Inkscape/C3/Create-an-A4-Poster/Oriya
From Script | Spoken-Tutorial
Revision as of 11:51, 7 April 2017 by PoojaMoolya (Talk | contribs)
Time | Narration |
00:01 | Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | Document Properties ବଦଳାଇବା |
00:12 | ଏକ A4 Poster ଡିଜାଇନ୍ କରିବା |
00:14 | ଓ ପୋଷ୍ଟର୍ କୁ PDFରେ ସେଭ କରିବା |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:19 | ଉବୁଣ୍ଟୁ ଲିନକ୍ସ 12.04 OS |
00:22 | Inkscape ଭର୍ସନ୍ 0.48.4 |
00:26 | Inkscape ଖୋଲନ୍ତୁ |
00:28 | Fileକୁ ଯାଆନ୍ତୁ New କ୍ଲିକ୍ କରନ୍ତୁ |
00:32 | ଏହିଗୁଡ଼ିକ ହେଉଛି ଇପଲବ୍ଧ ଥିବା ଡିଫଲ୍ଟ କାନଭାସ୍ ସାଇଜ୍ |
00:37 | ମୋର କାନଭାସ୍ ସାଇଜ୍ ହେଉଛି ଡିଫଲ୍ଟ ଭାବରେ A4 |
00:41 | ମୁଁ ତାକୁ ସେହିପରି ଛାଡ଼ିଦେବି |
00:44 | ଯଦି ଆପଣଙ୍କ ମେସିନ୍ ରେ ସେପରି ନଥିବ, ତେବେ A4 ସାଇଜ୍ ଚୟନ କରନ୍ତୁ |
00:49 | ଏବେ କିଛି ସେଟିଙ୍ଗ୍ସ ବଦଳାଇବା |
00:51 | Fileକୁ ଯାଆନ୍ତୁ Document Properties ଉପରେ କ୍ଲିକ୍ କରନ୍ତୁ |
00:54 | ବିଭିନ୍ନ ଟାବ୍ସ ଓ ଅପ୍ସନ୍ସ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିଲା |
00:59 | ଚାଲନ୍ତୁ, ସେଗୁଡ଼ିକ ବିଷୟରେ ଶିଖିବା |
01:03 | ପ୍ରଥମ Page ଟାବ୍ ରେ, Default Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ |
01:08 | ଦେଖନ୍ତୁ, ମୁଁ ଗୋଟିଏ ଗୋଟିଏ କରି କ୍ଲିକ୍ କରିବାବେଳେ କିପରି Ruler ବଦଳୁଛି |
01:13 | ମୁଁ ୟୁନିଟ୍ କୁ Pixels ଭାବରେ ରଖିବି |
01:16 | ପାରଦର୍ଶିତା ଓ ବ୍ୟାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାରେ Bckground ଅପ୍ସନ୍ ସାହାଯ୍ୟ କରିଥାଏ |
01:21 | ତା’ଉପରେ କ୍ଲିକ୍ କଲେ, ଗୋଟିଏ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ |
01:24 | RGB ସ୍ଲାଇଡର୍ସକୁ ବାମ ଓ ଡାହାଣକୁ ଘୁଞ୍ଚାନ୍ତୁ |
01:29 | କାନଭାସ୍ ରେ Background Color ଦୃଶ୍ୟମାନ କରିବା ପାଇଁ, Alpha Sliderକୁ ଡାହାଣକୁ ଘୁଞ୍ଚାନ୍ତୁ |
01:35 | ଚୟନିତ RGB ଭାଲ୍ୟୁ ଅନୁସାରେ ଏବେ ପାରଦର୍ଶିତା ବଦଳିଲା |
01:40 | ଦେଖନ୍ତୁ, Document Properties ୱିଣ୍ଡୋରେ, ମୁଁ ଘୁଞ୍ଚାଇଲେ Background Optionରେ ଥିବା ରଙ୍ଗ ବଦଳୁଛି |
01:47 | Alpha ସ୍ଲାଇଡର୍ କୁ ପୂରା ବାମକୁ ଫେରାଇଆଣି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ |
01:52 | Page Sizeରେ ଅନେକ ଅପ୍ସନ୍ ଅଛି |
01:55 | ଏହି ଅପ୍ସନ୍ ଗୁଡ଼ିକୁ ବ୍ୟବହାର କରି ଆମେ କାନଭାସ୍ ର ସାଇଜ୍ ମଧ୍ୟ ବଦଳାଇପାରିବା |
02:00 | ମୁଁ କ୍ଲିକ୍ କରିବା କ୍ଷଣି କାନଭାସ୍ ସାଇଜ୍ ରେ ପରିବର୍ତ୍ତନକୁ ଦେଖନ୍ତୁ |
02:04 | ପେଜ୍ ସାଇଜ୍ କୁ A4 ରଖନ୍ତୁ |
02:08 | Orientationକୁ, Portrait କିମ୍ୱା Landscapeରେ ବଦଳାଯାଇପାରିବ |
02:12 | ଉଭୟ ଅପ୍ସନ୍ ରେ କ୍ଲିକ୍ କରି କାନଭାସ୍ ରେ ପରିବର୍ତ୍ତନକୁ ଦେଖନ୍ତୁ |
02:17 | ଆମେ, Width ଓ Height ପାରାମିଟର୍ସ ବ୍ୟବହାର କରି କାନଭାସ୍ ର ଉଚ୍ଚତା ଓ ପ୍ରସ୍ତତାକୁ ବଦଳାଇପାରିବା |
02:23 | Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ ଏଠାରେ ଆମେ, ଆମ ଆବଶ୍ୟକତା ଅନୁସାରେ ୟୁନିଟ୍ସ ବଦଳାଇପାରିବା |
02:31 | ଏବେ ଚାଲନ୍ତୁ Unitsକୁ Pixelsରେ ବଦଳାଇଦେବା |
02:34 | Resize Page to Content ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
02:37 | ଉପଲବ୍ଧ ବିଭିନ୍ନ ଅପ୍ସନ୍ସ ଖୋଲିବ |
02:41 | ସମସ୍ତ ସାଇଡ୍ ପାଇଁ ଆମେ ଏଠାରେ ମାର୍ଜିନ୍ ସେଟ୍ କରିପାରିବା |
02:45 | ମାର୍ଜିନ୍ ସେଟ୍ କରିସାରିବା ପରେ Resize Page to Drawing or Selection ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ |
02:51 | ଏହାପରେ ହେଉଛି Border ଅପ୍ସନ୍. ଏଠାରେ 3ଟି ଚେକ୍-ବକ୍ସ ଅପ୍ସନ୍ସ ଅଛି |
02:57 | ଏହି ଅପ୍ସନ୍ ଗୁଡ଼ିକୁ ଦେଖାଇବା ପାଇଁ, ମୂଁ ଏହି ଶୈଳୀରେ ପ୍ରଥମେ ଗୋଟିଏ Ellipse ଆଙ୍କୁଛି |
03:03 | ପ୍ରଥମ ଅପ୍ସନ୍ ପେଜ୍ ବର୍ଡର୍ ତିଆରି କରିବ, ଅର୍ଥାତ୍ କାନଭାସ୍ ବର୍ଡର୍ କୁ ଦୃଶ୍ୟମାନ କରିବ |
03:08 | ଏହି ଅପ୍ସନ୍ କୁ ଅନ୍-ଚେକ୍ କଲେ ବର୍ଡର୍ ଉଭେଇଯିବ |
03:13 | ତା’ପରେ ପୁଣିଥରେ ଅପ୍ସନ୍ କୁ ଚେକ୍ କରନ୍ତୁ ଓ ବର୍ଡର୍ ପୁଣି ଦେଖାଦେବାର ଦେଖନ୍ତୁ |
03:18 | ଦ୍ୱିତୀୟ ଅପ୍ସନ୍ ଟି ବର୍ଡର୍ କୁ ଡ୍ରଇଙ୍ଗ୍ ଉପରେ ରଖିବ, ଯେଉଁଥିରୁ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ |
03:25 | ପୁଣିଥରେ ଏହି ଅପ୍ସନ୍ କୁ ଚେକ୍ ଓ ଅନ୍-ଚେକ୍ କରି, କାନଭାସ୍ ରେ କ’ଣ ଘଟୁଛି ଦେଖନ୍ତୁ |
03:31 | ତୃତୀୟ ଅପ୍ସନ୍ ଟି, ଡାହାଣ ଓ ତଳେ କାନଭାସ୍ ର ଛାଇ ଦେଖାଏ |
03:36 | ଏଠାରେ ଦେଖନ୍ତୁ, ଡାହାଣ ଓ ତଳ ବର୍ଡର୍ ଅନ୍ୟ ଦୁଇ ପାର୍ଶ୍ୱ ତୁଳନାରେ ମୋଟା ଅଟେ |
03:42 | ତୃତୀୟ ଅପ୍ସନ୍ କୁ ଅନ୍-ଚେକ୍ କରି ଦେଖନ୍ତୁ, ଏହି ଛାଇ ଅଦୃଶ୍ୟ ହୋଇଗଲା |
03:47 | ଆମର ଆବଶ୍ୟକତା ଓ ପସନ୍ଦ ଅନୁସାରେ ଆମେ ଏହିସବୁ ଅପ୍ସନ୍ସ ବ୍ୟବହାର କରିପାରିବା |
03:52 | Border Color ଅପ୍ସନ୍ ଦ୍ୱାରା ଆମେ ବର୍ଡର୍ ରଙ୍ଗ ଚୟନ କରିଥାଉ |
03:57 | ଡିଫଲ୍ଟ ବର୍ଡର୍ କଲର୍ କୁ ଅପରିବର୍ତ୍ତିତ ରଖନ୍ତୁ |
04:01 | ଏହାପରେ Guides ଟାବ୍ ଉପରେ କ୍ଲିକ୍ କରନ୍ତୁ |
04:03 | କାନଭାସ୍ ଉପରେ ଟେକ୍ସଟ୍ ଓ ଗ୍ରାଫିକ୍ ଆଲାଇନ୍ କରିବାକୁ Guides ସାହାଯ୍ୟ କରିଥାଏ |
04:08 | ଆପଣ ଏଠାରେ Ruler Guides ତିଆରି କରିପାରିବେ |
04:12 | Vertical Ruler ଉପରେ କ୍ଲିକ୍ କରି ଏକ Guideline ଡ୍ରାଗ୍ କରନ୍ତୁ |
04:15 | ଏବେ, ପ୍ରଥମ ଅପ୍ସନ୍ Show Guidesକୁ ଚେକ୍ ଓ ଅନ୍-ଚେକ୍ କରନ୍ତୁ |
04:19 | ଏବଂ କାନଭାସ୍ ଉପରେ Guidelineର ଦୃଶ୍ୟ ଓ ଅଦୃଶ୍ୟ ହେବା ଦେଖନ୍ତୁ |
04:25 | Guidelineର ରଙ୍ଗ ହେଉଛି Guide Color |
04:28 | ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ Guidelineକୁ ଡ୍ରାଗ୍ କରିବାବେଳେ Guidelineର ରଙ୍ଗ ହେଉଛି Highlight Color |
04:33 | ଏଠାରେ Guide ଓ Highlightର ଡିଫଲ୍ଟ ରଙ୍ଗଗୁଡ଼ିକ ପ୍ରଦର୍ଶିତ ହୋଇଛି |
04:37 | ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ |
04:41 | ମୁଁ ଡିଫଲ୍ଟ କଲର୍ କୁ ଅପରିବର୍ତ୍ତିତ ରଖିବି |
04:44 | Snap Guides While Dragging ଅପ୍ସନ୍, ଡ୍ରାଗିଙ୍ଗ୍ କରିବା ସମୟରେ ନିକଟ ଗାଇଡ୍ ଲାଇନ୍ କୁ ଅବଜେକ୍ଟ କିମ୍ୱା ବାଉଣ୍ଡିଙ୍ଗ୍ ବକ୍ସକୁ Snap କରିବାରେ ସାହାଯ୍ୟ କରେ |
04:52 | ଏହାପରେ Grids ଟାବ୍ ଉପରେ କ୍ଲିକ୍ କରନ୍ତୁ |
04:54 | ଏହି ଅପ୍ସନ୍ କୁ ବ୍ୟବହାର କରି ଆମେ, କାନଭାସ୍ ଉପରେ ଆର୍ଟୱର୍କ ପଛରେ ଦୃଶ୍ୟମାନ Gridକୁ ସେଟ୍ କରିପାରିବା |
05:00 | କାନଭାସ୍ ଉପରେ ଅବଜେକ୍ଟକୁ ଠିକ୍ ଭାବରେ ରଖିବାକୁ Grids ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରିଣ୍ଟ ହୋଇନଥାଏ |
05:07 | ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ |
05:09 | ଉପଲବ୍ଧ ଥିବା ଦୁଇ ପ୍ରକାରର Grids ହେଉଛି Rectangular Grid ଓ Axonometric Grid |
05:16 | Rectagular Grid ଉପରେ କ୍ଲିକ୍ କରି New ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:20 | କାନଭାସ୍ ବ୍ୟାକଗ୍ରାଉଣ୍ଡରେ ତୁରନ୍ତ ଏକ Grid ଗଠିତ ହୋଇଯିବ |
05:25 | ଉପଲବ୍ଧ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକତା ଅନୁସାରେ Grid Properties ସେଟ୍ କରିପାରିବା |
05:31 | ତଳେ ଥିବା Remove ବଟନ୍ ଉପରେ କ୍ଲିକ୍ କରି ଆମେ Gridକୁ କାଢ଼ିପାରିବା |
05:36 | ସମାନ ମାର୍ଗରେ ଆପଣ Axonometric Grid ପାଇଁ ମଧ୍ୟ ଅପ୍ସନ୍ସ ଚେଷ୍ଟା କରିପାରିବେ |
05:41 | ଏହି ଶୃଙ୍ଖଳାର ଆଗାମୀ ସ୍ତରର ଟ୍ୟୁଟୋରିଆଲ୍ସରେ ପରବର୍ତ୍ତୀ 3ଟି ଟାବ୍ସରେ ଥିବା ଅପ୍ସନ୍ସ ବିଷୟରେ ବୁଝାଯିବ |
05:47 | ଏବେ ଚାଲନ୍ତୁ ଗୋଟିଏ ପୋଷ୍ଟର୍ ତିଆରି କରିବା |
05:50 | ପ୍ରଥମେ Ellipse ଓ Guidelineକୁ ଡିଲିଟ୍ କରିଦିଅନ୍ତୁ |
05:53 | ପୋଷ୍ଟର୍ ପାଇଁ ଆମକୁ ପ୍ରଥମେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରିବାକୁ ହେବ |
05:58 | Rectangle Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
06:00 | ସମ୍ପୂର୍ଣ୍ଣ କାନଭାସ କଭର୍ କରୁଥିବା ଭଳି ଏକ ବଡ଼ ଆୟତକ୍ଷେତ୍ର ଆଙ୍କନ୍ତୁ |
06:06 | ତାହାକୁ ଫିକା ନୀଳ ଗ୍ରେଡିଏଣ୍ଟ ରଙ୍ଗ ଦିଅନ୍ତୁ |
06:08 | ଏବେ, Bezier Tool ବ୍ୟବହାର କରି କାନଭାସ |
06:16 | ଉପରେ ଏକ Header Area ଓ ତଳେ ଏକ Footer Area ଆଙ୍କନ୍ତୁ |
06:23 | ଏହାକୁ ନୀଳ ରଙ୍ଗ ଦେବା |
06:25 | ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ |
06:28 | ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯିବ |
06:32 | ତେଣୁ, ସର୍ବପ୍ରଥମେ ତ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ତା’ପରେ Code Filesରେ କ୍ଲିକ୍ କରି Zip File ଡାଉନଲୋଡ୍ କରନ୍ତୁ |
06:39 | ଏବେ, ଫୋଲ୍ଡର୍ କୁ Unzip କରି ନିଜ ମେସିନ୍ ରେ, ନିଜ ପସନ୍ଦର ସ୍ଥାନରେ ତାହାକୁ ସେଭ୍ କରନ୍ତୁ |
06:45 | ଏବେ, Inkscapeକୁ ଫେରିଆସନ୍ତୁ |
06:47 | File ମେନୁକୁ ଯାଆନ୍ତୁ Import ଉପରେ କ୍ଲିକ୍ କରନ୍ତୁ |
06:51 | Logo ସେଭ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ |
06:54 | Spoken Tutorial Logo ସିଲେକ୍ଟ କରି Open ଉପରେ କ୍ଲିକ୍ କରନ୍ତୁ |
06:59 | ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ OK ଉପରେ କ୍ଲିକ୍ କରନ୍ତୁ |
07:03 | ଏବେ ଆମ କାନଭାସ୍ କୁ ଲୋଗୋଟି ଇମ୍ପୋର୍ଟ ହୋଇଗଲା |
07:06 | ତାହାକୁ 100 x 100 ପିକ୍ସେଲ୍ କୁ ରିସାଇଜ୍ କରି |
07:09 | Header Areaର ଉପର ବାମପଟ କୋଣରେ ରଖନ୍ତୁ |
07:14 | ଏବେ, Spoken Tutorial ଟେକ୍ସଟ୍ ଟାଇପ୍ କରନ୍ତୁ |
07:18 | ଏହାକୁ Bold କରନ୍ତୁ |
07:20 | ଫଣ୍ଟ ସାଇଜ୍ କୁ 48 କରନ୍ତୁ |
07:24 | ତାହାକୁ ଲୋଗୋର ଡାହାଣପଟେ ରଖନ୍ତୁ |
07:27 | ଏହାପରେ ଟାଇପ୍ କରନ୍ତୁ partner with us...help bridge the digital divide |
07:35 | ଫଣ୍ଟ ସାଇଜ୍ କୁ 20 କରନ୍ତୁ |
07:39 | ଏବେ ଆଉ କିଛି ଟେକ୍ସଟ୍ ଆଡ୍ କରନ୍ତୁ |
07:42 | ମୁଁ, LibreOffice Writer ଡକୁମେଣ୍ଟରେ ଏକ ସାମ୍ପଲ୍ ଟେକ୍ସଟ୍ ପୂର୍ବରୁ ରଖିସାରିଛି |
07:47 | ଏହି ସାମ୍ପଲ୍ ଟେକ୍ସଟ୍, Code Files ଆପଣଙ୍କୁ ପ୍ରଦାନ କରାଯିବ |
07:51 | ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ |
07:54 | ଏବେ ମୁଁ, ଏହି ଟେକ୍ସଟ୍ କୁ ମୋ ପୋଷ୍ଟର୍ ର ଖାଲି ସ୍ଥାନରେ Copy ଓ Paste କରିବି |
08:00 | ଫଣ୍ଟ ସାଇଜ୍ କୁ 28 କରନ୍ତୁ |
08:04 | ଲାଇନ୍ ସ୍ପେସିଙ୍ଗ୍ ସେଟ୍ କରନ୍ତୁ |
08:06 | Bullet କ୍ରିଏଟ୍ କରି ପ୍ରତ୍ୟେକ ବାକ୍ୟ ପୂର୍ବରୁ ରଖନ୍ତୁ |
08:10 | ଆମେ ତାହା ତଳେ 2ଟି ଇମେଜ୍ ଆଡ୍ କରିବା |
08:13 | ପୂର୍ବପରି, ସେଗୁଡ଼ିକୁ Import କରନ୍ତୁ |
08:17 | ମୁଁ ସେଗୁଡ଼ିକୁ Images ଫୋଲ୍ଡର୍ ରେ ସେଭ୍ କରିଛି |
08:20 | ଏହି ଇମେଜ୍ ଗୁଡ଼ିକ, Code Files ଆପଣଙ୍କୁ ପ୍ରଦାନ କରାଯିବ |
08:24 | ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ |
08:27 | ଇମେଜ୍ ଗୁଡ଼ିକୁ ସିଲେକ୍ଟ କରି ରିସାଇଜ୍ କରନ୍ତୁ |
08:30 | ସେଗୁଡ଼ିକୁ ପୋଷ୍ଟର୍ ର ତଳ ସ୍ଥାନକୁ ନେଇଯାଆନ୍ତୁ |
08:33 | ଚାଲନ୍ତୁ ଏବେ, Footer Areaରେ ଯୋଗାଯୋଗ ବିବରଣୀ ଲେଖିବା |
08:37 | ପୁଣିଥରେ, LibreOffice Writer ଡକୁମେଣ୍ଟରୁ ଟେକ୍ସଟ୍ Copy ଓ Paste କରନ୍ତୁ |
08:42 | ଫଣ୍ଟ ସାଇଜ୍ କୁ 18 କରନ୍ତୁ |
08:45 | ଏବେ ଆମ ପୋଷ୍ଟର୍ ପ୍ରସ୍ତୁତ |
08:47 | ଏହାପରେ ଆମେ, PDF ଫର୍ମାଟ୍ ରେ ସେଭ୍ କରିବା ବିଷୟରେ ଶିଖିବା |
08:51 | Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ |
08:55 | ଏକ ଡାୟଲଗ୍ ବକ୍ସ ଦେଖାଦେଲା |
08:58 | ଆପଣ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍ ଚୟନ କରନ୍ତୁ |
09:00 | ମୁଁ Desktop ଚୟନ କରିବି |
09:02 | ଡାୟଲଗ୍ ବକ୍ସର ତଳ ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରି ଫର୍ମାଟ୍ PDFକୁ ବଦଳାନ୍ତୁ |
09:09 | ଏଠାରେ Name ଫିଲ୍ଡରେ ଟାଇପ୍ କରନ୍ତୁ: Spoken-Tutorial-Poster |
09:16 | ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:18 | ଆମ ପୋଷ୍ଟର୍ Desktopରେ ସେଭ୍ ହୋଇଛି |
09:21 | ଚାଲନ୍ତୁ, Desktopକୁ ଯାଇ ଆମ ପୋଷ୍ଟର୍ ଦେଖିବା |
09:25 | ଆମ ପୋଷ୍ଟର୍ PDF ଫର୍ମାଟ୍ ରେ ଅଛି |
09:28 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
09:32 | Document Properties ବଦଳାଇବା |
09:34 | ଏକ A4 Poster ଡିଜାଇନ୍ କରିବା |
09:36 | ପୋଷ୍ଟର୍ କୁ PDFରେ ସେଭ କରିବା |
09:38 | ଏକ ଆସାଇନମେଣ୍ଟ ଭାବେ |
09:40 | Spoken Tutorial Project ପାଇଁ ଏକ A4 ପୋଷ୍ଟର୍ ତିଆରି କରନ୍ତୁ |
09:44 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
09:48 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ |
09:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
10:01 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
10:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:10 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
10:14 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
10:16 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |