Difference between revisions of "Tux-Typing/C2/Getting-started-with-Tux-Typing/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:00 | ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍‍ ଟ୍ୟୁଟୋରି...")
 
 
Line 6: Line 6:
 
|00:00
 
|00:00
 
| ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 
| ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
|-
 
|-
 
|00:04
 
|00:04
 
| ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଟକ୍ସ ଟାଇପିଙ୍ଗ୍‍ ଓ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ବିଷୟରେ ଶିଖିବେ  
 
| ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଟକ୍ସ ଟାଇପିଙ୍ଗ୍‍ ଓ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ବିଷୟରେ ଶିଖିବେ  
 +
 
|-
 
|-
 
|00:10
 
|00:10
 
| ଆପଣ ଶିଖିବେ:
 
| ଆପଣ ଶିଖିବେ:
 +
 
|-
 
|-
 
|00:12  
 
|00:12  
 
| ଇଂରାଜୀ ବର୍ଣ୍ଣମାଳା ଥିବା ଏକ କମ୍ପ୍ୟୁଟର୍‍ କୀ’ବୋର୍ଡରେ ସଠିକ୍‍, ଶୀଘ୍ର ଓ ଦକ୍ଷ ତାପୂର୍ଣ୍ଣ ଭାବରେ କିପରି ଟାଇପ୍‍ କରିବେ
 
| ଇଂରାଜୀ ବର୍ଣ୍ଣମାଳା ଥିବା ଏକ କମ୍ପ୍ୟୁଟର୍‍ କୀ’ବୋର୍ଡରେ ସଠିକ୍‍, ଶୀଘ୍ର ଓ ଦକ୍ଷ ତାପୂର୍ଣ୍ଣ ଭାବରେ କିପରି ଟାଇପ୍‍ କରିବେ
 +
 
|-
 
|-
 
|00:19
 
|00:19
 
| ପ୍ରତ୍ୟେକ ଥର ଟାଇପ୍‍ କରିବା ସମୟରେ ତଳକୁ ନଦେଖି ଟାଇପ୍‍ କରିବା ମଧ୍ୟ ଆପଣ ଶିଖିବେ  
 
| ପ୍ରତ୍ୟେକ ଥର ଟାଇପ୍‍ କରିବା ସମୟରେ ତଳକୁ ନଦେଖି ଟାଇପ୍‍ କରିବା ମଧ୍ୟ ଆପଣ ଶିଖିବେ  
 +
 
|-
 
|-
 
|00:25
 
|00:25
 
| ଟକ୍ସ ଟାଇପିଙ୍ଗ୍‍ କ’ଣ?  
 
| ଟକ୍ସ ଟାଇପିଙ୍ଗ୍‍ କ’ଣ?  
 +
 
|-
 
|-
 
|00:27  
 
|00:27  
 
| ଟକ୍ସ ଟାଇପିଙ୍ଗ୍‍ ହେଉଛି ଏକ ଟାଇପିଙ୍ଗ୍‍ ଟ୍ୟୁଟର୍‍  
 
| ଟକ୍ସ ଟାଇପିଙ୍ଗ୍‍ ହେଉଛି ଏକ ଟାଇପିଙ୍ଗ୍‍ ଟ୍ୟୁଟର୍‍  
 +
 
|-
 
|-
 
|00:30
 
|00:30
 
| ଇଣ୍ଟରାକ୍ଟିଭ୍‍ ଗେମ୍‍ ବ୍ୟବହାର କରି କିପରି ଟାଇପିଙ୍ଗ୍‍ କରିବେ ଏବଂ ଧୀରେ ଧୀରେ ବିଭିନ୍ନ ଅକ୍ଷ ର କିପରି ଟାଇପ୍‍ କରିବେ ଏହା ଆପଣଙ୍କୁ ଶିଖାଇ ଥାଏ  
 
| ଇଣ୍ଟରାକ୍ଟିଭ୍‍ ଗେମ୍‍ ବ୍ୟବହାର କରି କିପରି ଟାଇପିଙ୍ଗ୍‍ କରିବେ ଏବଂ ଧୀରେ ଧୀରେ ବିଭିନ୍ନ ଅକ୍ଷ ର କିପରି ଟାଇପ୍‍ କରିବେ ଏହା ଆପଣଙ୍କୁ ଶିଖାଇ ଥାଏ  
 +
 
|-
 
|-
 
|00:38  
 
|00:38  
 
| ଆପଣ, ନିଜ ସମୟାନୁସାରେ ଟାଇପିଙ୍ଗ୍‍ ଶିଖିପାରିବେ     
 
| ଆପଣ, ନିଜ ସମୟାନୁସାରେ ଟାଇପିଙ୍ଗ୍‍ ଶିଖିପାରିବେ     
 +
 
|-
 
|-
 
|00:41
 
|00:41
 
| ଓ ଧୀରେ ଧୀରେ ଟାଇପିଙ୍ଗ୍ ସ୍ପୀଡ୍ ସହ ସଠିକତାକୁ ମଧ୍ୟ ବଢ଼ାଇପାରିବେ  
 
| ଓ ଧୀରେ ଧୀରେ ଟାଇପିଙ୍ଗ୍ ସ୍ପୀଡ୍ ସହ ସଠିକତାକୁ ମଧ୍ୟ ବଢ଼ାଇପାରିବେ  
 +
 
|-
 
|-
 
|00:46
 
|00:46
 
| ଟକ୍ସ ଟାଇପିଙ୍ଗ୍‍, ଅଭ୍ୟାସ ପାଇଁ ନୂଆ ଶବ୍ଦ ଏଣ୍ଟର୍‍ କରିବାକୁ ଏବଂ ଟାଇପିଙ୍ଗ୍‍ ପାଇଁ ଭାଷା ସେଟ୍‍ କରିବାକୁ ଆପଣଙ୍କୁ ସକ୍ଷ ମ କରିଥାଏ  
 
| ଟକ୍ସ ଟାଇପିଙ୍ଗ୍‍, ଅଭ୍ୟାସ ପାଇଁ ନୂଆ ଶବ୍ଦ ଏଣ୍ଟର୍‍ କରିବାକୁ ଏବଂ ଟାଇପିଙ୍ଗ୍‍ ପାଇଁ ଭାଷା ସେଟ୍‍ କରିବାକୁ ଆପଣଙ୍କୁ ସକ୍ଷ ମ କରିଥାଏ  
 +
 
|-
 
|-
 
|00:54
 
|00:54
 
| ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 11.10ରେ ଟକ୍ସ ଟାଇପିଙ୍ଗ୍‍ 1.8.0 ବ୍ୟବହାର କରୁଛୁ
 
| ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 11.10ରେ ଟକ୍ସ ଟାଇପିଙ୍ଗ୍‍ 1.8.0 ବ୍ୟବହାର କରୁଛୁ
 +
 
|-
 
|-
 
|01:02
 
|01:02
 
| ଆପଣ ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ବ୍ୟବହାର କରି ଟକ୍ସ ଟାଇପିଙ୍ଗ୍‍ ଇନଷ୍ଟଲ୍‍ କରିପାରିବେ  
 
| ଆପଣ ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ବ୍ୟବହାର କରି ଟକ୍ସ ଟାଇପିଙ୍ଗ୍‍ ଇନଷ୍ଟଲ୍‍ କରିପାରିବେ  
 +
 
|-
 
|-
 
|01:07  
 
|01:07  
 
| ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ଉପରେ ଅଧିକ ସୂଚନା ପାଇଁ ଦୟାକରି ଏହି ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ  
 
| ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ଉପରେ ଅଧିକ ସୂଚନା ପାଇଁ ଦୟାକରି ଏହି ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ  
 +
 
|-
 
|-
 
|01:16
 
|01:16
 
| ଟକ୍ସ ଟାଇପିଙ୍ଗ୍‍ ଖୋଲନ୍ତୁ  
 
| ଟକ୍ସ ଟାଇପିଙ୍ଗ୍‍ ଖୋଲନ୍ତୁ  
 +
 
|-
 
|-
 
|01:19
 
|01:19
 
| ପ୍ରଥମେ, Dash Home କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ କମ୍ପ୍ୟୁଟର୍‍ ଡେସ୍କଟପ୍‌ର ଉପର ବାମପଟ କୋଣରେ ଥିବା ଗୋଲିଆ ବଟନ୍‍ ଅଟେ  
 
| ପ୍ରଥମେ, Dash Home କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ କମ୍ପ୍ୟୁଟର୍‍ ଡେସ୍କଟପ୍‌ର ଉପର ବାମପଟ କୋଣରେ ଥିବା ଗୋଲିଆ ବଟନ୍‍ ଅଟେ  
 +
 
|-
 
|-
 
|01:26
 
|01:26
 
| Search box ଦେଖାଦେଲା. ସର୍ଚ ବକ୍ସରେ, ଡାଶ୍‍ ହୋମ୍‍ ପାଖରେ, ଟକ୍ସ ଟାଇପିଙ୍ଗ୍‍ ଟାଇପ୍‍ କରନ୍ତୁ  
 
| Search box ଦେଖାଦେଲା. ସର୍ଚ ବକ୍ସରେ, ଡାଶ୍‍ ହୋମ୍‍ ପାଖରେ, ଟକ୍ସ ଟାଇପିଙ୍ଗ୍‍ ଟାଇପ୍‍ କରନ୍ତୁ  
 +
 
|-
 
|-
 
|01:34
 
|01:34
 
| ସର୍ଚ୍ଚ ବକ୍ସ ତଳକୁ ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ ଦେଖାଦେଲା  
 
| ସର୍ଚ୍ଚ ବକ୍ସ ତଳକୁ ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ ଦେଖାଦେଲା  
 +
 
|-
 
|-
 
|01:39  
 
|01:39  
 
| ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ କ୍ଲିକ୍‍ କରନ୍ତୁ  
 
| ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ କ୍ଲିକ୍‍ କରନ୍ତୁ  
 +
 
|-
 
|-
 
|01:42  
 
|01:42  
 
| ଟକ୍ସ ଟାଇପିଙ୍ଗ୍‍ ୱିଣ୍ଡୋ ଦେଖାଦେଲା
 
| ଟକ୍ସ ଟାଇପିଙ୍ଗ୍‍ ୱିଣ୍ଡୋ ଦେଖାଦେଲା
 +
 
|-
 
|-
 
|01:46  
 
|01:46  
 
| ଟକ୍ସ ଟାଇପିଙ୍ଗ୍‍ ରେ ନିମ୍ନ ମେନୁଗୁଡ଼ିକ ଅଛି:  
 
| ଟକ୍ସ ଟାଇପିଙ୍ଗ୍‍ ରେ ନିମ୍ନ ମେନୁଗୁଡ଼ିକ ଅଛି:  
 +
 
|-
 
|-
 
|01:50
 
|01:50
| ଫିଶ୍‍ କ୍ୟାସ୍କେଡ୍‍ - ଏକ ଗେମିଙ୍ଗ୍‍ ‍କ୍ଷେତ୍ର
+
| ଫିଶ୍‍ କ୍ୟାସ୍କେଡ୍‍ - ଏକ ଗେମିଙ୍ଗ୍‍ ‍କ୍ଷେତ୍ରକୋମେଟ୍‍ ଯାପ୍‍ - ଅନ୍ୟଏକ ଗେମିଙ୍ଗ୍‍  ‍କ୍ଷେତ୍ର  
କୋମେଟ୍‍ ଯାପ୍‍ - ଅନ୍ୟଏକ ଗେମିଙ୍ଗ୍‍  ‍କ୍ଷେତ୍ର  
+
 
 
|-
 
|-
 
|01:56
 
|01:56
 
| ଲେସନ୍ସ - ଯେଉଁଥିରେ ବିଭିନ୍ନ ଶି‍କ୍ଷା ଅନ୍ତର୍ଭୁକ୍ତ ଅଛି, ଯାହା ଆମକୁ ଅକ୍ଷଖର ଶିଖିବା ଶିଖାଇବ  
 
| ଲେସନ୍ସ - ଯେଉଁଥିରେ ବିଭିନ୍ନ ଶି‍କ୍ଷା ଅନ୍ତର୍ଭୁକ୍ତ ଅଛି, ଯାହା ଆମକୁ ଅକ୍ଷଖର ଶିଖିବା ଶିଖାଇବ  
 +
 
|-
 
|-
 
|02:01  
 
|02:01  
 
| ଅପ୍ସନ୍ସ - ଯେଉଁଥିରେ ମେନୁଗୁଡ଼ିକ ରହିଛି, ଯାହା ଆମକୁ ଶବ୍ଦ ଏଡିଟ୍‍ କରିବା, ବାକ୍ୟାଂଶ ଟାଇପ୍‍ କରିବା, ଟକ୍ସ ଟାଇପିଙ୍ଗ୍‍ ପ୍ରୋଜେକ୍ଟ ଉପରେ ସୂଚନା ଓ ଭାଷା ସେଟ୍ଅ୍ପ୍‍ କରିବାରେ ସାହାଯ୍ୟ କରିବ  
 
| ଅପ୍ସନ୍ସ - ଯେଉଁଥିରେ ମେନୁଗୁଡ଼ିକ ରହିଛି, ଯାହା ଆମକୁ ଶବ୍ଦ ଏଡିଟ୍‍ କରିବା, ବାକ୍ୟାଂଶ ଟାଇପ୍‍ କରିବା, ଟକ୍ସ ଟାଇପିଙ୍ଗ୍‍ ପ୍ରୋଜେକ୍ଟ ଉପରେ ସୂଚନା ଓ ଭାଷା ସେଟ୍ଅ୍ପ୍‍ କରିବାରେ ସାହାଯ୍ୟ କରିବ  
 +
 
|-
 
|-
 
|02:13
 
|02:13
 
| କ୍ୱିଟ୍‍ - ଗେମ୍‍ ବନ୍ଦ କରିବାକୁ କ୍ଲିକ୍‍ କରନ୍ତୁ  
 
| କ୍ୱିଟ୍‍ - ଗେମ୍‍ ବନ୍ଦ କରିବାକୁ କ୍ଲିକ୍‍ କରନ୍ତୁ  
 +
 
|-
 
|-
 
|02:16
 
|02:16
 
| ଶି‍କ୍ଷାଗୁଡ଼ିକର ବ୍ୟବହାର କରି ଚାଲନ୍ତୁ ଟାଇପ୍‍ ଅଭ୍ୟାସ କରିବା
 
| ଶି‍କ୍ଷାଗୁଡ଼ିକର ବ୍ୟବହାର କରି ଚାଲନ୍ତୁ ଟାଇପ୍‍ ଅଭ୍ୟାସ କରିବା
 +
 
|-
 
|-
 
|02:20
 
|02:20
 
| ମେନ୍‍ ମେନୁରେ, ଅପ୍ସନ୍ସ କ୍ଲିକ୍‍ କରନ୍ତୁ  
 
| ମେନ୍‍ ମେନୁରେ, ଅପ୍ସନ୍ସ କ୍ଲିକ୍‍ କରନ୍ତୁ  
 +
 
|-
 
|-
 
|02:23
 
|02:23
 
| ଶି‍କ୍ଷା ସମ୍ମିଳିତ ୱିଣ୍ଡୋ ଦେଖାଦେଲା
 
| ଶି‍କ୍ଷା ସମ୍ମିଳିତ ୱିଣ୍ଡୋ ଦେଖାଦେଲା
 +
 
|-
 
|-
 
|02:26  
 
|02:26  
 
| ପ୍ରଥମ ଶି‍କ୍ଷା ଶିଖିବାରୁ ଆରମ୍ଭ କରନ୍ତୁ  
 
| ପ୍ରଥମ ଶି‍କ୍ଷା ଶିଖିବାରୁ ଆରମ୍ଭ କରନ୍ତୁ  
 +
 
|-
 
|-
 
|02:30
 
|02:30
 
| basic_lesson_01.xml କ୍ଲିକ୍‍ କରନ୍ତୁ  
 
| basic_lesson_01.xml କ୍ଲିକ୍‍ କରନ୍ତୁ  
 +
 
|-
 
|-
 
|02:35
 
|02:35
 
| ନିର୍ଦ୍ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ଥିବା ୱିଣ୍ଡୋ ଦେଖାଦେଲା. ନିର୍ଦ୍ଦେଶଗୁଡ଼ିକୁ ପଢ଼ନ୍ତୁ  
 
| ନିର୍ଦ୍ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ଥିବା ୱିଣ୍ଡୋ ଦେଖାଦେଲା. ନିର୍ଦ୍ଦେଶଗୁଡ଼ିକୁ ପଢ଼ନ୍ତୁ  
 +
 
|-
 
|-
 
|02:41
 
|02:41
 
| ଶି‍କ୍ଷା ଆରମ୍ଭ କରିବାକୁ ସ୍ପେସ୍‍ ବାର୍‍ ଦାବନ୍ତୁ  
 
| ଶି‍କ୍ଷା ଆରମ୍ଭ କରିବାକୁ ସ୍ପେସ୍‍ ବାର୍‍ ଦାବନ୍ତୁ  
 +
 
|-
 
|-
 
|02:45  
 
|02:45  
 
| କୀ’ବୋର୍ଡ ପ୍ରଦର୍ଶନ କରୁଥିବା ୱିଣ୍ଡୋ ଦେଖାଦେଲା
 
| କୀ’ବୋର୍ଡ ପ୍ରଦର୍ଶନ କରୁଥିବା ୱିଣ୍ଡୋ ଦେଖାଦେଲା
 +
 
|-
 
|-
 
|02:48  
 
|02:48  
 
| ଆମେ ଏବେ A ଅକ୍ଷ ର ଟାଇପ୍‍ କରିବା ଶିଖିବାରୁ ଆରମ୍ଭ କରିବା  
 
| ଆମେ ଏବେ A ଅକ୍ଷ ର ଟାଇପ୍‍ କରିବା ଶିଖିବାରୁ ଆରମ୍ଭ କରିବା  
 +
 
|-
 
|-
 
|02:52  
 
|02:52  
 
| ଅଭ୍ୟାସ ଆରମ୍ଭ କରିବାକୁ P ଦାବନ୍ତୁ  
 
| ଅଭ୍ୟାସ ଆରମ୍ଭ କରିବାକୁ P ଦାବନ୍ତୁ  
 +
 
|-
 
|-
 
|02:56  
 
|02:56  
 
| ଟାଇପ୍‍ କରିବା ପାଇଁ ଅକ୍ଷରର ପ୍ରଦର୍ଶିତ କରୁଥିବା ଏକ ୱିଣ୍ଡୋ ଦେଖାଦେଲା  
 
| ଟାଇପ୍‍ କରିବା ପାଇଁ ଅକ୍ଷରର ପ୍ରଦର୍ଶିତ କରୁଥିବା ଏକ ୱିଣ୍ଡୋ ଦେଖାଦେଲା  
 +
 
|-
 
|-
 
|03:01
 
|03:01
 
| 'aaa aaa......' ପ୍ରଦର୍ଶିତ କରୁଥିବା ଏହି ଲାଇନ୍‍ ର ଅର୍ଥ କ’ଣ?  
 
| 'aaa aaa......' ପ୍ରଦର୍ଶିତ କରୁଥିବା ଏହି ଲାଇନ୍‍ ର ଅର୍ଥ କ’ଣ?  
 +
 
|-
 
|-
 
|03:07
 
|03:07
 
| ଆପଣଙ୍କୁ ଏହିସବୁ ଅକ୍ଷବର ଟାଇପ୍‍ କରିବାକୁ ହେବ
 
| ଆପଣଙ୍କୁ ଏହିସବୁ ଅକ୍ଷବର ଟାଇପ୍‍ କରିବାକୁ ହେବ
 +
 
|-
 
|-
 
|03:10
 
|03:10
 
| ଏହି ଲାଇନ୍‍ କୁ ଟିଚର୍‍’ସ୍‍ ଲାଇନ୍‍ ନାମ ଦିଅନ୍ତୁ  
 
| ଏହି ଲାଇନ୍‍ କୁ ଟିଚର୍‍’ସ୍‍ ଲାଇନ୍‍ ନାମ ଦିଅନ୍ତୁ  
 +
 
|-
 
|-
 
|03:13
 
|03:13
 
| ଆମେ ଏବେ ଇଂରାଜୀ କୀବୋର୍ଡ ଦେଖୁଛେ, ଯାହା ଆମମାନଙ୍କ ଦ୍ୱାରା ବ୍ୟବହୃତ ସାଧାରଣ କୀବୋର୍ଡ ଅଟେ
 
| ଆମେ ଏବେ ଇଂରାଜୀ କୀବୋର୍ଡ ଦେଖୁଛେ, ଯାହା ଆମମାନଙ୍କ ଦ୍ୱାରା ବ୍ୟବହୃତ ସାଧାରଣ କୀବୋର୍ଡ ଅଟେ
 +
 
|-
 
|-
 
|03:19
 
|03:19
 
| a ଚାରିପଟେ ଥିବା ନାଲି ବର୍ଗକ୍ଷେରତ୍ରକୁ ଆପଣ ଦେଖିପାରୁଛନ୍ତି କି? ତାହାକୁ ଆପଣଙ୍କୁ ଏବେ ଟାଇପ୍‍ କରିବାକୁ ହେବ ବୋଲି ତାହା ସୂଚାଇ ଥାଏ  
 
| a ଚାରିପଟେ ଥିବା ନାଲି ବର୍ଗକ୍ଷେରତ୍ରକୁ ଆପଣ ଦେଖିପାରୁଛନ୍ତି କି? ତାହାକୁ ଆପଣଙ୍କୁ ଏବେ ଟାଇପ୍‍ କରିବାକୁ ହେବ ବୋଲି ତାହା ସୂଚାଇ ଥାଏ  
 +
 
|-
 
|-
 
|03:27  
 
|03:27  
 
| କୀବୋର୍ଡର ପ୍ରଥମ ଲାଇନ୍ ସଂଖ୍ୟା, ବିଶେଷ ଅକ୍ଷର ଓ Backspace କୀ ଦେଖାଇଥାଏ
 
| କୀବୋର୍ଡର ପ୍ରଥମ ଲାଇନ୍ ସଂଖ୍ୟା, ବିଶେଷ ଅକ୍ଷର ଓ Backspace କୀ ଦେଖାଇଥାଏ
 +
 
|-
 
|-
 
|03:35
 
|03:35
 
| ଟାଇପ୍ ହୋଇଥିବା ଅକ୍ଷରଗୁଡ଼ିକୁ ଡିଲିଟ୍ କରିବା ପାଇଁ ଆପଣ Backspace କୀ ଦବାନ୍ତି  
 
| ଟାଇପ୍ ହୋଇଥିବା ଅକ୍ଷରଗୁଡ଼ିକୁ ଡିଲିଟ୍ କରିବା ପାଇଁ ଆପଣ Backspace କୀ ଦବାନ୍ତି  
 +
 
|-
 
|-
 
|03:39  
 
|03:39  
 
| କୀବୋର୍ଡରେ  ବର୍ଣ୍ଣମାଳା, ସଂଖ୍ୟା ଓ ଅନ୍ୟ ଅକ୍ଷaରଗୁଡ଼ିକର ତିନୋଟି ଧାଡ଼ି ମଧ୍ୟ ରହିଛି  
 
| କୀବୋର୍ଡରେ  ବର୍ଣ୍ଣମାଳା, ସଂଖ୍ୟା ଓ ଅନ୍ୟ ଅକ୍ଷaରଗୁଡ଼ିକର ତିନୋଟି ଧାଡ଼ି ମଧ୍ୟ ରହିଛି  
 +
 
|-
 
|-
 
|03:51
 
|03:51
 
| କୀବୋର୍ଡର ଦ୍ୱିତୀୟ ଲାଇନରେ ବର୍ଣ୍ଣମାଳା, କିଛି ବିଶେଷ ଅକ୍ଷର ଓ ଏଣ୍ଟର୍‍ କୀ ଅଛି
 
| କୀବୋର୍ଡର ଦ୍ୱିତୀୟ ଲାଇନରେ ବର୍ଣ୍ଣମାଳା, କିଛି ବିଶେଷ ଅକ୍ଷର ଓ ଏଣ୍ଟର୍‍ କୀ ଅଛି
 +
 
|-
 
|-
 
|03:58  
 
|03:58  
 
| ପରବର୍ତ୍ତୀ ଲାଇନ୍‍ କୁ ଯିବାପାଇଁ ଆପଣ ଏଣ୍ଟର୍‍ କୀ ଦାବିପାରିବେ
 
| ପରବର୍ତ୍ତୀ ଲାଇନ୍‍ କୁ ଯିବାପାଇଁ ଆପଣ ଏଣ୍ଟର୍‍ କୀ ଦାବିପାରିବେ
 +
 
|-
 
|-
 
|04:02
 
|04:02
 
| କୀବୋର୍ଡର ତୃତୀୟ ଲାଇନରେ ବର୍ଣ୍ଣମାଳା, କଲନ୍/ସେମିକଲନ୍ ଓ କ୍ୟାପ୍ସ ଲକ୍ ସମ୍ମିଳିତ ଅଛି  
 
| କୀବୋର୍ଡର ତୃତୀୟ ଲାଇନରେ ବର୍ଣ୍ଣମାଳା, କଲନ୍/ସେମିକଲନ୍ ଓ କ୍ୟାପ୍ସ ଲକ୍ ସମ୍ମିଳିତ ଅଛି  
 +
 
|-
 
|-
 
|04:10
 
|04:10
 
| କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବାପାଇଁ Caps Lock କୀ ବ୍ୟବହାର କରନ୍ତୁ  
 
| କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବାପାଇଁ Caps Lock କୀ ବ୍ୟବହାର କରନ୍ତୁ  
 +
 
|-
 
|-
 
|04:14
 
|04:14
 
| କୀବୋର୍ଡର ଚତୁର୍ଥ ଲାଇନରେ ବର୍ଣ୍ଣମାଳା, ବିଶେଷ ଅକ୍ଷର ଓ Shift କୀ ରହିଛି  
 
| କୀବୋର୍ଡର ଚତୁର୍ଥ ଲାଇନରେ ବର୍ଣ୍ଣମାଳା, ବିଶେଷ ଅକ୍ଷର ଓ Shift କୀ ରହିଛି  
 +
 
|-
 
|-
 
|04:21
 
|04:21
 
| କ୍ୟାପିଟାଲ୍ ଲେଟର୍ ଟାଇପ୍‍ କରିବା ପାଇଁ ଯେକୌଣସି ଅକ୍ଷରକୁ Shift କୀ ସହିତ ମିଶାଇ ଦାବନ୍ତୁ  
 
| କ୍ୟାପିଟାଲ୍ ଲେଟର୍ ଟାଇପ୍‍ କରିବା ପାଇଁ ଯେକୌଣସି ଅକ୍ଷରକୁ Shift କୀ ସହିତ ମିଶାଇ ଦାବନ୍ତୁ  
 +
 
|-
 
|-
 
|04:27
 
|04:27
 
| କୀରେ ଉପରେ ଦିଆଯାଇଥିବା ଅକ୍ଷରକୁ ଟାଇପ୍ କରିବା ପାଇଁ Shift କୀ ସହିତ ଯେକୌଣସି କୀ ଦାବନ୍ତୁ  
 
| କୀରେ ଉପରେ ଦିଆଯାଇଥିବା ଅକ୍ଷରକୁ ଟାଇପ୍ କରିବା ପାଇଁ Shift କୀ ସହିତ ଯେକୌଣସି କୀ ଦାବନ୍ତୁ  
 +
 
|-
 
|-
 
|04:34
 
|04:34
 
| ଉଦାହରଣସ୍ୱରୂପ, ସଂଖ୍ୟା 1 ଉପରେ ଆଶ୍ଚର୍ଯ୍ୟସୂଚକ ଚିହ୍ନ ଅଛି   
 
| ଉଦାହରଣସ୍ୱରୂପ, ସଂଖ୍ୟା 1 ଉପରେ ଆଶ୍ଚର୍ଯ୍ୟସୂଚକ ଚିହ୍ନ ଅଛି   
 +
 
|-
 
|-
 
|04:39
 
|04:39
 
| ସେହି ଚିହ୍ନ ଟାଇପ୍ କରିବା ପାଇଁ Shift କୀ ସହିତ 1 ଦାବନ୍ତୁ  
 
| ସେହି ଚିହ୍ନ ଟାଇପ୍ କରିବା ପାଇଁ Shift କୀ ସହିତ 1 ଦାବନ୍ତୁ  
 +
 
|-
 
|-
 
|04:44
 
|04:44
 
| କୀବୋର୍ଡର ପଞ୍ଚମ ଲାଇନରେ CTRL, ALT ଓ Function କୀଗୁଡ଼ିକ ଅଛି ଏଥିରେ Space Bar ମଧ୍ୟ ଅଛି.
 
| କୀବୋର୍ଡର ପଞ୍ଚମ ଲାଇନରେ CTRL, ALT ଓ Function କୀଗୁଡ଼ିକ ଅଛି ଏଥିରେ Space Bar ମଧ୍ୟ ଅଛି.
 +
 
|-
 
|-
 
|04:52
 
|04:52
 
| ଏବେ ଚାଲନ୍ତୁ, ଟକ୍ସ ଟାଇପିଙ୍ଗ୍‍ କୀବୋର୍ଡ, ଲାପଟପ୍ କୀବୋର୍ଡ ଓ ଡେସ୍କଟପ୍ କୀବୋର୍ଡ ମଧ୍ୟରେ କୌଣସି ଭିନ୍ନତା ଅଛି କି ନାହିଁ, ଦେଖିବା  
 
| ଏବେ ଚାଲନ୍ତୁ, ଟକ୍ସ ଟାଇପିଙ୍ଗ୍‍ କୀବୋର୍ଡ, ଲାପଟପ୍ କୀବୋର୍ଡ ଓ ଡେସ୍କଟପ୍ କୀବୋର୍ଡ ମଧ୍ୟରେ କୌଣସି ଭିନ୍ନତା ଅଛି କି ନାହିଁ, ଦେଖିବା  
 +
 
|-
 
|-
 
|05:00
 
|05:00
 
| ଦେଖନ୍ତୁ, ଟକ୍ସ ଟାଇପିଙ୍ଗ୍‍ କୀବୋର୍ଡ ଏବଂ ଡେସ୍କଟପ୍ ଓ ଲାପଟପ୍ ରେ ବ୍ୟବହୃତ କୀବୋର୍ଡଗୁଡ଼ିକ ସମାନ ଅଟେ  
 
| ଦେଖନ୍ତୁ, ଟକ୍ସ ଟାଇପିଙ୍ଗ୍‍ କୀବୋର୍ଡ ଏବଂ ଡେସ୍କଟପ୍ ଓ ଲାପଟପ୍ ରେ ବ୍ୟବହୃତ କୀବୋର୍ଡଗୁଡ଼ିକ ସମାନ ଅଟେ  
 +
 
|-
 
|-
 
|05:10
 
|05:10
 
| ଏବେ ଚାଲନ୍ତୁ, କୀବୋର୍ଡ ଉପରେ ଆମ ଆଙ୍ଗୁଠିଗୁଡ଼ିକର ସଠିକ୍ ଅବସ୍ଥିତିକୁ ଦେଖିବା  
 
| ଏବେ ଚାଲନ୍ତୁ, କୀବୋର୍ଡ ଉପରେ ଆମ ଆଙ୍ଗୁଠିଗୁଡ଼ିକର ସଠିକ୍ ଅବସ୍ଥିତିକୁ ଦେଖିବା  
 +
 
|-
 
|-
 
|05:14  
 
|05:14  
 
| ଏହି ସ୍ଲାଇଡକୁ ଦେଖନ୍ତୁ  
 
| ଏହି ସ୍ଲାଇଡକୁ ଦେଖନ୍ତୁ  
 +
 
|-
 
|-
 
|05:16
 
|05:16
 
| ଏହା, ଆଙ୍ଗୁଠି ଓ ସେଗୁଡ଼ିକର ନାମ ପ୍ରଦର୍ଶନ କରେ | ବାମରୁ ଡାହାଣକୁ ଆଙ୍ଗୁଠିଗୁଡ଼ିକର ନାମ ହେଉଛି:  
 
| ଏହା, ଆଙ୍ଗୁଠି ଓ ସେଗୁଡ଼ିକର ନାମ ପ୍ରଦର୍ଶନ କରେ | ବାମରୁ ଡାହାଣକୁ ଆଙ୍ଗୁଠିଗୁଡ଼ିକର ନାମ ହେଉଛି:  
 +
 
|-
 
|-
 
|05:21
 
|05:21
 
| Little finger, Ring finger, Middle finger, Index finger ଓ Thumb  
 
| Little finger, Ring finger, Middle finger, Index finger ଓ Thumb  
 +
 
|-
 
|-
 
|05:27
 
|05:27
 
| ଆପଣଙ୍କ କୀବୋର୍ଡରେ, ନିଜର ବାମ ହାତକୁ କୀବୋର୍ଡର ବାମପଟେ ରଖନ୍ତୁ  
 
| ଆପଣଙ୍କ କୀବୋର୍ଡରେ, ନିଜର ବାମ ହାତକୁ କୀବୋର୍ଡର ବାମପଟେ ରଖନ୍ତୁ  
 +
 
|-
 
|-
 
|05:32
 
|05:32
 
| ଅକ୍ଷର A ଉପରେ ଲିଟିଲ୍ ଫିଙ୍ଗର୍   
 
| ଅକ୍ଷର A ଉପରେ ଲିଟିଲ୍ ଫିଙ୍ଗର୍   
 +
 
|-
 
|-
 
|05:35
 
|05:35
 
| ଅକ୍ଷର S ଉପରେ ରିଙ୍ଗ୍ ଫିଙ୍ଗର୍  
 
| ଅକ୍ଷର S ଉପରେ ରିଙ୍ଗ୍ ଫିଙ୍ଗର୍  
 +
 
|-
 
|-
 
|05:38
 
|05:38
 
| ଅକ୍ଷର D ଉପରେ ମିଡିଲ୍ ଫିଙ୍ଗର୍  
 
| ଅକ୍ଷର D ଉପରେ ମିଡିଲ୍ ଫିଙ୍ଗର୍  
 +
 
|-
 
|-
 
|05:41
 
|05:41
 
| ଅକ୍ଷର F ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ  
 
| ଅକ୍ଷର F ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ  
 +
 
|-
 
|-
 
|05:44
 
|05:44
 
| ଏବେ, ଆପଣଙ୍କର ଡାହାଣ ହାତକୁ କୀବୋର୍ଡର ଡାହାଣପଟେ ରଖନ୍ତୁ  
 
| ଏବେ, ଆପଣଙ୍କର ଡାହାଣ ହାତକୁ କୀବୋର୍ଡର ଡାହାଣପଟେ ରଖନ୍ତୁ  
 +
 
|-
 
|-
 
|05:49  
 
|05:49  
 
| କଲନ୍/ସେମି କଲନ୍ କୀ ଉପରେ ଲିଟିଲ୍ ଫିଙ୍ଗର୍  
 
| କଲନ୍/ସେମି କଲନ୍ କୀ ଉପରେ ଲିଟିଲ୍ ଫିଙ୍ଗର୍  
 +
 
|-
 
|-
 
|05:54
 
|05:54
 
| ଅକ୍ଷର L ଉପରେ ରିଙ୍ଗ୍ ଫିଙ୍ଗର୍
 
| ଅକ୍ଷର L ଉପରେ ରିଙ୍ଗ୍ ଫିଙ୍ଗର୍
 +
 
|-
 
|-
 
|05:56
 
|05:56
 
| ଅକ୍ଷର K ଉପରେ ମିଡିଲ୍ ଫିଙ୍ଗର୍
 
| ଅକ୍ଷର K ଉପରେ ମିଡିଲ୍ ଫିଙ୍ଗର୍
 +
 
|-
 
|-
 
|06:00
 
|06:00
 
| ଅକ୍ଷର J ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ  
 
| ଅକ୍ଷର J ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ  
 +
 
|-
 
|-
 
|06:03  
 
|06:03  
 
| Space Bar ଦାବିବା ପାଇଁ ଆପଣ ଡାହାଣ ବୁଢ଼ା ଆଙ୍ଗୁଠି ବ୍ୟବହାର କରନ୍ତୁ  
 
| Space Bar ଦାବିବା ପାଇଁ ଆପଣ ଡାହାଣ ବୁଢ଼ା ଆଙ୍ଗୁଠି ବ୍ୟବହାର କରନ୍ତୁ  
 +
 
|-
 
|-
 
|06:08  
 
|06:08  
 
|  ଦୁଇ ହାତ ଛବି, ଆପଣଙ୍କୁ ଅକ୍ଷ ର ଟାଇପ୍‍ କରିବା ପାଇଁ ସଠିକ୍‍ ଆଙ୍ଗୁଠିର ବ୍ୟବହାରରେ ମାର୍ଗଦର୍ଶନ କରିବ  
 
|  ଦୁଇ ହାତ ଛବି, ଆପଣଙ୍କୁ ଅକ୍ଷ ର ଟାଇପ୍‍ କରିବା ପାଇଁ ସଠିକ୍‍ ଆଙ୍ଗୁଠିର ବ୍ୟବହାରରେ ମାର୍ଗଦର୍ଶନ କରିବ  
 +
 
|-
 
|-
 
|06:14
 
|06:14
 
| ବାମ ହାତ ଲିଟିଲ୍‍ ଫିଙ୍ଗର୍‍ ର ନାଲି ବୃତ୍ତ କ’ଣ ବୋଲି ଚିନ୍ତା କରୁଛନ୍ତି କି?  
 
| ବାମ ହାତ ଲିଟିଲ୍‍ ଫିଙ୍ଗର୍‍ ର ନାଲି ବୃତ୍ତ କ’ଣ ବୋଲି ଚିନ୍ତା କରୁଛନ୍ତି କି?  
 +
 
|-
 
|-
 
|06:19
 
|06:19
 
| ଆପଣଙ୍କ ଅନୁମାନ ଠିକ୍‍, ଆପଣଙ୍କୁ a ଟାଇପ୍‍ କରିବା ପାଇଁ ସେହି ଆଙ୍ଗୁଠିର ବ୍ୟବହାର କରିବାକୁ ହେବ  
 
| ଆପଣଙ୍କ ଅନୁମାନ ଠିକ୍‍, ଆପଣଙ୍କୁ a ଟାଇପ୍‍ କରିବା ପାଇଁ ସେହି ଆଙ୍ଗୁଠିର ବ୍ୟବହାର କରିବାକୁ ହେବ  
 +
 
|-
 
|-
 
|06:23
 
|06:23
 
| ଶିକ୍ଷାରେ ପୂର୍ବ ସୂଚିତ ଅନୁସାରେ କୀବୋର୍ଡ ଉପରେ ଆପଣଙ୍କ ଆଙ୍ଗୁଠିଗୁଡ଼ିକୁ ଥୁଅନ୍ତୁ  
 
| ଶିକ୍ଷାରେ ପୂର୍ବ ସୂଚିତ ଅନୁସାରେ କୀବୋର୍ଡ ଉପରେ ଆପଣଙ୍କ ଆଙ୍ଗୁଠିଗୁଡ଼ିକୁ ଥୁଅନ୍ତୁ  
 +
 
|-
 
|-
 
|06:29  
 
|06:29  
 
| ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 
| ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 +
 
|-
 
|-
 
|06:32
 
|06:32
 
| ଆମେ ଟାଇପ୍ କରିବା କ୍ଷଣି ଅକ୍ଷରଗୁଡ଼ିକ Teacher's Line ତଳକୁ ପ୍ରଦର୍ଶିତ ହେଲା  
 
| ଆମେ ଟାଇପ୍ କରିବା କ୍ଷଣି ଅକ୍ଷରଗୁଡ଼ିକ Teacher's Line ତଳକୁ ପ୍ରଦର୍ଶିତ ହେଲା  
 +
 
|-
 
|-
 
|06:39
 
|06:39
 
| ଏହି ଲାଇନ୍‍ କୁ ଷ୍ଟୁଡେଣ୍ଟ‍’ସ୍‍ ଲାଇନ୍‍ ନାମ ଦିଅନ୍ତୁ  
 
| ଏହି ଲାଇନ୍‍ କୁ ଷ୍ଟୁଡେଣ୍ଟ‍’ସ୍‍ ଲାଇନ୍‍ ନାମ ଦିଅନ୍ତୁ  
 +
 
|-
 
|-
 
|06:42
 
|06:42
 
| ଏବେ, ଟିଚର୍‍’ସ୍‍ ଲାଇନ୍‍ ରେ ପ୍ରଦର୍ଶିତ ହେଉନଥିବା ଏକ ଅକ୍ଷର ଟାଇପ୍‍ କରନ୍ତୁ  
 
| ଏବେ, ଟିଚର୍‍’ସ୍‍ ଲାଇନ୍‍ ରେ ପ୍ରଦର୍ଶିତ ହେଉନଥିବା ଏକ ଅକ୍ଷର ଟାଇପ୍‍ କରନ୍ତୁ  
 +
 
|-
 
|-
 
|06:47  
 
|06:47  
 
| ଭୁଲ୍‍ ଭାବରେ ଟାଇପ୍‍ କରାଯାଇଥିବା ଅକ୍ଷରକୁ ଷ୍ଟୁଡେଣ୍ଟ’ସ୍‍ ଲାଇନ୍‍ ରେ ଆପଣ ଦେଖିପାରୁଛନ୍ତି କି? ଏହା ପ୍ରଦର୍ଶିତ ହୋଇନାହିଁ  
 
| ଭୁଲ୍‍ ଭାବରେ ଟାଇପ୍‍ କରାଯାଇଥିବା ଅକ୍ଷରକୁ ଷ୍ଟୁଡେଣ୍ଟ’ସ୍‍ ଲାଇନ୍‍ ରେ ଆପଣ ଦେଖିପାରୁଛନ୍ତି କି? ଏହା ପ୍ରଦର୍ଶିତ ହୋଇନାହିଁ  
 +
 
|-
 
|-
 
|06:53
 
|06:53
 
| ଏହା ପରିବର୍ତ୍ତେ, କୀବୋର୍ଡରେ ଭୁଲ୍‍ ଭାବରେ ଟାଇପ୍‍ ହୋଇଥିବା ଅକ୍ଷର ଉପରେ ଏକ X ଚିହ୍ନ କିଛି ସମୟ ପାଇଁ ଦେଖାଦେଉଛି  
 
| ଏହା ପରିବର୍ତ୍ତେ, କୀବୋର୍ଡରେ ଭୁଲ୍‍ ଭାବରେ ଟାଇପ୍‍ ହୋଇଥିବା ଅକ୍ଷର ଉପରେ ଏକ X ଚିହ୍ନ କିଛି ସମୟ ପାଇଁ ଦେଖାଦେଉଛି  
 +
 
|-
 
|-
 
|06:59
 
|06:59
 
| ଆଉ କିଛି ଅକ୍ଷର ଟାଇପ୍‍ କରନ୍ତୁ  
 
| ଆଉ କିଛି ଅକ୍ଷର ଟାଇପ୍‍ କରନ୍ତୁ  
 +
 
|-
 
|-
 
|07:02  
 
|07:02  
 
| ଏବେ ଚାଲନ୍ତୁ ଆମ ଟାଇପିଙ୍ଗ୍‍ ର ମେଟ୍ରିକ୍ସ ସଂଗ୍ରହ କରିବା  
 
| ଏବେ ଚାଲନ୍ତୁ ଆମ ଟାଇପିଙ୍ଗ୍‍ ର ମେଟ୍ରିକ୍ସ ସଂଗ୍ରହ କରିବା  
 +
 
|-
 
|-
 
|07:07
 
|07:07
 
| ଏବେ ସୁ‍ଦ୍ଧା, ବାମପଟେ ଥିବା ଫିଲ୍ଡ କ’ଣ ସୂଚିତ କରେ ଆପଣ ଅନୁମାନ କରିସାରିବେଣି
 
| ଏବେ ସୁ‍ଦ୍ଧା, ବାମପଟେ ଥିବା ଫିଲ୍ଡ କ’ଣ ସୂଚିତ କରେ ଆପଣ ଅନୁମାନ କରିସାରିବେଣି
 +
 
|-
 
|-
 
|07:13
 
|07:13
 
| Time - ଆପଣଙ୍କ ଟାଇପ୍‍ ର ବେଗକୁ ନିର୍ଦ୍ଦିଷ୍ଟ କରେ  
 
| Time - ଆପଣଙ୍କ ଟାଇପ୍‍ ର ବେଗକୁ ନିର୍ଦ୍ଦିଷ୍ଟ କରେ  
 +
 
|-
 
|-
 
|07:17
 
|07:17
 
| Chars - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ଅକ୍ଷରଗୁଡ଼ିକର ସଂଖ୍ୟା ସୂଚିତ କରେ   
 
| Chars - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ଅକ୍ଷରଗୁଡ଼ିକର ସଂଖ୍ୟା ସୂଚିତ କରେ   
 +
 
|-
 
|-
 
|07:21  
 
|07:21  
 
| CPM - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ମିନିଟ୍‍ ପିଛା ଅକ୍ଷରଗୁଡ଼ିକୁ ସୂଚିତ କରେ
 
| CPM - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ମିନିଟ୍‍ ପିଛା ଅକ୍ଷରଗୁଡ଼ିକୁ ସୂଚିତ କରେ
 +
 
|-
 
|-
 
|07:26  
 
|07:26  
 
| WPM - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ଶବ୍ଦଗୁଡ଼ିକର ସଂଖ୍ୟା ନିର୍ଦ୍ଦିଷ୍ଟ କରେ  
 
| WPM - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ଶବ୍ଦଗୁଡ଼ିକର ସଂଖ୍ୟା ନିର୍ଦ୍ଦିଷ୍ଟ କରେ  
 +
 
|-
 
|-
 
|07:31  
 
|07:31  
 
| Errors - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ତ୍ରୁଟିଗୁଡ଼ିକର ସଂଖ୍ୟା ସୂଚିତ କରେ  
 
| Errors - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ତ୍ରୁଟିଗୁଡ଼ିକର ସଂଖ୍ୟା ସୂଚିତ କରେ  
 +
 
|-
 
|-
 
|07:34
 
|07:34
 
| Accuracy - ଆପଣଙ୍କ ଟାଇପିଙ୍ଗ୍‍ ର ସଠିକତା ସୂଚିତ କରେ  
 
| Accuracy - ଆପଣଙ୍କ ଟାଇପିଙ୍ଗ୍‍ ର ସଠିକତା ସୂଚିତ କରେ  
 +
 
|-
 
|-
 
|07:40
 
|07:40
 
| ମେନ୍‍ ମେ୍ନୁକୁ ଯିବା ପାଇଁ ଦୁଥର ଏସ୍କେପ୍‍ କୀ ଦାବନ୍ତୁ  
 
| ମେନ୍‍ ମେ୍ନୁକୁ ଯିବା ପାଇଁ ଦୁଥର ଏସ୍କେପ୍‍ କୀ ଦାବନ୍ତୁ  
 +
 
|-
 
|-
 
|07:45  
 
|07:45  
 
| ଆମେ, ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ଶିଖିଲେ!  
 
| ଆମେ, ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ଶିଖିଲେ!  
 +
 
|-
 
|-
 
|07:47
 
|07:47
 
| ସର୍ବପ୍ରଥମେ, ନିମ୍ନ ଗତିରେ ସଠିକ୍ ଭାବରେ ଟାଇପ୍ କରିବା ହେଉଛି ଉତ୍ତମ ଅଭ୍ୟାସ  
 
| ସର୍ବପ୍ରଥମେ, ନିମ୍ନ ଗତିରେ ସଠିକ୍ ଭାବରେ ଟାଇପ୍ କରିବା ହେଉଛି ଉତ୍ତମ ଅଭ୍ୟାସ  
 +
 
|-
 
|-
 
|07:52  
 
|07:52  
 
| ଥରେ ଆମେ, କୌଣସି ଭୁଲ୍ ବିନା ସଠିକ୍ ଭାବେ ଟାଇପ୍ କରିବା ଶିଖିଗଲେ, ଟାଇପିଙ୍ଗ୍ ବେଗ ବଢ଼ାଇପାରିବା  
 
| ଥରେ ଆମେ, କୌଣସି ଭୁଲ୍ ବିନା ସଠିକ୍ ଭାବେ ଟାଇପ୍ କରିବା ଶିଖିଗଲେ, ଟାଇପିଙ୍ଗ୍ ବେଗ ବଢ଼ାଇପାରିବା  
 +
 
|-
 
|-
 
|07:59  
 
|07:59  
 
| ଏହା ଆମକୁ ଟକ୍ସ ଟାଇପିଙ୍ଗ୍‍ ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 
| ଏହା ଆମକୁ ଟକ୍ସ ଟାଇପିଙ୍ଗ୍‍ ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 +
 
|-
 
|-
 
|08:03
 
|08:03
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ବିଷୟରେ ଶିଖିବା ସହ ଆମର ପ୍ରଥମ ଟାଇପିଙ୍ଗ୍‍ ଶି‍କ୍ଷା ସମ୍ପୂର୍ଣ୍ଣ କଲେ
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ବିଷୟରେ ଶିଖିବା ସହ ଆମର ପ୍ରଥମ ଟାଇପିଙ୍ଗ୍‍ ଶି‍କ୍ଷା ସମ୍ପୂର୍ଣ୍ଣ କଲେ
 +
 
|-
 
|-
 
|08:11
 
|08:11
 
| ଏକ ଆସାଇନମେଣ୍ଟ ଭାବେ  
 
| ଏକ ଆସାଇନମେଣ୍ଟ ଭାବେ  
 +
 
|-
 
|-
 
|08:13  
 
|08:13  
 
| basic_lesson_02.xml କୁ ଯାଆନ୍ତୁ  
 
| basic_lesson_02.xml କୁ ଯାଆନ୍ତୁ  
 +
 
|-
 
|-
 
|08:19
 
|08:19
 
| ଏହି ଲେଭଲ୍‍ ରେ ଅଭ୍ୟାସ କରନ୍ତୁ  
 
| ଏହି ଲେଭଲ୍‍ ରେ ଅଭ୍ୟାସ କରନ୍ତୁ  
 +
 
|-
 
|-
 
|08:21  
 
|08:21  
 
| ଏହି ଲେଭଲ୍‍ ରେ ସମସ୍ତ ଅକ୍ଷ୍ର ଟାଇପ୍‍ କରି ଏଣ୍ଟର୍‍ ଦାବନ୍ତୁ  
 
| ଏହି ଲେଭଲ୍‍ ରେ ସମସ୍ତ ଅକ୍ଷ୍ର ଟାଇପ୍‍ କରି ଏଣ୍ଟର୍‍ ଦାବନ୍ତୁ  
 +
 
|-
 
|-
 
|08:26
 
|08:26
 
| ସେହିପରି ଆପଣ ଭିନ୍ନ ଭିନ୍ନ ଶି‍କ୍ଷା ଅଭ୍ୟାସ କରିପାରିବେ  
 
| ସେହିପରି ଆପଣ ଭିନ୍ନ ଭିନ୍ନ ଶି‍କ୍ଷା ଅଭ୍ୟାସ କରିପାରିବେ  
 +
 
|-
 
|-
 
|08:30  
 
|08:30  
 
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
 
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
 +
 
|-
 
|-
 
|08:33  
 
|08:33  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|08:36  
 
|08:36  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|08:41  
 
|08:41  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
 +
 
|-
 
|-
 
|08:43
 
|08:43
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
|-
 
|-
 
|08:46
 
|08:46
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|08:50
 
|08:50
 
| ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact @spoken-tutorial.org)  
 
| ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact @spoken-tutorial.org)  
 +
 
|-
 
|-
 
|08:56
 
|08:56
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
|-
 
|-
 
|09:00
 
|09:00
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|09:08
 
|09:08
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)  
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)  
 +
 
|-
 
|-
 
|09:19  
 
|09:19  
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|}

Latest revision as of 17:10, 10 April 2017

Time Narration
00:00 ଟକ୍ସ ଟାଇପିଙ୍ଗର ପରିଚୟ ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଟକ୍ସ ଟାଇପିଙ୍ଗ୍‍ ଓ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ବିଷୟରେ ଶିଖିବେ
00:10 ଆପଣ ଶିଖିବେ:
00:12 ଇଂରାଜୀ ବର୍ଣ୍ଣମାଳା ଥିବା ଏକ କମ୍ପ୍ୟୁଟର୍‍ କୀ’ବୋର୍ଡରେ ସଠିକ୍‍, ଶୀଘ୍ର ଓ ଦକ୍ଷ ତାପୂର୍ଣ୍ଣ ଭାବରେ କିପରି ଟାଇପ୍‍ କରିବେ
00:19 ପ୍ରତ୍ୟେକ ଥର ଟାଇପ୍‍ କରିବା ସମୟରେ ତଳକୁ ନଦେଖି ଟାଇପ୍‍ କରିବା ମଧ୍ୟ ଆପଣ ଶିଖିବେ
00:25 ଟକ୍ସ ଟାଇପିଙ୍ଗ୍‍ କ’ଣ?
00:27 ଟକ୍ସ ଟାଇପିଙ୍ଗ୍‍ ହେଉଛି ଏକ ଟାଇପିଙ୍ଗ୍‍ ଟ୍ୟୁଟର୍‍
00:30 ଇଣ୍ଟରାକ୍ଟିଭ୍‍ ଗେମ୍‍ ବ୍ୟବହାର କରି କିପରି ଟାଇପିଙ୍ଗ୍‍ କରିବେ ଏବଂ ଧୀରେ ଧୀରେ ବିଭିନ୍ନ ଅକ୍ଷ ର କିପରି ଟାଇପ୍‍ କରିବେ ଏହା ଆପଣଙ୍କୁ ଶିଖାଇ ଥାଏ
00:38 ଆପଣ, ନିଜ ସମୟାନୁସାରେ ଟାଇପିଙ୍ଗ୍‍ ଶିଖିପାରିବେ
00:41 ଓ ଧୀରେ ଧୀରେ ଟାଇପିଙ୍ଗ୍ ସ୍ପୀଡ୍ ସହ ସଠିକତାକୁ ମଧ୍ୟ ବଢ଼ାଇପାରିବେ
00:46 ଟକ୍ସ ଟାଇପିଙ୍ଗ୍‍, ଅଭ୍ୟାସ ପାଇଁ ନୂଆ ଶବ୍ଦ ଏଣ୍ଟର୍‍ କରିବାକୁ ଏବଂ ଟାଇପିଙ୍ଗ୍‍ ପାଇଁ ଭାଷା ସେଟ୍‍ କରିବାକୁ ଆପଣଙ୍କୁ ସକ୍ଷ ମ କରିଥାଏ
00:54 ଆମେ ଏଠାରେ ଉବୁଣ୍ଟୁ ଲିନକ୍ସ 11.10ରେ ଟକ୍ସ ଟାଇପିଙ୍ଗ୍‍ 1.8.0 ବ୍ୟବହାର କରୁଛୁ
01:02 ଆପଣ ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ବ୍ୟବହାର କରି ଟକ୍ସ ଟାଇପିଙ୍ଗ୍‍ ଇନଷ୍ଟଲ୍‍ କରିପାରିବେ
01:07 ଉବୁଣ୍ଟୁ ସଫ୍ଟୱେର୍‍ ସେଣ୍ଟର୍‍ ଉପରେ ଅଧିକ ସୂଚନା ପାଇଁ ଦୟାକରି ଏହି ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
01:16 ଟକ୍ସ ଟାଇପିଙ୍ଗ୍‍ ଖୋଲନ୍ତୁ
01:19 ପ୍ରଥମେ, Dash Home କ୍ଲିକ୍ କରନ୍ତୁ, ଯାହା ଆପଣଙ୍କ କମ୍ପ୍ୟୁଟର୍‍ ଡେସ୍କଟପ୍‌ର ଉପର ବାମପଟ କୋଣରେ ଥିବା ଗୋଲିଆ ବଟନ୍‍ ଅଟେ
01:26 Search box ଦେଖାଦେଲା. ସର୍ଚ ବକ୍ସରେ, ଡାଶ୍‍ ହୋମ୍‍ ପାଖରେ, ଟକ୍ସ ଟାଇପିଙ୍ଗ୍‍ ଟାଇପ୍‍ କରନ୍ତୁ
01:34 ସର୍ଚ୍ଚ ବକ୍ସ ତଳକୁ ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ ଦେଖାଦେଲା
01:39 ଟକ୍ସ ଟାଇପିଙ୍ଗ୍‍ ଆଇକନ୍‍ କ୍ଲିକ୍‍ କରନ୍ତୁ
01:42 ଟକ୍ସ ଟାଇପିଙ୍ଗ୍‍ ୱିଣ୍ଡୋ ଦେଖାଦେଲା
01:46 ଟକ୍ସ ଟାଇପିଙ୍ଗ୍‍ ରେ ନିମ୍ନ ମେନୁଗୁଡ଼ିକ ଅଛି:
01:50 ଫିଶ୍‍ କ୍ୟାସ୍କେଡ୍‍ - ଏକ ଗେମିଙ୍ଗ୍‍ ‍କ୍ଷେତ୍ରକୋମେଟ୍‍ ଯାପ୍‍ - ଅନ୍ୟଏକ ଗେମିଙ୍ଗ୍‍ ‍କ୍ଷେତ୍ର
01:56 ଲେସନ୍ସ - ଯେଉଁଥିରେ ବିଭିନ୍ନ ଶି‍କ୍ଷା ଅନ୍ତର୍ଭୁକ୍ତ ଅଛି, ଯାହା ଆମକୁ ଅକ୍ଷଖର ଶିଖିବା ଶିଖାଇବ
02:01 ଅପ୍ସନ୍ସ - ଯେଉଁଥିରେ ମେନୁଗୁଡ଼ିକ ରହିଛି, ଯାହା ଆମକୁ ଶବ୍ଦ ଏଡିଟ୍‍ କରିବା, ବାକ୍ୟାଂଶ ଟାଇପ୍‍ କରିବା, ଟକ୍ସ ଟାଇପିଙ୍ଗ୍‍ ପ୍ରୋଜେକ୍ଟ ଉପରେ ସୂଚନା ଓ ଭାଷା ସେଟ୍ଅ୍ପ୍‍ କରିବାରେ ସାହାଯ୍ୟ କରିବ
02:13 କ୍ୱିଟ୍‍ - ଗେମ୍‍ ବନ୍ଦ କରିବାକୁ କ୍ଲିକ୍‍ କରନ୍ତୁ
02:16 ଶି‍କ୍ଷାଗୁଡ଼ିକର ବ୍ୟବହାର କରି ଚାଲନ୍ତୁ ଟାଇପ୍‍ ଅଭ୍ୟାସ କରିବା
02:20 ମେନ୍‍ ମେନୁରେ, ଅପ୍ସନ୍ସ କ୍ଲିକ୍‍ କରନ୍ତୁ
02:23 ଶି‍କ୍ଷା ସମ୍ମିଳିତ ୱିଣ୍ଡୋ ଦେଖାଦେଲା
02:26 ପ୍ରଥମ ଶି‍କ୍ଷା ଶିଖିବାରୁ ଆରମ୍ଭ କରନ୍ତୁ
02:30 basic_lesson_01.xml କ୍ଲିକ୍‍ କରନ୍ତୁ
02:35 ନିର୍ଦ୍ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ଥିବା ୱିଣ୍ଡୋ ଦେଖାଦେଲା. ନିର୍ଦ୍ଦେଶଗୁଡ଼ିକୁ ପଢ଼ନ୍ତୁ
02:41 ଶି‍କ୍ଷା ଆରମ୍ଭ କରିବାକୁ ସ୍ପେସ୍‍ ବାର୍‍ ଦାବନ୍ତୁ
02:45 କୀ’ବୋର୍ଡ ପ୍ରଦର୍ଶନ କରୁଥିବା ୱିଣ୍ଡୋ ଦେଖାଦେଲା
02:48 ଆମେ ଏବେ A ଅକ୍ଷ ର ଟାଇପ୍‍ କରିବା ଶିଖିବାରୁ ଆରମ୍ଭ କରିବା
02:52 ଅଭ୍ୟାସ ଆରମ୍ଭ କରିବାକୁ P ଦାବନ୍ତୁ
02:56 ଟାଇପ୍‍ କରିବା ପାଇଁ ଅକ୍ଷରର ପ୍ରଦର୍ଶିତ କରୁଥିବା ଏକ ୱିଣ୍ଡୋ ଦେଖାଦେଲା
03:01 'aaa aaa......' ପ୍ରଦର୍ଶିତ କରୁଥିବା ଏହି ଲାଇନ୍‍ ର ଅର୍ଥ କ’ଣ?
03:07 ଆପଣଙ୍କୁ ଏହିସବୁ ଅକ୍ଷବର ଟାଇପ୍‍ କରିବାକୁ ହେବ
03:10 ଏହି ଲାଇନ୍‍ କୁ ଟିଚର୍‍’ସ୍‍ ଲାଇନ୍‍ ନାମ ଦିଅନ୍ତୁ
03:13 ଆମେ ଏବେ ଇଂରାଜୀ କୀବୋର୍ଡ ଦେଖୁଛେ, ଯାହା ଆମମାନଙ୍କ ଦ୍ୱାରା ବ୍ୟବହୃତ ସାଧାରଣ କୀବୋର୍ଡ ଅଟେ
03:19 a ଚାରିପଟେ ଥିବା ନାଲି ବର୍ଗକ୍ଷେରତ୍ରକୁ ଆପଣ ଦେଖିପାରୁଛନ୍ତି କି? ତାହାକୁ ଆପଣଙ୍କୁ ଏବେ ଟାଇପ୍‍ କରିବାକୁ ହେବ ବୋଲି ତାହା ସୂଚାଇ ଥାଏ
03:27 କୀବୋର୍ଡର ପ୍ରଥମ ଲାଇନ୍ ସଂଖ୍ୟା, ବିଶେଷ ଅକ୍ଷର ଓ Backspace କୀ ଦେଖାଇଥାଏ
03:35 ଟାଇପ୍ ହୋଇଥିବା ଅକ୍ଷରଗୁଡ଼ିକୁ ଡିଲିଟ୍ କରିବା ପାଇଁ ଆପଣ Backspace କୀ ଦବାନ୍ତି
03:39 କୀବୋର୍ଡରେ ବର୍ଣ୍ଣମାଳା, ସଂଖ୍ୟା ଓ ଅନ୍ୟ ଅକ୍ଷaରଗୁଡ଼ିକର ତିନୋଟି ଧାଡ଼ି ମଧ୍ୟ ରହିଛି
03:51 କୀବୋର୍ଡର ଦ୍ୱିତୀୟ ଲାଇନରେ ବର୍ଣ୍ଣମାଳା, କିଛି ବିଶେଷ ଅକ୍ଷର ଓ ଏଣ୍ଟର୍‍ କୀ ଅଛି
03:58 ପରବର୍ତ୍ତୀ ଲାଇନ୍‍ କୁ ଯିବାପାଇଁ ଆପଣ ଏଣ୍ଟର୍‍ କୀ ଦାବିପାରିବେ
04:02 କୀବୋର୍ଡର ତୃତୀୟ ଲାଇନରେ ବର୍ଣ୍ଣମାଳା, କଲନ୍/ସେମିକଲନ୍ ଓ କ୍ୟାପ୍ସ ଲକ୍ ସମ୍ମିଳିତ ଅଛି
04:10 କ୍ୟାପିଟାଲ୍ ଲେଟରରେ ଟାଇପ୍ କରିବାପାଇଁ Caps Lock କୀ ବ୍ୟବହାର କରନ୍ତୁ
04:14 କୀବୋର୍ଡର ଚତୁର୍ଥ ଲାଇନରେ ବର୍ଣ୍ଣମାଳା, ବିଶେଷ ଅକ୍ଷର ଓ Shift କୀ ରହିଛି
04:21 କ୍ୟାପିଟାଲ୍ ଲେଟର୍ ଟାଇପ୍‍ କରିବା ପାଇଁ ଯେକୌଣସି ଅକ୍ଷରକୁ Shift କୀ ସହିତ ମିଶାଇ ଦାବନ୍ତୁ
04:27 କୀରେ ଉପରେ ଦିଆଯାଇଥିବା ଅକ୍ଷରକୁ ଟାଇପ୍ କରିବା ପାଇଁ Shift କୀ ସହିତ ଯେକୌଣସି କୀ ଦାବନ୍ତୁ
04:34 ଉଦାହରଣସ୍ୱରୂପ, ସଂଖ୍ୟା 1 ଉପରେ ଆଶ୍ଚର୍ଯ୍ୟସୂଚକ ଚିହ୍ନ ଅଛି
04:39 ସେହି ଚିହ୍ନ ଟାଇପ୍ କରିବା ପାଇଁ Shift କୀ ସହିତ 1 ଦାବନ୍ତୁ
04:44 କୀବୋର୍ଡର ପଞ୍ଚମ ଲାଇନରେ CTRL, ALT ଓ Function କୀଗୁଡ଼ିକ ଅଛି ଏଥିରେ Space Bar ମଧ୍ୟ ଅଛି.
04:52 ଏବେ ଚାଲନ୍ତୁ, ଟକ୍ସ ଟାଇପିଙ୍ଗ୍‍ କୀବୋର୍ଡ, ଲାପଟପ୍ କୀବୋର୍ଡ ଓ ଡେସ୍କଟପ୍ କୀବୋର୍ଡ ମଧ୍ୟରେ କୌଣସି ଭିନ୍ନତା ଅଛି କି ନାହିଁ, ଦେଖିବା
05:00 ଦେଖନ୍ତୁ, ଟକ୍ସ ଟାଇପିଙ୍ଗ୍‍ କୀବୋର୍ଡ ଏବଂ ଡେସ୍କଟପ୍ ଓ ଲାପଟପ୍ ରେ ବ୍ୟବହୃତ କୀବୋର୍ଡଗୁଡ଼ିକ ସମାନ ଅଟେ
05:10 ଏବେ ଚାଲନ୍ତୁ, କୀବୋର୍ଡ ଉପରେ ଆମ ଆଙ୍ଗୁଠିଗୁଡ଼ିକର ସଠିକ୍ ଅବସ୍ଥିତିକୁ ଦେଖିବା
05:14 ଏହି ସ୍ଲାଇଡକୁ ଦେଖନ୍ତୁ
05:16 ବାମରୁ ଡାହାଣକୁ ଆଙ୍ଗୁଠିଗୁଡ଼ିକର ନାମ ହେଉଛି:
05:21 Little finger, Ring finger, Middle finger, Index finger ଓ Thumb
05:27 ଆପଣଙ୍କ କୀବୋର୍ଡରେ, ନିଜର ବାମ ହାତକୁ କୀବୋର୍ଡର ବାମପଟେ ରଖନ୍ତୁ
05:32 ଅକ୍ଷର A ଉପରେ ଲିଟିଲ୍ ଫିଙ୍ଗର୍
05:35 ଅକ୍ଷର S ଉପରେ ରିଙ୍ଗ୍ ଫିଙ୍ଗର୍
05:38 ଅକ୍ଷର D ଉପରେ ମିଡିଲ୍ ଫିଙ୍ଗର୍
05:41 ଅକ୍ଷର F ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ
05:44 ଏବେ, ଆପଣଙ୍କର ଡାହାଣ ହାତକୁ କୀବୋର୍ଡର ଡାହାଣପଟେ ରଖନ୍ତୁ
05:49 କଲନ୍/ସେମି କଲନ୍ କୀ ଉପରେ ଲିଟିଲ୍ ଫିଙ୍ଗର୍
05:54 ଅକ୍ଷର L ଉପରେ ରିଙ୍ଗ୍ ଫିଙ୍ଗର୍
05:56 ଅକ୍ଷର K ଉପରେ ମିଡିଲ୍ ଫିଙ୍ଗର୍
06:00 ଅକ୍ଷର J ଉପରେ ଇଣ୍ଡେକ୍ସ ଫିଙ୍ଗର୍ ରହିଥିବାର ସୁନିଶ୍ଚିତ କରନ୍ତୁ
06:03 Space Bar ଦାବିବା ପାଇଁ ଆପଣ ଡାହାଣ ବୁଢ଼ା ଆଙ୍ଗୁଠି ବ୍ୟବହାର କରନ୍ତୁ
06:08 ଦୁଇ ହାତ ଛବି, ଆପଣଙ୍କୁ ଅକ୍ଷ ର ଟାଇପ୍‍ କରିବା ପାଇଁ ସଠିକ୍‍ ଆଙ୍ଗୁଠିର ବ୍ୟବହାରରେ ମାର୍ଗଦର୍ଶନ କରିବ
06:14 ବାମ ହାତ ଲିଟିଲ୍‍ ଫିଙ୍ଗର୍‍ ର ନାଲି ବୃତ୍ତ କ’ଣ ବୋଲି ଚିନ୍ତା କରୁଛନ୍ତି କି?
06:19 ଆପଣଙ୍କ ଅନୁମାନ ଠିକ୍‍, ଆପଣଙ୍କୁ a ଟାଇପ୍‍ କରିବା ପାଇଁ ସେହି ଆଙ୍ଗୁଠିର ବ୍ୟବହାର କରିବାକୁ ହେବ
06:23 ଶିକ୍ଷାରେ ପୂର୍ବ ସୂଚିତ ଅନୁସାରେ କୀବୋର୍ଡ ଉପରେ ଆପଣଙ୍କ ଆଙ୍ଗୁଠିଗୁଡ଼ିକୁ ଥୁଅନ୍ତୁ
06:29 ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
06:32 ଆମେ ଟାଇପ୍ କରିବା କ୍ଷଣି ଅକ୍ଷରଗୁଡ଼ିକ Teacher's Line ତଳକୁ ପ୍ରଦର୍ଶିତ ହେଲା
06:39 ଏହି ଲାଇନ୍‍ କୁ ଷ୍ଟୁଡେଣ୍ଟ‍’ସ୍‍ ଲାଇନ୍‍ ନାମ ଦିଅନ୍ତୁ
06:42 ଏବେ, ଟିଚର୍‍’ସ୍‍ ଲାଇନ୍‍ ରେ ପ୍ରଦର୍ଶିତ ହେଉନଥିବା ଏକ ଅକ୍ଷର ଟାଇପ୍‍ କରନ୍ତୁ
06:47 ଭୁଲ୍‍ ଭାବରେ ଟାଇପ୍‍ କରାଯାଇଥିବା ଅକ୍ଷରକୁ ଷ୍ଟୁଡେଣ୍ଟ’ସ୍‍ ଲାଇନ୍‍ ରେ ଆପଣ ଦେଖିପାରୁଛନ୍ତି କି? ଏହା ପ୍ରଦର୍ଶିତ ହୋଇନାହିଁ
06:53 ଏହା ପରିବର୍ତ୍ତେ, କୀବୋର୍ଡରେ ଭୁଲ୍‍ ଭାବରେ ଟାଇପ୍‍ ହୋଇଥିବା ଅକ୍ଷର ଉପରେ ଏକ X ଚିହ୍ନ କିଛି ସମୟ ପାଇଁ ଦେଖାଦେଉଛି
06:59 ଆଉ କିଛି ଅକ୍ଷର ଟାଇପ୍‍ କରନ୍ତୁ
07:02 ଏବେ ଚାଲନ୍ତୁ ଆମ ଟାଇପିଙ୍ଗ୍‍ ର ମେଟ୍ରିକ୍ସ ସଂଗ୍ରହ କରିବା
07:07 ଏବେ ସୁ‍ଦ୍ଧା, ବାମପଟେ ଥିବା ଫିଲ୍ଡ କ’ଣ ସୂଚିତ କରେ ଆପଣ ଅନୁମାନ କରିସାରିବେଣି
07:13 Time - ଆପଣଙ୍କ ଟାଇପ୍‍ ର ବେଗକୁ ନିର୍ଦ୍ଦିଷ୍ଟ କରେ
07:17 Chars - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ଅକ୍ଷରଗୁଡ଼ିକର ସଂଖ୍ୟା ସୂଚିତ କରେ
07:21 CPM - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ମିନିଟ୍‍ ପିଛା ଅକ୍ଷରଗୁଡ଼ିକୁ ସୂଚିତ କରେ
07:26 WPM - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ଶବ୍ଦଗୁଡ଼ିକର ସଂଖ୍ୟା ନିର୍ଦ୍ଦିଷ୍ଟ କରେ
07:31 Errors - ଆପଣଙ୍କ ଦ୍ୱାରା ଟାଇପ୍‍ କରାଯାଇଥିବା ତ୍ରୁଟିଗୁଡ଼ିକର ସଂଖ୍ୟା ସୂଚିତ କରେ
07:34 Accuracy - ଆପଣଙ୍କ ଟାଇପିଙ୍ଗ୍‍ ର ସଠିକତା ସୂଚିତ କରେ
07:40 ମେନ୍‍ ମେ୍ନୁକୁ ଯିବା ପାଇଁ ଦୁଥର ଏସ୍କେପ୍‍ କୀ ଦାବନ୍ତୁ
07:45 ଆମେ, ଆମର ପ୍ରଥମ ଟାଇପିଙ୍ଗ୍ ଶିକ୍ଷା ଶିଖିଲେ!
07:47 ସର୍ବପ୍ରଥମେ, ନିମ୍ନ ଗତିରେ ସଠିକ୍ ଭାବରେ ଟାଇପ୍ କରିବା ହେଉଛି ଉତ୍ତମ ଅଭ୍ୟାସ
07:52 ଥରେ ଆମେ, କୌଣସି ଭୁଲ୍ ବିନା ସଠିକ୍ ଭାବେ ଟାଇପ୍ କରିବା ଶିଖିଗଲେ, ଟାଇପିଙ୍ଗ୍ ବେଗ ବଢ଼ାଇପାରିବା
07:59 ଏହା ଆମକୁ ଟକ୍ସ ଟାଇପିଙ୍ଗ୍‍ ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:03 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଟକ୍ସ ଟାଇପିଙ୍ଗ୍‍ ଇଣ୍ଟର୍ଫେସ୍‍ ବିଷୟରେ ଶିଖିବା ସହ ଆମର ପ୍ରଥମ ଟାଇପିଙ୍ଗ୍‍ ଶି‍କ୍ଷା ସମ୍ପୂର୍ଣ୍ଣ କଲେ
08:11 ଏକ ଆସାଇନମେଣ୍ଟ ଭାବେ
08:13 basic_lesson_02.xml କୁ ଯାଆନ୍ତୁ
08:19 ଏହି ଲେଭଲ୍‍ ରେ ଅଭ୍ୟାସ କରନ୍ତୁ
08:21 ଏହି ଲେଭଲ୍‍ ରେ ସମସ୍ତ ଅକ୍ଷ୍ର ଟାଇପ୍‍ କରି ଏଣ୍ଟର୍‍ ଦାବନ୍ତୁ
08:26 ସେହିପରି ଆପଣ ଭିନ୍ନ ଭିନ୍ନ ଶି‍କ୍ଷା ଅଭ୍ୟାସ କରିପାରିବେ
08:30 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ (http://spoken-tutorial.org/What_is_a_Spoken_Tutorial)
08:33 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:36 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
08:43 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:46 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:50 ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍ କୁ ଲେଖନ୍ତୁ (contact @spoken-tutorial.org)
08:56 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:00 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:08 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
09:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep