LibreOffice Suite Writer/C4/Using-track-changes/Oriya

From Script | Spoken-Tutorial
Revision as of 16:31, 31 July 2014 by Devraj (Talk | contribs)

Jump to: navigation, search
Time Narration
00:02 ନମସ୍କାର
00:03 ଲିବର ଅଫିସ୍ ରାଇଟର୍ ର 'ଡକ୍ୟୁମେଣ୍ଟ୍ ଏଡିଟିଙ୍ଗ୍ ବେଳେ ଟ୍ରାକ୍ ଚେଞ୍ଜ୍' ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଲିବର୍ ଅଫିସ୍ Writer ରେ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ କିଭଳି କରାଯାଏ ତାହା ଏହି ଟ୍ୟୁଟୋରିଆଲ୍ ରେ ଜାଣିବେ
00:16 'Record Changes' ଅପ୍ସନ୍ ବ୍ୟବହାର କରି କିଭଳି ଏକ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ ଓ ଏଡିଟ୍ କରିବେ ତାହା ଜାଣିବାକୁ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲନ୍ତୁ
00:26 ଏହି ଫିଚର୍ ବ୍ୟବହାର କରି ଜଣେ ରିଭ୍ୟୁଅର୍ କମେଣ୍ଟ୍ ଦେଇପାରନ୍ତି, ଟେକ୍ସଟ୍ ଆଡ୍ କରିପାରନ୍ତି, ବିଦ୍ୟମାନ ଟେକ୍ସଟ୍ କୁ ଡିଲିଟ୍ ବା ମୋଡିଫାଏ କରିପାରନ୍ତି ଯାହା ଡକ୍ୟୁମେଣ୍ଟ୍ ରେ ସ୍ପଷ୍ଟ ଭାବରେ ଦେଖାଯାଇଥାଏ
00:40 ଏହା ଲେଖକଙ୍କ ଦ୍ୱାରା ସହଜରେ ଦେଖିହୁଏ ଯିଏ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ ଓ ପୁନର୍ବାର କୋଣସି ପରିବର୍ତ୍ତନ କରିବାର ପ୍ରୟାସ ବିନା ଏହି ଏଡିଟ୍ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ କରିପାରିବେ
00:53 ଏବଂ ଫାଇଲ୍ ଟି ସେଭ୍ ହୋଇସାରିବା ପରେ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ ହୋଇଯାଏ
00:57 ଏଗୁଡିକ କିଭଳି କରାଯାଏ ଚାଲନ୍ତୁ ଶିଖିବା
01:02 ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ବ୍ୟବହାର କରୁଛୁ ଏବଂ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪
01:10 ଏଠାରେ ମୁଁ ପୂର୍ବରୁ ପ୍ରସ୍ତୁତ କରି ମୋ ସିଷ୍ଟମ୍ ରେ ସେଭ୍ କରିଥିବା କିଛି ଡକ୍ୟୁମେଣ୍ଟ୍ ବ୍ୟବହାର କରିବି, ଯେପରି-
01:16 * Seven-reasons-to-adopt-FOSS.odt
  • Government-support-for-FOSS-in-India.odt
01:24 ରାଇଟର୍ ଆରମ୍ଭ କରିବା ପାଇଁ Applications - Office - LibreOffice Writer ଉପରେ କ୍ଲିକ୍ କରନ୍ତୁ
01:34 Seven-reasons-to-adopt-FOSS.odt' ଖୋଲିବା
01:41 record changes' ଅପ୍ସନ୍ କୁ ଅନ୍ ରେ ସେଟ୍ କରିବା ପାଇଁ EDIT → CHANGESକୁ ଯାଆନ୍ତୁ ଓ RECORD ଅପ୍ସନ୍ ରେ ଚେକ୍ କରନ୍ତୁ
01:53 SHOW ଅପ୍ସନ୍ ଟି ମଧ୍ୟ ଚେକ୍ ହୋଇଥିବା ଦରକାର . ପରବର୍ତ୍ତୀ ଯେକୌଣସି ଏଡିଟିଙ୍ଗ୍ କୁ ପୃଥକ ଭାବରେ ରେକର୍ଡ କରିବାକୁ ଏହା ସମର୍ଥ କରିବ
02:01 ଡକ୍ୟୁମେଣ୍ଟ୍ ଟିରେ ଏକ ଦ୍ୱିତୀୟ ପଏଣ୍ଟ୍ ଇନ୍ସର୍ଟ୍ କରନ୍ତୁ
02:05 ଆମେ ପଏଣ୍ଟ୍ ନମ୍ବର୍ 2କୁ ଯିବା ଓ “Linux is a virus resistant operating system since each user has a distinct data space and cannot directly access the program files” ଟାଇପ୍ କରିବା
02:36 ଏଣ୍ଟର୍ ଦାବନ୍ତୁ, ଯାହାଫଳରେ ବର୍ତ୍ତମାନର ଦ୍ୱିତୀୟ ପଏଣ୍ଟ୍ ଟି ପଏଣ୍ଟ୍ ନମ୍ବର୍ 3 ହୋଇଯିବ
02:42 ଦେଖନ୍ତୁ, ଟେକ୍ସଟ୍ ଇନ୍ ପୁଟ୍ ନୂଆ ରଙ୍ଗରେ ଆସିଛି
02:46 ଟେକ୍ସଟ୍ ଉପରେ ମାଉସ୍ ଚଲାନ୍ତୁ . ଇନ୍ସର୍ଶନ୍ ତାରିଖ ଓ ସମୟ ସହିତ “Inserted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା
02:55 ଏହିପରି ଡକ୍ୟୁମେଣ୍ଟ୍ ରେ କମେଣ୍ଟ୍ କରିଥିବା ବ୍ୟକ୍ତି ଜଣାପଡିଥା’ନ୍ତି . କମ୍ପ୍ୟୁଟର୍ ୟୁଜର୍ ଭାବରେ ଲିବର୍ ଅଫିସ୍ ଇନଷ୍ଟଲେଶନ୍ ସମୟରେ ପ୍ରଦତ୍ତ ନାମକୁ ଆଧାର କରି ନାମଟି ଦିଆଯାଇଥାଏ
03:08 ପ୍ରଥମ ଧାଡିରେ ଥିବା “avalable”ର ବନାନ ସଂଶୋଧନ କରନ୍ତୁ . ଆପଣ ସଂଶୋଧନଟିକୁ ଲକ୍ଷ୍ୟ କରିବେ
03:17 ପ୍ରଥମ ପଏଣ୍ଟ୍ - “It can be installed on all computers without restriction or needing to pay license fees to vendors”କୁ ଡିଲିଟ୍ କରନ୍ତୁ
03:31 ଲକ୍ଷ୍ୟକରନ୍ତୁ, ଡିଲିଶନ୍ ଟି ପ୍ରକୃତରେ ଧାଡିଟିକୁ ଡିଲିଟ୍ କରିନାହିଁ, ମାତ୍ର ଡିଲିଶନ୍ ପାଇଁ ପରାମର୍ଶ ଦିଆଯାଇଥିବା ଧାଡି ଭାବରେ ଏହାକୁ ଚିହ୍ନଟ କରିଛି
03:39 ଏହା ଉପରେ କର୍ସର୍ ଚଲାଇଲେ ଡିଲିଶନ୍ ତାରିଖ ଓ ସମୟ ସହିତ “Deleted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା
03:49 ଏହିପରି, ଏକ ଡକ୍ୟୁମେଣ୍ଟ୍ ରେ ଟେକ୍ସଟ୍ ଆଡ୍, ଡିଲିଟ୍ ବା ବିଦ୍ୟମାନ ଟେକ୍ସଟ୍ ପରିବର୍ତ୍ତନ କରି ଡକ୍ୟୁମେଣ୍ଟ୍ ର ମୋଡିଫିକେଶନ୍ କରାଯାଇପାରେ
04:00 ଗୋଟିଏ ଡକ୍ୟୁମେଣ୍ଟ୍ କୁ ଏକାଧିକ ବ୍ୟକ୍ତି ଏଡିଟ୍ କରିପାରନ୍ତି
04:04 ଜଣଙ୍କଠାରୁ ଅନ୍ୟ ଜଣେ ରିଭ୍ୟୁଅର୍ ଙ୍କର କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କରିବାରେ ପାଠକଙ୍କୁ ସାହାଯ୍ୟ କରିବା ପାଇଁ LO ରାଇଟର୍ ପ୍ରତ୍ୟେକ ଏଡିଟ୍ କୁ ଭିନ୍ନ ଭିନ୍ନ ରଙ୍ଗରେ ଦର୍ଶାଇଥାଏ
04:13 ଏଡିଟ୍ କରାଯାଇଥିବା ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ରିଭ୍ୟୁଅର୍ ଙ୍କର ନାମ ପ୍ରଦର୍ଶିତ ହେବ
04:19 ମୋର ଜଣେ ସହକର୍ମୀ ଗୁରୁଙ୍କ ଦ୍ୱାରା ପୂର୍ବରୁ ଏଡିଟ୍ କରାଯାଇଥିବା ଏକ ଡକ୍ୟୁମେଣ୍ଟ୍ ଖୋଲି ମୁଁ ଏହାକୁ ପ୍ରଦର୍ଶନ କରିବାକୁ ଯାଉଛି
04:27 “Government-support-for-FOSS-in-India.odt” ଟେକ୍ସଟ୍ ଫାଇଲ୍ ଡକ୍ୟୁମେଣ୍ଟ୍ ଖୋଲନ୍ତୁ
04:35 ଏହି ଡକ୍ୟୁମେଣ୍ଟ୍ ରେ ଅନେକ ଆଡିଶନ୍ ଓ ଡିଲିଶନ୍ ହୋଇଥିବାର ଆମେ ଦେଖିପାରୁଛେ
04:42 ଏହି ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ଗୁରୁଙ୍କ ଦ୍ୱାରା ଆଡିଶନ୍ ଓ ଡିଲିଶନ୍ ହୋଇସାରିଛି ବୋଲି ଏକ ବାର୍ତ୍ତା ଆସିବ
04:52 ତଳେ “CDAC, NIC, NRC-FOSS are institutions of Government of India which develop and promote FOSS” ଲେଖି ଏକ ପଏଣ୍ଟ୍ ଆଡ୍ କରନ୍ତୁ
05:18 ଏହି ଇନ୍ସର୍ଶନ୍ ର ରଙ୍ଗ ଗୁରୁଙ୍କ ଦ୍ୱାରା ହୋଇଥିବା ଏଡିଟ୍ ର ରଙ୍ଗଠାରୁ ଭିନ୍ନ ହୋଇଥିବାର ଆମେ ଦେଖିପାରିବା
05:24 ଏହି ଇନ୍ସର୍ସନ୍ ଉପରେ ମାଉସ୍ ଚଲାଇଲେ ଏକ ବାର୍ତ୍ତା “Inserted: Ranjani” ଆସିବ
05:29 ଏହି ଡକ୍ୟୁମେଣ୍ଟ୍ ଟି ଲେଖକଙ୍କ ପାଖକୁ ଫେରିବା ପୂର୍ବରୁ ଏକାଧିକ ବ୍ୟକ୍ତି ଏହାକୁ ଏଡିଟ୍ କରିପାରିବେ
05:34 ଡକ୍ୟୁମେଣ୍ଟ୍ ଟିକୁ ସେଭ୍ ନକରି କ୍ଲୋଜ୍ କରନ୍ତୁ
05:45 ରିଭ୍ୟୁଅର୍ ଙ୍କ ଦ୍ୱାରା ହୋଇଥିବା ପରିବର୍ତ୍ତନଗୁଡିକ ଲେଖକ କିପରି ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିପାରିବେ ତାହା ଦେଖିବା
05:50 ଏହି “Government-support-for-FOSS-in-India.odt”ଡକ୍ୟୁମେଣ୍ଟ୍ ରେ ମନେକରନ୍ତୁ ମୁଁ ହେଉଛି ଲେଖକ ଓ ଗୁରୁଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡିକ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିବି
06:12 ପଏଣ୍ଟ୍ 2କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା 'reasons' ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Accept Change' କରନ୍ତୁ
06:22 ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ
06:28 ଇନ୍ସର୍ଟ କରାଯାଇଥିବା 'needs' ଟେକ୍ସଟ୍ ରେ ରାଇଟ୍-କ୍ଲିକ୍ କରନ୍ତୁ ଓ 'Accept Change' ଚୟନ କରନ୍ତୁ . ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ନର୍ମାଲ୍ ହୋଇଯିବାର ଆପଣ ଦେଖିବେ
06:39 ଏହିପରି, ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ଉଭୟ ଇନ୍ସର୍ସନ୍ ଓ ଡିଲିଶନ୍ ଏଡିଟ୍ ଗୁଡିକ, ଲେଖକଙ୍କ ଦ୍ୱାରା ଗୃହିତ ହୋଇପାରେ
06:49 ପଏଣ୍ଟ୍ 1କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା “The OpenOffice document standard (ODF) has been notified under this policy” ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Reject change' ଚୟନ କରନ୍ତୁ
07:01 ଏହା ଟେକ୍ସଟ୍ କୁ ନର୍ମାଲ୍ କରିଦିଏ, ଅର୍ଥାତ୍ ରିଭ୍ୟୁଅର୍ ଙ୍କ ଡିଲିଟ୍ କରିବାର ପରାମର୍ଶ ଲେଖକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି
07:09 ପଏଣ୍ଟ୍ 5କୁ ଯାଆନ୍ତୁ ଓ “Government Schools in these states and in Orissa, Karnataka and Tamil Nadu learn Linux”ରେ ରାଇଟ୍-କ୍ଲିକ୍ କରି 'Reject change' ଚୟନ କରନ୍ତୁ
07:24 ରିଭ୍ୟୁଅର୍ ଙ୍କ ଦ୍ୱାରା ଇନ୍ସର୍ଟ୍ ହୋଇଥିବା ଟେକ୍ସଟ୍ କୁ ଏହା ଡିଲିଟ୍ କରିଦିଏ
07:27 ଏହିପରି, ପ୍ରତ୍ୟେକ ଆଡିଶନ୍ ବା ଡିଲିଶନ୍ ଲେଖକଙ୍କ ଦ୍ୱାରା ଗ୍ରହଣ ବା ପ୍ରତ୍ୟାଖ୍ୟାନ କରାଯାଇଥାଏ
07:34 ଶେଷରେ, ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିସାରିବା ପରେ ଆମକୁ EDIT >> CHANGESକୁ ଯାଇ 'Record' ଏବଂ 'Show' ଅପ୍ସନ୍ କୁ ଅନଚେକ୍ କରିବାକୁ ହେବ
07:56 ଅନଚେକ୍ ହେବା ପରେ ଅନ୍ୟ କୌଣସି ଏଡିଟିଙ୍ଗ୍ ପୃଥକ ଭାବେ ଚିହ୍ନିତ ହେବ ନାହିଁ
08:00 ରିଭ୍ୟୁଅର୍ ଙ୍କ ଦ୍ୱାରା ପ୍ରଦତ୍ତ ସବୁ କମେଣ୍ଟ୍ ଅନ୍ତର୍ଭୁକ୍ତ କରିବାକୁ ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିବା ପରେ ଫାଇଲ୍ ସେଭ୍ କରିବାକୁ ଭୁଲନ୍ତୁ ନାହିଁ
08:09 ଏହା ଆମକୁ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ . ଏବେ, ଆସାଇନମେଣ୍ଟ୍
08:16 ଏକ ଡକ୍ୟୁମେଣ୍ଟ୍ ଖୋଲି ରେକର୍ଡ୍ ଚେଞ୍ଜ୍ ମୋଡ୍ ରେ ବନାନ ତ୍ରୁଟି ସଂଶୋଧନ କରନ୍ତୁ
08:25 ମୁଁ ପୂର୍ବରୁ ଏହି ଆସାଇନମେଣ୍ଟ ଏଠାରେ କରିଦେଇଛି
08:31 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ
08:36 ଯଦି ଆପଣଙ୍କର୍ ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ
08:40 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ
08:44 ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ
08:48 ଅଧିକ ବିବରଣୀ ପାଇଁ ଦୟାକରି ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗକୁ ଲେଖନ୍ତୁ
08:54 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ଅଭିଯାନ ଦ୍ୱାରା ସମର୍ଥିତ
09:03 ଅଧିକ ସୂଚନା, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken-tutorial.org/NMEICT-intro) ରେ ଉପଲବ୍ଧ
09:14 ପରିବର୍ତ୍ତନ ପାଇଁ IT ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସମର୍ଥନ ପ୍ରାପ୍ତ ହୋଇଛି

ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଧନ୍ୟବାଦ

Contributors and Content Editors

Devraj, PoojaMoolya, Pradeep