C-and-Cpp/C3/String-Library-Functions/Oriya
From Script | Spoken-Tutorial
Time | Narration |
00:01 | “Cରେ ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:09 | ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ |
00:11 | କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା |
00:15 | ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି |
00:18 | “ଉବୁଣ୍ଟୁ ଅପରେଟିଂ ସିଷ୍ଟମ୍” ଭର୍ସନ୍ ୧୧.୧୦, |
00:22 | “gcc କମ୍ପାଇଲର୍” ଭର୍ସନ୍ ୪.୬.୧. |
00:27 | ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସର ପରିଚୟରୁ ଆରମ୍ଭ କରିବା |
00:31 | ଏହି ଫଙ୍କସନ୍ସ ଗ୍ରୁପ୍ ଷ୍ଟ୍ରିଙ୍ଗ୍ ଉପରେ ଅପରେସନ୍କୁ ଇମ୍ପ୍ଲିମେଣ୍ଟ କରିବ |
00:36 | ବିଭିନ୍ନ ଅପରେସନ୍ ଯଥା- କପି, କନକେଟନେସନ, ସର୍ଚିଙ୍ଗ ଆଦିକୁ ସପୋର୍ଟ କରିବ |
00:44 | ଆସନ୍ତୁ କିଛି ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ ଦେଖିବା |
00:48 | ଆମ ପାଖରେ “strncpy” ଫଙ୍କସନ୍ ଅଛି |
00:52 | ଏହାର ସିଣ୍ଟାକ୍ସ ହେଲା strncpy(char str1, char str2, ଓ int n); |
01:02 | ଏହି ଷ୍ଟ୍ରିଙ୍ଗ୍ str2 ର ପ୍ରଥମ ଅକ୍ଷର n କ୍ୟାରେକଟରକୁ ଷ୍ଟ୍ରିଙ୍ଗ୍ str1 କୁ କପି କରିବ |
01:09 | ଉଦାହରଣ, char strncpy( char hello, char world, 2); |
01:16 | ଆଉଟପୁଟ୍ ବାହାରିବ Wollo |
01:21 | ଆମ ପାଖରେ ଷ୍ଟ୍ରିଙ୍ଗ୍୨ ରୁ Wo ଅଛି ଏବଂ ବାକି କ୍ୟାରେକଟର୍ସ ଷ୍ଟ୍ରିଙ୍ଗ୍୧ ରୁ ଅଛି |
01:29 | ଏବେ strncmp ଫଙ୍କସନ୍ ଦେଖିବା, ଏହାର ସିଣ୍ଟାକ୍ସ ହେଉଛି strncmp(char str1, char str2, ଓ int n); |
01:42 | ଏହା ପ୍ରଥମେ ଷ୍ଟ୍ରିଙ୍ଗ୍ ୨ ସହିତ ଷ୍ଟ୍ରିଙ୍ଗ୍ ୧ର n କ୍ୟାରେକ୍ଟକୁ ତୁଳନା କରିବ |
01:48 | ଉଦାହରଣ int strncmp(char ice, char icecream, ଓ 2); |
01:55 | ଆଉଟପୁଟ ଶୂନ୍ ହେବ |
01:58 | ଏବେ ଆମେ ଦେଖିବା ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ କେମିତି ବ୍ୟବହାର କରାଯାଏ |
02:02 | ମୁଁ ଆପଣଙ୍କୁ କିଛି ସାଧାରଣ ବ୍ୟବହୃତ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖାଉଛି |
02:07 | ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
02:10 | ମୁଁ ଏହାକୁ ଖୋଲିବି |
02:12 | ଆମ ପାଖରେ ଷ୍ଟ୍ରିଙ୍ଗ୍ length ଫଙ୍କସନ୍ ଅଛି |
02:15 | ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ ନାମ ହେଉଛି strlen.c. |
02:20 | ଏଥିରେ ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା |
02:23 | ଏହି ହେଡର୍ ଫାଇଲ୍ଗୁଡ଼ିକ ହେଲା stdio.h ଏବଂ string.h. |
02:29 | ଏହା ଆମର ମେନ୍() ଫଙ୍କସନ୍ |
02:31 | ଆମ ପାଖରେ ଏକ କ୍ୟାରେକଟର୍ ଭେରିଏବଲ୍ 'arr' ଅଛି |
02:35 | ଏହା 'Ashwini' ଭାଲ୍ୟୁକୁ ଷ୍ଟୋର୍ କରେ |
02:38 | ଆମ ପାଖରେ ଇଣ୍ଟିଜର ଭେରିଏବଲ୍ len1 ଅଛି |
02:42 | strlen ଫଙ୍କସନ୍ ବ୍ୟବହାର କରି ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା |
02:48 | ରେଜଲ୍ଟ 'len1' ରେ ଷ୍ଟୋର୍ ହେବ |
02:52 | ଏହାପରେ ଆମେ ଷ୍ଟ୍ରିଙ୍ଗ୍ ଏବଂ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପ୍ରିଣ୍ଟ୍ କରିବା |
02:56 | ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ |
02:59 | ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
03:01 | ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ |
03:04 | କୀ’ବୋର୍ଡରେ ଏକକାଳୀନ Ctrl, Alt ଓ T କୀ ଦାବନ୍ତୁ |
03:09 | କମ୍ପାଇଲ୍ ପାଇଁ ଟାଇପ କରନ୍ତୁ: "gcc" ସ୍ପେସ୍ "strlen.c" ସ୍ପେସ୍ “-o” ସ୍ପେସ୍ “str1” ଏବଂ ଏଣ୍ଟର ଦାବନ୍ତୁ |
03:19 | (ଡଟ୍ ସ୍ଲାଶ) ./str1. ଟାଇପ କରି ଏଣ୍ଟର ଦାବନ୍ତୁ |
03:24 | ଆଉଟପୁଟ୍ ପ୍ରଦର୍ଶିତ ହେବ |
03:26 | string = Ashwini, Length = 7 |
03:30 | ଆପଣ ଏଠାରେ ୧,୨,୩,୪,୫,୬, ଏବଂ ୭ କୁ ଗଣିପାରିବେ |
03:37 | ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା |
03:40 | ଏଠାରେ string copy ଫଙ୍କସନ୍ ଅଛି |
03:43 | ଦେଖନ୍ତୁ, ଆମ ଫାଇଲ ନାମ ହେଉଛି strcpy.c |
03:48 | ଏଥିରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍କୁ ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି କରିବା |
03:53 | ସୋର୍ସ ଷ୍ଟ୍ରିଙ୍ଗ୍ରେ 'Ice' ଅଛି, ଏହା ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି ହେବ |
03:59 | ଏହା ହେଉଛି ଆମର strcpy ଫଙ୍କସନ୍ |
04:02 | ଏଠାରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍ ଏବଂ ଟାର୍ଗେଟ ଷ୍ଟ୍ରିଙ୍ଗ୍କୁ ପ୍ରିଣ୍ଟ୍ କରିବା |
04:07 | ଆସନ୍ତୁ ଏକଜେକ୍ୟୁଟ୍ କରି ଦେଖିବା |
04:09 | ଟର୍ମିନାଲକୁ ଫେରିଯିବା |
04:11 | କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ: gcc ସ୍ପେସ୍ strcpy.c ସ୍ପେସ୍ ହାଇଫେନ୍ o ସ୍ପେସ୍ str2 ଏବଂ ଏଣ୍ଟର ଦାବନ୍ତୁ |
04:20 | (ଡଟ୍ ସ୍ଲାସ) ./str2 ଟାଇପ୍ କରି ଏଣ୍ଟର ଦାବନ୍ତୁ |
04:24 | ଆଉଟପୁଟ୍ ପ୍ରଦର୍ଶିତ ହେବ: |
04:26 | source string = Ice |
04:29 | target string = Ice |
04:32 | ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା |
04:34 | ଆମେ ଏବେ ଷ୍ଟ୍ରିଙ୍ଗ୍ କମ୍ପେୟାର୍ ଫଙ୍କସନ୍ ଦେଖିବା |
04:37 | ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି strcmp.c |
04:42 | ଏଥିରେ ଆମେ ଦୁଇଟି ଷ୍ଟ୍ରିଙ୍ଗ୍ ର ତୁଳନା କରିବା |
04:46 | ଏଠାରେ କ୍ୟାରେକଟର୍ ଭେରିଏବଲ୍ str1 ଏବଂ str2 ଅଛି |
04:52 | str1 'Ice' ରୂପେ ଭାଲ୍ୟୁ ଏବଂ str2 'Cream' ରୂପେ ଭାଲ୍ୟୁ ଷ୍ଟୋର କରିବ |
04:58 | ଏଠାରେ ଇଣ୍ଟିଜର ଭେରିଏବଲ୍ i ଏବଂ j ଅଛି |
05:03 | ଏଥିରେ ଆମେ strcmp ଫଙ୍କସନ୍ ବ୍ୟବହାର କରି ଷ୍ଟ୍ରିଙ୍ଗ୍ ତୁଳନା କରିବା |
05:08 | ଏଠାରେ ଆମେ str୧ ତୁଳନା କରିବା, ଯାହାହେଉଛି 'Hello' ସହିତ 'Ice' |
05:14 | ରେଜଲ୍ଟ i ରେ ଷ୍ଟୋର ହେବ |
05:16 | ଏଥିରେ ଆମେ ଷ୍ଟ୍ରିଙ୍ଗ୍୨ ତୁଳନା କରିବା, ଯାହା ହେଉଛି 'Cream' ସହିତ 'Cream' |
05:23 | ରେଜଲ୍ଟ j ରେ ଷ୍ଟୋର ହେବ |
05:25 | ଏହାପରେ ଆମେ ଉଭୟ ରେଜଲ୍ଟ ପ୍ରିଣ୍ଟ୍ କରିବା |
05:28 | ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟ୍ମେଣ୍ଟ |
05:31 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
05:33 | ଟର୍ମିନାଲ୍କୁ ଫେରିଯିବା |
05:35 | କମ୍ପାଇଲ କରିବା ପାଇଁ ଟାଇପ କରନ୍ତୁ: gcc ସ୍ପେସ୍ strcmp.c ସ୍ପେସ୍ ହାଇଫେନ୍ o ସ୍ପେସ୍ str3 |
05:46 | ଏଣ୍ଟର ଦାବନ୍ତୁ |
05:47 | ଟାଇପ କରନ୍ତୁ (ଡଟ୍ ସ୍ଲାସ) ./str3 |
05:50 | ଆଉଟପୁଟ୍ ପ୍ରଦର୍ଶିତ ହେବ ୧, ୦ |
05:54 | ପ୍ରୋଗ୍ରାମକୁ ଫେରିଯିବା |
05:56 | ଏଠାରେ ଆମେ ୧ ଓ ଏଠାରେ ୦ ପାଇଛେ |
06:01 | ଆମ ସ୍ଲାଇଡ୍ସକୁ ଫେରିଯିବା |
06:04 | ସଂକ୍ଷିପ୍ତରେ |
06:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, |
06:07 | ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ- |
06:09 | * strlen() |
06:11 | * strcpy() |
06:13 | * strcmp() |
06:14 | * strncpy() |
06:16 | *ଏବଂ strncmp(). |
06:19 | ଏକ ଆସାଇନମେଣ୍ଟ ଭାବେ |
06:21 | ଷ୍ଟ୍ରିଙ୍ଗ୍ 'best' ଏବଂ ଷ୍ଟ୍ରିଙ୍ଗ୍ 'bus' ଯୋଡ଼ିବା ପାଇଁ ଗୋଟିଏ C ପ୍ରୋଗ୍ରାମ ଲେଖନ୍ତୁ |
06:25 | ସଙ୍କେତ: strcat (char str1, char str2); |
06:32 | ଷ୍ଟ୍ରିଙ୍ଗ୍ ଲାଇବ୍ରେରୀରେ ଅନ୍ୟ ଫଙ୍କସନ୍କୁ ମଧ୍ୟ ପରୀକ୍ଷା କରନ୍ତୁ |
06:36 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:39 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:42 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
06:49 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:52 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:56 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ |
07:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:08 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:20 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
07:24 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |