Difference between revisions of "Java/C3/Calling-methods-of-the-superclass/Oriya"
From Script | Spoken-Tutorial
(Created page with "{| border=1 | <center>Time</center> | <center>Narration</center> |- |00:01 | Calling Methods of the Super Class ଉପରେ ସ୍ପୋକନ୍ ଟ୍ୟୁଟୋରିଆ...") |
|||
Line 77: | Line 77: | ||
|02:10 | |02:10 | ||
| Return ଷ୍ଟେଟମେଣ୍ଟ ଭିତରେ ଟାଇପ୍ କରନ୍ତୁ: super ଡଟ୍ getDetails() ପ୍ଲସ୍ ସ୍ଲାଶ୍ n Manager of getDepartment() | | Return ଷ୍ଟେଟମେଣ୍ଟ ଭିତରେ ଟାଇପ୍ କରନ୍ତୁ: super ଡଟ୍ getDetails() ପ୍ଲସ୍ ସ୍ଲାଶ୍ n Manager of getDepartment() | ||
− | |||
− | |||
|- | |- | ||
|02:22 | |02:22 |
Revision as of 13:00, 19 December 2017
|
|
00:01 | Calling Methods of the Super Class ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, * Super Keywordକୁ କେତେବେଳେ ବ୍ୟବହାର କରାଯାଏ |
00:13 | * Superclassର ମେଥଡ୍ସକୁ କିପରି କଲ୍ କରାଯାଏ |
00:17 | * Superclassର କନଷ୍ଟ୍ରକ୍ଟରକୁ କିପରି ଆହ୍ୱାନ କରାଯାଏ |
00:22 | ଏଠାରେ ଆମେ ବ୍ୟବହାର କରୁଛୁ:
|
00:32 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:39 | ଆପଣଙ୍କର, Javaରେ Method Overriding ଓ Subclassingର ଜ୍ଞାନ ମଧ୍ୟ ଥିବା ଆବଶ୍ୟକ |
00:45 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:51 | ଏକ Subclass, Super କୀୱର୍ଡ ବ୍ୟବହାର କରି ଗୋଟିଏ Superclass Data କିମ୍ୱା Method ବ୍ୟବହାର କରିପାରେ
|
00:58 | Super କୀୱର୍ଡ:
|
01:13 | ବର୍ତ୍ତମାନ ଚାଲନ୍ତୁ, ଆମେ ପୂର୍ବରୁ ତିଆରି କରିଥିବା IDE ଓ Projectକୁ ଯିବା |
01:19 | Manager Classକୁ ଆସନ୍ତୁ. |
01:22 | ଏବେ, getDetails() ମେଥଡ୍ କୁ ଫେରିଆସନ୍ତୁ |
01:26 | Return ଷ୍ଟେଟମେଣ୍ଟରେ, Name ଓ Emailକୁ କାଢିଦିଅନ୍ତୁ |
01:32 | ଏବେ, Employee Classକୁ ଫେରିଆସନ୍ତୁ |
01:36 | ଏହା ହେଉଛି Parent Class ବା Super Class |
01:41 | ଆମ ପାଖରେ ପୂର୍ବରୁ ଏଠାରେ getDetails() ମେଥଡ୍ ଅଛି |
01:46 | ଏହି ମେଥଡ୍ Name ଓ Email ରିଟର୍ନ କରେ |
01:51 | ତେଣୁ, ଆମେ Manager Classରେ ଏହି getDetails() ମେଥଡ୍ ବ୍ୟବହାର କରିପାରିବା |
01:57 | Manager Class ଭିତରେ, Employee Classରୁ ଆମେ getDetails() ମେଥଡ୍ କଲ୍ କରିବା |
02:04 | Manager Classରେ ଥିବା getDetails() ମେଥଡ୍ କୁ ଆସନ୍ତୁ |
02:10 | Return ଷ୍ଟେଟମେଣ୍ଟ ଭିତରେ ଟାଇପ୍ କରନ୍ତୁ: super ଡଟ୍ getDetails() ପ୍ଲସ୍ ସ୍ଲାଶ୍ n Manager of getDepartment() |
02:22 | ମୁଁ ଏବେ ପ୍ରୋଗ୍ରାମ୍ ରନ୍ କରିବି |
02:25 | ଦେଖନ୍ତୁ, ଆମେ Manager ବିବରଣୀ ପାଇଲେ. ଏହିପରି ଆମେ, Subclass ଭିତରେ Superclassର ମେଥଡ୍ କୁ କଲ୍ କରିପାରିବା |
02:36 | ଏବେ, Employee Classକୁ ଫେରିଆସନ୍ତୁ |
02:41 | ଏଠାରେ ଗୋଟିଏ Constructor ମିଶାଇବା |
02:44 | ତେଣୁ, Employee Class ଭିତରେ ଟାଇପ୍ କରନ୍ତୁ: public ସ୍ପେସ୍ Employee ବ୍ରାକେଟ୍ସ ମଧ୍ୟରେ String name, String email_address |
02:59 | କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ:
this dot name is equal to name semicolon this dot email_address is equal to email_address |
03:17 | ଏବେ ଚାଲନ୍ତୁ, Setter ଓ Getter ମେଥଡ୍ କୁ କମେଣ୍ଟ କରିବା |
03:23 | getDetails() ମେଥଡ୍ ଭିତରେ -
getName ବଦଳରେ, ଟାଇପ୍ କରନ୍ତୁ Name getEmail ବଦଳରେ, ଟାଇପ୍ କରନ୍ତୁ email_address |
03:37 | ଗୋଟିଏ Parent Classରୁ ଏକ Subclass, ସମସ୍ତ ମେଥଡ୍ସ ଓ ଭେରିଏବଲ୍ସ ଗ୍ରହଣ କରିଥାଏ |
03:44 | ଧ୍ୟାନଦିଅନ୍ତୁ ଯେ, ଏହା Constructors ଗ୍ରହଣ କରେନାହିଁ |
03:49 | କିନ୍ତୁ Constructor, ନିଜ Superclassର Non-Private Constructorsକୁ କଲ୍ କରିପାରିବ |
03:55 | ଆମେ ଏହାକୁ, Child Class Constructorରୁ Super କୀୱର୍ଡ ବ୍ୟବହାର କରି କରିପାରିବା |
04:01 | ତାହାକୁ ଆମେ ଏବେ ଦେଖିବା |
04:04 | ସେଥିପାଇଁ, Manager Classକୁ ଫେରିଆସନ୍ତୁ. ଏଠାରେ ଆମେ ଗୋଟିଏ Constructor ମିଶାଇବା |
04:10 | ତେଣୁ, ଟାଇପ୍ କରନ୍ତୁ: public ସ୍ପେସ୍ Manager ବ୍ରାକେଟ୍ସ ମଧ୍ୟରେ String ସ୍ପେସ୍ name comma String ସ୍ପେସ୍ email ଅଣ୍ଡରସ୍କୋର୍ address କମା String ସ୍ପେସ୍ dept |
04:30 | ତା’ପରେ, କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: super ବ୍ରାକେଟ୍ସ ମଧ୍ୟରେ name, email ଅଣ୍ଡରସ୍କୋର୍ address ସେମିକୋଲନ୍ |
04:44 | ତା’ପରେ ଟାଇପ୍ କରନ୍ତୁ: department ଇଜ୍ ଇକ୍ୱାଲ୍ ଟୁ dept ସେମିକୋଲନ୍ |
04:51 | ଏଠାରେ ଆମେ, Setter ଓ Getter ମେଥଡ୍ କୁ କମେଣ୍ଟ କରିବା |
04:56 | ତା’ପରେ, getDetails() ମେଥଡ୍ ରେ ଟାଇପ୍ କରନ୍ତୁ: getdepartment ବଦଳରେ department |
05:05 | ଏବେ, TestEmployee Classକୁ ଫେରିଆସନ୍ତୁ |
05:09 | Setter ମେଥଡ୍ ପାଇଁ ଥିବା କଲ୍ କୁ କମେଣ୍ଟ କରନ୍ତୁ |
05:15 | ବର୍ତ୍ତମାନ, Manager Constructor ପାଇଁ ଥିବା କଲ୍ ଭିତରେ ଟାଇପ୍ କରନ୍ତୁ: କ୍ୱୋଟ୍ସ ମଧ୍ୟରେ Nikkita Dinesh, abc@gmail.com, Accounts |
05:32 | ଏବେ ପ୍ରୋଗ୍ରାମ୍ ରନ୍ କରନ୍ତୁ |
05:35 | ଆମେ ନିମ୍ନ ଆଉପୁଟ୍ ପାଇଲେ ଆମେ Manager ବିବରଣୀ ପାଇଲେ |
05:40 | ଏହିପରି ଭାବେ ଆମେ, Superclassର Constructorକୁ କଲ୍ କରିପାରିବା |
05:45 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
|
05:56 | ଏକ ଆସାନମେଣ୍ଟ ଭାବେ -
ପୂର୍ବବର୍ତ୍ତୀ ଆସାଇନମେଣ୍ଟ ଖୋଲନ୍ତୁ Bike Classରେ Vehicle Class Run Methodକୁ କଲ୍ କରନ୍ତୁ |
06:04 | ଆଉଟପୁଟ୍ ନିମ୍ନ ଭାବେ ହେବା ଉଚିତ:
The Vehicle is running The Bike is running safely |
06:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
06:17 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ |
06:42 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
06:46 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:54 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:05 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |