LibreOffice-Suite-Calc/C2/Formatting-Data/Oriya

From Script | Spoken-Tutorial
Revision as of 16:09, 21 November 2014 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
VISUAL CUE NARRATION
00:00 ଲିବର୍ ଅଫିସ୍ ରେ ଡେଟା ଫର୍ମାଟିଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା

ବର୍ଡର୍ସ, ବ୍ୟାକଗ୍ରାଉଣ୍ଡ୍ କଲର୍ ଫର୍ମାଟ୍ କରିବା |

00:12 ଅଟୋମ୍ୟାଟିକ୍ ରାପିଙ୍ଗ୍ ର ବ୍ୟବହାର କରି ଟେକ୍ସଟ୍ ର ବିଭିନ୍ନ ଲାଇନ୍ସକୁ ଫର୍ମାଟ୍ କରିବା |
00:18 Cellsକୁ ମର୍ଜ କରିବା | Cellରେ ଫିଟ୍ କରିବା ପାଇଁ ଟେକ୍ସଟ୍ କୁ ହ୍ରାସ କରିବା |
00:22 ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:33 ପ୍ରଥମେ ଆମେ Calcରେ ବର୍ଡର୍ସ ଫର୍ମାଟିଙ୍ଗ୍ ବିଷୟରେ ଶିଖିବା |
00:39 Personal finance tracker.ods ଫାଇଲ୍ ଓପନ୍ କରନ୍ତୁ |
00:45 ବର୍ଡର୍ସର ଫର୍ମାଟିଙ୍ଗ୍ ଗୋଟିଏ ନିର୍ଦ୍ଦିଷ୍ଟ cell କିମ୍ୱା cells ବ୍ଲକ୍ ଉପରେ କରାଯାଇପାରେ |
00:50 ଉଦାହରଣସ୍ୱରୂପ, Serial Number, Item, Cost, Spent, Received, Date, Account ହେଡିଙ୍ଗ୍ସ ଥିବା Cellଗୁଡ଼ିକୁ ଫର୍ମାଟ୍ କରିବା |
01:01 ପ୍ରଥମେ SN ବା ସିରିୟଲ୍ ନମ୍ୱର୍ ହେଡିଙ୍ଗ୍ ଥିବା cell ଉପରେ କ୍ଲିକ୍ କରନ୍ତୁ |
01:08 ଏବେ ବାମ ମାଉସ୍ ବଟନ୍ ଧରି ହେଡିଙ୍ଗ୍ସ ଥିବା cellଗୁଡ଼ିକ ଉପରେ ଡ୍ରାଗ୍ କରନ୍ତୁ |
01:14 ସମ୍ପୂର୍ଣ୍ଣ ହୋରାଇଜେଣ୍ଟାଲ୍ Rowକୁ ସିଲେକ୍ଟ କରିବାପରେ ଫର୍ମାଟିଙ୍ଗ୍ ଟୁଲ୍ ବାର୍ ରେ ଥିବା Borders ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:23 ବିଭିନ୍ନ ବର୍ଡର୍ ଷ୍ଟାଇଲ୍ ସହିତ ଏକ ଡ୍ରପ୍ ଡାଉନ୍ ବକ୍ସ ଖୋଲିବ |
01:28 ଲାଗୁ କରିବାକୁ ଚାହୁଁଥିବା ଯେକୌଣସି ଗୋଟିଏ ବର୍ଡର୍ ଷ୍ଟାଇଲ୍ ଉପରେ କ୍ଲିକ୍ କରନ୍ତୁ |
01:33 ମୁଁ ଶେଷ ଅପ୍ସନ୍ ଉପରେ କ୍ଲିକ୍ କରିବି |
01:34 ଦେଖନ୍ତୁ, ସିଲେକ୍ଟ କରାଯାଇଥିବା ଷ୍ଟାଇଲ୍ ଅନୁସାରେ ବର୍ଡର୍ସ ଫର୍ମାଟ୍ ହୋଇଗଲା |
01:39 ଏହି ପରିବର୍ତ୍ତନକୁ Undo କରନ୍ତୁ |
01:45 ସିଲେକ୍ଟ ହୋଇଥିବା Cells ଏବେବି ହାଇଲାଇଟ୍ ଅଛି | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରି Format Cells ଉପରେ କ୍ଲିକ୍ କରନ୍ତୁ |
01:54 ଏବେ ବର୍ଡର୍ସ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
01:56 Line Arrangement, Line, Spacing to contents ଓ Shadow Style ପାଇଁ ଏଥିରେ ଅପ୍ସନ୍ ଅଛି |
02:05 ଏଥିରେ ପ୍ରଦର୍ଶିତ ପ୍ରତ୍ୟେକ ସେଟିଙ୍ଗ୍ସ Calcର ଡିଫଲ୍ଟ ଅଟେ |
02:10 ହେଲେ, ନିଜ ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତ୍ତନ କରାଯାଇପାରେ |
02:14 User-desined ତଳେ ଗୋଟିଏ ଛୋଟ ପ୍ରିଭ୍ୟୁ ୱିଣ୍ଡୋ ଅଛି, ଯାହା ସିଲେକ୍ସନ୍ କୁ ଦେଖାଇଥାଏ |
02:22 Default ତଳେ ଯଦି ତୃତୀୟ ଅପ୍ସନ୍ କୁ ଚୟନ କରାଯାଏ, ତେବେ ତାହା ପ୍ରିଭ୍ୟୁ ୱିଣ୍ଡୋରେ ପ୍ରତିବିମ୍ୱିତ ହେବ |
02:29 Style, Width ଓ color ମଧ୍ୟ ବଦଳାଯାଇପାରିବ |
02:33
02:38 କଣ୍ଟେଣ୍ଟ୍ ସ୍ପେସିଙ୍ଗ୍ ପାଇଁ Synchronize ଅପ୍ସନ୍ ଚୟନ କରନ୍ତୁ |
02:42 ଅର୍ଥାତ୍ ସମସ୍ତ ମାର୍ଜିନ୍ ପାଇଁ ସମାନ ସ୍ପେସ୍ ଲାଗୁ ହୋଇଥାଏ |
02:47 ଏହାକୁ ଅଚୟନିତ କରାଯାଇ ଆବଶ୍ୟକତାନୁସାରେ ମାର୍ଜିନ୍ ସ୍ପେସିଙ୍ଗ୍ ବଦଳାଯାଇପାରିବ |
02:53 ମୁଁ Top ଓ Bottom ମାର୍ଜିନ୍ କୁ ୧.୪ କୁ ପରିବର୍ତ୍ତନ କରିବି |
03:00 ଏବେ ଆପଣ ନିଜେ ବିଭିନ୍ନ Shadow ଷ୍ଟାଇଲ୍ ଖୋଜନ୍ତୁ |
03:04 OK କ୍ଲିକ୍ କରନ୍ତୁ |
03:06 ଏହା ଚୟନିତ ଷ୍ଟାଇଲ୍ ଗୁଡ଼ିକୁ ସିଲେକ୍ଟେଡ୍ Cellsରେ ଲାଗୁ କରିବ |
03:11 ବର୍ଡର୍ସ ଫର୍ମାଟିଙ୍ଗ୍ ବିଷୟରେ ଶିଖିବା ପରେ, ବ୍ୟାକଗ୍ରାଉଣ୍ଡ୍ କଲର୍ ବିଷୟରେ ଶିଖିବା |
03:18 Cells ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ଦେବାପାଇଁ ଫର୍ମାଟିଙ୍ଗ୍ ବାର୍ ରେ Calc Background Color ନାମକ ଗୋଟିଏ ଅପ୍ସନ୍ ଅଛି |
03:27 ଏବେ ଦେଖନ୍ତୁ, ଏହା କିପରି କାମ କରେ |
03:30 ଉଦାହରଣସ୍ୱରୂପ, ଆସନ୍ତୁ ହେଡିଙ୍ଗ୍ ଥିବା Cellsକୁ ବ୍ୟାକଗ୍ରାଉଣ୍ଡ୍ କଲର୍ ଦେବା |
03:36 ପ୍ରଥମେ ସିରିୟଲ୍ ନମ୍ୱର୍ ବା SN ଲେଖାଥିବା ହେଡିଙ୍ଗ୍ Cell ଉପରେ କ୍ଲିକ୍ କରନ୍ତୁ |
03:44 ଏବେ ବାମ ମାଉସ୍ ବଟନ୍ କୁ ଦାବି ହେଡିଙ୍ଗ୍ସ ଥିବା Cells ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
03:50 ହେଡିଙ୍ଗ୍ ଥିବା ସମସ୍ତ ହୋରାଇଜେଣ୍ଟାଲ୍ Row ସିଲେକ୍ଟ କରିବା ପରେ ଫର୍ମାଟିଙ୍ଗ୍ ଟୁଲ୍ ବାର୍ ରେ ଥିବା ବ୍ୟାକଗ୍ରାଉଣ୍ଡ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:00 ଗୋଟିଏ ପପ୍-ଅପ୍ ମେନୁ ଖୋଲିବ, ଯେଉଁଠାରୁ ଆପଣ ବ୍ୟାକଗ୍ରାଉଣ୍ଡ୍ ରେ ଲାଗୁକରିବା ପାଇଁ କଲର୍ ଚୟନ କରିପାରିବେ |
04:08 Grey କଲର୍ ଉପରେ କ୍ଲିକ୍ କରନ୍ତୁ |
04:11 ଦେଖନ୍ତୁ, ହେଡିଙ୍ଗ୍ ଥିବା Cellର ବ୍ୟାକଗ୍ରାଉଣ୍ଡ୍ କଲର୍ Grey ହୋଇଯାଇଛି |
04:17 Calc, ମଲ୍ଟିପଲ୍ ଟେକ୍ସଟ୍ ଲାଇନ୍ ଫର୍ମାଟିଙ୍ଗ୍ ପାଇଁ ବିଭିନ୍ନ ଅପ୍ସନ୍ସ ପ୍ରଦାନ କରିଥାଏ |
04:22 ପ୍ରଥମ ହେଉଛି Automatic Wrapping |
04:26 Automatic Wrapping ବ୍ୟବହାର କରି ଉପଯୋଗକର୍ତ୍ତା ଗୋଟିଏ Cellରେ ହିଁ ମଲ୍ଟିପଲ୍ ଲାଇନ୍ସ ଏଣ୍ଟର୍ ପରିପାରିବେ |
04:33 ଏହା କିପରି କାର୍ଯ୍ୟ କରେ, ଦେଖନ୍ତୁ |
04:37 ଏବେ personal Finance Tracker.ods ଶୀଟ୍ ରେ ଥିବା ଗୋଟିଏ ଖାଲି Cellରେ କ୍ଲିକ୍ କରନ୍ତୁ |
04:44 ଉଦାହରଣସ୍ୱରୂପ, Cell B12 ରେ କ୍ଲିକ୍ କରନ୍ତୁ |
04:49 ଏବେ Cell ଉପରେ ରାଇଟ୍ କ୍ଲିକ୍ କରି Format Cell ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:54 ଡାୟଲଗ୍ ବକ୍ସରେ ଥିବା Alignment ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
04:58 ଡାୟଲଗ୍ ବକ୍ସ ତଳେ ଥିବା Wrap text automatically ଅପ୍ସନ୍ ଉପରେ କ୍ଲିକ୍ କରି ok କ୍ଲିକ୍ କରନ୍ତୁ |
05:08 ଏବେ THIS IS A PERSONAL FINANCE TRACKER. IT IS VERY USEFUL ଟାଇପ୍ କରନ୍ତୁ |
05:11 ଦେଖନ୍ତୁ, ମଲ୍ଟିପଲ୍ ଷ୍ଟେଟମେଣ୍ଟ୍ ଗୋଟିଏ Cellରେ Wrap ହୋଇଯାଇଛି |
05:19 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
05:21 Automatic Wrapping ଶିଖିବା ପରେ ଏବେ ଚାଲନ୍ତୁ Cell ମର୍ଜିଙ୍ଗ୍ ବିଷୟରେ ଶିଖିବା |
05:29 Personal Finance Tracker.ods ଫାଇଲ୍ ରେ, SN ହେଡିଙ୍ଗ୍ ଥାଇ ସିରିୟଲ୍ ନମ୍ୱର୍ ଓ ତାହାର ଅନ୍ୟାନ୍ୟ ଆଇଟମ୍ ଗୁଡ଼ିକ ଥିବା Cell ଗୁଡ଼ିକୁ ମର୍ଜ କରିବା ପାଇଁ ପ୍ରଥମେ SN ଅନ୍ତର୍ଗତ 1 ଡେଟା ଏଣ୍ଟ୍ରୀ ଉପରେ କ୍ଲିକ୍ କରନ୍ତୁ |
05:46 ଏବେ ଶିଫ୍ଟ୍ କୀ ଧରନ୍ତୁ ଓ Salary ସମରୂପୀ Cell ଉପରେ କ୍ଲିକ୍ କରନ୍ତୁ |
05:55 ଏହା, ମର୍ଜ ହେବାକୁ ଥିବା ଦୁଇଟି Cellକୁ ହାଇଲାଇଟ୍ କରିଦେବ |
05:59 ତା’ପରେ ମେନୁ ବାର୍ ଥିବା Format ଅପ୍ସନ୍ ରେ କ୍ଲିକ୍ କରି Merge Cells ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
06:07 ପପ୍-ଅପ୍ ହୋଇଥିବା ସାଇଡ୍ ବାର୍ ରେ Merge Cells ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:12 ଉଭୟ Cells ରେ ଥିବା କଣ୍ଟେଣ୍ଟ୍ କୁ ଗୋଟିଏ Cellକୁ ଆଣିବା ପାଇଁ, ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଥିବା Yes ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:21 ଦୁଇଟିଯାକ Cell ଗୋଟିକରେ ମର୍ଜ ହେବାର ଓ ଉଭୟର କଣ୍ଟେଣ୍ଟ୍ ମଧ୍ୟ ସେହି ମର୍ଜ ସେଲ୍ ମଧ୍ୟରେ ଥିବାର ଆପଣ ଦେଖିବେ |
06:31 CTRL+Zକୁ ଏକାସାଙ୍ଗରେ ଦବାଇ ଏହାଖୁ Undo କରନ୍ତୁ |
06:37 ଏହାପରେ ଆମେ, ଟେକ୍ସଟ୍ କୁ କିପରି ଶ୍ରିଙ୍କ୍ କରାଯାଏ, ତାହା ଶିଖିବା |
06:41 Cellରେ ଫିଟ୍ କରିବା ପାଇଁ ଡେଟାର ଫଣ୍ଟ୍ ସାଇଜ୍ ଅଟୋମେଟିକାଲୀ ଆଡଜଷ୍ଟ୍ ହୋଇପାରେ |
06:49 ଏହା ବିଷୟରେ ଆସନ୍ତୁ ଶିଖିବା |
06:50 B14 ଭାବେ ରେଫରେନ୍ସ କରାଯାଇଥିବା Cellରେ This is for the month of January ଲେଖନ୍ତୁ |
07:00 ଟେକ୍ସଟ୍ Cellରେ ଫିଟ୍ ହେଉନାହିଁ |
07:03 ଏହାକୁ ଫିଟ୍ କରିବା ପାଇଁ, ପ୍ରଥମେ B14 Cell ଉପରେ କ୍ଲିକ୍ କରନ୍ତୁ |
07:11 ମେନୁବାର୍ ରେ ଥିବା Format ଅପ୍ସନ୍ ଉପରେ କ୍ଲିକ୍ କରି Cells ଉପରେ କ୍ଲିକ୍ କରନ୍ତୁ |
07:18 ବିକଳ୍ପ ଭାବେ, Cell ଉପରେ ରାଇଟ୍ କ୍ଲିକ୍ କରି Format Cells ଉପରେ କ୍ଲିକ୍ କରନ୍ତୁ |
07:24 ଏହା ଫଳରେ Format Cells ଡାୟଲଗ୍ ବକ୍ସ ଖୋଲିବ |
07:28 ଡାୟଲଗ୍ ବକ୍ସରେ ଥିବା Alignment ଉପରେ କ୍ଲିକ୍ କରନ୍ତୁ |
07:31 ଡାୟଲଗ୍ ବକ୍ସ ତଳେ ଥିବା Shrink to fit cell size ଚେକ୍ ବକ୍ସ ଉପରେ କ୍ଲିକ୍ କରି OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:41 ଦେଖନ୍ତୁ, ସମ୍ପୂର୍ଣ୍ନ ଟେକ୍ସଟ୍ shrink ହୋଇଯାଇଛି ଓ ଏହାର ଫଣ୍ଟ୍ ସାଇଜ୍ ହ୍ରାସ ପାଇ ତାହା ନିଜେ ଆଡଜଷ୍ଟ୍ ହୋଇଯାଇ B14 cellରେ ଫିଟ୍ ହୋଇଯାଇଛି |
07:54 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
07:57 ଏହା ଆମକୁ, ଲିବର୍ ଅଫିସ୍ Calc ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
08:02 ସଂକ୍ଷେପରେ ଆମେ ଯାହା ଶିଖିଲେ: ବର୍ଡର୍ ଫର୍ମାଟ୍ କରିବା, ବ୍ୟାକଗ୍ରାଉଣ୍ଡ୍ କଲର୍ସ
08:09 ଅଟୋମେଟିଙ୍ଗ୍ ରାପିଙ୍ଗ୍ ବ୍ୟବହାର କରି ଟେକ୍ସଟ୍ ର ମଲ୍ଟିପଲ୍ ଲାଇନ୍ ଫର୍ମାଟ୍ କରିବା |
08:14 Cell ମର୍ଜ କରିବା | Cellରେ ଟେକ୍ସଟ୍ Shrink କରି ଫିଟ୍ କରିବା |
08:19 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
08:21 Spreadsheetpractice.ods ଶୀଟ୍ ଖୋଲନ୍ତୁ |
08:25 ସମସ୍ତ ହେଡିଙ୍ଗ୍ସ ସିଲେକ୍ଟ କରନ୍ତୁ |
08:27 ହେଡିଙ୍ଗ୍ସରେ ବ୍ୟାକଗ୍ରାଉଣ୍ଡ କଲର୍ ଭାବେ ନୀଳ ରଙ୍ଗ ଦିଅନ୍ତୁ |
08:31 Autometic Wrapping ବ୍ୟବହାର କରି This is a Department Spreadsheet ଟାଇପ୍ କରନ୍ତୁ |
08:37 Cellରେ ଏହି ଟେକ୍ସଟ୍ କୁ Shrink କରନ୍ତୁ |
08:40 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:43 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
08:46 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
08:51 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |
08:56 ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥା’ନ୍ତି |
09:00 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:06 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:11 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
09:18 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
09:29 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep