Difference between revisions of "BASH/C3/Using-File-Descriptors/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 21: | Line 21: | ||
|- | |- | ||
| 00:17 | | 00:17 | ||
− | | | + | | file descriptor (fd)କୁ ବନ୍ଦ କରିବା |
|- | |- | ||
Line 37: | Line 37: | ||
|- | |- | ||
| 00:38 | | 00:38 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS |
|- | |- | ||
| 00:43 | | 00:43 | ||
− | | | + | | GNU BASH ଭର୍ସନ 4.2 |
|- | |- | ||
Line 317: | Line 317: | ||
|- | |- | ||
| 07:16 | | 07:16 | ||
− | | ସଂକ୍ଷିପ୍ତରେ | + | | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
− | + | ||
− | + | ||
− | + | ||
− | + | ||
|- | |- | ||
| 07:19 | | 07:19 | ||
− | | | + | | Output file descriptor ଆସାଇନ୍ କରିବା |
|- | |- | ||
| 07:22 | | 07:22 | ||
− | | | + | | Input file descriptor ଆସାଇନ୍ କରିବା |
|- | |- | ||
| 07:26 | | 07:26 | ||
− | | | + | | File descriptor ବନ୍ଦ କରିବା |
|- | |- |
Latest revision as of 10:36, 16 May 2017
Time | Narration |
00:01 | ବନ୍ଧୁଗଣ, Using File Descriptors ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:11 | କିଛି ଉଦାହରଣ ସାହାଯ୍ୟରେ, ଗୋଟିଏ output file descriptor ଆସାଇନ୍ କରିବା |
00:14 | ଏକ input file descriptor ଆସାଇନ୍ କରିବା |
00:17 | file descriptor (fd)କୁ ବନ୍ଦ କରିବା |
00:23 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର Bashରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
00:29 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:35 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
00:38 | ଉବୁଣ୍ଟୁ ଲିନକ୍ସ 12.04 OS |
00:43 | GNU BASH ଭର୍ସନ 4.2 |
00:46 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
00:54 | ଏକ ପରିଚୟରୁ ଆରମ୍ଭ କରିବା |
00:56 | ଆମେ, ପୂର୍ବ ଟ୍ୟୁଟୋରିଆଲରେ file descriptors ବିଷୟରେ ପଢିସାରିଛେ |
01:02 | stdin, stdout ଓ stderr ପାଇଁ 0, 1 ଓ 2 ହେଉଛି ଷ୍ଟାଣ୍ଡାର୍ଡ file descriptors |
01:15 | File descriptorଗୁଡିକ i/o redirection ପାଇଁ ବ୍ୟବହୃତ ହୁଏ |
01:20 | ଗୋଟିଏ ଆଉଟପୁଟ ଫାଇଲକୁ, ଏକ file descriptor ଅସାଇନ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି |
01:25 | Exec [File descriptor] ଗ୍ରେଟର୍ ଦ୍ୟାନ୍ ଚିହ୍ନ ଫାଇଲନାମ |
01:31 | ଏକ ଉଦାହରଣ ଦେଖିବା |
01:33 | ମୋ ପାଖରେ, fdassign ଡଟ୍ sh ନାମକ ଏକ କୋଡ୍ ଫାଇଲ ଅଛି |
01:43 | ପ୍ରଥମ ଲାଇନଟି ହେଉଛି shebang ଲାଇନ୍ |
01:49 | Exec କମାଣ୍ଡ୍, ସାମ୍ପ୍ରତିକ shell processକୁ ବଦଳାଇଥାଏ |
01:56 | ଏକ ନୂଆ process ସୃଷ୍ଟି ନକରି, ଏହା, ସାମ୍ପ୍ରତିକ shell ସ୍ଥାନରେ ନିଷ୍ପାଦିତ ହେବ |
02:04 | ଆମେ ଜାଣିଛେ ଯେ, 0, 1 ଓ 2 ଷ୍ଟାଣ୍ଡାର୍ଡ file descriptors ବୋଲି |
02:09 | ନୂଆ ଭାବରେ ଖୋଲା ହୋଇଥିବା ଯେକୌଣସି ଫାଇଲ୍ ପାଇଁ, ଆମ ପାଖରେ 3 ଠାରୁ 9 ପର୍ଯ୍ୟନ୍ତ ଅତିରିକ୍ତ file descriptors ଅଛି |
02:19 | ଏଠାରେ, 3 ହେଉଛି file descriptor |
02:22 | ଏହା, output ଡଟ୍ txt ଫାଇଲ ପାଇଁ ଆଉଟପୁଟ ଲେଖିବ |
02:30 | ଷ୍ଟ୍ରିଙ୍ଗ, Welcome to BASH learning, output ଡଟ୍ txt ଫାଇଲକୁ ପଠାଗଲା |
02:36 | ଏହା, file descriptor 3 ମାଧ୍ୟମରେ କରାଗଲା |
02:42 | ଏହା, ଗୋଟିଏ ଫାଇଲକୁ ଏକ ଷ୍ଟ୍ରିଙ୍ଗ ରିଡାଇରେକ୍ଟ କରିବା ଭଳି ଅଟେ |
02:49 | ପ୍ରତ୍ୟେକ ନୂଆ ଷ୍ଟ୍ରିଙ୍ଗ, ଫାଇଲ ସହିତ ଯୋଡିହୋଇଯିବ |
02:52 | ଉଦାହରଣସ୍ୱରୂପ |
02:54 | ଆମେ, ସାମ୍ପ୍ରତିକ system dateକୁ, output ଡଟ୍ txt ଫାଇଲ ସହିତ ଯୋଡିବା |
03:00 | ସିଣ୍ଟାକ୍ସ ହେଉଛି: date ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3 |
03:13 | ଏଠାରେ, ଆମେ file descriptorକୁ ବନ୍ଦ କରିଦେବା |
03:16 | ଏହି ଲାଇନ ପରେ, descriptor, output ଡଟ୍ txt ଫାଇଲରେ କିଛି ବି ଲେଖିପାରିବ ନାହିଁ |
03:23 | ଚାଲନ୍ତୁ, କୋଡ୍ ନିଷ୍ପାଦନ କରି ଆଉଟପୁଟ ଦେଖିବା |
03:26 | CTRL+ALT+T କୀ କୁ ଦାବି ଟର୍ମିନଲ ଖୋଲନ୍ତୁ |
03:34 | ଟାଇପ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdassign ଡଟ୍ sh |
03:41 | ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ fdassign ଡଟ୍ sh |
03:46 | ବର୍ତ୍ତମାନ, cat ସ୍ପେସ୍ output ଡଟ୍ txt ଟାଇପକରି, ଆଉଟପୁଟ ଯାଞ୍ଚ କରିବା |
03:56 | ଷ୍ଟ୍ରିଙ୍ଗ, Welcome to BASH learning ଏବଂ ସାମ୍ପ୍ରତିକ ସିଷ୍ଟମ ଡେଟ୍ ପ୍ରଦର୍ଶିତ ହୋଇଥିବାର ଆମେ ଦେଖିପାରିବା |
04:05 | Editorକୁ ଫେରିଆସନ୍ତୁ |
04:11 | ବର୍ତ୍ତମାନ, descriptor ବନ୍ଦ ହେଲା ପରେ, ଶେଷରେ ମୁଁ echo ଟାଇପ୍ କରିବି |
04:17 | ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Hi, କ୍ୱୋଟ୍ସ ଶେଷରେ ସ୍ପେସ୍ ଗ୍ରେଟର୍ ଦ୍ୟାନ୍ ଚିହ୍ନ ଆମ୍ପର୍ସାଣ୍ଡ ଚିହ୍ନ 3 |
04:31 | Save ଉପରେ କ୍ଲିକ୍ କରନ୍ତୁ |
04:35 | Scriptକୁ ପୁଣିଥରେ ନିଷ୍ପାଦନ କରନ୍ତୁ ଏବଂ କ’ଣ ହେଉଛି ଦେଖନ୍ତୁ |
04:38 | ଟର୍ମିନଲରେ, ଅପ୍-ଆରୋ କୀ ଦୁଇଥର ଦାବି, ପୂର୍ବ କମାଣ୍ଡ, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ |
04:50 | Enter ଦାବନ୍ତୁ |
04:52 | ଆମେ ଏକ ଏରର ଦେଖିବା : |
04:55 | Bad file descriptor. |
04:58 | ଏହି ଏରରକୁ ଫିକ୍ସ କରନ୍ତୁ |
05:00 | Editorକୁ ଫେରିଆସନ୍ତୁ |
05:03 | ମୁଁ, କୋଡ୍ ର ଶେଷ ଲାଇନକୁ କଟ୍ କରିବି ଏବଂ ଡେଟ୍ କମାଣ୍ଡ୍ ତଳେ ପେଷ୍ଟ କରିବି |
05:11 | Save ଉପରେ କ୍ଲିକ୍ କରନ୍ତୁ |
05:13 | ଟର୍ମିନଲରେ ପୁଣିଥରେ codeକୁ ନିଷ୍ପାଦନ କରନ୍ତୁ |
05:19 | ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ fdassign ଡଟ୍ shକୁ ରିକଲ୍ କରନ୍ତୁ |
05:24 | Enter ଦାବନ୍ତୁ |
05:26 | ବର୍ତ୍ତମାନ, ଆଉଟପୁଟ ଡଟ୍ txt ଫାଇଲକୁ ଖୋଲନ୍ତୁ |
05:29 | ଟାଇପ୍ କରନ୍ତୁ: cat ସ୍ପେସ୍ output ଡଟ୍ txt |
05:41 | ଆଉଟପୁଟ୍ କୁ ଦେଖନ୍ତୁ |
05:43 | ଷ୍ଟ୍ରିଙ୍ଗ୍ Hi, ଶେଷରେ ପ୍ରଦର୍ଶିତ ହୋଇଛି |
05:49 | ବର୍ତ୍ତମାନ ଆମେ, ଇନପୁଟ୍ ଫାଇଲକୁ file descriptor ଆସାଇନ୍ କରିବା |
05:54 | ଏକ ଉଦାହରଣ ଦେଖନ୍ତୁ |
05:56 | ମୋ ପାଖରେ, Fdread ଡଟ୍ sh ନାମକ ଏକ ଫାଇଲ୍ ଅଛି |
06:03 | ଚାଲନ୍ତୁ ତାହାକୁ ଦେଖିବା |
06:07 | ଏହା ହେଉଛି exec କମାଣ୍ଡ୍ |
06:13 | ଏଠାରେ ଆମେ, output ଡଟ୍ txt ଫାଇଲକୁ ପଢିବା |
06:19 | exec 3 ଗ୍ରେଟର୍ ଦ୍ୟାନ୍ ଚିହ୍ନ output ଡଟ୍ txt ଲାଇନ୍, ପଢିବା ପାଇଁ ଫାଇଲକୁ ଖୋଲିବ |
06:30 | Cat କମାଣ୍ଡ୍, ଫାଇଲର କଣ୍ଟେଣ୍ଟକୁ ପ୍ରଦର୍ଶିତ କରିବ |
06:35 | ଏବଂ ଶେଷରେ, file descriptorକୁ ବନ୍ଦ କରନ୍ତୁ |
06:39 | ବର୍ତ୍ତମାନ, shell scriptକୁ ନିଷ୍ପାଦନ କରନ୍ତୁ |
06:42 | ଟର୍ମିନଲରେ, promptକୁ ଖାଲି କରିଦିଅନ୍ତୁ |
06:47 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ fdread ଡଟ୍ sh |
06:55 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ fdread ଡଟ୍ sh |
07:01 | ଟର୍ମିନଲରେ ଆଉଟପୁଟ୍ କୁ ଦେଖନ୍ତୁ |
07:05 | Output ଡଟ୍ txt ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ ହେଲା |
07:10 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
07:13 | Slidesକୁ ଫେରିଆସନ୍ତୁ |
07:16 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
07:19 | Output file descriptor ଆସାଇନ୍ କରିବା |
07:22 | Input file descriptor ଆସାଇନ୍ କରିବା |
07:26 | File descriptor ବନ୍ଦ କରିବା |
07:28 | ଏକ ଆସାଇନମେଣ୍ଟ ଭାବେ: |
07:30 | File descriptors ବ୍ୟବହାର କରି, test ଡଟ୍ txt ଫାଇଲରେ କିଛି ନୂଆ ଲାଇନ ଯୋଡିବା ପାଇଁ ଚେଷ୍ଟା କରନ୍ତୁ |
07:36 | File descriptors ବ୍ୟବହର କରି, ଫାଇଲର କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତୁ |
07:41 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:45 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
07:48 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:58 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:02 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:10 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
08:14 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro. |
08:28 | ଆଇଆଇଟି ବମ୍ୱେ ତରଫରୁ |
08:33 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
08:37 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |