Geogebra/C2/Symmetrical-Transformation-in-Geogebra/Oriya
From Script | Spoken-Tutorial
Time | Narration |
---|---|
00:00 | ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ Symmetrical Transformationର ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ Symmetrical transformations ବିଷୟରେ ଶିଖିବା ଯେପରି: |
00:11 | * Line symmetry |
00:12 | * Rotation symmetry |
00:13 | * ଏବଂ ସ୍କେଲ୍ ଓ ପୋଜିଶନ୍ ସହିତ ଫିଗର ବୃଦ୍ଧି କରିବା ମଧ୍ୟ ଶିଖିବା |
00:17 | ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମେ ଭାବୁଛୁ |
00:21 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ , ଆମ ୱେବସାଇଟ୍ ଦେଖନ୍ତୁ |
00:26 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି Ubuntu Linux OS Version 11.10 |
00:31 | Geogebra Version 3.2.47.0 |
00:35 | ଆମେ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା |
00:37 | * Reflect Object about Line |
00:39 | * Rotate Object around Point by Angle |
00:42 | * Dilate object from a Point by Factor |
00:45 | * Semicircle through Two points |
00:47 | * Regular Polygon ଓ |
00:49 | * Perpendicular bisector |
00:51 | Transformationର ପରିଭାଷା |
00:53 | ଏକ ଜ୍ୟାମିତିକ ଆକୃତିର Symmetrical transformation ହେଉଛି: |
00:57 | ଏକ coordinate plane ଉପରେ ଏହାର ପୋଜିସନ୍, ଆକାର କିମ୍ୱା ଆକୃତିରେ ଏକ ପରିବର୍ତ୍ତନ |
01:02 | ମୂଳ ଆକୃତିକୁ Object କୁହାଯାଏ |
01:04 | ଟ୍ରାନ୍ସଫର୍ମ ଆକୃତିକୁ Image କୁହାଯାଏ |
01:07 | Reflection symmetryକୁ: |
01:09 | * Line symmetry ମଧ୍ୟ କୁହାଯାଏ |
01:11 | * Symmetry ର ଏକ ପ୍ରକାର, ଯେଉଁଠାରେ ଗୋଟିଏ ଅଧା ଅନ୍ୟ ଅଧାର ପ୍ରତିଫଳନ ଅଟେ |
01:15 | * ଆପଣ ଇମେଜକୁ ଫୋଲ୍ଡ କରି ସମାନ ଭାବରେ ଉଭୟ ହାଲଭ୍ସକୁ ମ୍ୟାଚ୍ କରିପାରିବେ |
01:20 | * Line of Symmetry ହେଉଛି ସେହି ଲାଇନ୍, ଯାହା ଉପରେ ଆକୃତି ପ୍ରତିଫଳିତ ହୋଇଥାଏ |
01:24 | ଜିଓଜେବ୍ରା ୱିଣ୍ଡୋକୁ ଯାଆନ୍ତୁ |
01:27 | କ୍ଲିକ୍ କରନ୍ତୁ Dash home >> Media Apps >> , Type ତଳେ >> Education >> ଓ Geogebra ଚୟନ କରନ୍ତୁ |
01:37 | ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Algebric view ବନ୍ଦ କରୁଛି |
01:40 | Algebric view ର କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:47 | Line of symmetryରୁ ଚାଲନ୍ତୁ ଆରମ୍ଭ କରିବା |
01:50 | ପ୍ରଥମେ ଏକ ସମବାହୁ ତ୍ରିଭୁଜ ଗଠନ କରିବା |
01:53 | ଟୁଲବାର୍ ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ |
01:57 | ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ୍ A, B, କ୍ଲିକ୍ କରନ୍ତୁ ଏବଂ ବାହୁର ସଂଖ୍ୟା ପାଇଁ 3 ଏଣ୍ଟର୍ କରନ୍ତୁ |
02:08 | ଏକ ସମବାହୁ ତ୍ରିଭୁଜ ABC ଅଙ୍କା ହୋଇଗଲା |
02:11 | ତ୍ରିଭୁଜର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ଏକ perpendicular bisector ଡ୍ର କରନ୍ତୁ |
02:15 | Perpendicular Bisector Tool ସିଲେକ୍ଟ କରି, ପାର୍ଶ୍ୱ AC ଉପରେ କ୍ଲିକ୍ କରନ୍ତୁ |
02:26 | Point ଟୁଲ୍ ସିଲେକ୍ଟ କରି, ତ୍ରିଭୁଜ ଭିତରେ ଏକ point କ୍ରିଏଟ୍ କରନ୍ତୁ |
02:31 | କୋଣଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ପଏଣ୍ଟ୍ D ଘୁଞ୍ଚାନ୍ତୁ |
02:38 | ପଏଣ୍ଟ୍ D ଉପରେ ରାଇଟ୍ କ୍ଲିକ୍ କରି Trace On ସିଲେକ୍ଟ କରନ୍ତୁ |
02:43 | ଟୁଲ୍ବାର୍ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ |
02:48 | ପଏଣ୍ଟ D ଉପରେ କ୍ଲିକ୍ କରନ୍ତୁ |
02:49 | ଏହା ପଏଣ୍ଟ D କୁ ହାଇଲାଇଟ୍ କରିବ |
02:52 | Perpendicular Bisector ଉପରେ କ୍ଲିକ୍ କରନ୍ତୁ |
02:55 | perpendicular bisector ର ଅପର ପାର୍ଶ୍ୱରେ ଏହା D’ image ପ୍ରତିଫଳିତ କରିବ |
03:01 | point D ର ପ୍ରତିଫଳନ ହେଉଛି D’ |
03:04 | ପଏଣ୍ଟ୍ D ପାଇଁ Trace On ସେଟ୍ କରନ୍ତୁ |
03:08 | Move ଟୁଲ୍ ବ୍ୟବହାର କରି, ତ୍ରିଭୁଜ ସହିତ ପଏଣ୍ଟ୍ D ଚଲାନ୍ତୁ |
03:11 | ଟୁଲବାର୍ରୁ Move ଟୁଲ୍ ରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:22 | ମାଉସ୍ ଦ୍ୱାରା ଆକୃତି ଉପରେ କ୍ଲିକ୍ କରନ୍ତୁ |
03:25 | ତ୍ରିଭୁଜ ଖୋଜି ଏହାକୁ ଡ୍ରାଗ୍ କରନ୍ତୁ |
03:28 | ବର୍ତ୍ତମାନ, ମାଉସ୍ ବଟନ୍ କୁ ଛାଡି ଦିଅନ୍ତୁ |
03:31 | ଆପଣ କ’ଣ ଦେଖୁଛନ୍ତି? |
03:32 | ଏଠାରେ perpendicular bisector, symmetry ର ଲାଇନ୍ ଅଟେ |
03:36 | D ଅବ୍ଜେକ୍ଟ ଓ D’ ଇମେଜ୍ ଅଟେ |
03:39 | ଏକ ଲାଇନର ଅର୍ଦ୍ଧ ବୃତ୍ତ ପ୍ରତିଫଳିତ କରନ୍ତୁ |
03:43 | ଏକ ଅର୍ଦ୍ଧ ବୃତ୍ତ ଆଙ୍କନ୍ତୁ |
03:44 | Semicircle through Two points ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ପଏଣ୍ଟ E ଓ ତା’ପରେ F ମାର୍କ କରନ୍ତୁ |
03:56 | segment between two points ଉପରେ କ୍ଲିକ୍ କରନ୍ତୁ |
04:02 | ପଏଣ୍ଟ୍ G ଓ H ମାର୍କ କରନ୍ତୁ. ଏକ ଲାଇନ୍ ଅଙ୍କା ହୋଇଗଲା |
04:06 | ଚାଲନ୍ତୁ ଲାଇନ୍ ର ପ୍ରପର୍ଟୀ ବଦଳାଇବା |
04:08 | ଲାଇନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Object Properties. Style ଉପରେ କ୍ଲିକ୍ କରି, Style ବଦଳାନ୍ତୁ |
04:21 | ଟୁଲ୍ବାର୍ ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ |
04:27 | ଅର୍ଦ୍ଧ ବୃତ୍ତ EF ଉପରେ କ୍ଲିକ୍ କରନ୍ତୁ |
04:31 | ଲାଇନ୍ GH ଉପରେ କ୍ଲିକ୍ କରନ୍ତୁ |
04:34 | GH ଲାଇନ୍ର ଅପରପାର୍ଶ୍ୱରେ ଏହା ପ୍ରତିଫଳିତ ଇମେଜ୍ E’F’ ଉତ୍ପାଦନ କରିବ . ଆକୃତିଟି ଏବେ କିପରି ଦେଖାଯାଉଛି? ଏହା ଏକ ବୃତ୍ତ ପରି ଦେଖାଯାଉଛି |
04:45 | ଏବେ ଏହି ଫାଇଲ୍କୁ ସେଭ୍ କରନ୍ତୁ |
04:47 | File > >Save As ରେ କ୍ଲିକ୍ କରନ୍ତୁ |
04:50 | ମୁଁ Line-symmetry ନାମ ଟାଇପ୍ କରି, ସେଭ୍ ରେ କ୍ଲିକ୍ କରିବି |
05:05 | ଏହାପରେ, ଚାଲନ୍ତୁ Rotate the Object around a Point by Angle କୁ ଜାଣିବା |
05:12 | ରୋଟେସନ୍ ର ସଜ୍ଞା |
05:15 | ରୋଟେସନ୍ ହେଉଛି ଏକ ପରିବର୍ତ୍ତନ ଯାହା ଆଙ୍ଗେଲ୍ ଦ୍ୱାରା ଏକ ସ୍ଥିର କେନ୍ଦ୍ର ଚାରିପଟେ ଏକ ଆକୃତିକୁ ବୁଲାଏ |
05:21 | ଯଦି ଆକୃତି ଅପରିବର୍ତ୍ତିତ ଦେଖାଯାଏ, ତା’ହାଲେ ଆକୃତିରେ rotation symmetry ରହିଛି |
05:29 | ଆପଣ ଯେକୌଣସି ପରିମାପ ଡିଗ୍ରୀରେ ଅବଜେକ୍ଟକୁ ରୋଟେଟ୍ କରିପାରିବେ. ରୋଟେସନ୍ କ୍ଲକୱାଇଜ୍ ଓ କାଉଣ୍ଟରକ୍ଲକୱାଇଜ୍ ମଧ୍ୟ ହୋଇପାରେ |
05:39 | ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
05:41 | File >> New ରେ କ୍ଲିକ୍ କରନ୍ତୁ |
05:47 | ଏକ ବର୍ଗକ୍ଷେତ୍ର ତିଆରି କରିବା |
05:49 | ଟୁଲବାର୍ରୁ Regular Polygon ଟୁଲ୍ ରେ କ୍ଲିକ୍ କରନ୍ତୁ |
05:55 | ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରନ୍ତୁ |
05:57 | ପଏଣ୍ଟ A ଓ B ମାର୍କ କରନ୍ତୁ |
05:59 | ଏକ ଡାୟଲଗ୍ ବକ୍ସ ଖୋଲିବ |
06:01 | OK ରେ କ୍ଲିକ୍ କରନ୍ତୁ |
06:03 | ବର୍ଗକ୍ଷେତ୍ର ABCD ଅଙ୍କା ହୋଇଗଲା |
06:05 | Rotate Object around a Point by Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:13 | ବର୍ଗକ୍ଷେତ୍ର ABCD ଉପରେ କ୍ଲିକ୍ କରନ୍ତୁ |
06:16 | ଏହା ବର୍ଗକ୍ଷେତ୍ରକୁ ହାଇଲାଇଟ୍ କରିବ |
06:18 | ଏହାପରେ ଯେକୌଣସି କୋଣରେ କ୍ଲିକ୍ କରନ୍ତୁ |
06:20 | ମୁଁ A ଉପରେ କ୍ଲିକ୍ କରିବି |
06:23 | ଏକ ଡାଇଲଗ୍ ବକ୍ସ ଖୋଲିଲା |
06:25 | ଆଙ୍ଗେଲ୍ ଫିଲ୍ଡ ଭିତରେ 60 ଟାଇପ୍ କରନ୍ତୁ |
06:30 | ପ୍ରଥମ ଡ୍ରପ୍ ଡାଉନ୍ ତାଲିକା ମଧ୍ୟରୁ ୦(ଡିଗ୍ରୀ) ସିଲେକ୍ଟ କରନ୍ତୁ |
06:35 | କ୍ଲକୱାଇଜ୍ ଅପ୍ସନ୍ ସିଲେକ୍ଟ କରି, OKରେ କ୍ଲିକ୍ କରନ୍ତୁ |
06:40 | 60 ଡିଗ୍ରୀ ଆଙ୍ଗେଲ୍ ରେ ଏହା, ବର୍ଗକ୍ଷେତ୍ରକୁ ସିଲେକ୍ସନ୍ ପଏଣ୍ଟରୁ ରୋଟେଟ୍ କରିବ |
06:44 | ରୋଟେଟ୍ ହୋଇଥିବା ଇମେଜ୍ A’B’C’D’ ଗଠିତ ହେଲା |
06:49 | Move ଟୁଲ୍ ବ୍ୟବହାର କରି ଏହି ଆକୃତିକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ |
07:00 | ଏହାପରେ, ଫ୍ୟାକ୍ଟର ଦ୍ୱାରା ପଏଣ୍ଟରୁ ଅବ୍ଜେକ୍ଟକୁ ଡାଇଲେଟ୍ ବା ବଡ଼ କରନ୍ତୁ |
07:09 | ଡାଇଲେଶନ୍: |
07:11 | ଡାଇଲେଶନ୍ କିମ୍ୱା ବଡ଼କରିବା ହେଉଛି ଏକ ପରିବର୍ତ୍ତନ |
07:14 | ଯେଉଁଥିରେ, ଏକ ସ୍କେଲ୍ ଫ୍ୟାକ୍ଟର ବ୍ୟବହାର କରି ଏକ ଆକୃତିକୁ ଏନଲାର୍ଜ କରାଯାଇଥାଏ |
07:23 | Polygon ଟୁଲ୍ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ |
07:28 | E , F , G. ତ୍ରିଭୁଜ ସମ୍ପୂର୍ଣ୍ଣ କରିବାପାଇଁ ଆଉଥରେ E ଉପରେ କ୍ଲିକ୍ କରନ୍ତୁ |
07:36 | New Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ |
07:40 | H ଭାବରେ ଏକ ପଏଣ୍ଟ୍ କୁ ମାର୍କ କରନ୍ତୁ |
07:44 | Dilate Object from Point by Factor ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
07:51 | EFG ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ |
07:54 | ଏହା ତ୍ରିଭୁଜକୁ ହାଇଲାଇଟ୍ କରିବ |
07:55 | ପଏଣ୍ଟ H ଉପରେ କ୍ଲିକ୍ କରନ୍ତୁ |
07:57 | ଏକ ଡାୟଲଗ୍ ବକ୍ସ ଖୋଲିଲା |
08:00 | ନମ୍ୱର ଫିଲ୍ଡରେ 2ର ଭାଲ୍ୟୁ ଟାଇପ୍ କରନ୍ତୁ |
08:04 | OK ରେ କ୍ଲିକ୍ କରନ୍ତୁ |
08:09 | ଏହା ଅବଜେକ୍ଟ୍ କୁ ଦୁଇଥର ଡାଇଲେଟ୍ କିମ୍ୱା ଏନ୍ଲାର୍ଜ କରିବ |
08:16 | segment between two Points ଉପରେ କ୍ଲିକ୍ କରି, H,E,E.’ ପଏଣ୍ଟ୍ଗୁଡିକୁ ଯୋଡନ୍ତୁ |
08:33 | H,G,G. ପଏଣ୍ଟଗୁଡିକୁ ଯୋଡନ୍ତୁ |
09:01 | H,F,E.’ ପଏଣ୍ଟଗୁଡିକୁ ଯୋଡନ୍ତୁ |
09:15 | ଏଠାରେ, ଆପଣ ଦେଖିପାରୁଛନ୍ତି ଯେ, H ହେଉଛି ଡାଇଲେସନର ପଏଣ୍ଟ୍ |
09:21 | Factor ର ଭାଲ୍ୟୁ ଟାଇପ୍ କରି , ଆପଣ ଅବଜେକ୍ଟକୁ ନିଜ ଇଚ୍ଛା ମୁତାବକ ଏନଲାର୍ଜ କରିପାରିବେ |
09:28 | ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ |
09:30 | File >> Save As ଉପରେ କ୍ଲିକ୍ କରନ୍ତୁ |
09:33 | ମୁଁ ଫାଇଲ୍କୁ Dilate-triangle ନାମ ଦେବି |
09:48 | ସେଭ୍ ଉପରେ କ୍ଲିକ୍ କରନ୍ତୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ |
09:55 | ସଂକ୍ଷିପ୍ତରେ |
09:58 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
10:00 | * ଏକ ଲାଇନ୍ ର ପ୍ରତିବିମ୍ୱ |
10:02 | * ଗୋଟିଏ ପଏଣ୍ଟ୍ ରେ ଏକ ଅବଜେକ୍ଟର ରୋଟେସନ୍ |
10:05 | * ସ୍କେଲ୍ ଫାକ୍ଟର୍ ଦ୍ୱାରା ଏକ ଅବଜେକ୍ଟର ଏନଲାର୍ଜମେଣ୍ଟ୍ |
10:09 | ଏକ ଆସାଇନମେଣ୍ଟ୍ ଭାବରେ: |
10:11 | ଏକ ପେଣ୍ଟାଗନ୍ ଆଙ୍କନ୍ତୁ |
10:12 | ଆଙ୍କିବା ପାଇଁ Regular Polygon ଟୁଲ୍ ବ୍ୟବହାର କରନ୍ତୁ . (ସଙ୍କେତ : ସାଇଡ୍ସ=5) |
10:17 | Pentagon ର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ପାଇଁ perpendicular bisector ଆଙ୍କନ୍ତୁ |
10:21 | Pentagon ଭିତରେ ଏକ ପଏଣ୍ଟ ସୃଷ୍ଟି କରନ୍ତୁ |
10:25 | ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ |
10:27 | perpendicular bisector ବିଷୟକ ପଏଣ୍ଟର ପ୍ରତିଫଳନ ପ୍ରାପ୍ତ କରନ୍ତୁ |
10:31 | ଇମେଜ୍ ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ |
10:34 | Symmetry ର ସଠିକ୍ ଲାଇନ୍ ଚୟନ ହୋଇଛି କି ନାହିଁ ଜାଣିବା ପାଇଁ pentagon କୁ ଖୋଜନ୍ତୁ |
10:44 | ଗୋଟିଏ ପଏଣ୍ଟରେ ମୂଳ ପେଣ୍ଟାଗନ୍ କୁ 135° କାଉଣ୍ଟର କ୍ଲକୱାଇଜ୍ ରୋଟେଟ୍ କରନ୍ତୁ |
10:49 | 3 ର ଫ୍ୟାକ୍ଟର ଦ୍ୱାରା ଗୋଟିଏ ପଏଣ୍ଟରେ ପେଣ୍ଟାଗନକୁ ଡାଇଲେଟ୍ କରନ୍ତୁ |
10:56 | ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍ |
11:03 | ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
11:06 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ |
11:09 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ୱିଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
11:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:17 | ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
11:20 | ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍କୁ ଲେଖନ୍ତୁ (contact@spoken-tutorial.org) |
11:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:35 | ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ରେ ଉପଲବ୍ଧ |
11:39 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |