Geogebra/C2/Spreadsheet-View-Basics/Oriya
From Script | Spoken-Tutorial
Revision as of 12:31, 6 April 2017 by PoojaMoolya (Talk | contribs)
Time | Narration |
00:01 | ନମସ୍କାର, ଜିଓଜେବ୍ରାରେ Basics of Spreadsheets ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା Introduction to Geogebra ଟ୍ୟୁଟୋରିଆଲ୍ ଦେଖନ୍ତୁ |
00:12 | ଜିଓଜେବ୍ରାରୁ ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି GNU/Linux operating system Ubuntu Version 10.04 LTS ଏବଂ Geogebra Version 3.2.40.0 |
00:23 | ଜିଓଜେବ୍ରାରେ Spreadsheetର ବ୍ୟବହାରକୁ ଦେଖାଇବା, ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ଅଟେ |
00:29 | ଏହି ଟ୍ୟୁଟୋରିଆଲ୍ ରେ ଆମେ, ଡେଟା ପ୍ରସ୍ତୁତୀକରଣ ଓ ଗଣନା ପାଇଁ ସ୍ପ୍ରେଡଶୀଟର ଉପଯୋଗ କରିବା |
00:36 | ଓ ଏକ ହିଷ୍ଟୋଗ୍ରାମ୍ ର ଗଠନ ପାଇଁ ଡେଟା ବ୍ୟବହାର କରିବା |
00:39 | ଆମେ ଏହା ମଧ୍ୟ ଦେଖିବା ଯେ, ରେକରିଙ୍ଗ ଜିଓଜେବ୍ରା ଆକୃତିଗୁଡ଼ିକୁ ତିଆରି କରିବା ପାଇଁ ସ୍ପ୍ରେଡଶୀଟ୍ ଭ୍ୟୁର ଉପଯୋଗ କିପରି କରିପାରିବେ, ଯେପରି ସମାନ୍ତରାଳ ରେଖାଗୁଡ଼ିକର ସେଟ୍ ତିଆରି କରିବା |
00:49 | ପ୍ରଥମେ, ଆମେ ଏକ 50ମାର୍କ ଟେଷ୍ଟରେ 50 ଛାତ୍ରଙ୍କର ମାର୍କକୁ ବ୍ୟବହାର କରିବା |
00:53 | From ଓ To କ୍ଲାସ୍ ବାଉଣ୍ଡ୍ରିଜ୍ ଏବଂ Frequency ଏଠାରେ ଉପଲବ୍ଧ ଅଛି |
00:59 | ମୁଁ, କ୍ଲିପବୋର୍ଡକୁ Frequency କୁ କପୀ କରିବାକୁ ଯାଉଛି |
01:05 | ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
01:09 | ପ୍ରଥମ ସୋପାନ ହେଉଛି spreadsheet view ସ୍ପଷ୍ଟ କରିବା |
01:13 | ମେନୁ ଆଇଟମ୍ ଭ୍ୟୁ ସିଲେକ୍ଟ କରି, Spreadsheet View ଚେକ୍ କରନ୍ତୁ |
01:19 | spreadsheet viewକୁ ଏଠାକୁ ଘୁଞ୍ଚାନ୍ତୁ |
01:25 | ପ୍ରଥମ କଲମ୍ A From, କଲମ୍ B To ଓ କଲମ୍ C Frequency ଶ୍ରେଣୀ ବର୍ଗକୁ ଦର୍ଶାଏ |
01:36 | ଏବେ, ମୁଁ କପି କରିଥିବା Frequency କୁ ଏଠାରେ ପେଷ୍ଟ କରୁଛି |
01:41 | ବର୍ତ୍ତମାନ, From ଓ To values ପାଇଁ |
01:46 | ମୁଁ ଏଗୁଡିକୁ ପେଷ୍ଟ କଲିନାହିଁ କାରଣ ମୁଁ ଆପଣଙ୍କୁ geogebra spreadsheetsର ଅନ୍ୟ ଫିଚର୍ ଦେଖାଇବି |
01:53 | ପ୍ରଥମେ ମୁଁ ଆରମ୍ଭ କରିବି |
01:56 | 0, |
01:59 | ଏହାପରେ 5, 5 |
02:04 | ଓ 10 |
02:06 | ଏବେ, ଯଦି ମୁଁ ଏଠାରେ ଦୁଇଟି ସେଲ୍ସ ଚୟନ କରୁଛି ଓ ତା’ପରେ ଏହି ନୀଳ ସ୍କ୍ୱେୟାରକୁ ପୂରା ତଳକୁ ଡ୍ରାଗ୍ କରୁଛି, ଦେଖନ୍ତୁ, ଏକ ଗାଣିତିକ ଅନୁକ୍ରମ ସୃଷ୍ଟି ହେଲା |
02:16 | ସେହିଭଳି, To ଭାଲ୍ୟୁ ପାଇଁ ମୁଁ ତାହା କରିପାରେ |
02:22 | class boundary list ଓ frequency list କ୍ରିଏଟ୍ କରନ୍ତୁ. ତାହାକୁ କରିବା ପାଇଁ, ଏଠାରେ କଲମ B ସିଲେକ୍ଟ କରନ୍ତୁ |
02:30 | ରାଇଟ୍ କ୍ଲିକ୍ କରି କ୍ରିଏଟ୍ ଲିଷ୍ଟ ଚୟନ କରନ୍ତୁ. ଏଠାରେ L1 ଦେଖନ୍ତୁ, ଏହାର ଅର୍ଥ L 1 ଗଠିତ ହୋଇଛି |
02:40 | ରାଇଟ୍ କ୍ଲିକ୍ କରି ଏବଂ Object properties ଚେକ୍ କରି ଏବେ ଏହାକୁ ସଂଶୋଧିତ କରିଛୁ ତଥା ପ୍ରଥମ ଭାଲ୍ୟୁ ଶୂନ ଏଠାରେ ପ୍ରଦର୍ଶିତ ହେଉଥିବାର ସୁନିଶ୍ଚିତ କରନ୍ତୁ |
02:53 | ଓ କ୍ଲୋଜ୍ ଦବାନ୍ତୁ |
02:57 | ଏବେ Frequency ଲିଷ୍ଟ ପାଇଁ, ସମାନ ଜିନିଷ କରନ୍ତୁ. Frequency ସିଲେକ୍ଟ କରି, ରାଇଟ୍ କ୍ଲିକ୍ କରନ୍ତୁ ଓ କ୍ରିଏଟ୍ ଲିଷ୍ଟ ସିଲେକ୍ଟ କରନ୍ତୁ |
03:04 | ମୋ ପାଖରେ L_2 ଅଛି |
03:09 | ଏବେ histogram ଗଠନ କରିବା ପାଇଁ, ଏଠାରେ input bar କୁ ଯାଆନ୍ତୁ |
03:15 | ଆପଣ ଏଠାରେ commands ରୁ ସିଲେକ୍ଟ କରିପାରିବେ କିମ୍ୱା ଆପଣ histogram ମଧ୍ୟ ଟାଇପ୍ କରିପାରନ୍ତି |
03:22 | ଏବେ, ଏହିଠାରେ, square brackets ମଧ୍ୟରେ, ଯଦି ଆପଣ ଏଣ୍ଟର ପ୍ରେସ୍ କରନ୍ତି, ଏହା ଆପଣଙ୍କୁ ବିଭିନ୍ନ ଅପ୍ସନ୍ସ କହିବ |
03:28 | ଏଥିମଧ୍ୟରୁ ଗୋଟିଏ ଅପ୍ସନ୍ ହେଉଛି, List of Class Boundaries and List of Raw Data. ଚାଲନ୍ତୁ ତାହା ବ୍ୟବହାର କରିବା |
03:35 | ମୁଁ ଲେଖିବି L_1, ଜିଓଜେବ୍ରା ହେଉଛି କେସ୍ ସେନ୍ସିଟିଭ୍ ଏବଂ class boundaries ପାଇଁ ଓ frequencies ପାଇଁ L_2 ଲେଖି ଓ ଏଣ୍ଟର ଦାବନ୍ତୁ |
03:47 | ଦେଖନ୍ତୁ ଏଠାରେ histogram ଗଠିତ ହୋଇଛି |
03:52 | ବର୍ତ୍ତମାନ, histogram କୁ ଅଧିକ ଦୃଶ୍ୟମାନ କିମ୍ୱା ପଠନୀୟ କରିବା ପାଇଁ, ମୁଁ Move Drawing Pad ବ୍ୟବହାର କରିବି. ଏବଂ ଏହାପରେ ଏଠାରେ ମୁଁ Drawing pad properties ଉପରେ ମଧ୍ୟ ରାଇଟ୍ କ୍ଲିକ୍ କରିବି ଏବଂ ଏହି Distanceକୁ 5 କୁ
ବଦଳାଇବି, ଯାହା ହେଉଛି ପ୍ରତ୍ୟେକ ବାର୍ ର ଓସାର ଓ ଏହାକୁ ବନ୍ଦ କରିବି |
04:15 | ଏହାପରେ ମୁଁ Zoom Out କରିପାରିବି |
04:22 | ଏବଂ ପୁଣିଥରେ Drawing padକୁ ଘୁଞ୍ଚାନ୍ତୁ |
04:28 | ଦେଖନ୍ତୁ, ଯେତେବେଳ ମୁଁ histogram ଗଠନ କରେ, ଏହା a=250 ଭାଲ୍ୟୁ ଗଠନ କରେ |
04:34 | a ହେଉଛି ପ୍ରତ୍ୟେକ ବାର୍ ର ଲମ୍ୱ ଓ ପ୍ରସ୍ତର ପରିଣାମର ଯୋଗଫଳ |
04:41 | ଏଠାରେ ମୁଁ a ଭାଲ୍ୟୁକୁ ଉପରକୁ ଘୁଞ୍ଚାଇପାରିବି |
04:49 | ପରବର୍ତ୍ତୀ ପଦାଙ୍କ ହେଉଛି, Y ଆକ୍ସିସ୍ ପ୍ରତି ଏକ ସମାନ୍ତରାଳ ରେଖାର ସେଟ୍ କୁ ପାଇବା ପାଇଁ spreadsheet viewରେ ପଏଣ୍ଟ ଓ ଲାଇନ୍ ଗଠନ କରିବା |
04:56 | ମୁଁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲିବି |
05:02 | ବର୍ତ୍ତମାନ ଏଠାରେ, ଜିଓଜେବ୍ରାରୁ ଯେକୌଣସି କମାଣ୍ଡ୍ ଏକ ସେଲ୍ ଭିତରେ ଟାଇପ୍ ହୋଇପାରିବ |
05:07 | ପ୍ରଥମେ, ଏକ ପଏଣ୍ଟ ଗଠନ କରିବାକୁ, ଆପଣଙ୍କୁ ଏହିଭଳି ଏକ ପଏଣ୍ଟ ଦେବାକୁ ପଡିବ |
05:19 | ଏଠାରେ ଦେଖାଯାଉଥିବା A1 ନାମକ ପଏଣ୍ଟକୁ ଦେଖନ୍ତୁ ଯାହା 1,2 ନିର୍ଦ୍ଦେଶାଙ୍କ ସହିତ ସେଲ୍ ଆଡ୍ରେସ୍ କଲମ୍ A, ରୋ 1, ଅଟେ |
05:34 | ସମାନଭାବରେ, ଏଠାରେ ମୁଁ 2,2 ଟାଇପ୍ କରି, ଏଣ୍ଟର୍ ଦାବି A2 ପାଇପାରିବି |
05:45 | ଏବେ, ମୁଁ ଏହି ଦୁଇଟି ସେଲ୍କୁ ସିଲେକ୍ଟ କରିବି ଓ ବ୍ଲୁ ସ୍କୋୟାର୍ ତଳକୁ ଡ୍ରାଗ୍ କରି, |
05:54 | ଏହିଠାକୁ ଘୁଞ୍ଚାଇବି |
05:56 | ଏହି ଟ୍ୟୁଟୋରିଆଲ୍ ପାଇଁ Algebra view ବନ୍ଦ କରନ୍ତୁ |
06:02 | ଦେଖନ୍ତୁ ମୁଁ ଏଠାରେ 10 ପଏଣ୍ଟ ପାଇଛି |
06:08 | ଓ ସମାନ ଭାବରେ ମୁଁ କଲମB ରେ କରିବି |
06:16 | ମୁଁ ଏଠାରେ 1,4 ଭାବରେ ପଏଣ୍ଟ ରଖିବି. ମୋତେ ଏହି ପଏଣ୍ଟ ଏଠାରେ ମିଳେ. ମୁଁ ରାଇଟ୍ କ୍ଲିକ୍ କରି Show Label କ୍ଲିକ୍ କରିବି, ଏହା ସେଲ୍ ଆଡ୍ରେସ୍ B1- ଦେଖାଇବ |
06:28 | ମୁଁ 2,4 ଟାଇପ୍ କରି |
06:35 | B2 ପାଇପାରିବି |
06:41 | ମୁଁ ଆଉଥରେ ଏହାକୁ ଡ୍ରାଗ୍ କରି ଓ 10 ପଏଣ୍ଟ ପାଇବି |
06:48 | ବର୍ତ୍ତମାନ ତୃତୀୟ କଲମରେ, ଯଦି ମୁଁ ଲାଇନ୍ ସେଗ୍ମେଣ୍ଟ ଗଠନ କରିବାକୁ ଚାହେଁ, |
06:56 | ମୁଁ ଜିଓଜେବ୍ରା କମାଣ୍ଡ Segment ବ୍ୟବହାର କରିପାରିବି ଏବଂ ଭାଲ୍ୟୁରେ ମୁଁ ସେଲ୍ ଆଡ୍ରେସ୍ A 1 ଦେଇପାରିବି |
07:08 | ମୁଁ ଏହାକୁ ଏଠାକୁ ଆଣୁଛି, |
07:12 | ,(comma) B1 ଓ ଏଣ୍ଟର କ୍ଲିକ୍ କରନ୍ତୁ |
07:17 | ଏହା ହେଉଛି ଲାଇନ୍ର ଲମ୍ୱ, ଯାହା A1 ଓ B1 ମଧ୍ୟରେ ଅଛି |
07:23 | ବର୍ତ୍ତମାନ ମୁଁ ଏହି ସେଲ୍ ସିଲେକ୍ଟ କରି ତଳକୁ ଡ୍ରାଗ୍ କଲେ, ସମାନ୍ତରାଳ ରେଖାଗୁଡିକର 10 ସେଟ୍ ପାଇପାରିବି |
07:33 | ଆଉ ଏକ ଜିନିଷ ଉପରେ ନଜର ଦିଅନ୍ତୁ ଯେ, ଯଦି ଆପଣ Options ଓ Algebra କୁ ଯାଆନ୍ତି, |
07:40 | ଏବେ ତାହା Value ରେ ଅଛି. ଯାହାଫଳରେ ଆପଣ C କଲମ୍ ରେ ଲାଇନ୍ ର ଲମ୍ୱ ଦେଖିପାରୁଛନ୍ତି |
07:44 | ମୁଁ ଏହାକୁ Command କୁ ବଦଳାଇ ପାରିବି ଓ ଏହା ମୋତେ command ଦେଖାଇବ |
07:51 | ଏବେ ଆସାଇନମେଣ୍ଟ |
07:55 | ପ୍ରଥମ ଆସାଇନ୍ମେଣ୍ଟରେ, 35 ବିଦ୍ୟାର୍ଥିମାନଙ୍କର ଏକ ଶ୍ରେଣୀ ପାଇଁ ଘର ଓ ସ୍କୁଲ ମଧ୍ୟରେ ଦୂରତାର ନିମ୍ନ ଡେଟାକୁ ବ୍ୟବହାର କରି ଏକ ହିଷ୍ଟୋଗ୍ରାଗ୍ ଗଠନ କରନ୍ତୁ |
08:04 | ଏଠାରେ ମୋ ପାଖରେ class boundaries ଓ frequencies ଅଛି |
08:09 | ଡେଟାକୁ ପ୍ରସ୍ତୁତ କରିବାପାଇଁ spreadsheet view ବ୍ୟବହାର କରନ୍ତୁ * Class Boundary ଓ Frequency lists ତିଆରି କରନ୍ତୁ |
08:15 | Input Bar ବ୍ୟବହାର କରି ଲିଷ୍ଟ ସହିତ ହିଷ୍ଟୋଗ୍ରାମ୍ ଗଠନ କରନ୍ତୁ |
08:18 | Frequency ବଦଳାନ୍ତୁ ଓ ହିଷ୍ଟୋଗ୍ରାମ୍ ରେ ପରିବର୍ତ୍ତନକୁ ନଜର କରନ୍ତୁ |
08:22 | ଏଠାରେ ମୁଁ ଏହି ଟ୍ୟୁଟୋରିଆଲ୍ ଗଠନ କରିସାରିଛି |
08:26 | ଏଠାରେ ଥିବା ହିଷ୍ଟୋଗ୍ରାମ୍ ଦେଖନ୍ତୁ |
08:33 | ଏବେ ପରବର୍ତ୍ତୀ ଆସାଇନମେଣ୍ଟ କୁ ଯିବା |
08:36 | ଦ୍ୱିତୀୟ ଆସାଇନମେଣ୍ଟରେ ଆମେ, spreadsheet view ବ୍ୟବହାର କରି concentric ସର୍କଲ୍ସ ଗଠନ କରିବା |
08:43 | ବୃତ୍ତର କେନ୍ଦ୍ରକୁ ଚିହ୍ନିତ କରିବାପାଇଁ ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ A ଡ୍ର କରନ୍ତୁ. * ରେଡିଅସ୍ ର କଲମ୍ A ଗଠନ କରିବା ପାଇଁ Spread Sheetର ବ୍ୟବହାର କରନ୍ତୁ |
08:52 | କେନ୍ଦ୍ର A ସହିତ ବୃତ୍ତ ଓ କଲମ୍ Aରୁ ରେଡିଅସ୍ କ୍ରିଏଟ୍ କରିବା ପାଇଁ ସ୍ରେଡ୍ ଶୀଟ୍ ର କଲମ୍ B ବ୍ୟବହାର କରନ୍ତୁ |
08:58 | କେନ୍ଦ୍ର ବିନ୍ଦୁ A କୁ ଘୁଞ୍ଚାନ୍ତୁ ଓ ଦେଖନ୍ତୁ |
09:02 | ମୁଁ ଆସାଇନମେଣ୍ଟ କ୍ରିଏଟ୍ କରିସାରିଛି |
09:06 | କେନ୍ଦ୍ର ପଏଣ୍ଟକୁ ଘୁଞ୍ଚାନ୍ତୁ ଓ ବୃତ୍ତଗୁଡିକୁ ଦେଖନ୍ତୁ |
09:12 | ମୁଁ ସ୍ପୋକନ୍ ଟ୍ୟୁଟୋରିଆଲର ଆଭାର ବ୍ୟକ୍ତ କରିବାକୁ ଚାହୁଁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:23 | ଏହି ବିଷୟରେ ଅଧିକ ସୂଚନା ଆପଣ ଏହି ୱେବସାଇଟରେ ଦେଖିପାରିବେ |
09:27 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |