Java/C2/Instance-fields/Oriya

From Script | Spoken-Tutorial
Revision as of 16:58, 6 October 2016 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:02 Javaରେ Instance Fields ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 * Instance Fields ବିଷୟରେ
00:10 * ଗୋଟିଏ Classର Instance Fields ଆକ୍ସେସ୍ କରିବା
00:13 * Instance Fields ପାଇଁ Modifiers
00:15 * ଓ କାହିଁକି ଏହାକୁ Instance Fields କୁହାଯାଏ?
00:18 ଏଠାରେ ଆମେ ବ୍ୟବହାର କରୁଛୁ
00:20 * Ubuntu 11.10
00:22 * JDK 1.6 ଓ
00:24 * Eclipse 3.7.0
00:27 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର
00:30 Eclipse ବ୍ୟବହାର କରି Javaରେ କିପରି ଏକ Class କ୍ରିଏଟ୍ କରାଯାଏ
00:33 Class ପାଇଁ ଆପଣ Object କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିଥିବା ଉଚିତ
00:38 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ

http://www.spoken-tutorial.org

00:43 ଆମେ ଜାଣିଛେ ଯେ, Objectଗୁଡ଼ିକ Fieldsରେ ନିଜ ନିଜର ପୃଥକ୍ States ଷ୍ଟୋର୍ କରନ୍ତି
00:48 Static କୀୱର୍ଡ ବିନା ଏହି ଫିଲ୍ଡଗୁଡ଼ିକ ଘୋଷିତ ହୁଏ
00:51 ଆମେ ସେଗୁଡ଼ିକ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା
00:55 Non-Static Fields, Instance Variables କିମ୍ୱା Instance Fields ଭାବରେ ମଧ୍ୟ ଜଣାଶୁଣା
01:01 ଆମେ ପୂର୍ବରୁ ତିଆରି କରିସାରିଥିବା Student Classକୁ ଫେରିଚାଲନ୍ତୁ
01:09 ଆମେ ଦେଖିପାରୁଛେ ଯେ, ଏଠାରେ Roll_Number ଓ Name ହେଉଛି ଏହି Classର Instance Fields
01:15 ଏବେ ଆମେ, ଏହିସବୁ Fields ଆକ୍ସେସ୍ କରିବା ବିଷୟରେ ଶିଖିବା.
01:18 ସେଥିପାଇଁ, ଆମେ କ୍ରିଏଟ୍ କରିସାରିଥିବା TestStudent Class ଖୋଲନ୍ତୁ
01:27 ଦ୍ୱିତୀୟ Object କ୍ରିଏଟ୍ କରିବା ପାଇଁ ଆମେ ଷ୍ଟେଟମେଣ୍ଟକୁ କାଢ଼ିଦେଇପାରିବା
01:33 println ଷ୍ଟେଟମେଣ୍ଟକୁ ମଧ୍ୟ ଆମେ କାଢ଼ିଦେବା
01:41 ଏବେ ଆମେ, stud1 ଓ dot ଅପରେଟର୍ ବ୍ୟବହାର କରି Student Classର Fields, roll_no. ଓ Name ଆକ୍ସେସ୍ କରିବା
01:49 ତେଣୁ, ସେଥିପାଇଁ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସରେ The roll number is ତା’ପରେ ପ୍ଲସ୍ stud1 ଡଟ୍ ପ୍ରଦତ୍ତ ଅପ୍ସନ୍ ରୁ roll_no ଚୟନ କରି Enter ଦାବନ୍ତୁ ଓ ତା’ପରେ ସେମିକୋଲନ୍
02:15 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସରେ The name is ପ୍ଲସ୍ stud1 ଡଟ୍ name ଚୟନ କରି Enter ଦାବନ୍ତୁ ଓ ତା’ପରେ ସେମିକୋଲନ୍
02:39 ଏବେ, TestStudent.java ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
02:48 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
02:51 The roll number is 0
02:53 The name is null
03:00 ଏହାର କାରଣ ହେଉଛି, ଆମେ କୌଣସି ଭାଲ୍ୟୁକୁ Variables ଇନିଶିଆଲାଇଜ୍ କରିନେ
03:05 Javaରେ, Fieldsରେ ଯାଦୃଚ୍ଛିକ ଭାଲ୍ୟୁଜ୍ ରହିପାରିବ ନାହିଁ
03:09 Object ପାଇଁ Memory ଆବଣ୍ଟିତ ହୋଇସାରିବା ପରେ Fields, Null ବା Zeroକୁ ଇନିଶିଆଲାଇଜ୍ ହୋଇଥାଏ
03:15 ଏହା, Constructor ଦ୍ୱାରା କରାଯାଇଥାଏ
03:18 ଆମେ ତା’ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା
03:21 ଏବେ ଆମେ, ଏକ୍ସପ୍ଲିସିଟ୍ ଭାବେ Fields ଇନିଶିଆଲାଇଜ୍ କରି ଆଉଟପୁଟ୍ ଦେଖିବା
03:27 ତେଣୁ, ଟାଇପ୍ କରନ୍ତୁ: int roll_no ଇକ୍ୱାଲ୍ ଟୁ 50 ପରବର୍ତ୍ତୀ ଲାଇନ୍ String name ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Raju
03:42 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
03:50 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ: The roll number is 50
03:54 The name is Raju
03:56 ଏହାର କାରଣ ହେଉଛି, ଆମେ, Student Classରେ ଏକ୍ସପ୍ଲିସିଟ୍ ଭାବେ ଭେରିବଲ୍ସ ଇନିଶିଆଲାଇଜ୍ କଲେ
04:04 ଆମେ ଏଠାରେ ଦେଖିପାରୁଛେ ଯେ, Fieldsରେ କୌଣସି Modifier କିମ୍ୱା Default Modifier ନାହିଁ
04:10 ଆମେ, Creating Classesରେ ଆଲୋଚନା କରିଥିବା Modifiers ବିଷୟରେ ମନେପକାନ୍ତୁ
04:14 ଆମେ, Fields ଆକ୍ସେସ୍ କରିପାରିବା, କାରଣ ସମାନ Packageରେ ଉଭୟ Student.java ଓ TestStudent.java ଅଛି
04:22 ଏଠାରେ ଦେଖନ୍ତୁ, ସେଗୁଡ଼ିକ ସମାନ Default Packageରେ ଅଛନ୍ତି
04:30 ଆମେ Packages ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଜାଣିବା
04:34 ଆମେ ଏବେ, Modifierକୁ ବଦଳାଇ Private କରିବା
04:37 ତେଣୁ, Field ଘୋଷଣା ପୂର୍ବରୁ ଟାଇପ୍ କରନ୍ତୁ: private ଟାଇପ୍ କରନ୍ତୁ: private ସ୍ପେସ୍ int roll_no=50;
04:48 ପରବର୍ତ୍ତୀ ଲାଇନ୍, private ସ୍ପେସ୍ String name = Raju;
04:53 ଏବେ, Student.java ଫାଇଲକୁ ସେଭ୍ କରନ୍ତୁ
05:00 TestStudent.javaରେ ଏରର୍ସ ଦେଖାଦେଲା
05:05 ଏରର୍ ଚିହ୍ନ ଉପରେ ମାଉସ୍ ଚଲାନ୍ତୁ
05:08 ଏହା କୁହେ ଯେ, The field Student dot roll number is not visible
05:12 ଓ The field Student dot name is not visible
05:16 ଏହାର କାରଣ ହେଉଛି, Private Fieldsକୁ କେବଳ ତାହାରି ନିଜସ୍ୱ Classରେ ହିଁ ଆକ୍ସେସ୍ କରିହେବ
05:23 Student Classରୁ ହିଁ ଆପଣ Roll_no ଓ Name ଆକ୍ସେସ୍ କରିବାକୁ ଚେଷ୍ଟା କରିପାରିବେ
05:27 କୌଣସି ଏରର୍ ବିନା ଆପଣ ସେଗୁଡ଼ିକୁ ଆକ୍ସେସ୍ କରିପାରିବେ
05:32 ଏବେ ଚାଲନ୍ତୁ, Modifierକୁ ବଦଳାଇ Protected କରିବା
05:52 ଫାଇଲ୍ କୁ ସେଭ୍ କରି ପ୍ରୋଗ୍ରାମ୍ Run କରନ୍ତୁ
06:00 କନସୋଲ୍ ଉପରେ ଆମେ ଆଉଟପୁଟ୍ କୁ ଦେଖିପାରୁଛେ. The Roll no is 50, The name is Raju
06:07 ଏହାର କାରଣ ହେଉଛି, ସମାନ Packageରେ ହିଁ Protected Fieldsକୁ ଆକ୍ସେସ୍ କରିହେବ
06:17 ଏବେ ଦେଖିବା, କାହିଁକି Instance Fieldsକୁ ସେହିପରି କୁହାଯାଏ?
06:22 Instance Fields କୁହାଯିବାର କାରଣ ହେଉଛି, Classର ପ୍ରତ୍ୟେକ Instanceରେ ସେଗୁଡ଼ିକର ଭାଲ୍ୟୁ ବିଶେଷ ଅଟେ
06:29 ଅନ୍ୟ ଶବ୍ଦରେ, ଗୋଟିଏ Classର ପ୍ରତ୍ୟେକ ଅବଜେକ୍ଟରେ ବିଶେଷ ଭାଲ୍ୟୁଜ୍ ରହିବ
06:34 TestStudent Classକୁ ଫେରିଯାଆନ୍ତୁ
06:43 ଏଠାରେ ଆମେ, Student Classର ଆଉ ଗୋଟିଏ Object କ୍ରିଏଟ୍ କରିବା
06:50 ତେଣୁ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍, Student ସ୍ପେସ୍ stud2 ଇକ୍ୱାଲ୍ ଟୁ new ସ୍ପେସ୍ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍
07:06 ଏବେ ଆମେ, TestStudent Classରେ ଥିବା ଅବଜେକ୍ଟସ୍ କୁ ଇନିଶିଆଲାଇଜ୍ କରିବା
07:18 ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: stud1 ଡଟ୍ roll_no ସିଲେକ୍ଟ କରନ୍ତୁ Enter ଦାବନ୍ତୁ ଇକ୍ୱାଲ୍ ଟୁ 20 ସେମିକୋଲନ୍
07:32 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: stud1 ଡଟ୍ name ସିଲେକ୍ଟ କରନ୍ତୁ Enter ଦାବନ୍ତୁ ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Ramu ସେମିକୋଲନ୍ , Enter ଦାବନ୍ତୁ
07:54 ଏହିପରି ଭାବେ ଆମେ, ପ୍ରଥମ ଅବଜେକ୍ଟ ପାଇଁ Fields ଇନିଶିଆଲାଇଜ୍ କଲେ
07:58 ଏବେ ଆମେ, ଦ୍ୱିତୀୟ ଅବଜେକ୍ଟ ପାଇଁ Fields ଇନିଶିଆଲାଇଜ୍ କରିବା
08:02 ଟାଇପ୍ କରନ୍ତୁ: stud2 ଡଟ୍ roll_no ସିଲେକ୍ଟ କରନ୍ତୁ ଇକ୍ୱାଲ୍ ଟୁ 30 ସେମିକୋଲନ୍
08:15 ପରବର୍ତ୍ତୀ ଲାଇନ୍, stud2 ଡଟ୍ name ସିଲେକ୍ଟ କରନ୍ତୁ ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Shyamu ସେମିକୋଲନ୍ , Enter ଦାବନ୍ତୁ
08:34 ଏବେ, println ଷ୍ଟେଟମେଣ୍ଟ ପରେ, ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The roll number is ପ୍ଲସ୍ stud2 ଡଟ୍ roll_no ସିଲେକ୍ଟ କରନ୍ତୁ ଓ ସେମିକୋଲନ୍
09:03 System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is ପ୍ଲସ୍ stud2 ଡଟ୍ name ସିଲେକ୍ଟ କରନ୍ତୁ ଓ ସେମିକୋଲନ୍
09:28 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
09:38 ଆମେ, ନିମ୍ନ ଆଉଟପୁଟ୍ ପାଇଲେ: The roll_no is 20, The name is Ramu, The roll_no is 30, The name is shyamu
09:47 ଏଠାରେ, stud1 ଓ stud2, ଦୁଇଟି ଭିନ୍ନ Objectsକୁ ସନ୍ଦର୍ଭିତ କରୁଛନ୍ତି
09:52 ଏହାର ଅର୍ଥ, ଦୁଇଟି Objectsରେ ବିଶେଷ ଭାଲ୍ୟୁଜ୍ ଅଛି
09:56 ଆମେ ଏଠାରେ ତାହାକୁ ଦେଖିପାରୁଛେ.
09:57 ପ୍ରଥମ ଅବଜେକ୍ଟ ର ଭାଲ୍ୟୁ ହେଉଛି 20 ଓ Ramu
10:02 ଦ୍ୱିତୀୟ ଅବଜେକ୍ଟ ର ଭାଲ୍ୟୁ ହେଉଛି 30 ଓ Shyamu
10:09 ଏବେ, ଆଉ ଗୋଟିଏ Object କ୍ରିଏଟ୍ କରିବା
10:13 ତେଣୁ ଟାଇପ୍ କରନ୍ତୁ: Student ସ୍ପେସ୍ stud3 ଇକ୍ୱାଲ୍ ଟୁ new ସ୍ପେସ୍ ବ୍ରାକେଟ୍ସ ମଧ୍ୟରେ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍
10:36 ଏବେ ଆମେ, ତୃତୀୟ Objectର ଭାଲ୍ୟୁକୁ ପ୍ରିଣ୍ଟ କରିବା
10:44 ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The roll number is ପ୍ଲସ୍ stud3 ଡଟ୍ roll_no ସିଲେକ୍ଟ କରନ୍ତୁ ଓ ସେମିକୋଲନ୍
11:09 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The name is ପ୍ଲସ୍ stud3 ଡଟ୍ name ସିଲେକ୍ଟ କରନ୍ତୁ ଓ ସେମିକୋଲନ୍
11:29 ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 ଦାବନ୍ତୁ
11:36 ଆମେ ଦେଖିପାରୁଛେ ଯେ, ତୃତୀୟ Objectରେ 50 ଓ Raju ଭାଲ୍ୟୁଜ୍ ରହିଛି
11:46 ଏହାର କାରଣ ହେଉଛି, ଆମେ, ଏକ୍ସପ୍ଲିସିଟ୍ ଭାବେ Student Classର ଫିଲ୍ଡସ୍ କୁ 50 ଓ Rajuକୁ ଇନିଶିଆଲାଇଜ୍ କରିଛେ
11:54 ଏବେ ଆମେ, ତୃତୀୟ ଅବଜେକ୍ଟ ପାଇଁ Fieldକୁ ଡି-ଇନିଶିଆଲାଇଜ୍ କରି ଆଉଟପୁଟ୍ ଦେଖିବା
12:02 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
12:05 * Instance Fields ବିଷୟରେ
12:07 * Dot ଅପରେଟର୍ ବ୍ୟବହାର କରି Fields ଆକ୍ସେସ୍ କରିବା
12:11 ସ୍ୱ-ମୂଲ୍ୟାଙ୍କନ ପାଇଁ,
12:13 ପୂର୍ବରୁ ତିଆରି ହୋଇଥିବା TestEmployee Classରେ ଏକ emp2 ଅବଜେକ୍ଟ କ୍ରିଏଟ୍ କରନ୍ତୁ
12:18 ତା’ପରେ Dot ଅପରେଟର୍ ବ୍ୟବହାର କରି ଦୁଇଟି ଅବଜେକ୍ଟର ଭାଲ୍ୟୁଜ୍ ଇନିଶିଆଲାଇଜ୍ କରନ୍ତୁ
12:23 ପ୍ରଥମ ଅବଜେକ୍ଟ ପାଇଁ ଭାଲ୍ୟୁ ଭାବରେ 55 ଓ Priya ବ୍ୟବହାର କରନ୍ତୁ
12:27 ଦ୍ୱିତୀୟ ଅବଜେକ୍ଟ ପାଇଁ ଭାଲ୍ୟୁ ଭାବରେ 45 ଓ Sandeep ବ୍ୟବହାର କରନ୍ତୁ
12:31 ଆଉଟପୁଟ୍ ରେ ଉଭୟ ଅବଜେକ୍ଟ ପାଇଁ ଭାଲ୍ୟୁଜ୍ ପ୍ରଦର୍ଶିତ କରନ୍ତୁ
12:34 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
12:37 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
12:40 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:43 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
12:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
12:49 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
12:52 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
12:56 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
13:01 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
13:05 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
13:11 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
13:09 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
13:22 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep