Tux-Typing/C2/Learn-advanced-typing/Oriya
From Script | Spoken-Tutorial
Time | Narration | |
00:00 | ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି | |
00:08 | ବାକ୍ୟାଂଶ ଟାଇପ୍ କରିବେ | ନିଜର ଶବ୍ଦଗୁଡ଼ିକର ତାଲିକା କ୍ରିଏଟ୍ କରିବେ |
00:12 | ଟାଇପିଙ୍ଗ୍ ପାଇଁ ଭାଷା ସେଟିଙ୍ଗ୍ ବିଷୟରେ ସୂଚନା ଜାଣିବେ | |
00:17 | ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 11.10ରେ ଟକ୍ସ ଟାଇପିଙ୍ଗ୍ 1.8.0 ବ୍ୟବହାର କରୁଛୁ | |
00:26 | ଟକ୍ସ ଟାଇପିଙ୍ଗ୍ ଖୋଲନ୍ତୁ | |
00:28 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ | |
00:31 | ସର୍ଚ ବକ୍ସରେ ଟକ୍ସ ଟାଇପିଙ୍ଗ୍ ଟାଇପ୍ କରନ୍ତୁ | |
00:36 | ଟକ୍ସ ଟାଇପିଙ୍ଗ୍ ଆଇକନ୍ କ୍ଲିକ୍ କରନ୍ତୁ | |
00:38 | ମେନ୍ ମେନୁରୁ ଅପ୍ସନ୍ସ କ୍ଲିକ୍ କରନ୍ତୁ | |
00:42 | ଅପ୍ସନ୍ସ ମେନୁ ଦେଖାଦେଲା. ଏବେ ଚାଲନ୍ତୁ ବାକ୍ୟାଂଶ ଟାଇପିଙ୍ଗ୍ ଅଭ୍ୟାସ କରିବା | |
00:47 | Phrase Typing କ୍ଲିକ୍ କରନ୍ତୁ | |
00:49 | Teacher's Lineରେ ପ୍ରଦର୍ଶିତ ବାକ୍ୟକ୍ଲୁ ଟାଇପ୍ କରନ୍ତୁ | |
00:53 | ଏହି ମାମଲାରେ ଏହା ହେଉଛି “The quick brown fox jumps over the lazy dog” | |
01:06 | ଏବେ ଆମକୁ ପରବର୍ତ୍ତୀ ବାକ୍ୟ ଟାଇପ୍ କରିବାକୁ ପଡ଼ିବ, କରିବା ଦରକାର ନାହିଁ କି? | |
01:10 | ଏଣ୍ଟର୍ ଦବାନ୍ତୁ. ପରବର୍ତ୍ତୀ ବାକ୍ୟ ଦେଖାଦେଲା | |
01:14 | ଆମେ ଏବେ ବାକ୍ୟ ଟାଇପ୍ କରିବା ଶିଖିଲେ | |
01:17 | ଆପଣ ବିଭିନ୍ନ ବାକ୍ୟ ସହିତ ଅଭ୍ୟାସ କରିପାରିବେ | |
01:21 | ପୂର୍ବ ମେନୁକୁ ଫେରିବା ପାଇଁ Esc ଦାବନ୍ତୁ | |
01:26 | ଅପ୍ସନ୍ସ ମେନୁ ଦେଖାଦେଲା | |
01:29 | ଏବେ ଆମେ ନୂଆ ଶବ୍ଦ ଓ ବାକ୍ୟ ଯୋଗ କରିବା ବିଷୟରେ ଶିଖିବା | |
01:34 | Edit Word Lists କ୍ଲିକ୍ କରନ୍ତୁ | |
01:37 | Word List Editor ୱିଣ୍ଡୋ ଦେଖାଦେଲା | |
01:40 | ଆମେ ଏକ ନୂଆ ଶବ୍ଦ ଏଣ୍ଟର୍ କରିବା କି? | |
01:42 | Word List Editor ୱିଣ୍ଡୋରେ New କ୍ଲିକ୍ କରନ୍ତୁ | |
01:46 | କ୍ରିଏଟ୍ ଏ ନ୍ୟୁ ୱର୍ଡ ଲିଷ୍ଟ ୱିଣ୍ଡୋ ଦେଖାଦେଲା | |
01:49 | କ୍ରିଏଟ୍ ଏ ନ୍ୟୁ ୱର୍ଡ ଲିଷ୍ଟ ୱିଣ୍ଡୋରେ ଲର୍ନ ଟୁ ଟାଇପ୍ ଟାଇପ୍ କରି ଓକେ କ୍ଲିକ୍ କରନ୍ତୁ | |
02:01 | ୱର୍ଡ ଲିଷ୍ଟ ଏଡିଟର୍ ୱିଣ୍ଡୋ ଦେଖାଦେଲା | |
02:04 | ରିମୁଭ୍ କ୍ଲିକ୍ କରି ଆମେ ଟାଇପ୍ କରିଥିବା ଶବ୍ଦ କିମ୍ୱା ବାକ୍ୟକୁ କାଢ଼ିପାରିବା | |
02:10 | ଶବ୍ଦ କିମ୍ୱା ବାକ୍ୟକୁ ସେଭ୍ କରିବା ପାଇଁ “ଡନ୍” କ୍ଲିକ୍ କରନ୍ତୁ ଓ ଇଣ୍ଟର୍ନାଲ୍ ମେନୁକୁ ଫେରିଆସନ୍ତୁ | |
02:17 | ଅପ୍ସନ୍ସ ମେନୁ ଦେଖାଦେଲା | |
02:20 | ଆପଣ, ଇଣ୍ଟର୍ନାଲ୍ ମେନୁରୁ ସେଟ୍ଅ“ପ୍ ଲାଙ୍ଗୁଏଜ୍ ଅପ୍ସନ୍ କ୍ଲିକ୍ କରି ଭାଷା ସେଟ୍ଅtପ୍ କରିପାରିବେ | |
02:26 | ଆପଣ ଚୟନ କରିଥିବା ଭାଷାରେ ଟକ୍ସ ଟାଇପିଙ୍ଗ୍ ଇଣ୍ଟର୍ଫେସ୍ ଓ ଲେସନ୍ସ ପ୍ରଦର୍ଶିତ ହେବ | |
02:32 | ଅବଶ୍ୟ, ବର୍ତ୍ତମାନ, ଅନ୍ୟ ଭାଷାରେ ଶିକ୍ଷାଗୁଡ଼ିକୁ ଟକ୍ସ ଟାଇପିଙ୍ଗ୍ ସପୋର୍ଟ କରୁନାହିଁ | |
02:38 | ଏବେ ଚାଲନ୍ତୁ ଏକ ଗେମ୍ ଖେଳିବା | |
02:40 | ମେନ୍ ମେନୁ କ୍ଲିକ୍ କରନ୍ତୁ | |
02:44 | ଫିଶ୍ କ୍ୟାସ୍କେଡ୍ ବଟନ୍ କ୍ଲିକ୍ କରନ୍ତୁ | |
02:47 | ଗେମ୍ ମେନୁ ଦେଖାଦେଲା | |
02:50 | ଗେମ୍ ଆରମ୍ଭ କରିବା ପୂର୍ବରୁ, ଏହାକୁ କିପରି ଖେଳିବେ ତାହାର ନିର୍ଦ୍ଦେଶମାନ ପଢ଼ନ୍ତୁ. ଇନଷ୍ଟ୍ରକ୍ସନ୍ସ ଉପରେ କ୍ଲିକ୍ କରନ୍ତୁ | |
02:57 | ଗେମ୍ ଖେଳିବା ପାଇଁ ନିର୍ଦ୍ଦେଶମାନ ପଢ଼ନ୍ତୁ | |
03:03 | ଜାରି ରଖିବା ପାଇଁ “ସ୍ପେସ୍ ବାର” ଦାବନ୍ତୁ | |
03:07 | ଏବେ, ଟାଇପିଙ୍ଗ୍ ଅଭ୍ୟାସ କରିବା ପାଇଁ ଏକ ସହଜ ଗେମ୍ ଚୟନ କରନ୍ତୁ. “ଇଜୀ” କ୍ଲ୍କିକ୍ କରନ୍ତୁ | |
03:13 | ବିଭିନ୍ନ ବିକଳ୍ପଗୁଡ଼ିକ ଥିବା ୱିଣ୍ଡୋ ଦେଖାଦେଲା | |
03:18 | ବିଭିନ୍ନ ବିକଳ୍ପଗୁଡ଼ିକରେ ରଙ୍ଗ, ଫଳ, ଗଛ ଓ ସେହିପରି ଅନେକ ନାମ ରହିଛି. “କଲର୍ସ” କ୍ଲିକ୍ କରନ୍ତୁ | |
03:26 | ଆକାଶରୁ ମାଛ ଖସୁଛି. ପ୍ରତ୍ୟେକ ମାଛ ଉପରେ ଗୋଟିଏ ଅକ୍ଷର ମଧ୍ୟ ଅଛି. | |
03:32 | ଯଦି ଆପଣ ସଠିକ୍ ଭାବରେ ଶବ୍ଦଗୁଡ଼ିକୁ ଟାଇପ୍ କରନ୍ତି, ଶବ୍ଦଗୁଡ଼ିକ ନାଲି ହୋଇଯାଇ ଉଭାନ୍ ହୋଇଯିବ | |
03:38 | ତାହାପରେ, ମାଛ ପଡ଼ିବା କ୍ଷଣି, ପେଙ୍ଗୁଇନ୍ ସେଗୁଡ଼ିକ ଖାଇବାକୁ ଦୌଡ଼ିବ | |
03:42 | ଏବେ ଚାଲନ୍ତୁ ଏପରି ଗୋଟିଏ ଅକ୍ଷର ଟାଇପ୍ କରିବା, ଯାହା ଖସୁଥିବା ମାଛର ଏକ ଅଂଶ ନୁହେଁ. କ’ଣ ହେଲା? | |
03:47 | ଆପଣ ତାହାକୁ ସଠିକ୍ ଭାବରେ ଟାଇପ୍ କରିବା ଦରକାର ବୋଲି ସୂଚିତ କରି ଅକ୍ଷରଗୁଡ଼ିକ ଧଂଆ ହୋଇ ରହିଲା | |
03:52 | ଆପଣ ଯେତେ ସମୟ ଚାହାନ୍ତି ଏହି ଗେମ୍ ଜାରି ରଖନ୍ତୁ | |
03:55 | ଗେମ୍ସ ମେନୁକୁ ଫେରିବା ପାଇଁ ଏସ୍କେପ୍ ବଟନ୍ କୁ ଦୁଇଥର ଦାବନ୍ତୁ | |
04:00 | ଏକ ଆସାନମେଣ୍ଟ ଭାବେ | |
04:02 | କଷ୍ଟ ସ୍ତରକୁ ମଧ୍ୟମ କିମ୍ୱା କଠିନକୁ ପରିବର୍ତ୍ତନ କରି ଗେମ୍ ଖେଳନ୍ତୁ | |
04:09 | ଏହା ଆମକୁ ଟକ୍ସ ଟାଇପିଙ୍ଗ୍ ଉପରେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
04:14 | ଏହି ଟ୍ୟୁଟୋରିଆଲ୍ ରେ ଆମେ ବାକ୍ୟାଂଶ ଟାଇପ୍ କରିବା, ନିଜସ୍ୱ ଶବ୍ଦଗୁଡ଼ିକୁ ଯୋଡ଼ିବା ଓ ଏକ ଗେମ୍ ଖେଳିବା ବିଷୟରେ ଶିଖିଲେ | |
04:21 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial) | |
04:24 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
04:27 | ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
04:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | |
04:34 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | |
04:36 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | |
04:41 | ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact@spoken-tutorial.org) | |
04:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
04:52 | ଏହା ଭାରତ ସରକାରଙ୍କ ଏମ୍.ଏଚ୍.ଆର୍.ଡି.ର ଆଇ.ସି.ଟି. ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
04:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro) | |
05:11 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |