୍ଟ କରନ୍ତୁ |
03:23 | ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି |
03:27 | Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ |
03:32 | ଲୋଗୋକୁ ରିସାଇଜ୍ କରି ରେଖାଚିତ୍ର ଉପରେ ତାହାକୁ ରଖନ୍ତୁ |
03:37 | ଲୋଗୋର ଡାହାଣ ପଟକୁ Spoken Tutorial ଟାଇପ୍ କରନ୍ତୁ |
03:41 | ଫଣ୍ଟ ସାଇଜ୍ କୁ 20 କରନ୍ତୁ |
03:44 | ପରବର୍ତ୍ତୀ ଲାଇନ୍ ରେ Partner with us...help bridge the digital divide ଟାଇପ୍ କରନ୍ତୁ |
03:51 | ଫଣ୍ଟ ସାଇଜ୍ କୁ 8 କରନ୍ତୁ |
03:54 | CD Label ତଳକୁ ମୁଁ ଯୋଗାଯୋଗ ବିବରଣୀ ଟାଇପ୍ କରିବି |
03:59 | ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଯୋଗାଯୋଗ ବିବରଣୀ କପୀ କରି |
04:05 | ତାହାକୁ ତଳେ ପେଷ୍ଟ କରୁଛି |
04:08 | Contact Usକୁ Bold କରି ତାହାକୁ ମଝିରେ ଆଲାଇନ୍ କରନ୍ତୁ |
04:13 | ଟେକ୍ସଟ୍ ରଙ୍ଗକୁ ନୀଳ କରନ୍ତୁ |
04:16 | ଏବେ ଆମେ, CD Labelର ଡାହାଣକୁ କିଛି ଇମେଜେସ୍ ଆଡ୍ କରିବା |
04:21 | ମୁଁ, ଏକ Image Collage ତିଆରି କରି ତାହାକୁ ମୋର Document ଫୋଲ୍ଡର୍ ରେ ସେଭ୍ କରିସାରିଛି |
04:26 | ସେହି ଇମେଜ୍ ଟିକୁ Code Files ରେ ଆପଣଙ୍କୁ ପ୍ରଦାନ କରାଯାଇଛି |
04:30 | ଆପଣ ସେଭ୍ କରିଥିବା ଫୋଲ୍ଡରରେ ଯାଞ୍ଚ କରନ୍ତୁ |
04:34 | ପ୍ରଥମେ File, ତା’ପରେ Import ଓ ଶେଷରେ Image1ରେ କ୍ଲିକ୍ କରନ୍ତୁ |
04:40 | ଏବେ, Imageଟି ଏଠାକୁ ଇମ୍ପୋର୍ଟ ହେଲା. ଏହାକୁ ରିସାଇଜ୍ କରନ୍ତୁ |
04:48 | ମୁଁ ଏହାକୁ CD Lableର ଡାହାଣପଟେ ରଖିବି |
04:51 | File ଓ Save As କ୍ଲିକ୍ କରି SVG ଫାଇଲ୍ କୁ ସେଭ୍ କରନ୍ତୁ |
04:57 | ମୁଁ ଏହାକୁ ST, CD Label ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି |
05:03 | ଏବେ ଆମ CD Lable ପ୍ରସ୍ତୁତ |
05:06 | ଏବେ, PNG ଫର୍ମାଟ୍ ରେ ଏକ୍ସପୋର୍ଟ କରିବା ବିଷୟରେ ଶିଖିବା |
05:10 | Fileକୁ ଯାଇ Export Bitmap ଉପରେ କ୍ଲିକ୍ କରନ୍ତୁ |
05:14 | ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେବ |
05:16 | Export Areaରେ ଥିବା ପେଜ୍ ଟାବ୍ ରେ କ୍ଲିକ୍ କରନ୍ତୁ |
05:21 | Bitmap Sizeରେ dpiକୁ 300ରେ ବଦଳାନ୍ତୁ |
05:26 | ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:29 | ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି, |
05:33 | ଆଉ ଏହାକୁ ST-CD-Lable ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି |
05:42 | ଶେଷରେ Export ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:46 | ଚାଲନ୍ତୁ, ଏବେ Desktopକୁ ଯାଇ ଆମ ଫାଇଲ୍ କୁ ଦେଖିବା |
05:50 | ଆମ CD Lable ଏହିପରି ଦେଖାଯାଉଛି |
05:53 | ସଂକ୍ଷିପ୍ତରେ |
05:55 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା |
06:00 | ଏକ CD ଲେବଲ୍ ଡିଜାଇନ୍ କରିବା |
06:02 | PNG ଫର୍ମାଟ୍ ରେ ଫାଇଲ୍ ସେଭ୍ କରିବା |
06:05 | ଏକ ଆସାଇନମେଣ୍ଟ ଭାବେ |
06:07 | Inkscape ପାଇଁ ଏକ CD ଲେବଲ୍ କ୍ରିଏଟ୍ କrantu |
06:10 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
06:13 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ |
06:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
06:27 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:35 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
06:39 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |