Linux-Old/C2/Synaptic-Package-Manager/Oriya
From Script | Spoken-Tutorial
Time | Narration |
00:00 | |
00:06 | |
00:17 | |
00:24 | |
00:29 | ପ୍ରଥମେ Synaptic package manager ଖୋଲିବା | |
00:36 | |
00:47 | |
00:55 | |
01:06 | |
01:13 | |
01:20 | |
01:29 | ଏଥିପାଇଁ Synaptic Package Manager ୱିଣ୍ଡୋକୁ ଯିବା |
01:36 | Settingକୁ ଯାଇ Preferencesରେ କ୍ଲିକ୍ କରନ୍ତୁ |
01:44 | ପ୍ରୋକ୍ସୀ ସେଟିଙ୍ଗ୍ କନଫିଗର୍ କରିବା ପାଇଁ Networkରେ କ୍ଲିକ୍ କରନ୍ତୁ | |
01:55 | ଏଠାରେ ପ୍ରଦର୍ଶିତ ମାନୁଆଲ୍ ପ୍ରୋକ୍ସୀ କନଫିଗରେଶନ୍ ମୁଁ ବ୍ୟବହାର କରୁଛି | ଆପଣ ନିଜ ପସନ୍ଦର ଅପ୍ସନ୍ ବାଛି Authentication ବଟନ୍ ରେ କ୍ଲିକ୍ କରନ୍ତୁ |
ସ୍କ୍ରୀନ୍ ରେ HTTP Authentication ୱିଣ୍ଡୋ ଦେଖାଦେବ | |
02:21 | ପରିବର୍ତ୍ତନଗୁଡିକର ଲାଗୁ ପାଇଁ “Apply”ରେ କ୍ଲିକ୍ କରନ୍ତୁ | ୱିଣ୍ଡୋ କ୍ଲୋଜ୍ କରିବାକୁ OKରେ କ୍ଲିକ୍ କରନ୍ତୁ | |
02:38 | ଏବେ ପୁଣି “Setting”କୁ ଯାଇ “Repositories”ରେ କ୍ଲିକ୍ କରନ୍ତୁ |
02:46 | ସ୍କ୍ରୀନ୍ ରେ Software Sources ୱିଣ୍ଡୋ ଦେଖାଯିବ |
02:51 | Download From ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ରିପୋଜିଟୋରି ଗୁଡିକର ତାଲିକା ଦେଖିବାକୁ ମାଉସ୍ ବଟନ୍ ଚାପି ଧରନ୍ତୁ | |
03:05 | |
03:12 | ମୁଁ Server for India ବ୍ୟବହାର କରୁଛି | “Software Sources” ୱିଣ୍ଡୋ ବନ୍ଦ କରିବାକୁ Closeରେ କ୍ଲିକ୍ କରନ୍ତୁ | |
03:26 | |
03:34 | ଏଥିପାଇଁ ଟୁଲ୍ ବାର୍ ରେ ଥିବା Reload ବଟନ୍ ରେ କ୍ଲିକ୍ କରନ୍ତୁ | ଏହା କିଛି ସେକେଣ୍ଡ୍ ନେଇପାରେ | ପ୍ୟାକେଜ୍ ଗୁଡିକ ଇଣ୍ଟର୍ନେଟ୍ ମାଧ୍ୟମରେ ଟ୍ରାନ୍ସଫର୍ ହୋଇ ଅପଡେଟ୍ ହେଉଥିବାର ଆମେ ଦେଖିବା | |
03:59 | |
04:14 | |
04:19 | |
04:34 | ସମସ୍ତ ଡିପେଣ୍ଡେନ୍ସିଜ୍ ପ୍ୟାକେଜ୍ ଗୁଡିକୁ ଆପେ ଆପେ ଚିହ୍ନିତ କରିବାକୁ “Mark” ବଟନ୍ ରେ କ୍ଲିକ୍ କରନ୍ତୁ | |
04:46 | |
04:52 | ଇନଷ୍ଟଲେଶନ୍ ଆରମ୍ଭ କରିବାକୁ “Apply” ବଟନ୍ ରେ କ୍ଲିକ୍ କରନ୍ତୁ | |
05:05 | ପୂର୍ବାନୁସାରେ, ଏହା କିଛି ସମୟ ନେଇପାରେ | |
05:25 | |
05:43 | |
06:00 | “Synaptic Package Manager” ୱିଣ୍ଡୋ ବନ୍ଦ କରନ୍ତୁ | |
06:09 | |
06:15 | vlc ମିଡିଆ ପ୍ଲେୟାର୍ ତାଲିକାରେ ଅଛି | ଏହାର ଅର୍ଥ vlc ସଫଳ ଭାବରେ ଇନଷ୍ଟଲ୍ ହୋଇଛି | ସେହିଭଳି, ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଆମେ ଅନ୍ୟ ଆପ୍ଲିକେଶନ୍ସ ଇନଷ୍ଟଲ୍ କରିପାରିବା | |
06:36 | ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଆପ୍ଲିକେଶନ୍ ବା ପ୍ୟାକେଜ୍ କିପରି ଇନଷ୍ଟଲ୍ କରିବା | |
06:51 | ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
ଏହି ବିଷୟରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ | |
07:19 |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |