Inkscape/C3/Create-an-A4-Poster/Oriya

From Script | Spoken-Tutorial
Revision as of 11:51, 7 April 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:10 Document Properties ବଦଳାଇବା
00:12 ଏକ A4 Poster ଡିଜାଇନ୍ କରିବା
00:14 ଓ ପୋଷ୍ଟର୍ କୁ PDFରେ ସେଭ କରିବା
00:17 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:19 ଉବୁଣ୍ଟୁ ଲିନକ୍ସ 12.04 OS
00:22 Inkscape ଭର୍ସନ୍ 0.48.4
00:26 Inkscape ଖୋଲନ୍ତୁ
00:28 Fileକୁ ଯାଆନ୍ତୁ New କ୍ଲିକ୍‍ କରନ୍ତୁ
00:32 ଏହିଗୁଡ଼ିକ ହେଉଛି ଇପଲବ୍ଧ ଥିବା ଡିଫଲ୍ଟ କାନଭାସ୍ ସାଇଜ୍
00:37 ମୋର କାନଭାସ୍ ସାଇଜ୍ ହେଉଛି ଡିଫଲ୍ଟ ଭାବରେ A4
00:41 ମୁଁ ତାକୁ ସେହିପରି ଛାଡ଼ିଦେବି
00:44 ଯଦି ଆପଣଙ୍କ ମେସିନ୍ ରେ ସେପରି ନଥିବ, ତେବେ A4 ସାଇଜ୍ ଚୟନ କରନ୍ତୁ
00:49 ଏବେ କିଛି ସେଟିଙ୍ଗ୍ସ ବଦଳାଇବା
00:51 Fileକୁ ଯାଆନ୍ତୁ Document Properties ଉପରେ କ୍ଲିକ୍ କରନ୍ତୁ
00:54 ବିଭିନ୍ନ ଟାବ୍ସ ଓ ଅପ୍ସନ୍ସ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିଲା
00:59 ଚାଲନ୍ତୁ, ସେଗୁଡ଼ିକ ବିଷୟରେ ଶିଖିବା
01:03 ପ୍ରଥମ Page ଟାବ୍ ରେ, Default Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ
01:08 ଦେଖନ୍ତୁ, ମୁଁ ଗୋଟିଏ ଗୋଟିଏ କରି କ୍ଲିକ୍ କରିବାବେଳେ କିପରି Ruler ବଦଳୁଛି
01:13 ମୁଁ ୟୁନିଟ୍ କୁ Pixels ଭାବରେ ରଖିବି
01:16 ପାରଦର୍ଶିତା ଓ ବ୍ୟାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାରେ Bckground ଅପ୍ସନ୍ ସାହାଯ୍ୟ କରିଥାଏ
01:21 ତା’ଉପରେ କ୍ଲିକ୍ କଲେ, ଗୋଟିଏ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ
01:24 RGB ସ୍ଲାଇଡର୍ସକୁ ବାମ ଓ ଡାହାଣକୁ ଘୁଞ୍ଚାନ୍ତୁ
01:29 କାନଭାସ୍ ରେ Background Color ଦୃଶ୍ୟମାନ କରିବା ପାଇଁ, Alpha Sliderକୁ ଡାହାଣକୁ ଘୁଞ୍ଚାନ୍ତୁ
01:35 ଚୟନିତ RGB ଭାଲ୍ୟୁ ଅନୁସାରେ ଏବେ ପାରଦର୍ଶିତା ବଦଳିଲା
01:40 ଦେଖନ୍ତୁ, Document Properties ୱିଣ୍ଡୋରେ, ମୁଁ ଘୁଞ୍ଚାଇଲେ Background Optionରେ ଥିବା ରଙ୍ଗ ବଦଳୁଛି
01:47 Alpha ସ୍ଲାଇଡର୍ କୁ ପୂରା ବାମକୁ ଫେରାଇଆଣି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
01:52 Page Sizeରେ ଅନେକ ଅପ୍ସନ୍ ଅଛି
01:55 ଏହି ଅପ୍ସନ୍ ଗୁଡ଼ିକୁ ବ୍ୟବହାର କରି ଆମେ କାନଭାସ୍ ର ସାଇଜ୍ ମଧ୍ୟ ବଦଳାଇପାରିବା
02:00 ମୁଁ କ୍ଲିକ୍ କରିବା ‍କ୍ଷଣି କାନଭାସ୍ ସାଇଜ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
02:04 ପେଜ୍ ସାଇଜ୍ କୁ A4 ରଖନ୍ତୁ
02:08 Orientationକୁ, Portrait କିମ୍ୱା Landscapeରେ ବଦଳାଯାଇପାରିବ
02:12 ଉଭୟ ଅପ୍ସନ୍ ରେ କ୍ଲିକ୍ କରି କାନଭାସ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
02:17 ଆମେ, Width ଓ Height ପାରାମିଟର୍ସ ବ୍ୟବହାର କରି କାନଭାସ୍ ର ଉଚ୍ଚତା ଓ ପ୍ରସ୍ତତାକୁ ବଦଳାଇପାରିବା
02:23 Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ ଏଠାରେ ଆମେ, ଆମ ଆବଶ୍ୟକତା ଅନୁସାରେ ୟୁନିଟ୍ସ ବଦଳାଇପାରିବା
02:31 ଏବେ ଚାଲନ୍ତୁ Unitsକୁ Pixelsରେ ବଦଳାଇଦେବା
02:34 Resize Page to Content ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
02:37 ଉପଲବ୍ଧ ବିଭିନ୍ନ ଅପ୍ସନ୍ସ ଖୋଲିବ
02:41 ସମସ୍ତ ସାଇଡ୍ ପାଇଁ ଆମେ ଏଠାରେ ମାର୍ଜିନ୍ ସେଟ୍ କରିପାରିବା
02:45 ମାର୍ଜିନ୍ ସେଟ୍ କରିସାରିବା ପରେ Resize Page to Drawing or Selection ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ
02:51 ଏହାପରେ ହେଉଛି Border ଅପ୍ସନ୍. ଏଠାରେ 3ଟି ଚେକ୍-ବକ୍ସ ଅପ୍ସନ୍ସ ଅଛି
02:57 ଏହି ଅପ୍ସନ୍ ଗୁଡ଼ିକୁ ଦେଖାଇବା ପାଇଁ, ମୂଁ ଏହି ଶୈଳୀରେ ପ୍ରଥମେ ଗୋଟିଏ Ellipse ଆଙ୍କୁଛି
03:03 ପ୍ରଥମ ଅପ୍ସନ୍ ପେଜ୍ ବର୍ଡର୍ ତିଆରି କରିବ, ଅର୍ଥାତ୍ କାନଭାସ୍ ବର୍ଡର୍ କୁ ଦୃଶ୍ୟମାନ କରିବ
03:08 ଏହି ଅପ୍ସନ୍ କୁ ଅନ୍-ଚେକ୍ କଲେ ବର୍ଡର୍ ଉଭେଇଯିବ
03:13 ତା’ପରେ ପୁଣିଥରେ ଅପ୍ସନ୍ କୁ ଚେକ୍ କରନ୍ତୁ ଓ ବର୍ଡର୍ ପୁଣି ଦେଖାଦେବାର ଦେଖନ୍ତୁ
03:18 ଦ୍ୱିତୀୟ ଅପ୍ସନ୍ ଟି ବର୍ଡର୍ କୁ ଡ୍ରଇଙ୍ଗ୍ ଉପରେ ରଖିବ, ଯେଉଁଥିରୁ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ
03:25 ପୁଣିଥରେ ଏହି ଅପ୍ସନ୍ କୁ ଚେକ୍ ଓ ଅନ୍-ଚେକ୍ କରି, କାନଭାସ୍ ରେ କ’ଣ ଘଟୁଛି ଦେଖନ୍ତୁ
03:31 ତୃତୀୟ ଅପ୍ସନ୍ ଟି, ଡାହାଣ ଓ ତଳେ କାନଭାସ୍ ର ଛାଇ ଦେଖାଏ
03:36 ଏଠାରେ ଦେଖନ୍ତୁ, ଡାହାଣ ଓ ତଳ ବର୍ଡର୍ ଅନ୍ୟ ଦୁଇ ପାର୍ଶ୍ୱ ତୁଳନାରେ ମୋଟା ଅଟେ
03:42 ତୃତୀୟ ଅପ୍ସନ୍ କୁ ଅନ୍-ଚେକ୍ କରି ଦେଖନ୍ତୁ, ଏହି ଛାଇ ଅଦୃଶ୍ୟ ହୋଇଗଲା
03:47 ଆମର ଆବଶ୍ୟକତା ଓ ପସନ୍ଦ ଅନୁସାରେ ଆମେ ଏହିସବୁ ଅପ୍ସନ୍ସ ବ୍ୟବହାର କରିପାରିବା
03:52 Border Color ଅପ୍ସନ୍ ଦ୍ୱାରା ଆମେ ବର୍ଡର୍ ରଙ୍ଗ ଚୟନ କରିଥାଉ
03:57 ଡିଫଲ୍ଟ ବର୍ଡର୍ କଲର୍ କୁ ଅପରିବର୍ତ୍ତିତ ରଖନ୍ତୁ
04:01 ଏହାପରେ Guides ଟାବ୍ ଉପରେ କ୍ଲିକ୍ କରନ୍ତୁ
04:03 କାନଭାସ୍ ଉପରେ ଟେକ୍ସଟ୍ ଓ ଗ୍ରାଫିକ୍ ଆଲାଇନ୍ କରିବାକୁ Guides ସାହାଯ୍ୟ କରିଥାଏ
04:08 ଆପଣ ଏଠାରେ Ruler Guides ତିଆରି କରିପାରିବେ
04:12 Vertical Ruler ଉପରେ କ୍ଲିକ୍ କରି ଏକ Guideline ଡ୍ରାଗ୍ କରନ୍ତୁ
04:15 ଏବେ, ପ୍ରଥମ ଅପ୍ସନ୍ Show Guidesକୁ ଚେକ୍ ଓ ଅନ୍-ଚେକ୍ କରନ୍ତୁ
04:19 ଏବଂ କାନଭାସ୍ ଉପରେ Guidelineର ଦୃଶ୍ୟ ଓ ଅଦୃଶ୍ୟ ହେବା ଦେଖନ୍ତୁ
04:25 Guidelineର ରଙ୍ଗ ହେଉଛି Guide Color
04:28 ଏକ ନିର୍ଦ୍ଦିଷ୍ଟ ‍ସ୍ଥାନକୁ Guidelineକୁ ଡ୍ରାଗ୍ କରିବାବେଳେ Guidelineର ରଙ୍ଗ ହେଉଛି Highlight Color
04:33 ଏଠାରେ Guide ଓ Highlightର ଡିଫଲ୍ଟ ରଙ୍ଗଗୁଡ଼ିକ ପ୍ରଦର୍ଶିତ ହୋଇଛି
04:37 ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
04:41 ମୁଁ ଡିଫଲ୍ଟ କଲର୍ କୁ ଅପରିବର୍ତ୍ତିତ ରଖିବି
04:44 Snap Guides While Dragging ଅପ୍ସନ୍, ଡ୍ରାଗିଙ୍ଗ୍ କରିବା ସମୟରେ ନିକଟ ଗାଇଡ୍ ଲାଇନ୍ କୁ ଅବଜେକ୍ଟ କିମ୍ୱା ବାଉଣ୍ଡିଙ୍ଗ୍ ବକ୍ସକୁ Snap କରିବାରେ ସାହାଯ୍ୟ କରେ
04:52 ଏହାପରେ Grids ଟାବ୍ ଉପରେ କ୍ଲିକ୍ କରନ୍ତୁ
04:54 ଏହି ଅପ୍ସନ୍ କୁ ବ୍ୟବହାର କରି ଆମେ, କାନଭାସ୍ ଉପରେ ଆର୍ଟୱର୍କ ପଛରେ ଦୃଶ୍ୟମାନ Gridକୁ ସେଟ୍ କରିପାରିବା
05:00 କାନଭାସ୍ ଉପରେ ଅବଜେକ୍ଟକୁ ଠିକ୍ ଭାବରେ ରଖିବାକୁ Grids ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରିଣ୍ଟ ହୋଇନଥାଏ
05:07 ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ
05:09 ଉପଲବ୍ଧ ଥିବା ଦୁଇ ପ୍ରକାରର Grids ହେଉଛି Rectangular Grid ଓ Axonometric Grid
05:16 Rectagular Grid ଉପରେ କ୍ଲିକ୍ କରି New ବଟନ୍ ଉପରେ କ୍ଲିକ୍ କରନ୍ତୁ
05:20 କାନଭାସ୍ ବ୍ୟାକଗ୍ରାଉଣ୍ଡରେ ତୁରନ୍ତ ଏକ Grid ଗଠିତ ହୋଇଯିବ
05:25 ଉପଲବ୍ଧ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକତା ଅନୁସାରେ Grid Properties ସେଟ୍ କରିପାରିବା
05:31 ତଳେ ଥିବା Remove ବଟନ୍ ଉପରେ କ୍ଲିକ୍ କରି ଆମେ Gridକୁ କାଢ଼ିପାରିବା
05:36 ସମାନ ମାର୍ଗରେ ଆପଣ Axonometric Grid ପାଇଁ ମଧ୍ୟ ଅପ୍ସନ୍ସ ଚେଷ୍ଟା କରିପାରିବେ
05:41 ଏହି ଶୃଙ୍ଖଳାର ଆଗାମୀ ସ୍ତରର ଟ୍ୟୁଟୋରିଆଲ୍ସରେ ପରବର୍ତ୍ତୀ 3ଟି ଟାବ୍ସରେ ଥିବା ଅପ୍ସନ୍ସ ବିଷୟରେ ବୁଝାଯିବ
05:47 ଏବେ ଚାଲନ୍ତୁ ଗୋଟିଏ ପୋଷ୍ଟର୍ ତିଆରି କରିବା
05:50 ପ୍ରଥମେ Ellipse ଓ Guidelineକୁ ଡିଲିଟ୍ କରିଦିଅନ୍ତୁ
05:53 ପୋଷ୍ଟର୍ ପାଇଁ ଆମକୁ ପ୍ରଥମେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରିବାକୁ ହେବ
05:58 Rectangle Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
06:00 ସମ୍ପୂର୍ଣ୍ଣ କାନଭାସ କଭର୍ କରୁଥିବା ଭଳି ଏକ ବଡ଼ ଆୟତକ୍ଷେତ୍ର ଆଙ୍କନ୍ତୁ
06:06 ତାହାକୁ ଫିକା ନୀଳ ଗ୍ରେଡିଏଣ୍ଟ ରଙ୍ଗ ଦିଅନ୍ତୁ
06:08 ଏବେ, Bezier Tool ବ୍ୟବହାର କରି କାନଭାସ
06:16 ଉପରେ ଏକ Header Area ଓ ତଳେ ଏକ Footer Area ଆଙ୍କନ୍ତୁ
06:23 ଏହାକୁ ନୀଳ ରଙ୍ଗ ଦେବା
06:25 ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
06:28 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯିବ
06:32 ତେଣୁ, ସର୍ବପ୍ରଥମେ ତ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ତା’ପରେ Code Filesରେ କ୍ଲିକ୍ କରି Zip File ଡାଉନଲୋଡ୍ କରନ୍ତୁ
06:39 ଏବେ, ଫୋଲ୍ଡର୍ କୁ Unzip କରି ନିଜ ମେସିନ୍ ରେ, ନିଜ ପସନ୍ଦର ‍ସ୍ଥାନରେ ତାହାକୁ ସେଭ୍ କରନ୍ତୁ
06:45 ଏବେ, Inkscapeକୁ ଫେରିଆସନ୍ତୁ
06:47 File ମେନୁକୁ ଯାଆନ୍ତୁ Import ଉପରେ କ୍ଲିକ୍‍ କରନ୍ତୁ
06:51 Logo ସେଭ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
06:54 Spoken Tutorial Logo ସିଲେକ୍ଟ କରି Open ଉପରେ କ୍ଲିକ୍ କରନ୍ତୁ
06:59 ଏକ ନୂଆ ଡାୟଲଗ୍‍ ବକ୍ସ ଖୋଲିଥାଏ OK ଉପରେ କ୍ଲିକ୍‍ କରନ୍ତୁ
07:03 ଏବେ ଆମ କାନଭାସ୍ କୁ ଲୋଗୋଟି ଇମ୍ପୋର୍ଟ ହୋଇଗଲା
07:06 ତାହାକୁ 100 x 100 ପିକ୍ସେଲ୍ କୁ ରିସାଇଜ୍ କରି
07:09 Header Areaର ଉପର ବାମପଟ କୋଣରେ ରଖନ୍ତୁ
07:14 ଏବେ, Spoken Tutorial ଟେକ୍ସଟ୍ ଟାଇପ୍ କରନ୍ତୁ
07:18 ଏହାକୁ Bold କରନ୍ତୁ
07:20 ଫଣ୍ଟ ସାଇଜ୍ କୁ 48 କରନ୍ତୁ
07:24 ତାହାକୁ ଲୋଗୋର ଡାହାଣପଟେ ରଖନ୍ତୁ
07:27 ଏହାପରେ ଟାଇପ୍ କରନ୍ତୁ partner with us...help bridge the digital divide
07:35 ଫଣ୍ଟ ସାଇଜ୍ କୁ 20 କରନ୍ତୁ
07:39 ଏବେ ଆଉ କିଛି ଟେକ୍ସଟ୍ ଆଡ୍ କରନ୍ତୁ
07:42 ମୁଁ, LibreOffice Writer ଡକୁମେଣ୍ଟରେ ଏକ ସାମ୍ପଲ୍ ଟେକ୍ସଟ୍ ପୂର୍ବରୁ ରଖିସାରିଛି
07:47 ଏହି ସାମ୍ପଲ୍ ଟେକ୍ସଟ୍, Code Files ଆପଣଙ୍କୁ ପ୍ରଦାନ କରାଯିବ
07:51 ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
07:54 ଏବେ ମୁଁ, ଏହି ଟେକ୍ସଟ୍ କୁ ମୋ ପୋଷ୍ଟର୍ ର ଖାଲି ‍ସ୍ଥାନରେ Copy ଓ Paste କରିବି
08:00 ଫଣ୍ଟ ସାଇଜ୍ କୁ 28 କରନ୍ତୁ
08:04 ଲାଇନ୍ ସ୍ପେସିଙ୍ଗ୍ ସେଟ୍ କରନ୍ତୁ
08:06 Bullet କ୍ରିଏଟ୍ କରି ପ୍ରତ୍ୟେକ ବାକ୍ୟ ପୂର୍ବରୁ ରଖନ୍ତୁ
08:10 ଆମେ ତାହା ତଳେ 2ଟି ଇମେଜ୍ ଆଡ୍ କରିବା
08:13 ପୂର୍ବପରି, ସେଗୁଡ଼ିକୁ Import କରନ୍ତୁ
08:17 ମୁଁ ସେଗୁଡ଼ିକୁ Images ଫୋଲ୍ଡର୍ ରେ ସେଭ୍ କରିଛି
08:20 ଏହି ଇମେଜ୍ ଗୁଡ଼ିକ, Code Files ଆପଣଙ୍କୁ ପ୍ରଦାନ କରାଯିବ
08:24 ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
08:27 ଇମେଜ୍ ଗୁଡ଼ିକୁ ସିଲେକ୍ଟ କରି ରିସାଇଜ୍ କରନ୍ତୁ
08:30 ସେଗୁଡ଼ିକୁ ପୋଷ୍ଟର୍ ର ତଳ ‍ସ୍ଥାନକୁ ନେଇଯାଆନ୍ତୁ
08:33 ଚାଲନ୍ତୁ ଏବେ, Footer Areaରେ ଯୋଗାଯୋଗ ବିବରଣୀ ଲେଖିବା
08:37 ପୁଣିଥରେ, LibreOffice Writer ଡକୁମେଣ୍ଟରୁ ଟେକ୍ସଟ୍ Copy ଓ Paste କରନ୍ତୁ
08:42 ଫଣ୍ଟ ସାଇଜ୍ କୁ 18 କରନ୍ତୁ
08:45 ଏବେ ଆମ ପୋଷ୍ଟର୍ ପ୍ରସ୍ତୁତ
08:47 ଏହାପରେ ଆମେ, PDF ଫର୍ମାଟ୍ ରେ ସେଭ୍ କରିବା ବିଷୟରେ ଶିଖିବା
08:51 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
08:55 ଏକ ଡାୟଲଗ୍‍ ବକ୍ସ ଦେଖାଦେଲା
08:58 ଆପଣ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍ ଚୟନ କରନ୍ତୁ
09:00 ମୁଁ Desktop ଚୟନ କରିବି
09:02 ଡାୟଲଗ୍ ବକ୍ସର ତଳ ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରି ଫର୍ମାଟ୍ PDFକୁ ବଦଳାନ୍ତୁ
09:09 ଏଠାରେ Name ଫିଲ୍ଡରେ ଟାଇପ୍ କରନ୍ତୁ: Spoken-Tutorial-Poster
09:16 ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
09:18 ଆମ ପୋଷ୍ଟର୍ Desktopରେ ସେଭ୍ ହୋଇଛି
09:21 ଚାଲନ୍ତୁ, Desktopକୁ ଯାଇ ଆମ ପୋଷ୍ଟର୍ ଦେଖିବା
09:25 ଆମ ପୋଷ୍ଟର୍ PDF ଫର୍ମାଟ୍ ରେ ଅଛି
09:28 ସଂ‍କ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
09:32 Document Properties ବଦଳାଇବା
09:34 ଏକ A4 Poster ଡିଜାଇନ୍ କରିବା
09:36 ପୋଷ୍ଟର୍ କୁ PDFରେ ସେଭ କରିବା
09:38 ଏକ ଆସାଇନମେଣ୍ଟ ଭାବେ
09:40 Spoken Tutorial Project ପାଇଁ ଏକ A4 ପୋଷ୍ଟର୍ ତିଆରି କରନ୍ତୁ
09:44 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09:48 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
09:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
10:01 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:10 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
10:14 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
10:16 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep