Drupal/C2/Editing-Existing-Content/Oriya
From Script | Spoken-Tutorial
Revision as of 10:26, 4 April 2017 by PoojaMoolya (Talk | contribs)
| Time | Narration |
| 00:01 | Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing |
| 00:10 | CKEditor ବ୍ୟବହାର କରିବା ଓ |
| 00:12 | CKEditor କନଫିଗର୍ କରିବା |
| 00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
| 00:24 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:28 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
| 00:32 | ଆମେ ପ୍ରଥମେ Inline Editing ବିଷୟରେ ଶିଖିବା. |
| 00:36 | Title ଉପରେ ମାଉସ୍ ଚଲାନ୍ତୁ. ଡାହାଣପଟେ, ଆମେ ଏକ Pencil Icon ଦେଖିବା |
| 00:43 | ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ |
| 00:48 | Configure Block ଉପରେ କ୍ଲିକ୍ କରନ୍ତୁ. Page Title ପାଇଁ ଏହି Block ହେଉଛି ସାଧାରଣ Block |
| 00:54 | ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ |
| 00:59 | Go Back to Site ଉପରେ କ୍ଲିକ୍ କରନ୍ତୁ. ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ |
| 01:06 | ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ |
| 01:10 | ମୁଁ ତାକୁ ସେହିପରି ଛାଡ଼ିଦେବି |
| 01:13 | Back to Site କ୍ଲିକ୍ କରନ୍ତୁ. |
| 01:16 | ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ |
| 01:20 | ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete |
| 01:25 | Inline Windowରେ Quick Edit ହେଉଛି Front End Editing |
| 01:29 | Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ |
| 01:33 | Confirmation ପରେ Delete, Nodeକୁ ଡିଲିଟ୍ କରିଦେବ |
| 01:37 | ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ |
| 01:41 | ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ |
| 01:47 | ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା |
| 01:53 | ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ . Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ |
| 02:00 | ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା |
| 02:06 | Quick Edit ଉପରେ କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ |
| 02:14 | ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ |
| 02:17 | ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ |
| 02:22 | ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା |
| 02:26 | Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି |
| 02:30 | ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ |
| 02:34 | ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର |
| 02:40 | ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି |
| 02:44 | ଏହାର ଅର୍ଥ ହେଉଛି "What You See is What You Get" |
| 02:48 | Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ |
| 02:52 | ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା |
| 02:58 | ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ |
| 03:04 | Drupalରେ, CKEditor, Drupal Core ସହିତ ଆସେ |
| 03:09 | ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ |
| 03:14 | ଚାଲନ୍ତୁ ଏକ ନଜର ପକାଇବା. Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ |
| 03:20 | ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ |
| 03:24 | ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ |
| 03:30 | ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ |
| 03:38 | ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun! |
| 03:44 | ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ |
| 03:52 | http://drupal.org/.Save ଉପରେ କ୍ଲିକ୍ କରନ୍ତୁ |
| 04:00 | ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି |
| 04:04 | Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ |
| 04:10 | ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
| 04:14 | ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା |
| 04:21 | Unordered List ଉପରେ କ୍ଲିକ୍ କରନ୍ତୁ. ତା’ପରେ Bullets - One, Two, Three ଆଡ୍ କରନ୍ତୁ |
| 04:28 | ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ |
| 04:34 | Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ |
| 04:40 | ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା |
| 04:46 | ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା. ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି |
| 04:56 | Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି |
| 05:02 | Align ଅନ୍ତର୍ଗତ ମୁଁ, Right ଚୟନ କରିବି. ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ |
| 05:08 | ଶେଷରେ Save ଉପରେ କ୍ଲିକ୍ କରନ୍ତୁ |
| 05:12 | ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା. ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ |
| 05:22 | ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା |
| 05:30 | ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ |
| 05:36 | ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି |
| 05:43 | ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ |
| 05:47 | ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା |
| 05:51 | ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା |
| 05:55 | ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି |
| 06:01 | ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ |
| 06:07 | ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ |
| 06:12 | ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ |
| 06:16 | ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ |
| 06:21 | ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି |
| 06:26 | JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ |
| 06:33 | Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ |
| 06:38 | ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ |
| 06:43 | ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ |
| 06:48 | ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ |
| 06:52 | ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ |
| 06:55 | ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ |
| 06:58 | ସଂଶୋଧିତ Node ପ୍ରଦର୍ଶିତ ହେଲା |
| 07:01 | ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା |
| 07:05 | ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ |
| 07:09 | ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ |
| 07:13 | ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି |
| 07:19 | ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି |
| 07:24 | ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles |
| 07:27 | Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର |
| 07:34 | ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ |
| 07:41 | ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି |
| 07:45 | ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ |
| 07:50 | ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା |
| 07:54 | Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ |
| 07:59 | ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ. ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ |
| 08:07 | ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ |
| 08:15 | ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ? ଏହା ବହୁତ ସହଜ |
| 08:21 | Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ |
| 08:26 | ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି |
| 08:33 | ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ. ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ |
| 08:41 | ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ |
| 08:47 | ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା |
| 08:51 | Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ |
| 08:57 | Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ |
| 09:04 | ଆମେ, Inline Images ମଧ୍ୟ ଅପଲୋଡ୍ କରିବା. ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା |
| 09:14 | ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ |
| 09:18 | ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା |
| 09:23 | ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ |
| 09:29 | ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା |
| 09:34 | ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି. Limit allowed HTML tags ଉପରେ କ୍ଲିକ୍ କରନ୍ତୁ |
| 09:41 | ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା |
| 09:47 | ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ |
| 09:54 | ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ |
| 09:59 | ଚାଲନ୍ତୁ, ଆମର Content ଦେଖିବା |
| 10:02 | Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ |
| 10:07 | ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ |
| 10:12 | ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା. ସମସ୍ତ ପରିବର୍ତ୍ତନ ଏଠାରେ ଅଛି |
| 10:18 | ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି |
| 10:23 | ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ. ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି |
| 10:32 | Save and Keep Published ଉପରେ କ୍ଲିକ୍ କରନ୍ତୁ |
| 10:35 | ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ. ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ |
| 10:43 | ଏଥରକ ଆମେ Full HTML Toolbar କନଫିଗର୍ କରିବା |
| 10:47 | ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ |
| 10:52 | Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ |
| 10:57 | ତାକୁ Copy and Paste ନାମ ଦିଅନ୍ତୁ. ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା |
| 11:05 | ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି. ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 11:13 | ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ |
| 11:18 | Continue କ୍ଲିକ୍ କରନ୍ତୁ. ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ |
| 11:23 | ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା |
| 11:26 | CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି |
| 11:32 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
| 11:37 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Inline editing, CKEditor ବ୍ୟବହାର କରିବା ଓ CKEditor କନଫିଗର୍ କରିବା |
| 11:50 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 11:59 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 12:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 12:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
| 12:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |