Linux/C2/Working-with-Regular-Files/Oriya
From Script | Spoken-Tutorial
Revision as of 15:39, 16 January 2013 by Manoranjan (Talk | contribs)
| Visual Cue | Narration |
|---|---|
| 0:00 | ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. |
| 0:07 | ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ କୁ ଗଠନ କରନ୍ତି. |
| 0:13 | ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ. ଆପଣ ଏହି ୱେବ୍ ସାଇଟ୍ ରେ ଟ୍ୟୁଟୋରିଆଲ ପାଇ ପାରିବେ. |
| 0:25 | ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରୁ. |
| 0:31 | ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା. ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ ସାଇଟ୍ କୁ ଯାଅ. |
| 0:46 | ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ. ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି. |
| 0:55 | ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ. |
| 1:00 | ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space ଲଖ୍ୟ ଫାଇଲ୍ ନାମ DEST. |
| 1:15 | ଏକ ସମୟରେ ବହୁତ ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ ଲଖ୍ୟ DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ. |
| 1:34 | ଚାଲ ଏକ ଉଦାହରଣ ଦେଖିବା, ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା. |
| 1:42 | ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି. |
| 1:49 | test1 ରେ କଣ ଅଛି ଦେଖିବା ପାଇଁ ଆମେ $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 2:00 | test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା. |
| 2:22 | ବର୍ତମାନ ଫାଇଲ୍ କୋପି ହୋଇଯାଇଛି. |
| 2:25 | ଯଦି test2 ବିଦ୍ୟମାନ ନ ଥାଏ ଏହାକୁ ପ୍ରଥମେ ତିଆରି କରିବାକୁ ହେବ ଏବଂ ପରେ test1 ର କନ୍ଟେଟ (content) ଏଥିରେ କୋପି କରିବାକୁ ହେବ. |
| 2:35 | ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ ଅଧିକ ଲିଖିତ ହେବ. କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 2:52 | ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories) କୁ ଏବଂ ଡାଇରେକ୍ଟ୍ ଟୋରୀଜ ଠାରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବୟ ଦବାଅ. |
| 3:31 | ଏହା କଣ କରିବା ଯେ ଏହା ଫାଇଲ୍ demo1 କୁ ସୋର୍ସେ ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ଠାରୁ destination directory /home/anirban କୁ କୋପି କରିବା, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ. |
| 3:51 | ଏହା ଦେଖିବା ପାଇଁ demo2 ସେଠାରେ ଅଛି, ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ |
| 4:13 | ଆମେ ଉପରକୁ scroll କରୁଁ ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି. |
| 4:19 | ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କର. |
| 4:25 | ଯଦି ଆପଣ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ଆପଣ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର. |
| 4:35 | $ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 5:03 | ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ ଏକ ଭଲ ଭାବରେ demo1 ଫାଇଲ୍ ନାମକ ସହିତ କୋପି କରିବ. |
| 5:20 | demo1 କୁ ଦେଖିବା ପୁର୍ବ ରୁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 5:33 | ଏଠାରେ ଆଉଥରେ ଆମେ ଉପରକୁ scroll କରିବା ଏବଂ ଯେପରି ଆପଣ ଦେଖିପାରିବେ demo1 ଫାଇଲ୍ ଏଠାରେ ଅଛି. |
| 5:40 | ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କର. |
| 5:48 | ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ଯେପର୍ଯ୍ୟନ୍ତ ଆମେ ବହୁବିଧ ଫାଇଲ୍ ଗୁଡିକୁ କୋପି କରିବାକୁ ଚାହୁଁ. |
| 5:56 | ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି. |
| 6:04 | ବର୍ତମାନ ଆମେ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 6:27 | ଏହା ସେମାନକଂର ନାମ ପରିବର୍ତନ ବିନା ସବୁ ତିନୋଟି ଜାକ ଫାଇଲସ୍ test1,test2 and test3 କୁ /home/anirban/testdir ଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବା. |
| 6:41 | ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି. ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
| 7:03 | ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଟନ୍ତି. |
| 7:10 | ସେଠାରେ ବହୁତ ଅପସନ୍ସ (options) ଅଛି ଯାହା cp ସହିତ ଯାଏ. ଏଠାରେ ଆମେ ସେମାନକଂର କେବଳ ଅତି ଗୁରୁତ୍ତପୁର୍ଣ ଦେଖିବା. |
| 7:18 | ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା. |
| 7:23 | ଅପସନ୍ସ (options) ମଧ୍ୟରୁ -R (capital R) ଏକ ଗୁରୁତ୍ତପୁର୍ଣ ଅଟେ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) ଗଠନ ର ପୁନରାବର୍ତୀ କୋପି କୁ କାରଣ ଅଟେ. |
| 7:33 | ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା. |
| 7:38 | ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କର. |
| 7:48 | ଏଥିପାଇଁ ଆମେ cp testdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
| 8:02 | ଯେପରି ଆପଣ output ମେସେଜ୍ (message) ଠାରୁ ଦେଖିପାରିବେ. |
| 8:06 | ସାଧାରଣତ ଆମେ ଏକ ଡାଇରେକ୍ଟ୍ ଟୋରୀ (directory) ର କିଛି କନ୍ଟେଟସ୍ (contents) କୁ cp କମାଣ୍ଡ୍ ସହିତ କୋପି କରିପାରିବା ନାହିଁ. |
| 8:14 | କିନ୍ତୁ -R ଅପସନ୍ କୁ ବ୍ୟବହାର କରି, ଆମେ ଏହା କରିପାରିବା. |
| 8:19 | ବର୍ତମାନ ଆମେ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 8:36 | ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 8:47 | ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ. ଚାଲା ଏବେ ସ୍କ୍ରିନ୍ ସଫା କର. |
| 8:57 | test ଭିତରେ କନ୍ଟେଟସ୍ (contents) ଦେଖିବା ପାଇଁ ls test ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 9:08 | ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ. |
| 9:13 | ବର୍ତମାନ ଆମେ ଆଉଥରେ ସ୍ଲାଇଡସ୍ ଯିବା. |
| 9:16 | ଆମେ ଦେଖିଛେ, ଯଦି ଏକ ଫାଇଲ୍ ଅନ୍ୟ ଫାଇଲ୍ କୁ କୋପି ଅଟେ ଯାହା ପୁର୍ବରୁ ବିଦ୍ୟମାନ, ତେବେ ବିଦ୍ୟମାନ ଫାଇଲ୍ ଅଧିକ ଲିଖିତ ଅଟେ. |
| 9:25 | ଏବେ କଣ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତ ଭାବରେ ଅଧିକ ଲେଖିବା. |
| 9:30 | ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି. |
| 9:36 | ଏହା ପ୍ରତେକ ଗନ୍ତବ୍ୟ ଥିବା ଫାଇଲ୍ ର ବେକ୍ ଅପ୍ (back-up) ତିଆରି କରେ. |
| 9:41 | ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି ଗନ୍ତବ୍ୟ ଫାଇଲ୍ କୁ ଅଧିକ ଲେଖିବା ପୁର୍ବରୁ ଚେତାବନୀ ଦିଏ. |
| 9:54 | ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ. |
| 9:59 | ଏହା ମୋଭିନ୍ଗ୍ ଫାଇଲସ୍ (moving files) ପାଇଁ ବ୍ୟବହାର ଅଟେ. ବର୍ତମାନ ଦେଖିବା ତାହା କିପରି ଉପଯୋଗୀ ଅଟେ. |
| 10:04 | ଏହାର ଦୁଇଟି ମୁଖ୍ୟ ଉପଯୋଗୀ ଅଟେ. |
| 10:07 | ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର ପୁର୍ନବାର ନାମ ଦେବା ପାଇଁ ବ୍ୟବହାର କରାଯାଇ ଥାଏ. |
| 10:11 | ଏହା ଫାଇଲସ୍ ର ଏକ ସମୁହ କୁ ଏକ ବିଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ. |
| 10:17 | mv , cp ସହିତ ସମାନ ଅଟେ, ଯାହା ଆମେ ଆଗରୁ ଦେଖି ସାରିଛୁ. ତେଣୁ ଆସ ଶିଘ୍ର ଦେଖିବା mv କିପରି ବ୍ୟବହାର କରିପାରିବା. |
| 10:29 | ଟର୍ମିନାଲ୍ ଖୋଲ ଏବଂ $ mv test1 test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 10:43 | ଏହା test1 ନାମକ ଏକ ଫାଇଲ୍ କୁ ପୁର୍ନବାର ନାମ ଦେବ, ଯାହା test2 ନାମକ ଏକ ଫାଇଲ୍ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ ପୁର୍ବରୁ ଉପସ୍ଥିତ ଥିଲା. |
| 10:52 | ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ ଅଧିକ ଲିଖିତ ହୋଇଯିବ. |
| 11:00 | ଯଦି ଆମେ ଫାଇଲ୍ କୁ ଅଧିକ ଲେଖିତ ହେବା ପୁର୍ବରୁ ଚେତାବନି ଚାହୁଁ. |
| 11:05 | ଆମେ mv କମାଣ୍ଡ୍ ସହିତ -i ଅପସନ୍ ବ୍ୟବହାର କରିପାରିବା. |
| 11:10 | କୁହ, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ. |
| 11:20 | ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
| 11:32 | ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି ଯାହା ପଚାରେ କଣ test2 ଅଧିକ ଲିଖିତ ହେବା ଉଚିତ କିମ୍ବା ନୁହେଁ. |
| 11:41 | ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ପ୍ରକୃତରେ ଅଧିକ ଲିଖିତ ହୋଇଯିବ. |
| 11:49 | cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କେସେ ରେ ଗନ୍ତବ୍ୟ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ. |
| 11:58 | ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କର. |
| 12:03 | ମନେକର, ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ abc.txt, pop.txt ଏବଂ push.tx ନାମକ ତିନୋଟି ଫାଇଲସ୍ ଅଛି. |
| 12:14 | ସେମାନକଂର ଉପସ୍ଥିତ ଦେଖିବା ପାଇଁ ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 12:21 | ଫାଇଲସ୍ pop.txt,push.txt ଏବଂ abc.txt ଏଠାରେ ଅଛି. ଏବେ ଚାଲ ସ୍କ୍ରିନ୍ ସଫା କର. |
| 12:36 | ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ. |
| 12:46 | ଆମେ କଣ କରିବା ଦରକାର, mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ. |
| 13:14 | ସେମାନଂକୁ ଦେଖିବା ପାଇଁ ls testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 13:20 | ଆପଣ abc, pop ଏବଂ push.txt ଫାଇଲ୍ ଗୁଡିକୁ ଦେଖିପାରିବେ. |
| 13:27 | ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ. ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା. |
| 13:37 | mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି. ଏହା ପ୍ରତେକ ଫାଇଲ୍ କୁ ଅଧିକ ଲିଖିତ ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା. |
| 13:48 | |
| 13:58 | ପରବର୍ତୀ କମାଣ୍ଡ ଆମେ ଦେଖିବା rm କମାଣ୍ଡ୍. ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ ଅଟେ. |
| 14:06 | ଟର୍ମିନାଲ୍ କୁ ପୁଣି ଥରେ ଯାଅ ଏବଂ ls testdir ଟାଇପ୍ କର. |
| 14:15 | ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା. କୁହ ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ. |
| 14:23 | ଏହା ପାଇଁ ଆମେ $ rm testdir/faq.txt କର ଏବଂ ଏନ୍ଟର୍ ଦବାଅ. |
| 14:37 | ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ଠାରୁ ମିଟାଇ ଦେବ. |
| 14:46 | ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ ls testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 15:00 | ଆମେ ଏବେ ଫାଇଲ୍ faq.txt ଦେଖି ପାରିବ ନାହିଁ. |
| 15:05 | ଆମେ ବହୁବିଧ ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା. |
| 15:10 | testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ. |
| 15:17 | ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ. |
| 15:23 | ଏହା ପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
| 15:45 | ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ଠାରୁ ହଟାଇବା. |
| 15:53 | ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ ls testdir ଟାଇପ୍ କର. ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଦେଖିପାରିବେ ନାହିଁ. |
| 16:07 | ଆଗକୁ ଯିବା ପୁର୍ବରୁ ଚାଲ ଏବେ ସ୍କ୍ରିନ୍ ସଫା କର. |
| 16:14 | ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା. |
| 16:18 | ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ. |
| 16:20 | ଆମେ ଏକ ସିନ୍ଗଲୀ ଫାଇଲ୍ କୁ ଡିଲିଟ୍ କରିବା ପାଇଁ rm ଏବଂ ପୁଣି ଫାଇଲ୍ ର ନାମ ଲେଖିବା. |
| 16:27 | ବହୁବିଧ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି ବହୁବିଧ ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ. |
| 16:34 | ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖ. |
| 16:40 | ବେଳେ ବେଳେ ଫାଇଲ୍ ସୁରଖିତ ଅଟେ ଯାହା rm ର ଉପଯୋଗୀ କରି ମଧ୍ୟ ଡିଲିଟ୍ ହେବ ନାହିଁ. ଏହି କେସେ (case) ରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ ଡିଲିଟ୍ କରିବା ପାଇଁ ବ୍ୟବହାର ହୋଇପାରିବ. |
| 16:57 | ଅନ୍ୟ ସାମାନ୍ୟ ଅପସନ୍ -r option ଅଟେ. ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ ଅଟେ. |
| 17:07 | ଚାଲ ଟର୍ମିନାଲ୍ କୁ ଫେରିବା. |
| 17:12 | ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତ ଭାବରେ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି. |
| 17:21 | କିନ୍ତୁ rmdir କମାଣ୍ଡ ସାଧାରଣତ ଭାବରେ ଡାଇରେକ୍ଟ୍ ଟୋରୀ (directory) କୁ କେବଳ ଡିଲିଟ୍ କରେ, ପରେ ଏହା ଖାଲି ଅଟେ. |
| 17:27 | ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହାର କେତେକ ଫାଇଲସ୍ ଏବଂ subdirectories ଭିତରେ ଅଛି, ତେବେ ଆମେ କଣ କରୁଁ. |
| 17:35 | ଚାଲ ଏହା କରିବା ପାଇଁ rm କମାଣ୍ଡ୍ କୁ ଚେଷ୍ଟା କରିବା. |
| 17:38 | ଚାଲ ଆମେ testdir ରେ rm ଏବଂ directory ଟାଇପ୍ କରିବା ଯାହା ଆମେ ଡିଲିଟ୍ କରିବା ପାଇଁ ଚାହୁଁ ଏବଂ ଏନ୍ଟର୍ ଦବାଅ. |
| 17:47 | ଆଉଟ୍ ପୁଟ୍ ମେସେଜ୍(output message) ଠାରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ. |
| 17:55 | କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା. |
| 18:03 | |
| 18:16 | ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି. |
| 18:22 | ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ ଗୁଡିକୁ ଫେରିବା. |
| 18:27 | cmp କମାଣ୍ଡ. |
| 18:29 | ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ଗୁଡିକ ସମାନ ଅଟେ. ଯଦି ସେମାନେ ସମାନ ଅଟନ୍ତି ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାର. |
| 18:37 | ମଧ୍ୟ ଦେଖିବାକୁ ଚାହିଁ ପାର କି କଣ ପୁର୍ବ ଅନୁବାଦ ଠାରୁ ଫାଇଲ୍ ବଦଳି ଯାଇଛି. |
| 18:44 |
ଏଗୁଡି ଏବଂ କେତେକ ଅନ୍ୟ ଉଦ୍ୟେଶ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା. |
| 18:49 | ଏହା ଦୁଇଟି ଫାଇଲ୍ କୁ byte, byte ଦ୍ବାରା ତୁଳନା କରେ. |
| 18:54 | file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବାକୁ ହେବ. |
| 19:03 | ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ. |
| 19:11 | କେବଳ ପ୍ରମପ୍ଟ୍ ମୁଦ୍ରିତ ହୋଇ ପାରିବ. |
| 19:14 | ଯଦି ସେମାନକଂର ବିଷୟ ବସ୍ତୁ ଅଲଗା ଅଟେ ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ ର ସ୍ଥାନ ମୁଦ୍ରିତ ହୋଇ ପାରିବ. |
| 19:25 | ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ. ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି. |
| 19:35 | ଚାଲ ଦେଖିବା, ସେମାନେ କଣ ଧାରଣ କରନ୍ତି. |
| 19:38 | cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ ଏବଂ ଏଥିରେ “This is a Linux file to test the cmp command” ଟେକଷ୍ଟ (text) ଅନ୍ତରଭୁକ୍ତ . |
| 19:50 | ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
| 20:00 | ଏଥିରେ “This is a Unix file to test the cmp command" ଟେକଷ୍ଟ (text) ଅନ୍ତରଭୁକ୍ତ. |
| 20:06 | ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା. |
| 20:11 | ଆମେ cmp sample1 sample2 ଲେଖିବା ଅବନ୍ ଏନ୍ଟର୍ ଦବାଇବା. |
| 20:23 | ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି. |
| 20:32 | ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା. |
| 20:38 | ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ. |
| 20:43 | ଏହି କମାଣ୍ଡ୍ ଅଖୟର ର ସଂଖ୍ୟା, ସବ୍ଦ, ଏବଂ ଫାଇଲ୍ ରେ ଲାଇନ୍ କୁ ଗଣନା ପାଇଁ ବ୍ୟବହାର କରଯାଇଥାଏ. |
| 20:50 | ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି. |
| 20:56 | ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
| 21:05 | ଏହା sample3 ର ବିଷୟ ବସ୍ତୁ ଅଟେ. |
| 21:10 | ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା. |
| 21:14 | ଏଥି ପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା. |
| 21:25 | କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 ଲାଇନସ୍, 67 ସବଦ୍, ଏବଂ 385 ଅଖୟର ଅଛି. |
| 21:38 | ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ. |
| 21:43 | ସେଠାରେ ବହୁତ ସାରା କମାଣ୍ଡ୍ ଅଛି. ଏହାଛଡା ପ୍ରତେକ କମାଣ୍ଡ୍ ଯାହା ଆମେ ଦେଖିଛେ ତାହାର ବହୁତ ଅପସନସ୍ ଅଛି. |
| 21:51 | ମୁଁ ଆପନଂକୁ man command ର ଉପଯୋଗୀ କରି ସେମାନକଂ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋସଛାଇତ (encourage) କରେ. |
| 22:00 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. |
| 22:04 | ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି. |
| 22:17 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: |
| 22:34 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ. |