C-and-Cpp/C3/Working-With-2D-Arrays/Oriya
From Script | Spoken-Tutorial
Revision as of 15:57, 3 April 2017 by PoojaMoolya (Talk | contribs)
Time | Narration |
00:01 | C ଓ C++ରେ 2 Dimensional Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା- |
00:10 | 2 Dimensional Array କ’ଣ |
00:13 | ଆମେ ଏହାକୁ ଉଦାହରଣ ମାଧ୍ୟମରେ ଦେଖିବା |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:18 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.10, |
00:22 | gcc ଓ g++ Compiler ଭର୍ସନ୍ 4.6.1 |
00:29 | 2 dimensional Arrayର ପରିଚୟ ସହ ଆରମ୍ଭ କରିବା |
00:33 | ଏକ ରୋ’ କଲମ୍ ମେଟ୍ରିକ୍ସରେ 2D arrays ଷ୍ଟୋର୍ ହୁଏ |
00:38 | ବାମ ଇଣ୍ଡେକ୍ସ ରୋ’ ସୂଚିତ କରେ |
00:41 | ଡାହାଣ ଇଣ୍ଡେକ୍ସ କଲମ୍ ସୂଚିତ କରେ |
00:44 | C ଓ C++ରେ ଗୋଟିଏ ମାଟ୍ରିକ୍ସ କିମ୍ବା ଆରେର ପ୍ରାରମ୍ଭ ଇଣ୍ଡେକ୍ସ ସବୁବେଳେ 0 ହୋଇଥାଏ |
00:52 | ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array |
00:58 | ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0 |
01:01 | ଏବେ ଦେଖିବା, 2 dimensional array କିପରି ଘୋଷିତ ହୁଏ |
01:04 | ଏଥିପାଇଁ ସିଣ୍ଟାକ୍ସ ହେଉଛି: |
01:07 | data-type ,array name, row and column. |
01:13 | ଉଦାହରଣ: ଏଠାରେ ଆମେ 2ଟି ରୋ ଓ 3ଟି କଲମ୍ ସହ ଗୋଟିଏ 2 dimensional array num ଘୋଷିତ କରିଛୁ |
01:21 | ଏବେ ଏକ ଉଦାହରଣ ଦେଖିବା |
01:23 | ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା |
01:28 | ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି 2d hyphen array dot c |
01:33 | ଏହି ପ୍ରୋଗ୍ରାମ୍ ରେ, ଆମେ 2 dimensional arrayର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା |
01:41 | ମୁଁ ଏବେ କୋଡ୍ ଏକ୍ସପ୍ଲେନ୍ କରୁଛି |
01:44 | ଏହା ହେଉଛି header file |
01:46 | ଏହା ହେଉଛି main() ଫଙ୍କସନ୍ |
01:49 | ଏଠାରେ ଆମେ i ଓ j ଭେରିଏବଲ୍ ଡିକ୍ଲେର୍ କରିଛେ |
01:53 | ଏହାପରେ ଆମେ 3ଟି ରୋ ଓ 4ଟି କଲମ୍ ସହିତ num1 |
01:58 | ଓ ପୁନର୍ବାର 3ଟି ରୋ ଓ 4ଟି କଲମ୍ ସହ num2 ଡିକ୍ଲେର୍ କରିଛେ |
02:03 | num1 ଓ num2 ହେଉଛି 2 dimensional array |
02:07 | ଏଠାରେ ୟୁଜର୍ ଠାରୁ ଇନ୍ପୁଟ୍ ଭାବେ ଆମେ num1 ମାଟ୍ରିକ୍ସର ଏଲିମେଣ୍ଟ ନେଉ |
02:13 | ଏଲିମେଣ୍ଟଗୁଡ଼ିକ row-wise ଷ୍ଟୋର୍ ହେବ |
02:16 | ଆମେ i କୁ ରୋ ପାଇଁ ଓ j କୁ କଲମ୍ ପାଇଁ ବିଚାର କରିଛେ |
02:22 | 0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍ କୁ ଏହି for ଲୁପ୍ ଚେକ୍ କରିବ |
02:28 | 0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍ କୁ ଏହି for ଲୁପ୍ ଚେକ୍ କରିବ |
02:33 | ସେହିପରି, ଆମେ ଏଠାରେ ୟୁଜର୍ ଠାରୁ ଇନପୁଟ୍ ଭାବେ num2 ମାଟ୍ରିକ୍ସର ଏଲିମେଣ୍ଟଗୁଡ଼ିକୁ ନେଉ |
02:40 | ଏଠାରେ num1 ମାଟ୍ରିକ୍ସ ଡିସପ୍ଲେ କରୁଛେ |
02:43 | ଟର୍ମିନାଲ୍ ରେ ମାଟ୍ରିକ୍ସ ଆଲାଇନ୍ କରିବା ପାଇଁ ଏଠାରେ ପର୍ସେଣ୍ଟ୍ 3d ବ୍ୟବହୃତ ହୋଇଛି |
02:49 | ଏବେ, num2 ମାଟ୍ରିକ୍ସ ଡିସପ୍ଲେ କରିବା |
02:52 | ଏହାପରେ ଆମେ num1 ମାଟ୍ରିକ୍ସ ଓ num2 ମାଟ୍ରିକ୍ସ ମିଶାଇ ରେଜଲ୍ଟ ଡିସପ୍ଲେ କରିବା |
02:59 | ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍ |
03:01 | ସେଭ୍ ରେ କ୍ଲିକ୍ କରନ୍ତୁ |
03:05 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
03:07 | କୀ’ବୋର୍ଡରେ ଏକକାଳୀନ Ctrl, Alt ଓ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
03:15 | କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ 2d ହାଇଫେନ୍ array ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ arr ଟାଇପ୍ କରି ଏଣ୍ଟର ଦାବନ୍ତୁ |
03:28 | ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ, ଡଟ୍ ସ୍ଲାସ୍ ଏଆର୍ଆର୍ (./arr), ଏଣ୍ଟର ଦାବନ୍ତୁ |
03:34 | ଏଠାରେ ଆମେ Enter the elements of 3 into 4 array num1 ଦେଖୁଛେ |
03:39 | ମୁଁ ଏବେ ଭାଲ୍ୟୁ ଏଣ୍ଟର୍ କରିବି |
03:52 | ଏବେ ଆମେ Enter the elements of 3 into 4 array num2 ଦେଖୁଛେ |
03:57 | ମୁଁ ଏବେ ଭାଲ୍ୟୁ ଏଣ୍ଟର୍ କରିବି |
04:10 | ଆଉଟପୁଟ୍ ଡିସପ୍ଲେ ହେଲା |
04:13 | ଏଠାରେ ଆମେ num1 ମାଟ୍ରିକ୍ସ ଦେଖିପାରୁଛେ |
04:16 | ଏଠାରେ ଆମେ num2 ମାଟ୍ରିକ୍ସ ଦେଖିପାରୁଛେ |
04:20 | ଓ ଏହା ହେଉଛି num1 ଓ num2ର ସମଷ୍ଟି |
04:24 | ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
04:29 | ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି, ଏହାକୁ ଖୋଲି ବର୍ଣ୍ଣନା କରିବି |
04:34 | ଏହା ହେଉଛି C++ରେ 2 Dimensional arrays ପାଇଁ ପ୍ରୋଗ୍ରାମ୍ |
04:38 | ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି 2d hyphen array dot cpp |
04:43 | ଏକ୍ସଟେନ୍ସନ୍ ହେଉଛି ଡଟ୍ ସିପିପି (.cpp) |
04:47 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
04:50 | ଏହା ହେଉଛି iostream ଭାବରେ ହେଡର୍ ଫାଇଲ୍ |
04:53 | ଏହା ହେଉଛି using ଷ୍ଟେଟମେଣ୍ଟ୍ |
04:56 | ଏହା ହେଉଛି main() ଫଙ୍କସନ |
04:58 | ଏଠାରେ cout ଫଙ୍କସନ୍ ଅଛି, କାରଣ C++ରେ ଆଉଟପୁଟ୍ ପ୍ରିଣ୍ଟ କରିବା ପାଇଁ cout ବ୍ୟବହାର କରାଯାଏ |
05:06 | ଆମ ପାଖରେ cin ଫଙ୍କସନ୍ ଅଛି. C++ରେ ଏକ ଲାଇନ୍ ପଢ଼ିବା ପାଇଁ cin ବ୍ୟବହାର କରାଯାଏ |
05:13 | ଏଠାରେ, ଆମେ / t ବିଟ୍, ମାନେ ହୋରାଇଜୋଣ୍ଟାଲ୍ ଟ୍ୟାବ୍ ବ୍ୟବହାର କରିଛେ, ଯାହା 4ଟି ସ୍ପେସ୍ ସହ ସମାନ |
05:21 | ବାକି କୋଡ୍ C କୋଡ୍ ଭଳି ସମାନ ଅଟେ |
05:25 | ସେଭ୍ କ୍ଲିକ୍ କରନ୍ତୁ |
05:27 | ଏକଜେକ୍ୟୁଟ୍ କରିବା,ଟର୍ମିନାଲ୍କୁ ଫେରିଆସନ୍ତୁ |
05:31 | ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି |
05:33 | କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ 2d ହାଇଫେନ୍ array ଡଟ୍ cpp ହାଇଫେନ୍ o ସ୍ପେସ୍ arr1 ଟାଇପ୍ କରି ଏଣ୍ଟର ଦାବନ୍ତୁ |
05:47 | ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ, ଡଟ୍ ସ୍ଲାସ୍ ଏଆର୍ଆର୍1 (./arr1), ଏଣ୍ଟର ଦାବନ୍ତୁ |
05:52 | ଏଠାରେ ଆମେ Enter the elements of 3 into 4 array num1 ଦେଖୁଛେ |
05:57 | ମୁଁ ଭାଲ୍ୟୁ ଏଣ୍ଟର୍ କରିବି |
06:07 | ଏବେ ଆମେ Enter the elements of 3 into 4 array num2 ଦେଖୁଛେ |
06:13 | ମୁଁ ଏହିପରି ଭାଲ୍ୟୁ ଦେବି: |
06:24 | ଆଉଟପୁଟ୍ ଡିସପ୍ଲେ ହେଲା |
06:26 | ଆମେ num1 ମାଟ୍ରିକ୍ସ, num2 ମାଟ୍ରିକ୍ସ ଦେଖିପାରୁଛେ |
06:31 | ଓ ଏହା ହେଉଛି num1 ଓ num2ର ସମଷ୍ଟି |
06:36 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:39 | ସ୍ଲାଇଡ୍ସ କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ |
06:43 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
06:45 | 2D arrayରେ ଏଲିମେଣ୍ଟ ଆଡ୍ କରିବା |
06:48 | 2D array ପ୍ରିଣ୍ଟ କରିବା |
06:50 | ଓ 2Dimensional arrayର ସମଷ୍ଟିକୁ ଗଣନା କରିବା |
06:54 | ଏକ ଆସାଇନ୍ମେଣ୍ଟ୍ ଭାବେ:,ଏପରି ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଇନପୁଟ୍ ଭାବେ ଦୁଇଟି 2Dimensional array ନେବ |
07:01 | ସେଗୁଡ଼ିକୁ ବିଭାଜନ କରି ପରିଣାମ ଦେଖନ୍ତୁ |
07:05 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ: |
07:08 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:11 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:17 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:21 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:25 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org) |
07:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:36 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:43 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:48 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
07:54 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |