Difference between revisions of "Linux/C2/Working-with-Regular-Files/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
| 00:00 | | 00:00 | ||
|| ଲିନକ୍ସ୍ ରେ ‘ରେଗୁଲାର୍ ଫାଇଲ୍ ସହିତ କାମ କରିବା’ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ଲିନକ୍ସ୍ ରେ ‘ରେଗୁଲାର୍ ଫାଇଲ୍ ସହିତ କାମ କରିବା’ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
+ | |||
|- | |- | ||
| 00:07 | | 00:07 | ||
|| ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି | | || ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି | | ||
+ | |||
|- | |- | ||
| 00:13 | | 00:13 | ||
|| ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ | ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ | | || ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ | ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ | | ||
+ | |||
|- | |- | ||
| 00:25 | | 00:25 | ||
|| ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ, ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | | || ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ, ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | | ||
+ | |||
|- | |- | ||
| 00:31 | | 00:31 | ||
|| କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ, ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ | ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ | | || କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ, ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ | ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ | | ||
+ | |||
|- | |- | ||
| 00:46 | | 00:46 | ||
|| ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା | ସେଥିପାଇଁ cp କମାଣ୍ଡ୍ ଅଛି | | || ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା | ସେଥିପାଇଁ cp କମାଣ୍ଡ୍ ଅଛି | | ||
+ | |||
|- | |- | ||
| 00:55 | | 00:55 | ||
|| କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା | | || କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା | | ||
+ | |||
|- | |- | ||
| 01:00 | | 01:00 | ||
||ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ...[OPTION] ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ର ନାମ DESTଟାଇପ୍ କରିବାକୁ ହେବ | | ||ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ...[OPTION] ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ର ନାମ DESTଟାଇପ୍ କରିବାକୁ ହେବ | | ||
+ | |||
|- | |- | ||
| 01:15 | | 01:15 | ||
||ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ... [OPTION] ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ | | ||ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ... [OPTION] ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ | | ||
+ | |||
|- | |- | ||
| 01:34 | | 01:34 | ||
|| ଏବେ ଏକ ଉଦାହରଣ ଦେଖିବା | ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ | | || ଏବେ ଏକ ଉଦାହରଣ ଦେଖିବା | ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ | | ||
+ | |||
|- | |- | ||
| 01:42 | | 01:42 | ||
|| /home/anirban/arc/ରେ test1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି | | || /home/anirban/arc/ରେ test1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି | | ||
+ | |||
|- | |- | ||
| 01:49 | | 01:49 | ||
||test1ରେ କ’ଣ ଅଛି ଦେଖିବାକୁ ଆମେ, $ କ୍ୟାଟ୍ test1 ଟାଇପ୍ କରି ଏଣ୍ଟର୍ ଦାବିବା | | ||test1ରେ କ’ଣ ଅଛି ଦେଖିବାକୁ ଆମେ, $ କ୍ୟାଟ୍ test1 ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 02:00 | | 02:00 | ||
||ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ, ଏବେ test2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ $ cp test1 test2 ଟାଇପ୍ କରି ଏଣ୍ଟର୍ ଦାବିବା | | ||ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ, ଏବେ test2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ $ cp test1 test2 ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 02:22 | | 02:22 | ||
|| ଏବେ ଫାଇଲ୍ ଟି କପୀ ହୋଇଯାଇଛି | | || ଏବେ ଫାଇଲ୍ ଟି କପୀ ହୋଇଯାଇଛି | | ||
+ | |||
|- | |- | ||
| 02:25 | | 02:25 | ||
|| test2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି test1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ | | || test2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି test1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ | | ||
+ | |||
|- | |- | ||
| 02:35 | | 02:35 | ||
||ଯଦି ଫାଇଲ୍ ପୂର୍ବରୁ ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | କପୀ ହୋଇଥିବା ଫାଇଲ୍ ଦେଖିବାକୁ $ cat test2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||ଯଦି ଫାଇଲ୍ ପୂର୍ବରୁ ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | କପୀ ହୋଇଥିବା ଫାଇଲ୍ ଦେଖିବାକୁ $ cat test2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 02:52 | | 02:52 | ||
||ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ | ଉଦାହରଣ ସ୍ୱରୂପ | ||ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ | ଉଦାହରଣ ସ୍ୱରୂପ | ||
$ cp /home/anirban/arc/demo1 /home/anirban/demo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | $ cp /home/anirban/arc/demo1 /home/anirban/demo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 03:31 | | 03:31 | ||
|| ଏହା ସୋର୍ସ୍ ଡିରେକ୍ଟୋରୀ /home/anirban/arc/ ରୁ demo1 ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ /home/anirban ରେ ଥିବା demo2 ଫାଇଲ୍ ମଧ୍ୟକୁ କପୀ କରିବ | | || ଏହା ସୋର୍ସ୍ ଡିରେକ୍ଟୋରୀ /home/anirban/arc/ ରୁ demo1 ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ /home/anirban ରେ ଥିବା demo2 ଫାଇଲ୍ ମଧ୍ୟକୁ କପୀ କରିବ | | ||
+ | |||
|- | |- | ||
| 03:51 | | 03:51 | ||
||demo2 ଅଛିକି ନାହିଁ ଦେଖିବା ପାଇଁ ls ସ୍ପେସ୍ /home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||demo2 ଅଛିକି ନାହିଁ ଦେଖିବା ପାଇଁ ls ସ୍ପେସ୍ /home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 04:13 | | 04:13 | ||
|| ଏଠି demo2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି | | || ଏଠି demo2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି | | ||
+ | |||
|- | |- | ||
| 04:19 | | 04:19 | ||
|| ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | || ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | ||
+ | |||
|- | |- | ||
| 04:25 | | 04:25 | ||
|| ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ | ଉଦାହରଣ ସ୍ୱରୂପ | || ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ | ଉଦାହରଣ ସ୍ୱରୂପ | ||
+ | |||
|- | |- | ||
| 04:35 | | 04:35 | ||
|| $ cp /home/anirban/arc/demo1 /home/anirban/ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || $ cp /home/anirban/arc/demo1 /home/anirban/ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 05:03 | | 05:03 | ||
|| ଏହା ପୁଣି /home/anirban/arc/ directory to /home/anirban ଡିରେକ୍ଟୋରୀରେ ଥିବା demo1 ଫାଇଲ୍ କୁ demo1 ନାମରେ ହିଁ କପୀ କରିଦିଏ | | || ଏହା ପୁଣି /home/anirban/arc/ directory to /home/anirban ଡିରେକ୍ଟୋରୀରେ ଥିବା demo1 ଫାଇଲ୍ କୁ demo1 ନାମରେ ହିଁ କପୀ କରିଦିଏ | | ||
+ | |||
|- | |- | ||
| 05:20 | | 05:20 | ||
||ପୂର୍ବ ଭଳି demo1 ଦେଖିବାକୁ ls/home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||ପୂର୍ବ ଭଳି demo1 ଦେଖିବାକୁ ls/home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 05:33 | | 05:33 | ||
|| ଆମେ ଏଠି ପୁଣି demo1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା | | || ଆମେ ଏଠି ପୁଣି demo1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା | | ||
+ | |||
|- | |- | ||
| 05:40 | | 05:40 | ||
|| ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | || ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | ||
+ | |||
|- | |- | ||
| 05:48 | | 05:48 | ||
|| ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ | | || ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ | | ||
+ | |||
|- | |- | ||
| 05:56 | | 05:56 | ||
|| ମୁଁ ଭାବୁଛି ଯେ, ଆମ ହୋମ୍ ଡିରେକ୍ଟୋରୀରେ test1 test2 test3 ନାମକ ତିନୋଟି ଫାଇଲ୍ ଅଛି | | || ମୁଁ ଭାବୁଛି ଯେ, ଆମ ହୋମ୍ ଡିରେକ୍ଟୋରୀରେ test1 test2 test3 ନାମକ ତିନୋଟି ଫାଇଲ୍ ଅଛି | | ||
+ | |||
|- | |- | ||
| 06:04 | | 06:04 | ||
|| ଏବେ ଆମେ $ cp test1 test2 test3 /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା | | || ଏବେ ଆମେ $ cp test1 test2 test3 /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 06:27 | | 06:27 | ||
|| ଏହା test1 test2 ଓ test3 ଫାଇଲ୍ ଗୁଡିକର ନାମକୁ ନବଦଳାଇ /home/anirban/testdirରେ କପୀ କରିଦେବ | | || ଏହା test1 test2 ଓ test3 ଫାଇଲ୍ ଗୁଡିକର ନାମକୁ ନବଦଳାଇ /home/anirban/testdirରେ କପୀ କରିଦେବ | | ||
+ | |||
|- | |- | ||
| 06:41 | | 06:41 | ||
|| ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି | ଆମେ ls /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା | | || ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି | ଆମେ ls /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 07:03 | | 07:03 | ||
Line 106: | Line 139: | ||
| 07:10 | | 07:10 | ||
|| Cp ସହିତ ଅନେକ ଅପ୍ସନ୍ ଅଛି | ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା | | || Cp ସହିତ ଅନେକ ଅପ୍ସନ୍ ଅଛି | ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା | | ||
+ | |||
|- | |- | ||
| 07:18 | | 07:18 | ||
|| ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା | | || ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା | | ||
+ | |||
|- | |- | ||
| 07:23 | | 07:23 | ||
|| ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା –R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ | | || ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା –R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ | | ||
+ | |||
|- | |- | ||
| 07:33 | | 07:33 | ||
|| ଏକ ଉଦାହରଣ ଦେଖିବା | | || ଏକ ଉଦାହରଣ ଦେଖିବା | | ||
+ | |||
|- | |- | ||
| 07:38 | | 07:38 | ||
|| testdir ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ test ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା | | || testdir ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ test ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା | | ||
+ | |||
|- | |- | ||
| 07:48 | | 07:48 | ||
|| ଏଥିପାଇଁ cp testdir/ test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏଥିପାଇଁ cp testdir/ test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 08:02 | | 08:02 | ||
|| ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି, | || ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି, | ||
+ | |||
|- | |- | ||
| 08:06 | | 08:06 | ||
|| କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ cp କମାଣ୍ଡ୍ ରେ କପୀ କରିପାରିବାନି | | || କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ cp କମାଣ୍ଡ୍ ରେ କପୀ କରିପାରିବାନି | | ||
+ | |||
|- | |- | ||
| 08:14 | | 08:14 | ||
|| ମାତ୍ର –R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା | | || ମାତ୍ର –R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା | | ||
+ | |||
|- | |- | ||
| 08:19 | | 08:19 | ||
|| ଏବେ cp -R testdir/ ଟାଇପ୍ କରି ଏଣ୍ଟର୍ ଦାବିବା | | || ଏବେ cp -R testdir/ ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 08:36 | | 08:36 | ||
|| ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି, ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି, ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 08:47 | | 08:47 | ||
|| ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି | ଏବେ ସ୍କ୍ରୀନ କ୍ଲିଅର୍ କରିବି | | || ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି | ଏବେ ସ୍କ୍ରୀନ କ୍ଲିଅର୍ କରିବି | | ||
+ | |||
|- | |- | ||
| 08:57 | | 08:57 | ||
|| ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ Is test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ Is test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 09:08 | | 09:08 | ||
Line 149: | Line 195: | ||
| 09:13 | | 09:13 | ||
|| ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା | | || ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା | | ||
+ | |||
|- | |- | ||
| 09:16 | | 09:16 | ||
|| ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ, ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ | | || ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ, ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ | | ||
+ | |||
|- | |- | ||
| 09:25 | | 09:25 | ||
|| ଏବେ, ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କ’ଣ ହୁଏ? | || ଏବେ, ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କ’ଣ ହୁଏ? | ||
+ | |||
|- | |- | ||
| 09:30 | | 09:30 | ||
|| ଏପରି କିଛି ନହେବା ପାଇଁ ଆମ ପାଖରେ –b ଅପ୍ସନ୍ ଅଛି | | || ଏପରି କିଛି ନହେବା ପାଇଁ ଆମ ପାଖରେ –b ଅପ୍ସନ୍ ଅଛି | | ||
+ | |||
|- | |- | ||
| 09:36 | | 09:36 | ||
|| ଏହା, ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ | | || ଏହା, ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ | | ||
+ | |||
|- | |- | ||
| 09:41 | | 09:41 | ||
|| ଆମେ –i(ଇଣ୍ଟରାକ୍ଟିଭ୍) ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା, ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ | | || ଆମେ –i(ଇଣ୍ଟରାକ୍ଟିଭ୍) ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା, ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ | | ||
+ | |||
|- | |- | ||
| 09:54 | | 09:54 | ||
|| mv କମାଣ୍ଡ୍ କିପରି କାର୍ଯ୍ୟ କରେ, ଏବେ ଦେଖିବା | | || mv କମାଣ୍ଡ୍ କିପରି କାର୍ଯ୍ୟ କରେ, ଏବେ ଦେଖିବା | | ||
+ | |||
|- | |- | ||
| 09:59 | | 09:59 | ||
||ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ | ଏବେ ତାହା କିପରି ଉପଯୋଗୀ ଅଟେ? | ||ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ | ଏବେ ତାହା କିପରି ଉପଯୋଗୀ ଅଟେ? | ||
+ | |||
|- | |- | ||
| 10:04 | | 10:04 | ||
|| ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି | | || ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି | | ||
+ | |||
|- | |- | ||
| 10:07 | | 10:07 | ||
|| ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ | | || ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ | | ||
+ | |||
|- | |- | ||
| 10:11 | | 10:11 | ||
|| ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ | | || ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ | | ||
+ | |||
|- | |- | ||
| 10:17 | | 10:17 | ||
|| ଆମେ ପୂର୍ବରୁ ଦେଖିଥିବା cp ସହିତ mv ପ୍ରାୟ ସମାନ | ତେବେ mv କିପରି ବ୍ୟବହୃତ ହୁଏ, ଚାଲନ୍ତୁ ଦେଖିବା | | || ଆମେ ପୂର୍ବରୁ ଦେଖିଥିବା cp ସହିତ mv ପ୍ରାୟ ସମାନ | ତେବେ mv କିପରି ବ୍ୟବହୃତ ହୁଏ, ଚାଲନ୍ତୁ ଦେଖିବା | | ||
+ | |||
|- | |- | ||
| 10:29 | | 10:29 | ||
|| ଆମେ ଟର୍ମିନାଲ୍ ଖୋଲି $ mv test1 test2 ଟାଇପ୍ କରି ଏଣ୍ଟର୍ ଦାବିବା | | || ଆମେ ଟର୍ମିନାଲ୍ ଖୋଲି $ mv test1 test2 ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 10:43 | | 10:43 | ||
|| ଏହା ହୋମ୍ ଡିରେକ୍ଟୋରୀରେ ଥିବା test1 ନାମକ ଫାଇଲ୍ କୁ ରିନେମ୍ କରି test2 ନାମ ଦେବ | | || ଏହା ହୋମ୍ ଡିରେକ୍ଟୋରୀରେ ଥିବା test1 ନାମକ ଫାଇଲ୍ କୁ ରିନେମ୍ କରି test2 ନାମ ଦେବ | | ||
+ | |||
|- | |- | ||
| 10:52 | | 10:52 | ||
|| ପୂର୍ବରୁ ଯଦି test2 ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | | || ପୂର୍ବରୁ ଯଦି test2 ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | | ||
+ | |||
|- | |- | ||
| 11:00 | | 11:00 | ||
|| ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା, | || ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା, | ||
+ | |||
|- | |- | ||
| 11:05 | | 11:05 | ||
|| ତେବେ, mv କମାଣ୍ଡ୍ ସହିତ -i ଅପ୍ସନ୍ ବ୍ୟବହାର କରିପାରିବା | | || ତେବେ, mv କମାଣ୍ଡ୍ ସହିତ -i ଅପ୍ସନ୍ ବ୍ୟବହାର କରିପାରିବା | | ||
+ | |||
|- | |- | ||
| 11:10 | | 11:10 | ||
|| ମନେକରନ୍ତୁ anirban ନାମକ ଆଉ ଏକ ଫାଇଲ୍ ଅଛି | ଏହାକୁ ଆମେ test2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ, | || ମନେକରନ୍ତୁ anirban ନାମକ ଆଉ ଏକ ଫାଇଲ୍ ଅଛି | ଏହାକୁ ଆମେ test2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ, | ||
+ | |||
|- | |- | ||
| 11:20 | | 11:20 | ||
|| ତେବେ ଆମେ, mv -i anirban test2 ଟାଇପ୍ କରି ଏଣ୍ଟର୍ ଦାବିବା | | || ତେବେ ଆମେ, mv -i anirban test2 ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 11:32 | | 11:32 | ||
|| ଆପଣ ଦେଖୁଛନ୍ତି ଯେ, test2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି | | || ଆପଣ ଦେଖୁଛନ୍ତି ଯେ, test2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି | | ||
+ | |||
|- | |- | ||
| 11:41 | | 11:41 | ||
|| y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ | | || y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ | | ||
+ | |||
|- | |- | ||
| 11:49 | | 11:49 | ||
|| cp ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ mv ବ୍ୟବହାର କରିହୁଏ, ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ | | || cp ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ mv ବ୍ୟବହାର କରିହୁଏ, ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ | | ||
+ | |||
|- | |- | ||
| 11:58 | | 11:58 | ||
|| ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା | | || ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା | | ||
+ | |||
|- | |- | ||
| 12:03 | | 12:03 | ||
|| ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abc.txt, pop.txt ଓ push.txt ନାମକ ତିନୋଟି ଫାଇଲ୍ ଅଛି | | || ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abc.txt, pop.txt ଓ push.txt ନାମକ ତିନୋଟି ଫାଇଲ୍ ଅଛି | | ||
+ | |||
|- | |- | ||
| 12:14 | | 12:14 | ||
|| ସେଗୁଡିକର ଉପସ୍ଥିତି ଜାଣିବାକୁ Is ଟାଇପ୍ କରି ଏଣ୍ଟର୍ ଦାବିବା | | || ସେଗୁଡିକର ଉପସ୍ଥିତି ଜାଣିବାକୁ Is ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 12:21 | | 12:21 | ||
|| ଏଠାରେ pop.txt,push.txt ଓ abc.txt ଫାଇଲ୍ ଅଛି | ସ୍କ୍ରୀନ୍ କ୍ଲିଅର୍ କରିବା | | || ଏଠାରେ pop.txt,push.txt ଓ abc.txt ଫାଇଲ୍ ଅଛି | ସ୍କ୍ରୀନ୍ କ୍ଲିଅର୍ କରିବା | | ||
+ | |||
|- | |- | ||
| 12:36 | | 12:36 | ||
|| ଏବେ ଏହି ତିନୋଟି ଫାଇଲ୍ କୁ ଆମେ testdir ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ | | || ଏବେ ଏହି ତିନୋଟି ଫାଇଲ୍ କୁ ଆମେ testdir ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ | | ||
+ | |||
|- | |- | ||
| 12:46 | | 12:46 | ||
|| ଏଥିପାଇଁ ଆମେ mv abc.txt pop.txt push.txt ପରେ testdir ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା | | || ଏଥିପାଇଁ ଆମେ mv abc.txt pop.txt push.txt ପରେ testdir ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 13:14 | | 13:14 | ||
|| ସେଗୁଡିକୁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ସେଗୁଡିକୁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 13:20 | | 13:20 | ||
|| ଆପଣ abc, pop ଓ push.txt ଫାଇଲ୍ ଦେଖିପାରିବେ | | || ଆପଣ abc, pop ଓ push.txt ଫାଇଲ୍ ଦେଖିପାରିବେ | | ||
+ | |||
|- | |- | ||
| 13:27 | | 13:27 | ||
||mv ସହିତ ଥିବା କିଛି ଅପ୍ସନ୍ ଦେଖିବା | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା | | ||mv ସହିତ ଥିବା କିଛି ଅପ୍ସନ୍ ଦେଖିବା | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା | | ||
+ | |||
|- | |- | ||
| 13:37 | | 13:37 | ||
|| -b କିମ୍ୱା –backup ଅପ୍ସନ୍ mv କମାଣ୍ଡ୍ ସହିତ ରହିଛି | ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ | | || -b କିମ୍ୱା –backup ଅପ୍ସନ୍ mv କମାଣ୍ଡ୍ ସହିତ ରହିଛି | ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ | | ||
+ | |||
|- | |- | ||
| 13:48 | | 13:48 | ||
|| ଆମେ ପୂର୍ବରୁ ଦେଖିଥିବା –i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ | | || ଆମେ ପୂର୍ବରୁ ଦେଖିଥିବା –i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ | | ||
+ | |||
|- | |- | ||
| 13:58 | | 13:58 | ||
|| ବର୍ତ୍ତମାନ rm କମାଣ୍ଡ୍ ଦେଖିବା | ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ | | || ବର୍ତ୍ତମାନ rm କମାଣ୍ଡ୍ ଦେଖିବା | ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ | | ||
+ | |||
|- | |- | ||
| 14:06 | | 14:06 | ||
|| ଟର୍ମିନାଲ୍ କୁ ଫେରିଯାଇ ls testdir ଟାଇପ୍ କରନ୍ତୁ | | || ଟର୍ମିନାଲ୍ କୁ ଫେରିଯାଇ ls testdir ଟାଇପ୍ କରନ୍ତୁ | | ||
+ | |||
|- | |- | ||
| 14:15 | | 14:15 | ||
|| ଧରନ୍ତୁ, ଆମେ ଦେଖୁଥିବା faq.txt ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ | | || ଧରନ୍ତୁ, ଆମେ ଦେଖୁଥିବା faq.txt ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ | | ||
+ | |||
|- | |- | ||
| 14:23 | | 14:23 | ||
− | || ଏଥିପାଇଁ | + | || ଏଥିପାଇଁ $ rm testdir/faq.txt ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
− | $ rm testdir/faq.txt ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | + | |
|- | |- | ||
| 14:37 | | 14:37 | ||
|| ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ | | || ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ | | ||
+ | |||
|- | |- | ||
| 14:46 | | 14:46 | ||
|| ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବିବା | | || ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 15:00 | | 15:00 | ||
|| ଆମେ ଆଉ faq.txt ଫାଇଲ୍ ଟି ଦେଖିପାରୁନେ | | || ଆମେ ଆଉ faq.txt ଫାଇଲ୍ ଟି ଦେଖିପାରୁନେ | | ||
+ | |||
|- | |- | ||
| 15:05 | | 15:05 | ||
|| ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ rm କମାଣ୍ଡ୍ ବ୍ୟବହାର କରିପାରିବା | | || ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ rm କମାଣ୍ଡ୍ ବ୍ୟବହାର କରିପାରିବା | | ||
+ | |||
|- | |- | ||
| 15:10 | | 15:10 | ||
|| Testdir ଡିରେକ୍ଟୋରୀରେ abc2 ଓ abc1 ନାମକ ଦୁଇଟି ଫାଇଲ୍ ଅଛି | | || Testdir ଡିରେକ୍ଟୋରୀରେ abc2 ଓ abc1 ନାମକ ଦୁଇଟି ଫାଇଲ୍ ଅଛି | | ||
+ | |||
|- | |- | ||
| 15:17 | | 15:17 | ||
|| ମନେକରନ୍ତୁ ଆମେ, abc1 ଓ abc2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ | | || ମନେକରନ୍ତୁ ଆମେ, abc1 ଓ abc2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ | | ||
+ | |||
|- | |- | ||
| 15:23 | | 15:23 | ||
|| ଏଥିପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରି ଏଣ୍ଟର୍ ଦାବିବା | | || ଏଥିପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 15:45 | | 15:45 | ||
|| ଏହା, testdir ଡିରେକ୍ଟୋରୀରୁ abc1 ଓ abc2 ଫାଇଲ୍ ରିମୁଭ୍ କରିଦିଏ | | || ଏହା, testdir ଡିରେକ୍ଟୋରୀରୁ abc1 ଓ abc2 ଫାଇଲ୍ ରିମୁଭ୍ କରିଦିଏ | | ||
+ | |||
|- | |- | ||
| 15:53 | | 15:53 | ||
|| ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ls testdir ଟାଇପ୍ କରନ୍ତୁ | ଆଉ ସେଗୁଡ଼ିକୁ ଦେଖିପାରିବେନି | | || ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ls testdir ଟାଇପ୍ କରନ୍ତୁ | ଆଉ ସେଗୁଡ଼ିକୁ ଦେଖିପାରିବେନି | | ||
+ | |||
|- | |- | ||
| 16:07 | | 16:07 | ||
|| ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | || ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | ||
+ | |||
|- | |- | ||
| 16:14 | | 16:14 | ||
|| ଏବେ, ସ୍ଲାଇଡ୍ସ କୁ ଫେରିଯିବା | | || ଏବେ, ସ୍ଲାଇଡ୍ସ କୁ ଫେରିଯିବା | | ||
+ | |||
|- | |- | ||
| 16:18 | | 16:18 | ||
|| ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା | | || ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା | | ||
+ | |||
|- | |- | ||
| 16:20 | | 16:20 | ||
|| ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ତା’ପରେ ଫାଇଲ୍ ନାମ ଟାଇପ୍ କରୁ | | || ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ତା’ପରେ ଫାଇଲ୍ ନାମ ଟାଇପ୍ କରୁ | | ||
+ | |||
|- | |- | ||
| 16:27 | | 16:27 | ||
|| ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ | | || ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ | | ||
+ | |||
|- | |- | ||
| 16:34 | | 16:34 | ||
|| ଏବେ, rm କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା | | || ଏବେ, rm କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା | | ||
+ | |||
|- | |- | ||
| 16:40 | | 16:40 | ||
|| ବେଳେବେଳେ ଏକ ଫାଇଲ୍ ରାଇଟ୍ (Write) ପ୍ରୋଟେକ୍ଟ୍ ଥାଏ, ଏହା rm ଦ୍ୱାରା ଡିଲିଟ୍ କରିହୁଏନି | ଏଥିପାଇଁ –f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ | | || ବେଳେବେଳେ ଏକ ଫାଇଲ୍ ରାଇଟ୍ (Write) ପ୍ରୋଟେକ୍ଟ୍ ଥାଏ, ଏହା rm ଦ୍ୱାରା ଡିଲିଟ୍ କରିହୁଏନି | ଏଥିପାଇଁ –f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ | | ||
+ | |||
|- | |- | ||
| 16:57 | | 16:57 | ||
|| -r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍ | ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା | | || -r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍ | ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା | | ||
+ | |||
|- | |- | ||
| 17:07 | | 17:07 | ||
|| ଟର୍ମିନାଲ୍ କୁ ଫେରିଯିବା | | || ଟର୍ମିନାଲ୍ କୁ ଫେରିଯିବା | | ||
+ | |||
|- | |- | ||
| 17:12 | | 17:12 | ||
|| ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ, ସେଥିପାଇଁ rmdir କମାଣ୍ଡ୍ ଅଛି | | || ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ, ସେଥିପାଇଁ rmdir କମାଣ୍ଡ୍ ଅଛି | | ||
+ | |||
|- | |- | ||
| 17:21 | | 17:21 | ||
|| ମାତ୍ର rmdir କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ | | || ମାତ୍ର rmdir କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ | | ||
+ | |||
|- | |- | ||
| 17:27 | | 17:27 | ||
|| ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା, ତେବେ? | || ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା, ତେବେ? | ||
+ | |||
|- | |- | ||
| 17:35 | | 17:35 | ||
|| ଏଥିପାଇଁ ଆସନ୍ତୁ rm କମାଣ୍ଡ୍ ଟ୍ରାଏ କରିବା | | || ଏଥିପାଇଁ ଆସନ୍ତୁ rm କମାଣ୍ଡ୍ ଟ୍ରାଏ କରିବା | | ||
+ | |||
|- | |- | ||
| 17:38 | | 17:38 | ||
||rm ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିଵା ଡିରେକ୍ଟୋରୀର ନାମ testdir ଲେଖି ଏଣ୍ଟର୍ ଦାବନ୍ତୁ | | ||rm ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିଵା ଡିରେକ୍ଟୋରୀର ନାମ testdir ଲେଖି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 17:47 | | 17:47 | ||
|| ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ testdir ଡିଲିଟ୍ କରିବା ପାଇଁ ଆମେ rm ବ୍ୟବହାର କରିପାରିବାନି | | || ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ testdir ଡିଲିଟ୍ କରିବା ପାଇଁ ଆମେ rm ବ୍ୟବହାର କରିପାରିବାନି | | ||
+ | |||
|- | |- | ||
| 17:55 | | 17:55 | ||
|| ମାତ୍ର ଆମେ -r ଓ –f ଅପ୍ସନ୍ କୁ ଯୋଡି ଏହା କରିପାରିବା | | || ମାତ୍ର ଆମେ -r ଓ –f ଅପ୍ସନ୍ କୁ ଯୋଡି ଏହା କରିପାରିବା | | ||
+ | |||
|- | |- | ||
| 18:03 | | 18:03 | ||
|| rm -rf testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || rm -rf testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 18:16 | | 18:16 | ||
|| ଏବେ testdir ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା | | || ଏବେ testdir ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା | | ||
+ | |||
|- | |- | ||
| 18:22 | | 18:22 | ||
|| ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା | | || ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା | | ||
+ | |||
|- | |- | ||
| 18:27 | | 18:27 | ||
|| cmp କମାଣ୍ଡ୍ | | || cmp କମାଣ୍ଡ୍ | | ||
+ | |||
|- | |- | ||
| 18:29 | | 18:29 | ||
|| ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ | ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା | | || ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ | ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା | | ||
+ | |||
|- | |- | ||
| 18:37 | | 18:37 | ||
|| ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା | | || ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା | | ||
+ | |||
|- | |- | ||
| 18:44 | | 18:44 | ||
|| ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ cmp କମାଣ୍ଡ୍ ବ୍ୟବହାର କରିପାରିବା | | || ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ cmp କମାଣ୍ଡ୍ ବ୍ୟବହାର କରିପାରିବା | | ||
+ | |||
|- | |- | ||
| 18:49 | | 18:49 | ||
|| ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ | | || ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ | | ||
+ | |||
|- | |- | ||
| 18:54 | | 18:54 | ||
|| file1 ଓ file2କୁ ତୁଳନା କରିବାକୁ ଆମେ cmp file1 file2 ଲେଖିବା | | || file1 ଓ file2କୁ ତୁଳନା କରିବାକୁ ଆମେ cmp file1 file2 ଲେଖିବା | | ||
+ | |||
|- | |- | ||
| 19:03 | | 19:03 | ||
|| ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି | | || ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି | | ||
+ | |||
|- | |- | ||
| 19:11 | | 19:11 | ||
|| କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ | | || କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ | | ||
+ | |||
|- | |- | ||
| 19:14 | | 19:14 | ||
|| ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ର ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ | | || ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ର ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ | | ||
+ | |||
|- | |- | ||
| 19:25 | | 19:25 | ||
|| cmp କିପରି କାମକରେ ତାହା ଦେଖିବା | ଆମ ହୋମ୍ ଡିରେକ୍ଟୋରୀରେ sample1 ଓ sample2 ନାମକ ଦୁଇଟି ଫାଇଲ୍ ଅଛି | | || cmp କିପରି କାମକରେ ତାହା ଦେଖିବା | ଆମ ହୋମ୍ ଡିରେକ୍ଟୋରୀରେ sample1 ଓ sample2 ନାମକ ଦୁଇଟି ଫାଇଲ୍ ଅଛି | | ||
+ | |||
|- | |- | ||
| 19:35 | | 19:35 | ||
|| ସେଥିରେ କ’ଣ ଅଛି ଚାଲନ୍ତୁ ଦେଖିବା | | || ସେଥିରେ କ’ଣ ଅଛି ଚାଲନ୍ତୁ ଦେଖିବା | | ||
+ | |||
|- | |- | ||
| 19:38 | | 19:38 | ||
|| cat sample1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏଥିରେ “This is a Linux file to test the cmp command” ଟେକ୍ସଟ୍ ଅଛି | | || cat sample1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏଥିରେ “This is a Linux file to test the cmp command” ଟେକ୍ସଟ୍ ଅଛି | | ||
+ | |||
|- | |- | ||
| 19:50 | | 19:50 | ||
|| sample2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ cat sample2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || sample2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ cat sample2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
| 20:00 | | 20:00 | ||
|| ଏଥିରେ “This is a Unix file to test the cmp command.” ଟେକ୍ସଟ୍ ଅଛି | | || ଏଥିରେ “This is a Unix file to test the cmp command.” ଟେକ୍ସଟ୍ ଅଛି | | ||
+ | |||
|- | |- | ||
| 20:06 | | 20:06 | ||
|| ଏବେ, ଏହି ଦୁଇ ଫାଇଲ୍ ରେ ଆମେ cmp କମାଣ୍ଡ୍ ପ୍ରୟୋଗ କରିବା | | || ଏବେ, ଏହି ଦୁଇ ଫାଇଲ୍ ରେ ଆମେ cmp କମାଣ୍ଡ୍ ପ୍ରୟୋଗ କରିବା | | ||
+ | |||
|- | |- | ||
| 20:11 | | 20:11 | ||
||ଆମେ cmp sample1 sample2 ଲେଖି ଏଣ୍ଟର୍ ଦାବିବା | | ||ଆମେ cmp sample1 sample2 ଲେଖି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 20:23 | | 20:23 | ||
|| sample1 ଓ sample2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ | | || sample1 ଓ sample2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ | | ||
+ | |||
|- | |- | ||
| 20:32 | | 20:32 | ||
|| ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | || ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | | ||
+ | |||
|- | |- | ||
| 20:38 | | 20:38 | ||
|| ପରବର୍ତ୍ତୀ କମାଣ୍ଡ୍ ହେଉଛି wc | | || ପରବର୍ତ୍ତୀ କମାଣ୍ଡ୍ ହେଉଛି wc | | ||
+ | |||
|- | |- | ||
| 20:43 | | 20:43 | ||
|| ଫାଇଲ୍ ରେ ଥିବା କ୍ୟାରେକ୍ଟର୍, ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ | | || ଫାଇଲ୍ ରେ ଥିବା କ୍ୟାରେକ୍ଟର୍, ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ | | ||
+ | |||
|- | |- | ||
| 20:50 | | 20:50 | ||
|| ଆମ ହୋମ୍ ଡିରେକ୍ଟୋରୀରେ sample3 ନାମକ ଫାଇଲ୍ ଅଛି | | || ଆମ ହୋମ୍ ଡିରେକ୍ଟୋରୀରେ sample3 ନାମକ ଫାଇଲ୍ ଅଛି | | ||
+ | |||
|- | |- | ||
| 20:56 | | 20:56 | ||
|| ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ cat sample3 ଟାଇପ୍ କରି ଏଣ୍ଟର୍ ଦାବିବା | | || ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ cat sample3 ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 21:05 | | 21:05 | ||
|| ଏହା ହେଉଛି sample3ର କଣ୍ଟେଣ୍ଟ୍ | | || ଏହା ହେଉଛି sample3ର କଣ୍ଟେଣ୍ଟ୍ | | ||
+ | |||
|- | |- | ||
| 21:10 | | 21:10 | ||
|| ଏବେ ଏହି ଫାଇଲ୍ ରେ wc କମାଣ୍ଡ୍ ବ୍ୟବହାର କରିବା | | || ଏବେ ଏହି ଫାଇଲ୍ ରେ wc କମାଣ୍ଡ୍ ବ୍ୟବହାର କରିବା | | ||
+ | |||
|- | |- | ||
| 21:14 | | 21:14 | ||
|| ସେଥିପାଇଁ ଆମେ wc sample3 ଲେଖି ଏଣ୍ଟର୍ ଦାବିବା | | || ସେଥିପାଇଁ ଆମେ wc sample3 ଲେଖି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
| 21:25 | | 21:25 | ||
|| ଏହି କମାଣ୍ଡ୍ ଦେଖାଏ ଯେ, ଫାଇଲ୍ ରେ 6 ଟି ଲାଇନ୍, 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି | | || ଏହି କମାଣ୍ଡ୍ ଦେଖାଏ ଯେ, ଫାଇଲ୍ ରେ 6 ଟି ଲାଇନ୍, 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି | | ||
+ | |||
|- | |- | ||
| 21:38 | | 21:38 | ||
|| ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍ | | || ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍ | | ||
+ | |||
|- | |- | ||
| 21:43 | | 21:43 | ||
|| ଆହୁରି ବହୁତ କମାଣ୍ଡ୍ ଅଛି | ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି | | || ଆହୁରି ବହୁତ କମାଣ୍ଡ୍ ଅଛି | ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି | | ||
+ | |||
|- | |- | ||
| 21:51 | | 21:51 | ||
|| ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି | | || ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି | | ||
+ | |||
|- | |- | ||
| 22:00 | | 22:00 | ||
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | || ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ||
+ | |||
|- | |- | ||
| 22:04 | | 22:04 | ||
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
+ | |||
|- | |- | ||
| 22:17 | | 22:17 | ||
|| ଏହି ବିଷୟ ଉପରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ | | || ଏହି ବିଷୟ ଉପରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ | | ||
+ | |||
|- | |- | ||
| 22:34 | | 22:34 | ||
− | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |} |
Latest revision as of 16:18, 10 April 2017
Time | Narration |
00:00 | ଲିନକ୍ସ୍ ରେ ‘ରେଗୁଲାର୍ ଫାଇଲ୍ ସହିତ କାମ କରିବା’ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି | |
00:13 | ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ | ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ | |
00:25 | ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ, ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | |
00:31 | କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ, ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ | ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ | |
00:46 | ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା | ସେଥିପାଇଁ cp କମାଣ୍ଡ୍ ଅଛି | |
00:55 | କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା | |
01:00 | ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ...[OPTION] ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ର ନାମ DESTଟାଇପ୍ କରିବାକୁ ହେବ | |
01:15 | ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ cp ସ୍ପେସ୍ ଗୋଟିଏ କିମ୍ବା ଅଧିକ ... [OPTION] ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ | |
01:34 | ଏବେ ଏକ ଉଦାହରଣ ଦେଖିବା | ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ | |
01:42 | /home/anirban/arc/ରେ test1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି | |
01:49 | test1ରେ କ’ଣ ଅଛି ଦେଖିବାକୁ ଆମେ, $ କ୍ୟାଟ୍ test1 ଟାଇପ୍ କରି ଏଣ୍ଟର୍ ଦାବିବା | |
02:00 | ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ, ଏବେ test2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ $ cp test1 test2 ଟାଇପ୍ କରି ଏଣ୍ଟର୍ ଦାବିବା | |
02:22 | ଏବେ ଫାଇଲ୍ ଟି କପୀ ହୋଇଯାଇଛି | |
02:25 | test2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି test1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ | |
02:35 | ଯଦି ଫାଇଲ୍ ପୂର୍ବରୁ ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | କପୀ ହୋଇଥିବା ଫାଇଲ୍ ଦେଖିବାକୁ $ cat test2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
02:52 | ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ | ଉଦାହରଣ ସ୍ୱରୂପ
$ cp /home/anirban/arc/demo1 /home/anirban/demo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:31 | ଏହା ସୋର୍ସ୍ ଡିରେକ୍ଟୋରୀ /home/anirban/arc/ ରୁ demo1 ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ /home/anirban ରେ ଥିବା demo2 ଫାଇଲ୍ ମଧ୍ୟକୁ କପୀ କରିବ | |
03:51 | demo2 ଅଛିକି ନାହିଁ ଦେଖିବା ପାଇଁ ls ସ୍ପେସ୍ /home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:13 | ଏଠି demo2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି | |
04:19 | ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | |
04:25 | ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ | ଉଦାହରଣ ସ୍ୱରୂପ |
04:35 | $ cp /home/anirban/arc/demo1 /home/anirban/ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:03 | ଏହା ପୁଣି /home/anirban/arc/ directory to /home/anirban ଡିରେକ୍ଟୋରୀରେ ଥିବା demo1 ଫାଇଲ୍ କୁ demo1 ନାମରେ ହିଁ କପୀ କରିଦିଏ | |
05:20 | ପୂର୍ବ ଭଳି demo1 ଦେଖିବାକୁ ls/home/anirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:33 | ଆମେ ଏଠି ପୁଣି demo1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା | |
05:40 | ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | |
05:48 | ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ | |
05:56 | ମୁଁ ଭାବୁଛି ଯେ, ଆମ ହୋମ୍ ଡିରେକ୍ଟୋରୀରେ test1 test2 test3 ନାମକ ତିନୋଟି ଫାଇଲ୍ ଅଛି | |
06:04 | ଏବେ ଆମେ $ cp test1 test2 test3 /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା | |
06:27 | ଏହା test1 test2 ଓ test3 ଫାଇଲ୍ ଗୁଡିକର ନାମକୁ ନବଦଳାଇ /home/anirban/testdirରେ କପୀ କରିଦେବ | |
06:41 | ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି | ଆମେ ls /home/anirban/testdir ଟାଇପ୍ କରି ଏଣ୍ଟର୍ ଦାବିବା | |
07:03 | test1,test2 ଓ test3 ଏହି ଡିରେକ୍ଟୋରୀରେ ଥିବାର ଆପଣ ଦେଖିପାରୁଛନ୍ତି | |
07:10 | Cp ସହିତ ଅନେକ ଅପ୍ସନ୍ ଅଛି | ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା | |
07:18 | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା | |
07:23 | ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା –R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ | |
07:33 | ଏକ ଉଦାହରଣ ଦେଖିବା | |
07:38 | testdir ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ test ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା | |
07:48 | ଏଥିପାଇଁ cp testdir/ test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:02 | ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି, |
08:06 | କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ cp କମାଣ୍ଡ୍ ରେ କପୀ କରିପାରିବାନି | |
08:14 | ମାତ୍ର –R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା | |
08:19 | ଏବେ cp -R testdir/ ଟାଇପ୍ କରି ଏଣ୍ଟର୍ ଦାବିବା | |
08:36 | ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି, ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:47 | ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି | ଏବେ ସ୍କ୍ରୀନ କ୍ଲିଅର୍ କରିବି | |
08:57 | ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ Is test ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:08 | ଟେଷ୍ଟ୍ ଡିରେକ୍ଟୋରୀର କଣ୍ଟେଣ୍ଟ୍ ଆପଣ ଦେଖିପାରିବେ | |
09:13 | ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା | |
09:16 | ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ, ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ | |
09:25 | ଏବେ, ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କ’ଣ ହୁଏ? |
09:30 | ଏପରି କିଛି ନହେବା ପାଇଁ ଆମ ପାଖରେ –b ଅପ୍ସନ୍ ଅଛି | |
09:36 | ଏହା, ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ | |
09:41 | ଆମେ –i(ଇଣ୍ଟରାକ୍ଟିଭ୍) ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା, ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ | |
09:54 | mv କମାଣ୍ଡ୍ କିପରି କାର୍ଯ୍ୟ କରେ, ଏବେ ଦେଖିବା | |
09:59 | ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ | ଏବେ ତାହା କିପରି ଉପଯୋଗୀ ଅଟେ? |
10:04 | ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି | |
10:07 | ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ | |
10:11 | ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ | |
10:17 | ଆମେ ପୂର୍ବରୁ ଦେଖିଥିବା cp ସହିତ mv ପ୍ରାୟ ସମାନ | ତେବେ mv କିପରି ବ୍ୟବହୃତ ହୁଏ, ଚାଲନ୍ତୁ ଦେଖିବା | |
10:29 | ଆମେ ଟର୍ମିନାଲ୍ ଖୋଲି $ mv test1 test2 ଟାଇପ୍ କରି ଏଣ୍ଟର୍ ଦାବିବା | |
10:43 | ଏହା ହୋମ୍ ଡିରେକ୍ଟୋରୀରେ ଥିବା test1 ନାମକ ଫାଇଲ୍ କୁ ରିନେମ୍ କରି test2 ନାମ ଦେବ | |
10:52 | ପୂର୍ବରୁ ଯଦି test2 ଥାଏ, ତେବେ ଏହା ଓଭର୍ ରାଇଟ୍ ହୋଇଯିବ | |
11:00 | ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା, |
11:05 | ତେବେ, mv କମାଣ୍ଡ୍ ସହିତ -i ଅପ୍ସନ୍ ବ୍ୟବହାର କରିପାରିବା | |
11:10 | ମନେକରନ୍ତୁ anirban ନାମକ ଆଉ ଏକ ଫାଇଲ୍ ଅଛି | ଏହାକୁ ଆମେ test2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ, |
11:20 | ତେବେ ଆମେ, mv -i anirban test2 ଟାଇପ୍ କରି ଏଣ୍ଟର୍ ଦାବିବା | |
11:32 | ଆପଣ ଦେଖୁଛନ୍ତି ଯେ, test2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି | |
11:41 | y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ | |
11:49 | cp ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ mv ବ୍ୟବହାର କରିହୁଏ, ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ | |
11:58 | ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା | |
12:03 | ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abc.txt, pop.txt ଓ push.txt ନାମକ ତିନୋଟି ଫାଇଲ୍ ଅଛି | |
12:14 | ସେଗୁଡିକର ଉପସ୍ଥିତି ଜାଣିବାକୁ Is ଟାଇପ୍ କରି ଏଣ୍ଟର୍ ଦାବିବା | |
12:21 | ଏଠାରେ pop.txt,push.txt ଓ abc.txt ଫାଇଲ୍ ଅଛି | ସ୍କ୍ରୀନ୍ କ୍ଲିଅର୍ କରିବା | |
12:36 | ଏବେ ଏହି ତିନୋଟି ଫାଇଲ୍ କୁ ଆମେ testdir ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ | |
12:46 | ଏଥିପାଇଁ ଆମେ mv abc.txt pop.txt push.txt ପରେ testdir ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା | |
13:14 | ସେଗୁଡିକୁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
13:20 | ଆପଣ abc, pop ଓ push.txt ଫାଇଲ୍ ଦେଖିପାରିବେ | |
13:27 | mv ସହିତ ଥିବା କିଛି ଅପ୍ସନ୍ ଦେଖିବା | ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା | |
13:37 | -b କିମ୍ୱା –backup ଅପ୍ସନ୍ mv କମାଣ୍ଡ୍ ସହିତ ରହିଛି | ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ | |
13:48 | ଆମେ ପୂର୍ବରୁ ଦେଖିଥିବା –i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ | |
13:58 | ବର୍ତ୍ତମାନ rm କମାଣ୍ଡ୍ ଦେଖିବା | ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ | |
14:06 | ଟର୍ମିନାଲ୍ କୁ ଫେରିଯାଇ ls testdir ଟାଇପ୍ କରନ୍ତୁ | |
14:15 | ଧରନ୍ତୁ, ଆମେ ଦେଖୁଥିବା faq.txt ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ | |
14:23 | ଏଥିପାଇଁ $ rm testdir/faq.txt ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
14:37 | ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ | |
14:46 | ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ls testdir ଟାଇପ୍ କରି ଏଣ୍ଟର୍ ଦାବିବା | |
15:00 | ଆମେ ଆଉ faq.txt ଫାଇଲ୍ ଟି ଦେଖିପାରୁନେ | |
15:05 | ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ rm କମାଣ୍ଡ୍ ବ୍ୟବହାର କରିପାରିବା | |
15:10 | Testdir ଡିରେକ୍ଟୋରୀରେ abc2 ଓ abc1 ନାମକ ଦୁଇଟି ଫାଇଲ୍ ଅଛି | |
15:17 | ମନେକରନ୍ତୁ ଆମେ, abc1 ଓ abc2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ | |
15:23 | ଏଥିପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରି ଏଣ୍ଟର୍ ଦାବିବା | |
15:45 | ଏହା, testdir ଡିରେକ୍ଟୋରୀରୁ abc1 ଓ abc2 ଫାଇଲ୍ ରିମୁଭ୍ କରିଦିଏ | |
15:53 | ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ls testdir ଟାଇପ୍ କରନ୍ତୁ | ଆଉ ସେଗୁଡ଼ିକୁ ଦେଖିପାରିବେନି | |
16:07 | ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | |
16:14 | ଏବେ, ସ୍ଲାଇଡ୍ସ କୁ ଫେରିଯିବା | |
16:18 | ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା | |
16:20 | ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ତା’ପରେ ଫାଇଲ୍ ନାମ ଟାଇପ୍ କରୁ | |
16:27 | ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ rm ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ | |
16:34 | ଏବେ, rm କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା | |
16:40 | ବେଳେବେଳେ ଏକ ଫାଇଲ୍ ରାଇଟ୍ (Write) ପ୍ରୋଟେକ୍ଟ୍ ଥାଏ, ଏହା rm ଦ୍ୱାରା ଡିଲିଟ୍ କରିହୁଏନି | ଏଥିପାଇଁ –f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ | |
16:57 | -r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍ | ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା | |
17:07 | ଟର୍ମିନାଲ୍ କୁ ଫେରିଯିବା | |
17:12 | ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ, ସେଥିପାଇଁ rmdir କମାଣ୍ଡ୍ ଅଛି | |
17:21 | ମାତ୍ର rmdir କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ | |
17:27 | ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା, ତେବେ? |
17:35 | ଏଥିପାଇଁ ଆସନ୍ତୁ rm କମାଣ୍ଡ୍ ଟ୍ରାଏ କରିବା | |
17:38 | rm ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିଵା ଡିରେକ୍ଟୋରୀର ନାମ testdir ଲେଖି ଏଣ୍ଟର୍ ଦାବନ୍ତୁ | |
17:47 | ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ testdir ଡିଲିଟ୍ କରିବା ପାଇଁ ଆମେ rm ବ୍ୟବହାର କରିପାରିବାନି | |
17:55 | ମାତ୍ର ଆମେ -r ଓ –f ଅପ୍ସନ୍ କୁ ଯୋଡି ଏହା କରିପାରିବା | |
18:03 | rm -rf testdir ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
18:16 | ଏବେ testdir ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା | |
18:22 | ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା | |
18:27 | cmp କମାଣ୍ଡ୍ | |
18:29 | ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ | ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା | |
18:37 | ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା | |
18:44 | ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ cmp କମାଣ୍ଡ୍ ବ୍ୟବହାର କରିପାରିବା | |
18:49 | ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ | |
18:54 | file1 ଓ file2କୁ ତୁଳନା କରିବାକୁ ଆମେ cmp file1 file2 ଲେଖିବା | |
19:03 | ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି | |
19:11 | କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ | |
19:14 | ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ର ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ | |
19:25 | cmp କିପରି କାମକରେ ତାହା ଦେଖିବା | ଆମ ହୋମ୍ ଡିରେକ୍ଟୋରୀରେ sample1 ଓ sample2 ନାମକ ଦୁଇଟି ଫାଇଲ୍ ଅଛି | |
19:35 | ସେଥିରେ କ’ଣ ଅଛି ଚାଲନ୍ତୁ ଦେଖିବା | |
19:38 | cat sample1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏଥିରେ “This is a Linux file to test the cmp command” ଟେକ୍ସଟ୍ ଅଛି | |
19:50 | sample2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ cat sample2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
20:00 | ଏଥିରେ “This is a Unix file to test the cmp command.” ଟେକ୍ସଟ୍ ଅଛି | |
20:06 | ଏବେ, ଏହି ଦୁଇ ଫାଇଲ୍ ରେ ଆମେ cmp କମାଣ୍ଡ୍ ପ୍ରୟୋଗ କରିବା | |
20:11 | ଆମେ cmp sample1 sample2 ଲେଖି ଏଣ୍ଟର୍ ଦାବିବା | |
20:23 | sample1 ଓ sample2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ | |
20:32 | ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା | |
20:38 | ପରବର୍ତ୍ତୀ କମାଣ୍ଡ୍ ହେଉଛି wc | |
20:43 | ଫାଇଲ୍ ରେ ଥିବା କ୍ୟାରେକ୍ଟର୍, ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ | |
20:50 | ଆମ ହୋମ୍ ଡିରେକ୍ଟୋରୀରେ sample3 ନାମକ ଫାଇଲ୍ ଅଛି | |
20:56 | ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ cat sample3 ଟାଇପ୍ କରି ଏଣ୍ଟର୍ ଦାବିବା | |
21:05 | ଏହା ହେଉଛି sample3ର କଣ୍ଟେଣ୍ଟ୍ | |
21:10 | ଏବେ ଏହି ଫାଇଲ୍ ରେ wc କମାଣ୍ଡ୍ ବ୍ୟବହାର କରିବା | |
21:14 | ସେଥିପାଇଁ ଆମେ wc sample3 ଲେଖି ଏଣ୍ଟର୍ ଦାବିବା | |
21:25 | ଏହି କମାଣ୍ଡ୍ ଦେଖାଏ ଯେ, ଫାଇଲ୍ ରେ 6 ଟି ଲାଇନ୍, 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି | |
21:38 | ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍ | |
21:43 | ଆହୁରି ବହୁତ କମାଣ୍ଡ୍ ଅଛି | ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି | |
21:51 | ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି | |
22:00 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
22:04 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
22:17 | ଏହି ବିଷୟ ଉପରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ | |
22:34 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |