Difference between revisions of "Digital-Divide/C2/How-to-manage-the-train-ticket/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || '''Time''' || '''Narration''' |- |00:01 | ବନ୍ଧୁଗଣ, Managing train tickets bought at IRCTC ଉପରେ ସ୍ପୋକନ୍ ଟ୍ୟୁଟୋ...")
 
 
Line 85: Line 85:
 
|-
 
|-
 
|02:12
 
|02:12
| ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତି ସ୍ଲାଇଡକୁ ଯିବା
+
| ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
  
 
|-
 
|-
Line 117: Line 117:
 
|-
 
|-
 
|03:15
 
|03:15
| କେବଳ ସେହି ବ୍ୟକ୍ତିଜଣଙ୍କର ବକ୍ସକୁ ଚେକ୍ କରନ୍ତୁ. ତେଣୁ, ଏହାକୁ କ୍ଲିକ୍ କରନ୍ତୁ ଏବଂ ତା’ପରେ ଟିକେଟକୁ କ୍ୟାନସଲ୍ କରନ୍ତୁ
+
| କେବଳ ସେହି ବ୍ୟକ୍ତି ଜଣଙ୍କର ବକ୍ସକୁ ଚେକ୍ କରନ୍ତୁ. ତେଣୁ, ଏହାକୁ କ୍ଲିକ୍ କରନ୍ତୁ ଏବଂ ତା’ପରେ ଟିକେଟକୁ କ୍ୟାନସଲ୍ କରନ୍ତୁ
  
 
|-
 
|-
Line 137: Line 137:
 
|-
 
|-
 
|03:47
 
|03:47
| ମୁଁ ନଗଦ 69 ରୁପୀ ଫେରସ୍ତ ପାଇଲି ଏବଂ ଧ୍ୟାନ ଦିଅନ୍ତୁ ଯେ ଏହି ରାଶି ମୂଳ ଆକାଉଣ୍ଟରେ ଯମା ହେବ ଯେଉଁଠାରୁ ଏହା ଆସିଥିଲା
+
| ମୁଁ ନଗଦ 69 ରୁପୀ ଫେରସ୍ତ ପାଇଲି ଏବଂ ଧ୍ୟାନ ଦିଅନ୍ତୁ ଯେ ଏହି ରାଶି ମୂଳ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଏହା ଆସିଥିଲା
  
 
|-
 
|-
Line 149: Line 149:
 
|-
 
|-
 
|04:07
 
|04:07
| ଚାଲନ୍ତୁ ପରବର୍ତ୍ତି ସ୍ଲାଇଡକୁ ଯିବା
+
| ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
  
 
|-
 
|-
Line 173: Line 173:
 
|-
 
|-
 
|04:47
 
|04:47
| କିନ୍ତୁ ଏଠାରେ ଏହାକୁ ତତକ୍ଷଣାତ ପ୍ରଦର୍ଶନ କରିବ ବୋଲି ଆଶା. ତେଣୁ, କ୍ୟାନସଲ୍ ହୋଇଥିବା ସମସ୍ତ ଟିକେଟଗୁଡିକ ଏଠାରେ ତାଲିକାଭୁକ୍ତ ଅଛନ୍ତି
+
| କିନ୍ତୁ, ଏଠାରେ ଏହାକୁ ତତକ୍ଷଣାତ ପ୍ରଦର୍ଶନ କରିବ ବୋଲି ଆଶା. ତେଣୁ, କ୍ୟାନସଲ୍ ହୋଇଥିବା ସମସ୍ତ ଟିକେଟଗୁଡିକ ଏଠାରେ ତାଲିକାଭୁକ୍ତ ଅଛନ୍ତି
  
 
|-
 
|-
Line 181: Line 181:
 
|-
 
|-
 
|04:56
 
|04:56
| ଚାଲନ୍ତୁ ପରବର୍ତ୍ତି ସ୍ଲାଇଡକୁ ଯିବା
+
| ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
  
 
|-
 
|-
Line 197: Line 197:
 
|-
 
|-
 
|05:21
 
|05:21
| ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତି ସ୍ଲାଇଡକୁ ଯିବା
+
| ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
  
 
|-
 
|-
Line 221: Line 221:
 
|-
 
|-
 
|05:52
 
|05:52
| ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତି ସ୍ଲାଇଡକୁ ଯିବା
+
| ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
  
 
|-
 
|-
Line 229: Line 229:
 
|-
 
|-
 
|06:03
 
|06:03
| irctcର ଉପଯୋଗୀତାଗୁଡିକ କ’ଣ ଅଟେ ?  
+
| irctcର ଉପଯୋଗିତାଗୁଡିକ କ’ଣ ଅଟେ ?  
  
 
|-
 
|-
Line 249: Line 249:
 
|-
 
|-
 
|06:29
 
|06:29
| ବର୍ତ୍ତମାନ ଆମେ, ଘରୋଇ ୱେବସାଇଟଗୁଡିକର ଉପଯୋଗୀତାଗୁଡିକୁ ଦେଖିବା:
+
| ବର୍ତ୍ତମାନ ଆମେ, ଘରୋଇ ୱେବସାଇଟଗୁଡିକର ଉପଯୋଗିତାଗୁଡିକୁ ଦେଖିବା:
  
 
|-
 
|-
 
|06:36
 
|06:36
| ବେଳେବେଳେ ଘରୋଇ ୱେବସାଇଟଗୁଡିକ irctc ଅପେକ୍ଷା ଶିଘ୍ର ଖୋଲନ୍ତି  
+
| ବେଳେବେଳେ ଘରୋଇ ୱେବସାଇଟଗୁଡିକ irctc ଅପେକ୍ଷା ଶୀଘ୍ର ଖୋଲନ୍ତି  
  
 
|-
 
|-
Line 261: Line 261:
 
|-
 
|-
 
|06:47
 
|06:47
| ଭ୍ରମଣର ସମସ୍ତ ସୂଚନା ଗୋଟିଏ ଯାଗାରେ ନିର୍ବାହ ହୋଇଥାଏ
+
| ଭ୍ରମଣର ସମସ୍ତ ସୂଚନା ଗୋଟିଏ ଜାଗାରେ ନିର୍ବାହ ହୋଇଥାଏ
  
 
|-
 
|-

Latest revision as of 14:10, 15 June 2017

Time Narration
00:01 ବନ୍ଧୁଗଣ, Managing train tickets bought at IRCTC ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି
00:09 ଏହି ଟ୍ୟୁଟୋରିଆଲରେ, ଆମେ irctc ରେ ହୋଇଥିବା ପୂର୍ବ କାରବାରକୁ କିପରି ପରିଚାଳିତ କରିବା ସେହି ବିଷୟରେ ଶିଖିବା
00:16 ଆମେ ଦେଖିବା: ଟିକେଟର ସ୍ଥିତାବସ୍ଥାକୁ କିପରି ଯାଞ୍ଚ୍ କରିହେବ
00:22 ଟିକେଟକୁ କିପରି ପ୍ରିଣ୍ଟ୍ କରିବା
00:25 ଟିକେଟକୁ କିପରି କ୍ୟାନସଲ୍ କରିବା
00:27 କ୍ୟନସେଲେଶନର ହିଷ୍ଟୋରୀ ଏବଂ ଗୋଟିଏ ଅଟୋମେଟେଡ୍ ରୀଫଣ୍ଡର ଇମେଲକୁ କିପରି ଦେଖିପାରିବା
00:35 ଟ୍ରେନ୍ ଟିକେଟ୍ ବୂକିଙ୍ଗ୍ କରିବା ପାଇଁ ଅନେକ ଘରୋଇ ୱେବସାଇଟ୍ ଅଛି
00:39 ଆମେ କେତୋଟି ଲୋକପ୍ରିୟ ୱେବସାଇଟକୁ ଦେଖିବା
00:43 ଆମେ ସେଗୁଡିକୁ IRCTC ସହିତ ତୁଳନା କରିବା
00:48 ଆମେ IRCTC ରେ ହୋଇଥିବା ଗତ ବୂକିଙ୍ଗଗୁଡିକୁ ଦେଖିବା. irctc ୱେବସାଇଟରେ ଲଗିନ୍ କରନ୍ତୁ
01:13 ତଳକୁ ସ୍କ୍ରୋଲ୍ କରନ୍ତୁ
01:15 ଟ୍ରାନଜାକ୍ସନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ Booked History ପାଇବେ
01:21 Booked Historyକୁ ଚାଲନ୍ତୁ. ଏହା Enter the password କହିବ
01:27 ପାସୱର୍ଡ ପ୍ରବେଶ କରନ୍ତୁ. Go ଦାବନ୍ତୁ
01:38 ଏହା PNR ନମ୍ବର୍ ମାଗିବ
01:44 ଏଠାରେ ଟିକେଟର ତାଲିକା ପ୍ରଦତ୍ତ ଅଛି
01:46 ଏହାକୁ କ୍ଲିକ୍ କରନ୍ତୁ ଏବଂ PNRର ସ୍ଥିତାବସ୍ଥା ପ୍ରାପ୍ତ ହେବ. ଏହା କହିବ ଯେ, Wait Listed , 162
01:57 ଏହାକୁ ବନ୍ଦ କରନ୍ତୁ. ଗୋଟିଏ printout ପାଇବା ପାଇଁ, ଏହାକୁ ଦାବନ୍ତୁ
02:07 ଏଠାରେ, ମୁଁ ଯଦି Print କହିବି, ଏହା ବାହାରକୁ ଚାଲିଯିବ ଏବଂ ଏହାକୁ ପ୍ରିଣ୍ଟ୍ କରିବ
02:12 ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
02:17 ବର୍ତ୍ତମାନ ଆମେ, କିପରି ଗୋଟିଏ ଟିକେଟକୁ କ୍ୟାନସଲ୍ କରାଯାଏ ଦେଖିବା
02:21 ଧରି ନିଅନ୍ତୁ, ମୁଁ ଏହି ଟିକେଟକୁ କ୍ୟାନସଲ୍ କରିବାକୁ ଚାହେଁ, ସେଥିପାଇଁ କ’ଣ କରିବି?
02:24 ତେଣୁ, ଏହି ଟିକେଟକୁ କ୍ୟାନସଲ୍ କରନ୍ତୁ
02:41 ଠିକ୍ ଅଛି, ଏହାକୁ କ୍ୟାନସଲ୍ କାରିବା ପାଇଁ ଚୟନ କରନ୍ତୁ
02:44 I don't want this ticket
02:55 ଏହା, Select for Cancel ବୋଲି କହିବ. ଚୟନ କରିବା ପଛରେ ଥିବା କାରଣ ହେଉଛି ଯେ ବେଳେବେଳେ ଆପଣ ଭ୍ରମଣ ପାଇଁ ଏକରୁ ଅଧିକ ଲୋକଙ୍କ ପାଇଁ ଟିକେଟ୍ ବୂକ କରିଥାଇପାରନ୍ତି
03:07 ଆଶିଂକ ଭାବେ କ୍ୟାନସଲ୍ କରିବା ସମ୍ଭବ ଅଟେ. ଧରିନିଅନ୍ତୁ ଦୁଇଜଣ ଭ୍ରମଣ କରିବେ ଏବଂ ଆପଣ କେବଳ ଜଣଙ୍କର ଟିକେଟ୍ କ୍ୟନସଲ୍ କରିବାକୁ ଚାହାଁନ୍ତି
03:15 କେବଳ ସେହି ବ୍ୟକ୍ତି ଜଣଙ୍କର ବକ୍ସକୁ ଚେକ୍ କରନ୍ତୁ. ତେଣୁ, ଏହାକୁ କ୍ଲିକ୍ କରନ୍ତୁ ଏବଂ ତା’ପରେ ଟିକେଟକୁ କ୍ୟାନସଲ୍ କରନ୍ତୁ
03:22 ବର୍ତ୍ତମାନ ଏହା, Are you sure you want to cancel the e-ticket? ବୋଲି ପଚାରିବ, OK ଦାବନ୍ତୁ
03:33 ଠିକ୍ ଅଛି. ଏହା Cancellation Status Detailsକୁ ପ୍ରଦର୍ଶନ କରିବ ଯାହା Cash Deducted 20 rupees ବୋଲି କହିବ
03:39 Cash paid Rs.89. ପ୍ରକୃତରେ ମୁଁ online ସେବା ବାବଦରେ 10 ରୁପୀ ପ୍ରଦାନ କରିଛି
03:45 ନଗଦ 20 ରୁପୀ ଡୀଡକ୍ଟ ହେଲା
03:47 ମୁଁ ନଗଦ 69 ରୁପୀ ଫେରସ୍ତ ପାଇଲି ଏବଂ ଧ୍ୟାନ ଦିଅନ୍ତୁ ଯେ ଏହି ରାଶି ମୂଳ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଏହା ଆସିଥିଲା
03:57 ଯଦି ଚାହାଁନ୍ତି, ଗୋଟିଏ printout ନେଇପାରିବେ
04:01 Historyକୁ ଫେରିପାରିବେ. ସ୍ଲାଇଡକୁ ଫେରିଆସନ୍ତୁ
04:07 ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
04:10 ବର୍ତ୍ତମାନ ମୁଁ, କ୍ୟାନସେଲେଶନର ହିଷ୍ଟୋରୀ କିପରି ଦେଖିପାରିବେ, ବର୍ଣ୍ଣନା କରିବି
04:17 ଠିକ୍ ଅଛି. ବର୍ତ୍ତମାନ Canceled Historyକୁ ଚୟନ କରନ୍ତୁ
04:26 ତେଣୁ, ଆପଣଙ୍କର ପାସୱର୍ଡ ପ୍ରବେଶ କରନ୍ତୁ
04:31 Go ଦାବନ୍ତୁ
04:35 ଏହା, The history for the canceled PNR will be available following the day of cancellation ବୋଲି ଦର୍ଶାଇବ
04:47 କିନ୍ତୁ, ଏଠାରେ ଏହାକୁ ତତକ୍ଷଣାତ ପ୍ରଦର୍ଶନ କରିବ ବୋଲି ଆଶା. ତେଣୁ, କ୍ୟାନସଲ୍ ହୋଇଥିବା ସମସ୍ତ ଟିକେଟଗୁଡିକ ଏଠାରେ ତାଲିକାଭୁକ୍ତ ଅଛନ୍ତି
04:54 ସ୍ଲାଇଡ୍ସକୁ ଫେରିଆସନ୍ତୁ
04:56 ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
04:59 ବର୍ତ୍ତମାନ ମୁଁ ଗୋଟିଏ, Automated Email of refundକୁ ଦେଖାଇବି
05:07 ଏହି ଇମେଲଟି ଖୋଲା ସରିଛି
05:09 ଏହା କୁହେ ଯେ, Rs.69 will be refunded for the PNR given here
05:21 ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
05:26 ଟ୍ରେନ୍ ବୂକିଙ୍ଗ୍ ପାଇଁ, ଏଠାରେ କିଛି ଉପଯୋଗୀ ଘରୋଇ ୱେବସାଇଟ୍ ଅଛି
05:30 ବର୍ତ୍ତମାନ ଆମେ ସେଗୁଡିକୁ ଦେଖିବା
05:38 Clear trip ଖୋଲାସରିଛି
05:41 ଚାଲନ୍ତୁ, make my tripର ପେଜ୍ ଦେଖିବା
05:48 ଚାଲନ୍ତୁ, Yatra.comର ୱେବ୍ ପେଜକୁ ଦେଖିବା
05:52 ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା
05:58 ବର୍ତ୍ତମାନ ଆମେ, IRCTCକୁ ଘରୋଇ ୱେବସାଇଟ୍ ସହିତ ତୁଳନା କରିବା
06:03 irctcର ଉପଯୋଗିତାଗୁଡିକ କ’ଣ ଅଟେ ?
06:06 ଘରୋଇ ୱେବସାଇଟଗୁଡିକରେ ସମସ୍ତ ଟ୍ରେନ୍ ତାଲିକାଭୁକ୍ତ ନଥାନ୍ତି
06:10 ଘରୋଇ ୱେବସାଇଟଗୁଡିକ ବ୍ୟୟବହୁଳ ଅଟନ୍ତି-ପାଖାପାଖି 20 ରୁପୀ ଅଧିକ
06:16 ଘରୋଇ ୱେବସାଇଟଗୁଡିକ, ସକାଳେ ବିଳମ୍ବରେ ଖୋଲନ୍ତି
06:19 ଘରୋଇ ୱେବସାଇଟଗୁଡିକ କେବଳ ସ୍ଵଳ୍ପ ସମୟ ପାଇଁ ଉପଲବ୍ଧ ଥାଏ. ଉଦାହରଣସ୍ଵରୂପ, ଯେତେବେଳେ irctc ସକାଳ 8 amରେ ଖୋଲେ, ଘରୋଇ ୱେବସାଇଟଗୁଡିକ ସକାଳ 10 amରେ ଖୋଲନ୍ତି
06:29 ବର୍ତ୍ତମାନ ଆମେ, ଘରୋଇ ୱେବସାଇଟଗୁଡିକର ଉପଯୋଗିତାଗୁଡିକୁ ଦେଖିବା:
06:36 ବେଳେବେଳେ ଘରୋଇ ୱେବସାଇଟଗୁଡିକ irctc ଅପେକ୍ଷା ଶୀଘ୍ର ଖୋଲନ୍ତି
06:42 ଘରୋଇ ୱେବସାଇଟଗୁଡିକ ଫ୍ଲାଇଟ୍ସ ଓ ବସ୍ ମଧ୍ୟ ବୂକ୍ କରିବାରେ ସାହାଯ୍ୟକାରୀ ହୁଅନ୍ତି. ଫଳସ୍ଵରୂପ,
06:47 ଭ୍ରମଣର ସମସ୍ତ ସୂଚନା ଗୋଟିଏ ଜାଗାରେ ନିର୍ବାହ ହୋଇଥାଏ
06:52 ଘରୋଇ ୱେବସାଇଟଗୁଡିକ ପୂର୍ବ ସର୍ଚକୁ ମନେରଖିପାରନ୍ତି
06:58 ବ୍ୟକ୍ତିଗତ ଭାବେ, ମୁଁ ଉଭୟ irctc ଓ ଘରୋଇ ୱେବସାଇଟଗୁଡିକୁ ବ୍ୟବହାର କରିଥାଏ
07:05 ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଉପରେ କିଛି ଶବ୍ଦ କହିବାକୁ ଚାହେଁ
07:09 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:17 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:20 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:31 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:35 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ
07:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
07:43 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
07:50 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
07:59 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep