Linux/C2/Simple-filters/Oriya
From Script | Spoken-Tutorial
Revision as of 15:40, 16 January 2013 by Manoranjan (Talk | contribs)
| Time | Narration |
|---|---|
| 0:00 | ନମସ୍କାର, ଲିନକ୍ସ ରେ ସିମ୍ପେଲ୍ ଫିଲ୍ଟର୍ ସ୍ (Simple Filters) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. |
| 0:08 | ଏଠାରେ ଆମେ ହେଡ୍ (head), ଟେଲ୍ (Tail), ସର୍ଟ୍ (sort), କଟ୍ (cut), ଏବଂ ପେଷ୍ଟ୍ (paste) ସମ୍ବନ୍ଧରେ ଶିଖିବା. |
| 0:17 | ଏସବୁ ଗୁଡିକ କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) ଅଟେ. |
| 0:22 | ଯଦି ଆପଣ ଟର୍ମିନାଲ୍ ଉପରେ ଏକ ହଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂକୁ ରୁଟ୍ ହେବାକୁ ଦରକାର. |
| 0:29 | sudo su or su root, ଯଦି ଆପଣ ଟର୍ମିନାଲ୍ ଉପରେ ଏକଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂକୁ ଏକ ସାଧାରଣ ଯୁଜର୍ ହେବାକୁ ପଡିବ. |
| 0:38 | ମୁଁ ମାନେ ଯେ ଆପଣ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛନ୍ତି ଏବଂ କୌଣସି ପାଥ୍ କୁ ରୂପାନ୍ତର କରିନାହାନ୍ତି ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି. |
| 0:46 | ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି. |
| 0:51 | ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର ହୁଏ, ଏବଂ ଏକ ୱିନଡୋ ଉପରେ maximize ଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର ଅଟେ. |
| 1:02 | ଏକ ଫାଇଲ୍ ର ପ୍ରଥମ ଦଶ ଲାଇନସ୍ କୁ ସ୍ବାଭାବିକ ଭାବରେ ପ୍ରଦଶ୍ରୀତ କରିବା ପାଇଁ ଆମେ Head କମାଣ୍ଡ୍ ବ୍ୟବହାର କରୁଁ, ତାହାପରେ ଏକ ascii ଫାଇଲ୍ ନାମ ଦେଉଁ. |
| 1:10 | ଚାଲ ଏକ ଫାଇଲ୍ ତିଆରି କରିବା. ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି. |
| 1:17 | Applications > Accessories > Text Editor କୁ ଯିବା. |
| 1:24 | ସମୟର ବାଧ୍ୟତା ହେତୁ ମୋ ପାଖରେ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ଅଛି. |
| 1:30 | ଚାଲ ମୁଁ କୋପି ଏବଂ ପେସ୍ଟ୍ କରୁଛି. |
| 1:38 | ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର. |
| 1:41 | ଫାଇଲ୍ କୁ numbers dot txt ନାମ ଦିଅ ଏବଂ ସେଭ୍ ଉପରେ ହିଟ୍ କର. |
| 1:48 | ଏହି ଫାଇଲ୍ କୁ ବଂଦ କର. |
| 1:53 | ବର୍ତମାନ Applications > Accessories > Terminal କୁ ଯିବା. |
| 2:01 | ଏବେ ଦେଖିବା ପାଇଁ ଚେଷ୍ଟା କର ଯେଉଁ ଫାଇଲ୍ ଆମେ ତିଆରି କରିଥିଲେ ଯଦି ଆମେ ତାହାକୁ ଦେଖିପାରିବା. |
| 2:05 | Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର. |
| 2:09 | ଆମେ ଏଠାରେ ଯାହା କରିଛେ ଏଗୁଡିକ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ଉପରେ ସବୁ ଫୋଲଡର୍ ଏବଂ ଫାଇଲ୍ ଗୁଡିକୁ ସୁଚିତ କରିବ. |
| 2:15 | ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଫାଇଲ୍ ର କନ୍ଟେଟ ଗୁଡିକ ପଡିପାରିବା ଯେଉଁଗୁଡିକ ଆମେ ତିଆରି କରିଥିଲେ. |
| 2:21 | Cat num, ଫାଇଲ୍ ନାମ କୁ autofill ରେ ଅସିବା ପାଇଁ ଟେବ୍ ଦବାଅ. ଏନ୍ଟର୍ ଦବାଅ. |
| 2:29 | ଚାଲ ଏହିପରି ସମାନ ଭାବରେ head କମାଣ୍ଡ୍ ସହିତ କରିବା. |
| 2:33 | Head numbers dot txt ଏନ୍ଟର୍ କର. |
| 2:39 | ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ. |
| 2:43 | ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ, ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର. |
| 2:52 | Up arrow, hyphen n5 ଦବାଅ ଏବଂ ଏନ୍ଟର୍ ଦବାଅ. |
| 2:58 | ବର୍ତମାନ ପ୍ରଥମ ପାଂଚଟି ଲାଇନସ୍ କେବଳ ପ୍ରଦଶ୍ରୀତ ଅଟେ. |
| 3:02 | ପ୍ରେଜେଣ୍ଟ ଟେସନ୍ (presentation) କୁ ଆଉଥରେ ଯିବା. |
| 3:08 | F5. |
| 3:14 | tail କମାଣ୍ଡ୍ ଠିକ୍ ଭାବରେ head କମାଣ୍ଡ୍ ର ବିପରିତ କାମ କରେ, ଏହା ସ୍ବତଃ ସ୍ପୃତ ଭାବରେ ଏକ ଫାଇଲ୍ ର ଦଶଟି ଲାଇନସ୍ ପ୍ରଦଶ୍ରୀତ କରେ. |
| 3:22 | ଟର୍ମିନାଲ୍ କୁ ଆଉଥରେ ଯିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି. |
| 3:27 | tail numbers dot txt |
| 3:31 | ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ, ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର. |
| 3:40 | hyphen n5 ଏନ୍ଟର୍ କର. |
| 3:45 | ସ୍ଲାଇଡ୍ ଗୁଡିକୁ ଯିବା. |
| 3:50 | ଏକ ଲୋଗ୍ ଫାଇଲ୍ (log file) କାର୍ଯ୍ୟ କ୍ରମ ଗୁଡିକୁ ଅନ୍ତରଭୁକ୍ତ କରେ ଯେଉଁଗୁଡିକ ଏକ ସିଷ୍ଟମ ରେ ଦେଖାଦେଇ ଥାଏ. |
| 3:55 | Auth dot log ଫାଇଲ୍, ଲୋଗ୍ ତିଆରି କରେ ଯାହା ଲୋଗ୍-ଇନ୍ ହୋଇଥାଏ ଏବଂ ଲୋଗ୍-ଆଉଟ୍ ହୋଇଥାଏ. |
| 4:01 | hyphen f ଅପସନ୍ କୁ ବ୍ୟବହାର ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବା, tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ ଅଟେ. |
| 4:09 | ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡି ଯାଏ, tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭଳି ନେବ ଏବଂ ସ୍ବାଭାବିକ ଭାବରେ ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ. |
| 4:18 | ଟର୍ମିନାଲ୍ କୁ ଯିବା. |
| 4:21 | tail hyphen f forward slash var log auth dot log |
| 4:31 | ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର. |
| 4:39 | ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା Application -> Accessories -> Terminal. |
| 4:46 | ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର. |
| 4:52 | ତେଣୁ, ମୁଁ ଆପଣଂକୁ ଏକ ସିଂଗିଲ୍ ସ୍କିର୍ନ୍ (single screen) ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ. |
| 5:00 | Su କୁ ଆପଣ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ. |
| 5:05 | କିଛି ଭୁଲ୍ password ଦିଅ ଏବଂ ଏନ୍ଟର୍ ଦବାଅ. |
| 5:08 | ଆପଣ ଦେଖିବେ ଯେ ଟର୍ମିନାଲ୍ ଉପରେ ଯେଉଁ tail ଚାଲୁଛି ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି. |
| 5:15 | ତାରିଖ ଏବଂ ସମୟ ନିର୍ଦିଷ୍ଟ କରେ ଯେତେବେଳେ ବିଫଳତା ସତ୍ୟ ପ୍ରତିପାଦନ ଦେଖା ଦେଇଥିଲା. |
| 5:23 | ତାରିଖ ଟାଇପ୍ କର, ଶିଷ୍ତମ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ ଏନ୍ଟର୍ ଦବାଅ. |
| 5:32 | ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର. |
| 5:36 | ରନିଂଗ୍ ଟେଲ୍ କମାଣ୍ଡ୍ କୁ ବଂଦ କରିବା ପାଇଁ ଏବଂ ସ୍କ୍ରିନ୍ କୁ ସର୍ବାଧିକ ବଡ କରିବା ପାଇଁ CTRL+C ଦବାଅ. |
| 5:51 | ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ. |
| 5:57 | ଏଗୁଡିକ ଲିନକ୍ସ ରେ ସାଧାରଣତଃ ଲୋଗ୍ ଫାଇଲସ୍ (log files) ଭାବରେ ଉପଯୋଗୀ ଅଟେ. |
| 6:01 | ଯଦି ସେଠାରେ ଏକ ଅସୁବିଧା ଅଛି ତେବେ ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍ ( linux system administrator) ଅଧିକ ସୁଚନା ପାଇଁ ତାହାର ସେହି ମେସିନ୍ କୁ ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଏହି ଲୋଗ୍ ଫାଇଲ ଗୁଡିକୁ (log files) କୁ ଦେଖିବ. |
| 6:12 | Sort କମାଣ୍ଡ୍, ଯେପରି ନାମ ପ୍ରସ୍ତାବ କରିବ କି, ଏକ ଫାଇଲ୍ ଆମ ପାଇଁ ଦୁହେଁ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ପ୍ରକାର ଅଟେ. |
| 6:23 | sort numbers dot txt. ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମରେ ସଜାଇ ରଖିବ. |
| 6:31 | ଧ୍ୟାନ ଦିଅ କିଛି ବିଚିତ୍ର ସେଠାରେ ଅଛି, sort କରିବାକୁ ପ୍ରଥମ ଅଖ୍ୟର କୁ କେବଳ ଦେଖ, ତେଣୁ 10,11&12 ନମ୍ବର 2 ପୁର୍ବରୁ ଦେଖାଦିଏ. |
| 6:43 | ଏହା ଠାରୁ ରଖ୍ୟା ପାଇବା ପାଇଁ ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ. |
| 6:53 | ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ. |
| 6:58 | number dot txt କୁ ଉଲଟା କ୍ରମରେ sort କରିବା ପାଇଁ ଅପସନ୍ hyphen r ମିଶାଅ. |
| 7:09 | ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହା ଏହି ଫାଇଲ୍ ରେ ପୁନରାବୃତି ଅଟେ, ଅସାଧାରଣ ନମ୍ବର୍ କୁ ବାହାର କରିବା ପାଇଁ hyphen u ଅନ୍ୟଏକ ଅପସନ୍ ସହିତ ମିଶାଅ |
| 7:17 | ଟର୍ମିନାଲ୍ କୁ ଯାଅ. |
| 7:20 | ଅପ୍ ଏରୋ (Up Arrow) |
| 7:22 | U ଏନ୍ଟର୍ କର |
| 7:26 | ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା. ବର୍ତମାନ କେବଳ ଗୋଟିଏ 2 ଦେଖା ଯାଇଛି. |
| 7:38 | ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା. |
| 7:44 | ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଯେପରି ନିମ୍ନରେ ଦେଖାଯାଇଛି. |
| 7:48 | Applications > Accessories > Text Editor କୁ ଯିବା. |
| 7:57 | ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି, ଚାଲ କୋପି ଏବଂ ପେସ୍ଟ୍ CTRL+C; CTRL+V କର. |
| 8:11 | ଫାଇଲ୍, marks dot txt ନାମରେ ସେଭ୍ କର, Save ରେ କ୍ଲିକ୍ କର. |
| 8:21 | ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ମାନ ନାହିଁ, ମୁଁ ଚାହେଁ ନାହିଁ ଅନ୍ୟକେହି ମୋତେ ବ୍ୟବହାର କରି ସେମାନଂକୁ କମ୍ ନମ୍ବର୍ ଦେଉଁ. |
| 8:28 | ଏହି ଫାଇଲ୍ କୁ ବଂଦ କର. |
| 8:33 | ଚାଲ marks dot txt file କୁ ଦିତିୟ ସ୍ତମ୍ଭ ର ଆଧାର ଉପରେ sort କର. |
| 8:40 | ଟର୍ମିନାଲ୍ କୁ ଯିବା. |
| 8:42 | space marks dot txt space hyphen t space open inverted commas space close inverted commas space. |
| 8:53 | ଏଠାରେ hyphen t delimiter ପାଇଁ ଦଣ୍ଡାୟମାନ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) କୁ ଏହା ଦର୍ଶାଏ. |
| 9:02 | hyphen k2, ଦିତିୟ ସ୍ତମ୍ଭ ପାଇଁ ଯେଉଁଥିରେ sort ପ୍ରଦଶ୍ରୀତ ହେବା ଉଚିତ୍. |
| 9:14 | ଏନ୍ଟର୍ ଦବାଅ. |
| 9:20 | Cat marks dot txt |
| 9:24 | ଏହା ପ୍ରକୃତରେ ମୁଳ ଫାଇଲ୍ ଅଟେ, ଯଦି ଆପଣ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା ଯେବେ ଆମେ ଦିତିୟ ସ୍ତମ୍ଭ ର ର ଆଧାର ଉପରେ sort କରିଥିଲ. |
| 9:43 | Cut କମାଣ୍ଡ୍ ଏକ ଫାଇଲ୍ ଠାରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ. |
| 9:51 | ଚାଲ marks dot txt ଠାରୁ କିଛି ନାମ ଗୁଡିକ ବାହାର କରିବା. |
| 9:55 | ଚାଲ ଟର୍ମିନାଲ୍ ALT+Tab କୁ ଯିବା. |
| 9:58 | cut space marks dot txt space hyphen d space open inverted commas space close inverted commas space. |
| 10:08 | ଏଠାରେ cut କମାଣ୍ଡ୍ ରେ d ଏକ delimiter ଅଟେ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ. |
| 10:20 | hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ରେ ପ୍ରେସ୍ କର. |
| 10:31 | Paste କମାଣ୍ଡ୍ ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ. |
| 10:36 | ଚାଲ ଏବେ numbers dot txt ଏବଂ marks dot txt file ଦୁହେଁ କୁ ବ୍ୟବହାର କରିବା. |
| 10:41 | ଟର୍ମିନାଲ୍ କୁ ଯିବା. |
| 10:43 | numbers dot txt marks dot txt ପେସ୍ଟ୍ କର ଏବଂ ଏନ୍ଟର୍ ଦବାଅ. |
| 10:50 | ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡି ଦିଆଯାଇଥିଲା. |
| 10:57 | concatefile dot txt ନାମକ କିଛି ଅନ୍ୟ ଫାଇଲ୍ ର ଆଉଟ୍ ପୁଟ୍ କୁ ପୁନଃ ନିର୍ଦିଷ୍ଟ କରିବା ପାଇଁ redirect key ବ୍ୟବହାର କରି ପାରିବେ. |
| 11:06 | ଟର୍ମିନାଲ୍ କୁ ଯିବା. |
| 11:08 | arrow ରେ ପ୍ରେସ୍ କର. redirect key ରେ ପ୍ରେସ୍ କର ଯାହା concatfile dot txt ସଂକେତ ଠାରୁ ବଡ ଅଟେ. ଏନ୍ଟର୍ ରେ ପ୍ରେସ୍ କର. |
| 11:18 | Cat concatfile dot txt |
| 11:22 | ଚାଲ ଏବେ ସ୍ଲାଇଡ୍ କୁ ଯିବା. |
| 11:25 | ଯଦି ଆମେ ଚାହୁଁ ପେସ୍ଟ୍ ନମ୍ବର୍ ଗୁଡିକୁ କ୍ରମଅନୁସାରେ ପ୍ରିଣ୍ଟ୍ ନେବାକୁ ଯାହା ଟ୍ୟାବ୍ ସହିତ ଡିଲିମିଟ୍ କରୁଁ ଏହା ପାଇଁ ଆମେ hyphen s ଅପସମ୍ କୁ ବ୍ୟବହାର କରିପାରିବା. |
| 11:34 | hyphen s ପେସ୍ଟ୍ କର. |
| 11:39 | numbers dot txt. |
| 11:43 | ସ୍ଲାଇଡ୍ କୁ ଯିବା. |
| 11:45 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ. |
| 11:49 | ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ. |
| 11:55 | ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଦର୍ଶାଇ ପାରିବା. |
| 11:59 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ |