Difference between revisions of "Linux/C2/File-System/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
 
{| border=1
 
{| border=1
 
!Time
 
!Time
! ବିବରଣୀ
+
!Narration
 
|-
 
|-
 
| 0:00
 
| 0:00
Line 7: Line 7:
 
|-
 
|-
 
| 0:04
 
| 0:04
|ମୁଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି.  
+
|ମୁଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି.
 
|-
 
|-
 
| 0:07
 
| 0:07
|ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍ ଗୁଡିକ ସମ୍ବନ୍ଧରେ କିଛି ମୌଳିକ ଧାରଣ ଏହା ଆପଣ ଜାଣନ୍ତି.  
+
|ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍ ଗୁଡିକ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣନ୍ତି.
 
|-
 
|-
 
| 0:13
 
| 0:13
|ଯଦି ଆପଣ ଆଗ୍ରହି ଅଟନ୍ତି, ଏହା http://spoken-tutorial.org  ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି
+
|ଯଦି ଆପଣ ଆଗ୍ରହି , ଏହା http://spoken-tutorial.org  ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ
 
|-
 
|-
 
| 0:25
 
| 0:25
|ଏହା ଧ୍ୟାନ ଦିଏ ଯେ ଲିନକ୍ସ ସେନସିଟିଭ (sensitive) କେସ୍ ଅଟେ.
+
|ଧ୍ୟାନ ଦିଅ ଯେ ଲିନକ୍ସ କେସ୍ ସେନସିଟିଭ (sensitive).
 
|-
 
|-
 
| 0:28
 
| 0:28
|ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ.  
+
|ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ.
 
|-
 
|-
 
| 0:36
 
| 0:36
|ଲିନକ୍ସ ରେ ପ୍ରାୟ ସବୁକିଛି ଏକ ଫାଇଲ୍ ଅଟେ.  
+
|ଲିନକ୍ସ ରେ ପ୍ରାୟ ସବୁକିଛି ଏକ ଫାଇଲ୍ .
 
|-
 
|-
 
| 0:39
 
| 0:39
|ଫାଇଲ୍ କଣ ଅଟେ ? ପ୍ରକୃତରେ ଆମେ ଜାଣୁ ଫାଇଲ୍ ଏହା ଅଟେ ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ.  
+
|ତେଣୁ, ଫାଇଲ୍ କଣ ? ପ୍ରକୃତରେ ଆମେ ଜାଣୁ ଫାଇଲ୍ ଏହା ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ.  
 
|-
 
|-
 
| 0:47
 
| 0:47
|ଏକା ସଦୃଶ, ଏକ ଲିନକ୍ସ ମଧ୍ୟ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ.  
+
|ସେହିଭଳି, ଲିନକ୍ସରେ ଏକ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା .
 
|-
 
|-
 
| 0:53
 
| 0:53
|ପରବର୍ତୀ, ଡାଇରେକ୍ଟ୍ ଟୋରୀ (directory) କଣ ଅଟେ ?
+
|ତାପରେ, ଡାଇରେକ୍ଟ୍ ଟୋରୀ (directory) କଣ ?
 
|-
 
|-
 
| 0:56
 
| 0:56
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ର ସଂଗ୍ରହ ରୁପରେ ବୁଝିବାକୁ ପଡିବ.  
+
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ-ଡାଇରେକ୍ଟ୍ ଟୋରୀଜ (sub-directories) ର ସଂଗ୍ରହ ରୁପରେ ବୁଝିବାକୁ ପଡିବ.  
 
|-
 
|-
 
| 1:02
 
| 1:02
|ଡାଇରେକ୍ଟ୍ ଟୋରୀ (directory) ଆମକୁ ଆମର ଫାଇଲସ୍ (files) ରେ ନିୟମିତ ପ୍ରଥା ରେ ଆୟୋଜନ କରିବା ପାଇଁ ସାହାଜ୍ୟ କରେ.
+
|ଡାଇରେକ୍ଟ୍‌ଟୋରୀ (directory) ଆମକୁ ଆମର ଫାଇଲ (file) ଗୁଡ଼ିକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରେ
 
|-
 
|-
 
| 1:08
 
| 1:08
|ଏହା ଏହିପରି ଅଟେ ଯାହାକୁ ଆମେ ୱିନଡୋଜ  ରେ ଫୋଲଡରସ୍ (folders) କହୁ.
+
|ଏହା ୱିନଡୋଜ୍‌ ର ଫୋଲଡର ପରି
 
|-
 
|-
 
| 1:12
 
| 1:12
|ଏହା ଅନୁମତି ଦିଏ ଅଲଗା ଅଲଗା ୟୂଜରସ୍ ମାନଂକୁ ସେମାନେ ନିଜର ଡାଇରେକ୍ଟ୍ ଟୋରୀଜ (directories) ସହିତ ଫାଇଲସ୍ (files) ରଖିପାରିବେ ଯାହା ଅନ୍ୟମାନେ ପ୍ରବେଶ କିମ୍ବା ପରିବର୍ତନ କରିପାରିବେ ନାହିଁ.  
+
|ଏହା ଅଲଗା ଅଲଗା ୟୂଜରସ୍ ମାନଂକୁ ସେମାନେ ନିଜର ଡାଇରେକ୍ଟ୍ ଟୋରୀଜ (directories) ସହିତ ଫାଇଲସ୍ (files) ରଖିବାକୁ ଅନୁମତି ଦିଏ ଯାହା୍କୁ ଅନ୍ୟମାନେ ପ୍ରବେଶ କିମ୍ବା ପରିବର୍ତନ କରିପାରିବେ ନାହିଁ.  
 
|-
 
|-
 
| 1:20
 
| 1:20
|ଯଦି ସେଠାରେ ଡାଇରେକ୍ଟ୍ ଟୋରୀଜ (directories) ନ ଥାଏ, ସିଷ୍ଟମ ରେ ସବୁ ଫାଇଲସ୍ ଗୁଡିକର ଅଲଗା ଅଲଗା ଅସାଧାରଣ ନାମ ଦେବା ଦରକାର, ଯାହା ଚାଲୁରଖିବା ବହୁତ କଷ୍ଟ ହେବ.  
+
|ଯଦି କୌଣସି ଡାଇରେକ୍ଟ୍ ଟୋରୀ (directories) ନଥାନ୍ତା, ତେବେ ସିଷ୍ଟମ ରେ ସବୁ ଫାଇଲ କୁ ଅଲଗା ଅଲଗା ୟୁନିକ୍‌ ନାମ ଦେବା ଦରକାର ପଡ଼ିଥାନ୍ତା , ଯାହା ବଜାୟ ରଖିବା ବହୁତ କଷ୍ଟ ହେବ.  
 
|-
 
|-
 
| 1:31
 
| 1:31
|ଯଦିଓ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ର ପରିଭାଷା ସେମାନକଂ ସମ୍ଭନ୍ଧରେ ଏକ ସାଧାରଣ ସୁଚନା ଦେବା ପାଇଁ ଠିକ୍ ଅଟେ, କିନ୍ତୁ ଏହା ସେମାନକଂ ପାଇଁ ପୁରା ଠିକ୍ ନୁହେଁ.  
+
|ଯଦିଓ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories)ର ଏହି ପରିଭାଷା ସେଗୁଡ଼ିକ ସମ୍ଭନ୍ଧରେ ଏକ ସାଧାରଣ ଧାରଣା ଦେବା ପାଇଁ ଠିକ୍ , ଏହା କିନ୍ତୁ ପୁରା ଠିକ୍ ନୁହେଁ .  
 
|-
 
|-
 
| 1:42
 
| 1:42
|ଫାଇଲ୍ ର ନାମ ଏବଂ କିଛି ଗୁଣ  କିମ୍ବା ପ୍ରଶାସନିକ ସୁଚନା ଯାହା ଏହାର  କନ୍ଟେଟସ୍ (contents) ର ସହିତ ଅଛି; ଯାହା ସେହି ଫାଇଲ୍ ର ରଚନା/ରୁପନ୍ତର ତାରିଖ ଏବଂ ଏହାର ଅନୁମତି ସମ୍ବନ୍ଧରେ ସୁଚନା ଦିଏ. 
+
|କନ୍ଟେଟସ୍ (contents) ସହିତ ଗୋଟିଏ ଫାଇଲ୍ ର ନାମ ଏବଂ କିଛି properties, ବା “administrative information” ରହିଥାଏ ; ଯେମିତି ସେହି ଫାଇଲ୍ ର ସୃଷ୍ଟି/ରୁପନ୍ତର ତାରିଖ ଏବଂ ଏହାର permissions
 
|-
 
|-
 
| 1:55
 
| 1:55
|ଏହି ସୁଚନା ଫାଇଲ୍ ର inode ରେ ଗଛିତ ଅଛି, ଯାହା ଫାଇଲ୍ ସିଷ୍ଟମ ରେ ଡାଟା ର ଏକ ବିଶେଷ ଅବରୋଧ ଏବଂ ଏଥିରେ ମଧ୍ୟ ଫାଇଲ୍ ର ଲମ୍ଭା ଏବଂ disk ର କେଉଁ ଠାରେ ସଂଚୟ ଅଛି ଅନ୍ତର୍ଭୂକ୍ତ.
+
|ଏହି ସୁଚନା ଫାଇଲ୍ ର inodeରେ ଗଛିତ ଅଛି, ଯାହା ଫାଇଲ୍ ସିଷ୍ଟମ ରେ ଡାଟା ର ଏକ ବିଶେଷ ଅଂଶ ଏବଂ ଏଥିରେ ମଧ୍ୟ ଫାଇଲ୍ ର ଲମ୍ବ ଏବଂ disk ର କେଉଁ ଠାରେ ଏହା ସଂଚୟ ଅଛି ତାହା ଅନ୍ତର୍ଭୂକ୍ତ .
 
|-
 
|-
 
| 2:08
 
| 2:08
|ସିଷ୍ଟମ ଫାଇଲ୍ ର inode ନମ୍ବର୍ କୁ ବ୍ୟବହାର କରେ. ଆମର ସୁବିଧା ପାଇଁ  ଡାଇରେକ୍ଟ୍ ଟୋରୀ (directory) ଆକାର ଫାଇଲ୍ ର ନାମ ଦିଏ, ଯେପରି ଆମକୁ ବହୁତ ନମ୍ବର୍ସ୍ ଠାରୁ ବେଶୀ ନାମ ମନେରଖିବାକୁ ସୁବିଧା ହୋଇଥାଏ.  
+
|ସିଷ୍ଟମ ଫାଇଲ୍ ର inode ନମ୍ବର୍ କୁ ହିଁ ବ୍ୟବହାର କରେ . ଆମର ସୁବିଧା ପାଇଁ  directory structure ଏକ ଫାଇଲ୍ ର ନାମ ଦେଇଥାଏ , ଯେହେତୁ ଆମ ପାଇଁ ଏକ ବଡ଼ ସଂଖ୍ୟା ଠାରୁ ନାମ ମନେରଖିବା ବେଶୀ ସହଜ .  
 
|-
 
|-
 
|2:23
 
|2:23
|ଡାଇରେକ୍ଟ୍ ଟୋରୀ (directory) କୁ ଅତିସରଳ ପରିଭାଷା ରେ ବିରୋଧ କରେ ଯେ, ଏକ ଡାଇରେକ୍ଟ୍ ଟୋରୀ (directory) ବାସ୍ତବରେ ଅନ୍ୟ ଫାଇଲସ୍ କୁ ଗଛିତ କରେ ନାହିଁ, କିନ୍ତୁ ଏହା ନିଜେ ଏକ ଫାଇଲ୍ ଅଟେ ଯାହା ଅନ୍ୟ ଫାଇଲ୍ ଗୁଡିକର inode ଏବଂ ନମବର୍ସ୍ (numbers) ଏବଂ ନାମ କୁ ଧାରଣ କରେ.
+
|directoryର  ଅତିସରଳ ପରିଭାଷା ଠାରୁ ଅଲଗା ଯେ, ଏକ ଡାଇରେକ୍ଟ୍ ଟୋରୀ (directory) ବାସ୍ତବରେ ଅନ୍ୟ ଫାଇଲସ୍ କୁ ଗଛିତ କରେ ନାହିଁ, କିନ୍ତୁ ଏହା ନିଜେ ଏକ ଫାଇଲ୍ , ଯାହା ଅନ୍ୟ ଫାଇଲ୍ ଗୁଡିକର inode ନମବର୍ସ୍ (numbers) ଏବଂ ନାମ କୁ ଧାରଣ କରେ.
 
|-
 
|-
 
| 2:37
 
| 2:37
|ପ୍ରକୃତରେ ଲିନକ୍ସ ରେ ତିନି ପ୍ରକାରର ଫାଇଲସ୍ ଅଛି:
+
|ପ୍ରକୃତରେ ଲିନକ୍ସ ରେ ତିନି ପ୍ରକାରର ଫାଇଲ ଅଛି:
 
|-
 
|-
 
| 2:41
 
| 2:41
| 1 Regular Files or Ordinary files - ଏଥିରେ କେବେଳ ଅଖ୍ୟର ର ଧାର ର ରୁପ ପରି ଡାଟା (data) ଅନ୍ତର୍ଭୁକ୍ତ.  
+
| 1 Regular Files or Ordinary files - ଏଥିରେ characterଗୁଡ଼ିକର stream ରୂପେ କେବେଳ ଡାଟା (data) ଅନ୍ତର୍ଭୁକ୍ତ.  
 
|-
 
|-
 
| 2:48
 
| 2:48
|2 Directories: ଯାହାକି ଆମେ ପୁର୍ବ ସ୍ଲାଇଡ୍  ଗୁଡିକରେ ରେ ଦେଖିଥିଲୁ.  
+
|2 Directories: ଯାହାକି ଆମେ ପୁର୍ବ ସ୍ଲାଇଡ୍  ଗୁଡିକରେ ଦେଖିଥିଲୁ.  
 
|-
 
|-
 
| 2:52
 
| 2:52
|3 Device Files: ସବୁ hardware ଉପକରଣ ଏବଂ ପ୍ରାନ୍ତ ସମ୍ବଂଧିୟ (peripherals) କୁ ଲିନକ୍ସ ରେ ଫାଇଲସ୍ ରୁପରେ ପ୍ରସ୍ତୁତ କରାଯାଇଛି.  
+
|3 Device Files: ସବୁ hardware ଉପକରଣ ଏବଂ peripherals ଲିନକ୍ସ ରେ ଫାଇଲସ୍ ରୂପେ ପ୍ରତିରୂପିତ ହୋ‌ଇଥାଏ .  
 
|-
 
|-
 
| 2:59
 
| 2:59
|ଲିନକ୍ସ ରେ ସବୁ ଉପକରଣ ଯେପରି CD, Harddisk, ଏପରି usb stick ସବୁ କିଛି ଏକ ଫାଇଲ୍ ଅଟେ . କିନ୍ତୁ ଏହା ଏପରି କାହିଁକି ? ଏହା ଏହି ଉପକରଣ କୁ ସାଧାରଣ ଫାଇଲ୍ ଗୁଡିକ ପରି ସମାନ ରୁପରେ ଲେଖିବାକୁ ଏବଂ ପଡିବାକୁ ସାହାଜ୍ୟ କରେ.  
+
|ଲିନକ୍ସ ରେ ସବୁ ଉପକରଣ ଯେପରି CD, Harddisk, ଏପରିକି USB stick, ସବୁ କିଛି ଏକ ଏକ ଫାଇଲ୍ . କିନ୍ତୁ ଏହା ଏପରି କାହିଁକି ? ଏହା ଏହି ଉପକରଣଗୁଡିକୁ ସାଧାରଣ ଫାଇଲ୍ ଗୁଡିକ ପରି ସମାନ ରୁପେ ଲେଖିବା ଓ ପଢ଼ିବାରେ ସାହାଜ୍ୟ କରେ.  
 
|-
 
|-
 
| 3:15
 
| 3:15
|ଲିନକ୍ସ ରେ ସବୁ ଫାଇଲସ୍ ସମ୍ବଂଧିତ ଅଟେ, ସଂଖେପରେ, ସେମାନେ ଆମ ଭଳି ଏକ ପରିବାର ପରି ଅଟନ୍ତି.  
+
|ଲିନକ୍ସ ରେ ସବୁ ଫାଇଲସ୍ ସମ୍ବଂଧିତ , ସଂକ୍ଷେପରେ, ସେମାନେ ଆମ ଭଳି ଏକ ପରିବାର ପରି .
 
|-
 
|-
 
| 3:22
 
| 3:22
|ଡାଇରେକ୍ଟ୍ ଟୋରୀ (directory) ରେ ଅନ୍ତର୍ଭୁକ୍ତ କିଛି ଫାଇଲସ୍ ଏବଂ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ର ସମ୍ପର୍କ ଅଭିଭାବକ ଏବଂ ପିଲା ପରି ଅଟେ. ଏହା ଲିନକ୍ସ ଫାଇଲ୍ ସିଷ୍ଟମ ଟ୍ରି (tree) କୁ ଜନ୍ମ ଦିଏ.  
+
|ଡାଇରେକ୍ଟ୍ ଟୋରୀ (directory) ରେ ଅନ୍ତର୍ଭୁକ୍ତ କିଛି ଫାଇଲସ୍ ଏବଂ ଉପ-ଡାଇରେକ୍ଟ୍ ଟୋରୀଜ (sub-directories) ର ସମ୍ପର୍କ parent – child ସମ୍ପର୍କ ଭଳି . ଏହା Linux File System Tree ସୃଷ୍ଟି କରିଥାଏ .  
 
|-
 
|-
 
| 3:34
 
| 3:34
|ସବୁଠାରୁ ଉପରେ ରୂଟ୍ (root) ଅଟେ ଯେପରି frontslash / ଦ୍ବାରା ସୁଚାଇ ଦିଆଯାଏ. ଏହା ସବୁ ଅନ୍ୟ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) କୁ ଅନ୍ତର୍ଭୁକ୍ତ କରେ.  
+
|ସବୁଠୁଁ ଉପରେ frontslash( /) ଦ୍ବାରା ସୂଚିତ root  ଥାଏ . ଏହା ସମସ୍ତ ଅନ୍ୟ ଫାଇଲସ୍ ଏବଂ directories କୁ ଅନ୍ତର୍ଭୁକ୍ତ କରେ.  
 
|-
 
|-
 
| 3:42
 
| 3:42
|ଯଦି ଆମେ ଠିକ୍ ରାସ୍ତା  ଜାଣୁ, ତେବେ ଏହା ଆମକୁ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯିବା ପାଇଁ ସାହାଜ୍ୟ କରେ.
+
|ଯଦି ଆମେ ସଠିକ୍ path ଜାଣୁ , ଏହା ଆମକୁ ଏକ ଫାଇଲ୍ କିମ୍ବା directoryରୁ ଅନ୍ୟ ଫାଇଲ୍ କିମ୍ବା directoryରୁ କୁ ଯିବାରେ ସାହାଜ୍ୟ କରେ.
 
|-
 
|-
 
| 3:51
 
| 3:51
|ଯେପରି ଆମେ ଲିନକ୍ସ ଫାଇଲ୍ ସିଷ୍ଟମ ରେ କାମ କରୁ, ଏଥିରୁ ଜଣା ପଡେ ଯେ ଆମେ ଟ୍ରି (tree) ସହିତ ଆଗକୁ ଯାଉଛୁ.  
+
|ଯେବେ ଆମେ ଲିନକ୍ସ ଫାଇଲ୍ ସିଷ୍ଟମ ରେ କାମ କରୁ , ଆମକୁ ଲାଗେ ଯେମିତି ଆମେଏହି ଟ୍ରି (tree) ରେ ଆଗକୁ ଯାଉଛୁ.
 
|-
 
|-
 
| 3:56
 
| 3:56
|ଏକ କମାଣ୍ଡ ଏବଂ ଆପଣ ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ teleported ହୋଇଯାଏ.
+
|ଏକ କମାଣ୍ଡ ଦ୍ୱାରା ତୁମେ ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ teleported ହୋଇଯାଅ .
 
|-
 
|-
 
| 4:01
 
| 4:01
|Sounds ଆନଂଦ ଦାୟକ ! ସତରେ ଏହା ଅଟେ. ଯେପରି ଆମେ ଦେଖିବା.  
+
|ଆକର୍ଷଣୀୟ ଲାଗୁଛି ! ବାସ୍ତବିକ୍‌ ଏହା ଏମିତି . ଯେପରି ଆମେ ଦେଖିବା.  
 
|-
 
|-
 
| 4:05
 
| 4:05
|ଯେବେ ଆମେ ଲିନକ୍ସ ସିଷ୍ଟମ ରେ ଲୋଗ-ଇନ୍ (login) କରନ୍ତି ଆମେ ସ୍ବାଭାବିକ ଭାବରେ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ଅଛୁ.
+
|ଯେବେ ଆମେ ଲିନକ୍ସ ସିଷ୍ଟମ ରେ ଲୋଗ-ଇନ୍ (login) କରୁ , ଆମେ by default home directoryରେ ଅଛୁ.
 
|-
 
|-
 
| 4:11
 
| 4:11
Line 106: Line 106:
 
|-
 
|-
 
| 4:13
 
| 4:13
|ଉବଣ୍ଟୁ ରେ ଟର୍ମିନାଲ୍ କୁ ଆରମ୍ଭ କରିବା ପାଇଁ Ctrl+alt+T ସାହାଜ୍ୟ କରେ.
+
|ଉବଣ୍ଟୁ ରେ ଟର୍ମିନାଲ୍ କୁ ଆରମ୍ଭ କରିବା ପାଇଁ Ctrl+alt+T ସାହାଜ୍ୟ କରେ .
 
|-
 
|-
 
| 4:17
 
| 4:17
|ଏହି କମାଣ୍ଡ ସବୁ ୟୁନିକ୍ସ୍ ସିଷ୍ଟମ (unix system) ରେ କାମ କରି ନ ପାରେ. ଟର୍ମିନାଲ୍ କୁ  ଖୋଲିବା ପାଇଁ ଏକ ସାମାନ୍ୟ ପ୍ରକ୍ରିୟI ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖା ହୋଇଛି.  
+
|ଏହି କମାଣ୍ଡ ସବୁ ୟୁନିକ୍ସ୍ ସିଷ୍ଟମ (unix system) ରେ କାମ କରି ନ ପାରେ . ଟର୍ମିନାଲ୍ କୁ  ଖୋଲିବା ପାଇଁ ଏକ general procedure ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖା କରାଯାଇଛି.  
 
|-
 
|-
 
| 4:27
 
| 4:27
|ହୋମ୍-ଡାଇରେକ୍ଟ୍ ଟୋରୀ (home directory) କୁ ଦେଖିବା ପାଇଁ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "echo space dollar H-O-M-E in capital" ଏବଂ ଏନ୍ଟର୍ ଦବାଅ.
+
| home directory କୁ ଦେଖିବା ପାଇଁ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "echo space dollar H-O-M-E capital ରେ" ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 4:40
 
| 4:40
|ଏହା ଆମ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ର ପାଥ୍ ନେମ୍ (pathname) ଦିଏ.  
+
|ଏହା ଆମ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ର ପାଥ୍ ନେମ୍ (pathname) ଦିଏ.
 
|-
 
|-
 
| 4:44
 
| 4:44
|ଆମେ ଏକ  ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯାଇପାରିବା.  
+
|ଆମେ ଗୋଟିଏ ଡାଇରେକ୍ଟ୍ ଟୋରୀ (directory)ରୁ ଅନ୍ୟକୁ ଯାଇପାରିବା.  
 
|-
 
|-
 
| 4:47
 
| 4:47
|କିନ୍ତୁ ଯେକୌଣସି ସମୟରେ ଆମେ କୌଣସି ଏକ ଡାଇରେକ୍ଟ୍ ଟୋରୀ (directory) ରେ ରହିପାରିବା ଏବଂ ଏହି ଡାଇରେକ୍ଟ୍ ଟୋରୀ (directory) କୁ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କିମ୍ବା ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (working directory) କହନ୍ତି. ଏବେ ସ୍ଲାଇଡ୍ ଗୁଡିକ ର ପଛକୁ ଯିବା.  
+
|କିନ୍ତୁ କୌଣସି ଏକ ସମୟରେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ directoryରେ ହିଁ ରହିପାରିବା ଏବଂ ଏହି directoryକୁ current directory ବା working directory କହନ୍ତି . ଏବେ ସ୍ଲାଇଡ୍ ଗୁଡିକ ର ପଛକୁ ଯିବା .  
 
|-
 
|-
 
| 4:56
 
| 4:56
|pwd କମାଣ୍ଡ୍ ଆମକୁ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା ପାଇଁ ସାହାଜ୍ୟ କରେ . pwd ପ୍ରେଜେଣ୍ଟ ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (present working directory) ପାଇଁ ଦଣ୍ଡାୟମାନ.  
+
|pwd କମାଣ୍ଡ୍ ଆମକୁ current directoryକୁ ଦେଖିବା ପାଇଁ ସାହାଜ୍ୟ କରେ . pwd ଅର୍ଥ present working directory .  
 
|-
 
|-
 
| 5:03
 
| 5:03
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ବର୍ତମାନ ଏହା ଆମର ପ୍ରେଜେଣ୍ଟ ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (present working directory) ଅଟେ.
+
|command promptରେ "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ବର୍ତମାନ ଏହା ଆମର present working directory .
 
|-
 
|-
 
| 5:13
 
| 5:13
|ଆମେ କହିଛେ ଯେ ଆମେ ଏକ ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯାଇପାରିବା.  
+
|ଆମେ କହିଛେ ଯେ ଆମେ ଏକ ଡାଇରେକ୍ଟ୍ ଟୋରୀ (directory)ରୁ ଅନ୍ୟ କୁ ଯାଇପାରିବା.  
 
|-
 
|-
 
| 5:17
 
| 5:17
|କିନ୍ତୁ ଆମେ କିପରି କରୁଁ ? ଏହା ପାଇଁ ଆମର ପାଖରେ cd କମାଣ୍ଡ୍ ଅଛି.
+
|କିନ୍ତୁ ଏହା ଆମେ କିପରି କରିବା ? ଏପାଇଁ ଆମର ପାଖରେ cd କମାଣ୍ଡ୍ ଅଛି.
 
|-
 
|-
 
| 5:22
 
| 5:22
|ଯେଉଁ ଡାଇରେକ୍ଟ୍ ଟୋରୀ (directory) କୁ ଆପଣ ଯିବା ପାଇଁ ଚାହୁଁଛ, ତାହାର ପାଥ୍ ନେମ୍ (pathname) ଟାଇପ୍ କରିବା ପରେ cd କମାଣ୍ଡ୍ ଟାଇପ୍ କର.
+
|ଯେଉଁ directoryକୁ ତୁମେ ଯିବାକୁ ଚାହୁଁଛ, cd କମାଣ୍ଡ୍ ପରେ ତାହାର pathname  ଟାଇପ୍ କର.
 
|-
 
|-
 
| 5:28
 
| 5:28
|ଚାଲ ପୁଣିଥରେ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "pwd" ଟାଇପ୍ କରକି ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା ଏବଂ entar ଦବାଅ.  
+
|ଚାଲ ପୁଣିଥରେ, command prompt ରେ "pwd" ଟାଇପ୍ କରି ଆମର current directory କୁ ଦେଖିବା ଏବଂ entar ଦବାଅ .  
 
|-
 
|-
 
|5:37
 
|5:37
|ତେଣୁ, ଏବେ ଆମେ ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛୁ.   
+
|ତେଣୁ, ଏବେ ଆମେ ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ଥିତ ଅଛୁ.   
 
|-
 
|-
 
| 5:41
 
| 5:41
|ବର୍ତମାନ କୁହ, ଆମେ slash usr directory କୁ ଯିବା ପାଇଁ ଚାହୁଁ. ତେଣୁ "cd space slash usr" ଟାଇପ୍ କର. ମନେରଖ ଏଠାରେ ଲିନକ୍ସ ରେ ସ୍ଲାଶ୍ (slash) ମାନେ ଫ୍ରଣ୍ଟ ସ୍ଲାଶ୍  (front slash) ଏବଂ ଏନ୍ଟର୍ ଦବାଅ.
+
|ବର୍ତମାନ ଧର , ଆମେ slash usr directory କୁ ଯିବାକୁ ଚାହୁଁ. ତେଣୁ "cd space slash usr" ଟାଇପ୍ କର . ଏଠାରେ ମନେରଖ ଲିନକ୍ସ ରେ ସ୍ଲାଶ୍ (slash) ମାନେ ଫ୍ରଣ୍ଟ ସ୍ଲାଶ୍  (front slash) . ଏବେ ଏନ୍ଟର୍ ଦବାଅ.
 
|-
 
|-
 
| 5:56
 
| 5:56
|ଏବେ, ଆମେ ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା.  
+
|ଏବେ ଚାଲ ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା. "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ
 
|-
 
|-
 
| 6:03
 
| 6:03
|ହଁ ଆମେ slash usr directory କୁ ଚାଲିଯାଇଛୁ.  
+
|ହଁ , ଆମେ slashusr directory କୁ ଚାଲିଯାଇଛୁ .  
 
|-
 
|-
 
| 6:08
 
| 6:08
|ଏଠାରେ ଅସୁବିଧା ହେଲା କି ପାଥ୍ ନେମ୍ (pathname) ବହୁତ ଲମ୍ବା ହୋଇପାରିବ, କାରଣ ଏଗୁଡିକ Absolute Pathnames ଅଟେ ଯାହାକି ମୁଳ ଡାଇରେକ୍ଟ୍ ଟୋରୀ  (directory) ଠାରୁ ଆରମ୍ଭ କରି ପୁରା ପାଥ (entire path) ର ତାଲିକା ଦିଏ.
+
|ଏଠାରେ ଅସୁବିଧା ହେଲା କି ପାଥ୍ ନେମ୍ (pathname) ବହୁତ ଲମ୍ବା ହୋଇପାରେ . କାରଣ ଏଗୁଡିକ Absolute Pathnames , ଯାହାକି root directory ଠାରୁ ଆରମ୍ଭ କରି ପୁରା ପାଥ (entire path) ର ତାଲିକା ଦିଏ .
 
|-
 
|-
 
| 6:18
 
| 6:18
|ଏହା ପରିବର୍ତେ ଆମେ ରେଲେଟିବି ପାଥ୍ ନେମେସ୍ (Relative pathnames) ର ବ୍ୟବହାର କରିପାରୁ ଯାହା କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ଠାରୁ ଆରମ୍ଭ ହୁଏ.  
+
|ଏହା ପରିବର୍ତେ ଆମେ Relative pathnames ର ବ୍ୟବହାର କରିପାରିବା ଯାହା current directory ଠାରୁ ଆରମ୍ଭ ହୁଏ.  
 
|-
 
|-
 
| 6:23
 
| 6:23
|ଏଠାରେ ଆମେ ଦୁଇଟି ବିଶେଷ ଗୁଣ କୁ ଜାଣିବା ପାଇଁ ଆବଶ୍ୟକ. dot ଯାହା କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦର୍ଶାଏ ଏବଂ dot dot ଯାହା କରେନ୍ଟ୍  ଡାଇରେକ୍ଟ୍ ଟୋରୀ ପରେନ୍ଟ୍  ଡାଇରେକ୍ଟ୍ ଟୋରୀ (parent directory) କୁ ଦର୍ଶାଏ.  
+
|ଏଠାରେ ଆମେ ଦୁଇଟି special characters କୁ ଜାଣିବା ଆବଶ୍ୟକ .dot ଯାହା current directory କୁ ଦର୍ଶାଏ ଏବଂ dot dot ଯାହା current directory ର parent directory କୁ ଦର୍ଶାଏ .  
 
|-
 
|-
 
| 6:36
 
| 6:36
Line 166: Line 166:
 
|-
 
|-
 
| 6:40
 
| 6:40
|କୌଣସି ଯୁକ୍ତି ବିନା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ର ପଛକୁ ଯିବା ପାଇଁ cd କମାଣ୍ଡ୍ ର ବ୍ୟବହାର କରୁଛେ.
+
|home directoryକୁ ଫେରିବା ପାଇଁ କୌଣସି argument ବିନା cd କମାଣ୍ଡ୍ ର ବ୍ୟବହାର କରାଯାଏ .
 
|-
 
|-
 
| 6:46
 
| 6:46
Line 172: Line 172:
 
|-
 
|-
 
| 6:51
 
| 6:51
|ବର୍ତମାନ pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖି ପାରିବା.  
+
|ବର୍ତମାନ pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖି ପାରିବା.  
 
|-
 
|-
 
| 6:55
 
| 6:55
|ତେଣୁ ବର୍ତମାନ ଆମେ ଫେରିଛୁ ଆମର ହୋମ୍ ଡାଇରେକ୍ଟ୍ ଟୋରୀ କୁ (home directory) /home/gnuhata [ narration- slash home slash gnuhata ]   
+
|ତେଣୁ, ବର୍ତମାନ ଆମେ ଫେରିଛୁ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ /home/gnuhata[ narration- slash home slash gnuhata ]   
 
|-
 
|-
 
| 7:01
 
| 7:01
|ଏବେ ଚାଲ ଆମେ ମ୍ୟୁଜିକ୍ ଡାଇରେକ୍ଟ୍ ଟୋରୀ (home directory) କ୍ ଯିବା. କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space Music(M in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଏବେ ଚାଲ ମ୍ୟୁଜିକ୍ ଡାଇରେକ୍ଟ୍ ଟୋରୀ କ୍ ଯିବା . କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space Music (M in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 7:13
 
| 7:13
|ବର୍ତମାନ pwd command ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଦେଖ ଆମେ /home/gnuhata/Music କୁ ଯାଇଛୁ.  
+
|ବର୍ତମାନ pwd command ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ପରୀକ୍ଷା କର. Pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଦେଖ, ଆମେ /home/gnuhata/Music କୁ ଯାଇଛୁ.  
 
|-
 
|-
 
| 7:26
 
| 7:26
|ବର୍ତମାନ ମ୍ୟୁଜିକ୍ (music) ଠାରୁ ପେରେନ୍ଟ୍ ଡାଇରେକ୍ଟ୍ ଟୋରୀ (parent directory) କୁ ଯିବା. ଏହା ପାଇଁ ଆପଣଂକୁ cd command ସହିତ dot dot ବ୍ୟବହାର କରିବାକୁ ପଡିବ.  
+
|ବର୍ତମାନ, ମ୍ୟୁଜିକ୍ (music)ଠାରୁ parent directory କୁ ଯିବା . ଏହା ପାଇଁ ତୁମକୁ cd command ସହିତ dot dot ବ୍ୟବହାର କରିବାକୁ ପଡିବ.  
 
|-
 
|-
 
| 7:33
 
| 7:33
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot dot ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot dot ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 7:40
 
| 7:40
|ବେ pwd ଟାଇପ୍ କରି ଆମର ବର୍ତମାନ ଡାଇରେକ୍ଟ୍ ଟୋରୀ (directory) କୁ ନିୟନ୍ତ୍ରଣ କର. ଆମେ ପୁଣିଥରେ  /home/gnuhata ରେ ଅଛୁ.  
+
|ଏବେ pwd ଟାଇପ୍ କରି ଆମର present directory ପରୀକ୍ଷା କର . ଆମେ ପୁଣିଥରେ  /home/gnuhata ରେ ଅଛୁ.  
 
|-
 
|-
 
| 7:51
 
| 7:51
|ବର୍ତମାନ ଚାଲ dot ର ବ୍ୟବହାର କରି କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ର ସବ୍ ଡାଇରେକ୍ଟ୍ ଟୋରୀ (subdirectory) କୁ ଯିବା.   
+
|ବର୍ତମାନ ଚାଲ dot ର ବ୍ୟବହାର କରି current directoryର subdirectory କୁ ଯିବା .   
 
|-
 
|-
 
| 7:58
 
| 7:58
Line 199: Line 199:
 
|-
 
|-
 
| 8:09
 
| 8:09
|pwd ଟାଇପ୍ କରି ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. ଆମେ /home/gnuhata/Documents ରେ ଅଛୁ.  
+
|pwd ଟାଇପ୍ କରି ଆମର current directory କୁ ଯାଅ . ଆମେ /home/gnuhata/Documents ରେ ଅଛୁ.  
 
|-
 
|-
 
| 8:19
 
| 8:19
|ଏବେ ctrl+ L ଦବାଇ ସ୍କ୍ରିନ୍ (screen) କୁ ମୁଁ କ୍ଲିଅର୍ (clear) କରୁଛି.  ତେଣୁ ଆପଣ ପରିଷ୍କାର ଦେଖିପାରିବେ.  
+
|ଏବେ ctrl+ L ଦବାଇ ସ୍କ୍ରିନ୍ (screen) କୁ ମୁଁ କ୍ଲିଅର୍ (clear) କରୁଛି.  ଫଳରେ ଆପଣ ପରିଷ୍କାର ଦେଖିପାରିବେ.  
 
|-
 
|-
 
| 8:23
 
| 8:23
|cd command ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଆଉଥରେ ଯାଅ. cd ଟାଇପ୍ କର ଏବଂ ଏନ୍ଟର୍ ଦାବାଅ.  
+
|cd command ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଫେରିଯାଅ . cd ଟାଇପ୍ କର ଏବଂ ଏନ୍ଟର୍ ଦାବାଅ .
 
|-
 
|-
 
| 8:32
 
| 8:32
|ପୁଣି pwd command ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. ଆମେ /home/gnuhata କୁ ଆଉଥରେ ଆସିଛୁ.  
+
|ପୁଣି pwd command ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ଯାଅ. ଆମେ /home/gnuhata କୁ ଫେରିଆସିଛୁ.  
 
|-
 
|-
 
| 8:41
 
| 8:41
|ଆମେ ଏକ ରିଲେଟିଭ୍ ପାଥ୍ (relative path) ରେ ଯେକୌଣସି dot dot କୁ ଯୋଡି ପାରିବା ଯାହା slash ଦ୍ବାର ଅଲଗା ହୁଏ.  
+
|ଆମେ ଏକ ରିଲେଟିଭ୍ ପାଥ୍ (relative path) ରେ ଯେକୌଣସି ସଂଖ୍ୟକ dot dot (..) slash ଦ୍ବାର ଅଲଗା କରି ଯୋଡି ପାରିବା .  
 
|-
 
|-
 
| 8:47
 
| 8:47
|ଏହି ସ୍ଲାଇଡ୍ (slide) ରେ, ଆମେ ଫାଇଲ୍ ସିଷ୍ଟମ (file system) ର ଅନୁକ୍ରମ ଦେଖି ପାରିବା. Root କିମ୍ବା slash (/) ସବୁଠାରୁ ଉପରେ. ରୂଟ୍ (root) ଅଧିନରେ ଦୁଇଟି sub-directories ଅଛି: ହୋମ୍ ଏବଂ ବିନ୍ (home and bin). ୟୁଜରନେମ୍ (username), ଏଠାରେ gnuhata ନାମକ ଡାଇରେକ୍ଟ୍ ଟୋରୀ (directory), ହୋମ୍ (home) ଅଧିନରେ ଏକ sub-directory ଅଟେ.  
+
|ଏହି ସ୍ଲାଇଡ୍ (slide) ରେ, ଆମେ file system hierarchy ଦେଖି ପାରିବା . Root କିମ୍ବା slash (/) ସବୁଠାରୁ ଉପରେ. ରୂଟ୍ (root) ଅଧିନରେ ଦୁଇଟି sub-directories ଅଛି: ହୋମ୍ ଏବଂ ବିନ୍ (home and bin). ୟୁଜରନେମ୍ (username), ଏଠାରେ gnuhata ନାମକ ଡାଇରେକ୍ଟ୍ ଟୋରୀ (directory), ହୋମ୍ (home) ଅଧିନରେ ଏକ sub-directory ଅଟେ.  
 
|-
 
|-
 
| 9:05
 
| 9:05
|ତେଣୁ ଏବେ, ଆମେ /home/gnuhata ରେ ଅଛୁ. ବର୍ତମାନ ଆମେ ବିନ୍ ଡାଇରେକ୍ଟ୍ ଟୋରୀ (bin directory) କୁ କପରି ଯିବା?  
+
|ତେଣୁ ଏବେ, ଆମେ /home/gnuhata ରେ ଅଛୁ . ବର୍ତମାନ ଆମେ ବିନ୍ ଡାଇରେକ୍ଟ୍ ଟୋରୀ (bin directory) କୁ କପରି ଯିବା?  
 
|-
 
|-
 
| 9:12
 
| 9:12
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ ଟାଇପ୍ କର "cd space dot dot slash dot dot slash bin" ଏବଂ ଏନ୍ଟର୍ ଦବାଅ.  
+
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ ଟାଇପ୍ କର "cd space dot dot slash dot dot slash bin" ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 9:23
 
| 9:23
|pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. ଆମେ  slash bin ରେ ଅଛୁ.  
+
|pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ପରୀକ୍ଷା କର. ଆମେ  slash bin ରେ ଅଛୁ.  
 
|-
 
|-
 
| 9:30
 
| 9:30
|ପ୍ରଥମ dot dot ଆମକୁ slash home slash gnuhata ଠାରୁ slash home କୁ ନେଇ ଯାଏ.   
+
|ପ୍ରଥମ dot dot ଆମକୁ slash home slash gnuhata ଠାରୁ slash home କୁ ନେଇଯାଏ.   
 
|-
 
|-
 
| 9:37
 
| 9:37
|ପରବର୍ତୀ ଆମକୁ slash home ଠାରୁ ରୂଟ୍ (root) କୁ ନେଇଯାଏ .  
+
|ତା’ପରଟି ଆମକୁ slash home ଠାରୁ ରୂଟ୍ (root) କୁ ନେଇଯାଏ .
 
|-
 
|-
 
| 9:43
 
| 9:43
|ବର୍ତମାନ slash or root ଠାରୁ ଆମେ /bin directory କୁ ଯାଇଛୁ .  
+
|ବର୍ତମାନ slash ବା root ଠାରୁ ଆମେ /bin directory କୁ ଯାଇଛୁ .
 
|-
 
|-
 
| 9:48
 
| 9:48
|cd କମାଣ୍ଡ୍ ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଆଉଥରେ ଯିବା.  
+
|cd କମାଣ୍ଡ୍ ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଫେରିଯିବା.
 
|-
 
|-
 
| 9:52
 
| 9:52
|ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବା ପାଇଁ ଆମେ mkdir କମାଣ୍ଡ୍ ର ବ୍ୟବହାର କରୁ.
+
|ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବା ପାଇଁ ଆମେ mkdir କମାଣ୍ଡ୍ ର ବ୍ୟବହାର କରୁ .
 
|-
 
|-
 
| 9:56
 
| 9:56
|ଆପଣ କମାଣ୍ଡ୍ ଏବଂ ଡାଇରେକ୍ଟ୍ ଟୋରୀ (directory) ର ନାମ ତିଆରି କରିବାକୁ ଏହା କୁ ଟାଇପ୍ କରିବାକୁ ହୁଏ ଏବଂ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ଅଧିନରେ ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି ହୋଇପାରିବ.  
+
|ତୁମକୁ କମାଣ୍ଡ୍ ଏବଂ ତିଆରି କରିବାକୁ ଥିବା ଡାଇରେକ୍ଟ୍ ଟୋରୀ (directory) ର ନାମ ଟାଇପ୍ କରିବାକୁ ହେବ , ଏବଂ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ଅଧିନରେ ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି ହୋଇଯିବ.  
 
|-
 
|-
 
| 10:04
 
| 10:04
Line 247: Line 247:
 
|-
 
|-
 
| 10:15
 
| 10:15
|ଏହା ସଫଳପୁର୍ବକ testdir ଡାଇରେକ୍ଟ୍ ଟୋରୀ (directory) ତିଆରି କରେ.  
+
|ଏହା ସଫଳପୁର୍ବକ testdir ଡାଇରେକ୍ଟ୍ ଟୋରୀ (directory) ତିଆରି କରେ .  
 
|-
 
|-
 
| 10:19
 
| 10:19
|ଧ୍ୟାନ ଦିଏ, ସେଠାରେ ଡାଇରେକ୍ଟ୍ ଟୋରୀ (directory) ସଫଳପୁର୍ବକ ତିଆରି ହେବା ଏବଂ ମିଟାଇ ଦେବା ର କୌଣସି ସ୍ପଷ୍ଟ ସୁଚନା ମିଳି ନ ଥାଏ.  
+
|ଧ୍ୟାନ ଦିଅ ଯେ, ଡାଇରେକ୍ଟ୍ ଟୋରୀ (directory)ସଫଳପୁର୍ବକ ତିଆରି ଏବଂ ହଟାଇବା ର କୌଣସି explicit notification (ସ୍ପଷ୍ଟ ସୁଚନା) ନ ଥାଏ.  
 
|-
 
|-
 
| 10:25
 
| 10:25
|ଯଦି ଆପଣ କୌଣସି ଏରର୍ ମେସଜ୍ (error message) ନ ପାଆନ୍ତି, ତେବେ ସୁଚାଏ କି ଏହା ସଫଳପୁର୍ବକ କାର୍ଯକାରୀ.   
+
|ଯଦି ତୁମେ କୌଣସି ଏରର୍ ମେସଜ୍ (error message) ନ ପାଅ , ତେବେ ଏହା ସଫଳପୁର୍ବକ execution (କାର୍ଯକାରୀ) ସୁଚାଏ .   
 
|-
 
|-
 
| 10:30
 
| 10:30
|ଟ୍ରି (tree) ରେ ଯେକୌଣସି ଡାଇରେକ୍ଟ୍ ଟୋରୀ (directory) ତିଆରି କରିବା ପାଇଁ ଆମେ ରେଲେଟିଭ୍ (relative) କିମ୍ବା ଅବସେଲୁଟ୍ ପାଥନେମ୍ (absolute pathname) ର ବ୍ୟବହାର କରିପାରିବା.  
+
|ଟ୍ରି (tree) ରେ ଯେକୌଣସି ସ୍ଥାନରେ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବାକୁ ଆମେ relative କିମ୍ବା absolute pathname ର ବ୍ୟବହାର କରିପାରିବା, ଯଦି ଆମ ପାଖରେ ତାହା କରିବାକୁ permission ଅଛି ଓ ସେହି ନାମରେ କୌଣସି directory ଏବେ ସୁଦ୍ଧା ନାହିଁ .  
 
|-
 
|-
 
| 10:43
 
| 10:43
| ଏହି ପ୍ରକ୍ରିଆ ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ (directories) ର ଅନୁକ୍ରମ ତିଆରି କରିବା ପାଇଁ ବ୍ୟବହାର କରିପାରିବା.  
+
| ଏହି ପ୍ରକ୍ରିୟା ଏକାଧିକ (multiple) ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ (directories) ଗୁଡ଼ିକର ଏକ hierarchy ତିଆରି କରିବା ପାଇଁ ବ୍ୟବହାର କରିପାରିବା .  
 
|-
 
|-
 
| 10:49
 
| 10:49
|"mkdir space test1 space test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ, ଏହା ପ୍ରେଜେଣ୍ଟ ଡାଇରେକ୍ଟ୍ ଟୋରୀ  (present directory) ଅଧିନରେ ରେ test1 ଏବଂ test2 ନାମକ ଦୁଇଟି ଡାଇରେକ୍ଟ୍ ଟୋରୀଜ୍ (directories) ତିଆରି ହେବ.
+
|"mkdir space test1 space test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ ,  
 +
ଏହା ପ୍ରେଜେଣ୍ଟ ଡାଇରେକ୍ଟ୍ ଟୋରୀ  (present directory) ଅଧିନରେ ରେ test1 ଏବଂ test2 ନାମକ ଦୁଇଟି ଡାଇରେକ୍ଟ୍ ଟୋରୀଜ୍ (directories) ତିଆରି କରିବ.
 
|-
 
|-
 
| 11:06
 
| 11:06
|"mkdir space testtree space testtree slash test3" ଟାଇପ୍ କର.  
+
|"mkdir space testtree space testtree slash test3" ଟାଇପ୍ କର.
 
|-
 
|-
 
| 11:20
 
| 11:20
|ଏହା ଏକ testtree ଡାଇରେକ୍ଟ୍ ଟୋରୀ (directory) ତିଆରି କରେ ଏବଂ ଅନ୍ୟ directory test3 ଯାହାକି testtree ଅଧିନରେ ଏକ sub-directory ଅଟେ.  
+
|ଏହା testtree ଡାଇରେକ୍ଟ୍ ଟୋରୀ (directory) ଏବଂ ଅନ୍ୟ ଏକ directory test3 ଯାହାକି testtreeଅଧିନରେ ଏକ sub-directory ତିଆରି କରିବ .  
 
|-
 
|-
 
| 11:28
 
| 11:28
|ତେଣୁ, ଆମେ testdir,test1,test2 ଏବଂ testtree ନାମକ ଚାରୋଟି ଡାଇରେକ୍ଟ୍ ଟୋରୀଜ୍ (directories) କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ରେ ତିଆରି କରିଛେ, ସେମାନକଂ ଭିତରୁ ପ୍ରଥମ ତିନୋଟି ଖାଲି ଅଟେ ଏବଂ ଶେଷଟି  test3 ନାମକ subdirectory ଧାରଣ କରେ.  
+
|ତେଣୁ, ଆମେ testdir, test1, test2 ଏବଂ testtree ନାମକ ଚାରୋଟି ଡାଇରେକ୍ଟ୍ ଟୋରୀଜ୍ (directories) କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ରେ ତିଆରି କରିଛେ, ସେମାନକଂ ଭିତରୁ ପ୍ରଥମ ତିନୋଟି ଖାଲି ଅଛି ଏବଂ ଶେଷଟି  test3 ନାମକ subdirectory ଧାରଣ କରେ.  
 
|-
 
|-
 
| 11:47
 
| 11:47
| mkdir ସଦୃଶ rmdir ଏକ କମାଣ୍ଡ ଅଟେ ଯାହାକି ଡାଇରେକ୍ଟ୍ ଟୋରୀ (directory) ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) କୁ ମିଟାଇବା ପାଇଁ ବ୍ୟବହାର ହୋଇଥାଏ.  
+
| mkdir ସଦୃଶ rmdir କମାଣ୍ଡ ଡାଇରେକ୍ଟ୍ ଟୋରୀ (directory) ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) କୁ ହଟାଇବା ପାଇଁ ବ୍ୟବହୃତ ହୋଇଥାଏ.  
 
|-
 
|-
 
| 11:56
 
| 11:56
|"rmdir space test1" କମାଣ୍ଡ test1 directory କୁ ସଫଳ ଭାବରେ ମିଟାଏ.
+
|"rmdir space test1" କମାଣ୍ଡ test1 directory କୁ ସଫଳ ଭାବରେ ହଟାଏ .
 
|-
 
|-
 
| 12:09
 
| 12:09
|ଆପଣ ଏକ  ଡାଇରେକ୍ଟ୍ ଟୋରୀ (directory) କୁ ମିଟାଇ ପରିବେ ଯଦି ଏହାର ଆପଣ ମାଲିକ ଅଟନ୍ତି, ଯଦି ଆପଣକଂର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ସେହି ଡାଇରେକ୍ଟ୍ ଟୋରୀ (directory) ର ଅନୁକ୍ରମ ଉପରେ, ଯାହାକୁ ମିଟାଇବା କୁ ଚାହଁ ଏବଂ ଡାଇରେକ୍ଟ୍ ଟୋରୀ (directory) ଖାଲି ଅଟେ.  
+
|ତୁମେଏକ ଡାଇରେକ୍ଟ୍ ଟୋରୀ (directory) କୁ ହଟାଇ ପରିବ ଯଦି ତୁମେଏହାର owner, ଏବଂ ଯଦି hierarchy ଅନୁସାରେ ତୁମର current directory ସେହି directoryର ଉପରେ ଅଛି, ଏବଂ ଡାଇରେକ୍ଟ୍ ଟୋରୀ (directory)ଟି ଖାଲି ଅଛି .  
 
|-
 
|-
 
| 12:23
 
| 12:23
|ବର୍ତମାନ କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space testtree slash test3" ଟାଇପ୍ କର.  
+
|ବର୍ତମାନ କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space testtree slash test3" ଟାଇପ୍ କର .
 
|-
 
|-
 
| 12:35
 
| 12:35
|ତେଣୁ, ଆମେ ଏବେ test3 directory ରେ ଅଛୁ ଯାହାକି testtree ଅଧିନରେ ଏକ subdirectory ଅଟେ.  
+
|ତେଣୁ, ଆମେ ଏବେ test3 directory ରେ ଅଛୁ ଯାହାକି testtree ଅଧିନରେ ଏକ subdirectory .
 
|-
 
|-
 
| 12:42
 
| 12:42
|ଚାଲ ଆମେ "rmdir space testdir" କମାଣ୍ଡ୍ ଟାଇପ୍ କରି testdir ଡାଇରେକ୍ଟ୍ ଟୋରୀ (directory) କୁ ମିଟାଇବା. ଏନ୍ଟର୍ ଦବାଅ.  
+
|ଚାଲ ଆମେ "rmdir space testdir" କମାଣ୍ଡ୍ ଟାଇପ୍ କରି testdir ଡାଇରେକ୍ଟ୍ ଟୋରୀ (directory) କୁ ମିଟାଇବା. ଏନ୍ଟର୍ ଦବାଅ.  
 
|-
 
|-
 
| 12:55
 
| 12:55
|ଆମେ ଦେଖୁଁ ଏହା ହୋଇପାରିବ ନାହିଁ, କାରଣ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ସେହି ଡାଇରେକ୍ଟ୍ ଟୋରୀ (directory) ର ଅନୁକ୍ରମ ଉପରେ ନାହିଁ,  ଯାହାକୁ ମିଟାଇବା କୁ ଚାହଁ.  
+
|ଆମେ ଦେଖୁଁ ଏହା ହୋଇପାରିବ ନାହିଁ, କାରଣ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) hierarchy ଅନୁସାରେ ସେହି ଡାଇରେକ୍ଟ୍ ଟୋରୀ (directory) ଉପରେ ନାହିଁ .  
 
|-
 
|-
 
| 13:02
 
| 13:02
|ତେଣୁ, ଆମେ ସେହି ଡାଇରେକ୍ଟ୍ ଟୋରୀ (directory) କୁ ଯିବାକୁ ବାଧ୍ୟ ଯାହା ଅନୁକ୍ରମ ରେ testdir ଡାଇରେକ୍ଟ୍ ଟୋରୀ (directory) ଉପରେ ଅଛି.  
+
|ତେଣୁ, ଆମକୁ ସେହି ଡାଇରେକ୍ଟ୍ ଟୋରୀ (directory) କୁ ଯିବାକୁ ପଡ଼ିବ ଯାହା hierarchy ଅନୁସାରେ (ଅନୁକ୍ରମରେ) testdir ଡାଇରେକ୍ଟ୍ ଟୋରୀ (directory) ଉପରେ ଅଛି .
 
|-
 
|-
 
| 13:08
 
| 13:08
|"cd space dot dot" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|"cd space dot dot" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 13:14
 
| 13:14
|ବର୍ତମାନ "cd space dot dot" କମାଣ୍ଡ୍ ଟାଇପ୍ କରି ଆମର ପରେନ୍ଟ୍  ଡାଇରେକ୍ଟ୍ ଟୋରୀ (parent directory) କୁ ପୁଣି ଥରେ ଯିବା.  
+
|ବର୍ତମାନ "cd space dot dot" କମାଣ୍ଡ୍ ଟାଇପ୍ କରି ଆମର parent directory କୁ ଫେରିଯିବା .  
 
|-
 
|-
 
| 13:20
 
| 13:20
|ବର୍ତମାନ ଆଉ ଥରେ ପୁର୍ବ କମାଣ୍ଡ୍ କୁ ଚେଷ୍ଟା କର.  
+
|ବର୍ତମାନ ଆଉ ଥରେ ପୁର୍ବ କମାଣ୍ଡ୍ କୁ ଚେଷ୍ଟା କର .
 
|-
 
|-
 
| 13:24
 
| 13:24
|"rmdir space testdir" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|"rmdir space testdir" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 13:30
 
| 13:30
|testdir ଡାଇରେକ୍ଟ୍ ଟୋରୀ (directory) ସଫଳ ପୁର୍ବକ ହଟିଯାଇଛି. ଧ୍ୟାନ ଦିଅ ଯେ, testdir ଡାଇରେକ୍ଟ୍ ଟୋରୀ (directory) ଭି ଖାଲି ଥିଲା.  
+
|testdir ଡାଇରେକ୍ଟ୍ ଟୋରୀ (directory) ସଫଳ ପୁର୍ବକ ହଟିଯାଇଛି . ଧ୍ୟାନ ଦିଅ ଯେ, testdir ଡାଇରେକ୍ଟ୍ ଟୋରୀ (directory) ବି ଖାଲି ଥିଲା.  
 
|-
 
|-
 
| 13:38
 
| 13:38
|ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ ର ଅନୁକ୍ରମ କୁ ଥରେ କେବେଳ ହଟା ଯାଇପାରିବ. ତେଣୁ testdir ଡାଇରେକ୍ଟ୍ ଟୋରୀ (directory) ଏବଂ ଏହାର subdirectory test3 କୁ ଏକା ସାଥିରେ ହଟାଇଵ ପାଇଁ ଚେଷ୍ଟା କର.  
+
|ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ ର hierarchy କୁ କେବେଳ ଥରେ ହଟା ଯାଇପାରିବ . ତେଣୁ testdir ଡାଇରେକ୍ଟ୍ ଟୋରୀ (directory) ଏବଂ ଏହାର subdirectory test3 କୁ ଏକା ସାଥିରେ ହଟାଇବା ପାଇଁ ଚେଷ୍ଟାକର.  
 
|-
 
|-
 
| 13:48
 
| 13:48
|କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "rmdir space testtree space testtree slash test3 " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "rmdir space testtree space testtree slash test3 "ଟାଇପ୍ କର ଏବଂ ଏନ୍ଟର୍ ଦବାଅ .  
 
|-
 
|-
 
| 14:02
 
| 14:02
|ଦେଖ, ଏହା ଏରର୍ ମେସଜ୍ (error message) ଦେଉଛୁ ଯାହା 'testree' ଡାଇରେକ୍ଟ୍ ଟୋରୀ (directory) କୁ ହଟାଇପାରିବ ନାହିଁ କାରଣ testtree ଖାଲି ନାହିଁ.  
+
|ଦେଖ, ଏହା ଏରର୍ ମେସଜ୍ (error message) ଦେଉଛି ଯେ 'testree' ଡାଇରେକ୍ଟ୍ ଟୋରୀ (directory) କୁ ହଟାଯାଇପାରିବ ନାହିଁ କାରଣ testtree ଖାଲି ନାହିଁ .  
 
|-
 
|-
 
| 14:11
 
| 14:11
|କିନ୍ତୁ ଏକ ଜିନିଷ ଆପଣ ଭୁଲି ପାର କି testtree/test3 ହଟି ଯାଇଛି କାରଣ ଏହା ଖାଲି ଥିଲା.  
+
|କିନ୍ତୁ ଗୋଟିଏ ଜିନିଷ ଆପଣ ଆଉ ପାଇବନି ଯେ testtree/test3 ହଟି ଯାଇଛି କାରଣ ଏହା ଖାଲି ଥିଲା .
 
|-
 
|-
 
| 14:19
 
| 14:19
|ତାହାକୁ ଚେକ୍ (check) କରିବାକୁ କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "cd space testtree" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ତାହାକୁ ଚେକ୍ (check) କରିବାକୁ କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "cd space testtree" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
| 14:27
 
| 14:27
|ବର୍ତମାନ୍ "ls" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଦେଖ, ଡାଇରେକ୍ଟ୍ ଟୋରୀ (directory) ରେ କିଛି ଅନ୍ତର୍ଭୁକ୍ତ ନାହିଁ. ତେଣୁ  test3 ହଟି ଯାଇଥିଲା.  
+
|ବର୍ତମାନ୍ "ls" ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଦେଖ ଯେ , ଡାଇରେକ୍ଟ୍ ଟୋରୀ (directory) ରେ କିଛି ରହିନାହିଁ . ତେଣୁ  test3 ହଟି ଯାଇଥିଲା.  
 
|-
 
|-
 
| 14:36
 
| 14:36
|ତେଣୁ, ଏହି ଲିନକ୍ସ ଟ୍ୟୁଟୋରିଆଲ ରେ, ଆମେ ଲିନକ୍ସ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) ଏବଂ ଲିନକ୍ସ ଡାଇରେକ୍ଟ୍ ଟୋରୀଜ୍ (directories) ସହିତ କିପରି ଆମେ କାମ କରୁ ଏହା ଏହା ସମ୍ଵନ୍ଧରେ ଶିଖିଲୁ. ସେମାନଂକୁ ଦେଖିବା, ସେମାନକଂ ମଧ୍ୟକୁ ଯିବା, ସେମାନଂକୁ ତିଆରିବା ଏବଂ ହଟାଇବା.
+
|ତେଣୁ, ଏହି ଲିନକ୍ସ ଟ୍ୟୁଟୋରିଆଲ ରେ, ଆମେ ଶିଖିଲୁ ଲିନକ୍ସ ଫାଇଲସ୍ ଡାଇରେକ୍ଟ୍ ଟୋରୀଜ୍ (directories) ଏବଂ ଲିନକ୍ସ ଡାଇରେକ୍ଟ୍ ଟୋରୀଜ୍ (directories) ସହିତ କିପରି କାମ କରାଯାଏ, ସେଗୁଡ଼ିକୁ ଦେଖିବା, ସେଗୁଡ଼ିକ ମଧ୍ୟକୁ ଯିବା, ସେଗୁଡ଼ିକୁ ତିଆରିବା ଏବଂ ହଟାଇବା .
 
|-
 
|-
 
| 14:49
 
| 14:49
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.  
+
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
 
|-
 
|-
 
| 15:03
 
| 15:03
Line 340: Line 341:
 
|-
 
|-
 
| 15:08
 
| 15:08
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
+
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି . ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ.  
+
ଉପସ୍ଥିତି ପାଇଁ ଧନ୍ୟବାଦ.  
 
|}
 
|}

Revision as of 11:27, 23 October 2013

Time Narration
0:00 ଲିନକ୍ସ ଫାଇଲ୍ ସିଷ୍ଟମ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:04 ମୁଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି.
0:07 ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍ ଗୁଡିକ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣନ୍ତି.
0:13 ଯଦି ଆପଣ ଆଗ୍ରହି , ଏହା http://spoken-tutorial.org ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ
0:25 ଧ୍ୟାନ ଦିଅ ଯେ ଲିନକ୍ସ କେସ୍ ସେନସିଟିଭ (sensitive).
0:28 ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ.
0:36 ଲିନକ୍ସ ରେ ପ୍ରାୟ ସବୁକିଛି ଏକ ଫାଇଲ୍ .
0:39 ତେଣୁ, ଫାଇଲ୍ କଣ ? ପ୍ରକୃତରେ ଆମେ ଜାଣୁ ଫାଇଲ୍ ଏହା ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ.
0:47 ସେହିଭଳି, ଲିନକ୍ସରେ ଏକ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା .
0:53 ତାପରେ, ଡାଇରେକ୍ଟ୍ ଟୋରୀ (directory) କଣ ?
0:56 ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ-ଡାଇରେକ୍ଟ୍ ଟୋରୀଜ (sub-directories) ର ସଂଗ୍ରହ ରୁପରେ ବୁଝିବାକୁ ପଡିବ.
1:02 ଡାଇରେକ୍ଟ୍‌ଟୋରୀ (directory) ଆମକୁ ଆମର ଫାଇଲ (file) ଗୁଡ଼ିକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରେ
1:08 ଏହା ୱିନଡୋଜ୍‌ ର ଫୋଲଡର ପରି
1:12 ଏହା ଅଲଗା ଅଲଗା ୟୂଜରସ୍ ମାନଂକୁ ସେମାନେ ନିଜର ଡାଇରେକ୍ଟ୍ ଟୋରୀଜ (directories) ସହିତ ଫାଇଲସ୍ (files) ରଖିବାକୁ ଅନୁମତି ଦିଏ ଯାହା୍କୁ ଅନ୍ୟମାନେ ପ୍ରବେଶ କିମ୍ବା ପରିବର୍ତନ କରିପାରିବେ ନାହିଁ.
1:20 ଯଦି କୌଣସି ଡାଇରେକ୍ଟ୍ ଟୋରୀ (directories) ନଥାନ୍ତା, ତେବେ ସିଷ୍ଟମ ରେ ସବୁ ଫାଇଲ କୁ ଅଲଗା ଅଲଗା ୟୁନିକ୍‌ ନାମ ଦେବା ଦରକାର ପଡ଼ିଥାନ୍ତା , ଯାହା ବଜାୟ ରଖିବା ବହୁତ କଷ୍ଟ ହେବ.
1:31 ଯଦିଓ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories)ର ଏହି ପରିଭାଷା ସେଗୁଡ଼ିକ ସମ୍ଭନ୍ଧରେ ଏକ ସାଧାରଣ ଧାରଣା ଦେବା ପାଇଁ ଠିକ୍ , ଏହା କିନ୍ତୁ ପୁରା ଠିକ୍ ନୁହେଁ .
1:42 କନ୍ଟେଟସ୍ (contents) ସହିତ ଗୋଟିଏ ଫାଇଲ୍ ର ନାମ ଏବଂ କିଛି properties, ବା “administrative information” ରହିଥାଏ ; ଯେମିତି ସେହି ଫାଇଲ୍ ର ସୃଷ୍ଟି/ରୁପନ୍ତର ତାରିଖ ଏବଂ ଏହାର permissions
1:55 ଏହି ସୁଚନା ଫାଇଲ୍ ର inodeରେ ଗଛିତ ଅଛି, ଯାହା ଫାଇଲ୍ ସିଷ୍ଟମ ରେ ଡାଟା ର ଏକ ବିଶେଷ ଅଂଶ ଏବଂ ଏଥିରେ ମଧ୍ୟ ଫାଇଲ୍ ର ଲମ୍ବ ଏବଂ disk ର କେଉଁ ଠାରେ ଏହା ସଂଚୟ ଅଛି ତାହା ଅନ୍ତର୍ଭୂକ୍ତ .
2:08 ସିଷ୍ଟମ ଫାଇଲ୍ ର inode ନମ୍ବର୍ କୁ ହିଁ ବ୍ୟବହାର କରେ . ଆମର ସୁବିଧା ପାଇଁ directory structure ଏକ ଫାଇଲ୍ ର ନାମ ଦେଇଥାଏ , ଯେହେତୁ ଆମ ପାଇଁ ଏକ ବଡ଼ ସଂଖ୍ୟା ଠାରୁ ନାମ ମନେରଖିବା ବେଶୀ ସହଜ .
2:23 directoryର ଅତିସରଳ ପରିଭାଷା ଠାରୁ ଅଲଗା ଯେ, ଏକ ଡାଇରେକ୍ଟ୍ ଟୋରୀ (directory) ବାସ୍ତବରେ ଅନ୍ୟ ଫାଇଲସ୍ କୁ ଗଛିତ କରେ ନାହିଁ, କିନ୍ତୁ ଏହା ନିଜେ ଏକ ଫାଇଲ୍ , ଯାହା ଅନ୍ୟ ଫାଇଲ୍ ଗୁଡିକର inode ନମବର୍ସ୍ (numbers) ଏବଂ ନାମ କୁ ଧାରଣ କରେ.
2:37 ପ୍ରକୃତରେ ଲିନକ୍ସ ରେ ତିନି ପ୍ରକାରର ଫାଇଲ ଅଛି:
2:41 1 Regular Files or Ordinary files - ଏଥିରେ characterଗୁଡ଼ିକର stream ରୂପେ କେବେଳ ଡାଟା (data) ଅନ୍ତର୍ଭୁକ୍ତ.
2:48 2 Directories: ଯାହାକି ଆମେ ପୁର୍ବ ସ୍ଲାଇଡ୍ ଗୁଡିକରେ ଦେଖିଥିଲୁ.
2:52 3 Device Files: ସବୁ hardware ଉପକରଣ ଏବଂ peripherals ଲିନକ୍ସ ରେ ଫାଇଲସ୍ ରୂପେ ପ୍ରତିରୂପିତ ହୋ‌ଇଥାଏ .
2:59 ଲିନକ୍ସ ରେ ସବୁ ଉପକରଣ ଯେପରି CD, Harddisk, ଏପରିକି USB stick, ସବୁ କିଛି ଏକ ଏକ ଫାଇଲ୍ . କିନ୍ତୁ ଏହା ଏପରି କାହିଁକି ? ଏହା ଏହି ଉପକରଣଗୁଡିକୁ ସାଧାରଣ ଫାଇଲ୍ ଗୁଡିକ ପରି ସମାନ ରୁପେ ଲେଖିବା ଓ ପଢ଼ିବାରେ ସାହାଜ୍ୟ କରେ.
3:15 ଲିନକ୍ସ ରେ ସବୁ ଫାଇଲସ୍ ସମ୍ବଂଧିତ , ସଂକ୍ଷେପରେ, ସେମାନେ ଆମ ଭଳି ଏକ ପରିବାର ପରି .
3:22 ଡାଇରେକ୍ଟ୍ ଟୋରୀ (directory) ରେ ଅନ୍ତର୍ଭୁକ୍ତ କିଛି ଫାଇଲସ୍ ଏବଂ ଉପ-ଡାଇରେକ୍ଟ୍ ଟୋରୀଜ (sub-directories) ର ସମ୍ପର୍କ parent – child ସମ୍ପର୍କ ଭଳି . ଏହା Linux File System Tree ସୃଷ୍ଟି କରିଥାଏ .
3:34 ସବୁଠୁଁ ଉପରେ frontslash( /) ଦ୍ବାରା ସୂଚିତ root ଥାଏ . ଏହା ସମସ୍ତ ଅନ୍ୟ ଫାଇଲସ୍ ଏବଂ directories କୁ ଅନ୍ତର୍ଭୁକ୍ତ କରେ.
3:42 ଯଦି ଆମେ ସଠିକ୍ path ଜାଣୁ , ଏହା ଆମକୁ ଏକ ଫାଇଲ୍ କିମ୍ବା directoryରୁ ଅନ୍ୟ ଫାଇଲ୍ କିମ୍ବା directoryରୁ କୁ ଯିବାରେ ସାହାଜ୍ୟ କରେ.
3:51 ଯେବେ ଆମେ ଲିନକ୍ସ ଫାଇଲ୍ ସିଷ୍ଟମ ରେ କାମ କରୁ , ଆମକୁ ଲାଗେ ଯେମିତି ଆମେଏହି ଟ୍ରି (tree) ରେ ଆଗକୁ ଯାଉଛୁ.
3:56 ଏକ କମାଣ୍ଡ ଦ୍ୱାରା ତୁମେ ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ teleported ହୋଇଯାଅ .
4:01 ଆକର୍ଷଣୀୟ ଲାଗୁଛି ! ବାସ୍ତବିକ୍‌ ଏହା ଏମିତି . ଯେପରି ଆମେ ଦେଖିବା.
4:05 ଯେବେ ଆମେ ଲିନକ୍ସ ସିଷ୍ଟମ ରେ ଲୋଗ-ଇନ୍ (login) କରୁ , ଆମେ by default home directoryରେ ଅଛୁ.
4:11 ଏବେ, ଟର୍ମିନାଲ୍ କୁ ଯିବା.
4:13 ଉବଣ୍ଟୁ ରେ ଟର୍ମିନାଲ୍ କୁ ଆରମ୍ଭ କରିବା ପାଇଁ Ctrl+alt+T ସାହାଜ୍ୟ କରେ .
4:17 ଏହି କମାଣ୍ଡ ସବୁ ୟୁନିକ୍ସ୍ ସିଷ୍ଟମ (unix system) ରେ କାମ କରି ନ ପାରେ . ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ general procedure ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖା କରାଯାଇଛି.
4:27 home directory କୁ ଦେଖିବା ପାଇଁ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "echo space dollar H-O-M-E capital ରେ" ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
4:40 ଏହା ଆମ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ର ପାଥ୍ ନେମ୍ (pathname) ଦିଏ.
4:44 ଆମେ ଗୋଟିଏ ଡାଇରେକ୍ଟ୍ ଟୋରୀ (directory)ରୁ ଅନ୍ୟକୁ ଯାଇପାରିବା.
4:47 କିନ୍ତୁ କୌଣସି ଏକ ସମୟରେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ directoryରେ ହିଁ ରହିପାରିବା ଏବଂ ଏହି directoryକୁ current directory ବା working directory କହନ୍ତି . ଏବେ ସ୍ଲାଇଡ୍ ଗୁଡିକ ର ପଛକୁ ଯିବା .
4:56 pwd କମାଣ୍ଡ୍ ଆମକୁ current directoryକୁ ଦେଖିବା ପାଇଁ ସାହାଜ୍ୟ କରେ . pwd ଅର୍ଥ present working directory .
5:03 command promptରେ "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ବର୍ତମାନ ଏହା ଆମର present working directory .
5:13 ଆମେ କହିଛେ ଯେ ଆମେ ଏକ ଡାଇରେକ୍ଟ୍ ଟୋରୀ (directory)ରୁ ଅନ୍ୟ କୁ ଯାଇପାରିବା.
5:17 କିନ୍ତୁ ଏହା ଆମେ କିପରି କରିବା ? ଏପାଇଁ ଆମର ପାଖରେ cd କମାଣ୍ଡ୍ ଅଛି.
5:22 ଯେଉଁ directoryକୁ ତୁମେ ଯିବାକୁ ଚାହୁଁଛ, cd କମାଣ୍ଡ୍ ପରେ ତାହାର pathname ଟାଇପ୍ କର.
5:28 ଚାଲ ପୁଣିଥରେ, command prompt ରେ "pwd" ଟାଇପ୍ କରି ଆମର current directory କୁ ଦେଖିବା ଏବଂ entar ଦବାଅ .
5:37 ତେଣୁ, ଏବେ ଆମେ ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ଥିତ ଅଛୁ.
5:41 ବର୍ତମାନ ଧର , ଆମେ slash usr directory କୁ ଯିବାକୁ ଚାହୁଁ. ତେଣୁ "cd space slash usr" ଟାଇପ୍ କର . ଏଠାରେ ମନେରଖ ଲିନକ୍ସ ରେ ସ୍ଲାଶ୍ (slash) ମାନେ ଫ୍ରଣ୍ଟ ସ୍ଲାଶ୍ (front slash) . ଏବେ ଏନ୍ଟର୍ ଦବାଅ.
5:56 ଏବେ ଚାଲ ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା. "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ
6:03 ହଁ , ଆମେ slashusr directory କୁ ଚାଲିଯାଇଛୁ .
6:08 ଏଠାରେ ଅସୁବିଧା ହେଲା କି ପାଥ୍ ନେମ୍ (pathname) ବହୁତ ଲମ୍ବା ହୋଇପାରେ . କାରଣ ଏଗୁଡିକ Absolute Pathnames , ଯାହାକି root directory ଠାରୁ ଆରମ୍ଭ କରି ପୁରା ପାଥ (entire path) ର ତାଲିକା ଦିଏ .
6:18 ଏହା ପରିବର୍ତେ ଆମେ Relative pathnames ର ବ୍ୟବହାର କରିପାରିବା ଯାହା current directory ଠାରୁ ଆରମ୍ଭ ହୁଏ.
6:23 ଏଠାରେ ଆମେ ଦୁଇଟି special characters କୁ ଜାଣିବା ଆବଶ୍ୟକ .dot ଯାହା current directory କୁ ଦର୍ଶାଏ ଏବଂ dot dot ଯାହା current directory ର parent directory କୁ ଦର୍ଶାଏ .
6:36 ବର୍ତମାନ ଚାଲ cd command ଉପରେ ଏକ ସଂଖିପ୍ତ କାର୍ଯକ୍ରମ କରିବା.
6:40 home directoryକୁ ଫେରିବା ପାଇଁ କୌଣସି argument ବିନା cd କମାଣ୍ଡ୍ ର ବ୍ୟବହାର କରାଯାଏ .
6:46 କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:51 ବର୍ତମାନ pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ଦେଖି ପାରିବା.
6:55 ତେଣୁ, ବର୍ତମାନ ଆମେ ଫେରିଛୁ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ /home/gnuhata[ narration- slash home slash gnuhata ]
7:01 ଏବେ ଚାଲ ମ୍ୟୁଜିକ୍ ଡାଇରେକ୍ଟ୍ ଟୋରୀ କ୍ ଯିବା . କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space Music (M in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
7:13 ବର୍ତମାନ pwd command ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ପରୀକ୍ଷା କର. Pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଦେଖ, ଆମେ /home/gnuhata/Music କୁ ଯାଇଛୁ.
7:26 ବର୍ତମାନ, ମ୍ୟୁଜିକ୍ (music)ଠାରୁ parent directory କୁ ଯିବା . ଏହା ପାଇଁ ତୁମକୁ cd command ସହିତ dot dot ବ୍ୟବହାର କରିବାକୁ ପଡିବ.
7:33 କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot dot ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:40 ଏବେ pwd ଟାଇପ୍ କରି ଆମର present directory ପରୀକ୍ଷା କର . ଆମେ ପୁଣିଥରେ /home/gnuhata ରେ ଅଛୁ.
7:51 ବର୍ତମାନ ଚାଲ dot ର ବ୍ୟବହାର କରି current directoryର subdirectory କୁ ଯିବା .
7:58 କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot slash Documents(D in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:09 pwd ଟାଇପ୍ କରି ଆମର current directory କୁ ଯାଅ . ଆମେ /home/gnuhata/Documents ରେ ଅଛୁ.
8:19 ଏବେ ctrl+ L ଦବାଇ ସ୍କ୍ରିନ୍ (screen) କୁ ମୁଁ କ୍ଲିଅର୍ (clear) କରୁଛି. ଫଳରେ ଆପଣ ପରିଷ୍କାର ଦେଖିପାରିବେ.
8:23 cd command ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଫେରିଯାଅ . cd ଟାଇପ୍ କର ଏବଂ ଏନ୍ଟର୍ ଦାବାଅ .
8:32 ପୁଣି pwd command ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ଯାଅ. ଆମେ /home/gnuhata କୁ ଫେରିଆସିଛୁ.
8:41 ଆମେ ଏକ ରିଲେଟିଭ୍ ପାଥ୍ (relative path) ରେ ଯେକୌଣସି ସଂଖ୍ୟକ dot dot (..) slash ଦ୍ବାର ଅଲଗା କରି ଯୋଡି ପାରିବା .
8:47 ଏହି ସ୍ଲାଇଡ୍ (slide) ରେ, ଆମେ file system hierarchy ଦେଖି ପାରିବା . Root କିମ୍ବା slash (/) ସବୁଠାରୁ ଉପରେ. ରୂଟ୍ (root) ଅଧିନରେ ଦୁଇଟି sub-directories ଅଛି: ହୋମ୍ ଏବଂ ବିନ୍ (home and bin). ୟୁଜରନେମ୍ (username), ଏଠାରେ gnuhata ନାମକ ଡାଇରେକ୍ଟ୍ ଟୋରୀ (directory), ହୋମ୍ (home) ଅଧିନରେ ଏକ sub-directory ଅଟେ.
9:05 ତେଣୁ ଏବେ, ଆମେ /home/gnuhata ରେ ଅଛୁ . ବର୍ତମାନ ଆମେ ବିନ୍ ଡାଇରେକ୍ଟ୍ ଟୋରୀ (bin directory) କୁ କପରି ଯିବା?
9:12 କମାଣ୍ଡ ପ୍ରୋମପ୍ଟ୍ (command prompt) ରେ ଟାଇପ୍ କର "cd space dot dot slash dot dot slash bin" ଏବଂ ଏନ୍ଟର୍ ଦବାଅ .
9:23 pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ପରୀକ୍ଷା କର. ଆମେ slash bin ରେ ଅଛୁ.
9:30 ପ୍ରଥମ dot dot ଆମକୁ slash home slash gnuhata ଠାରୁ slash home କୁ ନେଇଯାଏ.
9:37 ତା’ପରଟି ଆମକୁ slash home ଠାରୁ ରୂଟ୍ (root) କୁ ନେଇଯାଏ .
9:43 ବର୍ତମାନ slash ବା root ଠାରୁ ଆମେ /bin directory କୁ ଯାଇଛୁ .
9:48 cd କମାଣ୍ଡ୍ ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଫେରିଯିବା.
9:52 ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବା ପାଇଁ ଆମେ mkdir କମାଣ୍ଡ୍ ର ବ୍ୟବହାର କରୁ .
9:56 ତୁମକୁ କମାଣ୍ଡ୍ ଏବଂ ତିଆରି କରିବାକୁ ଥିବା ଡାଇରେକ୍ଟ୍ ଟୋରୀ (directory) ର ନାମ ଟାଇପ୍ କରିବାକୁ ହେବ , ଏବଂ କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) ଅଧିନରେ ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି ହୋଇଯିବ.
10:04 testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ତିଆରି କରିବା ପାଇଁ "mkdir space testdir" କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
10:15 ଏହା ସଫଳପୁର୍ବକ testdir ଡାଇରେକ୍ଟ୍ ଟୋରୀ (directory) ତିଆରି କରେ .
10:19 ଧ୍ୟାନ ଦିଅ ଯେ, ଡାଇରେକ୍ଟ୍ ଟୋରୀ (directory)ର ସଫଳପୁର୍ବକ ତିଆରି ଏବଂ ହଟାଇବା ର କୌଣସି explicit notification (ସ୍ପଷ୍ଟ ସୁଚନା) ନ ଥାଏ.
10:25 ଯଦି ତୁମେ କୌଣସି ଏରର୍ ମେସଜ୍ (error message) ନ ପାଅ , ତେବେ ଏହା ସଫଳପୁର୍ବକ execution (କାର୍ଯକାରୀ) ସୁଚାଏ .
10:30 ଟ୍ରି (tree) ରେ ଯେକୌଣସି ସ୍ଥାନରେ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବାକୁ ଆମେ relative କିମ୍ବା absolute pathname ର ବ୍ୟବହାର କରିପାରିବା, ଯଦି ଆମ ପାଖରେ ତାହା କରିବାକୁ permission ଅଛି ଓ ସେହି ନାମରେ କୌଣସି directory ଏବେ ସୁଦ୍ଧା ନାହିଁ .
10:43 ଏହି ପ୍ରକ୍ରିୟା ଏକାଧିକ (multiple) ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ (directories) ଗୁଡ଼ିକର ଏକ hierarchy ତିଆରି କରିବା ପାଇଁ ବ୍ୟବହାର କରିପାରିବା .
10:49 "mkdir space test1 space test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ ,

ଏହା ପ୍ରେଜେଣ୍ଟ ଡାଇରେକ୍ଟ୍ ଟୋରୀ (present directory) ଅଧିନରେ ରେ test1 ଏବଂ test2 ନାମକ ଦୁଇଟି ଡାଇରେକ୍ଟ୍ ଟୋରୀଜ୍ (directories) ତିଆରି କରିବ.

11:06 "mkdir space testtree space testtree slash test3" ଟାଇପ୍ କର.
11:20 ଏହା testtree ଡାଇରେକ୍ଟ୍ ଟୋରୀ (directory) ଏବଂ ଅନ୍ୟ ଏକ directory test3 ଯାହାକି testtreeଅଧିନରେ ଏକ sub-directory ତିଆରି କରିବ .
11:28 ତେଣୁ, ଆମେ testdir, test1, test2 ଏବଂ testtree ନାମକ ଚାରୋଟି ଡାଇରେକ୍ଟ୍ ଟୋରୀଜ୍ (directories) କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) ରେ ତିଆରି କରିଛେ, ସେମାନକଂ ଭିତରୁ ପ୍ରଥମ ତିନୋଟି ଖାଲି ଅଛି ଏବଂ ଶେଷଟି test3 ନାମକ subdirectory ଧାରଣ କରେ.
11:47 mkdir ସଦୃଶ rmdir କମାଣ୍ଡ ଡାଇରେକ୍ଟ୍ ଟୋରୀ (directory) ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) କୁ ହଟାଇବା ପାଇଁ ବ୍ୟବହୃତ ହୋଇଥାଏ.
11:56 "rmdir space test1" କମାଣ୍ଡ test1 directory କୁ ସଫଳ ଭାବରେ ହଟାଏ .
12:09 ତୁମେଏକ ଡାଇରେକ୍ଟ୍ ଟୋରୀ (directory) କୁ ହଟାଇ ପରିବ ଯଦି ତୁମେଏହାର owner, ଏବଂ ଯଦି hierarchy ଅନୁସାରେ ତୁମର current directory ସେହି directoryର ଉପରେ ଅଛି, ଏବଂ ଡାଇରେକ୍ଟ୍ ଟୋରୀ (directory)ଟି ଖାଲି ଅଛି .
12:23 ବର୍ତମାନ କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space testtree slash test3" ଟାଇପ୍ କର .
12:35 ତେଣୁ, ଆମେ ଏବେ test3 directory ରେ ଅଛୁ ଯାହାକି testtree ଅଧିନରେ ଏକ subdirectory .
12:42 ଚାଲ ଆମେ "rmdir space testdir" କମାଣ୍ଡ୍ ଟାଇପ୍ କରି testdir ଡାଇରେକ୍ଟ୍ ଟୋରୀ (directory) କୁ ମିଟାଇବା. ଏନ୍ଟର୍ ଦବାଅ.
12:55 ଆମେ ଦେଖୁଁ ଏହା ହୋଇପାରିବ ନାହିଁ, କାରଣ କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) hierarchy ଅନୁସାରେ ସେହି ଡାଇରେକ୍ଟ୍ ଟୋରୀ (directory) ଉପରେ ନାହିଁ .
13:02 ତେଣୁ, ଆମକୁ ସେହି ଡାଇରେକ୍ଟ୍ ଟୋରୀ (directory) କୁ ଯିବାକୁ ପଡ଼ିବ ଯାହା hierarchy ଅନୁସାରେ (ଅନୁକ୍ରମରେ) testdir ଡାଇରେକ୍ଟ୍ ଟୋରୀ (directory) ଉପରେ ଅଛି .
13:08 "cd space dot dot" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
13:14 ବର୍ତମାନ "cd space dot dot" କମାଣ୍ଡ୍ ଟାଇପ୍ କରି ଆମର parent directory କୁ ଫେରିଯିବା .
13:20 ବର୍ତମାନ ଆଉ ଥରେ ପୁର୍ବ କମାଣ୍ଡ୍ କୁ ଚେଷ୍ଟା କର .
13:24 "rmdir space testdir" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:30 testdir ଡାଇରେକ୍ଟ୍ ଟୋରୀ (directory) ସଫଳ ପୁର୍ବକ ହଟିଯାଇଛି . ଧ୍ୟାନ ଦିଅ ଯେ, testdir ଡାଇରେକ୍ଟ୍ ଟୋରୀ (directory) ବି ଖାଲି ଥିଲା.
13:38 ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ ର hierarchy କୁ କେବେଳ ଥରେ ହଟା ଯାଇପାରିବ . ତେଣୁ testdir ଡାଇରେକ୍ଟ୍ ଟୋରୀ (directory) ଏବଂ ଏହାର subdirectory test3 କୁ ଏକା ସାଥିରେ ହଟାଇବା ପାଇଁ ଚେଷ୍ଟାକର.
13:48 କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "rmdir space testtree space testtree slash test3 "ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
14:02 ଦେଖ, ଏହା ଏରର୍ ମେସଜ୍ (error message) ଦେଉଛି ଯେ 'testree' ଡାଇରେକ୍ଟ୍ ଟୋରୀ (directory) କୁ ହଟାଯାଇପାରିବ ନାହିଁ କାରଣ testtree ଖାଲି ନାହିଁ .
14:11 କିନ୍ତୁ ଗୋଟିଏ ଜିନିଷ ଆପଣ ଆଉ ପାଇବନି ଯେ testtree/test3 ହଟି ଯାଇଛି କାରଣ ଏହା ଖାଲି ଥିଲା .
14:19 ତାହାକୁ ଚେକ୍ (check) କରିବାକୁ କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "cd space testtree" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
14:27 ବର୍ତମାନ୍ "ls" ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଦେଖ ଯେ , ଡାଇରେକ୍ଟ୍ ଟୋରୀ (directory) ରେ କିଛି ରହିନାହିଁ . ତେଣୁ test3 ହଟି ଯାଇଥିଲା.
14:36 ତେଣୁ, ଏହି ଲିନକ୍ସ ଟ୍ୟୁଟୋରିଆଲ ରେ, ଆମେ ଶିଖିଲୁ ଲିନକ୍ସ ଫାଇଲସ୍ ଓ ଡାଇରେକ୍ଟ୍ ଟୋରୀଜ୍ (directories) ଏବଂ ଲିନକ୍ସ ଡାଇରେକ୍ଟ୍ ଟୋରୀଜ୍ (directories) ସହିତ କିପରି କାମ କରାଯାଏ, ସେଗୁଡ଼ିକୁ ଦେଖିବା, ସେଗୁଡ଼ିକ ମଧ୍ୟକୁ ଯିବା, ସେଗୁଡ଼ିକୁ ତିଆରିବା ଏବଂ ହଟାଇବା .
14:49 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
15:03 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
15:08 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି . ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep