Difference between revisions of "LibreOffice-Suite-Impress/C3/Slide-Master-Slide-Design/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
'''Resources for recording'''
 
[[Media:Printing a Presentation.zip |Printing a Presentation]]
 
 
 
 
{| border=1
 
{| border=1
 
|| '''Time'''
 
|| '''Time'''
 
|| '''Narration'''
 
|| '''Narration'''
 +
 
|-
 
|-
||00.00
+
||00:00
 
|| ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ ମାଷ୍ଟର୍ ଓ ସ୍ଲାଇଡ୍ ଡିଜାଇନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ  
 
|| ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ ମାଷ୍ଟର୍ ଓ ସ୍ଲାଇଡ୍ ଡିଜାଇନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ  
 +
 
|-  
 
|-  
||00.08
+
||00:08
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିବା
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିବା
 +
 
|-
 
|-
||00.15
+
||00:15
 
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
 
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
 +
 
|-
 
|-
||00.24
+
||00:24
 
|| ସ୍ଲାଇଡ୍ ସହିତ ସମସ୍ତ କଲର୍ ଓ ଇଫେକ୍ଟଗୁଡ଼ିକୁ ବ୍ୟାକ୍‌ଗ୍ରାଉଣ୍ଡ ଉଲ୍ଲେଖ କରିଥାଏ, ଯେଉଁଗୁଡ଼ିକ କଣ୍ଟେଣ୍ଟ ପଛରେ ଉପସ୍ଥିତ ଥାଆନ୍ତି  
 
|| ସ୍ଲାଇଡ୍ ସହିତ ସମସ୍ତ କଲର୍ ଓ ଇଫେକ୍ଟଗୁଡ଼ିକୁ ବ୍ୟାକ୍‌ଗ୍ରାଉଣ୍ଡ ଉଲ୍ଲେଖ କରିଥାଏ, ଯେଉଁଗୁଡ଼ିକ କଣ୍ଟେଣ୍ଟ ପଛରେ ଉପସ୍ଥିତ ଥାଆନ୍ତି  
 +
 
|-
 
|-
||00.32
+
||00:32
 
|| ଏକ ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଇମ୍ପ୍ରେସ୍‌ରେ ଅନେକ ବ୍ୟାକ୍‌ଗ୍ରାଉଣ୍ଡ ଅପ୍ସନ୍ସ ଅଛି
 
|| ଏକ ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଇମ୍ପ୍ରେସ୍‌ରେ ଅନେକ ବ୍ୟାକ୍‌ଗ୍ରାଉଣ୍ଡ ଅପ୍ସନ୍ସ ଅଛି
 +
 
|-
 
|-
||00.38
+
||00:38
 
|| ଆପଣ ନିଜର କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ ମଧ୍ୟ କ୍ରିଏଟ୍ କରିପାରିବେ
 
|| ଆପଣ ନିଜର କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ ମଧ୍ୟ କ୍ରିଏଟ୍ କରିପାରିବେ
 +
 
|-
 
|-
||00.42
+
||00:42
 
|| '''Sample-Impress.odp''' ପ୍ରେଜେଣ୍ଟେଶନ୍ ଖୋଲି
 
|| '''Sample-Impress.odp''' ପ୍ରେଜେଣ୍ଟେଶନ୍ ଖୋଲି
 +
 
|-
 
|-
||00.48
+
||00:48
 
|| ଆମର ପ୍ରେଜେଣ୍ଟେଶନ୍ ପାଇଁ ଏକ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
 
|| ଆମର ପ୍ରେଜେଣ୍ଟେଶନ୍ ପାଇଁ ଏକ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
 +
 
|-
 
|-
||00.52
+
||00:52
 
|| ଆମେ ଏହି ବ୍ୟାକ୍‌ଗ୍ରାଉଣ୍ଡକୁ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ କରିବା
 
|| ଆମେ ଏହି ବ୍ୟାକ୍‌ଗ୍ରାଉଣ୍ଡକୁ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ କରିବା
 +
 
|-
 
|-
||00.57
+
||00:57
 
|| ଏହି ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରିବା ପାଇଁ ଆମେ '''Slide Master ''' ଅପ୍ସନ୍ ବ୍ୟବହାର କରିବା
 
|| ଏହି ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରିବା ପାଇଁ ଆମେ '''Slide Master ''' ଅପ୍ସନ୍ ବ୍ୟବହାର କରିବା
 +
 
|-
 
|-
||01.02
+
||01:02
 
|| '''Master ''' ସ୍ଲାଇଡ୍‌ରେ ଯେକୌଣସି ପରିବର୍ତ୍ତନ କଲେ, ତାହା ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
 
|| '''Master ''' ସ୍ଲାଇଡ୍‌ରେ ଯେକୌଣସି ପରିବର୍ତ୍ତନ କଲେ, ତାହା ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
 +
 
|-
 
|-
||01.08
+
||01:08
 
|| '''Main '''ମେନୁରୁ '''View''' କ୍ଲିକ୍ କରି '''Master ''' ସିଲେକ୍ଟ କରନ୍ତୁ ଓ '''Slide Master''' ଉପରେ କ୍ଲିକ୍ କରନ୍ତୁ
 
|| '''Main '''ମେନୁରୁ '''View''' କ୍ଲିକ୍ କରି '''Master ''' ସିଲେକ୍ଟ କରନ୍ତୁ ଓ '''Slide Master''' ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||01.15
+
||01:15
 
|| '''Master Slide ''' ଦେଖାଦେବ
 
|| '''Master Slide ''' ଦେଖାଦେବ
 +
 
|-
 
|-
||01.17
+
||01:17
 
|| ଧ୍ୟାନଦିଅନ୍ତୁ ଯେ, '''Master View''' ଟୁଲ୍‌ବାର୍ ମଧ୍ୟ ଦେଖାଯାଉଛି. ଏହାକୁ ଆପଣ '''Master Pages''' କ୍ରିଏଟ୍, ଡିଲିଟ୍ ଓ ରିନେମ୍ କରିବା ପାଇଁ ବ୍ୟବହାର କରିପାରିବେ
 
|| ଧ୍ୟାନଦିଅନ୍ତୁ ଯେ, '''Master View''' ଟୁଲ୍‌ବାର୍ ମଧ୍ୟ ଦେଖାଯାଉଛି. ଏହାକୁ ଆପଣ '''Master Pages''' କ୍ରିଏଟ୍, ଡିଲିଟ୍ ଓ ରିନେମ୍ କରିବା ପାଇଁ ବ୍ୟବହାର କରିପାରିବେ
 +
 
|-
 
|-
||01.27
+
||01:27
 
|| ଦୁଇଟି ସ୍ଲାଇଡ୍ସ ଏବେ ପ୍ରଦର୍ଶିତ ହେଲା
 
|| ଦୁଇଟି ସ୍ଲାଇଡ୍ସ ଏବେ ପ୍ରଦର୍ଶିତ ହେଲା
 +
 
|-
 
|-
||01.31
+
||01:31
 
|| ଏହି ଦୁଇଟି ହେଉଛି '''Master Pages''', ଯାହା ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ହୋଇଛି
 
|| ଏହି ଦୁଇଟି ହେଉଛି '''Master Pages''', ଯାହା ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ହୋଇଛି
 +
 
|-
 
|-
||01.37  
+
||01:37  
 
|| '''Tasks''' ପେନ୍‌ରୁ, '''Master Pages''' ଉପରେ କ୍ଲିକ୍ କରନ୍ତୁ
 
|| '''Tasks''' ପେନ୍‌ରୁ, '''Master Pages''' ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||01.41
+
||01:41
 
|| '''Used in This Presentation''' ଫିଲ୍ଡ, ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ମାଷ୍ଟର୍ ସ୍ଲାଇଡ୍ସ ପ୍ରଦର୍ଶିତ କରେ
 
|| '''Used in This Presentation''' ଫିଲ୍ଡ, ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ମାଷ୍ଟର୍ ସ୍ଲାଇଡ୍ସ ପ୍ରଦର୍ଶିତ କରେ
 +
 
|-
 
|-
||01.48
+
||01:48
 
|| '''Master slide''' ଏକ ଟେମ୍ପ୍ଲେଟ୍ ଭଳି
 
|| '''Master slide''' ଏକ ଟେମ୍ପ୍ଲେଟ୍ ଭଳି
 +
 
|-
 
|-
||01.51
+
||01:51
 
|| ଆପଣ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ଏଠାରେ ସେଟ୍ କରିପାରିବେ, ଯେଉଁଗୁଡ଼ିକ ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁହେବ
 
|| ଆପଣ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ଏଠାରେ ସେଟ୍ କରିପାରିବେ, ଯେଉଁଗୁଡ଼ିକ ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁହେବ
 +
 
|-
 
|-
||01.58
+
||01:58
 
|| ପ୍ରଥମେ, '''Slides''' ପେନ୍ରୁ '''Slide''' '''1''' ସିଲେକ୍ଟ କରନ୍ତୁ
 
|| ପ୍ରଥମେ, '''Slides''' ପେନ୍ରୁ '''Slide''' '''1''' ସିଲେକ୍ଟ କରନ୍ତୁ
 +
 
|-
 
|-
||02.03
+
||02:03
 
|| ଏହି ପ୍ରେଜେଣ୍ଟେଶନ୍‌ରେ ଧଳା ବ୍ୟାକ୍‌ଗ୍ରାଉଣ୍ଡ ଦିଅନ୍ତୁ
 
|| ଏହି ପ୍ରେଜେଣ୍ଟେଶନ୍‌ରେ ଧଳା ବ୍ୟାକ୍‌ଗ୍ରାଉଣ୍ଡ ଦିଅନ୍ତୁ
 +
 
|-
 
|-
||02.07
+
||02:07
 
|| Main ମେନୁରୁ Format ଉପରେ କ୍ଲିକ୍ କରି Pageରେ କ୍ଲିକ୍ କରନ୍ତୁ  
 
|| Main ମେନୁରୁ Format ଉପରେ କ୍ଲିକ୍ କରି Pageରେ କ୍ଲିକ୍ କରନ୍ତୁ  
 +
 
|-
 
|-
||02.12
+
||02:12
 
|| Page Setup ଡାୟଲଗ୍ ବକ୍ସ ଦେଖାଦେବ
 
|| Page Setup ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
||02.15
+
||02:15
 
|| '''Background ''' ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 
|| '''Background ''' ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
||02.18
+
||02:18
 
|| '''Fill ''' ଡ୍ରପ୍ ଡାଇନ୍ ମେନୁରୁ '''Bitmap''' ଅପ୍ସନ୍ ସିଲେକ୍ଟ କରନ୍ତୁ
 
|| '''Fill ''' ଡ୍ରପ୍ ଡାଇନ୍ ମେନୁରୁ '''Bitmap''' ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
|-
 
|-
||02.24
+
||02:24
 
|| ଅପ୍ସନ୍ସଗୁଡ଼ିକର ତାଲିକାରୁ Blank ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
 
|| ଅପ୍ସନ୍ସଗୁଡ଼ିକର ତାଲିକାରୁ Blank ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
||02.29
+
||02:29
 
|| ଏବେ ସ୍ଲାଇଡ୍‍ ବ୍ୟାକ୍‌ଗ୍ରାଉଣ୍ଡ ଧଳା ହୋଇଗଲା
 
|| ଏବେ ସ୍ଲାଇଡ୍‍ ବ୍ୟାକ୍‌ଗ୍ରାଉଣ୍ଡ ଧଳା ହୋଇଗଲା
 +
 
|-
 
|-
||02.32
+
||02:32
 
|| ଦେଖନ୍ତୁ, ବ୍ୟାକ୍‌ଗ୍ରାଉଣ୍ଡରେ ବିଦ୍ୟମାନ ଟେକ୍ସଟ୍ କଲର୍ ଭଲ ଭାବରେ ଦେଖାଯାଉନି
 
|| ଦେଖନ୍ତୁ, ବ୍ୟାକ୍‌ଗ୍ରାଉଣ୍ଡରେ ବିଦ୍ୟମାନ ଟେକ୍ସଟ୍ କଲର୍ ଭଲ ଭାବରେ ଦେଖାଯାଉନି
 +
 
|-
 
|-
||02.38
+
||02:38
 
|| ବ୍ୟାକ୍‌ଗ୍ରାଉଣ୍ଡ ସାମ୍ନାରେ ଭଲ ଭାବରେ ଦୃଶ୍ୟମାନ କଲର୍‌କୁ ହିଁ ସର୍ବଦା ଚୟନ କରନ୍ତୁ
 
|| ବ୍ୟାକ୍‌ଗ୍ରାଉଣ୍ଡ ସାମ୍ନାରେ ଭଲ ଭାବରେ ଦୃଶ୍ୟମାନ କଲର୍‌କୁ ହିଁ ସର୍ବଦା ଚୟନ କରନ୍ତୁ
 +
 
|-
 
|-
||02.43
+
||02:43
 
|| ଟେକ୍ସଟ୍ କଲର୍‌କୁ କଳାରେ ପରିବର୍ତ୍ତନ କରନ୍ତୁ. ଧଳା ବ୍ୟାକ୍‌ଗ୍ରାଉଣ୍ଡରେ ଏହା ଟେକ୍ସଟ୍‌କୁ ସ୍ପଷ୍ଟ ଦୃଶ୍ୟମାନ କରିବ
 
|| ଟେକ୍ସଟ୍ କଲର୍‌କୁ କଳାରେ ପରିବର୍ତ୍ତନ କରନ୍ତୁ. ଧଳା ବ୍ୟାକ୍‌ଗ୍ରାଉଣ୍ଡରେ ଏହା ଟେକ୍ସଟ୍‌କୁ ସ୍ପଷ୍ଟ ଦୃଶ୍ୟମାନ କରିବ
 +
 
|-
 
|-
||02.52  
+
||02:52  
 
|| ପ୍ରଥମେ ଟେକ୍ସଟ୍ ସିଲେକ୍ଟ କରନ୍ତୁ
 
|| ପ୍ରଥମେ ଟେକ୍ସଟ୍ ସିଲେକ୍ଟ କରନ୍ତୁ
 +
 
|-
 
|-
||02.55
+
||02:55
 
|| Main ମେନୁରୁ Format ଉପରେ କ୍ଲିକ୍ କରି Character ସିଲେକ୍ଟ କରନ୍ତୁ
 
|| Main ମେନୁରୁ Format ଉପରେ କ୍ଲିକ୍ କରି Character ସିଲେକ୍ଟ କରନ୍ତୁ
 +
 
|-
 
|-
||02.59
+
||02:59
 
|| Character ଡାୟଲଗ୍ ବକ୍ସ ଦେଖାଦେବ
 
|| Character ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
||03.02
+
||03:02
 
|| Character ଡାୟଲଗ୍ ବକ୍ସରୁ Font Effects ଟ୍ୟାବ୍ରେ କ୍ଲିକ୍ କରନ୍ତୁ
 
|| Character ଡାୟଲଗ୍ ବକ୍ସରୁ Font Effects ଟ୍ୟାବ୍ରେ କ୍ଲିକ୍ କରନ୍ତୁ
 +
 
|-
 
|-
||03.08
+
||03:08
 
|| '''Font Color ''' ଡ୍ରପ୍-ଡାଉନ୍‌ରୁ, '''Black''' ସିଲେକ୍ଟ କରନ୍ତୁ
 
|| '''Font Color ''' ଡ୍ରପ୍-ଡାଉନ୍‌ରୁ, '''Black''' ସିଲେକ୍ଟ କରନ୍ତୁ
 +
 
|-
 
|-
||03.12
+
||03:12
 
|| '''OK''' କ୍ଲିକ୍ କରନ୍ତୁ
 
|| '''OK''' କ୍ଲିକ୍ କରନ୍ତୁ
 +
 
|-
 
|-
||03.15
+
||03:15
 
|| ଟେକ୍ସଟ୍ ଏବେ କଳା ରଙ୍ଗର ହୋଇଗଲା
 
|| ଟେକ୍ସଟ୍ ଏବେ କଳା ରଙ୍ଗର ହୋଇଗଲା
 +
 
|-
 
|-
||03.18
+
||03:18
 
|| ଏବେ, ସ୍ଲାଇଡ୍‌ରେ ଏକ କଲର୍ ଆପ୍ଲାଏ କରନ୍ତୁ
 
|| ଏବେ, ସ୍ଲାଇଡ୍‌ରେ ଏକ କଲର୍ ଆପ୍ଲାଏ କରନ୍ତୁ
 +
 
|-
 
|-
||03.21  
+
||03:21  
 
|| କଣ୍ଟେକ୍ସଟ୍ ମେନୁ ପାଇଁ ସ୍ଲାଇଡ୍‌ରେ ରାଇଟ୍-କ୍ଲିକ୍ କରନ୍ତୁ ଓ '''Slide''' ଓ '''Page Setup'''ରେ କ୍ଲିକ୍ କରନ୍ତୁ  
 
|| କଣ୍ଟେକ୍ସଟ୍ ମେନୁ ପାଇଁ ସ୍ଲାଇଡ୍‌ରେ ରାଇଟ୍-କ୍ଲିକ୍ କରନ୍ତୁ ଓ '''Slide''' ଓ '''Page Setup'''ରେ କ୍ଲିକ୍ କରନ୍ତୁ  
 +
 
|-
 
|-
||03.27
+
||03:27
 
|| File ଡ୍ରପ୍ ଡାଉନ୍ ମେନୁରୁ, କଲର୍ ଅପ୍ସନ୍ ସିଲେକ୍ଟ କରନ୍ତୁ.  Blue8 ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
 
|| File ଡ୍ରପ୍ ଡାଉନ୍ ମେନୁରୁ, କଲର୍ ଅପ୍ସନ୍ ସିଲେକ୍ଟ କରନ୍ତୁ.  Blue8 ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
||03.36
+
||03:36
 
|| ଧ୍ୟାନଦିଅନ୍ତୁ ଯେ, ଆମେ ସିଲେକ୍ଟ କରିଥିବା ଲାଇଟ୍ ବ୍ଲୁ କଲର୍ ସ୍ଲାଇଡ୍‌ରେ ଲାଗୁ ହେଲା
 
|| ଧ୍ୟାନଦିଅନ୍ତୁ ଯେ, ଆମେ ସିଲେକ୍ଟ କରିଥିବା ଲାଇଟ୍ ବ୍ଲୁ କଲର୍ ସ୍ଲାଇଡ୍‌ରେ ଲାଗୁ ହେଲା
 +
 
|-
 
|-
||03.42
+
||03:42
 
|| ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି ଆସାଇନ୍‌ମେଣ୍ଟ କରନ୍ତୁ. ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରି ବ୍ୟାକ୍‌ଗ୍ରାଉଣ୍ଡ ଭାବରେ ନାଲୀ ରଙ୍ଗ ଦିଅନ୍ତୁ
 
|| ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି ଆସାଇନ୍‌ମେଣ୍ଟ କରନ୍ତୁ. ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରି ବ୍ୟାକ୍‌ଗ୍ରାଉଣ୍ଡ ଭାବରେ ନାଲୀ ରଙ୍ଗ ଦିଅନ୍ତୁ
 +
 
|-
 
|-
||03.52
+
||03:52
 
|| ଏହି ପ୍ରେଜେଣ୍ଟେଶନ୍‌ରେ ଅନ୍ୟ ଡିଜାଇନ୍ ଏଲେମେଣ୍ଟସ୍ କିପରି ଲାଗୁ କରାଯାଏ, ଏବେ ଶିଖିବା
 
|| ଏହି ପ୍ରେଜେଣ୍ଟେଶନ୍‌ରେ ଅନ୍ୟ ଡିଜାଇନ୍ ଏଲେମେଣ୍ଟସ୍ କିପରି ଲାଗୁ କରାଯାଏ, ଏବେ ଶିଖିବା
 +
 
|-
 
|-
||03.57
+
||03:57
 
|| ଉଦାହରଣସ୍ୱରୂପ, ଆପଣ ନିଜ ପ୍ରେଜେଣ୍ଟେଶନ୍‌ରେ ଏକ ଲୋଗୋ ଆଡ୍ କରିପାରିବେ
 
|| ଉଦାହରଣସ୍ୱରୂପ, ଆପଣ ନିଜ ପ୍ରେଜେଣ୍ଟେଶନ୍‌ରେ ଏକ ଲୋଗୋ ଆଡ୍ କରିପାରିବେ
 +
 
|-
 
|-
||04.01
+
||04:01
 
|| ଆପଣଙ୍କ ସ୍କ୍ରୀନ୍‌ର ତଳେ ଥିବା Basic Shapes ଟୁଲ୍‌ବାର୍‌କୁ ଦେଖନ୍ତୁ
 
|| ଆପଣଙ୍କ ସ୍କ୍ରୀନ୍‌ର ତଳେ ଥିବା Basic Shapes ଟୁଲ୍‌ବାର୍‌କୁ ଦେଖନ୍ତୁ
 +
 
|-
 
|-
||04.06
+
||04:06
 
|| ଆପଣ ଏହାକୁ, circles, squares, rectangles, triangles ଓ ovals ପରି ବିଭିନ୍ନ ବେସିକ୍ ଶେପ୍ସ ଡ୍ର କରିବାକୁ ବ୍ୟବହାର କରିପାରିବେ
 
|| ଆପଣ ଏହାକୁ, circles, squares, rectangles, triangles ଓ ovals ପରି ବିଭିନ୍ନ ବେସିକ୍ ଶେପ୍ସ ଡ୍ର କରିବାକୁ ବ୍ୟବହାର କରିପାରିବେ
 +
 
|-
 
|-
||04.16
+
||04:16
 
|| ଚାଲନ୍ତୁ, ସ୍ଲାଇଡ୍‌ର ଟାଇଟଲ୍ ଏରିଆରେ ଏକ rectangle ଡ୍ର କରିବା
 
|| ଚାଲନ୍ତୁ, ସ୍ଲାଇଡ୍‌ର ଟାଇଟଲ୍ ଏରିଆରେ ଏକ rectangle ଡ୍ର କରିବା
 +
 
|-
 
|-
||04.21
+
||04:21
 
|| Basic Shapes ଟୁଲ୍‌ବାର୍‌ରୁ Rectangle ଉପରେ କ୍ଲିକ୍ କରନ୍ତୁ
 
|| Basic Shapes ଟୁଲ୍‌ବାର୍‌ରୁ Rectangle ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||04.25
+
||04:25
 
|| ଏବେ କର୍ସର୍‌କୁ ସ୍ଲାଇଡ୍‌ର ଉପର ବାମପଟ କୋଣ, ଟାଇଟଲ୍ ଏରିଆକୁ ନେଇଯାଆନ୍ତୁ
 
|| ଏବେ କର୍ସର୍‌କୁ ସ୍ଲାଇଡ୍‌ର ଉପର ବାମପଟ କୋଣ, ଟାଇଟଲ୍ ଏରିଆକୁ ନେଇଯାଆନ୍ତୁ
 +
 
|-
 
|-
||04.31
+
||04:31
 
|| capital I ସହିତ ଏକ plus sign ଆପଣ ଦେଖିବାକୁ ପାଇବେ
 
|| capital I ସହିତ ଏକ plus sign ଆପଣ ଦେଖିବାକୁ ପାଇବେ
 +
 
|-
 
|-
||04.36
+
||04:36
 
|| ବାମ ମାଉସ୍ ବଟନ୍‌କୁ ଚାପି ଧରନ୍ତୁ ଓ ଏକ ଛୋଟ rectangle ଆଙ୍କନ୍ତୁ
 
|| ବାମ ମାଉସ୍ ବଟନ୍‌କୁ ଚାପି ଧରନ୍ତୁ ଓ ଏକ ଛୋଟ rectangle ଆଙ୍କନ୍ତୁ
 +
 
|-
 
|-
||04.41
+
||04:41
 
|| ଏବେ, ମାଉସ୍ ବଟନ୍‌କୁ ଛାଡ଼ିଦିଅନ୍ତୁ
 
|| ଏବେ, ମାଉସ୍ ବଟନ୍‌କୁ ଛାଡ଼ିଦିଅନ୍ତୁ
 +
 
|-
 
|-
||04.44
+
||04:44
 
|| ଆପଣ ଏକ rectangle ଆଙ୍କିଦେଲେ!
 
|| ଆପଣ ଏକ rectangle ଆଙ୍କିଦେଲେ!
 +
 
|-
 
|-
||04.47
+
||04:47
 
|| rectangleରେ ଥିବା ଆଠୋଟି ହ୍ୟାଣ୍ଡେଲ୍ସକୁ ଦେଖନ୍ତୁ
 
|| rectangleରେ ଥିବା ଆଠୋଟି ହ୍ୟାଣ୍ଡେଲ୍ସକୁ ଦେଖନ୍ତୁ
 +
 
|-
 
|-
||04.50
+
||04:50
 
|| ହ୍ୟାଣ୍ଡେଲ୍ସ ବା କଣ୍ଟ୍ରୋଲ୍ ପଏଣ୍ଟସ୍ ହେଉଛି ଛୋଟ blue squares, ଯାହା ଚୟନିତ ଅବ୍‌ଜେକ୍ଟର ସାଇଡ୍‌ଗୁଡ଼ିକରେ ଦେଖାଦେଉଛି
 
|| ହ୍ୟାଣ୍ଡେଲ୍ସ ବା କଣ୍ଟ୍ରୋଲ୍ ପଏଣ୍ଟସ୍ ହେଉଛି ଛୋଟ blue squares, ଯାହା ଚୟନିତ ଅବ୍‌ଜେକ୍ଟର ସାଇଡ୍‌ଗୁଡ଼ିକରେ ଦେଖାଦେଉଛି
 +
 
|-
 
|-
||04.58
+
||04:58
 
|| Rectangleର ସାଇଜ୍ ଆଡ୍‌ଜଷ୍ଟ କରିବା ପାଇଁ ଆମେ ଏହି କଣ୍ଟ୍ରୋଲ୍ ପଏଣ୍ଟଗୁଡ଼ିକୁ ବ୍ୟବହାର କରିପାରିବା
 
|| Rectangleର ସାଇଜ୍ ଆଡ୍‌ଜଷ୍ଟ କରିବା ପାଇଁ ଆମେ ଏହି କଣ୍ଟ୍ରୋଲ୍ ପଏଣ୍ଟଗୁଡ଼ିକୁ ବ୍ୟବହାର କରିପାରିବା
 +
 
|-
 
|-
||05.03
+
||05:03
 
|| ଆପଣ କଣ୍ଟ୍ରୋଲ୍ ପଏଣ୍ଟ ଉପରେ କର୍ସର୍ ଚଲାଇଲେ, କର୍ସର୍ ଏକ double-sided arrowରେ ପରିବର୍ତ୍ତିତ ହୋଇଯିବ
 
|| ଆପଣ କଣ୍ଟ୍ରୋଲ୍ ପଏଣ୍ଟ ଉପରେ କର୍ସର୍ ଚଲାଇଲେ, କର୍ସର୍ ଏକ double-sided arrowରେ ପରିବର୍ତ୍ତିତ ହୋଇଯିବ
 +
 
|-
 
|-
||05.10
+
||05:10
 
|| ଏହା ଦିଗଗୁଡ଼ିକୁ ସୂଚିତ କରେ, ଯେଉଁ ଦିଗରେ ବେସିକ୍ ଶେପ୍ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ପଏଣ୍ଟକୁ ଘୂଞ୍ଚାଯାଇପାରିବ
 
|| ଏହା ଦିଗଗୁଡ଼ିକୁ ସୂଚିତ କରେ, ଯେଉଁ ଦିଗରେ ବେସିକ୍ ଶେପ୍ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ପଏଣ୍ଟକୁ ଘୂଞ୍ଚାଯାଇପାରିବ
 +
 
|-
 
|-
||05.17
+
||05:17
 
|| ଏହି rectangleକୁ ବଡ଼ କରନ୍ତୁ, ଯେଉଁଥିରୁ ଏହା ଟାଇଟଲ୍ ଏରିଆକୁ ସମ୍ପୂର୍ଣ୍ଣ ଭାବେ କଭର୍ କରିବ
 
|| ଏହି rectangleକୁ ବଡ଼ କରନ୍ତୁ, ଯେଉଁଥିରୁ ଏହା ଟାଇଟଲ୍ ଏରିଆକୁ ସମ୍ପୂର୍ଣ୍ଣ ଭାବେ କଭର୍ କରିବ
 +
 
|-
 
|-
||05.25
+
||05:25
 
|| ଆମେ ଏହି ଶେପ୍‌ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିପାରିବା!
 
|| ଆମେ ଏହି ଶେପ୍‌ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିପାରିବା!
 +
 
|-
 
|-
||05.28
+
||05:28
 
|| କଣ୍ଟେକ୍ସଟ୍ ମେନୁ ଦେଖିବା ପାଇଁ rectangle ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 
|| କଣ୍ଟେକ୍ସଟ୍ ମେନୁ ଦେଖିବା ପାଇଁ rectangle ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
|-
 
|-
||05.32
+
||05:32
 
|| ଏଠାରେ rectangle ପରିବର୍ତ୍ତନ କରିବା ପାଇଁ ଆପଣ ବିଭିନ୍ନ ଅପ୍ସନ୍ସ ଚୟନ କରିପାରିବେ
 
|| ଏଠାରେ rectangle ପରିବର୍ତ୍ତନ କରିବା ପାଇଁ ଆପଣ ବିଭିନ୍ନ ଅପ୍ସନ୍ସ ଚୟନ କରିପାରିବେ
 +
 
|-
 
|-
||05.37
+
||05:37
 
|| Area ଉପରେ କ୍ଲିକ୍ କରନ୍ତୁ. Area ଡାୟଲଗ୍ ବକ୍ସ ଦେଖାଦେବ
 
|| Area ଉପରେ କ୍ଲିକ୍ କରନ୍ତୁ. Area ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
||05.43
+
||05:43
 
|| Fill ଫିଲ୍ଡରେ, ଡ୍ରପ୍ ଡାଉନ୍ ମେନୁରୁ Color ଚୟନ କରନ୍ତୁ
 
|| Fill ଫିଲ୍ଡରେ, ଡ୍ରପ୍ ଡାଉନ୍ ମେନୁରୁ Color ଚୟନ କରନ୍ତୁ
 +
 
|-
 
|-
||05.48
+
||05:48
 
|| Magenta 4 ଚୟନ କରି OKରେ କ୍ଲିକ୍ କରନ୍ତୁ
 
|| Magenta 4 ଚୟନ କରି OKରେ କ୍ଲିକ୍ କରନ୍ତୁ
 +
 
|-
 
|-
||05.52
+
||05:52
 
|| Rectangle ରଙ୍ଗ ପରିବର୍ତ୍ତିତ ହୋଇଗଲା
 
|| Rectangle ରଙ୍ଗ ପରିବର୍ତ୍ତିତ ହୋଇଗଲା
 +
 
|-
 
|-
||05.56
+
||05:56
 
|| Rectangleଟି ଏବେ ଟେକ୍ସଟ୍‌କୁ କଭର୍ କରିଦେଲା
 
|| Rectangleଟି ଏବେ ଟେକ୍ସଟ୍‌କୁ କଭର୍ କରିଦେଲା
 +
 
|-
 
|-
||05.59
+
||05:59
 
|| ଟେକ୍ସଟ୍ ଦେଖାଯିବା ପାଇଁ ପ୍ରଥମେ rectangleକୁ ସିଲେକ୍ଟ କରନ୍ତୁ
 
|| ଟେକ୍ସଟ୍ ଦେଖାଯିବା ପାଇଁ ପ୍ରଥମେ rectangleକୁ ସିଲେକ୍ଟ କରନ୍ତୁ
 +
 
|-
 
|-
||06.03
+
||06:03
 
|| ଏବେ, କଣ୍ଟେକ୍ସଟ୍ ମେନୁ ଖୋଲିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
 
|| ଏବେ, କଣ୍ଟେକ୍ସଟ୍ ମେନୁ ଖୋଲିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
 +
 
|-
 
|-
||06.07
+
||06:07
 
|| Arrange ପରେ Send to back କ୍ଲିକ୍ କରନ୍ତୁ
 
|| Arrange ପରେ Send to back କ୍ଲିକ୍ କରନ୍ତୁ
 +
 
|-
 
|-
||06.11
+
||06:11
 
|| ଟେକ୍ସଟ୍ ପୁଣିଥରେ ଦେଖାଗଲା!
 
|| ଟେକ୍ସଟ୍ ପୁଣିଥରେ ଦେଖାଗଲା!
 +
 
|-
 
|-
||06.15
+
||06:15
 
|| ଏଠାରେ rectangleଟି ଟେକ୍ସଟ୍ ପଛକୁ ଚାଲିଗଲା
 
|| ଏଠାରେ rectangleଟି ଟେକ୍ସଟ୍ ପଛକୁ ଚାଲିଗଲା
 +
 
|-
 
|-
||06.18  
+
||06:18  
 
|| Tasks ପେନ୍‌ରେ preview of the Master Page ଉପରେ କ୍ଲିକ୍ କରନ୍ତୁ
 
|| Tasks ପେନ୍‌ରେ preview of the Master Page ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||06.23
+
||06:23
 
|| ରାଇଟ୍ କ୍ଲିକ୍ କରି Apply to All Slides ସିଲେକ୍ଟ କରନ୍ତୁ
 
|| ରାଇଟ୍ କ୍ଲିକ୍ କରି Apply to All Slides ସିଲେକ୍ଟ କରନ୍ତୁ
 +
 
|-
 
|-
||06.27
+
||06:27
 
|| Close Master View ବଟନ୍‌ରେ କ୍ଲିକ୍ କରି Master View ବନ୍ଦ କରନ୍ତୁ
 
|| Close Master View ବଟନ୍‌ରେ କ୍ଲିକ୍ କରି Master View ବନ୍ଦ କରନ୍ତୁ
 +
 
|-
 
|-
||06.32  
+
||06:32  
 
|| ମାଷ୍ଟର୍‌ରେ ହୋଇଥିବା  ଫର୍ମାଟିଙ୍ଗ୍ ପରିବର୍ତ୍ତନ, ଏବେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଗଲା
 
|| ମାଷ୍ଟର୍‌ରେ ହୋଇଥିବା  ଫର୍ମାଟିଙ୍ଗ୍ ପରିବର୍ତ୍ତନ, ଏବେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଗଲା
 +
 
|-
 
|-
||06.39
+
||06:39
 
|| ଧ୍ୟାନଦିଅନ୍ତୁ ଯେ, rectangle ମଧ୍ୟ ସମସ୍ତ ପେଜ୍‌ଗୁଡ଼ିକରେ ଦେଖାଯାଉଛି
 
|| ଧ୍ୟାନଦିଅନ୍ତୁ ଯେ, rectangle ମଧ୍ୟ ସମସ୍ତ ପେଜ୍‌ଗୁଡ଼ିକରେ ଦେଖାଯାଉଛି
 +
 
|-
 
|-
||06.45
+
||06:45
 
|| ଏବେ, ସ୍ଲାଇଡ୍‌ର ଲେଆଉଟ୍ ଚେଞ୍ଜ୍ ବିଷୟରେ ଶିଖିବା
 
|| ଏବେ, ସ୍ଲାଇଡ୍‌ର ଲେଆଉଟ୍ ଚେଞ୍ଜ୍ ବିଷୟରେ ଶିଖିବା
 +
 
|-
 
|-
||06.49
+
||06:49
 
|| ଲେଆଉଟ୍ କ’ଣ? ଲେଆଉଟ୍ସ ହେଉଛି ପ୍ଲେସ୍ ହୋଲ୍ଡର୍ସ ସହିତ କଣ୍ଟେଣ୍ଟର ପୋଜିଶନ୍ ପାଇଁ ପୂର୍ବରୁ ଫର୍ମାଟ୍ ହୋଇଥିବା ସ୍ଲାଇଡ୍
 
|| ଲେଆଉଟ୍ କ’ଣ? ଲେଆଉଟ୍ସ ହେଉଛି ପ୍ଲେସ୍ ହୋଲ୍ଡର୍ସ ସହିତ କଣ୍ଟେଣ୍ଟର ପୋଜିଶନ୍ ପାଇଁ ପୂର୍ବରୁ ଫର୍ମାଟ୍ ହୋଇଥିବା ସ୍ଲାଇଡ୍
 +
 
|-
 
|-
||06.58
+
||06:58
 
|| ସ୍ଲାଇଡ୍ ଲେଆଉଟ୍ ଦେଖିବା ପାଇଁ, ଡାହାଣ ପେନେଲ୍‌ରୁ Layouts କ୍ଲିକ୍ କରନ୍ତୁ
 
|| ସ୍ଲାଇଡ୍ ଲେଆଉଟ୍ ଦେଖିବା ପାଇଁ, ଡାହାଣ ପେନେଲ୍‌ରୁ Layouts କ୍ଲିକ୍ କରନ୍ତୁ
 +
 
|-
 
|-
||07.04
+
||07:04
 
|| Impressରେ ଉପଲବ୍ଧ ଲେଆଉଟ୍ସ ପ୍ରଦର୍ଶିତ ହେଲା
 
|| Impressରେ ଉପଲବ୍ଧ ଲେଆଉଟ୍ସ ପ୍ରଦର୍ଶିତ ହେଲା
 +
 
|-
 
|-
||07.07
+
||07:07
 
|| ଲେଆଉଟ୍ ଥମ୍ୱନେଲ୍‌କୁ ଦେଖନ୍ତୁ. ଲେଆଉଟ୍ ଲାଗୁ ହେବାପରେ ସ୍ଲାଇଡ୍ କିପରି ଦେଖାଦେବ, ଏହା ଆପଣଙ୍କୁ ଆଇଡିଆ ଦେଇଥାଏ
 
|| ଲେଆଉଟ୍ ଥମ୍ୱନେଲ୍‌କୁ ଦେଖନ୍ତୁ. ଲେଆଉଟ୍ ଲାଗୁ ହେବାପରେ ସ୍ଲାଇଡ୍ କିପରି ଦେଖାଦେବ, ଏହା ଆପଣଙ୍କୁ ଆଇଡିଆ ଦେଇଥାଏ
 +
 
|-
 
|-
||7.16
+
||07:16
 
|| ଟାଇଟଲ୍ ସହ ଓ ଦୁଇଟି କଲମ୍ ଫର୍ମାଟ୍ ବିଶିଷ୍ଟ, ଏପରି ଲେଆଉଟ୍ ଯେଉଁଥିରେ ଆପଣ ଟେକ୍ସଟ୍‌କୁ ତିନୋଟି କଲମ୍‌ରେ ରଖିପାରିବେ ଓ ଏହିପରି ଲେଆଉଟ୍‌ମାନ ଅଛି
 
|| ଟାଇଟଲ୍ ସହ ଓ ଦୁଇଟି କଲମ୍ ଫର୍ମାଟ୍ ବିଶିଷ୍ଟ, ଏପରି ଲେଆଉଟ୍ ଯେଉଁଥିରେ ଆପଣ ଟେକ୍ସଟ୍‌କୁ ତିନୋଟି କଲମ୍‌ରେ ରଖିପାରିବେ ଓ ଏହିପରି ଲେଆଉଟ୍‌ମାନ ଅଛି
 +
 
|-
 
|-
||7.24
+
||07:24
 
|| ବ୍ଲାଙ୍କ୍ ଲେଆଉଟ୍ ମଧ୍ୟ ଅଛି. ଆପଣ ନିଜ ସ୍ଲାଇଡ୍‌ରେ ବ୍ଲାଙ୍କ୍ ଲେଆଉଟ୍ ଲାଗୁକରି ନିଜର ନିଜସ୍ୱ ଲେଆଉଟ୍ ତିଆରି କରିପାରିବେ
 
|| ବ୍ଲାଙ୍କ୍ ଲେଆଉଟ୍ ମଧ୍ୟ ଅଛି. ଆପଣ ନିଜ ସ୍ଲାଇଡ୍‌ରେ ବ୍ଲାଙ୍କ୍ ଲେଆଉଟ୍ ଲାଗୁକରି ନିଜର ନିଜସ୍ୱ ଲେଆଉଟ୍ ତିଆରି କରିପାରିବେ
 +
 
|-
 
|-
||07.32
+
||07:32
 
|| ଗୋଟିଏ ସ୍ଲାଇଡ୍‌ରେ ଏକ ଲେଆଉଟ୍ ଲାଗୁ କରନ୍ତୁ
 
|| ଗୋଟିଏ ସ୍ଲାଇଡ୍‌ରେ ଏକ ଲେଆଉଟ୍ ଲାଗୁ କରନ୍ତୁ
 +
 
|-
 
|-
||07.35
+
||07:35
 
|| Potential Alternatives ସ୍ଲାଇଡ୍ ସିଲେକ୍ଟ କରନ୍ତୁ ଓ ସମସ୍ତ ଟେକ୍ସଟ୍ ଡିଲିଟ୍ କରନ୍ତୁ
 
|| Potential Alternatives ସ୍ଲାଇଡ୍ ସିଲେକ୍ଟ କରନ୍ତୁ ଓ ସମସ୍ତ ଟେକ୍ସଟ୍ ଡିଲିଟ୍ କରନ୍ତୁ
 +
 
|-
 
|-
||07.43
+
||07:43
 
|| ଏବେ, ଡାହାଣପଟେ ଥିବା ଲେଆଉଟ୍ ପେନ୍‌ରୁ title 2 content over content ସିଲେକ୍ଟ କରନ୍ତୁ
 
|| ଏବେ, ଡାହାଣପଟେ ଥିବା ଲେଆଉଟ୍ ପେନ୍‌ରୁ title 2 content over content ସିଲେକ୍ଟ କରନ୍ତୁ
 +
 
|-
 
|-
||07.51
+
||07:51
 
|| ସ୍ଲାଇଡ୍‌ରେ ଏବେ ତିନୋଟି ଟେକ୍ସଟ୍ ବକ୍ସ ଓ ଗୋଟିଏ ଟାଇଟଲ୍ ଏରିଆ ଅଛି
 
|| ସ୍ଲାଇଡ୍‌ରେ ଏବେ ତିନୋଟି ଟେକ୍ସଟ୍ ବକ୍ସ ଓ ଗୋଟିଏ ଟାଇଟଲ୍ ଏରିଆ ଅଛି
 +
 
|-
 
|-
||07.56
+
||07:56
 
|| ଧ୍ୟାନଦିଅନ୍ତୁ ଯେ, ମାଷ୍ଟର୍ ପେଜ୍ ବ୍ୟବହାର କରି ଆମେ ଇନ୍ସର୍ଟ କରିଥିବା rectangle, ଏବେବି ଦେଖାଯାଉଛି
 
|| ଧ୍ୟାନଦିଅନ୍ତୁ ଯେ, ମାଷ୍ଟର୍ ପେଜ୍ ବ୍ୟବହାର କରି ଆମେ ଇନ୍ସର୍ଟ କରିଥିବା rectangle, ଏବେବି ଦେଖାଯାଉଛି
 +
 
|-
 
|-
||08.02
+
||08:02
 
|| ଏହି rectangleକୁ କେବଳ ମାଷ୍ଟର୍ ସ୍ଲାଇଡ୍ ବ୍ୟବହାର କରି ଏଡିଟ୍ କରିହେବ
 
|| ଏହି rectangleକୁ କେବଳ ମାଷ୍ଟର୍ ସ୍ଲାଇଡ୍ ବ୍ୟବହାର କରି ଏଡିଟ୍ କରିହେବ
 +
 
|-
 
|-
||08.07
+
||08:07
 
|| ମାଷ୍ଟର୍ ସ୍ଲାଇଡ୍ରେ ସେଟିଙ୍ଗ୍, ଯେକୌଣସି ଫର୍ମାଟିଙ୍ଗ୍ ପରିବର୍ତ୍ତନ କିମ୍ୱା ସ୍ଲାଇଡ୍ସରେ ଲାଗୁ ହେଉଥିବା ଲେଆଉଟ୍‌କୁ ଓଭର୍‌ରାଇଡ୍ କରିଥାଏ
 
|| ମାଷ୍ଟର୍ ସ୍ଲାଇଡ୍ରେ ସେଟିଙ୍ଗ୍, ଯେକୌଣସି ଫର୍ମାଟିଙ୍ଗ୍ ପରିବର୍ତ୍ତନ କିମ୍ୱା ସ୍ଲାଇଡ୍ସରେ ଲାଗୁ ହେଉଥିବା ଲେଆଉଟ୍‌କୁ ଓଭର୍‌ରାଇଡ୍ କରିଥାଏ
 +
 
|-
 
|-
||08.15   
+
||08:15   
 
|| ଏବେ, ଏହି ବକ୍ସଗୁଡ଼ିକରେ କଣ୍ଟେଣ୍ଟ ଏଣ୍ଟର୍ କରିବା
 
|| ଏବେ, ଏହି ବକ୍ସଗୁଡ଼ିକରେ କଣ୍ଟେଣ୍ଟ ଏଣ୍ଟର୍ କରିବା
 +
 
|-
 
|-
||08.19
+
||08:19
 
|| ପ୍ରଥମ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: '''Strategy 1 PRO: Low cost CON: slow action'''
 
|| ପ୍ରଥମ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: '''Strategy 1 PRO: Low cost CON: slow action'''
 +
 
|-
 
|-
||08.28
+
||08:28
 
|| ଦ୍ୱିତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: '''Strategy 2 CON: High cost PRO: Fast Action'''
 
|| ଦ୍ୱିତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: '''Strategy 2 CON: High cost PRO: Fast Action'''
 +
 
|-
 
|-
||08.40
+
||08:40
 
|| ତୃତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ:  '''Due to lack of funds, Strategy 1 is better.'''
 
|| ତୃତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ:  '''Due to lack of funds, Strategy 1 is better.'''
 +
 
|-
 
|-
||08.48  
+
||08:48  
 
|| ଆପଣ ଏହିପରି ଭାବେ, ନିଜ ପ୍ରେଜେଣ୍ଟେଶନ୍ ପାଇଁ ସବୁଠାରୁ ଉପଯୁକ୍ତ ଲେଆଉଟ୍ ପ୍ରକାରର ଚୟନ କରିପାରିବେ
 
|| ଆପଣ ଏହିପରି ଭାବେ, ନିଜ ପ୍ରେଜେଣ୍ଟେଶନ୍ ପାଇଁ ସବୁଠାରୁ ଉପଯୁକ୍ତ ଲେଆଉଟ୍ ପ୍ରକାରର ଚୟନ କରିପାରିବେ
 +
 
|-
 
|-
||08.54
+
||08:54
 
|| ଏହା, ଏହି ଟ୍ୟୁଟୋରିଆଲ୍‌ର ସମାପ୍ତି ଅଟେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିଲେ
 
|| ଏହା, ଏହି ଟ୍ୟୁଟୋରିଆଲ୍‌ର ସମାପ୍ତି ଅଟେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିଲେ
 +
 
|-
 
|-
||09.03
+
||09:03
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 +
 
|-
 
|-
||09.05  
+
||09:05  
 
|| ଏକ ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରନ୍ତୁ
 
|| ଏକ ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରନ୍ତୁ
 +
 
|-
 
|-
||09.08
+
||09:08
 
|| ଏକ ନୂଆ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
 
|| ଏକ ନୂଆ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
 +
 
|-
 
|-
||09.11
+
||09:11
 
|| କଣ୍ଟେଣ୍ଟ ୱାରୀ ଟାଇଟଲ୍ ପାଇଁ ଲେଆଉଟ୍ ପରିବର୍ତ୍ତନ କରନ୍ତୁ
 
|| କଣ୍ଟେଣ୍ଟ ୱାରୀ ଟାଇଟଲ୍ ପାଇଁ ଲେଆଉଟ୍ ପରିବର୍ତ୍ତନ କରନ୍ତୁ
 +
 
|-
 
|-
||09.15
+
||09:15
 
|| ଏକ ମାଷ୍ଟର୍ ସ୍ଲାଇଡ୍‌ରେ ଗୋଟିଏ ଲେଆଉଟ୍ ଲାଗୁ କରାଗଲେ କ’ଣ ହୁଏ, ଦେଖନ୍ତୁ
 
|| ଏକ ମାଷ୍ଟର୍ ସ୍ଲାଇଡ୍‌ରେ ଗୋଟିଏ ଲେଆଉଟ୍ ଲାଗୁ କରାଗଲେ କ’ଣ ହୁଏ, ଦେଖନ୍ତୁ
 +
 
|-
 
|-
||09.20
+
||09:20
 
|| ଗୋଟିଏ ନୂଆ ସ୍ଲାଇଡ୍ ଇନ୍ସର୍ଟ କରି ଏକ ବ୍ଲାଙ୍କ୍ ଲେଆଉଟ୍ ଆପ୍ଲାଏ କରନ୍ତୁ
 
|| ଗୋଟିଏ ନୂଆ ସ୍ଲାଇଡ୍ ଇନ୍ସର୍ଟ କରି ଏକ ବ୍ଲାଙ୍କ୍ ଲେଆଉଟ୍ ଆପ୍ଲାଏ କରନ୍ତୁ
 +
 
|-
 
|-
||09.25
+
||09:25
 
|| ଟେକ୍ସଟ୍ ବକ୍ସ ବ୍ୟବହାର କରି ସେଥିରେ କଲମ୍ ଆଡ୍ କରନ୍ତୁ
 
|| ଟେକ୍ସଟ୍ ବକ୍ସ ବ୍ୟବହାର କରି ସେଥିରେ କଲମ୍ ଆଡ୍ କରନ୍ତୁ
 +
 
|-
 
|-
||09.29
+
||09:29
 
|| ଏହି ଟେକ୍ସଟ୍ ବକ୍ସଗୁଡ଼ିକୁ ଫର୍ମାଟ୍ କରନ୍ତୁ
 
|| ଏହି ଟେକ୍ସଟ୍ ବକ୍ସଗୁଡ଼ିକୁ ଫର୍ମାଟ୍ କରନ୍ତୁ
 +
 
|-
 
|-
||09.32
+
||09:32
 
|| ଏହି ଟେକ୍ସଟ୍ ବକ୍ସଗୁଡ଼ିକରେ ଟେକ୍ସଟ୍ ଏଣ୍ଟର୍ କରନ୍ତୁ
 
|| ଏହି ଟେକ୍ସଟ୍ ବକ୍ସଗୁଡ଼ିକରେ ଟେକ୍ସଟ୍ ଏଣ୍ଟର୍ କରନ୍ତୁ
 +
 
|-
 
|-
||09.36
+
||09:36
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସାରାଂଶିତ କରେ
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସାରାଂଶିତ କରେ
 +
 
|-
 
|-
|| 09.42
+
|| 09:42
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 +
 
|-
 
|-
||09.47
+
||09:47
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
||09.56
+
||09:56
 
|| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorialorg)
 
|| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorialorg)
 +
 
|-
 
|-
||10.02
+
||10:02
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
||10.14
+
||10:14
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
||10.25
+
||10:25
 
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
||10.30
+
||10:30
 
||ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
||ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|-
 
|-
 
|}
 
|}

Latest revision as of 13:00, 10 April 2017

Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ ସ୍ଲାଇଡ୍ ମାଷ୍ଟର୍ ଓ ସ୍ଲାଇଡ୍ ଡିଜାଇନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିବା
00:15 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
00:24 ସ୍ଲାଇଡ୍ ସହିତ ସମସ୍ତ କଲର୍ ଓ ଇଫେକ୍ଟଗୁଡ଼ିକୁ ବ୍ୟାକ୍‌ଗ୍ରାଉଣ୍ଡ ଉଲ୍ଲେଖ କରିଥାଏ, ଯେଉଁଗୁଡ଼ିକ କଣ୍ଟେଣ୍ଟ ପଛରେ ଉପସ୍ଥିତ ଥାଆନ୍ତି
00:32 ଏକ ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଇମ୍ପ୍ରେସ୍‌ରେ ଅନେକ ବ୍ୟାକ୍‌ଗ୍ରାଉଣ୍ଡ ଅପ୍ସନ୍ସ ଅଛି
00:38 ଆପଣ ନିଜର କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ ମଧ୍ୟ କ୍ରିଏଟ୍ କରିପାରିବେ
00:42 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲି
00:48 ଆମର ପ୍ରେଜେଣ୍ଟେଶନ୍ ପାଇଁ ଏକ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
00:52 ଆମେ ଏହି ବ୍ୟାକ୍‌ଗ୍ରାଉଣ୍ଡକୁ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ କରିବା
00:57 ଏହି ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରିବା ପାଇଁ ଆମେ Slide Master ଅପ୍ସନ୍ ବ୍ୟବହାର କରିବା
01:02 Master ସ୍ଲାଇଡ୍‌ରେ ଯେକୌଣସି ପରିବର୍ତ୍ତନ କଲେ, ତାହା ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ
01:08 Main ମେନୁରୁ View କ୍ଲିକ୍ କରି Master ସିଲେକ୍ଟ କରନ୍ତୁ ଓ Slide Master ଉପରେ କ୍ଲିକ୍ କରନ୍ତୁ
01:15 Master Slide ଦେଖାଦେବ
01:17 ଧ୍ୟାନଦିଅନ୍ତୁ ଯେ, Master View ଟୁଲ୍‌ବାର୍ ମଧ୍ୟ ଦେଖାଯାଉଛି. ଏହାକୁ ଆପଣ Master Pages କ୍ରିଏଟ୍, ଡିଲିଟ୍ ଓ ରିନେମ୍ କରିବା ପାଇଁ ବ୍ୟବହାର କରିପାରିବେ
01:27 ଦୁଇଟି ସ୍ଲାଇଡ୍ସ ଏବେ ପ୍ରଦର୍ଶିତ ହେଲା
01:31 ଏହି ଦୁଇଟି ହେଉଛି Master Pages, ଯାହା ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ହୋଇଛି
01:37 Tasks ପେନ୍‌ରୁ, Master Pages ଉପରେ କ୍ଲିକ୍ କରନ୍ତୁ
01:41 Used in This Presentation ଫିଲ୍ଡ, ଏହି ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ମାଷ୍ଟର୍ ସ୍ଲାଇଡ୍ସ ପ୍ରଦର୍ଶିତ କରେ
01:48 Master slide ଏକ ଟେମ୍ପ୍ଲେଟ୍ ଭଳି
01:51 ଆପଣ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ଏଠାରେ ସେଟ୍ କରିପାରିବେ, ଯେଉଁଗୁଡ଼ିକ ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁହେବ
01:58 ପ୍ରଥମେ, Slides ପେନ୍ରୁ Slide 1 ସିଲେକ୍ଟ କରନ୍ତୁ
02:03 ଏହି ପ୍ରେଜେଣ୍ଟେଶନ୍‌ରେ ଧଳା ବ୍ୟାକ୍‌ଗ୍ରାଉଣ୍ଡ ଦିଅନ୍ତୁ
02:07 Main ମେନୁରୁ Format ଉପରେ କ୍ଲିକ୍ କରି Pageରେ କ୍ଲିକ୍ କରନ୍ତୁ
02:12 Page Setup ଡାୟଲଗ୍ ବକ୍ସ ଦେଖାଦେବ
02:15 Background ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
02:18 Fill ଡ୍ରପ୍ ଡାଇନ୍ ମେନୁରୁ Bitmap ଅପ୍ସନ୍ ସିଲେକ୍ଟ କରନ୍ତୁ
02:24 ଅପ୍ସନ୍ସଗୁଡ଼ିକର ତାଲିକାରୁ Blank ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
02:29 ଏବେ ସ୍ଲାଇଡ୍‍ ବ୍ୟାକ୍‌ଗ୍ରାଉଣ୍ଡ ଧଳା ହୋଇଗଲା
02:32 ଦେଖନ୍ତୁ, ବ୍ୟାକ୍‌ଗ୍ରାଉଣ୍ଡରେ ବିଦ୍ୟମାନ ଟେକ୍ସଟ୍ କଲର୍ ଭଲ ଭାବରେ ଦେଖାଯାଉନି
02:38 ବ୍ୟାକ୍‌ଗ୍ରାଉଣ୍ଡ ସାମ୍ନାରେ ଭଲ ଭାବରେ ଦୃଶ୍ୟମାନ କଲର୍‌କୁ ହିଁ ସର୍ବଦା ଚୟନ କରନ୍ତୁ
02:43 ଟେକ୍ସଟ୍ କଲର୍‌କୁ କଳାରେ ପରିବର୍ତ୍ତନ କରନ୍ତୁ. ଧଳା ବ୍ୟାକ୍‌ଗ୍ରାଉଣ୍ଡରେ ଏହା ଟେକ୍ସଟ୍‌କୁ ସ୍ପଷ୍ଟ ଦୃଶ୍ୟମାନ କରିବ
02:52 ପ୍ରଥମେ ଟେକ୍ସଟ୍ ସିଲେକ୍ଟ କରନ୍ତୁ
02:55 Main ମେନୁରୁ Format ଉପରେ କ୍ଲିକ୍ କରି Character ସିଲେକ୍ଟ କରନ୍ତୁ
02:59 Character ଡାୟଲଗ୍ ବକ୍ସ ଦେଖାଦେବ
03:02 Character ଡାୟଲଗ୍ ବକ୍ସରୁ Font Effects ଟ୍ୟାବ୍ରେ କ୍ଲିକ୍ କରନ୍ତୁ
03:08 Font Color ଡ୍ରପ୍-ଡାଉନ୍‌ରୁ, Black ସିଲେକ୍ଟ କରନ୍ତୁ
03:12 OK କ୍ଲିକ୍ କରନ୍ତୁ
03:15 ଟେକ୍ସଟ୍ ଏବେ କଳା ରଙ୍ଗର ହୋଇଗଲା
03:18 ଏବେ, ସ୍ଲାଇଡ୍‌ରେ ଏକ କଲର୍ ଆପ୍ଲାଏ କରନ୍ତୁ
03:21 କଣ୍ଟେକ୍ସଟ୍ ମେନୁ ପାଇଁ ସ୍ଲାଇଡ୍‌ରେ ରାଇଟ୍-କ୍ଲିକ୍ କରନ୍ତୁ ଓ SlidePage Setupରେ କ୍ଲିକ୍ କରନ୍ତୁ
03:27 File ଡ୍ରପ୍ ଡାଉନ୍ ମେନୁରୁ, କଲର୍ ଅପ୍ସନ୍ ସିଲେକ୍ଟ କରନ୍ତୁ. Blue8 ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
03:36 ଧ୍ୟାନଦିଅନ୍ତୁ ଯେ, ଆମେ ସିଲେକ୍ଟ କରିଥିବା ଲାଇଟ୍ ବ୍ଲୁ କଲର୍ ସ୍ଲାଇଡ୍‌ରେ ଲାଗୁ ହେଲା
03:42 ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି ଆସାଇନ୍‌ମେଣ୍ଟ କରନ୍ତୁ. ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରି ବ୍ୟାକ୍‌ଗ୍ରାଉଣ୍ଡ ଭାବରେ ନାଲୀ ରଙ୍ଗ ଦିଅନ୍ତୁ
03:52 ଏହି ପ୍ରେଜେଣ୍ଟେଶନ୍‌ରେ ଅନ୍ୟ ଡିଜାଇନ୍ ଏଲେମେଣ୍ଟସ୍ କିପରି ଲାଗୁ କରାଯାଏ, ଏବେ ଶିଖିବା
03:57 ଉଦାହରଣସ୍ୱରୂପ, ଆପଣ ନିଜ ପ୍ରେଜେଣ୍ଟେଶନ୍‌ରେ ଏକ ଲୋଗୋ ଆଡ୍ କରିପାରିବେ
04:01 ଆପଣଙ୍କ ସ୍କ୍ରୀନ୍‌ର ତଳେ ଥିବା Basic Shapes ଟୁଲ୍‌ବାର୍‌କୁ ଦେଖନ୍ତୁ
04:06 ଆପଣ ଏହାକୁ, circles, squares, rectangles, triangles ଓ ovals ପରି ବିଭିନ୍ନ ବେସିକ୍ ଶେପ୍ସ ଡ୍ର କରିବାକୁ ବ୍ୟବହାର କରିପାରିବେ
04:16 ଚାଲନ୍ତୁ, ସ୍ଲାଇଡ୍‌ର ଟାଇଟଲ୍ ଏରିଆରେ ଏକ rectangle ଡ୍ର କରିବା
04:21 Basic Shapes ଟୁଲ୍‌ବାର୍‌ରୁ Rectangle ଉପରେ କ୍ଲିକ୍ କରନ୍ତୁ
04:25 ଏବେ କର୍ସର୍‌କୁ ସ୍ଲାଇଡ୍‌ର ଉପର ବାମପଟ କୋଣ, ଟାଇଟଲ୍ ଏରିଆକୁ ନେଇଯାଆନ୍ତୁ
04:31 capital I ସହିତ ଏକ plus sign ଆପଣ ଦେଖିବାକୁ ପାଇବେ
04:36 ବାମ ମାଉସ୍ ବଟନ୍‌କୁ ଚାପି ଧରନ୍ତୁ ଓ ଏକ ଛୋଟ rectangle ଆଙ୍କନ୍ତୁ
04:41 ଏବେ, ମାଉସ୍ ବଟନ୍‌କୁ ଛାଡ଼ିଦିଅନ୍ତୁ
04:44 ଆପଣ ଏକ rectangle ଆଙ୍କିଦେଲେ!
04:47 rectangleରେ ଥିବା ଆଠୋଟି ହ୍ୟାଣ୍ଡେଲ୍ସକୁ ଦେଖନ୍ତୁ
04:50 ହ୍ୟାଣ୍ଡେଲ୍ସ ବା କଣ୍ଟ୍ରୋଲ୍ ପଏଣ୍ଟସ୍ ହେଉଛି ଛୋଟ blue squares, ଯାହା ଚୟନିତ ଅବ୍‌ଜେକ୍ଟର ସାଇଡ୍‌ଗୁଡ଼ିକରେ ଦେଖାଦେଉଛି
04:58 Rectangleର ସାଇଜ୍ ଆଡ୍‌ଜଷ୍ଟ କରିବା ପାଇଁ ଆମେ ଏହି କଣ୍ଟ୍ରୋଲ୍ ପଏଣ୍ଟଗୁଡ଼ିକୁ ବ୍ୟବହାର କରିପାରିବା
05:03 ଆପଣ କଣ୍ଟ୍ରୋଲ୍ ପଏଣ୍ଟ ଉପରେ କର୍ସର୍ ଚଲାଇଲେ, କର୍ସର୍ ଏକ double-sided arrowରେ ପରିବର୍ତ୍ତିତ ହୋଇଯିବ
05:10 ଏହା ଦିଗଗୁଡ଼ିକୁ ସୂଚିତ କରେ, ଯେଉଁ ଦିଗରେ ବେସିକ୍ ଶେପ୍ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ପଏଣ୍ଟକୁ ଘୂଞ୍ଚାଯାଇପାରିବ
05:17 ଏହି rectangleକୁ ବଡ଼ କରନ୍ତୁ, ଯେଉଁଥିରୁ ଏହା ଟାଇଟଲ୍ ଏରିଆକୁ ସମ୍ପୂର୍ଣ୍ଣ ଭାବେ କଭର୍ କରିବ
05:25 ଆମେ ଏହି ଶେପ୍‌ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିପାରିବା!
05:28 କଣ୍ଟେକ୍ସଟ୍ ମେନୁ ଦେଖିବା ପାଇଁ rectangle ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:32 ଏଠାରେ rectangle ପରିବର୍ତ୍ତନ କରିବା ପାଇଁ ଆପଣ ବିଭିନ୍ନ ଅପ୍ସନ୍ସ ଚୟନ କରିପାରିବେ
05:37 Area ଉପରେ କ୍ଲିକ୍ କରନ୍ତୁ. Area ଡାୟଲଗ୍ ବକ୍ସ ଦେଖାଦେବ
05:43 Fill ଫିଲ୍ଡରେ, ଡ୍ରପ୍ ଡାଉନ୍ ମେନୁରୁ Color ଚୟନ କରନ୍ତୁ
05:48 Magenta 4 ଚୟନ କରି OKରେ କ୍ଲିକ୍ କରନ୍ତୁ
05:52 Rectangle ରଙ୍ଗ ପରିବର୍ତ୍ତିତ ହୋଇଗଲା
05:56 Rectangleଟି ଏବେ ଟେକ୍ସଟ୍‌କୁ କଭର୍ କରିଦେଲା
05:59 ଟେକ୍ସଟ୍ ଦେଖାଯିବା ପାଇଁ ପ୍ରଥମେ rectangleକୁ ସିଲେକ୍ଟ କରନ୍ତୁ
06:03 ଏବେ, କଣ୍ଟେକ୍ସଟ୍ ମେନୁ ଖୋଲିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
06:07 Arrange ପରେ Send to back କ୍ଲିକ୍ କରନ୍ତୁ
06:11 ଟେକ୍ସଟ୍ ପୁଣିଥରେ ଦେଖାଗଲା!
06:15 ଏଠାରେ rectangleଟି ଟେକ୍ସଟ୍ ପଛକୁ ଚାଲିଗଲା
06:18 Tasks ପେନ୍‌ରେ preview of the Master Page ଉପରେ କ୍ଲିକ୍ କରନ୍ତୁ
06:23 ରାଇଟ୍ କ୍ଲିକ୍ କରି Apply to All Slides ସିଲେକ୍ଟ କରନ୍ତୁ
06:27 Close Master View ବଟନ୍‌ରେ କ୍ଲିକ୍ କରି Master View ବନ୍ଦ କରନ୍ତୁ
06:32 ମାଷ୍ଟର୍‌ରେ ହୋଇଥିବା ଫର୍ମାଟିଙ୍ଗ୍ ପରିବର୍ତ୍ତନ, ଏବେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଗଲା
06:39 ଧ୍ୟାନଦିଅନ୍ତୁ ଯେ, rectangle ମଧ୍ୟ ସମସ୍ତ ପେଜ୍‌ଗୁଡ଼ିକରେ ଦେଖାଯାଉଛି
06:45 ଏବେ, ସ୍ଲାଇଡ୍‌ର ଲେଆଉଟ୍ ଚେଞ୍ଜ୍ ବିଷୟରେ ଶିଖିବା
06:49 ଲେଆଉଟ୍ କ’ଣ? ଲେଆଉଟ୍ସ ହେଉଛି ପ୍ଲେସ୍ ହୋଲ୍ଡର୍ସ ସହିତ କଣ୍ଟେଣ୍ଟର ପୋଜିଶନ୍ ପାଇଁ ପୂର୍ବରୁ ଫର୍ମାଟ୍ ହୋଇଥିବା ସ୍ଲାଇଡ୍
06:58 ସ୍ଲାଇଡ୍ ଲେଆଉଟ୍ ଦେଖିବା ପାଇଁ, ଡାହାଣ ପେନେଲ୍‌ରୁ Layouts କ୍ଲିକ୍ କରନ୍ତୁ
07:04 Impressରେ ଉପଲବ୍ଧ ଲେଆଉଟ୍ସ ପ୍ରଦର୍ଶିତ ହେଲା
07:07 ଲେଆଉଟ୍ ଥମ୍ୱନେଲ୍‌କୁ ଦେଖନ୍ତୁ. ଲେଆଉଟ୍ ଲାଗୁ ହେବାପରେ ସ୍ଲାଇଡ୍ କିପରି ଦେଖାଦେବ, ଏହା ଆପଣଙ୍କୁ ଆଇଡିଆ ଦେଇଥାଏ
07:16 ଟାଇଟଲ୍ ସହ ଓ ଦୁଇଟି କଲମ୍ ଫର୍ମାଟ୍ ବିଶିଷ୍ଟ, ଏପରି ଲେଆଉଟ୍ ଯେଉଁଥିରେ ଆପଣ ଟେକ୍ସଟ୍‌କୁ ତିନୋଟି କଲମ୍‌ରେ ରଖିପାରିବେ ଓ ଏହିପରି ଲେଆଉଟ୍‌ମାନ ଅଛି
07:24 ବ୍ଲାଙ୍କ୍ ଲେଆଉଟ୍ ମଧ୍ୟ ଅଛି. ଆପଣ ନିଜ ସ୍ଲାଇଡ୍‌ରେ ବ୍ଲାଙ୍କ୍ ଲେଆଉଟ୍ ଲାଗୁକରି ନିଜର ନିଜସ୍ୱ ଲେଆଉଟ୍ ତିଆରି କରିପାରିବେ
07:32 ଗୋଟିଏ ସ୍ଲାଇଡ୍‌ରେ ଏକ ଲେଆଉଟ୍ ଲାଗୁ କରନ୍ତୁ
07:35 Potential Alternatives ସ୍ଲାଇଡ୍ ସିଲେକ୍ଟ କରନ୍ତୁ ଓ ସମସ୍ତ ଟେକ୍ସଟ୍ ଡିଲିଟ୍ କରନ୍ତୁ
07:43 ଏବେ, ଡାହାଣପଟେ ଥିବା ଲେଆଉଟ୍ ପେନ୍‌ରୁ title 2 content over content ସିଲେକ୍ଟ କରନ୍ତୁ
07:51 ସ୍ଲାଇଡ୍‌ରେ ଏବେ ତିନୋଟି ଟେକ୍ସଟ୍ ବକ୍ସ ଓ ଗୋଟିଏ ଟାଇଟଲ୍ ଏରିଆ ଅଛି
07:56 ଧ୍ୟାନଦିଅନ୍ତୁ ଯେ, ମାଷ୍ଟର୍ ପେଜ୍ ବ୍ୟବହାର କରି ଆମେ ଇନ୍ସର୍ଟ କରିଥିବା rectangle, ଏବେବି ଦେଖାଯାଉଛି
08:02 ଏହି rectangleକୁ କେବଳ ମାଷ୍ଟର୍ ସ୍ଲାଇଡ୍ ବ୍ୟବହାର କରି ଏଡିଟ୍ କରିହେବ
08:07 ମାଷ୍ଟର୍ ସ୍ଲାଇଡ୍ରେ ସେଟିଙ୍ଗ୍, ଯେକୌଣସି ଫର୍ମାଟିଙ୍ଗ୍ ପରିବର୍ତ୍ତନ କିମ୍ୱା ସ୍ଲାଇଡ୍ସରେ ଲାଗୁ ହେଉଥିବା ଲେଆଉଟ୍‌କୁ ଓଭର୍‌ରାଇଡ୍ କରିଥାଏ
08:15 ଏବେ, ଏହି ବକ୍ସଗୁଡ଼ିକରେ କଣ୍ଟେଣ୍ଟ ଏଣ୍ଟର୍ କରିବା
08:19 ପ୍ରଥମ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Strategy 1 PRO: Low cost CON: slow action
08:28 ଦ୍ୱିତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Strategy 2 CON: High cost PRO: Fast Action
08:40 ତୃତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Due to lack of funds, Strategy 1 is better.
08:48 ଆପଣ ଏହିପରି ଭାବେ, ନିଜ ପ୍ରେଜେଣ୍ଟେଶନ୍ ପାଇଁ ସବୁଠାରୁ ଉପଯୁକ୍ତ ଲେଆଉଟ୍ ପ୍ରକାରର ଚୟନ କରିପାରିବେ
08:54 ଏହା, ଏହି ଟ୍ୟୁଟୋରିଆଲ୍‌ର ସମାପ୍ତି ଅଟେ. ଏହି ଟ୍ୟୁଟୋରିଆଲ୍‌ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିଲେ
09:03 ଏକ ଆସାଇନ୍‌ମେଣ୍ଟ ଭାବେ
09:05 ଏକ ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରନ୍ତୁ
09:08 ଏକ ନୂଆ ବ୍ୟାକ୍‌ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ
09:11 କଣ୍ଟେଣ୍ଟ ୱାରୀ ଟାଇଟଲ୍ ପାଇଁ ଲେଆଉଟ୍ ପରିବର୍ତ୍ତନ କରନ୍ତୁ
09:15 ଏକ ମାଷ୍ଟର୍ ସ୍ଲାଇଡ୍‌ରେ ଗୋଟିଏ ଲେଆଉଟ୍ ଲାଗୁ କରାଗଲେ କ’ଣ ହୁଏ, ଦେଖନ୍ତୁ
09:20 ଗୋଟିଏ ନୂଆ ସ୍ଲାଇଡ୍ ଇନ୍ସର୍ଟ କରି ଏକ ବ୍ଲାଙ୍କ୍ ଲେଆଉଟ୍ ଆପ୍ଲାଏ କରନ୍ତୁ
09:25 ଟେକ୍ସଟ୍ ବକ୍ସ ବ୍ୟବହାର କରି ସେଥିରେ କଲମ୍ ଆଡ୍ କରନ୍ତୁ
09:29 ଏହି ଟେକ୍ସଟ୍ ବକ୍ସଗୁଡ଼ିକୁ ଫର୍ମାଟ୍ କରନ୍ତୁ
09:32 ଏହି ଟେକ୍ସଟ୍ ବକ୍ସଗୁଡ଼ିକରେ ଟେକ୍ସଟ୍ ଏଣ୍ଟର୍ କରନ୍ତୁ
09:36 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସାରାଂଶିତ କରେ
09:42 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
09:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:56 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorialorg)
10:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:14 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:30 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep