Difference between revisions of "Health-and-Nutrition/C2/Cradle-Hold-for-Breastfeeding/Oriya"
From Script | Spoken-Tutorial
Line 1: | Line 1: | ||
− | {|border=1 | + | {|border=1 |
|<center>Time</center> | |<center>Time</center> | ||
Line 6: | Line 6: | ||
|- | |- | ||
|00:01 | |00:01 | ||
− | | | + | | ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରେଡଲ୍ ହୋଲ୍ଡ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
|- | |- | ||
|00:06 | |00:06 | ||
− | | ଏହି | + | | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
|- | |- | ||
|00:09 | |00:09 | ||
− | | | + | | ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ, |
|- | |- | ||
|00:15 | |00:15 | ||
− | | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର | + | | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ |
|- | |- | ||
|00:18 | |00:18 | ||
− | | କ୍ରେଡଲ୍ | + | | କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ |
|- | |- | ||
Line 28: | Line 28: | ||
|ଚାଲନ୍ତୁ ଆରମ୍ଭ କରିବା. | |ଚାଲନ୍ତୁ ଆରମ୍ଭ କରିବା. | ||
ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. | ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. | ||
− | ପୂର୍ବ | + | ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି - |
ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି, | ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି, | ||
|- | |- | ||
|00:39 | |00:39 | ||
− | | ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ | + | | ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ |
|- | |- | ||
− | |00:45 | + | |00:45 |
− | | | + | | |
+ | | ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ | ||
|- | |- | ||
|00:50 | |00:50 | ||
− | | ପର୍ଯ୍ୟାପ୍ତ କ୍ଷୀର | + | | ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ |
|- | |- | ||
|00:54 | |00:54 | ||
− | |ଚାଲନ୍ତୁ, | + | |ଚାଲନ୍ତୁ, ଆମେ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା |
|- | |- | ||
|00:59 | |00:59 | ||
− | | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ | + | | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ |
|- | |- | ||
Line 58: | Line 59: | ||
|- | |- | ||
|01:10 | |01:10 | ||
− | | ତା’ପରେ | + | | ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବେ |
|- | |- | ||
|01:15 | |01:15 | ||
− | |ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ | + | |ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ |
|- | |- | ||
|01:22 | |01:22 | ||
− | |ତେଣୁ, | + | | ତେଣୁ, ତାଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ |
|- | |- | ||
|01:27 | |01:27 | ||
− | |ତା’ପରେ, ଚାଲନ୍ତୁ ମା’ଙ୍କର | + | |ତା’ପରେ, ଚାଲନ୍ତୁ ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା |
|- | |- | ||
|01:31 | |01:31 | ||
− | |ମା’ | + | |ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ |
|- | |- | ||
|01:36 | |01:36 | ||
− | |କିମ୍ବା ଗୋଟିଏ ଚୌକିରେ | + | | କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ |
|- | |- | ||
|01:41 | |01:41 | ||
− | |ଯଦି ଚୌକିର ଉଚ୍ଚତା ଅଧିକ | + | | ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, |
|- | |- | ||
|01:47 | |01:47 | ||
− | | ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ | + | | ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ |
|- | |- | ||
|01:53 | |01:53 | ||
− | |ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ | + | | ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ, |
|- | |- | ||
|02:00 | |02:00 | ||
− | | | + | | କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ |
|- | |- | ||
|02:05 | |02:05 | ||
− | |ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ | + | | ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ |
|- | |- | ||
|02:12 | |02:12 | ||
− | | | + | | ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ |
|- | |- | ||
|02:18 | |02:18 | ||
− | | | + | | ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ |
|- | |- | ||
|02:25 | |02:25 | ||
− | |ଆରାମରେ ବସିବା ପରେ, ପିଲାଟିକୁ | + | | ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ |
|- | |- | ||
|02:29 | |02:29 | ||
− | |ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି ସେହି | + | | ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି, ସେହି ପଟେ ଶିଶୁକୁ ଧରିବେ |
|- | |- | ||
|02:37 | |02:37 | ||
− | | ସେହି ହାତର | + | | ସେହି ହାତର କହୁଣୀରେ ଶିଶୁର ମୁଣ୍ଡ ଆରାମଦାୟକ ଅବସ୍ଥାରେ ରହିବ |
|- | |- | ||
|02:44 | |02:44 | ||
− | |ସେହି | + | | ସେହି ବାହୁରେ ମା’ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ |
|- | |- | ||
|02:51 | |02:51 | ||
− | |ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. | + | | ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. |
|- | |- | ||
|02:56 | |02:56 | ||
− | | ତେଣୁ ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ | + | | ତେଣୁ, ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ |
|- | |- | ||
|03:04 | |03:04 | ||
− | | ଡାହାଣ ହାତର | + | | ଡାହାଣ ହାତର କହୁଣୀରେ ଶିଶୁର ମୁଣ୍ଡ ରହିଛି |
|- | |- | ||
|03:10 | |03:10 | ||
− | |ଯଦି ଶିଶୁଟିକୁ ଧରିବା ପାଇଁ | + | | ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ |
|- | |- | ||
|03:19 | |03:19 | ||
− | |ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ | + | | ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ |
|- | |- | ||
|03:25 | |03:25 | ||
− | |ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ | + | | ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ |
|- | |- | ||
|03:30 | |03:30 | ||
− | |ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ | + | | ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ |
|- | |- | ||
|03:36 | |03:36 | ||
− | | ତା’ପରେ ଶିଶୁର ଶରୀରରକୁ ସଠିକ୍ | + | | ତା’ପରେ ଶିଶୁର ଶରୀରରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା |
|- | |- | ||
Line 162: | Line 163: | ||
|- | |- | ||
|03:47 | |03:47 | ||
− | | ସେମାନଙ୍କ ମଧ୍ୟରେ | + | | ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ |
|- | |- | ||
Line 170: | Line 171: | ||
|- | |- | ||
|04:00 | |04:00 | ||
− | | | + | | ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା |
|- | |- | ||
|04:08 | |04:08 | ||
− | | | + | | ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ |
|- | |- | ||
|04:16 | |04:16 | ||
− | | କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ | + | | କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି |
|- | |- | ||
|04:23 | |04:23 | ||
− | | ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ | + | | ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେନାହିଁ |
|- | |- | ||
|04:28 | |04:28 | ||
− | |ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ | + | | ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ |
|- | |- | ||
|04:35 | |04:35 | ||
− | | | + | |ଏହାଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ |
|- | |- | ||
|04:41 | |04:41 | ||
− | | | + | | ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ |
|- | |- | ||
|04:46 | |04:46 | ||
− | | ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ | + | | ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ଧରିବା ଦରକାର |
|- | |- | ||
|04:51 | |04:51 | ||
− | |ଅନ୍ୟଥା, ସ୍ତନ ସହିତ | + | | ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ |
|- | |- | ||
|04:58 | |04:58 | ||
− | |ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର | + | | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା |
|- | |- | ||
|05:03 | |05:03 | ||
− | |ଶିଶୁର ନାକ ସ୍ତନର | + | | ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ |
|- | |- | ||
|05:07 | |05:07 | ||
− | | | + | | ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ |
|- | |- | ||
|05:13 | |05:13 | ||
− | | | + | | ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ |
|- | |- | ||
|05:19 | |05:19 | ||
− | |ଏବଂ | + | | ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ |
|- | |- | ||
|05:26 | |05:26 | ||
− | |ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି | + | | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକର ଚାରିପଟେ ଥିବା ଗାଢ଼ କଳା ଅଂଶ |
|- | |- | ||
|05:32 | |05:32 | ||
− | |ବର୍ତ୍ତମାନ ଶିଶୁଟି ସଠିକ୍ | + | | ବର୍ତ୍ତମାନ ଶିଶୁଟି ସଠିକ୍ ସ୍ଥିତିରେ ରହିଛି, |
|- | |- | ||
|05:35 | |05:35 | ||
− | | ଚାଲନ୍ତୁ ସ୍ତନକୁ | + | | ଚାଲନ୍ତୁ ସ୍ତନକୁ ଧରିବା ବିଷୟରେ ଜାଣିବା |
|- | |- | ||
|05:39 | |05:39 | ||
− | | | + | | ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ |
|- | |- | ||
|05:48 | |05:48 | ||
− | |ଏହି ଛବିରେ | + | |ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିଛନ୍ତି |
|- | |- | ||
|05:55 | |05:55 | ||
− | |ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ | + | | ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ |
|- | |- | ||
|06:04 | |06:04 | ||
− | | | + | | ଘଣ୍ଟାରେ 3ଟା ବାଜିଥିବା ସ୍ଥିତିରେ ମା’ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ |
|- | |- | ||
|06:10 | |06:10 | ||
− | | ତାଙ୍କର ଡାହାଣ | + | | ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ସ୍ଥିତିରେ ରହିବ |
|- | |- | ||
|06:18 | |06:18 | ||
− | |ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର | + | | ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ |
କାହିଁକି? | କାହିଁକି? | ||
|- | |- | ||
|06:25 | |06:25 | ||
− | |ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା | + | | ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା |
|- | |- | ||
|06:30 | |06:30 | ||
− | |ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ | + | | ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ |
|- | |- | ||
|06:35 | |06:35 | ||
− | | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ | + | | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ |
|- | |- | ||
|06:40 | |06:40 | ||
− | |ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି | + | | ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି |
|- | |- | ||
|06:46 | |06:46 | ||
− | | | + | | ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିଲେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ |
|- | |- | ||
|06:53 | |06:53 | ||
− | |ସେହିପରି ଶିଶୁର | + | | ସେହିପରି ଶିଶୁର ଓଠକୁ ଦେଖନ୍ତୁ |
− | ଏଠାରେ ଓଠଗୁଡ଼ିକ | + | ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛି |
|- | |- | ||
|07:00 | |07:00 | ||
− | | ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ | + | | ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବ |
|- | |- | ||
|07:06 | |07:06 | ||
− | | | + | | ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ |
|- | |- | ||
|07:13 | |07:13 | ||
− | |ଶିଶୁର ଓଠ ସହିତ ସମାନ୍ତର ରହିବା | + | | ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ |
|- | |- | ||
|07:23 | |07:23 | ||
− | |ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା | + | | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ |
|- | |- | ||
|07:34 | |07:34 | ||
− | | | + | | ଏହାକୁ ବହୁତ ଦୂରରୁ ଧରିରଖିଲେ, ପାଟି ମଧ୍ୟରେ ତାହା ଠିକ ଭାବେ ଖାପ ହେବ ନାହିଁ |
|- | |- | ||
|07:41 | |07:41 | ||
− | |ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ | + | | ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ |
|- | |- | ||
|07:47 | |07:47 | ||
− | |ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି | + | | ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି |
|- | |- | ||
|07:55 | |07:55 | ||
− | | | + | | ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେ ନାହିଁ |
|- | |- | ||
|08:05 | |08:05 | ||
− | |ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, | + | | ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, |
|- | |- | ||
|08:11 | |08:11 | ||
− | |ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର | + | | ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ |
|- | |- | ||
|08:17 | |08:17 | ||
− | |ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ | + | | ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ |
|- | |- | ||
|08:23 | |08:23 | ||
− | |ମା’ଙ୍କର ବୁଢ଼ା ଆଙ୍ଗୁଠି | + | | ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଦରକାର |
|- | |- | ||
|08:30 | |08:30 | ||
− | |ଏବଂ ତାଙ୍କର ଦୁଇଟି ଆଙ୍ଗୁଠି | + | | ଏବଂ ତାଙ୍କର ଦୁଇଟି ଆଙ୍ଗୁଠି, ଶିଶୁର ନାକ ଥିବା ସ୍ତନର କଡ଼ରେ ରହିବା ଆବଶ୍ୟକ |
|- | |- | ||
|08:36 | |08:36 | ||
− | |ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ | + | | ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ |
|- | |- | ||
|08:41 | |08:41 | ||
− | | ବଡ଼ା ପାଓ କିମ୍ବା | + | | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ |
|- | |- | ||
|08:48 | |08:48 | ||
− | |ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ | + | | ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବେ |
|- | |- | ||
|08:54 | |08:54 | ||
− | | | + | | ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ |
|- | |- | ||
|09:01 | |09:01 | ||
− | |କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ | + | | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ |
|- | |- | ||
|09:07 | |09:07 | ||
− | |V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ | + | | V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ |
|- | |- | ||
|09:14 | |09:14 | ||
− | |ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ | + | | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ |
|- | |- | ||
|09:21 | |09:21 | ||
− | |ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ | + | | ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ |
|- | |- | ||
Line 376: | Line 377: | ||
|- | |- | ||
|09:32 | |09:32 | ||
− | |ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ | + | | ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ |
|- | |- | ||
|09:39 | |09:39 | ||
− | |ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ | + | | ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ |
|- | |- | ||
|09:43 | |09:43 | ||
− | |ବର୍ତ୍ତମାନ ଶିଶୁଟି | + | | ବର୍ତ୍ତମାନ, ଶିଶୁଟି କ୍ରେଡଲ୍ ହୋଲ୍ଡରେ ରହିବା ସହ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ |
|- | |- | ||
|09:49 | |09:49 | ||
− | | | + | | ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ଏହି ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି |
|- | |- | ||
|09:58 | |09:58 | ||
− | |ଶିଶୁକୁ ସଠିକତାର ସହ | + | | ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ |
|- | |- | ||
|10:05 | |10:05 | ||
− | | ମା’ | + | | ମା’ ସ୍ତନରୁ ହାତ କାଡ଼ିଦେବେ ଏବଂ |
|- | |- | ||
|10:09 | |10:09 | ||
− | | ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ | + | | ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖିବେ |
|- | |- | ||
|10:14 | |10:14 | ||
− | |ଏହି | + | | ଏହି ସ୍ଥିତିରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଦରକାର |
|- | |- | ||
|10:21 | |10:21 | ||
− | |ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ | + | | ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ |
|- | |- | ||
|10:26 | |10:26 | ||
− | |ଏହା ସହିତ ଆମେ ଏହି | + | |ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ |
|- | |- | ||
|10:29 | |10:29 | ||
− | | ଆମ ସହିତ ଜଡ଼ିତ | + | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Revision as of 18:46, 20 August 2019
00:01 | ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରେଡଲ୍ ହୋଲ୍ଡ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ | |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: | |
00:09 | ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ, | |
00:15 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ | |
00:18 | କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ | |
00:22 | ଚାଲନ୍ତୁ ଆରମ୍ଭ କରିବା.
ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି - ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି, | |
00:39 | ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ | |
00:45 | ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ | |
00:50 | ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ | |
00:54 | ଚାଲନ୍ତୁ, ଆମେ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା | |
00:59 | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ | |
01:05 | ଏବଂ ଭଲ ଭାବରେ ଶୁଖାଇବେ | |
01:10 | ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବେ | |
01:15 | ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ | |
01:22 | ତେଣୁ, ତାଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ | |
01:27 | ତା’ପରେ, ଚାଲନ୍ତୁ ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା | |
01:31 | ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ | |
01:36 | କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ | |
01:41 | ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, | |
01:47 | ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ | |
01:53 | ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ, | |
02:00 | କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ | |
02:05 | ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ | |
02:12 | ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ | |
02:18 | ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ | |
02:25 | ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ | |
02:29 | ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି, ସେହି ପଟେ ଶିଶୁକୁ ଧରିବେ | |
02:37 | ସେହି ହାତର କହୁଣୀରେ ଶିଶୁର ମୁଣ୍ଡ ଆରାମଦାୟକ ଅବସ୍ଥାରେ ରହିବ | |
02:44 | ସେହି ବାହୁରେ ମା’ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ | |
02:51 | ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି. | |
02:56 | ତେଣୁ, ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ | |
03:04 | ଡାହାଣ ହାତର କହୁଣୀରେ ଶିଶୁର ମୁଣ୍ଡ ରହିଛି | |
03:10 | ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ | |
03:19 | ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ | |
03:25 | ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ | |
03:30 | ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ | |
03:36 | ତା’ପରେ ଶିଶୁର ଶରୀରରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା | |
03:42 | ଶିଶୁର ପେଟ ଉପରେ ମା’ଙ୍କ ଶରୀରର ସାମାନ୍ୟ ଚାପ ପଡ଼ିବା ଆବଶ୍ୟକ | |
03:47 | ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ | |
03:54 | ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ | |
04:00 | ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା | |
04:08 | ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ | |
04:16 | କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି | |
04:23 | ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେନାହିଁ | |
04:28 | ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ | |
04:35 | ଏହାଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ | |
04:41 | ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ | |
04:46 | ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ଧରିବା ଦରକାର | |
04:51 | ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ | |
04:58 | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା | |
05:03 | ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ | |
05:07 | ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ | |
05:13 | ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ | |
05:19 | ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ | |
05:26 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକର ଚାରିପଟେ ଥିବା ଗାଢ଼ କଳା ଅଂଶ | |
05:32 | ବର୍ତ୍ତମାନ ଶିଶୁଟି ସଠିକ୍ ସ୍ଥିତିରେ ରହିଛି, | |
05:35 | ଚାଲନ୍ତୁ ସ୍ତନକୁ ଧରିବା ବିଷୟରେ ଜାଣିବା | |
05:39 | ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ | |
05:48 | ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିଛନ୍ତି | |
05:55 | ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ | |
06:04 | ଘଣ୍ଟାରେ 3ଟା ବାଜିଥିବା ସ୍ଥିତିରେ ମା’ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ | |
06:10 | ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ସ୍ଥିତିରେ ରହିବ | |
06:18 | ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ
କାହିଁକି? | |
06:25 | ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା | |
06:30 | ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ | |
06:35 | ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ | |
06:40 | ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି | |
06:46 | ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିଲେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ | |
06:53 | ସେହିପରି ଶିଶୁର ଓଠକୁ ଦେଖନ୍ତୁ
ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛି | |
07:00 | ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବ | |
07:06 | ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ | |
07:13 | ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ | |
07:23 | ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ | |
07:34 | ଏହାକୁ ବହୁତ ଦୂରରୁ ଧରିରଖିଲେ, ପାଟି ମଧ୍ୟରେ ତାହା ଠିକ ଭାବେ ଖାପ ହେବ ନାହିଁ | |
07:41 | ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ | |
07:47 | ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି | |
07:55 | ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେ ନାହିଁ | |
08:05 | ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ, | |
08:11 | ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ | |
08:17 | ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ | |
08:23 | ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଦରକାର | |
08:30 | ଏବଂ ତାଙ୍କର ଦୁଇଟି ଆଙ୍ଗୁଠି, ଶିଶୁର ନାକ ଥିବା ସ୍ତନର କଡ଼ରେ ରହିବା ଆବଶ୍ୟକ | |
08:36 | ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ | |
08:41 | ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ | |
08:48 | ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବେ | |
08:54 | ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ | |
09:01 | କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ | |
09:07 | V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ | |
09:14 | ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ | |
09:21 | ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ | |
09:27 | ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ | |
09:32 | ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ | |
09:39 | ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ | |
09:43 | ବର୍ତ୍ତମାନ, ଶିଶୁଟି କ୍ରେଡଲ୍ ହୋଲ୍ଡରେ ରହିବା ସହ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ | |
09:49 | ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ଏହି ସିରିଜ୍ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି | |
09:58 | ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ | |
10:05 | ମା’ ସ୍ତନରୁ ହାତ କାଡ଼ିଦେବେ ଏବଂ | |
10:09 | ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖିବେ | |
10:14 | ଏହି ସ୍ଥିତିରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଦରକାର | |
10:21 | ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ | |
10:26 | ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ | |
10:29 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |