Firefox/C2/Firefox-interface-and-toolbars/Oriya
From Script | Spoken-Tutorial
Revision as of 15:32, 4 April 2017 by PoojaMoolya (Talk | contribs)
Time | Narration |
00:00 | ମୋଜ଼ିଲ୍ଲା ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ଟୁଲ୍ ବାରସ୍ ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ. |
00:05 | ଏହି ଟ୍ୟୁଟୋରିଆଲରେ ଆମେ ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ଟୁଲ୍ ବାରସ୍ ସମ୍ବନ୍ଧରେ ଜାଣିବା |
00:11 | ଏହି ଟ୍ୟୁଟୋରିଆଲରେ ଆମେ ଉବଣ୍ଟୁ 10.04 ପାଇଁ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା |
00:19 | ଏବେ ଆମେ ଫାୟାରଫୋକ୍ସ ଇଣ୍ଟରଫେସକୁ ନିରେଖୀ ଦେଖିବା . |
00:23 | ଫାୟାରଫୋକ୍ସରେ ସବୁ ବିଶେଷ ଗୁଣ ଅଛି ଯାହା ଏକ ଆଧୁନିକ ବ୍ରାଉଜର୍ ରେ ହେବା ଦରକାର . |
00:28 | ମୋଜ଼ିଲ୍ଲା ଫାୟାରଫୋକ୍ସ ର ସଫଳ ପୁର୍ବକ ବ୍ୟବହାର ସୀଖିବା ପାଇଁ, ଏହାର ପ୍ରତେକ ଗୁଣ ବିଷୟରେ ସୁପରିଚତ ହେବା ଉଚିତ |
00:34 | ମୋଜ଼ିଲ୍ଲା ଫାୟାରଫୋକ୍ସ ଇଣ୍ଟରଫେସ କୁ ଛଅଟି ବିଶିଷ୍ଠ ଖେତ୍ରରେ ବିଭାଜନ କରିପାରିବା, ସେଗୁଡିକ ହେଲା; |
00:41 | ମେନ୍ୟୁ ବାର୍ (menu bar), ନେଭିଗେସନ୍ ଟୂଲ୍ ବାର୍ (Navigation toolbar), ବୂକ୍ ମାର୍କ୍ସ ବାର୍ (Bookmarks bar), ସାଇଡ୍ ବାର୍ (Side bar), ସ୍ଟେଟସ ବାର୍ (Status bar), ଏବଂ କନ୍ଟେଟ ଏରେଆ (Content area) |
00:53 | ଚାଲ ଏଥିରେ ପ୍ରତ୍ୟେକଟିକୁ ଦେଖିବା ଏବଂ ଏହା କଣ କରେ ଶିଖିବା |
00:57 | ଏଥର ଫାଇଲ ମେନ୍ୟୁ ଉପରେ କ୍ଲିକ କର ଏବଂ ପରେ ନ୍ୟୁୟୁ ୱିନଡୋ ରେ କ୍ଲିକ କର |
01:01 | ଏହାପରେ ଏକ ନ୍ୟୁୟୁ ଉବୁଣ୍ଟୁ ନଜରକୁ ଆସିବ |
01:05 | କିଛି ଲୋକକୁ ତାକଂର ବ୍ରାଉଜର୍ ରେ ଥିବା ଛୋଟ ଅଖ୍ୟର ଗୁଡିକୁ ଦେଖିବା ପାଇଁ ଅସୁବିଧା ହୋଇଥାଏ |
01:08 | ତେଣୁ, View-Zoom ଏବଂ Zoom in ଉପରେ କ୍ଲିକ କରି ପେଜ କୁ ଜୁମ କର . |
01:14 | କିମ୍ବା ଏହା ପରିବର୍ତେ Ctrl + + ପ୍ରେସ୍ କର |
01:18 | ଏହା ଟେକ୍ସଟ ଦେଖିବାର ପୃଷ୍ଠାକୁ ବଡ କରିଦେବ |
01:21 | ମୋଜ଼ିଲ୍ଲା ଫାୟାରଫୋକ୍ସ ର କେଉଁ ବରଜ଼ନ ଟି ଆମେ ବ୍ୟବହାର କରୁଛୁ ଏହା ଜାଣିବା ପାଇଁ Help ଏବଂ About ଉପରେ କ୍ଲିକ କର |
01:27 | ସ୍ବାଭାବିକ ଭାବରେ ଫାୟାରଫୋକ୍ସ ଏକ ହୋମପେଜ ପ୍ରଦଶ୍ରିତ କରିବ . |
01:32 | ଆପଣକଂର ପସଂଦର ୱେବପେଜ କୁ ହୋମପେଜ ରୁପରେ ସେଟ୍ କରିବା ପାଇଁ Edit ଏବଂ Preferences ଉପରେ କ୍ଲିକ କରନ୍ତୁ . |
01:39 | ଯେଉଁମାନେ ୱିନଡୋ କୁ ବ୍ୟବହାର କରନ୍ତି, ସେମାନେ ଦୟାକରି Tools ଏବଂ Options ଉପରେ କ୍ଲିକ କରନ୍ତୁ . |
01:42 | General ଟ୍ୟାବ୍ ରେ, ହୋମପେଜ ଫିଲିଡ୍ ଉପରେ କ୍ଲିକ କର, ଏବଂ ‘www.yahoo.com’ ଟାଇପି କର କିମ୍ବା ଆପଣକଂର ଯେକୌଣସି ପସଂଦର ୱେବପେଜ ଟାଇପି କର . |
01:52 | ଏଥର ଡାହାଣ ହାତ ତଳ କୋଣରେ ଥିବା Close botton ଉପରେ କ୍ଲିକ କରି ଫାୟାରଫୋକ୍ସ ପ୍ରେଫେରେଏନେସ (Preferences) ୱିନଡୋ କୁ ବନ୍ଦ କରି ପାରିବ . |
02:00 | ୱେବପେଜ ଭିତରେ ବିଶେଷ ସବ୍ଦ ଗୁଡିକୁ ଖୋଜିବା ପାଇଁ ଆମେ ଏଡିଟ୍ ମେନ୍ୟୁ ବ୍ୟବହାର କରିପାରିବ. |
02:05 | ଆଡ୍ରେସ ବାର୍ ରେ ଟାଇପି କର ‘www.google.com’ |
02:12 | Edit କୁ ଯାଇ Find ଉପରେ କ୍ଲିକ କର . |
02:14 | ବ୍ରାଉଜର୍ ୱିନଡୋ ର ତଳେ ଏକ ଛୋଟ ଟୁଲ୍ ବାର ଦେଖିପାରିବେ . |
02:19 | ଟେକ୍ସଟବୋକ୍ସ ରେ ‘Gujarati’ ଟାଇପି କର. |
02:23 | ଆପଣ ଦେଖିବେ ଯେ ପେଜ ଉପରେ ‘Gujarati’ ସବ୍ଦ ପ୍ରମୁଖ ଭାବରେ ଚିନ୍ନିହତ ହୋଇଛି . |
02:28 | ଏହି ଫୋନ୍କଶନ (function) ଟି ବଡ ଟେକ୍ସଟ ଗୁଡିକୁ ୱେବ୍ ପେଜ ରେ ଖୋଜିବାରେ ବହୁତ ଉପଯୋଗୀ . |
02:33 | ଆସ ଏହାକୁ ବର୍ତମାନ ବନ୍ଦ କରିଦେବା . |
02:35 | ନାମରୁ ବୁଝା ପଡେ ଯେ, ନେଭିଗେସନ ଟୁଲ୍ ବାର୍ ଟି ଇଣ୍ତେରନେଟ୍ ମାଧ୍ୟମରେ ବିଭିନ୍ନ ଜିନିଷକୁ ଦର୍ଶାଇ ପାରେ . |
02:41 | ନେଭିଗେସନ ଟୁଲ୍ ବାର୍ ଏକ ବଡ ଟେକ୍ସଟ ବୋକ୍ସ ଅଟେ ଯେଉଁଠାରେ ଆପଣ ଦେଖିବାକୁ ଚାଂହୁଥିବା ୱେବ୍ ପେଜ ର ଆଡ୍ରେସ୍ କୁ ଟାଇପି କରନ୍ତି . |
02:48 | ଏହାକୁ ମଧ୍ୟ URL ବାର୍ କିମ୍ବା ଆଡ୍ରେସ୍ ବାର୍ (Address Bar) କହନ୍ତି . |
02:52 | URL ଉପରେ କ୍ଲିକ କର ଏବଂ ଯେଉଁ ଆଡ୍ରେସ୍ ଆଗରୁ ସେଠାରେ ଅଛି ତାକୁ ମିଟାଇ (delet) ଦିଅନ୍ତୁ . |
02:57 | ବର୍ତମାନ ସେଠାରେ 'www.google.com’ ଟାଇପି କର . |
03:02 | ଏଣ୍ଟର କି ପ୍ରେସ୍ (press) କର,ବର୍ତମାନ ଆପଣ ଗୁଗୁଲ୍ ହୋମପେଜ ରେ ପ୍ରବେଶ କରିସାରିଛନ୍ତି . |
03:06 | ବର୍ତମାନ ଯଦି back arrow ଆଇକନ ଉପରେ କ୍ଲିକ କରିଚାଲନ୍ତି ଆପଣଂକୁ ସେହି ପେଜକୁ ଫେରିଯିବେ ଯେଉଁଠାରେ ଆପଣ ଆଗରୁ ଥିଲେ |
03:12 | ସେହିପରି ଭାବରେ ଗୁଗୁଲ୍ ହୋମପେଜକୁ ପୁଣିଥରେ ଫେରିଯିବା ପାଇଁ forward arrow ଉପରେ କ୍ଲିକ କରାଯାଇଥାଏ . |
03:17 | ଦେଖନ୍ତୁ URL ବାର୍ ର ଡାହାଣକୁ ଘର ପରି ଆକାର ସଦୃଶ ଏକ ଆଇକନ ଅଛି . |
03:22 | ଆପଣ ଯେଉଁ ହୋମପେଜ ରେ ରୁହନ୍ତୁ ନା କାହିଁକି, ଏହି button ସେଠାରୁ ଆପଣଂକୁ ସ୍ବାଭାବିକ ଭାବରେ ହୋମପେଜ କୁ ନେଇଯIଏ . |
03:28 | ଆପଣ କିଛି ବିଶେଷ ୱେବସାଇଟ୍ କିମ୍ବା ସର୍ଚ୍ ଇନିଜିଂନୀ (search engine) ବ୍ରାଉସିଂଗ୍ କରୁଥିବା ସମୟରେ ଏହି ଫୋନ୍କଶନ ବହୁତ ଉପଯୋଗୀ . |
03:34 | ଆସ ଏବେ ହୋମପେଜ button ଉପରେ କ୍ଲିକ କରିବା . |
03:36 | ମନେରଖିଥିବେ ଯେ,ଆମେ ହୋମପେଜ କୁ ‘www.yahoo.com’ ରେ ପରିବର୍ତନ କରିଥିଲେ . |
03:42 | ହୋମପେଜ button ଉପରେ କ୍ଲିକ କରିବା ଦ୍ବାରା ପରିଣାମ ସ୍ବରୁପ,ଏହା ଆମକୁ yahoo ହୋମପେଜକୁ ନେଇ ଆସିଥାଏ . |
03:49 | ବର୍ତମାନ ଆମେ ବୁକ୍ ମାର୍କ୍ସ ବାର୍ କୁ ଦେଖିବା. |
03:51 | ବୁକ୍ ମାର୍କ୍ସ ଆପନଂକୁ ସେହି ପେଜସ୍ ଗୁଡିକୁ ଯିବା ପାଇଁ ସାହାଯ୍ୟ କରେ ଯେଉଁ ଗୁଡିକୁ ଆପଣ ବାରମ୍ବାର ପରିଦର୍ଶନ (visit) କରିଥାନ୍ତି . |
03:57 | URL ବାର୍ ରେ ‘www.gmail.com’ ଟାଇପି କର. |
04:03 | ପେଜ ଲୋଡ୍ ହେଲା ପରେ, URL ବାର୍ ର ଡାହାଣକୁ ଥିବା ଷ୍ଟାର ସିମ୍ବଲ (star symbol) ଉପରେ କ୍ଲିକ କର . |
04:10 | ଆପଣ ଦେଖିବେ ଯେ ଷ୍ଟାର ଚିହ୍ନଟି ହଳଦିଆ ରଂଗ ହୋଇଯାଉଛି . |
04:13 | ଆଉଥରେ ଷ୍ଟାର ଉପରେ କ୍ଲିକ କର ,ଏବେ ଏକ ଡାଇଲଗ ବକ୍ସ ଆସିବ . |
04:17 | ଦିଆଯାଇଥିବା 'Folder' ଡ୍ରୋପ୍ ଡାଉନ ମେନ୍ୟୁ ରୁ ବୁକ୍ ମାର୍କ୍ସ ଟୂଲ୍ ବାର୍ ଟିକୁ ବାଚ୍ଛ. |
04:23 | ଧ୍ୟାନ ଦେବା ଯେ Gmail ବୁକ୍ ମାର୍କ ବର୍ତମାନ ଟୂଲ୍ ବାର୍ ସହିତ ମିଶିଗଲା. |
04:28 | Yahoo ହୋମପେଜ କୁ ଯିବା ପାଇଁ ହୋମପେଜ ଆଇକନ (Home page icon) ଉପରେ କ୍ଲିକ କର . |
04:33 | Gmail ବୁକ୍ ମାର୍କ ଉପରେ କ୍ଲିକ କର. ଏହା ଅପନଂକୁ Gmail ଲୋଗ୍-ଇନ୍ ପେଜ କୁ ନେଇ ଯିବ . |
04:39 | ଆପଣ ସେହି ସାଇଟ୍ସ ଯିବା ପାଇଁ ବୁକ୍ ମାର୍କ୍ସ ବାର୍ ବ୍ୟବହାର କରିପାରିବେ ଯେଉଁଠାରେ ଆପଣ ବାରମ୍ବାର ଯାଆନ୍ତି, କିନ୍ତୁ ଚାହଁIନ୍ତି ନାହିଁ ଏହା ଅପନଂକର ହୋମପେଜ ହେଉ . |
04:46 | ତାପରେ ଆମେ ସାଇଡ୍ ବାର୍ (side bar) କୁ ଦେଖିବା . |
04:49 | View ଏବଂ ସାଇଡ୍-ବାର୍ ଉପରେ କ୍ଲିକ କର ଏବଂ ପରେ History ଉପରେ କ୍ଲିକ କର . |
04:54 | ଆପଣ ଦେଖିବେ ଯେ ବାର୍ ର ବାମ ପାର୍ଶରେ ବର୍ତମାନ ତିନୋଟି ଅପସନ ଅଛି - today, yesterday ଏବଂ older than 6 months . |
05:02 | ପ୍ରଦର୍ଶିତ ଅପସନ ସେହି କମପ୍ୟୁଟର ରେ ଫାୟାରଫୋକ୍ସ ଉପଯୋଗୀ ର ମଧ୍ୟାନ୍ତର (intervals) କୁ ବର୍ଣନା କରେ . |
05:09 | ମେନ୍ୟୁ କୁ ବିସ୍ତାରିତ କରିବାକୁ Today ଆଇକନ ର ନିକଟତର ଥିବା ପ୍ଲୁସ୍ (plus) ଚିହ୍ନ ଉପରେ କ୍ଲିକ କର . |
05:15 | ଗୁଗୁଲ୍ ହୋମପେଜ କୁ ସିଧାସଳଖ ଯିବା ପାଇଁ ଗୁଗୁଲ୍ ଲିକଂ ଚିହ୍ନଟ କର . |
05:19 | ଦେଖ ଏହା କିପରି ସହଜ ସେହି ସାଇଟ କୁ ଯିବାକୁ ଯେଉଁ ଠାରେ ଆପଣ ପୁର୍ବରୁ ଦେଖିଥିଲେ . |
05:25 | ସାଇଡ୍-ବାର୍ ର ନିଜର ଏକ ଖୋଜିବା ପ୍ରଣାଳୀ (search function) ଅଛି . |
05:29 | ଆପଣ ଯେଉଁ ସାଇଟ କୁ ଖୋଜିବା ପାଇଁ ଚାହନ୍ତି ସେହି ସାଇଟ ର ନାମ ସର୍ଚ୍ ବକ୍ସ ରେ ଟାଇପ କରିପାରିବ . |
05:34 | ତାହାପରେ ଏହାକୁ ପାଇବା ପାଇଁ ଆପଣକଂର ହିସ୍ଟରୀ (History) ମଧ୍ୟରେ ଖୋଜିବ . |
05:37 | ସର୍ଚ୍ ବକ୍ସରେ ଗୁଗୁଲ୍ (Google) ଟାଇପ କର . |
05:39 | ଯାହା ଫଳରେ, ସର୍ବ ପ୍ରଥମେ ଗୁଗୁଲ୍ ହୋମପେଜ ଆସେ . |
05:43 | ସାଇଡ୍-ବାର୍ ର ଡାହଣ ହାତ ଉପର କୋଣରେ ଛୋଟ 'x' ରେ କ୍ଲିକ କରି ଆପଣ ସାଇଡ୍-ବାର୍ କୁ ଅଦୃଶ କରିପାରିବେ . |
05:51 | ଚାଲ ଦେଖିବା ଷ୍ଟେଟସ୍ ବାର୍ (status bar) କଣ କରେ . |
05:55 | ବ୍ରାଉଜର୍ ୱିନଡୋ ର ତଳ ଖେତ୍ର ରେ ଷ୍ଟେଟସ୍ ବାର୍ ଅଛି ଯାହାକି ଆପନଂକୁ ଆପଣକଂର ସାଇଟ୍ ଲୋଡିଂଗ୍ ହେବାର ଷ୍ଟେଟସ୍ ଦେଖାଏ . |
06:02 | URL ବାର୍ କୁ ଯାଅ, ‘www.wired.com’ ଟାଇପ କର ଏବଂ ଏଣ୍ଟର key ପ୍ରେସ୍ କର . |
06:10 | ଷ୍ଟେଟସ୍ ବାର୍ କୁ ଶୀଘ୍ର ଦେଖ. ଏହା ଆପନଂକୁ ସେହି ୱେବପେଜ ଲୋଡିଂଗ୍ (loading) ହେବାର ଷ୍ଟେଟସ୍ (status) ଦେଖାଏ . |
06:16 | ଷ୍ଟେଟସ୍ ବାର୍ ମାଧ୍ୟମରେ ଆପଣ କାହିଁକି ଏକ ବିଶେଷ ସାଇଟ୍ ଲୋଡିଂଗ୍ ହେଇପାରୁ ନାହିଁ, ସାଇଟ୍ ଲୋଡିଂଗ୍ ର ନିର୍ଧାରିତ ସମୟ, ଇତ୍ୟାଦି ଜାଣି ପାରିବେ . |
06:25 | ଶେଷରେ, ଚାଲ Content area କୁ ଦେଖିବା |
06:28 | ଏଠାରେ ଆପଣ ୱେବପେଜ ର ବିଷୟ ବସ୍ତୁ ଦେଖ ଦେଖିବାକୁ ପାଇବେ . |
06:33 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
06:35 | ଏହି ଟ୍ୟୁଟୋରିଆଲ ରେ, ଆମେ ଫାୟାରଫୋକ୍ସ ଇଣ୍ଟରଫେସ, ଟୂଲ୍ ବାର୍ ସମ୍ବନ୍ଧରେ ଶିଖ୍ୟା ଲାଭ କଲୁ . |
06:43 | ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯଟିକୁ ନିଜେ କରିବା ପାଇଁ ଚେଷ୍ଟା କର . |
06:46 | ଆପଣକଂ ହୋମପେଜ କୁ ‘www.spoken-tutorial.org’ କୁ ପରିବର୍ତ୍ତନ କର ଏବଂ ଏହାକୁ ଖୋଜି ଦେଖ . |
06:54 | ତାହାପରେ, ବ୍ରାଉଜର୍ ର ହିସ୍ଟରୀ ଫୋନ୍କଶନ (History function) କୁ ଉପଯୋଗ କରି 'yahoo' ୱେବସାଇଟ୍ କୁ ଯାଅ . |
07:00 | ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial |
07:05 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ |
07:07 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ । |
07:12 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି । |
07:17 | ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି |
07:21 | ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ । |
07:27 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ । |
07:31 | ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ । |
07:39 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro. |
07:50 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ଯୋଗୋଦାନ ପାଇଁ ଧନ୍ୟବାଦ |