Difference between revisions of "LibreOffice-Suite-Impress/C3/Slide-Creation/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
=Resources for recording=
 
[[Media:Slide Creation.zip |Slide Creation]]
 
 
 
 
 
{| border=1
 
{| border=1
 
|| '''Time'''
 
|| '''Time'''
Line 9: Line 4:
  
 
|-
 
|-
|| 00.00
+
|| 00:00
 
|| ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ କ୍ରିଏଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 
|| ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ କ୍ରିଏଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 +
 
|-
 
|-
|| 00.06
+
|| 00:06
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା: ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋଜ୍
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା: ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋଜ୍
 +
 
|-
 
|-
|| 00.16
+
|| 00:16
 
|| ଦର୍ଶକଙ୍କ ସାମ୍ନାରେ ସ୍ଲାଇଡ୍ସ ଉପସ୍ଥାପିତ କରିବା ପାଇଁ ସ୍ଲାଇଡ୍ ଶୋର ବ୍ୟବହାର କରାଯାଏ
 
|| ଦର୍ଶକଙ୍କ ସାମ୍ନାରେ ସ୍ଲାଇଡ୍ସ ଉପସ୍ଥାପିତ କରିବା ପାଇଁ ସ୍ଲାଇଡ୍ ଶୋର ବ୍ୟବହାର କରାଯାଏ
 +
 
|-
 
|-
|| 00.21
+
|| 00:21
 
|| ଡେସ୍କଟପ୍ କିମ୍ୱା ପ୍ରୋଜେକ୍ଟର୍‌ରେ ସ୍ଲାଇଡ୍ ଶୋ ଦେଖାଯାଇପାରିବ
 
|| ଡେସ୍କଟପ୍ କିମ୍ୱା ପ୍ରୋଜେକ୍ଟର୍‌ରେ ସ୍ଲାଇଡ୍ ଶୋ ଦେଖାଯାଇପାରିବ
 +
 
|-
 
|-
|| 00.25
+
|| 00:25
 
|| ସ୍ଲାଇଡ୍ ଶୋ, ସମ୍ପୂର୍ଣ୍ଣ କମ୍ପ୍ୟୁଟର୍ ସ୍କ୍ରୀନ୍ ଅଧିକାର କରିଥାଏ
 
|| ସ୍ଲାଇଡ୍ ଶୋ, ସମ୍ପୂର୍ଣ୍ଣ କମ୍ପ୍ୟୁଟର୍ ସ୍କ୍ରୀନ୍ ଅଧିକାର କରିଥାଏ
 +
 
|-
 
|-
|| 00.30
+
|| 00:30
 
|| ସ୍ଲାଇଡ୍ ଶୋ ମୋଡ୍‌ରେ ପ୍ରେଜେଣ୍ଟେଶନ୍‌କୁ ଏଡିଟ୍ କରିହୁଏ ନାହିଁ
 
|| ସ୍ଲାଇଡ୍ ଶୋ ମୋଡ୍‌ରେ ପ୍ରେଜେଣ୍ଟେଶନ୍‌କୁ ଏଡିଟ୍ କରିହୁଏ ନାହିଁ
 +
 
|-
 
|-
|| 00.34
+
|| 00:34
 
|| ସ୍ଲାଇଡ୍ ଶୋ କେବଳ ପ୍ରଦର୍ଶନ ପାଇଁ ଅଟେ
 
|| ସ୍ଲାଇଡ୍ ଶୋ କେବଳ ପ୍ରଦର୍ଶନ ପାଇଁ ଅଟେ
 +
 
|-
 
|-
|| 00.38
+
|| 00:38
 
|| Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 
|| Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 +
 
|-
 
|-
|| 00.43
+
|| 00:43
 
|| ଏହି ପ୍ରେଜେଣ୍ଟେଶନ୍‌କୁ ଏକ Slide Show ଭାବରେ ଦେଖନ୍ତୁ
 
|| ଏହି ପ୍ରେଜେଣ୍ଟେଶନ୍‌କୁ ଏକ Slide Show ଭାବରେ ଦେଖନ୍ତୁ
 +
 
|-
 
|-
|| 00.47
+
|| 00:47
 
|| Main ମେନୁରୁ, Slide Show ଉପରେ ଓ ତା’ପରେ Slide Show ଉପରେ କ୍ଲିକ୍ କରନ୍ତୁ
 
|| Main ମେନୁରୁ, Slide Show ଉପରେ ଓ ତା’ପରେ Slide Show ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 00.53
+
|| 00:53
 
|| ବିକଳ୍ପ ଭାବରେ, ସ୍ଲାଇଡ୍ ଶୋ ଆରମ୍ଭ କରିବା ପାଇଁ ଆପଣ F5 ଫଙ୍କ୍ସନ୍ କୀ ବ୍ୟବହାର କରିପାରିବେ
 
|| ବିକଳ୍ପ ଭାବରେ, ସ୍ଲାଇଡ୍ ଶୋ ଆରମ୍ଭ କରିବା ପାଇଁ ଆପଣ F5 ଫଙ୍କ୍ସନ୍ କୀ ବ୍ୟବହାର କରିପାରିବେ
 +
 
|-
 
|-
|| 01.00
+
|| 01:00
 
|| ପ୍ରେଜେଣ୍ଟେଶନ୍‌ଟି ଏକ ସ୍ଲାଇଡ୍ ଶୋ ଭାବରେ ପ୍ରଦର୍ଶିତ ହେଲା
 
|| ପ୍ରେଜେଣ୍ଟେଶନ୍‌ଟି ଏକ ସ୍ଲାଇଡ୍ ଶୋ ଭାବରେ ପ୍ରଦର୍ଶିତ ହେଲା
 +
 
|-
 
|-
|| 01.04
+
|| 01:04
 
|| କୀ’ବୋର୍ଡର ଏରୋ ବଟନ୍ସ ବ୍ୟବହାର କରି ଆପଣ ସ୍ଲାଇଡ୍ସ ମଧ୍ୟରେ ନେଭିଗେଟ୍ କରିପାରିବେ
 
|| କୀ’ବୋର୍ଡର ଏରୋ ବଟନ୍ସ ବ୍ୟବହାର କରି ଆପଣ ସ୍ଲାଇଡ୍ସ ମଧ୍ୟରେ ନେଭିଗେଟ୍ କରିପାରିବେ
 +
 
|-
 
|-
|| 01.10
+
|| 01:10
 
|| ବିକଳ୍ପ ଭାବରେ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରି Next ସିଲେକ୍ଟ କରନ୍ତୁ
 
|| ବିକଳ୍ପ ଭାବରେ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରି Next ସିଲେକ୍ଟ କରନ୍ତୁ
 +
 
|-
 
|-
|| 01.16
+
|| 01:16
 
|| ଏହା ଆପଣଙ୍କୁ ପରବର୍ତ୍ତୀ ସ୍ଲାଇଡ୍‌କୁ ନେଇଯିବ
 
|| ଏହା ଆପଣଙ୍କୁ ପରବର୍ତ୍ତୀ ସ୍ଲାଇଡ୍‌କୁ ନେଇଯିବ
 +
 
|-
 
|-
|| 01.20
+
|| 01:20
 
|| ସ୍ଲାଇଡ୍ ଶୋରୁ ବାହାରିବା ପାଇଁ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରନ୍ତୁ ଓ End Show ସିଲେକ୍ଟ କରନ୍ତୁ
 
|| ସ୍ଲାଇଡ୍ ଶୋରୁ ବାହାରିବା ପାଇଁ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରନ୍ତୁ ଓ End Show ସିଲେକ୍ଟ କରନ୍ତୁ
 +
 
|-
 
|-
|| 01.28
+
|| 01:28
 
|| Escape ବଟନ୍ ଦାବିବା ହେଉଛି ଅନ୍ୟଏକ ମାର୍ଗ
 
|| Escape ବଟନ୍ ଦାବିବା ହେଉଛି ଅନ୍ୟଏକ ମାର୍ଗ
 +
 
|-
 
|-
|| 01.33
+
|| 01:33
 
|| Mouse pointer as pen ଅପ୍ସନ୍ ବ୍ୟବହାର କରି ଆପଣ ନିଜ ଦର୍ଶକମାନଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ
 
|| Mouse pointer as pen ଅପ୍ସନ୍ ବ୍ୟବହାର କରି ଆପଣ ନିଜ ଦର୍ଶକମାନଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ
 +
 
|-
 
|-
|| 01.40
+
|| 01:40
 
|| ଏହି ଅପ୍ସନ୍‌କୁ ଏନାବଲ୍ କରି ଦେଖିବା କ’ଣ ହେଉଛି
 
|| ଏହି ଅପ୍ସନ୍‌କୁ ଏନାବଲ୍ କରି ଦେଖିବା କ’ଣ ହେଉଛି
 +
 
|-
 
|-
|| 01.45
+
|| 01:45
 
|| Main ମେନୁରୁ Slide showରେ କ୍ଲିକ୍ କରି Slide Show Settingsରେ କ୍ଲିକ୍ କରନ୍ତୁ
 
|| Main ମେନୁରୁ Slide showରେ କ୍ଲିକ୍ କରି Slide Show Settingsରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 01.51
+
|| 01:51
 
|| Slide Show ଡାୟଲଗ୍ ବକ୍ସ ଦେଖାଦେବ
 
|| Slide Show ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
|| 01.54
+
|| 01:54
 
|| Optionsରେ, Mouse Pointer visible ଓ Mouse Pointer as Pen ବକ୍ସଗୁଡ଼ିକ ଚେକ୍ କରନ୍ତୁ
 
|| Optionsରେ, Mouse Pointer visible ଓ Mouse Pointer as Pen ବକ୍ସଗୁଡ଼ିକ ଚେକ୍ କରନ୍ତୁ
 +
 
|-
 
|-
|| 02.02
+
|| 02:02
 
|| ଡାୟଲଗ୍ ବକ୍ସ ବନ୍ଦ କରିବାକୁ OK କ୍ଲିକ୍ କରନ୍ତୁ
 
|| ଡାୟଲଗ୍ ବକ୍ସ ବନ୍ଦ କରିବାକୁ OK କ୍ଲିକ୍ କରନ୍ତୁ
 +
 
|-
 
|-
|| 02.06
+
|| 02:06
 
|| ପୁଣିଥରେ, Main ମେନୁରୁ Slide Show ଉପରେ କ୍ଲିକ୍ କରି Slide Showରେ କ୍ଲିକ୍ କରନ୍ତୁ
 
|| ପୁଣିଥରେ, Main ମେନୁରୁ Slide Show ଉପରେ କ୍ଲିକ୍ କରି Slide Showରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 02.13
+
|| 02:13
 
|| ଦେଖନ୍ତୁ କର୍ସର୍‌ଟି ଏବେ ଏକ ପେନ୍‌ରେ ପରିବର୍ତ୍ତିତ ହୋଇଗଲା
 
|| ଦେଖନ୍ତୁ କର୍ସର୍‌ଟି ଏବେ ଏକ ପେନ୍‌ରେ ପରିବର୍ତ୍ତିତ ହୋଇଗଲା
 +
 
|-
 
|-
|| 02.17
+
|| 02:17
 
|| ଏହି ଅପ୍ସନ୍, ସ୍ଲାଇଡ୍ ଶୋ ମୋଡ୍‌ରେ ଥିବାବେଳେ ପ୍ରେଜେଣ୍ଟେଶନ୍‌ରେ ଲେଖିବା କିମ୍ୱା ଡ୍ର’ କରିବାରେ ସାହାଯ୍ୟ କରିଥାଏ
 
|| ଏହି ଅପ୍ସନ୍, ସ୍ଲାଇଡ୍ ଶୋ ମୋଡ୍‌ରେ ଥିବାବେଳେ ପ୍ରେଜେଣ୍ଟେଶନ୍‌ରେ ଲେଖିବା କିମ୍ୱା ଡ୍ର’ କରିବାରେ ସାହାଯ୍ୟ କରିଥାଏ
 +
 
|-
 
|-
|| 02.24
+
|| 02:24
 
|| ଆପଣ ଯେତେବେଳେ ବାମ ମାଉସ୍ ବଟନ୍ ଦାବିବେ, ପେନ୍‌ରେ ସ୍କେଚ୍ କରିପାରିବେ
 
|| ଆପଣ ଯେତେବେଳେ ବାମ ମାଉସ୍ ବଟନ୍ ଦାବିବେ, ପେନ୍‌ରେ ସ୍କେଚ୍ କରିପାରିବେ
 +
 
|-
 
|-
|| 02.29
+
|| 02:29
 
|| ଚାଲନ୍ତୁ, ପ୍ରଥମ ପଏଣ୍ଟରେ ଗୋଟିଏ ମୋଟା ଚିହ୍ନ ଆଙ୍କିବା
 
|| ଚାଲନ୍ତୁ, ପ୍ରଥମ ପଏଣ୍ଟରେ ଗୋଟିଏ ମୋଟା ଚିହ୍ନ ଆଙ୍କିବା
 +
 
|-
 
|-
|| 02.34
+
|| 02:34
 
|| ଏହି ଆସାଇନ୍‌ମେଣ୍ଟ କରିବାକୁ ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରନ୍ତୁ
 
|| ଏହି ଆସାଇନ୍‌ମେଣ୍ଟ କରିବାକୁ ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରନ୍ତୁ
 +
 
|-
 
|-
|| 02.38
+
|| 02:38
 
|| ଇମ୍ପ୍ରେସ୍ ସ୍ଲାଇଡ୍‌ରେ ଏକ ଛୋଟ ଡାଏଗ୍ରାମ୍ ଡ୍ର’ କରିବାକୁ ସ୍କେଚ୍ ପେନ୍ ବ୍ୟବହାର କରନ୍ତୁ
 
|| ଇମ୍ପ୍ରେସ୍ ସ୍ଲାଇଡ୍‌ରେ ଏକ ଛୋଟ ଡାଏଗ୍ରାମ୍ ଡ୍ର’ କରିବାକୁ ସ୍କେଚ୍ ପେନ୍ ବ୍ୟବହାର କରନ୍ତୁ
 +
 
|-
 
|-
|| 02.47
+
|| 02:47
 
|| ଏବେ, ମାଉସ୍ ବଟନ୍‌ରେ ବାମ କ୍ଲିକ୍ କରନ୍ତୁ. ପରବର୍ତ୍ତୀ ସ୍ଲାଇଡ୍ ପ୍ରଦର୍ଶିତ ହେଲା
 
|| ଏବେ, ମାଉସ୍ ବଟନ୍‌ରେ ବାମ କ୍ଲିକ୍ କରନ୍ତୁ. ପରବର୍ତ୍ତୀ ସ୍ଲାଇଡ୍ ପ୍ରଦର୍ଶିତ ହେଲା
 +
 
|-
 
|-
|| 02.52
+
|| 02:52
 
|| ଆପଣ Space Bar ପ୍ରେସ୍ କରି ମଧ୍ୟ ପରବର୍ତ୍ତୀ ସ୍ଲାଇଡ୍‌କୁ ଯାଇପାରିବେ
 
|| ଆପଣ Space Bar ପ୍ରେସ୍ କରି ମଧ୍ୟ ପରବର୍ତ୍ତୀ ସ୍ଲାଇଡ୍‌କୁ ଯାଇପାରିବେ
 +
 
|-
 
|-
||02.57
+
|| 02:57
 
|| ସ୍ଲାଇଡ୍ ଶୋ’ରୁ ବାହାରି ଆସନ୍ତୁ. କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରି End Show କ୍ଲିକ୍ କରନ୍ତୁ
 
|| ସ୍ଲାଇଡ୍ ଶୋ’ରୁ ବାହାରି ଆସନ୍ତୁ. କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରି End Show କ୍ଲିକ୍ କରନ୍ତୁ
 +
 
|-
 
|-
|| 03.05
+
|| 03:05
 
|| ଏବେ, Slide Transitions ବିଷୟରେ ଶିଖିବା
 
|| ଏବେ, Slide Transitions ବିଷୟରେ ଶିଖିବା
 +
 
|-
 
|-
||03.09
+
|| 03:09
 
|| Slide Transitions କ’ଣ?
 
|| Slide Transitions କ’ଣ?
 +
 
|-
 
|-
|| 03.12
+
|| 03:12
 
|| ଟ୍ରାଞ୍ଜିସନ୍ସ ହେଉଛି ଇଫେକ୍ଟସ୍, ଯାହା ଏକ ପ୍ରେଜେଣ୍ଟେଶନ୍‌ରେ ଗୋଟିଏ ସ୍ଲାଇଡ୍‌ରୁ ପରବର୍ତ୍ତୀ ସ୍ଲାଇଡ୍‌କୁ ଟ୍ରାଞ୍ଜିସନ୍ କରିବା କିମ୍ୱା ଯିବା ସମୟରେ ସ୍ଲାଇଡ୍ସରେ ଲାଗୁହୁଏ
 
|| ଟ୍ରାଞ୍ଜିସନ୍ସ ହେଉଛି ଇଫେକ୍ଟସ୍, ଯାହା ଏକ ପ୍ରେଜେଣ୍ଟେଶନ୍‌ରେ ଗୋଟିଏ ସ୍ଲାଇଡ୍‌ରୁ ପରବର୍ତ୍ତୀ ସ୍ଲାଇଡ୍‌କୁ ଟ୍ରାଞ୍ଜିସନ୍ କରିବା କିମ୍ୱା ଯିବା ସମୟରେ ସ୍ଲାଇଡ୍ସରେ ଲାଗୁହୁଏ
 +
 
|-
 
|-
||03.22
+
|| 03:22
 
|| Main ପେନ୍‌ରୁ Slide Sorter ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 
|| Main ପେନ୍‌ରୁ Slide Sorter ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
||03.26
+
|| 03:26
 
|| ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସ ଏଠାରେ ପ୍ରଦର୍ଶିତ ହେଲା
 
|| ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସ ଏଠାରେ ପ୍ରଦର୍ଶିତ ହେଲା
 +
 
|-
 
|-
|| 03.31
+
|| 03:31
 
|| ଏହି ଭ୍ୟୁରେ, ଏକ ପ୍ରେଜେଣ୍ଟେଶନ୍‌ରେ ଆପଣ ସହଜରେ ସ୍ଲାଇଡ୍‌ଗୁଡ଼ିକର କ୍ରମ ବଦଳାଇପାରିବେ
 
|| ଏହି ଭ୍ୟୁରେ, ଏକ ପ୍ରେଜେଣ୍ଟେଶନ୍‌ରେ ଆପଣ ସହଜରେ ସ୍ଲାଇଡ୍‌ଗୁଡ଼ିକର କ୍ରମ ବଦଳାଇପାରିବେ
 +
 
|-
 
|-
||03.37
+
||03:37
 
|| ସ୍ଲାଇଡ୍ 1 ସିଲେକ୍ଟ କରନ୍ତୁ
 
|| ସ୍ଲାଇଡ୍ 1 ସିଲେକ୍ଟ କରନ୍ତୁ
 +
 
|-
 
|-
||03.40
+
||03:40
 
|| ଏବେ, ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ. ସ୍ଲାଇଡ୍ ତିନି ଓ ଚାରି ମଧ୍ୟରେ ସ୍ଲାଇଡ୍‌କୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
 
|| ଏବେ, ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ. ସ୍ଲାଇଡ୍ ତିନି ଓ ଚାରି ମଧ୍ୟରେ ସ୍ଲାଇଡ୍‌କୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
 +
 
|-
 
|-
|| 03.48
+
|| 03:48
 
|| ସ୍ଲାଇଡ୍‌ଗୁଡ଼ିକ ପୁନଃବ୍ୟବସ୍ଥିତ ହୋଇଗଲା
 
|| ସ୍ଲାଇଡ୍‌ଗୁଡ଼ିକ ପୁନଃବ୍ୟବସ୍ଥିତ ହୋଇଗଲା
 +
 
|-
 
|-
|| 03.52
+
|| 03:52
 
|| ଏହି ଆକ୍ସନ୍‌କୁ Undo କରିବା ପାଇଁ CTRL+Z ଦାବନ୍ତୁ
 
|| ଏହି ଆକ୍ସନ୍‌କୁ Undo କରିବା ପାଇଁ CTRL+Z ଦାବନ୍ତୁ
 +
 
|-
 
|-
|| 03.57
+
|| 03:57
 
|| ଆପଣ ଗୋଟିଏ ଥରରେ ପ୍ରତ୍ୟେକ ସ୍ଲାଇଡ୍‌ରେ ବିଭିନ୍ନ ଟ୍ରାଞ୍ଜିସନ୍ସ ଆଡ୍ କରିପାରିବେ
 
|| ଆପଣ ଗୋଟିଏ ଥରରେ ପ୍ରତ୍ୟେକ ସ୍ଲାଇଡ୍‌ରେ ବିଭିନ୍ନ ଟ୍ରାଞ୍ଜିସନ୍ସ ଆଡ୍ କରିପାରିବେ
 +
 
|-
 
|-
|| 04.02
+
|| 04:02
 
|| Slide Sorter ଭ୍ୟୁରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 
|| Slide Sorter ଭ୍ୟୁରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 04.06
+
|| 04:06
 
|| ଏବେ, Task ପେନ୍‌ରୁ Slide Transitionsରେ କ୍ଲିକ୍ କରନ୍ତୁ
 
|| ଏବେ, Task ପେନ୍‌ରୁ Slide Transitionsରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 04.13
+
|| 04:13
 
|| Apply to selected slidesରେ ସ୍କ୍ରୋଲ୍ କରି Wipe Up ସିଲେକ୍ଟ କରନ୍ତୁ
 
|| Apply to selected slidesରେ ସ୍କ୍ରୋଲ୍ କରି Wipe Up ସିଲେକ୍ଟ କରନ୍ତୁ
 +
 
|-
 
|-
|| 04.19
+
|| 04:19
 
|| ଦେଖନ୍ତୁ, ଟ୍ରାଞ୍ଜିଶନ୍ ଇଫେକ୍ଟ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
 
|| ଦେଖନ୍ତୁ, ଟ୍ରାଞ୍ଜିଶନ୍ ଇଫେକ୍ଟ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
 +
 
|-
 
|-
|| 04.24
+
|| 04:24
 
|| Speed drop down menuରୁ ଅପ୍ସନ୍ସ ଚୟନ କରି ଆପଣ ଟ୍ରାଞ୍ଜିଶନ୍ ସ୍ପୀଡ୍ ନିୟନ୍ତ୍ରଣ କରିପାରିବେ
 
|| Speed drop down menuରୁ ଅପ୍ସନ୍ସ ଚୟନ କରି ଆପଣ ଟ୍ରାଞ୍ଜିଶନ୍ ସ୍ପୀଡ୍ ନିୟନ୍ତ୍ରଣ କରିପାରିବେ
 +
 
|-
 
|-
|| 04.31
+
|| 04:31
 
|| Modify Transitionsରେ Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ. Medium କ୍ଲିକ୍ କରନ୍ତୁ
 
|| Modify Transitionsରେ Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ. Medium କ୍ଲିକ୍ କରନ୍ତୁ
 +
 
|-
 
|-
|| 04.39
+
|| 04:39
 
|| ଚାଲନ୍ତୁ ଏବେ, ଟ୍ରାଞ୍ଜିଶନ୍‌ରେ ଏକ ସାଉଣ୍ଡ ସେଟ୍ କରିବା  
 
|| ଚାଲନ୍ତୁ ଏବେ, ଟ୍ରାଞ୍ଜିଶନ୍‌ରେ ଏକ ସାଉଣ୍ଡ ସେଟ୍ କରିବା  
 +
 
|-
 
|-
|| 04.43
+
|| 04:43
 
|| Modify Transitionsରେ Sound ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Beam ଚୟନ କରନ୍ତୁ
 
|| Modify Transitionsରେ Sound ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Beam ଚୟନ କରନ୍ତୁ
 +
 
|-
 
|-
|| 04.52
+
|| 04:52
 
|| ସେହିପରି, ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 
|| ସେହିପରି, ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 04.56
+
|| 04:56
 
|| Task ପେନ୍‌ରେ Slide Transitions ଉପରେ କ୍ଲିକ୍ କରନ୍ତୁ
 
|| Task ପେନ୍‌ରେ Slide Transitions ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||05.00
+
||05:00
 
|| Apply to selected slidesରେ wheel clockwise, 4 spokes ସିଲେକ୍ଟ କରନ୍ତୁ
 
|| Apply to selected slidesରେ wheel clockwise, 4 spokes ସିଲେକ୍ଟ କରନ୍ତୁ
 +
 
|-
 
|-
||05.08
+
||05:08
 
|| ଏବେ, Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Medium ସିଲେକ୍ଟ କରନ୍ତୁ
 
|| ଏବେ, Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Medium ସିଲେକ୍ଟ କରନ୍ତୁ
 +
 
|-
 
|-
||05.13
+
||05:13
 
|| ତା’ପରେ Sound ଡ୍ରପ୍ ଡାଉନ୍ ବକ୍ସରୁ Applause ଚୟନ କରନ୍ତୁ
 
|| ତା’ପରେ Sound ଡ୍ରପ୍ ଡାଉନ୍ ବକ୍ସରୁ Applause ଚୟନ କରନ୍ତୁ
 +
 
|-
 
|-
|| 05.21
+
|| 05:21
 
|| ଏବେ, ଆମେ ତିଆରି କରିଥିବା ଟ୍ରାଞ୍ଜିଶନ୍ ଇଫେକ୍ଟର ପ୍ରିଭ୍ୟୁ ଦେଖିବା
 
|| ଏବେ, ଆମେ ତିଆରି କରିଥିବା ଟ୍ରାଞ୍ଜିଶନ୍ ଇଫେକ୍ଟର ପ୍ରିଭ୍ୟୁ ଦେଖିବା
 +
 
|-
 
|-
||05.25
+
||05:25
 
|| Play କ୍ଲିକ୍ କରନ୍ତୁ
 
|| Play କ୍ଲିକ୍ କରନ୍ତୁ
 +
 
|-
 
|-
|| 05.28
+
|| 05:28
 
|| ଏବେ ଆମେ, କିପରି ଆନିମେଟ୍ ଓ ଗୋଟିଏ ସ୍ଲାଇଡ୍ ଟ୍ରାଞ୍ଜିଶନ୍ ସହ ଏକ ସାଉଣ୍ଡ ଇଫେକ୍ଟ କିପରି ଆଡ୍ କରାଯାଏ, ଶିଖିଲେ
 
|| ଏବେ ଆମେ, କିପରି ଆନିମେଟ୍ ଓ ଗୋଟିଏ ସ୍ଲାଇଡ୍ ଟ୍ରାଞ୍ଜିଶନ୍ ସହ ଏକ ସାଉଣ୍ଡ ଇଫେକ୍ଟ କିପରି ଆଡ୍ କରାଯାଏ, ଶିଖିଲେ
 +
 
|-
 
|-
|| 05.35
+
|| 05:35
 
|| ଅଟୋମେଟିକାଲୀ ଆଗକୁ ବଢୁଥିବା ପ୍ରେଜେଣ୍ଟେଶନ୍ କ୍ରିଏଟ୍ କିପରି କରାଯାଏ, ବର୍ତ୍ତମାନ ଆମେ ଶିଖିବା
 
|| ଅଟୋମେଟିକାଲୀ ଆଗକୁ ବଢୁଥିବା ପ୍ରେଜେଣ୍ଟେଶନ୍ କ୍ରିଏଟ୍ କିପରି କରାଯାଏ, ବର୍ତ୍ତମାନ ଆମେ ଶିଖିବା
 +
 
|-
 
|-
||05.42
+
||05:42
 
|| Task ପେନ୍‌ରୁ Slide Transitions କ୍ଲିକ୍ କରନ୍ତୁ
 
|| Task ପେନ୍‌ରୁ Slide Transitions କ୍ଲିକ୍ କରନ୍ତୁ
 +
 
|-
 
|-
|| 05.46
+
|| 05:46
 
|| Transition Typeରୁ Checkerboard Down ସିଲେକ୍ଟ କରନ୍ତୁ
 
|| Transition Typeରୁ Checkerboard Down ସିଲେକ୍ଟ କରନ୍ତୁ
 +
 
|-
 
|-
|| 05.50
+
|| 05:50
 
|| Speed ଡ୍ରପ୍ ଡାଉନ୍‌ରେ Medium ସିଲେକ୍ଟ କରନ୍ତୁ
 
|| Speed ଡ୍ରପ୍ ଡାଉନ୍‌ରେ Medium ସିଲେକ୍ଟ କରନ୍ତୁ
 +
 
|-
 
|-
|| 05.55
+
|| 05:55
 
|| Sound ଡ୍ରପ୍ ଡାଉନ୍‌ରୁ Gong ସିଲେକ୍ଟ କରନ୍ତୁ
 
|| Sound ଡ୍ରପ୍ ଡାଉନ୍‌ରୁ Gong ସିଲେକ୍ଟ କରନ୍ତୁ
 +
 
|-
 
|-
|| 06.00
+
|| 06:00
 
|| Loop Until Next Sound ଚେକ୍ କରନ୍ତୁ
 
|| Loop Until Next Sound ଚେକ୍ କରନ୍ତୁ
 +
 
|-
 
|-
|| 06.04
+
|| 06:04
 
|| Automatically After ରେଡିଓ ବଟନ୍ କ୍ଲିକ୍ କରନ୍ତୁ
 
|| Automatically After ରେଡିଓ ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
|| 06.09
+
|| 06:09
 
|| 1 sec ଭାବରେ ଟାଇମ୍ ସିଲେକ୍ଟ କରନ୍ତୁ
 
|| 1 sec ଭାବରେ ଟାଇମ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 06.14
+
|| 06:14
 
|| Apply to all Slides ଉପରେ କ୍ଲିକ୍ କରନ୍ତୁ
 
|| Apply to all Slides ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||06.18
+
||06:18
 
|| ଧ୍ୟାନଦିଅନ୍ତୁ, Apply to all Slides ବଟନ୍‌ରେ କ୍ଲିକ୍ କଲେ ସମାନ ଟ୍ରାଞ୍ଜିଶନ୍ ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
 
|| ଧ୍ୟାନଦିଅନ୍ତୁ, Apply to all Slides ବଟନ୍‌ରେ କ୍ଲିକ୍ କଲେ ସମାନ ଟ୍ରାଞ୍ଜିଶନ୍ ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
 +
 
|-
 
|-
|| 06.25
+
|| 06:25
 
|| ଏହି ମାର୍ଗରେ ଆମକୁ ପ୍ରତ୍ୟେକ ସ୍ଲାଇଡ୍‌ରେ ପୃଥକ୍ ଭାବେ ଟ୍ରାଞ୍ଜିଶନ୍ ଆଡ୍ କରିବା ଦରକାର ନାହିଁ
 
|| ଏହି ମାର୍ଗରେ ଆମକୁ ପ୍ରତ୍ୟେକ ସ୍ଲାଇଡ୍‌ରେ ପୃଥକ୍ ଭାବେ ଟ୍ରାଞ୍ଜିଶନ୍ ଆଡ୍ କରିବା ଦରକାର ନାହିଁ
 +
 
|-
 
|-
||06.31
+
||06:31
 
|| ମେନ୍ ମେନୁରୁ Slide Show ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Slide Show ସିଲେକ୍ଟ କରନ୍ତୁ
 
|| ମେନ୍ ମେନୁରୁ Slide Show ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Slide Show ସିଲେକ୍ଟ କରନ୍ତୁ
 +
 
|-
 
|-
|| 06.38
+
|| 06:38
 
|| ଦେଖନ୍ତୁ, ସ୍ଲାଇଡ୍‌ଗୁଡ଼ିକ ଅଟୋମେଟିକାଲୀ ଆଗକୁ ବଢୁଛନ୍ତି
 
|| ଦେଖନ୍ତୁ, ସ୍ଲାଇଡ୍‌ଗୁଡ଼ିକ ଅଟୋମେଟିକାଲୀ ଆଗକୁ ବଢୁଛନ୍ତି
 +
 
|-
 
|-
|| 06.49
+
|| 06:49
 
|| ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
 
|| ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
 +
 
|-
 
|-
|| 06.54
+
|| 06:54
 
|| ଏବେ ଆମେ, ଏପରି ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା ବିଷୟରେ ଶିଖିବା, ଯାହା ଅଟୋମେଟିକାଲୀ ଆଗକୁ ବଢିବ, ହେଲେ ପ୍ରତ୍ୟେକ ସ୍ଲାଇଡ୍ ପାଇଁ ଭିନ୍ନ ପ୍ରଦର୍ଶନ ସମୟ ସହିତ
 
|| ଏବେ ଆମେ, ଏପରି ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା ବିଷୟରେ ଶିଖିବା, ଯାହା ଅଟୋମେଟିକାଲୀ ଆଗକୁ ବଢିବ, ହେଲେ ପ୍ରତ୍ୟେକ ସ୍ଲାଇଡ୍ ପାଇଁ ଭିନ୍ନ ପ୍ରଦର୍ଶନ ସମୟ ସହିତ
 +
 
|-
 
|-
|| 07.03
+
|| 07:03
 
|| ଯେତେବେଳେ ପ୍ରେଜେଣ୍ଟେଶନ୍‌ରେ ଥିବା କିଛି ସ୍ଲାଇଡ୍‌ଗୁଡ଼ିକର କଣ୍ଟେଣ୍ଟ ବଡ଼ ଥିବ କିମ୍ୱା ଅଧିକ ଜଟିଳ ଥିବ, ସେତେବେଳେ ଏହା ଉପଯୋଗୀ ଅଟେ
 
|| ଯେତେବେଳେ ପ୍ରେଜେଣ୍ଟେଶନ୍‌ରେ ଥିବା କିଛି ସ୍ଲାଇଡ୍‌ଗୁଡ଼ିକର କଣ୍ଟେଣ୍ଟ ବଡ଼ ଥିବ କିମ୍ୱା ଅଧିକ ଜଟିଳ ଥିବ, ସେତେବେଳେ ଏହା ଉପଯୋଗୀ ଅଟେ
 +
 
|-
 
|-
|| 07.13
+
|| 07:13
 
|| ମେନ୍ ପେନ୍‌ରୁ ପ୍ରଥମେ Slide Sorter ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
 
|| ମେନ୍ ପେନ୍‌ରୁ ପ୍ରଥମେ Slide Sorter ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 07.18
+
|| 07:18
 
|| ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 
|| ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 07.21
+
|| 07:21
 
|| Task ପେନ୍‌କୁ ଯାଆନ୍ତୁ
 
|| Task ପେନ୍‌କୁ ଯାଆନ୍ତୁ
 +
 
|-
 
|-
|| 07.24
+
|| 07:24
 
|| Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
 
|| Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
 +
 
|-
 
|-
|| 07.29
+
|| 07:29
 
|| Automatically after ଫିଲ୍ଡରେ 2 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
 
|| Automatically after ଫିଲ୍ଡରେ 2 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
 +
 
|-
 
|-
|| 07.37
+
|| 07:37
 
|| ମେନ୍ ପେନ୍‌ରୁ ତୃତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 
|| ମେନ୍ ପେନ୍‌ରୁ ତୃତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 07.42
+
|| 07:42
 
|| Task ପେନ୍‌କୁ ଯାଆନ୍ତୁ
 
|| Task ପେନ୍‌କୁ ଯାଆନ୍ତୁ
 +
 
|-
 
|-
|| 7.44
+
|| 07:44
 
|| Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
 
|| Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
 +
 
|-
 
|-
|| 07.49
+
|| 07:49
 
|| Automatically after ଫିଲ୍ଡରେ 3 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
 
|| Automatically after ଫିଲ୍ଡରେ 3 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
 +
 
|-
 
|-
|| 07.57
+
|| 07:57
 
|| ଚତୁର୍ଥ ସ୍ଲାଇଡ୍ ସିଲେକ୍ଟ କରି ପୂର୍ବ ସ୍ଲାଇଡ୍‌ଗୁଡ଼ିକରେ କରିଥିବା ପରି ସମାନ ପଦକ୍ଷେପ ପାଳନ କରନ୍ତୁ ଓ ଟାଇମ୍‌କୁ 4 ସେକେଣ୍ଡସ୍‌କୁ ପରିବର୍ତ୍ତନ କରନ୍ତୁ
 
|| ଚତୁର୍ଥ ସ୍ଲାଇଡ୍ ସିଲେକ୍ଟ କରି ପୂର୍ବ ସ୍ଲାଇଡ୍‌ଗୁଡ଼ିକରେ କରିଥିବା ପରି ସମାନ ପଦକ୍ଷେପ ପାଳନ କରନ୍ତୁ ଓ ଟାଇମ୍‌କୁ 4 ସେକେଣ୍ଡସ୍‌କୁ ପରିବର୍ତ୍ତନ କରନ୍ତୁ
 +
 
|-
 
|-
|| 08.08
+
|| 08:08
 
|| ମେନ୍ ମେନୁରୁ Slide Show ରେ କ୍ଲିକ୍ କରିବା ପରେ Slide Show ଉପରେ କ୍ଲିକ୍ କରନ୍ତୁ
 
|| ମେନ୍ ମେନୁରୁ Slide Show ରେ କ୍ଲିକ୍ କରିବା ପରେ Slide Show ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 08.13
+
|| 08:13
 
|| ଦେଖନ୍ତୁ, ପ୍ରତ୍ୟେକ ସ୍ଲାଇଡ୍ ଭିନ୍ନ ସମୟ ଦୀର୍ଘତାରେ ପ୍ରଦର୍ଶିତ ହେଲା
 
|| ଦେଖନ୍ତୁ, ପ୍ରତ୍ୟେକ ସ୍ଲାଇଡ୍ ଭିନ୍ନ ସମୟ ଦୀର୍ଘତାରେ ପ୍ରଦର୍ଶିତ ହେଲା
 +
 
|-
 
|-
|| 08.19
+
|| 08:19
 
|| ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
 
|| ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
 +
 
|-
 
|-
|| 08.24
+
|| 08:24
 
|| ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋ’ ବିଷୟରେ ଶିଖିଲେ
 
|| ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋ’ ବିଷୟରେ ଶିଖିଲେ
 +
 
|-
 
|-
|| 08.37
+
|| 08:37
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 +
 
|-
 
|-
|| 08.40
+
|| 08:40
 
|| ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ
 
|| ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ
 +
 
|-
 
|-
|| 08.42  
+
|| 08:42  
 
|| ଏକ wheel clockwise ଆଡ୍ କରନ୍ତୁ
 
|| ଏକ wheel clockwise ଆଡ୍ କରନ୍ତୁ
 +
 
|-
 
|-
|| 08.46
+
|| 08:46
 
||  Gong ସାଉଣ୍ଡ ସହିତ ୨ୟ ଓ ୩ୟ ସ୍ଲାଇଡ୍ ପାଇଁ ମିଡିୟମ୍ ସ୍ପୀଡ୍‌ରେ 2 ସ୍ପୋକ୍ ଟ୍ରାଞ୍ଜିଶନ୍ ଦିଅନ୍ତୁ
 
||  Gong ସାଉଣ୍ଡ ସହିତ ୨ୟ ଓ ୩ୟ ସ୍ଲାଇଡ୍ ପାଇଁ ମିଡିୟମ୍ ସ୍ପୀଡ୍‌ରେ 2 ସ୍ପୋକ୍ ଟ୍ରାଞ୍ଜିଶନ୍ ଦିଅନ୍ତୁ
 +
 
|-
 
|-
|| 08.54
+
|| 08:54
 
|| ଏକ ଅଟୋମେଟିକ୍ ସ୍ଲାଇଡ୍ ଶୋ କ୍ରିଏଟ୍ କରନ୍ତୁ
 
|| ଏକ ଅଟୋମେଟିକ୍ ସ୍ଲାଇଡ୍ ଶୋ କ୍ରିଏଟ୍ କରନ୍ତୁ
 +
 
|-
 
|-
|| 08.58
+
|| 08:58
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
|| 09.04
+
|| 09:04
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 +
 
|-
 
|-
|| 09.09
+
|| 09:09
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
|| 09.18
+
|| 09:18
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
|| 09.25
+
|| 09:25
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
|| 09.37
+
|| 09:37
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
|| 09.48
+
|| 09:48
 
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|-
 
|-
 
|}
 
|}

Latest revision as of 14:25, 10 April 2017

Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ କ୍ରିଏଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା: ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋଜ୍
00:16 ଦର୍ଶକଙ୍କ ସାମ୍ନାରେ ସ୍ଲାଇଡ୍ସ ଉପସ୍ଥାପିତ କରିବା ପାଇଁ ସ୍ଲାଇଡ୍ ଶୋର ବ୍ୟବହାର କରାଯାଏ
00:21 ଡେସ୍କଟପ୍ କିମ୍ୱା ପ୍ରୋଜେକ୍ଟର୍‌ରେ ସ୍ଲାଇଡ୍ ଶୋ ଦେଖାଯାଇପାରିବ
00:25 ସ୍ଲାଇଡ୍ ଶୋ, ସମ୍ପୂର୍ଣ୍ଣ କମ୍ପ୍ୟୁଟର୍ ସ୍କ୍ରୀନ୍ ଅଧିକାର କରିଥାଏ
00:30 ସ୍ଲାଇଡ୍ ଶୋ ମୋଡ୍‌ରେ ପ୍ରେଜେଣ୍ଟେଶନ୍‌କୁ ଏଡିଟ୍ କରିହୁଏ ନାହିଁ
00:34 ସ୍ଲାଇଡ୍ ଶୋ କେବଳ ପ୍ରଦର୍ଶନ ପାଇଁ ଅଟେ
00:38 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00:43 ଏହି ପ୍ରେଜେଣ୍ଟେଶନ୍‌କୁ ଏକ Slide Show ଭାବରେ ଦେଖନ୍ତୁ
00:47 Main ମେନୁରୁ, Slide Show ଉପରେ ଓ ତା’ପରେ Slide Show ଉପରେ କ୍ଲିକ୍ କରନ୍ତୁ
00:53 ବିକଳ୍ପ ଭାବରେ, ସ୍ଲାଇଡ୍ ଶୋ ଆରମ୍ଭ କରିବା ପାଇଁ ଆପଣ F5 ଫଙ୍କ୍ସନ୍ କୀ ବ୍ୟବହାର କରିପାରିବେ
01:00 ପ୍ରେଜେଣ୍ଟେଶନ୍‌ଟି ଏକ ସ୍ଲାଇଡ୍ ଶୋ ଭାବରେ ପ୍ରଦର୍ଶିତ ହେଲା
01:04 କୀ’ବୋର୍ଡର ଏରୋ ବଟନ୍ସ ବ୍ୟବହାର କରି ଆପଣ ସ୍ଲାଇଡ୍ସ ମଧ୍ୟରେ ନେଭିଗେଟ୍ କରିପାରିବେ
01:10 ବିକଳ୍ପ ଭାବରେ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରି Next ସିଲେକ୍ଟ କରନ୍ତୁ
01:16 ଏହା ଆପଣଙ୍କୁ ପରବର୍ତ୍ତୀ ସ୍ଲାଇଡ୍‌କୁ ନେଇଯିବ
01:20 ସ୍ଲାଇଡ୍ ଶୋରୁ ବାହାରିବା ପାଇଁ, କଣ୍ଟେକ୍ସଟ୍ ମେନୁ ପାଇଁ ମାଉସ୍ ରାଇଟ୍ କ୍ଲିକ୍ କରନ୍ତୁ ଓ End Show ସିଲେକ୍ଟ କରନ୍ତୁ
01:28 Escape ବଟନ୍ ଦାବିବା ହେଉଛି ଅନ୍ୟଏକ ମାର୍ଗ
01:33 Mouse pointer as pen ଅପ୍ସନ୍ ବ୍ୟବହାର କରି ଆପଣ ନିଜ ଦର୍ଶକମାନଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ
01:40 ଏହି ଅପ୍ସନ୍‌କୁ ଏନାବଲ୍ କରି ଦେଖିବା କ’ଣ ହେଉଛି
01:45 Main ମେନୁରୁ Slide showରେ କ୍ଲିକ୍ କରି Slide Show Settingsରେ କ୍ଲିକ୍ କରନ୍ତୁ
01:51 Slide Show ଡାୟଲଗ୍ ବକ୍ସ ଦେଖାଦେବ
01:54 Optionsରେ, Mouse Pointer visible ଓ Mouse Pointer as Pen ବକ୍ସଗୁଡ଼ିକ ଚେକ୍ କରନ୍ତୁ
02:02 ଡାୟଲଗ୍ ବକ୍ସ ବନ୍ଦ କରିବାକୁ OK କ୍ଲିକ୍ କରନ୍ତୁ
02:06 ପୁଣିଥରେ, Main ମେନୁରୁ Slide Show ଉପରେ କ୍ଲିକ୍ କରି Slide Showରେ କ୍ଲିକ୍ କରନ୍ତୁ
02:13 ଦେଖନ୍ତୁ କର୍ସର୍‌ଟି ଏବେ ଏକ ପେନ୍‌ରେ ପରିବର୍ତ୍ତିତ ହୋଇଗଲା
02:17 ଏହି ଅପ୍ସନ୍, ସ୍ଲାଇଡ୍ ଶୋ ମୋଡ୍‌ରେ ଥିବାବେଳେ ପ୍ରେଜେଣ୍ଟେଶନ୍‌ରେ ଲେଖିବା କିମ୍ୱା ଡ୍ର’ କରିବାରେ ସାହାଯ୍ୟ କରିଥାଏ
02:24 ଆପଣ ଯେତେବେଳେ ବାମ ମାଉସ୍ ବଟନ୍ ଦାବିବେ, ପେନ୍‌ରେ ସ୍କେଚ୍ କରିପାରିବେ
02:29 ଚାଲନ୍ତୁ, ପ୍ରଥମ ପଏଣ୍ଟରେ ଗୋଟିଏ ମୋଟା ଚିହ୍ନ ଆଙ୍କିବା
02:34 ଏହି ଆସାଇନ୍‌ମେଣ୍ଟ କରିବାକୁ ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରନ୍ତୁ
02:38 ଇମ୍ପ୍ରେସ୍ ସ୍ଲାଇଡ୍‌ରେ ଏକ ଛୋଟ ଡାଏଗ୍ରାମ୍ ଡ୍ର’ କରିବାକୁ ସ୍କେଚ୍ ପେନ୍ ବ୍ୟବହାର କରନ୍ତୁ
02:47 ଏବେ, ମାଉସ୍ ବଟନ୍‌ରେ ବାମ କ୍ଲିକ୍ କରନ୍ତୁ. ପରବର୍ତ୍ତୀ ସ୍ଲାଇଡ୍ ପ୍ରଦର୍ଶିତ ହେଲା
02:52 ଆପଣ Space Bar ପ୍ରେସ୍ କରି ମଧ୍ୟ ପରବର୍ତ୍ତୀ ସ୍ଲାଇଡ୍‌କୁ ଯାଇପାରିବେ
02:57 ସ୍ଲାଇଡ୍ ଶୋ’ରୁ ବାହାରି ଆସନ୍ତୁ. କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରି End Show କ୍ଲିକ୍ କରନ୍ତୁ
03:05 ଏବେ, Slide Transitions ବିଷୟରେ ଶିଖିବା
03:09 Slide Transitions କ’ଣ?
03:12 ଟ୍ରାଞ୍ଜିସନ୍ସ ହେଉଛି ଇଫେକ୍ଟସ୍, ଯାହା ଏକ ପ୍ରେଜେଣ୍ଟେଶନ୍‌ରେ ଗୋଟିଏ ସ୍ଲାଇଡ୍‌ରୁ ପରବର୍ତ୍ତୀ ସ୍ଲାଇଡ୍‌କୁ ଟ୍ରାଞ୍ଜିସନ୍ କରିବା କିମ୍ୱା ଯିବା ସମୟରେ ସ୍ଲାଇଡ୍ସରେ ଲାଗୁହୁଏ
03:22 Main ପେନ୍‌ରୁ Slide Sorter ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
03:26 ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସ ଏଠାରେ ପ୍ରଦର୍ଶିତ ହେଲା
03:31 ଏହି ଭ୍ୟୁରେ, ଏକ ପ୍ରେଜେଣ୍ଟେଶନ୍‌ରେ ଆପଣ ସହଜରେ ସ୍ଲାଇଡ୍‌ଗୁଡ଼ିକର କ୍ରମ ବଦଳାଇପାରିବେ
03:37 ସ୍ଲାଇଡ୍ 1 ସିଲେକ୍ଟ କରନ୍ତୁ
03:40 ଏବେ, ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ. ସ୍ଲାଇଡ୍ ତିନି ଓ ଚାରି ମଧ୍ୟରେ ସ୍ଲାଇଡ୍‌କୁ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
03:48 ସ୍ଲାଇଡ୍‌ଗୁଡ଼ିକ ପୁନଃବ୍ୟବସ୍ଥିତ ହୋଇଗଲା
03:52 ଏହି ଆକ୍ସନ୍‌କୁ Undo କରିବା ପାଇଁ CTRL+Z ଦାବନ୍ତୁ
03:57 ଆପଣ ଗୋଟିଏ ଥରରେ ପ୍ରତ୍ୟେକ ସ୍ଲାଇଡ୍‌ରେ ବିଭିନ୍ନ ଟ୍ରାଞ୍ଜିସନ୍ସ ଆଡ୍ କରିପାରିବେ
04:02 Slide Sorter ଭ୍ୟୁରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
04:06 ଏବେ, Task ପେନ୍‌ରୁ Slide Transitionsରେ କ୍ଲିକ୍ କରନ୍ତୁ
04:13 Apply to selected slidesରେ ସ୍କ୍ରୋଲ୍ କରି Wipe Up ସିଲେକ୍ଟ କରନ୍ତୁ
04:19 ଦେଖନ୍ତୁ, ଟ୍ରାଞ୍ଜିଶନ୍ ଇଫେକ୍ଟ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
04:24 Speed drop down menuରୁ ଅପ୍ସନ୍ସ ଚୟନ କରି ଆପଣ ଟ୍ରାଞ୍ଜିଶନ୍ ସ୍ପୀଡ୍ ନିୟନ୍ତ୍ରଣ କରିପାରିବେ
04:31 Modify Transitionsରେ Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ. Medium କ୍ଲିକ୍ କରନ୍ତୁ
04:39 ଚାଲନ୍ତୁ ଏବେ, ଟ୍ରାଞ୍ଜିଶନ୍‌ରେ ଏକ ସାଉଣ୍ଡ ସେଟ୍ କରିବା
04:43 Modify Transitionsରେ Sound ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Beam ଚୟନ କରନ୍ତୁ
04:52 ସେହିପରି, ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
04:56 Task ପେନ୍‌ରେ Slide Transitions ଉପରେ କ୍ଲିକ୍ କରନ୍ତୁ
05:00 Apply to selected slidesରେ wheel clockwise, 4 spokes ସିଲେକ୍ଟ କରନ୍ତୁ
05:08 ଏବେ, Speed ଡ୍ରପ୍ ଡାଉନ୍ ବକ୍ସରେ କ୍ଲିକ୍ କରି Medium ସିଲେକ୍ଟ କରନ୍ତୁ
05:13 ତା’ପରେ Sound ଡ୍ରପ୍ ଡାଉନ୍ ବକ୍ସରୁ Applause ଚୟନ କରନ୍ତୁ
05:21 ଏବେ, ଆମେ ତିଆରି କରିଥିବା ଟ୍ରାଞ୍ଜିଶନ୍ ଇଫେକ୍ଟର ପ୍ରିଭ୍ୟୁ ଦେଖିବା
05:25 Play କ୍ଲିକ୍ କରନ୍ତୁ
05:28 ଏବେ ଆମେ, କିପରି ଆନିମେଟ୍ ଓ ଗୋଟିଏ ସ୍ଲାଇଡ୍ ଟ୍ରାଞ୍ଜିଶନ୍ ସହ ଏକ ସାଉଣ୍ଡ ଇଫେକ୍ଟ କିପରି ଆଡ୍ କରାଯାଏ, ଶିଖିଲେ
05:35 ଅଟୋମେଟିକାଲୀ ଆଗକୁ ବଢୁଥିବା ପ୍ରେଜେଣ୍ଟେଶନ୍ କ୍ରିଏଟ୍ କିପରି କରାଯାଏ, ବର୍ତ୍ତମାନ ଆମେ ଶିଖିବା
05:42 Task ପେନ୍‌ରୁ Slide Transitions କ୍ଲିକ୍ କରନ୍ତୁ
05:46 Transition Typeରୁ Checkerboard Down ସିଲେକ୍ଟ କରନ୍ତୁ
05:50 Speed ଡ୍ରପ୍ ଡାଉନ୍‌ରେ Medium ସିଲେକ୍ଟ କରନ୍ତୁ
05:55 Sound ଡ୍ରପ୍ ଡାଉନ୍‌ରୁ Gong ସିଲେକ୍ଟ କରନ୍ତୁ
06:00 Loop Until Next Sound ଚେକ୍ କରନ୍ତୁ
06:04 Automatically After ରେଡିଓ ବଟନ୍ କ୍ଲିକ୍ କରନ୍ତୁ
06:09 1 sec ଭାବରେ ଟାଇମ୍ ସିଲେକ୍ଟ କରନ୍ତୁ
06:14 Apply to all Slides ଉପରେ କ୍ଲିକ୍ କରନ୍ତୁ
06:18 ଧ୍ୟାନଦିଅନ୍ତୁ, Apply to all Slides ବଟନ୍‌ରେ କ୍ଲିକ୍ କଲେ ସମାନ ଟ୍ରାଞ୍ଜିଶନ୍ ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
06:25 ଏହି ମାର୍ଗରେ ଆମକୁ ପ୍ରତ୍ୟେକ ସ୍ଲାଇଡ୍‌ରେ ପୃଥକ୍ ଭାବେ ଟ୍ରାଞ୍ଜିଶନ୍ ଆଡ୍ କରିବା ଦରକାର ନାହିଁ
06:31 ମେନ୍ ମେନୁରୁ Slide Show ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Slide Show ସିଲେକ୍ଟ କରନ୍ତୁ
06:38 ଦେଖନ୍ତୁ, ସ୍ଲାଇଡ୍‌ଗୁଡ଼ିକ ଅଟୋମେଟିକାଲୀ ଆଗକୁ ବଢୁଛନ୍ତି
06:49 ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
06:54 ଏବେ ଆମେ, ଏପରି ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବା ବିଷୟରେ ଶିଖିବା, ଯାହା ଅଟୋମେଟିକାଲୀ ଆଗକୁ ବଢିବ, ହେଲେ ପ୍ରତ୍ୟେକ ସ୍ଲାଇଡ୍ ପାଇଁ ଭିନ୍ନ ପ୍ରଦର୍ଶନ ସମୟ ସହିତ
07:03 ଯେତେବେଳେ ପ୍ରେଜେଣ୍ଟେଶନ୍‌ରେ ଥିବା କିଛି ସ୍ଲାଇଡ୍‌ଗୁଡ଼ିକର କଣ୍ଟେଣ୍ଟ ବଡ଼ ଥିବ କିମ୍ୱା ଅଧିକ ଜଟିଳ ଥିବ, ସେତେବେଳେ ଏହା ଉପଯୋଗୀ ଅଟେ
07:13 ମେନ୍ ପେନ୍‌ରୁ ପ୍ରଥମେ Slide Sorter ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
07:18 ଦ୍ୱିତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
07:21 Task ପେନ୍‌କୁ ଯାଆନ୍ତୁ
07:24 Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
07:29 Automatically after ଫିଲ୍ଡରେ 2 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
07:37 ମେନ୍ ପେନ୍‌ରୁ ତୃତୀୟ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
07:42 Task ପେନ୍‌କୁ ଯାଆନ୍ତୁ
07:44 Slide Transitionsରେ ଥିବା Advance Slide ଅପ୍ସନ୍‌କୁ ଯାଆନ୍ତୁ
07:49 Automatically after ଫିଲ୍ଡରେ 3 ସେକେଣ୍ଡସ୍ ଏଣ୍ଟର୍ କରନ୍ତୁ
07:57 ଚତୁର୍ଥ ସ୍ଲାଇଡ୍ ସିଲେକ୍ଟ କରି ପୂର୍ବ ସ୍ଲାଇଡ୍‌ଗୁଡ଼ିକରେ କରିଥିବା ପରି ସମାନ ପଦକ୍ଷେପ ପାଳନ କରନ୍ତୁ ଓ ଟାଇମ୍‌କୁ 4 ସେକେଣ୍ଡସ୍‌କୁ ପରିବର୍ତ୍ତନ କରନ୍ତୁ
08:08 ମେନ୍ ମେନୁରୁ Slide Show ରେ କ୍ଲିକ୍ କରିବା ପରେ Slide Show ଉପରେ କ୍ଲିକ୍ କରନ୍ତୁ
08:13 ଦେଖନ୍ତୁ, ପ୍ରତ୍ୟେକ ସ୍ଲାଇଡ୍ ଭିନ୍ନ ସମୟ ଦୀର୍ଘତାରେ ପ୍ରଦର୍ଶିତ ହେଲା
08:19 ପ୍ରେଜେଣ୍ଟେଶନ୍‌ରୁ ବାହାରିବା ପାଇଁ Escape କୀ ଦାବନ୍ତୁ
08:24 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ ସ୍ଲାଇଡ୍ ଶୋଜ୍, ସ୍ଲାଇଡ୍ ଟ୍ରାଞ୍ଜିଶନ୍ସ, ଅଟୋମେଟିକ୍ ଶୋ’ ବିଷୟରେ ଶିଖିଲେ
08:37 ଏକ ଆସାଇନ୍‌ମେଣ୍ଟ ଭାବେ
08:40 ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ
08:42 ଏକ wheel clockwise ଆଡ୍ କରନ୍ତୁ
08:46 Gong ସାଉଣ୍ଡ ସହିତ ୨ୟ ଓ ୩ୟ ସ୍ଲାଇଡ୍ ପାଇଁ ମିଡିୟମ୍ ସ୍ପୀଡ୍‌ରେ 2 ସ୍ପୋକ୍ ଟ୍ରାଞ୍ଜିଶନ୍ ଦିଅନ୍ତୁ
08:54 ଏକ ଅଟୋମେଟିକ୍ ସ୍ଲାଇଡ୍ ଶୋ କ୍ରିଏଟ୍ କରନ୍ତୁ
08:58 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:04 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
09:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:18 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
09:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:37 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
09:48 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep