Difference between revisions of "BASH/C2/Globbing-and-Export-statement/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Globbing ଓ Export Command ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱା...") |
PoojaMoolya (Talk | contribs) |
||
Line 13: | Line 13: | ||
|- | |- | ||
|00:08 | |00:08 | ||
− | | | + | |ଗ୍ଲୋବିଙ୍ଗ୍, ଏକ୍ସପୋର୍ଟ କମାଣ୍ଡ |
− | + | ||
− | + | ||
− | + | ||
− | + | ||
|- | |- | ||
Line 170: | Line 166: | ||
|04:06 | |04:06 | ||
| ଏକ୍ସପୋର୍ଟ କମାଣ୍ଡ - | | ଏକ୍ସପୋର୍ଟ କମାଣ୍ଡ - | ||
− | + | ସମସ୍ତ Child Processesର Environmentକୁ ଗୋଟିଏ Function କିମ୍ୱା ଏକ Variable ଏକ୍ସପୋର୍ଟ କରିଥାଏ | |
|- | |- | ||
|04:15 | |04:15 | ||
− | | | + | |ଏକ Local ଭେରିଏବଲ୍ Global ଭେରିଏବଲ୍ ରେ ମଧ୍ୟ ବଦଳାଇପାରେ |
|- | |- | ||
Line 282: | Line 278: | ||
|- | |- | ||
|06:41 | |06:41 | ||
− | | | + | |ଗ୍ଲୋବିଙ୍ଗ୍, ଏକ୍ସପୋର୍ଟ କମାଣ୍ଡ |
− | + | ||
− | + | ||
− | + | ||
− | + | ||
|- | |- | ||
|06:44 | |06:44 | ||
− | | ଏକ ଆସାଇନମେଣ୍ଟ ଭାବେ | + | | ଏକ ଆସାଇନମେଣ୍ଟ ଭାବେ Globbing ଅନ୍ତର୍ଗତ ସମସ୍ତ ଆଲୋଚିତ କାର୍ଯ୍ୟ କରିବା ପାଇଁ ଏକ Bash Script ଲେଖନ୍ତୁ |
− | + | ||
− | + | ||
− | + | ||
− | + | ||
|- | |- | ||
Line 314: | Line 302: | ||
|- | |- | ||
|07:05 | |07:05 | ||
− | | | + | | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
|- | |- | ||
|07:08 | |07:08 | ||
− | | | + | |ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
|- | |- |
Latest revision as of 10:57, 15 May 2017
Time | Narration |
00:01 | Globbing ଓ Export Command ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:08 | ଗ୍ଲୋବିଙ୍ଗ୍, ଏକ୍ସପୋର୍ଟ କମାଣ୍ଡ |
00:11 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ |
00:18 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:24 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:27 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:31 | GNU Bash ଭର୍ସନ୍ 4.1.10 |
00:35 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:43 | ଚାଲନ୍ତୁ, Globbingର ପରିଚୟରୁ ଆରମ୍ଭ କରିବା |
00:46 | Bash ଦ୍ୱାରା ବହନ କରାଯାଉଥିବା Filename କିମ୍ୱା Pathname ବିସ୍ତାରଣକୁ Globbing କୁହାଯାଏ |
00:52 | Globbing, Wildcardsକୁ ଚିହ୍ନଟ କରେ ଓ ପ୍ରସାରିତ କରେ |
00:57 | ସାଧାରଣ Wildcard କ୍ୟାରେକ୍ଟର୍ସକୁ ମଧ୍ୟ ଏହା ବ୍ୟାଖ୍ୟା କରିଥାଏ, ଯେପରି - |
01:02 | # * (ଆଷ୍ଟରିକ୍ସ) ଓ |
01:04 | # ? (ପ୍ରଶ୍ନବାଚକ ଚିହ୍ନ) |
01:05 | ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା |
01:09 | ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ |
01:18 | Terminalରେ ଟାଇପ୍ କରନ୍ତୁ: ls ସ୍ପେସ୍ ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ |
01:27 | ଏହା, ସାମ୍ପ୍ରତିକ ଡାଇରେକ୍ଟୋରୀରେ ଥିବା ସମସ୍ତ .sh ଏକ୍ସଟେନ୍ସନ୍ ଫାଇଲଗୁଡ଼ିକୁ ମିଶାଇଥାଏ |
01:34 | ଏଠାରେ, ସମସ୍ତ sh ଫାଇଲଗୁଡ଼ିକ ତାଲିକାଭୁକ୍ତ ହୋଇଥିବାର ଆମେ ଦେଖିପାରୁଛେ |
01:40 | ଏବେ Prompt ଖାଲି କରିଦିଅନ୍ତୁ. ଆଉ ଟାଇପ୍ କରନ୍ତୁ: ls ସ୍ପେସ୍ s ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ |
01:51 | ଆମେ ଦେଖିପାରୁଛେ ଯେ, s କ୍ୟାରେକ୍ଟର୍ ସହିତ ଆରମ୍ଭ ହେଉଥିବା ତଥା sh ଏକ୍ସଟେନ୍ସନ୍ ଥିବା ସମସ୍ତ ଫାଇଲକୁ s ଆଷ୍ଟରିକ୍ସ ଡଟ୍ sh ମିଶାଇଥାଏ |
02:02 | ଚାଲନ୍ତୁ ଆଗକୁ ବଢିବା ... |
02:04 | ଏବେ ଟାଇପ୍ କରନ୍ତୁ: ls ସ୍ପେସ୍ ଖୋଲା ସ୍କ୍ୱୟାର୍ ବ୍ରାକେଟ୍ a ହାଇଫେନ୍ c ବନ୍ଦ ସ୍କ୍ୱୟାର୍ ବ୍ରାକେଟ୍ ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ |
02:19 | ଏହା, a କିମ୍ୱା b କିମ୍ୱା c ଅକ୍ଷରରୁ ଆରମ୍ଭ ହେଉଥିବା ଫାଇଲଗୁଡ଼ିକ ମିଶାଇବ ଓ ପ୍ରଦର୍ଶିତ କରିବ |
02:26 | ଆଉଟପୁଟକୁ ଦେଖନ୍ତୁ |
02:28 | ଆମେ, ସମସ୍ତ a କିମ୍ୱା b କିମ୍ୱା c ଅକ୍ଷରରୁ ଆରମ୍ଭ ହେଉଥିବା ଫାଇଲଗୁଡ଼ିକର ତାଲିକା ଦେଖିପାରୁଛେ |
02:35 | ଆଉ ଏହି ଫାଇଲଗୁଡ଼ିକର sh ଏକ୍ସଟେନ୍ସନ୍ ଅଛି |
02:39 | ଏବେ, ଆଗକୁ ବଢିବା ଓ ଟାଇପ୍ କରିବା: ls ସ୍ପେସ୍ ଖୋଲା ସ୍କ୍ୱୟାର୍ ବ୍ରାକେଟ୍ କ୍ୟାରେଟ୍ ଚିହ୍ନ a ହାଇଫେନ୍ c ବନ୍ଦ ସ୍କ୍ୱୟାର୍ ବ୍ରାକେଟ୍ ଆଷ୍ଟରିକ୍ସ ଡଟ୍ sh, Enter ଦାବନ୍ତୁ |
02:55 | ଏହା, sh ଏକ୍ସଟେନ୍ସନ୍ ସହିତ ଥିବା ସମସ୍ତ ଫାଇଲ ନାମଗୁଡ଼ିକୁ ମିଶାଇବ |
03:00 | କିନ୍ତୁ, a କିମ୍ୱା b କିମ୍ୱା c କ୍ୟାରେକ୍ଟର୍ ସହିତ ଆରମ୍ଭ ହେଉଥିବାଗୁଡ଼ିକୁ ହଟାଇଦେବ |
03:07 | ଆଉଟପୁଟକୁ ଦେଖନ୍ତୁ. ଆପଣ ଦେଖିପାରିବେ ଯେ, ଫାଇଲଗୁଡ଼ିକର ନାମ a, b କିମ୍ୱା c ଅକ୍ଷରରୁ ଆରମ୍ଭ ହେଉନାହିଁ |
03:16 | Promptକୁ ଖାଲି କରିଦିଅନ୍ତୁ |
03:19 | ଏବେ ଟାଇପ୍ କରନ୍ତୁ: ls ସ୍ପେସ୍ ଖୋଲା ସ୍କ୍ୱୟାର୍ ବ୍ରାକେଟ୍ କ୍ୟାପିଟାଲ୍ A ଛୋଟ a ବନ୍ଦ ସ୍କ୍ୱୟାର୍ ବ୍ରାକେଟ୍ ଆଷ୍ଟରିକ୍ସ ଚିହ୍ନ ଡଟ୍ sh, Enter ଦାବନ୍ତୁ |
03:34 | ଏହା, ବଡ଼ ଓ ଛୋଟ A ସହିତ ଆରମ୍ଭ ହେଉଥିବା ଫାଇଲ୍ ନାମଗୁଡ଼ିକୁ ମିଶାଇବ |
03:40 | ଆଉଟପୁଟ୍ ଦେଖନ୍ତୁ. ବଡ଼ ଓ ଛୋଟ A ସହିତ ଆରମ୍ଭ ହେଉଥିବା ତଥା sh ଏକ୍ସଟେନ୍ସନ୍ ସହିତ ସମସ୍ତ ଫାଇଲ୍ ନାମଗୁଡ଼ିକ ତାଲିକାଭୁକ୍ତ ହୋଇଛି |
03:49 | ଏବେ ଚାଲନ୍ତୁ, Bashରେ Export Command ଦେଖିବା |
03:53 | Slidesକୁ ଫେରିଆସନ୍ତୁ |
03:55 | Bashରେ, ନିଜସ୍ୱ Shell ପାଇଁ ଭେରିଏବଲଗୁଡ଼ିକ Local ଅଟନ୍ତି |
04:00 | ସେହି Shell କିମ୍ୱା ସାମ୍ପ୍ରତିକ Shell ଦ୍ୱାରା Local Variablesକୁ ବ୍ୟବହାର କରାଯାଇପାରିବ |
04:06 | ଏକ୍ସପୋର୍ଟ କମାଣ୍ଡ -
ସମସ୍ତ Child Processesର Environmentକୁ ଗୋଟିଏ Function କିମ୍ୱା ଏକ Variable ଏକ୍ସପୋର୍ଟ କରିଥାଏ |
04:15 | ଏକ Local ଭେରିଏବଲ୍ Global ଭେରିଏବଲ୍ ରେ ମଧ୍ୟ ବଦଳାଇପାରେ |
04:20 | ଗୋଟିଏ ଉଦାହରଣ ସହିତ ଆମେ ଏହାକୁ ବୁଝିବାକୁ ଚେଷ୍ଟା କରିବା |
04:24 | Terminalକୁ ଯାଇ ଟାଇପ୍ କରନ୍ତୁ: myvar ଇକ୍ୱାଲ୍ ଟୁ ଚିହ୍ନ lion, Enter ଦାବନ୍ତୁ |
04:34 | ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar, Enter ଦାବନ୍ତୁ |
04:41 | lion ପ୍ରିଣ୍ଟ ହୋଇଗଲା |
04:44 | ଏହା ହେଉଛି Variable myvarକୁ ଆସାଇନ୍ କରାଯାଇଥିବା ଭାଲ୍ୟୁ |
04:48 | ଏବେ, ଏକ ନୂଆ Shellକୁ ଯିବା |
04:51 | ନୂଆ Shellକୁ ଯିବା ପାଇଁ, ଆମେ ଏକ ନୂଆ Terminal ଖୋଲିପାରିବା ନହେଲେ ଟାଇପ୍ କରିବା: ସ୍ଲାଶ୍ bin ସ୍ଲାଶ୍ bash. Enter ଦାବନ୍ତୁ |
05:03 | ଭେରିବଲ୍ myvarରେ ଭାଲ୍ୟୁ ଯାଞ୍ଚ କରନ୍ତୁ |
05:07 | ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar, Enter ଦାବନ୍ତୁ |
05:15 | ଗୋଟିଏ ଖାଲି ଲାଇନ୍ ପ୍ରିଣ୍ଟ ହେଲା |
05:17 | ଏହାର ଅର୍ଥ ହେଉଛି, ଭେରିବଲ୍ myvarକୁ ଆସାଇନ୍ ହୋଇଥିବା ଭାଲ୍ୟୁ ଏହି Shell କୁ ସ୍ଥାନାନ୍ତର ହୋଇନାହିଁ |
05:24 | ଆଉ, ଏହି ଭେରିବଲ୍ myvar, ପୂର୍ବବର୍ତ୍ତୀ Shell ପାଇଁ Local ଅଟେ, ସାମ୍ପ୍ରତିକ Shell ପାଇଁ ନୁହେଁ |
05:32 | ଆମର ପୂର୍ବବର୍ତ୍ତୀ Shellକୁ ଫେରିଯିବା ପାଇଁ exit ଟାଇପ୍ କରନ୍ତୁ |
05:36 | ତେଣୁ, ଭେରିଏବଲଗୁଡ଼ିକୁ Globally ଘୋଷିତ କରିବା ପାଇଁ ଆମକୁ Export Command ବ୍ୟବହାର କରିବାକୁ ପଡ଼ିବ |
05:43 | ଚାଲନ୍ତୁ ଜାଣିବା କିପରି |
05:46 | ଟାଇପ୍ କରନ୍ତୁ: export ସ୍ପେସ୍ myvar ଇକ୍ୱାଲ୍ ଟୁ ଚିହ୍ନ lion, Enter ଦାବନ୍ତୁ |
05:55 | ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar, Enter ଦାବନ୍ତୁ |
06:02 | lion ପ୍ରଦର୍ଶିତ ହେଲା |
06:05 | ଚାଲନ୍ତୁ, ଆଉ ଗୋଟିଏ Shell କୁ ଯିବା. ଟାଇପ୍ କରନ୍ତୁ: ସ୍ଲାଶ୍ bin ସ୍ଲାଶ୍ bash. Enter ଦାବନ୍ତୁ |
06:13 | Promptକୁ ଖାଲି କରିଦିଅନ୍ତୁ |
06:15 | ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡଲାର୍ ଚିହ୍ନ myvar |
06:22 | lion ପ୍ରଦର୍ଶିତ ହେଲା |
06:25 | ଏହାର କାରଣ ହେଉଛି, ଆମେ, Export Command ବ୍ୟବହାର କରି ଭେରିଏବଲ୍ myvarକୁ ଗ୍ଲୋବଲୀ ଘୋଷିତ କରିଛେ |
06:33 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
06:36 | ସଂକ୍ଷିପ୍ତରେ, Slidesକୁ ଫେରିଆସନ୍ତୁ |
06:39 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
06:41 | ଗ୍ଲୋବିଙ୍ଗ୍, ଏକ୍ସପୋର୍ଟ କମାଣ୍ଡ |
06:44 | ଏକ ଆସାଇନମେଣ୍ଟ ଭାବେ Globbing ଅନ୍ତର୍ଗତ ସମସ୍ତ ଆଲୋଚିତ କାର୍ଯ୍ୟ କରିବା ପାଇଁ ଏକ Bash Script ଲେଖନ୍ତୁ |
06:51 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
06:54 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:57 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
07:08 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:12 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:20 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:24 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
07:37 | ଆଇଆଇଟି ବମ୍ୱେ ତରଫରୁ |
07:42 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
07:47 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |