Java/C2/do-while/Oriya
From Script | Spoken-Tutorial
Revision as of 15:47, 21 February 2017 by PoojaMoolya (Talk | contribs)
Time | Narration |
00:01 | Javaରେ Do While Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
Do While Loop ଓ ତାକୁ କିପରି ବ୍ୟବହାର କରିବେ |
00:12 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
Ubuntu 11.10 JDK 1.6 ଓ Eclipse 3.7 |
00:20 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ While Loop ଉପରେ ଜ୍ଞାନ ଥିବା ଦରକାର |
00:25 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:32 | ଏହା ହେଉଛି Do While Loop ପାଇଁ Structure |
00:37 | ଧ୍ୟାନଦିଅନ୍ତୁ ଯେ, ଏହା ଗୋଟିଏ While Loop ସହିତ ସମାନ |
00:40 | ଏହାର ଦୁଇଟି ଭାଗ ଅଛି |
00:42 | ପ୍ରଥମଟି ହେଉଛି Loop Running Condition. ଆଉ ଦ୍ୱିତୀୟଟି ହେଉଛି Loop Variable |
00:51 | କେବଳ ପାର୍ଥକ୍ୟ ହେଉଛି, କଣ୍ଡିଶନ୍ ଟି Do Block ପରେ ଲେଖାଯାଇଛି |
00:58 | ଆଉ ତେଣୁ, Do Block ଭିତରେ ଷ୍ଟେଟମେଣ୍ଟଗୁଡ଼ିକର ନିଷ୍ପାଦନ ପରେ କଣ୍ଡିଶନ୍ ଯାଞ୍ଚ ହେଲା |
01:05 | ଏବେ ଏକ ଉଦାହରଣ ଦେଖିବା |
01:07 | Eclipseକୁ ଯାଆନ୍ତୁ |
01:11 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:17 | ଆମେ DoWhileDemo କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ |
01:22 | ଆମେ, Do While Loop ବ୍ୟବହାର କରି 1ରୁ 10 ପର୍ଯ୍ୟନ୍ତ ସଂଖ୍ୟା ପ୍ରିଣ୍ଟ କରିବା. |
01:27 | ଟାଇପ୍ କରନ୍ତୁ: |
01:29 | int n equal to 1. |
01:32 | n, Loop Variable ହେବ |
01:36 | ତା’ପରେ ଟାଇପ୍ କରନ୍ତୁ: do |
01:40 | ଖୋଲା ଓ ବନ୍ଦ ବ୍ରେସେସ୍ |
01:44 | ବ୍ରେସେସ୍ ଭିତରେ System.out.println(n); |
01:55 | ଆମେ, nର ଭାଲ୍ୟୁ ପ୍ରିଣ୍ଟ କରି ତାକୁ ବୃଦ୍ଧି କରିବା. n ଇକ୍ୱାଲ୍ ଟୁ n ପ୍ଲସ୍ 1; |
02:05 | ଆଉ ଆମେ ଏହାକୁ ସେପର୍ଯ୍ୟନ୍ତ କରିବା, |
02:08 | ଯେପର୍ଯ୍ୟନ୍ତ n, 10 ସହ ସମାନ କିମ୍ୱା କମ୍ ନହୋଇଛି |
02:10 | ତେଣୁ, ବ୍ରାକେଟ୍ ବାହାରେ ଟାଇପ୍ କରନ୍ତୁ: while ପାରାନ୍ଥେସେସ୍ ରେ (n less than or equal to 10) |
02:20 | ଆଉ, ଏକ ସେମିକଲନ୍ ବ୍ୟବହାର କରି Do While ବନ୍ଦ କରନ୍ତୁ |
02:25 | ଚାଲନ୍ତୁ କୋଡ୍ କୁ କାର୍ଯ୍ୟରେ ଦେଖିବା. |
02:28 | Save କରି Run କରନ୍ତୁ |
02:37 | ଆମେ ଦେଖିପାରୁଛେ ଯେ, ସଂଖ୍ୟା 1ରୁ 10 ପ୍ରିଣ୍ଟ ହୋଇଗଲା |
02:42 | ଏବେ ଜାଣିବା, କୋଡ୍ କିପରି ନିଷ୍ପାଦିତ ହୁଏ |
02:47 | ପ୍ରଥମେ, ଭାଲ୍ୟୁ 1 ପ୍ରିଣ୍ଟ ହେଲା ଓ ତା’ପରେ n, 2 ହୋଇଗଲା |
02:52 | ଓ ତା’ପରେ କଣ୍ଡିଶନ୍ ଯାଞ୍ଚ କରାଗଲା |
02:55 | ଏହା True ହୋଇଥିବାରୁ, ପୁଣି 2 ପ୍ରିଣ୍ଟ ହେଲା ଓ n, 3 ହେଲା |
03:00 | ଆଉ ଏହିପରି 10 ସଂଖ୍ୟା ପର୍ଯ୍ୟନ୍ତ ପ୍ରିଣ୍ଟ ହେବା ଜାରି ରୁହେ ଓ nର ଭାଲ୍ୟୁ 11 ହୁଏ |
03:06 | ଯେତେବେଳେ n = 11 ହୁଏ, କଣ୍ଡିଶନ୍ ଅସଫଳ ହୁଏ ଓ Loop ବନ୍ଦ ହୋଇଯାଏ |
03:11 | ଏବେ ଚାଲନ୍ତୁ, ହ୍ରାସିତ କ୍ରମରେ 50 ରୁ 40 ପର୍ଯ୍ୟନ୍ତ ସଂଖ୍ୟା ପ୍ରିଣ୍ଟ କରିବା |
03:17 | ଆମେ 50ରୁ ଆରମ୍ଭ କରିବା. |
03:19 | n = 1 କୁ n = 50ରେ ବଦଳାନ୍ତୁ |
03:23 | ଆଉ ଯେହେତୁ ଆମେ ଏକ ବଡ଼ ସଂଖ୍ୟାରୁ ଛୋଟ ସଂଖ୍ୟାକୁ Loop କରୁଛେ, ତେଣୁ ଆମେ Loop Variableକୁ ହ୍ରାସ କରୁଛେ |
03:29 | n=n+1କୁ ବଦଳାଇ n=n-1 କରନ୍ତୁ |
03:34 | ଯେପର୍ଯ୍ୟନ୍ତ n, 40 ସହିତ ସମାନ କିମ୍ୱା ବଡ଼ ନହୋଇଛି, ଆମେ ସେପର୍ଯ୍ୟନ୍ତ Loop କରିବା |
03:40 | କଣ୍ଡିଶନ୍ କୁ n >= 40କୁ ବଦଳାନ୍ତୁ |
03:48 | ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା |
03:50 | Save କରି Run କରନ୍ତୁ |
03:57 | ଆମେ ଦେଖିପାରୁଛେ ଯେ, ସଂଖ୍ୟା 50ରୁ 40 ପ୍ରିଣ୍ଟ ହୋଇଗଲା |
04:02 | ଚାଲନ୍ତୁ ଏବେ, Do While Loop ବ୍ୟବହାର କରି ଏକ ଭିନ୍ନ ଲଜିକ୍ ଦେଖିବା |
04:10 | ଦିଆଯାଇଥିବା ସଂଖ୍ୟାକୁ ଆମେ ଦେଖିବା ଯେ, ଏହା ଏକ ପୂର୍ଣ୍ଣ ବର୍ଗ କି ନୁହେଁ |
04:15 | ପ୍ରଥମେ Main Method କାଢ଼ିଦିଅନ୍ତୁ |
04:19 | ତା’ପରେ ଟାଇପ୍ କରନ୍ତୁ int n = 25 |
04:25 | nରେ ଥିବା ଭାଲ୍ୟୁ ଏକ ପୂର୍ଣ୍ଣ ବର୍ଗ କି ନୁହେଁ, ଆମେ ଦେଖିବା |
04:32 | ତା’ପରେ ଟାଇପ୍ କରନ୍ତୁ int n = 0 |
04:37 | ଯଦି ତାହା ପୂର୍ଣ୍ଣ ବର୍ଗ ହୋଇଥିବ, ତେବେ ବର୍ଗ ମୂଳ ଷ୍ଟୋର୍ କରିବା ପାଇଁ ଆମେ x ବ୍ୟବହାର କରିବା |
04:44 | ତା’ପରେ ଟାଇପ୍ କରନ୍ତୁ do |
04:46 | ଖୋଲା ଓ ବନ୍ଦ ବ୍ରେସେସ୍ |
04:49 | ବ୍ରେସେସ୍ ଭିତରେ, x ଇକ୍ୱାଲ୍ ଟୁ x ପ୍ଲସ୍ 1 |
04:55 | ଆଉ ବ୍ରେସେସ୍ ବାହାରେ |
04:58 | while ପାରାନ୍ଥେସେସ୍ ରେ x into x is less than n |
05:06 | ଆଉ, ଏକ ସେମିକଲନ୍ ବ୍ୟବହାର କରି Do While ବନ୍ଦ କରନ୍ତୁ |
05:10 | ଯେପର୍ଯ୍ୟନ୍ତ x into x is less than n ଥିବ, ଆମେ xର ଭାଲ୍ୟୁକୁ ବଢ଼ାଇ ଚାଲିଥିବା |
05:16 | ଯେତେବେଳେ Loop, ଏହି କଣ୍ଡିଶନ୍ ର ରିଭର୍ସକୁ ବନ୍ଦ କରିବ, ଏହା True ହେବ |
05:22 | ଯାହାର ଅର୍ଥ, ଅବା x into x, n ସହିତ ସମାନ ହେବ |
05:26 | କିମ୍ୱା nଠାରୁ ବଡ଼ ହେବ |
05:28 | ଯଦି x into x, n ସହ ସମାନ ହୁଏ, ସଂଖ୍ୟାଟି ପୂର୍ଣ୍ଣ ବର୍ଗ ହେବ |
05:32 | ଯଦି ତାହା n ସହ ସମାନ ନହୁଏ, ତେବେ ସଂଖ୍ୟାଟି ପୂର୍ଣ୍ଣ ବର୍ଗ ହେବନାହିଁ |
05:37 | ଶେଷରେ, ଆମେ କଣ୍ଡିଶନ୍ କୁ ପ୍ରିଣ୍ଟ କରିବା |
05:47 | System.out.println (x * x == n); |
05:55 | ଚାଲନ୍ତୁ କୋଡ୍ କୁ କାର୍ଯ୍ୟରେ ଦେଖିବା. |
05:59 | Save କରି Run କରନ୍ତୁ. ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ |
06:07 | ଚାଲନ୍ତୁ, ଅନ୍ୟ ପୂର୍ଣ୍ଣ ବର୍ଗ ସହିତ ଦେଖିବା |
06:10 | n = 25 କୁ n = 49ରେ ବଦଳାନ୍ତୁ |
06:15 | Save କରି Run କରନ୍ତୁ |
06:20 | ଆମେ ପୁଣିଥରେ True ପାଇଲେ |
06:23 | ଏବେ, ଏପରି ଏକ ସଂଖ୍ୟା ଦେଖିବା, ଯାହା ଏକ ପୂର୍ଣ୍ଣ ବର୍ଗ ନୁହେଁ |
06:26 | 49କୁ ବଦଳାଇ 23 କରନ୍ତୁ. Save କରି Run କରନ୍ତୁ |
06:34 | ଓ ଆମକୁ ଆଶାନୁରୂପ False ମିଳିଲା |
06:37 | ଚାଲନ୍ତୁ ଏବେ ଦେଖିବା, nର ଭାଲ୍ୟୁ 0 ହୋଇଥିଲେ କ’ଣ ହେଉଛି |
06:42 | n = 23 କୁ n = 0ରେ ବଦଳାନ୍ତୁ. ଯେହେତୁ 0 ଏକ ପ୍ରାକୃତିକ ସଂଖ୍ୟା ନୁହେଁ, ଆମେ ନିଶ୍ଚିତ ଏକ False ପାଇବା |
06:52 | ଏବେ କୋଡ୍ ରନ୍ କରନ୍ତୁ |
06:54 | Save କରି Run କରନ୍ତୁ |
07:00 | ଦେଖନ୍ତୁ, ଆମକୁ ଆଶାନୁରୂପ False ପ୍ରାପ୍ତ ହେଲା |
07:05 | ଏହାର କାରଣ ହେଉଛି, କଣ୍ଡିଶନ୍ ର ପୂର୍ବରୁ ହିଁ |
07:08 | x into x, n ଠାରୁ କମ୍ ବୋଲି ଯାଞ୍ଚ କରାଯାଇସାରିଛି, xର ଭାଲ୍ୟୁ ବୃଦ୍ଧି କରାଯାଇସାରିଛି ଓ ତାହା 1 ହୋଇସାରିଛି |
07:16 | Loop Condition ବିଫଳ ହେଲା ଓ Loop ଚାଲିଲା ନାହିଁ |
07:20 | ଏହିଭଳି, Do While Loop ବ୍ୟବହାର କରି ଆମେ ସୁନିଶ୍ଚିତ କରିପାରିବା ଯେ, 0କୁ ଏକ ପୂର୍ଣ୍ଣ ବର୍ଗ ଭାବରେ ବିଚାର କରାଯାଇପାରିବ ନାହିଁ |
07:26 | ଏହିପ୍ରକାରେ, ଅନେକ ସମସ୍ୟାର ସମାଧାନ ପାଇଁ Do While Loopର ବ୍ୟବହାର କରାଯାଏ |
07:31 | ବିଶେଷକରି, ଯେତେବେଳେ Loop ଅତିକମ୍ ରେ ଥରେ ନିଶ୍ଚିତ ଭାବେ ଚାଲିବା ଦରକାର |
07:37 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:40 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
07:42 | Do While Loop ଓ ତା’ର ବ୍ୟବହାର |
07:46 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ. ନିମ୍ନ ସମସ୍ୟାର ସମାଧାନ କରନ୍ତୁ |
07:50 | ଏକ ପ୍ରଦତ୍ତ Binary ସଂଖ୍ୟାରୁ ତାହାର ଦଶମିକ ସମକକ୍ଷ ବାହାର କରନ୍ତୁ. ଉଦାହରଣସ୍ୱରୂପ: 11010 => 26 |
07:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
08:01 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
08:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:16 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:22 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:32 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: |
08:36 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |