Inkscape/C3/Create-patterns-in-Inkscape/Oriya
From Script | Spoken-Tutorial
Revision as of 15:19, 21 February 2017 by PoojaMoolya (Talk | contribs)
Time | Narration |
00:01 | Inkscape ବ୍ୟବହାର କରି Creat Patterns In Inkscape ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବ୍ୟବହାର କରି ପାଟର୍ନ୍ସ ତିଆରି ବିଷୟରେ ଶିଖିବା,
Cloniong Pattern Along Path Spray Tool ଓ Path Effect Editor |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
ଉବୁଣ୍ଟୁ ଲିନକ୍ସ 12.04 OS Inkscape ଭର୍ସନ୍ 0.48.4 |
00:27 | Inkscape ଖୋଲନ୍ତୁ |
00:29 | Star Toolରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ତାରା ଆଙ୍କନ୍ତୁ |
00:33 | ଏବେ, Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
00:36 | Tool Controls Barରେ Width ଓ Hight ପାରାମିଟର୍ କୁ 40ରେ ବଦଳାନ୍ତୁ |
00:42 | ଯୂମ୍ କରି ତାରା ଉପରେ ଥରେ କ୍ଲିକ୍ କରନ୍ତୁ |
00:46 | ଦେଖନ୍ତୁ, ଏବେ Pivot Point ଦେଖାଦେଲା. ଏହା ହେଉଛି ଷ୍ଟାର୍ ଅବଜେକ୍ଟର କେନ୍ଦ୍ରରେ ଏକ Plus ଆକୃତି |
00:53 | Pivot Point ଉପରେ କ୍ଲିକ୍ କରି ତାକୁ ତାରାଠାରୁ ବହୁତ ଦୂରକୁ ଘୁଞ୍ଚାଇଦିଅନ୍ତୁ |
00:59 | ଏବେ, Edit ମେନୁକୁ ଯାଇ ପ୍ରଥମେ Clone ଓ ତା’ପରେ Create Tiled Clones ଉପରେ କ୍ଲିକ୍ କରନ୍ତୁ |
01:06 | ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ. ପ୍ରତ୍ୟେକ ଟାବ୍ ରେ ଆପଣ ଅନେକ ଟାବ୍ସ ଓ ଅପ୍ସନ୍ସ ପାଇବେ |
01:15 | Symmetry ଟାବ୍ ରେ, ବିଭିନ୍ନ ପଦ୍ଧତି ଥାଇ ଏକ ଡ୍ରପ୍-ଡାଉନ୍ ମେନୁ ଅଛି. ଏହି ଡେମୋ ପାଇଁ ଆମେ, Simple Translation ଅପ୍ସନ୍ କୁ ରଖିବା |
01:25 | ରୋଜ୍ ଓ କଲମ୍ସ ପାରାମିଟର୍ କୁ କ୍ରମଶଃ 1 ଓ 40ରେ ବଦଳାନ୍ତୁ |
01:32 | ଏହାପରେ Shift ଟାବ୍ କୁ ଯାଆନ୍ତୁ. Per Columnରେ ଥିବା Shift X ପାରାମିଟର୍ ର ଶତକଡ଼ାକୁ -100ରେ ବଦଳାନ୍ତୁ |
01:41 | ଏବେ, Rotation ଟାବ୍ କୁ ଯାଆନ୍ତୁ. Per Columnରେ ଥିବା Angleକୁ 10 କରନ୍ତୁ |
01:48 | ଏବେ Create ବଟନ୍ କ୍ଲିକ୍ କରି ତାରା ସହିତ ଏକ ବୃତ୍ତ ପାଟର୍ନ ଗଠିତ ହେବାର ଦେଖନ୍ତୁ |
01:55 | ସେହିପରି, Create Tiled Clonesରେ ଥିବା ଅନ୍ୟ ଅପ୍ସନ୍ସ ବ୍ୟବହାର କରି ଆପଣ ଅନେକ ସୁନ୍ଦର ପାଟର୍ନ୍ସ ତିଆରି କରିପାରିବେ |
02:01 | ଏହି ତାରାକୁ କଡ଼କୁ ଘୁଞ୍ଚାଇଦିଅନ୍ତୁ |
02:04 | ଏବେ ଆମେ, ଏକ Path ସହିତ ପାଟର୍ନ ତିଆରି କରିବା ବିଷୟରେ ଶିଖିବା |
02:09 | Rectangle Tool ସିଲେକ୍ଟ କରି ଏକ ଗୋଲିଆ ଆୟତ କ୍ଷେତ୍ର ଆଙ୍କନ୍ତୁ. ତାକୁ ସବୁଜ ରଙ୍ଗ ଦିଅନ୍ତୁ ତା’ପରେ, Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ |
02:20 | Tool Controls Barରେ Widthକୁ 540ରେ ଓ Hightକୁ 250ରେ ବଦଳାନ୍ତୁ |
02:28 | ଏହାପରେ Star Tool ବ୍ୟବହାର କରି ଏକ ତାରା ପାଟର୍ନ ବନାନ୍ତୁ |
02:32 | Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ. Tool Controls Barରେ Width ଓ Hight ପାରାମିଟର୍ କୁ 50ରେ ବଦଳାନ୍ତୁ |
02:40 | ଏହାକୁ ଆୟତ କ୍ଷେତ୍ରର ଉପର ବାମପଟ କୋଣରେ ରଖନ୍ତୁ |
02:45 | ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ. Extensions ମେନୁକୁ ଯାଆନ୍ତୁ. |
02:48 | Generate From Path ଉପରେ କ୍ଲିକ୍ କରି Pattern Along Pathରେ କ୍ଲିକ୍ କରନ୍ତୁ |
02:55 | Copies of the Patterns ଅପ୍ସନ୍ କୁ Repearted ଏବଂ Deformation Type ଅପ୍ସନ୍ କୁ Ribbonରେ ବଦଳାନ୍ତୁ |
03:03 | Apply ଉପରେ କ୍ଲିକ୍ କରିବା ପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଆୟତ କ୍ଷେତ୍ରର ବର୍ଡର୍ ଚାରିପଟେ ଏକ ସୁନ୍ଦର ପାଟର୍ନ ଗଠିତ ହୋଇଗଲା |
03:11 | ଏବେ ଆମେ, Path Effects ବ୍ୟବହାର କରି ଆଉ ଗୋଟିଏ ପାଟର୍ନ ତିଆରି କରିବା |
03:16 | Bezier Tool ଚୟନ କରି ଗୋଟିଏ ଢେଉ ପରି ପାଥ୍ ଆଙ୍କନ୍ତୁ |
03:20 | Path ମେନୁକୁ ଯାଆନ୍ତୁ. Path Effects Editor ଉପରେ କ୍ଲିକ୍ କରନ୍ତୁ. ଏକ ଡାୟଲଗ୍ ବକ୍ସ ଖୋଲିଲା |
03:27 | Apply New Effect ଡ୍ରପ୍-ଡାଉନ୍ ମେନୁ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ ବିଭିନ୍ନ ଇଫେକ୍ଟସ୍ ରହିଛି |
03:33 | ମୁଁ Gear ଉପରେ କ୍ଲିକ୍ କରି Add ଉପରେ କ୍ଲିକ୍ କରିବି. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
03:41 | ଏବେ, Sketch ଉପରେ କ୍ଲିକ୍ କରି Add ଉପରେ କ୍ଲିକ୍ କrantu. ଇଫେକ୍ଟକୁ ଦେଖନ୍ତୁ |
03:48 | Path Effect Editorରେ, ସାମ୍ପ୍ରତିକ ଇଫେକ୍ଟ ସହ ସମ୍ପର୍କିତ ଅନେକ ପାରାମିଟର ଆପଣ ଦେଖିବାକୁ ପାଇବେ |
03:54 | ଚାଲନ୍ତୁ ସେଥିରୁ ଗୋଟିଏକୁ Strokesରେ ବଦଳାଇବା. ତାକୁ 10କୁ ବଦଳାଇ Enter ଦାବନ୍ତୁ. ଅବଜେକ୍ଟରେ ପରିବର୍ତ୍ତନକୁ ଦେଖନ୍ତୁ |
04:03 | ଏବେ, Path Effect Editor ଡାୟଲଗ୍ ବକ୍ସକୁ ବନ୍ଦ କରିଦିଅନ୍ତୁ |
04:08 | ସମସ୍ତ ଆକୃତିକୁ ସିଲେକ୍ଟ କରି ଗୋଟିଏ କଡ଼କୁ ଘୁଞ୍ଚାଇଦିଅନ୍ତୁ |
04:12 | ଆମେ ଏବେ, Spray Tool ବ୍ୟବହାର କରି ଗଛ ପାଟର୍ନ ତିଆରି କରିବା ବିଷୟରେ ଶିଖିବା |
04:18 | Bezier tool ସିଲେକ୍ଟ କରନ୍ତୁ. ପ୍ରଦର୍ଶିତାନୁସାରେ ଏକ ଗଛ ଗଣ୍ଡି ଆଙ୍କି ତାକୁ ମାଟିଆ ରଙ୍ଗ ଦିଅନ୍ତୁ. ବର୍ତ୍ତମାନ, ପତ୍ର ଆଙ୍କନ୍ତୁ ଓ ତାକୁ ସବୁଜ ରଙ୍ଗ ଦିଅନ୍ତୁ |
04:38 | Spray Tool ଉପରେ କ୍ଲିକ୍ କରି ପତ୍ର ଆକୃତି ଉପରେ କ୍ଲିକ୍ କରନ୍ତୁ |
04:43 | ମାଉସ୍ ବଟନ୍ ନଛାଡ଼ି, ଗୋଟିଏ ଗଛ ତିଆରି କରିବା ପାଇଁ ଗଣ୍ଡି ଚାରିପଟେ ଡ୍ରାଗ୍ କରନ୍ତୁ |
04:51 | ଦେଖନ୍ତୁ, ଗୋଟିଏ ଗଛ ଆକୃତି ଗଠିତ ହୋଇଗଲା |
04:55 | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି. ସଂକ୍ଷିପ୍ତରେ |
04:58 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବ୍ୟବହାର କରି ପାଟର୍ନ୍ସ ତିଆରି ବିଷୟରେ ଶିଖିବା,
Cloniong Pattern Along Path Spray Tool ଓ Path Effect Editor |
05:08 | ଏକ ଆସାଇନମେଣ୍ଟ ଭାବେ, ଏକ ଗୋଲିଆ ଓ ସୁନ୍ଦର ପାଟର୍ନ ତିଆରି କରନ୍ତୁ |
05:12 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
05:16 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ |
05:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
05:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
05:41 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |