Geogebra/C3/Spreadsheet-View-Advanced/Oriya
From Script | Spoken-Tutorial
Time | Narration |
00:00 | ନମସ୍କାର ବନ୍ଧୁଗଣ. |
00:01 | ‘‘ସ୍ପ୍ରେଡସିଟ୍ ଭ୍ୟୁ ଆଡଭାନ୍ସଡ’’ ଉପରେ ଏହି ଜିଓଜେବ୍ରା ଟ୍ୟୁଟୋରିଆଲ୍ କୁ ସ୍ୱାଗତ. |
00:05 | ଯଦି ଆପଣ ପ୍ରଥମ ଥର ପାଇଁ ସ୍ପ୍ରେଡସିଟ୍ ବ୍ୟବହାର କରୁଛନ୍ତି, ‘‘ସ୍ପ୍ରେଡସିଟ୍ ଭ୍ୟୁ ବେସିକ୍ସ’’ ଟ୍ୟୁଟୋରିଆଲ୍ ପାଇଁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଦେଖନ୍ତୁ . |
00:15 | ଆମେ ଏହି ଟ୍ୟୁଟୋରିଆଲ୍ ରେ, ସ୍ପ୍ରେଡସିଟ୍ ଭ୍ୟୁ ବ୍ୟବହାର କରିବା: |
00:19 | ଏକ ସ୍ଲାଇଡର ବ୍ୟବହାର କରି ଫଙ୍କସନ୍ ସହ ଟ୍ରେସ୍ ହୋଇଥିବା ଏକ ପଏଣ୍ଟର X ଏବଂ Y କୋର୍ଡିନେଟ୍ ରେକର୍ଡ କରିବା ପାଇଁ. |
00:24 | ନମ୍ବର ପାଟର୍ନ ଜାଣିବା ପାଇଁ ଡାଟା ବ୍ୟବହାର କରି ଏକ ଫଙ୍କସନ୍ ଗ୍ରାଫ୍ ବିଷୟରେ ପ୍ରେଡିକସନ୍ କରିବା ପାଇଁ. |
00:29 | ଜିଓଜେବ୍ରା ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି, ନୂଆ Linux operating system Ubuntu version 10.04 LTS ଓ Geogebra version 3.2.40. |
00:40 | ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
00:43 | ଗୋଟିଏ ସ୍ପ୍ରେଡସିଟ୍ ଦୃଶ୍ୟମାନ କରିବା ପାଇଁ, ‘‘ଭ୍ୟୁ’ ମେନ୍ୟୁ ଅପସନ୍ କୁ ଯାଆନ୍ତୁ .‘‘ସ୍ପ୍ରେଡସିଟ୍ ଭ୍ୟୁ’’ ଅପସନ୍ ଚେକ୍ କରନ୍ତୁ. |
00:52 | ବର୍ତ୍ତମାନ ଏଠାରେ 'xValue' ନାମରେ ଏକ ସ୍ଲାଇଡର କ୍ରିଏଟ୍ କରନ୍ତୁ . ‘‘ମିନିମମ୍’’ ଏବଂ ‘‘ମ୍ୟାକ୍ସିମମ୍’’ ଡିଫଲ୍ଟ ଭାଲ୍ୟୁ ଛାଡ଼ି ଦିଅନ୍ତୁ ଏବଂ ଇନକ୍ରିମେଣ୍ଟ 1କୁ ବଦଳାଇ ଦିଅନ୍ତୁ . |
01:07 | xValueକୁ ମିନିମମ୍ ଭାଲ୍ୟୁ ଆଡ଼କୁ ନିଅନ୍ତୁ . |
01:12 | ଗୋଟିଏ ପଏଣ୍ଟ A ପ୍ଲଟ୍ କରନ୍ତୁ . ପଏଣ୍ଟ ଉପରେ ରାଇଟ୍ କ୍ଲିକ୍ କରି ଏବଂ ‘‘ଅବଜେକ୍ଟ ପ୍ରପର୍ଟିଜ୍’’ ସିଲେକ୍ଟ କରି A ର କୋର୍ଡିନେଟ୍ ଗୁଡ଼ିକ X କୋର୍ଡିନେଟ୍ ପାଇଁ 'xValue ଏବଂ Y କୋର୍ଡିନେଟ୍ ପାଇଁ 'xValue ର 3 ଗୁଣ’’କରି ବଦଳାନ୍ତୁ . |
01:36 | ଏଠାରେ ଆମେ ଲାଇନ୍ ର ସ୍ଲୋପ୍ ସେଟ୍ କରୁଛନ୍ତି ଯାହା ଏହି ପଏଣ୍ଟ ଦ୍ୱାରା 3 କୁ ଟ୍ରେସ୍ କରାଯିବ . କୀବୋର୍ଡରେ ‘‘ଟ୍ୟାବ୍’’ ଦାବନ୍ତୁ, ‘‘ସୋ ଟ୍ରେସ୍’’ ଅନ୍ ସିଲେକ୍ଟ କରନ୍ତୁ . |
01:50 | ‘‘କ୍ଲୋଜ୍’’ ଦାବନ୍ତୁ . ସ୍ପ୍ରେଡସିଟ୍ ଭ୍ୟୁକୁ ଘୁଞ୍ଚାନ୍ତୁ, ଯେମିତିକି A ଏବଂ B କଲମ୍ ଦେଖିପାରିବେ . |
02:02 | ବର୍ତ୍ତମାନ ପ୍ରଥମ ଟୁଲ୍ ରେ ତୃତୀୟ ଅପସନ୍ ଥିବା Record to Spreadsheet ଅପସନ୍ ସିଲେକ୍ଟ କରନ୍ତୁ . |
02:10 | ପଏଣ୍ଟ A ସିଲେକ୍ଟ କରନ୍ତୁ . ଯଦି ଏହା ଡ୍ରଇଂ ପ୍ୟାଡ୍ ରୁ ଦେଖାଯାଉ ନାହିଁ, ଏହାକୁ ‘‘ଆଲଜେବ୍ରା ଭ୍ୟୁ’’ରୁ ସିଲେକ୍ଟ କରନ୍ତୁ . ଏବଂ ତାପରେ ସ୍ଲାଇଡର 'xValue' କୁ ମିନିମମ୍ ରୁ ମ୍ୟାକ୍ସିମମ୍ କୁ ମୁଭ୍ କରନ୍ତୁ . |
02:23 | ଦେଖନ୍ତୁ ଯେ ପଏଣ୍ଟ A ର X କୋର୍ଡିନେଟ୍ ସ୍ପ୍ରେଡସିଟ୍ ର A କଲମ୍ ରେ ଏବଂ A ର Y କୋର୍ଡିନେଟ୍ କଲମ୍ B ରେ ଟ୍ରେସ୍ ହୋଇଛି . |
02:34 | ଏହି ପାଠ ପ୍ରସ୍ତୁତ ହେବା ପରେ ଆପଣ ଛାତ୍ରଛାତ୍ରୀମାନଙ୍କୁ ଭିଜୁଆଲ୍ ଟ୍ରେସ୍ କିମ୍ବା ‘‘ସ୍ପ୍ରେଡସିଟ୍ ଭ୍ୟୁ’’ରେ ଡାଟା ଦେଖି ଫଙ୍କସନ୍ ପ୍ରେଡିକ୍ଟ କରିବା ପାଇଁ କହିପାରିବେ . |
02:44 | ପ୍ରେଡିକ୍ଟ କରାଯାଇଥିବା ଫଙ୍କସନ୍ ଇନପୁଟ୍ ବାର୍ ରେ f(x) = 3 x ଭଳି ଇନପୁଟ୍ ହୋଇପାରେ . ‘‘ସମୟ’’ ପାଇଁ ଜିଓଜେବ୍ରାରେ ଆମେ ‘‘ସ୍ପେସ୍’’ ବ୍ୟବହାର କରିବା ଏବଂ ଏଣ୍ଟର ପ୍ରେସ୍ କରିବା . |
03:05 | ଯଦି ପ୍ରେଡିକସନ୍ ଠିକ୍ ଅଛି, ଟ୍ରେସ୍ ହୋଇଥିବା ସମସ୍ତ ପଏଣ୍ଟ ଇନପୁଟ୍ ଥିବା ପଏଣ୍ଟ କିମ୍ବା ଇନପୁଟ୍ ଥିବା ଫଙ୍କସନ୍ ଉପରେ ପଡ଼ିବ . |
03:15 | ସଂକ୍ଷିପ୍ତରେ: |
03:18 | ଆମେ ଏକ ସ୍ଲାଇଡର xValue କଲେ . (xValue, 3 xValue) ଥିବା ଏକ ପଏଣ୍ଟ A ଡ୍ର କଲେ. |
03:27 | ଆମେ ଭିନ୍ନ ଭିନ୍ନ xValues ପାଇଁ ପଏଣ୍ଟ A ର X ଏବଂ Y କୋର୍ଡିନେଟ୍ ରେକର୍ଡ କରିବା ପାଇଁ ‘‘ରେକର୍ଡ ଟୁ ସ୍ପ୍ରେଡସିଟ୍’’ ଅପସନ୍ ବ୍ୟବହାର କଲେ . |
03:34 | ନମ୍ବର ପାଟର୍ନ ପଢ଼ି ଆମେ ଏକ ଇନପୁଟ୍ ଫଙ୍କସନ୍ ପ୍ରେଡିକ୍ଟ କଲେ . |
03:40 | ବର୍ତ୍ତମାନ ଯିବା ପାଠର ଦ୍ୱିତୀୟ ଭାଗକୁ . ପ୍ରଥମେ ପଏଣ୍ଟ A ରୁ ‘‘ଟ୍ରେସ୍’’ ହଟାନ୍ତୁ . |
03:53 | y ଇଣ୍ଟରସେପ୍ଟ ପାରାମିଟର ଯୋଡ଼ନ୍ତୁ . |
03:56 | ଆଉ ଗୋଟିଏ ସ୍ଲାଇଡର କ୍ରିଏଟ୍ କରି ତାର ନାଁ ଦିଅନ୍ତୁ ‘b’, ମିନିମମ୍ ଏବଂ ମ୍ୟାକ୍ସିମମ୍ ଡିଫଲ୍ଟ ଭାଲ୍ୟୁ ଛାଡ଼ିଦିଅନ୍ତୁ ଏବଂ ଇନକ୍ରିମେଣ୍ଟ 1କୁ ବଦଳାନ୍ତୁ ଏବଂ ‘ଆପ୍ଲାଏ’ କ୍ଲିକ୍ କରନ୍ତୁ . |
04:10 | ଏହା ପରେ b ର ଭାଲ୍ୟୁ ମୁଭ୍ କରନ୍ତୁ, ‘‘Move ଟୁଲ୍ ବ୍ୟବହାର କରନ୍ତୁ ଏବଂ bର ଭାଲ୍ୟୁ 2କୁ ବଦଳାନ୍ତୁ, xValue ମିନିମମ୍ ଭାଲ୍ୟୁକୁ ବଦଳାନ୍ତୁ . |
04:24 | ଏହା ପରେ ପଏଣ୍ଟ A ଉପରେ ରାଇଟ୍ କ୍ଲିକ୍ କରନ୍ତୁ . ‘‘ଅବଜେକ୍ଟ ପ୍ରପର୍ଟିଜ୍’’ ସିଲେକ୍ଟ କରନ୍ତୁ, Y କୋର୍ଡିନେଟ୍ 3 xValue + b କୁ ବଦଳାନ୍ତୁ,କୀବୋର୍ଡରେ ଟ୍ୟାବ୍ ଦବାନ୍ତୁ . |
04:40 | ‘‘ଶୋ ଟ୍ରେସ୍’’ ଅନ୍ କରନ୍ତୁ . ତାପରେ ‘‘ସ୍ପ୍ରେଡସିଟ୍ ଭ୍ୟୁ’’ ମୁଭ୍ କରନ୍ତୁ, ଯାହା ଦ୍ୱାରା ଆପଣ କଲମ୍ C ଏବଂ D ଦେଖିପାରିବେ . |
04:50 | ଆପଣଙ୍କ କର୍ସର୍ C1 ସେଲ୍ ଉପରେ ରଖନ୍ତୁ, ପୁଣି ଥରେ ‘‘ରେକର୍ଡ ଟୁସ୍ପ୍ରେଡସିଟ୍’’ ଅପସନ୍ ବ୍ୟବହାର କରନ୍ତୁ . ପ୍ରଥମେ ପଏଣ୍ଟ A ସିଲେକ୍ଟ କରନ୍ତୁ . ଆପଣ ତାହା ଟ୍ରେସ୍ କରିବାକୁ ଚାହୁଁଛନ୍ତି ..'xValue' ମିନିମମ୍ ରୁ ମ୍ୟାକ୍ସିମମ୍ କୁ ମୁଭ୍ କରନ୍ତୁ .. |
05:06 | ଆପଣ ଦେଖିପାରିବେ ଯେ ପଏଣ୍ଟ A ର X କୋର୍ଡିନେଟ୍ ସ୍ପ୍ରେଡସିଟ୍ ର C କଲମ୍ ରେ ଏବଂ Y କୋର୍ଡିନେଟ୍ କଲମ୍ D ରେ ଟ୍ରେସ୍ ହୋଇଛି . |
05:17 | ଏହି ଡାଟାରୁ, ଆପଣ ଛାତ୍ରଛାତ୍ରୀମାନଙ୍କୁ ପାଟର୍ନ ବୁଝିବା ଏବଂ ଫଙ୍କସନ୍ ପ୍ରେଡିକ୍ଟ କରିବା ପାଇଁ କହିପାରିବେ . |
05:22 | ଏହି ପ୍ରକ୍ରିୟା ଭିନ୍ନ ଭିନ୍ନ ‘b’ ଭାଲ୍ୟୁ ପାଇଁ ରିପିଟ୍ କରନ୍ତୁ . ପ୍ରେଡିକ୍ଟ କରାଯାଇଥିବା ଫଙ୍କସନ୍ ‘‘ଇନପୁଟ୍ ବାର୍’’ ରେ ଇନପୁଟ୍ ହୋଇପାରିବ . |
05:29 | ଯେହେତୁ ଆମ ପାଖରେ f(x) ରହିଛି ମୁଁ g(x)= 3 x + b ବ୍ୟବହାର କରିବି, ଏଠାରେ b ର ଭାଲ୍ୟୁ ହେଉଛି 2 . ତା ପରେ ଏଣ୍ଟର ପ୍ରେସ୍ କରିବି . |
05:51 | ବର୍ତ୍ତମାନ ସାରାଂଶ ବାହାର କରିବା ପାଇଁ, ଆମେ b ନାମରେ ଆଉ ଏକ ସ୍ଲାଇଡର କଲେ, ପଏଣ୍ଟ A କୋର୍ଡିନେଟ୍ xValue ଏବଂ y କୋର୍ଡିନେଟ୍ ପାଇଁ 3 xValue + b କୁ ବଦଳାଇଲେ . |
06:02 | ଭିନ୍ନ ଭିନ୍ନ 'xValue ଏବଂ ‘‘b’’ ଭାଲ୍ୟୁ ପାଇଁ ପଏଣ୍ଟ A ର x ଏବଂ y କୋର୍ଡିନେଟ୍ ରେକର୍ଡ କରିବା ପାଇଁ ‘‘ରେକର୍ଡ ଟୁ ସ୍ପ୍ରେଡସିଟ୍’’ ଅପସନ୍ ବ୍ୟବହାର କଲେ.. |
06:11 | ଆମେ ଏକ ଇନପୁଟ୍ ଫଙ୍କସନ୍ f(x) = 3 x + b ପ୍ରେଡିକ୍ଟ କଲେ . ଏଠାରେ ଆମେ ଫଙ୍କସନ୍ କୁ g(x) କହିପାରିବା . |
06:23 | ବର୍ତ୍ତମାନ ଆସାଇନମେଣ୍ଟକୁ ଯିବା |
06:25 | ଆସାଇନମେଣ୍ଟରେ ସ୍ଲାଇଡର୍ 'xValue ଏବଂ 'a କରି ଏକ କ୍ୱାର୍ଡ୍ରାଟିକ୍ ଫଙ୍କସନ୍ ଟ୍ରେସ୍ କରିବାକୁ ପଡ଼ିବ |
06:33 | x କୋର୍ଡିନେଟ୍ ପାଇଁ xValue ଏବଂ y କୋର୍ଡିନେଟ୍ ପାଇଁ xValue^2 ସହ ଏକ ପଏଣ୍ଟ A ପ୍ଲଟ୍ କରନ୍ତୁ . |
06:43 | ଭିନ୍ନ ଭିନ୍ନ xValue ଏବଂ a ପାଇଁ ପଏଣ୍ଟ Aର X ଏବଂ Y କୋର୍ଡିନେଟ୍ ରେକର୍ଡ କରିବା ପାଇଁ ‘‘ରେକର୍ଡ ଟୁ ସ୍ପ୍ରେଡସିଟ୍’’ ଅପସନ୍ ବ୍ୟବହାର କରନ୍ତୁ. |
06:51 | ପ୍ରେଡିକ୍ଟ କରିବା ପାଇଁ ଏବଂ ଫଙ୍କସନ୍ f(x)= a x^2 ଇନପୁଟ୍ କରିବା ପାଇଁ ..ଆସାଇନମେଣ୍ଟ କରିବା ପାଇଁ, ଏକ କ୍ୱାର୍ଡ୍ରାଟିକ୍ ଫଙ୍କସନ୍ a x^2 + bx + 3 ଟ୍ରେସ୍ କରନ୍ତୁ. |
07:05 | ଆମେ ଆଉ ଏକ ସ୍ଲାଇଡର୍ ‘‘b’’ କରନ୍ତୁ. Yକୋର୍ଡିନେଟ୍ ପାଇଁ କୋର୍ଡିନେଟ୍ xValue, a xValue^2 + b xValue + 3 ସହ ପଏଣ୍ଟ A ପ୍ଲଟ୍ କରନ୍ତୁ. |
07:18 | ଭିନ୍ନ ଭିନ୍ନ ‘‘a’’ ଏବଂ ‘‘b’’ ଭାଲ୍ୟୁ କମ୍ବିନେସନ୍ ପାଇଁ ପଏଣ୍ଟ Aର X ଏବଂ Y କୋର୍ଡିନେଟ୍ ରେକର୍ଡ କରିବା ପାଇଁ ‘‘ରେକର୍ଡ ଟୁ ସ୍ପ୍ରେଡସିଟ୍’’ ଅପସନ୍ ବ୍ୟବହାର କରନ୍ତୁ .. |
07:26 | ପ୍ରେଡିକ୍ଟ କରନ୍ତୁ ଏବଂ f(x) = a x^2 + b x + 3 ଇନପୁଟ୍ ଦିଅନ୍ତୁ |
07:32 | ମୁଁ ଏହି ଜିଓଜେବ୍ରା ଫାଇଲ୍ କ୍ରିଏଟ୍ କରିଛି . ‘‘ଟ୍ରେସ୍ ଅନ୍’’ ସିଲେକ୍ଟ କରନ୍ତୁ, ଏହା ଆଗରୁ ଅନ୍ ଅଛି |
07:43 | xValue ମିନିମମ୍ କରନ୍ତୁ ଏବଂ ତାପରେ ‘‘ରେକର୍ଡ ଟୁ ସ୍ପ୍ରେଡସିଟ୍’’ ବ୍ୟବହାର କରନ୍ତୁ, ପଏଣ୍ଟ A ସିଲେକ୍ଟ କରନ୍ତୁ ଏବଂ xValue ସ୍ଲାଇଡର ମୁଭ୍ କରନ୍ତୁ |
08:05 | ଆମେ ପ୍ରେଡିକ୍ଟ କରାଯାଇଥିବା ଫଙ୍କସନ୍ f(x) = 2 x^2 + 2 x + 3 ଇନପୁଟ୍ କରିପାରିବା..ଏହା କନଷ୍ଟାଣ୍ଟ ଭାଲ୍ୟୁ ସେଟ୍ କରିବା ପାଇଁ ମୁଁ ବ୍ୟବହାର କରିଛି |
08:28 | ଏହି ପାରାବୋଲା ସହ ଥିବା ଟ୍ରେସ୍ ଗୁଡ଼ିକ ଦେଖନ୍ତୁ |
08:36 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଏହି ଇମେଲ ID (contact@spoken-tutorial.org)କୁ ଲେଖନ୍ତୁ |
09:02 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ. |
09:16 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |