LibreOffice-Suite-Calc/C2/Basic-Data-Manipulation/Oriya
From Script | Spoken-Tutorial
Revision as of 12:40, 15 January 2013 by Manoranjan (Talk | contribs)
_
VISUAL CUE | NARRATION |
00:00 | ଲିବ୍ରେଅଫିସ୍ Calc (LibreOffice Calc) ରେ ଡାଟା ମେନ୍ୟୁପୁଲେସଅନ୍ (Data Manipulation) ର ମୌଳିକ ତଥ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. |
00:07 | ଏହି ଟ୍ୟୁଟୋରିଆଲ ରେ ଆମେ ସମ୍ବନ୍ଧରେ ଶିଖିବା: |
00:09 | ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ. |
00:12 | Column ଗୁଡିକ ଦ୍ବାରା ସୋର୍ଟ୍ଇଂଗ୍ (Sorting) କରିବା. |
00:15 | ଡାଟା ଫିଲ୍ଟର୍ଇଂଗ୍ (Filtering) ର ମୌଳିକ ତଥ୍ୟ. |
00:17 | ଏଠାରେ ଆମେ ଆମର ଅପେରଟିଂଗ୍ ଶିଷ୍ଟମ୍ ପରି ଉବଣ୍ଟୁ ଲିନକ୍ସ ଭରଜନ୍ 10.04 ଏବଂ ଲିବ୍ରେଅଫିସ୍ ସୁଟ୍ (LibreOffice suite) ଭରଜନ୍ 3.3.4 ବ୍ୟବହାର କରୁଛୁ. |
00:27 | ଚାଲ୍ ଟ୍ୟୁଟୋରିଆଲ କୁ ଆରମ୍ଭ କରିବା ଲିବ୍ରେଅଫିସ୍ Calc (LibreOffice Calc) ରେ ମୌଳିକ ଫର୍ମୁଲା ଗୁଡିକ ସମ୍ବନ୍ଧରେ ଶିଖିକରି. |
00:35 | ଫର୍ମୁଲା ଗୁଡିକ ସମୀକରଣ ଅଟନ୍ତି ଯାହା ନମ୍ବର୍ ଏବଂ ଭେରିଏବଲ୍ (numbers and variables) ଗୁଡିକର ବ୍ୟବହାର କରି ପରିଣାମ ପାଆନ୍ତି. |
00:41 | ଏକ spreadsheet ରେ, ଭେରିଏବଲ୍ (variables) ଗୁଡିକ ସେଲ୍ ସ୍ଥାନ ଅଟନ୍ତି ଯାହା ସମୀକରଣ ପୁରା କରିବା ପାଇଁ ଆବଶ୍ୟକ ଡାଟା ଧାରଣ କରେ. |
00:47 | ସବୁଠାରୁ ମୌଳିକ ଏରିଥିମେଟିକ୍ ଅପେରସନ୍ (arithmetic operations) ଯାହା କାର୍ଯ୍ୟକାରୀ ଅଟନ୍ତି ହେଲା: addition, subtraction, multiplication ଏବଂ division. |
00:56 | ଚାଲ ଏବେ ପ୍ରଥମେ ଆମର “Personal-Finance-Tracker.ods” ଫାଇଲ୍ ଖୋଲିବା. |
01:02 | ଚାଲ ଦେଖିବା ଆମର “personal finance tracker.ods” ଫାଇଲ୍ ରେ “Cost” ହେଡିଂଗ୍ ଅଧିନରେ ଉଲ୍ଲେଖ ଥିବା ସବୁ ଖର୍ଚ ର ବ୍ୟୟ କିପରି ଯୋଡିବା. |
01:13 | ଆମେ “SUM TOTAL” ନାମକ ଏକ ଅଧିକ ହେଡିଂଗ୍ “Miscellaneous” ତଳେ ଦେବା. |
01:19 | ଏବଂ ଆମେ ସେଲ୍ A8 ଉପରେ କ୍ଲିକ୍ କରିବା ଏବଂ କ୍ରମାଂକ ସଂଖ୍ୟା 7 ଦେବା. |
01:25 | ବର୍ତମାନ ସେଲ୍ ନମ୍ବର୍ “C8” ଉପରେ କ୍ଲିକ୍ କର ଯେଉଁଠାରେ ଆମେ ପୁରା ବ୍ୟୟ ଗୁଡିକ ପ୍ରଦଶ୍ରୀତ କରିବାକୁ ଚାହୁଁ. |
01:32 | ସବୁ ବ୍ୟୟ ଗୁଡିକୁ ଯୋଡିବା ପାଇଁ, ଆମେ ଟାଇପ୍ କରିବା “is equal to SUM” ଏବଂ brace ଗୁଡିକ ମଧ୍ୟରେ ଯେଉଁ column ଗୁଡିକ ଯୋଡା ହେବ, ତାହା ”C3 colon C7”. |
01:44 | ବର୍ତମାନ କି-ବୋଅର୍ଡ଼ (keyboard) ଉପରେ “Enter” ପ୍ରେସ୍ କର. |
01:47 | ଆପଣ ଦେଖ ଯେ “Cost” ଅଧିନରେ ଥିବା ସବୁ ଆଇଟମ୍ ଗୁଡିକ ଯୋଡି ଯାଇଛି. |
01:51 | ବର୍ତମାନ Calc ରେ subtract କିପରି କରୁଁ ଏହା ଶିଖିବା. |
01:55 | ଯଦି ଆମେ “House Rent” ଏବଂ “ Electricity Bill” ର ବ୍ୟୟ subtract କରିବାକୁ ଚାହୁଁ, ଏବଂ ଏହାକୁ ସେଲ୍ A9 ରେ ପ୍ରଦଶ୍ରୀତ କରିବା ପାଇଁ ଚାହୁଁ, ତେବେ ପ୍ରଥମେ ସେଲ୍ A9 ଉପରେ କ୍ଲିକ୍ କର. |
02:06 | ବର୍ତମାନ ଏହି ସେଲ୍ ରେ ଟାଇପ୍ କର “is equal to” ଏବଂ braces ଭିତରେ ସେଲ୍ ସମ୍ବନ୍ଧିତ references ଯାହା ଅଟେ “C3 minus C4”. |
02:17 | କି-ବୋଅର୍ଡ଼ ଉପରେ “Enter” କି (key) ପ୍ରେସ୍ କର. |
02:20 | ଆମେ ଦେଖୁଁ ଯେ ଦୁଇଟି ସେଲ୍ references ରେ ବ୍ୟୟ (cost) subtract ହୁଏ ଏବଂ ପରିଣାମ ସେଲ୍ ନମ୍ବର୍ A9 ରେ ପ୍ରଦଶ୍ରୀତ ଅଟେ. |
02:29 | ଚାଲ ପରିବର୍ତନ ଗୁଡିକୁ undo କରିବା. |
02:32 | ସମାନ ଭାବରେ, ଆମେ ବିଭିନ୍ନ ସେଲ୍ ଗୁଡିକରେ ଡିଭାଇଡ୍ ଏବଂ ମଲ୍ଟିପୁଲ୍ (divide and multiply) କରିପାରିବା. |
02:37 | ନମ୍ବର୍ ଗୁଡିକର “Average” ପାଇବା ଏକ spreadsheet ରେ ଅନ୍ୟ ମୌଳିକ ଅପେରେସନ୍ ଅଟେ. |
02:43 | ଚାଲ ଆମେ ଦେଖିବା ଏହା କିପରି କାର୍ଯ୍ୟ ସମ୍ପାଦନା ହୁଏ. |
02:45 | “SUM TOTAL” ସେଲ୍ ର ଠିକ୍ ତଳେ ଚାଲ heading ଦିଅ “Average”. |
02:50 | ଏଠାରେ ଆମେ ପୁରା ବ୍ୟୟ ର average ପ୍ରଦଶ୍ରୀତ କରିବାକୁ ଚାହୁଁ. |
02:55 | ତେଣୁ ଏବେ “C9” ସେଲ୍ ଉପରେ କ୍ଲିକ୍ କର. |
02:58 | ବର୍ତମାନ ଆମେ ଟାଇପ୍ କରିବା “is equal to” Average ଏବଂ braces ଭିତରେ Cost. |
03:04 | କି-ବୋଅର୍ଡ଼ ଉପରେ “Enter” key ପ୍ରେସ୍ କର. |
03:07 | ଆପଣ ଦେଖିବେ “Cost” କଲୋମ୍ (column) ର average ସେଲ୍ ରେ ପ୍ରଦଶ୍ରୀତ ହୁଏ. |
03:11 | ଚାଲ ପରିବର୍ତନ ଗୁଡିକୁ undo କରିବା. |
03:15 | ଏହିପରି ଭାବରେ, ଏକ ଭୂସମାନ୍ତର ଧାଡିରେ ଅଶଂ ଗୁଡିକର average ପାଇ ପାରିବା. |
03:20 | advanced level ଟ୍ୟୁଟୋରିଆଲ ଗୁଡିକରେ ଆମେ ଫର୍ମୁଲା ଏବଂ ଅପେରଟର୍ ଗୁଡିକ ସମ୍ବନ୍ଧରେ ବହୁତ ଶିଖିବା. |
03:25 | ଚାଲ ଆମେ ଶିଖିବା ଏକ Calc spreadsheet ରେ ଡ଼ାଟା କିପରି “Sort” କରୁଁ. |
03:30 | ସର୍ଟ୍ କରିବା ଦ୍ବାରା ଶିଟ୍ ଉପରେ ସେଲ୍ ଗୁଡିକୁ ଇଚ୍ଛା ଅନୁସାରେ କ୍ରମବଧ କରୁଁ. |
03:35 | Calc ରେ, ଆପଣ ତିନୋଟି ମାନଦଣ୍ଡ ପର୍ଯ୍ୟନ୍ତ ବ୍ୟବହାର କରି ଡାଟା ସର୍ଟ୍ କରିପାରିବେ, ଯାହା ଗୋଟିଏ ପରେ ଗୋଟିଏ ପ୍ରୋୟୋଗ ହୋଇଛି. |
03:43 | ଏହା ସୁବିଧାଜନକ ଅଟନ୍ତି ଯେବେ ଆପଣ ଏକ ବିଶେଷ ବସ୍ତୁ ଖୋଜିବା ପାଇଁ ଚାହାନ୍ତି ଏବଂ ଏହା ବହୁତ ଶକ୍ତିଶାଳୀ ହୁଏ ଯେବେ ଆପଣକଂ ପାଖରେ ଫିଲଟର୍ ଡାଟା ଥାଏ. |
03:51 | ଚାଲ କୁହ, “Costs” ହେଡିଂଗ୍ ଅଧିନରେ ଯେଉଁ ଡାଟା ଆରୋହୀ କ୍ରମରେ ଅଛି ସେହି ଗୁଡିକୁ ଆପଣ ସର୍ଟ୍ କର. |
03:57 | ତେଣୁ ପ୍ରଥମେ, ସେଲ୍ ଯାହା ସର୍ଟ୍ କରିବାକୁ ଆମେ ଚାହୁଁ ସେହିଗୁଡିକୁ ଚିହ୍ନିତ କରୁଁ “Cost” ସେଲ୍ ଉପରେ କ୍ଲିକ୍ କରି. |
04:03 | ବର୍ତମାନ ବାମ ମାଉସ୍ ବଟନ୍ କୁ ଧରିକରି, column ସହିତ ଏହାକୁ ଡ୍ରାଗ୍ କର ସେଲ୍ ର ଶେଷ ପର୍ଯ୍ୟନ୍ତ ଯାହା କହେ “2000”. |
04:12 | ଏହା column ବାଛେ ଯାହାକୁ ଆମେ ସର୍ଟ୍ କରିବାକୁ ଚାହୁଁ. |
04:15 | ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ “Sort” ଉପରେ କ୍ଲିକ୍ କର. |
04:21 | ପରେ “Current Selection” କୁ ବାଚ୍ଛ. |
04:24 | ଆପଣ ଦେଖ ଯେ “Sort criteria” ଏବଂ “Options” ପରି ନାମକ ଏକ ଡାଇଲୋଗ୍ ବୋକ୍ସ ଟ୍ୟାବସ୍ ସହିତ ଦେଖାଦିଏ. |
04:31 | “Sort criteria” ଟ୍ୟାବ୍ ରେ “Sort by” field ରେ “Cost” କୁ ବାଛ. |
04:37 | “Cost” କୁ ଆରୋହୀ କ୍ରମରେ ସର୍ଟ୍ କରିବା ପାଇଁ, ଠିକ ପାଖରେ ଥିବା “Ascending” ଅପସନ୍ ଉପରେ କ୍ଲିକ୍ କର. |
04:44 | ବର୍ତମାନ “OK” ବଟନ୍ ଉପରେ କ୍ଲିକ୍ କର. |
04:47 | ଆପଣ ଦେଖ ଯେ column ଆରୋହୀ କ୍ରମରେ ସର୍ଟ୍ ହୋଇଥାଏ. |
04:51 | ଏହିପରି ଭାବରେ, ଅବରୋହଣ କ୍ରମରେ ସର୍ଟ୍ କରିବା ପାଇଁ, “Descending” ଉପରେ କ୍ଲିକ୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର. |
04:59 | ଚାଲ ପରିବର୍ତନ ଗୁଡିକୁ undo କରିବା. |
05:02 | ବିଭିନ୍ନ column ଗୁଡିକୁ ସର୍ଟ୍ କରିପାରିବା ପାଇଁ ପ୍ରଥମେ ସବୁ column ଗୁଡିକୁ ପସନ୍ଦ କରିକି ଏବଂ ପରେ ସର୍ଟ୍ ଅପସନ୍ ଗୁଡିକୁ ପ୍ରୟୋଗ କରିବା. |
05:09 | କୁହ ଯେ, ଆମେ ସିରିଏଲ୍ ନମ୍ବର୍ ଗୁଡିକ (serial number) ସହିତ କୋସ୍ଟ୍ (cost) କୁ ସର୍ଟ୍ କରିବା ପାଇଁ ଚାହୁଁ. |
05:14 | ତେଣୁ ପ୍ରଥମେ ଏହି column ଗୁଡିକୁ ବାଚ୍ଛ ଯେପରି ଆମେ ଆଗରୁ କରିଛେ. |
05:18 | ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Sort” ଅପସନ୍ ଉପରେ କ୍ଲିକ୍ କର. |
05:24 | ଡାଇଲୋଗ୍ ବୋକ୍ସ ରେ “Sort by” ଫିଲଡ଼ ରେ “Cost” ବାଚ୍ଛ ଯାହା ଦେଖାଦିଏ. |
05:30 | ପରେ “Then by” ଫିଲଡ୍ ରେ “SN” ବାଛ. |
05:35 | ଦୁଇଟି ଅପସନ୍ ରେ “Descending” ଉପରେ କ୍ଲିକ୍ କର ଯାହା ସେମାନକଂ ପାଖରେ ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର. |
05:43 | ଆପଣ ଦେଖ ଯେ ଦୁହେଁ ହେଡିଂଗ୍ ଗୁଡିକ ଅବରୋହଣ କ୍ରମରେ ସର୍ଟ୍ ହୋଇଥାଏ. |
05:47 | ଚାଲ ପରିବର୍ତନ ଗୁଡିକୁ undo କରିବା. |
05:49 | ବର୍ତମାନ ଚାଲ ଶିଖିବା ଲିବ୍ରେ-ଅଫିସ୍ Calc ରେ ଡାଟା କିପରି ଫିଲଟର୍ କରୁଁ. |
05:53 | ଏକ ଫିଲଟର୍ condition ଗୁଡିକର ଏକ ତାଲିକ ଅଟେ ଯାହା ପ୍ରତେକ entry କୁ ପୁରା କରିବା ପାଇଁ ପ୍ରଦଶ୍ରୀତ ହୋଇଥାଏ. |
06:00 | spreadsheet ରେ ଏକ ଫିଲଟର୍ ପ୍ରୟୋଗ କରିବା ପାଇଁ, “Item” ନାମକ ସେଲ୍ ଉପରେ ଚାଲ କ୍ଲିକ୍ କରିବା. |
06:07 | ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Filter” ଉପରେ କ୍ଲିକ୍ କର. |
06:12 | ପପ୍ ଅପ୍ ମେନ୍ୟୁ (pop up menu) ରେ “AutoFilter” ଅପସନ୍ ଉପରେ କ୍ଲିକ୍ କର. |
06:16 | ଆପଣ ଦେଖ ଯେ ହେଡିଂଗ୍ ଗୁଡିକ ଉପରେ ଏକ ଏରୋ ଚିହ୍ନ ଦେଖାଦିଏ. |
06:20 | “Item” ନାମକ ସେଲ୍ ରେ ଡାଉନ୍ ଏରୋ ଉପରେ କ୍ଲିକ୍ କର. |
06:24 | ବର୍ତମାନ ଯଦି ଆପଣ କେବଳ “Electricity Bill” ସମ୍ବନ୍ଧିତ ଡାଟା ପ୍ରଦଶ୍ରୀତ କରିବା ପାଇଁ ଚାହଁ. |
06:29 | ତେଣୁ “Electricity Bill” ଅପସନ୍ ଉପରେ କ୍ଲିକ୍ କର. |
06:34 | ଆପଣ ଦେଖ ଯେ କେବେଳ “Electricity Bill” ସମ୍ବନ୍ଧିତ ଡାଟା ଶିଟ୍ (sheet) ରେ ପ୍ରଦଶ୍ରୀତ ହୋଇଛି. |
06:40 | ବଳକା ଥିବା ଅପସନ୍ ଗୁଡିକ ଫିଲଟର୍ ହୋଇଛି. |
06:43 | ସବୁ ଡାଟା କୁ ଦେଖିବା ପାଇଁ, ଆଉଥରେ ”Item” ନାମକ ସେଲ୍ ର ଡାଉନ୍ ଲୋଅଡ଼ ଏରୋ ଉପରେ କ୍ଲିକ୍ କର ଏବଂ “All” ଉପରେ କ୍ଲିକ୍ କର. |
06:52 | ଅମେ ଦେଖୁଁ ଯେ ପ୍ରକୃତରେ ଲେଖାହୋଇଥିବା ଡାଟା ସବକୁ ଦେଖିବାକୁ ଏବେ ଆମେ ସାମର୍ଥ୍ୟ ଅଟୁ. |
06:59 | “AutoFilter” ବ୍ୟତିତ, ସେଠାରେ ଦୁଇଟି ଅଧିକ ଫିଲଟର୍ ଅପସନ୍ ଗୁଡିକ ଅଛି, “Standard Filter” ଏବଂ “Advanced Filter” ଯେଉଁଗୁଡିକ ସମ୍ବନ୍ଧରେ ଆମେ ପଛରେ ଏହି କ୍ରମାକଂ ରେ ଶଖିବା. |
07:11 | ଲିବ୍ରେଅଫିସ୍ Calc (LibreOffice Calc) ବିଷୟରେ ଏହା ଆମ ସ୍ପୋକେନ୍ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. |
07:15 | ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ: |
07:18 | ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ. |
07:21 | Column ଗୁଡିକ ଦ୍ବାରା ସର୍ଟ୍ କରିବା. |
07:23 | ଫିଲଟର୍ଇଂଗ୍ ଡାଟା (Filtering Data) ର ମୌଳିକ ତଥ୍ୟ. |
07:26 | ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ. |
07:30 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ. |
07:33 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ. |
07:37 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍. |
07:40 | ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି. |
07:43 | ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି. |
07:47 | ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ. |
07:53 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ. |
07:58 | ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ. |
08:06 | ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି: |
08:08 | spoken hyphen tutorial dot org slash NMEICT hyphen Intro |
08:16 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ. |