Drupal/C3/Finding-and-Evaluating-Modules/Oriya
From Script | Spoken-Tutorial
Time | Narration | |
00:01 | Finding and Evaluating Modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
| |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | |
00:29 | ପୂର୍ବ ଶୃଙ୍ଖଳାଗୁଡ଼ିକରେ ଆମେ, Modules ମାଧ୍ୟମରେ ଗୋଟିଏ ୱେବ୍ ସାଇଟ୍ ଏକ୍ସଟେଣ୍ଡ କରିବା ବିଷୟରେ ଶିଖିଥିଲେ | |
00:34 | ଆଉ, Drupal ସହିତ ଆସୁଥିବା କିଛି Modules ମଧ୍ୟ କଭର୍ କରିଥିଲେ | |
00:38 | ଆମେ, କୋର୍ସରେ ପୂର୍ବରୁ ହିଁ Module Devel ଇନଷ୍ଟଲ୍ କରିସାରିଛେ | |
00:43 | କିନ୍ତୁ ଏବେ ଆମେ, ବଢ଼ିଆ Modules କିପରି ଖୋଜାଯାଏ ଓ ମୂଲ୍ୟାଙ୍କନ କରାଯାଏ, ତାହା ଶିଖିବା | |
00:48 | drupal.org/project/modulesକୁ ଯାଆନ୍ତୁ | |
00:53 | ଏଠାରେ, Drupal ପାଇଁ ପ୍ରାୟ 18000 Modules ଉପଲବ୍ଧ ଅଛି | |
00:58 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ Drupal Module, କେବଳ Drupalର ସେହି ବର୍ସନ୍ ସହିତ କାମ କରେ, ଯେଉଁଥିପାଇଁ ତାହା ଉଦ୍ଦିଷ୍ଟ | |
01:05 | ତେଣୁ ଆମକୁ, ଆମେ ବ୍ୟବହାର କରୁଥିବା Drupalର ଭର୍ସନ୍ ସହିତ Core Compatibility ଅପଡେଟ୍ କରିବାକୁ ପଡ଼ିବ | |
01:12 | Drupal 8 ରିଲିଜ୍ ହେବା ପୂର୍ବରୁ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଥିଲା.
ଯଦି ଆମେ Drupal 8 ପାଇଁ ଦେଖିବା, ତେବେ ଆମ ସର୍ଚ ସହିତ କେବଳ 1000 ମଡ୍ୟୁଲ୍ସ ମ୍ୟାଚ୍ ହେଉଥିବାର ଦେଖିବା | |
01:23 | ଏହି ଡେମୋ ପାଇଁ ମୁଁ, Modules ବିଷୟରେ କିଛି ବଢ଼ିଆ ଜିନିଷ ଦେଖାଇବା କ୍ରମରେ Drupal 7କୁ ଫେରିଯିବି | |
01:30 | Search କ୍ଲିକ୍ କରନ୍ତୁ. Drupal 7 ପାଇଁ 11,000 Modules ଅଛି. ତାହା ବହୁତ ବଡ଼ ବ୍ୟବଧାନ | |
01:38 | ସମଯ ସହିତ, Drupal 8 Modules ସଂଖ୍ୟାର ଦ୍ରୁତ ବୃଦ୍ଧି ଆମେ ଦେଖିବା | |
01:42 | ଇତିମଧ୍ୟରେ, ଭଲ Modules କିପରି ମୂଲ୍ୟାଙ୍କିତ କରାଯାଏ, ଚାଲନ୍ତୁ ଶିଖିବା | |
01:47 | ଏହି ପେଜ୍ ରେ, ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଉପରେ ଚାଲନ୍ତୁ ଫିଲ୍ଟର୍ କରିବା.
Most Installed କିମ୍ୱା Most Popular ଦ୍ୱାରା ସୂଚୀଟି କ୍ରମବଦ୍ଧ ହେଲା | |
01:59 | Chaos Tool Suit ବା CTools ଓ Views ହେଉଛି, Drupalର ସର୍ବକାଳ ଲୋକପ୍ରିୟ Modules. | |
02:07 | Views ଉପରେ କ୍ଲିକ୍ କରନ୍ତୁ | |
02:09 | ଉତ୍ତମ Modulesର ମୂଲ୍ୟାଙ୍କନ କରିବା ପାଇଁ 3ଟି ସରଳ ପଦାଙ୍କ ଅଛି | |
02:14 | ମନେକରନ୍ତୁ, ଡ୍ରାଇଭ୍ କରିବା ପାଇଁ ଏକ ନୂଆ Licence ନେବାକୁ କିମ୍ୱା ଗୋଟିଏ କାର୍ ରେଜିଷ୍ଟର୍ କରିବାକୁ ଆମେ Licensing Bureauକୁ ଗଲେ | |
02:21 | ଅଧିକାଂଶ US ଷ୍ଟେଟ୍ସରେ, ଏହାକୁ DMV ବା Department of Motor Vehicles କୁହାଯାଏ.
ତେଣୁ ଆମେ D M ଓ V ମନେରଖିବା | |
02:34 | Dର ଅର୍ଥ ହେଉଛି Documentation, Mର ଅର୍ଥ Maintainers ଓ Vର ଅର୍ଥ ହେଉଛି Versions | |
02:42 | Project Information ଓ Downloads ଅନ୍ତର୍ଗତ ଦିଆଯାଇଥିବା ସୂଚନାକୁ ଦେଖନ୍ତୁ | |
02:48 | ଚାଲନ୍ତୁ, Dରୁ ଆରମ୍ଭ କରିବା. ସର୍ବକାଳର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ Module ହେଉଛି Views | |
02:53 | ପ୍ରକୃତପକ୍ଷରେ, ଏହାକୁ Drupal 8ରେ ମିଶାଯାଇଛି, ଆଉ ଏହି କୋର୍ସରେ ଆମେ ପ୍ରକୃତରେ Viewsକୁ ବହୁତ ବେଶୀ ବ୍ୟବହାର କରିଛେ | |
03:02 | Documentation ପଢ଼ିବା ବ୍ୟତୀତ, ଓପନ୍ ସୋର୍ସରେ, ଗୋଟିଏ Module ଠିକ୍ କି ନୁହେଁ ବୁଝିବା ପାଇଁ ଅନ୍ୟ କୌଣସି ସର୍ଟକଟ୍ ନାହିଁ | |
03:11 | ଗୋଟିଏ Module କ’ଣ କରେ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ | |
03:16 | ସମସ୍ୟାଗୁଡ଼ିକ କ’ଣ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ | |
03:20 | Help ଉପଲବ୍ଧ ଅଛି ବୋଲି ଆମେ କିପରି ଜାଣିବା?
Documentation ପଢ଼ନ୍ତୁ | |
03:25 | ଥରେ ଆମେ Module ଇନଷ୍ଟଲ୍ କରିସାରିବା ପରେ, କେଉଁ ଭାଗକୁ ଅନ୍ କରିବାକୁ ହେବ ଜାଣିବା ପାଇଁ ଆମକୁ Documentation ପଢ଼ିବାକୁ ହେବ | |
03:32 | Documentation ପଢ଼ିବା ନିହତି ଜରୁରୀ | |
03:36 | ଦୟାକରି ଧ୍ୟାନଦିଅନ୍ତୁ ଯେ, Open Sourceରେ, ଯଦି Module ଆପଣଙ୍କ ସାଇଟ୍ କୁ ନଷ୍ଟ କରେ, ତେବେ ଅଭିଯୋଗ କରିବା ପାଇଁ କେହି ନାହିଁ | |
03:42 | ଆପଣଙ୍କୁ, Documentation ପଢ଼ିବାକୁ ହେବ, ଆଉ ଏହା ସ୍ଥିର କରିବାକୁ ହେବ ଯେ, ଆପଣ ନିଜ ସାଇଟ୍ ରେ ଯାହା କରିସାରିଛନ୍ତି, ତାହା ସହିତ Moduleଟି ଅନୁକୂଳ କି ନୁହେଁ | |
03:50 | ତେଣୁ, ମୁଁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରୁନାହିଁ. ନିମ୍ନ ପ୍ରଦତ୍ତ ଉପରେ କ୍ଲିକ୍ କରି ଏହି ସମସ୍ତ ସୂଚନା ପଢ଼ନ୍ତୁ -
| |
04:01 | ଏହି Moduleରେ କ’ଣ ଅଛି ଜାଣିବା ପାଇଁ. ତେବେ, ଏହା ହେଉଛି D | |
04:06 | Mର ଅର୍ଥ ହେଉଛି Maintainers | |
04:09 | ଏହି ନିର୍ଦ୍ଦିଷ୍ଟ Module, Merlinofchaos ଦ୍ୱାରା ଆରମ୍ଭ କରାଯାଇଥିଲା | |
04:13 | ତାଙ୍କ ନାମ ଉପରେ କ୍ଲିକ୍ କଲେ, ଏହା ଆମକୁ ତାଙ୍କ Drupal Profileକୁ ନେଇଯାଏ | |
04:19 | ଏହି କୋର୍ସରେ ଆଗକୁ, ନିଜସ୍ୱ Drupal Profile କିପରି ପାଇବେ, ସେହି ବିଷୟରେ ଶିଖିବା | |
04:24 | ଏଠାରେ ଆମେ ଦେଖିପାରୁଛେ ଯେ, Earl Milesଙ୍କର Drupal Projectରେ ବଡ଼ ଯୋଗଦାନ ରହିଛି - 6300ରୁ ଅଧିକ Commits.
ଆଉ, ସେ ହେଉଛନ୍ତି Chaos Tools ଓ Viewsର ମୁଖ୍ୟ ନିର୍ମତା | |
04:36 | ଏହି ନିର୍ଦ୍ଦିଷ୍ଟ Module ପାଇଁ ଅନେକ ସଂଖ୍ୟକ ଅନ୍ୟ Maintainers ଅଛନ୍ତି | |
04:42 | Modules ସହିତ -
| |
04:50 | ଉଭୟ ଠିକ୍ ଅଛି | |
04:53 | କିନ୍ତୁ, Module, Mission-Critical ହୋଇଥାଏ ଏବଂ Maintainer ତାହା ସହିତ ଜାରି ରଖିବାରେ ଅସମର୍ଥ ଅଟେ. ତା’ପରେ ଆମେ ସମସ୍ୟାରେ ପଡ଼ିପାରେ | |
05:00 | ତେଣୁ, ସେହି ବିଷୟରେ ବିଚାର କରିବାକୁ ପଡ଼ିବ | |
05:03 | ଶେଷରେ, ତଳେ, Project Information ଓ Versions ବା ଆମର V ଅଛି | |
05:09 | Vର ମେଣ୍ଟେନାନ୍ସ ଷ୍ଟାଟସ୍ ଏବେ Co-Maintainers ଅଟେ. ଆମକୁ ଚିନ୍ତା କରିବାର ନାହିଁ | |
05:15 | Drupal 8ରେ Viewsକୁ ପୂର୍ବରୁ ମିଶାଯାଇସାରିଛି. ସେଗୁଡ଼ିକ ବୋଧହୁଏ, ସେଠାରେ କୌଣସି ସାହାଯ୍ୟ ପାଇଁ ଚାହିଁଛନ୍ତି | |
05:24 | ଏହା, Under Active Development ଅଛି | |
05:27 | ଏହା ପ୍ରାୟ ମିଲିୟନ୍ ୱେବ୍ ସାଇଟ୍ ରେ ଅଛି. ଆଉ, 7 ପଏଣ୍ଟ 6 ମିଲିୟନ୍ ଡାଉନଲୋଡ୍ସ ହୋଇସାରିଛି ବୋଲି ଷ୍ଟାଟସ୍ ଦେଖାଉଛି | |
05:35 | ଏବେ, ଏହା ବହୁତ ଜରୁରୀ. ଯଦି ଏକ Project, Abandoned କିମ୍ୱା ’I've Given Up' କହେ, ତେବେ ସେହି Moduleକୁ ବ୍ୟବହାର କରନ୍ତୁ ନାହିଁ | |
05:42 | ଅବଶ୍ୟ, ଆପଣ ତାକୁ ସବୁବେଳେ ଦେଖିବେ ନାହିଁ | |
05:46 | ସବୁବେଳେ, ନିଜ Drupal Installationର Version ଅନୁସାରେ ହିଁ Moduleର Version ବ୍ୟବହାର କରନ୍ତୁ | |
05:52 | ଏଠାରେ କୌଣସି Drupal 8 Version ନାହିଁ, କାରଣ Views, ଆଗରୁ Coreରେ ରହିସାରିଛି | |
05:57 | କିନ୍ତୁ, ଯଦି ମୁଁ ଗୋଟିଏ Drupal 7 ସାଇଟ୍ ରେ ଏହାକୁ ଇନଷ୍ଟଲ୍ କରୁଛି, ମୁଁ ଏହି ଲିଙ୍କ୍ ରେ କ୍ଲିକ୍ କରିବି ନାହିଁ | |
06:04 | ଏହା ଆମକୁ ସେହି Nodeକୁ ନେଇଯାଏ, ଯାହା ଆମକୁ ଏହି Module ବିଷୟରେ ସୂଚନା ଦେଇଥାଏ | |
06:09 | ତା’ବଦଳରେ tar କିମ୍ୱା zip ଉପରେ ରାଇଟ୍ କ୍ଲିକ୍ କରି Copy Link ଉପରେ କ୍ଲିକ୍ କରନ୍ତୁ | |
06:15 | Devel ଇନଷ୍ଟଲ୍ କରିବା ସମୟରେ ଏହା ଉଲ୍ଲେଖ କରାଯାଇଥିଲା | |
06:19 | ଗୋଟିଏ Module ଆମ ପାଇଁ ଠିକ୍ ବୋଲି କିପରି ସ୍ଥିର କରିବା? | |
06:23 | D M V ପରି ସରଳ | |
06:26 | ଗୋଟିଏ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ହେଉଛି, ଜଣେ କିପରି ଗୋଟିଏ Module ପାଇବ? | |
06:31 | ଗୋଟିଏ ଅପ୍ସନ୍ ହେଉଛି "drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ modulesକୁ ଯାଆନ୍ତୁ | |
06:37 | ଆଉ, Core Compatibility - Categories ଦ୍ୱାରା ଫିଳ୍ଟର୍ କରନ୍ତୁ, ଯେଉଁଥିରେ ଅନେକ ଅଛି | |
06:42 | ଅନ୍ୟଥା, drupal ଡଟ୍ orgରେ ଆମେ ଚାହୁଁଥିବା Modules ପାଇବା ଅସମ୍ଭବ | |
06:48 | ଯଦି ଆପଣ ସେଥିରେ ଭଲ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପାଇବାରେ ସକ୍ଷମ ହେବେ. କିନ୍ତୁ, ନୂଆ ୟୁଜରମାନେ, ସେଠାରେ ତାଲିକାଭୁକ୍ତ Modules ଦେଖି ବିଭ୍ରାନ୍ତ ହୋଇପାରନ୍ତି | |
06:57 | ପୁଣିଥରେ, ପ୍ରଶ୍ନ ହେବ - ମୋ ପାଇଁ କେଉଁ Moduleଟି ଠିକ୍? | |
07:02 | Google ହେଉଛି ଆପଣଙ୍କର ସାଙ୍ଗ! | |
07:04 | ଯଦି ଆମେ, Date Field ସହିତ Drupal Module ଚାହୁଁଛେ, ତେବେ କେବଳ ଟାଇପ୍ କରନ୍ତୁ drupal module date | |
07:10 | ଆଉ, ପ୍ରଥମ ଜିନିଷ ଯାହା ଆସିବ, ତାହା ହେଉଛି Date Module | |
07:13 | ଆମେ ତାହା ଜାଣିଛେ, କାରଣ URL ହେଉଛି drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ date | |
07:20 | ଯଦି ଆମେ ଏକ Rating System ଚାହୁଁଛେ, ତେବେ କ’ଣ ହେବ? | |
07:23 | ଟାଇପ୍ କରନ୍ତୁ: drupal module rating system | |
07:26 | ଏବେ, ଏଠାରେ ଆମ ପାଖରେ 2ଟି ଅପ୍ସନ୍ସ ଅଛି -
| |
07:34 | ଆମ ପାଇଁ କେଉଁଟି ଉତ୍ତମ ହେବ, ତାହା ନିର୍ଦ୍ଧାରଣ କରିବା ପାଇଁ ଆମ ପାଖରେ 2ଟି Modules ଅଛି | |
07:42 | ଯଦି ଆମେ ଏକ Webform ଚାହିଁବା, ତେବେ କ’ଣ କରିବା? | |
07:45 | ପୁଣିଥରେ ଟାଇପ୍ କରନ୍ତୁ - drupal module webform | |
07:48 | ଆଉ ଆମେ, Webform ନାମକ ଏକ ପ୍ରୋଜେକ୍ଟ ପାଇବା | |
07:52 | ପ୍ରାରମ୍ଭିକମାନଙ୍କ ପାଇଁ Modules ଖୋଜିବାକୁ ଏହା ହେଉଛି ସବୁଠାରୁ ଉତ୍ତମ ମାର୍ଗ | |
07:57 | Drupal Module ଓ ଆମ Module କ’ଣ କରିବାକୁ ଆମେ ଚାହୁଁଛୁ, ତାହାର ବିବରଣୀ | |
08:02 | ମୁଁ ଭାବୁଛି, ଏହା ଅତ୍ୟନ୍ତ ସାହାଯ୍ୟକାରୀ ହେବ. ମନେରଖନ୍ତୁ, Modules ଖୋଜିବା ପାଇଁ Google ହେଉଛି ଆପଣଙ୍କର ସାଙ୍ଗ | |
08:08 | କେଉଁ Module ଆପଣଙ୍କ ପାଇଁ ସର୍ବୋତ୍ତମ, ତାହା ବୁଝିବା ପାଇଁ D M ଓ Vକୁ ମନେରଖନ୍ତୁ | |
08:14 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | |
08:18 | ସଂକ୍ଷିପ୍ତରେ, | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
|
08:29 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | |
08:38 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | |
08:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | |
08:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ | |
09:03 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |