Linux/C2/Simple-filters/Oriya
From Script | Spoken-Tutorial
Time | Narration |
---|---|
0:00 | ନମସ୍କାର, ଲିନକ୍ସ ରେ ସିମ୍ପେଲ୍ ଫିଲ୍ଟର୍ ସ୍ (Simple Filters) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. |
0:08 | ଏଠାରେ ଆମେ ହେଡ୍ (head), ଟେଲ୍ (Tail), ସର୍ଟ୍ (sort), କଟ୍ (cut), ଏବଂ ପେଷ୍ଟ୍ (paste) ସମ୍ବନ୍ଧରେ ଶିଖିବା. |
0:17 | ଏସବୁ ହେଲା କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) . |
0:22 | ଯଦି ଆପଣ ତୁମେ ଟର୍ମିନାଲ୍ ଉପରେ ଏକ ହାଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂ ତୁମକୁ ରୁଟ୍ ହେବା ଦରକାର . |
0:29 | sudosu or su root, ଯଦି ତୁମେ ଟର୍ମିନାଲ୍ ଉପରେ ଏକ ଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ତୁମେ ଏକ ସାଧାରଣ ଯୁଜର୍ ହୋଇପାର . |
0:38 | ମୁଁ ଭାବୁଛି ଯେ ତୁମେ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛ ଏବଂ କୌଣସି ପାଥ୍ କୁ ପରିବର୍ତ୍ତବ କରିନାହଁ ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି . |
0:46 | ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି . |
0:51 | ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର , ଏବଂ ଏକ ୱିନଡୋ ଉପରେ maximizeଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର . |
1:02 | ଏକ ଫାଇଲ୍ ର ପ୍ରଥମ ଦଶ ଲାଇନକୁ default ଭାବେ ପ୍ରଦର୍ଶିତ କରିବା ପାଇଁ ଆମେ Head କମାଣ୍ଡ୍ ପରେ ଏକ ascii ଫାଇଲ୍ ନାମ ବ୍ୟବହାର କରୁଁ . |
1:10 | ଚାଲଏକ ଫାଇଲ୍ ତିଆରି କରିବା . ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି. |
1:17 | Applications > Accessories > Text Editor କୁ ଯିବା. |
1:24 | ସମୟର ବାଧ୍ୟତା ହେତୁ ମୁଁ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ରଖିଛି . |
1:30 | ମୁଁ copy ଏବଂ paste କରୁଛି . |
1:38 | ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର. |
1:41 | ଫାଇଲ୍ କୁ numbers dot txt ନାମ ଦିଅ ଏବଂ ସେଭ୍ ଉପରେ ହିଟ୍ କର. |
1:48 | ଏହି ଫାଇଲ୍ କୁ ବଂଦ କର. |
1:53 | ବର୍ତମାନ Applications > Accessories > Terminal କୁ ଯିବା. |
2:01 | ଏବେ ଆମେ ତିଆରି କରିଥିବା ଫାଇଲ୍ କୁ ଦେଖିବାକୁ ଚେଷ୍ଟା କରିବା . |
2:05 | Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର. |
2:09 | ଆମେ ଏଠାରେ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ସବୁ ଫୋଲଡର୍ ଏବଂ ଫାଇଲ୍ କୁ ଲିଷ୍ଟ୍ କରିଛେ . |
2:15 | ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଆମେ ତିଆରି କରିଥିବା ଫାଇଲ୍ ର କନ୍ଟେଟସ୍ ପଢ଼ିପାରିବା . |
2:21 | Cat num, ଫାଇଲ୍ ନାମ କୁ autofill କରିବା ପାଇଁ tab (ଟେବ୍) ଦବାଅ . ଏନ୍ଟର୍ ଦବାଅ . |
2:29 | ଚାଲ, head କମାଣ୍ଡ୍ ସହିତ ତାହା କରିବା . |
2:33 | Head numbers dot txt ଏନ୍ଟର୍ କର. |
2:39 | ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ . |
2:43 | ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର. |
2:52 | Up arrow, hyphen n5 ଦବାଅ ଏବଂ ଏନ୍ଟର୍ ଦବାଅ. |
2:58 | ବର୍ତମାନ କେବଳ ପ୍ରଥମ ପାଂଚଟି ଲାଇନସ୍ ପ୍ରଦଶ୍ରୀତ ହେବ . |
3:02 | ପ୍ରେଜେଣ୍ଟ ଟେସନ୍ (presentation) କୁ ଫେରିଯିବା . |
3:08 | F5. |
3:14 | tail କମାଣ୍ଡ୍ head କମାଣ୍ଡ୍ ର ଠିକ୍ ବିପରିତ ଭାବରେ କାମକରେ , ଏହା default (ସ୍ବତଃସ୍ପୃତ) ଭାବରେ ଏକ ଫାଇଲ୍ ର ଶେଷ ଦଶଟି ଲାଇନ ପ୍ରଦଶ୍ରୀତ କରେ . |
3:22 | ଟର୍ମିନାଲ୍ କୁ ଫେରିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି. |
3:27 | tail numbers dot txt |
3:31 | ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର . |
3:40 | hyphen n5 ଏନ୍ଟର୍ କର. |
3:45 | ସ୍ଲାଇଡ୍ ଗୁଡିକୁ ଯିବା. |
3:50 | ଏକ log fileସିଷ୍ଟମ ରେ ହୋଇଥିବା eventଗୁଡିକୁ ରଖି ଥାଏ . |
3:55 | Auth dot log ଫାଇଲ୍, କିଏ କିଏ ଲୋଗ୍-ଇନ୍ ଏବଂ ଲୋଗ୍-ଆଉଟ୍ ହୋଇଥାନ୍ତି, ତା’ର ଲୋଗ୍ maintain କରେ . |
4:01 | ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବାକୁ hyphen f ଅପସନ୍ ର ବ୍ୟବହାର ହେଉଛି tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ . |
4:09 | ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡ଼ା ଯାଏ , tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭାବେ ନେବ ଏବଂ by default (ସ୍ବାଭାବିକ ଭାବରେ) ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ. |
4:18 | ଟର୍ମିନାଲ୍ କୁ ଯିବା . |
4:21 | tail hyphen f forward slash var log auth dot log |
4:31 | ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର. |
4:39 | ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା , Application -> Accessories -> Terminal. |
4:46 | ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର . |
4:52 | ଫଳରେ, ମୁଁ ତୁମକୁ ଏକ single screen ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ. |
5:00 | Su କୁ ତୁମ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ. |
5:05 | କିଛି ଭୁଲ୍ password ଦିଅ ଏବଂ ଏନ୍ଟର୍ ଦବାଅ. |
5:08 | ତୁମେ ଦେଖିବ ଯେ ଟର୍ମିନାଲ୍ , ଯାହା ଉପରେ ଯେଉଁ tail ଚାଲୁଛି, ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି . |
5:15 | କେତେବେଳେ authentication failure ଦେଖା ଦେଇଥିଲା, ତାରିଖ ଏବଂ ସମୟ ତାହା ନିର୍ଦିଷ୍ଟ କରେ . |
5:23 | ସିଷ୍ଟମ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ date ଟାଇପ୍ କର, ଏନ୍ଟର୍ ଦବାଅ . |
5:32 | ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର . |
5:36 | ରନିଂଗ୍ ଟେଲ୍ କମାଣ୍ଡ୍ କୁ ବଂଦ କରିବା ପାଇଁ ଏବଂ ସ୍କ୍ରିନ୍ କୁ ସର୍ବାଧିକ ବଡ କରିବା ପାଇଁ CTRL+C ଦବାଅ. |
5:51 | ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ. |
5:57 | ଏଗୁଡିକ ଲିନକ୍ସ ରେ ସାଧାରଣତଃ ବ୍ୟବହୃତ ଲୋଗ୍ ଫାଇଲସ୍ (log files) . |
6:01 | ସିଷ୍ଟମ କିଛି ଅସୁବିଧା ହେଲେ , ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍ (linux system administrator) ମେସିନ୍ ର ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଅଧିକ ସୁଚନା ପାଇଁ ଏହିସବୁ ଲୋଗ୍ ଫାଇଲ (log files)କୁ ଦେଖିବ. |
6:12 | Sort କମାଣ୍ଡ୍, ନାମର ଅର୍ଥ ଅନୁସାରେ, ଉଭୟ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ଏକ ଫାଇଲ୍ ସର୍ଟ୍ କରେ . |
6:23 | sort numbers dot txt . ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମ (ascending order)ରେ ସଜାଇ ରଖିବ. |
6:31 | ଧ୍ୟାନ ଦିଅ ସେଠାରେ କିଛି ବିଚିତ୍ର ଅଛି , sort କେବଳ ପ୍ରଥମ ଅଖ୍ୟର କୁ ଦେଖେ , ତେଣୁ 10, 11 &12 ନମ୍ବର 2 ପୁର୍ବରୁ ଦେଖାଦିଏ . |
6:43 | ଏଥିରୁ ରଖ୍ୟା ପାଇବା ପାଇଁ , ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ. |
6:53 | ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ . |
6:58 | number dot txt କୁ reverse order (ଓଲଟା କ୍ରମ)ରେ sort କରିବା ପାଇଁ ଅପସନ୍ hyphen r ମିଶାଅ. |
7:09 | ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହାର ଏହି ଫାଇଲ୍ ରେ ପୁନରାବୃତି (repeat) ହୋଇଛି , unique numbers କୁ ବାହାର କରିବା ପାଇଁ hyphen u ଅପସନ୍ ମିଶାଅ |
7:17 | ଟର୍ମିନାଲ୍ କୁ ଯାଅ. |
7:20 | ଅପ୍ ଏରୋ (Up Arrow) |
7:22 | U ଏନ୍ଟର୍ କର |
7:26 | ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା . ବର୍ତମାନ କେବଳ ଗୋଟିଏ 2 ଦେଖା ଯାଉଛି . |
7:38 | ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ (column) ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା . |
7:44 | ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଇନ୍ କର ଯେପରି ନିମ୍ନରେ ଦେଖାଯାଇଛି. |
7:48 | Applications > Accessories > Text Editor କୁ ଯିବା. |
7:57 | ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି , ଚାଲ value କୋପି ଏବଂ ପେସ୍ଟ୍ କର CTRL+C; CTRL+V. |
8:11 | ଫାଇଲ୍, marks dot txt ନାମରେ ସେଭ୍ କର, Saveରେ କ୍ଲିକ୍ କର. |
8:21 | ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ଧର ନାହିଁ ; ମୁଁ ଚାହେଁ ନି ଯେ କମ୍ ନମ୍ବର୍ ଦେବାଯୋଗୁଁ କେହି ମୋତେ ଅଭିଯୁକ୍ତ କରୁ . |
8:28 | ଏହି ଫାଇଲ୍ କୁ ବଂଦ କର. |
8:33 | ଚାଲ marks dot txt file କୁ ଦିତିୟ ସ୍ତମ୍ଭ ର ଆଧାର ରେ sort କରିବା . |
8:40 | ଟର୍ମିନାଲ୍ କୁ ଯିବା. |
8:42 | sort space marks dot txt space hyphen t space open inverted commas space close inverted commas space. |
8:53 | ଏଠାରେ hyphen t delimiter ପାଇଁ ପ୍ରତୀକ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଏହାକୁ ଦର୍ଶାଏ. |
9:02 | hyphen k2, ଦିତିୟ ସ୍ତମ୍ଭ ପାଇଁ ଯେଉଁଥିରେ sort ପ୍ରଦଶ୍ରୀତ ହେବା ଉଚିତ୍. |
9:14 | ଏନ୍ଟର୍ ଦବାଅ. |
9:20 | Cat marks dot txt |
9:24 | ଏହା ମୁଳ ଫାଇଲ୍ , ଯଦି ତୁମେ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା - ଯେବେ ଆମେ ଦିତିୟ ସ୍ତମ୍ଭ ର ଆଧାରରେ sort କଲେ . |
9:43 | Cut କମାଣ୍ଡ୍ ଏକ ଫାଇଲ୍ ରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ . |
9:51 | ଚାଲ marks dot txt ରୁ ନାମ ଗୁଡିକୁ ବାହାର କରିଦେବା. |
9:55 | ଚାଲ ଟର୍ମିନାଲ୍ କୁ ଯିବା ALT+Tab |
9:58 | cut space marks dot txt space hyphen d space open inverted commas space close inverted commas space. |
10:08 | ଏଠାରେ cut କମାଣ୍ଡ୍ ରେ d ଏକ delimiter ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ. |
10:20 | hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ପ୍ରେସ୍ କର. |
10:31 | Paste କମାଣ୍ଡ୍ ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ. |
10:36 | ଚାଲ ଏବେ ଉଭୟ numbers dot txt ଏବଂ marks dot txt ଫାଇଲ୍ କୁ ବ୍ୟବହାର କରିବା. |
10:41 | ଟର୍ମିନାଲ୍ କୁ ଯିବା. |
10:43 | Paste numbers dot txt marks dot txt , ଏନ୍ଟର୍ ଦବାଅ . |
10:50 | ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡିଗଲା. |
10:57 | ଏହି ଆଉଟ୍ ପୁଟ୍ କୁ concatefile dot txt ନାମକ ଅନ୍ୟଏକ ଫାଇଲ୍ କୁ redirect କରିବା ପାଇଁ ଆମେ redirect key ବ୍ୟବହାର କରି ପାରିବା . |
11:06 | ଟର୍ମିନାଲ୍ କୁ ଯିବା. |
11:08 | Up arrowରେ ପ୍ରେସ୍ କର . redirect key ରେ ପ୍ରେସ୍ କର, ଯାହା Greater than symbol, concatfile dot txt . ଏନ୍ଟର୍ ରେ ପ୍ରେସ୍ କର. |
11:18 | Cat concatfile dot txt |
11:22 | ଚାଲ ଏବେ ସ୍ଲାଇଡ୍ କୁ ଯିବା. |
11:25 | ଯଦି ଆମେ paste କୁ ନମ୍ବର୍ ଗୁଡିକୁ କ୍ରମାନୁସାରେ ଟ୍ୟାବ୍ ଦ୍ୱାରା ଡିଲିମିଟ୍ ହୋଇ ପ୍ରିଣ୍ଟ୍ କରିବାକୁ ଚାହୁଁ , ଏଥି ପାଇଁ ଆମେ hyphen s ଅପସନ୍ କୁ ବ୍ୟବହାର କରିପାରିବା . |
11:34 | Paste hyphen s |
11:39 | numbers dot txt. |
11:43 | ସ୍ଲାଇଡ୍ କୁ ଯାଅ . |
11:45 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ . |
11:49 | ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ. |
11:55 | ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଯାଇ ପାରିବେ . |
11:59 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ଥିତି ପାଇଁ ଧନ୍ୟବାଦ |