C-and-Cpp/C3/Arrays/Oriya

From Script | Spoken-Tutorial
Revision as of 19:33, 4 April 2015 by Pradeep (Talk | contribs)

Jump to: navigation, search
Time Narration
00:01 CC++ରେ Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା:
00:09 * array କ’ଣ
00:11 * arrayର ଘୋଷଣା
00:13 * arrayର ଇନିଶିଆଲାଇଜେଶନ୍‍
00:16 * array ଉପରେ କିଛି ଉଦାହରଣ
00:18 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
00:22 ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:25 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.04
00:30 gccg++ Compiler ଭର୍ସନ୍ 4.6.1
00:36 Arrayର ପରିଚୟରୁ ଆରମ୍ଭ କରିବା
00:39 ସମାନ ଡାଟା-ଟାଇପ୍ର ଡାଟା କିମ୍ବା ଏଲେମେଣ୍ଟର ସଂଗ୍ରହ ହେଉଛି Array
00:44 Array ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
00:48 ପ୍ରଥମ ଏଲେମେଣ୍ଟ ଇଣ୍ଡେକ୍ସ 0ରେ ଷ୍ଟୋର୍ ହୁଏ
00:52 ତିନି ପ୍ରକାରର arrays ଅଛି:
00:55 Single dimensional array
00:57 Two dimensional array
00:59 Multi-dimensional array
01:01 ଏହି ଟ୍ୟୁଟୋରିଆଲ୍ରେ ଆମେ single dimensional array ବିଷୟରେ ଆଲୋଚନା କରିବା
01:06 single dimensional array କିପରି ଘୋଷିତ କରାଯାଏ, ଦେଖିବା
01:09 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:11 data-type name of the arraysize
01:16 ଉଦାହରଣସ୍ୱରୂପ, ଏଠାରେ ଏକ integer array 'star' ଘୋଷିତ ହୋଇଛି, ଯେଉଁଥିରେ 5ଟି ଏଲେମେଣ୍ଟ ଅଛି
01:24 array ଇଣ୍ଡେକ୍ସ star 0 ରୁ star 4 ପର୍ଯ୍ୟନ୍ତ ଆରମ୍ଭ ହେବ
01:29 ଗୋଟିଏ arrayର ଡିକ୍ଲାରେସନ୍ ଆମେ ଦେଖିଲେ
01:32 ଏବେ, ଆମେ ଗୋଟିଏ arrayର ଇନିସିଆଲାଇଜେଶନ୍ ଦେଖିବା
01:35 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:38 data-type,( name of the array ), size is equal to elements
01:44 ଉଦାହରଣ: ଏଠାରେ ଆମେ ସାଇଜ୍ 3 ସହ ଗୋଟିଏ 'integer array star' ଘୋଷିତ କରିଛେ. ଏରେର ଏଲେମେଣ୍ଟଗୁଡ଼ିକ ହେଲା 1,2 ଓ 3
01:54 ଏଠାରେ ଇଣ୍ଡେକ୍ସ star 0 ରୁ star 2 ପର୍ଯ୍ୟନ୍ତ ଆରମ୍ଭ ହେବ
01:59 ଏବେ, ଉଦାହରଣକୁ ଆସିବା
02:01 ମୁଁ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
02:04 ଏବେ ମୁଁ ଏହାକୁ ଖୋଲୁଛି
02:06 ଧ୍ୟାନଦିଅନ୍ତୁ ଯେ, ଫାଇଲ୍ ନାମ ହେଉଛି array.c
02:10 ଏହି ପ୍ରୋଗ୍ରାମ୍ରେ ଆମେ, ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
02:16 ମୁଁ କୋଡ୍ ଏକ୍ସପ୍ଲେନ୍ କରୁଛି
02:18 ଏହା ଆମର header file
02:20 ଏହା ହେଉଛି main() ଫଙ୍କସନ୍
02:22 ଏଠାରେ, ଆମେ ସାଇଜ୍ 3ସହ star ଏରେ ଡିକ୍ଲେର୍ ଓ ଇନିସିଆଲାଇଜ୍ କରିଛେ
02:28 ଏରେର ଏଲେମେଣ୍ଟଗୁଡ଼ିକ ହେଉଛି 4, 5 ଓ 6
02:33 ତାହାପରେ ଆମେ 'integer variable' sum ଡିକ୍ଲେର୍ କରିଛେ
02:36 ଏଠାରେ ଆମେ ଏରେର ଏଲେମେଣ୍ଟଗୁଡ଼ିକୁ ଆଡ୍ କରି ରେଜଲ୍ଟ sumରେ ଷ୍ଟୋର୍ କରିବା
02:41 ଧ୍ୟାନଦିଅନ୍ତୁ ଯେ, ଇଣ୍ଡେକ୍ସ 0ରେ 4 ଷ୍ଟୋର୍ ହେବ, ଇଣ୍ଡେକ୍ସ 1ରେ 5 ଷ୍ଟୋର୍ ହେବ ଓ ଇଣ୍ଡେକ୍ସ 2ରେ 6 ଷ୍ଟୋର୍ ହେବ
02:50 ଏହାପରେ ଆମେ ସମଷ୍ଟି ପ୍ରିଣ୍ଟ କରିବା
02:52 ଏହା ହେଉଛି ଆମ return ଷ୍ଟେଟମେଣ୍ଟ୍
02:54 ଏବେ, ସେଭ୍ କ୍ଲିକ୍ କରନ୍ତୁ
02:57 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:59 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
03:09 କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ array ଡଟ୍ c ସ୍ପେସ୍ ହାଇଫେନ୍ o array ଟାଇପ୍ କରି ଏଣ୍ଟର ଦାବନ୍ତୁ
03:19 ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ ଡଟ୍ ସ୍ଲାସ ଏରେ(./array), ଏଣ୍ଟର ଦାବନ୍ତୁ
03:24 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
03:26 The sum is 15.
03:28 ଏବେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
03:32 ପ୍ରୋଗ୍ରାମ୍କୁ ଫେରିଯିବା
03:34 ଧରନ୍ତୁ, ଧାଡ଼ି ସଂଖ୍ୟା 4ରେ ଆମେ କର୍ଲୀ ବ୍ରାକେଟ୍ ଛାଡ଼ିଯାଇଛେ
03:39 ସେଭ୍ ରେ କ୍ଲିକ୍ କରି ଦେଖିବା କ’ଣ ହେଉଛି
03:42 ଟର୍ମିନାଲ୍ କୁ ଫେରିଆସନ୍ତୁ
03:44 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
03:47 ଆମେ ଏକ ଏରର୍ ଦେଖୁ:
03:49 Invalid initializer and Expected identifier or bracket before numeric constant.
03:56 କାରଣ ଏରେ, କର୍ଲୀ ବ୍ରାକେଟ୍ ଭିତରେ ନିଶ୍ଚିତ ଭାବେ ଇନିସିଆଲାଇଜ୍ ହେବା ଉଚିତ
04:01 ପ୍ରୋଗ୍ରାମ୍‍ କୁ ଫେରିଯିବା. ଏରର୍ ଫିକ୍ସ କରିବା
04:04 ଲାଇନ୍‍ ସଂଖ୍ୟା 4ରେ କର୍ଲି ବ୍ରାକେଟ୍ ଟାଇପ୍ କରନ୍ତୁ
04:09 ସେଭ୍ ରେ କ୍ଲିକ୍ କରନ୍ତୁ
04:12 ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ
04:15 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ, ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
04:19 ହଁ, ଏହା କାମ କରୁଛି
04:21 ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ ଏକଜେକ୍ୟୁଟ୍ କରିବା
04:25 ଆମ ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
04:28 ମୁଁ ଏଠାରେ କିଛି ପରିବର୍ତ୍ତନ କରିବି
04:30 ପ୍ରଥମେ କୀ’ବୋର୍ଡରେ ଏକକାଳୀନ Shift , CtrlS କ’ ଦାବନ୍ତୁ
04:38 ଏବେ ଡଟ୍ ସିପିପି (.cpp) ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ ଓ ସେଭ୍ କ୍ଲିକ୍ କରନ୍ତୁ
04:44 header file କୁ iostream ଭାବେ ପରିବର୍ତ୍ତନ କରିବା
04:49 ବର୍ତ୍ତମାନ using ଷ୍ଟେଟମେଣ୍ଟ୍ ମିଶାନ୍ତୁ
04:55 C++ରେ ଏକ ଏରେର ଡିକ୍ଲାରେସନ୍ ଓ ଇନିସିଆଲାଇଜେସନ୍ ସମାନ ଅଟେ
05:01 ତେଣୁ ଏଠାରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ
05:04 ଏବେ printf ଷ୍ଟେଟମେଣ୍ଟ ସ୍ଥାନରେ cout ଷ୍ଟେଟମେଣ୍ଟ ରଖିବା
05:09 ଫର୍ମାଟ୍ ସ୍ପେସିଫାୟର୍ ଓ ବ୍ୟାକସ୍ଲାସ୍‍ n (\n) ଡିଲିଟ୍ କରନ୍ତୁ, ଏବେ କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ
05:17 ଏଠାରେ ବ୍ରାକେଟ୍ ଡିଲିଟ୍ କରନ୍ତୁ. ପୁନର୍ବାର ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ଭିତରେ ବ୍ୟାକସ୍ଲାସ୍‍ n (\n) ଟାଇପ୍ କରନ୍ତୁ
05:26 ସେଭ୍ ରେ କ୍ଲିକ୍ କରନ୍ତୁ
05:29 ଏକଜେକ୍ୟୁଟ୍ କରିବା, ଟର୍ମିନାଲ୍‍ କୁ ଫେରିଆସନ୍ତୁ
05:32 କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ array ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ array1 ଟାଇପ୍ କରନ୍ତୁ
05:42 ଏଠାରେ array1 ଅଛି, କାରଣ ଆମେ array dot c ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ arrayକୁ ଓଭର୍ ରାଇଟ୍ କରିବାକୁ ଚାହୁଁନେ
05:51 ଏଣ୍ଟର ଦାବନ୍ତୁ
05:54 ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ ଡଟ୍ ସ୍ଲାସ୍ ଏରେ1(./array1) ଓ ଏଣ୍ଟର ଦାବନ୍ତୁ
05:59 ଆଉଟପୁଟ୍ ପ୍ରଦର୍ଶିତ ହେବ: The sum is 15
06:02 ଦେଖନ୍ତୁ, ଏହା C କୋଡ୍ ଭଳି ସମାନ ଅଟେ
06:07 ଏବେ ଆମେ, ଅନ୍ୟ କମନ୍ ଏରର୍ ଦେଖିବା
06:10 ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
06:12 ଧରାଯାଉ, ଧାଡ଼ି ସଂଖ୍ୟା 7ରେ,
06:14 ମୁଁ star[1], star[2] ଓ star[3]; ଟାଇପ୍ କରିବି
06:23 ସେଭ୍ କ୍ଲିକ୍ କରନ୍ତୁ
06:24 ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
06:28 ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
06:30 ପୂର୍ବ ଭଳି କମ୍ପାଇଲ୍ କରିବା
06:33 ପୂର୍ବ ଭଳି ଏକଜେକ୍ୟୁଟ୍ କରିବା
06:36 ଆମେ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ପାଇଲେ
06:39 ଏହାର କାରଣ ହେଉଛି ଏରେ ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
06:43 ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ. ଆମେ ଏଠାରେ ଏରେ ଇଣ୍ଡେକ୍ସ ଏକରୁ ଆରମ୍ଭ ହୋଇଥିବା ଦେଖିପାରୁଛେ
06:49 ତେଣୁ ଏହା ଏକ ଏରର୍ ଦେଉଛି. ଆସନ୍ତୁ ଏରର୍ ଫିକ୍ସ କରିବା
06:54 ଏଠାରେ ଟାଇପ୍ କରନ୍ତୁ 0, 1 ଓ 2. ସେଭ୍ କ୍ଲିକ୍ କରନ୍ତୁ
07:02 ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
07:05 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ. ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
07:09 ହଁ, ଏହା କାମ କରୁଛି
07:12 ଏବେ, ସ୍ଲାଇଡ୍ସକୁ ଫେରିଯିବା
07:14 ସଂକ୍ଷିପ୍ତରେ
07:16 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
07:19 * ଏରେଜ୍
07:20 * ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଘୋଷିତ କରିବା
07:23 * ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଇନିସିଆଲାଇଜ୍ କରିବା
07:26 ଉଦାହରଣ: int star[3]={4, 5, 6}
07:31 ଏରେ ଏଲେମେଣ୍ଟଗୁଡ଼ିକୁ ଆଡ୍ କରିବା, ଉଦାହରଣ- ସମ୍‍ = ଷ୍ଟାର୍ 0 ପ୍ଲସ ଷ୍ଟାର୍ 1 ପ୍ଲସ ଷ୍ଟାର୍ 2
07:40 ଏକ ଆସାଇନ୍ମେଣ୍ଟ ଭାବେ-
07:41 ଏକ ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟର ପାର୍ଥକ୍ୟ ଗଣନା କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
07:47 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:50 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:00 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:03 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:06 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
08:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
08:30 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:33 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep