Difference between revisions of "LibreOffice-Suite-Draw/C2/Introduction/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || '''Time''' || '''Narration''' |- ||00:01 || ଲିବର୍ ଅଫିସ ଡ୍ର’ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋ...")
 
 
Line 6: Line 6:
 
||00:01
 
||00:01
 
|| ଲିବର୍ ଅଫିସ ଡ୍ର’ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 
|| ଲିବର୍ ଅଫିସ ଡ୍ର’ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 +
 
|-
 
|-
 
||00:06  
 
||00:06  
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଲିବର୍ ଅଫିସ୍ ଡ୍ର’, ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍  
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଲିବର୍ ଅଫିସ୍ ଡ୍ର’, ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍  
 +
 
|-
 
|-
 
||00:13   
 
||00:13   
 
|| ଓ କଣ୍ଟେକ୍ସଟ୍‍ ମେନୁ ବିଷୟରେ ଶିଖିବା
 
|| ଓ କଣ୍ଟେକ୍ସଟ୍‍ ମେନୁ ବିଷୟରେ ଶିଖିବା
 +
 
|-
 
|-
 
||00:15
 
||00:15
 
|| ଆମେ ଏକ ଡ୍ର’ ଫାଇଲ୍‌ କ୍ରିଏଟ୍‍ କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା, ଟୁଲ୍‍ବାର୍‍ ଏନାବଲ୍‍, ଡ୍ର’ ପେଜ୍ ସେଟ୍‌ଅପ୍ କରିବା
 
|| ଆମେ ଏକ ଡ୍ର’ ଫାଇଲ୍‌ କ୍ରିଏଟ୍‍ କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା, ଟୁଲ୍‍ବାର୍‍ ଏନାବଲ୍‍, ଡ୍ର’ ପେଜ୍ ସେଟ୍‌ଅପ୍ କରିବା
 +
 
|-
 
|-
 
||00:25  
 
||00:25  
 
|| ଓ ବେସିକ୍‍ ଶେପ୍ସ ଇନ୍‌ସର୍ଟ କରିବା ମଧ୍ୟ ଶିଖିବା
 
|| ଓ ବେସିକ୍‍ ଶେପ୍ସ ଇନ୍‌ସର୍ଟ କରିବା ମଧ୍ୟ ଶିଖିବା
 +
 
|-
 
|-
 
||00:28
 
||00:28
 
|| ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନ୍‌ଷ୍ଟଲ୍ କରିନାହାନ୍ତି, ତେବେ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଡ୍ର’ ଇନ୍‌ଷ୍ଟଲ୍ କରାଯାଇପାରିବ
 
|| ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନ୍‌ଷ୍ଟଲ୍ କରିନାହାନ୍ତି, ତେବେ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଡ୍ର’ ଇନ୍‌ଷ୍ଟଲ୍ କରାଯାଇପାରିବ
 +
 
|-
 
|-
 
||00:35  
 
||00:35  
 
|| ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବ୍‌ସାଇଟ୍‌ରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ  
 
|| ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବ୍‌ସାଇଟ୍‌ରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ  
 +
 
|-
 
|-
 
||00:43
 
||00:43
 
|| ଓ ଏହି ୱେବ୍‌ସାଇଟ୍‌ର ନିର୍ଦ୍ଦେଶକୁ ପାଳନ କରି ଲିବର୍ ଅଫିସ୍ ସୁଟ୍ ଡାଉନ୍‌ଲୋଡ୍ କରନ୍ତୁ
 
|| ଓ ଏହି ୱେବ୍‌ସାଇଟ୍‌ର ନିର୍ଦ୍ଦେଶକୁ ପାଳନ କରି ଲିବର୍ ଅଫିସ୍ ସୁଟ୍ ଡାଉନ୍‌ଲୋଡ୍ କରନ୍ତୁ
 +
 
|-
 
|-
 
||00:48
 
||00:48
 
|| ଲିବର୍ ଅଫିସ୍ ସୁଟ୍‌ର ପ୍ରଥମ ଟ୍ୟୁଟୋରିଆଲ୍‌ରେ ସବିଶେଷ ନିର୍ଦ୍ଦେଶମାନ ଉପଲବ୍ଧ ଅଛି
 
|| ଲିବର୍ ଅଫିସ୍ ସୁଟ୍‌ର ପ୍ରଥମ ଟ୍ୟୁଟୋରିଆଲ୍‌ରେ ସବିଶେଷ ନିର୍ଦ୍ଦେଶମାନ ଉପଲବ୍ଧ ଅଛି
 +
 
|-
 
|-
 
||00:54
 
||00:54
 
|| ମନେରଖନ୍ତୁ, 'Draw' ଇନ୍‌ଷ୍ଟଲ୍ କରିବା ସମୟରେ 'Complete' ଅପ୍ସନ୍‍ ବ୍ୟବହାର କରନ୍ତୁ
 
|| ମନେରଖନ୍ତୁ, 'Draw' ଇନ୍‌ଷ୍ଟଲ୍ କରିବା ସମୟରେ 'Complete' ଅପ୍ସନ୍‍ ବ୍ୟବହାର କରନ୍ତୁ
 +
 
|-
 
|-
 
||00:59
 
||00:59
 
|| ଲିବର୍ ଅଫିସ୍ ଡ୍ର’ ହେଉଛି ଏକ ଭେକ୍ଟର୍-ଆଧାରିତ ଗ୍ରାଫିକ୍ସ ସଫ୍ଟୱେର୍
 
|| ଲିବର୍ ଅଫିସ୍ ଡ୍ର’ ହେଉଛି ଏକ ଭେକ୍ଟର୍-ଆଧାରିତ ଗ୍ରାଫିକ୍ସ ସଫ୍ଟୱେର୍
 +
 
|-
 
|-
 
||01:03
 
||01:03
 
|| ଏହା ଆପଣଙ୍କୁ ଭେକ୍ଟର୍ ଗ୍ରାଫିକ୍ସର ବିଶାଳ ବର୍ଗ ତିଆରି କରିବା ପାଇଁ ଅନୁମତି ଦିଏ
 
|| ଏହା ଆପଣଙ୍କୁ ଭେକ୍ଟର୍ ଗ୍ରାଫିକ୍ସର ବିଶାଳ ବର୍ଗ ତିଆରି କରିବା ପାଇଁ ଅନୁମତି ଦିଏ
 +
 
|-
 
|-
 
||01:08
 
||01:08
 
|| ଗ୍ରାଫିକ୍ସର ଦୁଇଟି ମୁଖ୍ୟ ପ୍ରକାର ହେଉଛି: ଭେକ୍ଟର-ବେସ୍ଡ ଗ୍ରାଫିକ୍ସ ଓ ବିଟ୍‌ମ୍ୟାପ୍ସ
 
|| ଗ୍ରାଫିକ୍ସର ଦୁଇଟି ମୁଖ୍ୟ ପ୍ରକାର ହେଉଛି: ଭେକ୍ଟର-ବେସ୍ଡ ଗ୍ରାଫିକ୍ସ ଓ ବିଟ୍‌ମ୍ୟାପ୍ସ
 +
 
|-
 
|-
 
||01:13
 
||01:13
 
|| ଲିବର୍ ଅଫିସ୍ ଡ୍ର’ ବ୍ୟବହାର କରାଯାଇ ଭେକ୍ଟର ଗ୍ରାଫିକ୍ସ କ୍ରିଏଟ୍‍ ଓ ଏଡିଟ୍ କରାଯାଏ
 
|| ଲିବର୍ ଅଫିସ୍ ଡ୍ର’ ବ୍ୟବହାର କରାଯାଇ ଭେକ୍ଟର ଗ୍ରାଫିକ୍ସ କ୍ରିଏଟ୍‍ ଓ ଏଡିଟ୍ କରାଯାଏ
 +
 
|-
 
|-
 
||01:18
 
||01:18
 
||ଅନ୍ୟଟି ହେଉଛି ବିଟ୍‌ମ୍ୟାପ୍ ବା ରାଷ୍ଟର ଇମେଜ୍
 
||ଅନ୍ୟଟି ହେଉଛି ବିଟ୍‌ମ୍ୟାପ୍ ବା ରାଷ୍ଟର ଇମେଜ୍
 +
 
|-
 
|-
 
||01:21
 
||01:21
 
|| ଲୋକପ୍ରିୟ ବିଟ୍‌ମ୍ୟାପ୍‍ ଫର୍ମାଟ୍‌ଗୁଡ଼ିକ ହେଉଛି BMP, JPG, JPEG ଓ PNG
 
|| ଲୋକପ୍ରିୟ ବିଟ୍‌ମ୍ୟାପ୍‍ ଫର୍ମାଟ୍‌ଗୁଡ଼ିକ ହେଉଛି BMP, JPG, JPEG ଓ PNG
 +
 
|-
 
|-
 
||01:30
 
||01:30
 
|| ଚାଲନ୍ତୁ, ଇମେଜ୍ ଫର୍ମାଟ୍‌ଗୁଡ଼ିକ ତୁଳନା କରି ଦୁଇ ପ୍ରକାର ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବା
 
|| ଚାଲନ୍ତୁ, ଇମେଜ୍ ଫର୍ମାଟ୍‌ଗୁଡ଼ିକ ତୁଳନା କରି ଦୁଇ ପ୍ରକାର ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବା
 +
 
|-
 
|-
 
||01:35
 
||01:35
 
|| ବାମରେ ଥିବା ଛବିଟି ହେଉଛି ଏକ ଭେକ୍ଟର୍ ଗ୍ରାଫିକ୍‍
 
|| ବାମରେ ଥିବା ଛବିଟି ହେଉଛି ଏକ ଭେକ୍ଟର୍ ଗ୍ରାଫିକ୍‍
 +
 
|-
 
|-
 
||01:38
 
||01:38
 
|| ଡାହାଣଟି ହେଉଛି ବିଟ୍‌ମ୍ୟାପ୍
 
|| ଡାହାଣଟି ହେଉଛି ବିଟ୍‌ମ୍ୟାପ୍
 +
 
|-
 
|-
 
||01:41
 
||01:41
 
|| ଛବିଗୁଡ଼ିକୁ ବଡ଼ କଲେ କ’ଣ ଘଟୁଛି, ଧ୍ୟାନଦିଅନ୍ତୁ
 
|| ଛବିଗୁଡ଼ିକୁ ବଡ଼ କଲେ କ’ଣ ଘଟୁଛି, ଧ୍ୟାନଦିଅନ୍ତୁ
 +
 
|-
 
|-
 
||01:45
 
||01:45
 
|| ଭେକ୍ଟର୍ ଗ୍ରାଫିକ୍ ପରିଷ୍କାର ଦେଖାଯାଉଥିବାବେଳେ ବିଟ୍‌ମ୍ୟାପ୍ ଇମେଜ୍‌ଟି ଅସ୍ପଷ୍ଟ ଦିଶୁଛି
 
|| ଭେକ୍ଟର୍ ଗ୍ରାଫିକ୍ ପରିଷ୍କାର ଦେଖାଯାଉଥିବାବେଳେ ବିଟ୍‌ମ୍ୟାପ୍ ଇମେଜ୍‌ଟି ଅସ୍ପଷ୍ଟ ଦିଶୁଛି
 +
 
|-
 
|-
 
||01:51
 
||01:51
 
|| ଭେକ୍ଟର୍-ବେସ୍ଡ ଗ୍ରାଫିକ୍ସ ସଫ୍ଟୱେର୍, ଗାଣିତିକ ସୂତ୍ର ଭଳି ଲାଇନ୍ସ ଓ କର୍ଭ୍ସ ବ୍ୟବହାର କରି ଇମେଜ୍‌ଗୁଡ଼ିକୁ ଷ୍ଟୋର୍ କରେ
 
|| ଭେକ୍ଟର୍-ବେସ୍ଡ ଗ୍ରାଫିକ୍ସ ସଫ୍ଟୱେର୍, ଗାଣିତିକ ସୂତ୍ର ଭଳି ଲାଇନ୍ସ ଓ କର୍ଭ୍ସ ବ୍ୟବହାର କରି ଇମେଜ୍‌ଗୁଡ଼ିକୁ ଷ୍ଟୋର୍ କରେ
 +
 
|-
 
|-
 
||01:58
 
||01:58
 
|| ସେଥିପାଇଁ, ଯେତେବେଳେ ଇମେଜ୍‌ଗୁଡ଼ିକୁ ରିସାଇଜ୍ କରାଯାଏ, ଛବିର ମାନ ଅପରିବର୍ତ୍ତିତ ରୁହେ
 
|| ସେଥିପାଇଁ, ଯେତେବେଳେ ଇମେଜ୍‌ଗୁଡ଼ିକୁ ରିସାଇଜ୍ କରାଯାଏ, ଛବିର ମାନ ଅପରିବର୍ତ୍ତିତ ରୁହେ
 +
 
|-
 
|-
 
||02:04
 
||02:04
 
|| ବିଟ୍‌ମ୍ୟାପ୍, ଏକ ଗ୍ରିଡ୍ ବା ସ୍କୋୟାର୍‌ରେ ପିକ୍ସେଲ୍ ବା ଛୋଟ କଲର୍ ଡଟ୍‌ଗୁଡ଼ିକର ଏକ ଶୃଙ୍ଖଳା ବ୍ୟବହାର କରେ
 
|| ବିଟ୍‌ମ୍ୟାପ୍, ଏକ ଗ୍ରିଡ୍ ବା ସ୍କୋୟାର୍‌ରେ ପିକ୍ସେଲ୍ ବା ଛୋଟ କଲର୍ ଡଟ୍‌ଗୁଡ଼ିକର ଏକ ଶୃଙ୍ଖଳା ବ୍ୟବହାର କରେ
 +
 
|-
 
|-
 
||02:11
 
||02:11
 
|| ଛବିଟିକୁ ବଡ଼ କଲେ ଆପଣ ଛୋଟ ସ୍କୋୟାର୍‌ଗୁଡ଼ିକୁ ଦେଖିପାରୁଛନ୍ତି କି?
 
|| ଛବିଟିକୁ ବଡ଼ କଲେ ଆପଣ ଛୋଟ ସ୍କୋୟାର୍‌ଗୁଡ଼ିକୁ ଦେଖିପାରୁଛନ୍ତି କି?
 +
 
|-
 
|-
 
||02:15
 
||02:15
 
|| ଏଗୁଡ଼ିକ ହେଉଛି grids
 
|| ଏଗୁଡ଼ିକ ହେଉଛି grids
 +
 
|-
 
|-
 
||02:17
 
||02:17
 
|| ଛୋଟ ଡଟ୍‌ଗୁଡ଼ିକ, ପ୍ରତ୍ୟେକ ଗ୍ରିଡ୍‌ରେ କଲର୍ ତିଆରି କରେ
 
|| ଛୋଟ ଡଟ୍‌ଗୁଡ଼ିକ, ପ୍ରତ୍ୟେକ ଗ୍ରିଡ୍‌ରେ କଲର୍ ତିଆରି କରେ
 +
 
|-
 
|-
 
||02:20
 
||02:20
 
|| ଆପଣ ଆଉ ଗୋଟିଏ ପାର୍ଥକ୍ୟ ନଜର କରିଥିବେ- ବିଟ୍‌ମ୍ୟାପ୍‌ଗୁଡ଼ିକ ଆୟତାକାର ଅଟନ୍ତି
 
|| ଆପଣ ଆଉ ଗୋଟିଏ ପାର୍ଥକ୍ୟ ନଜର କରିଥିବେ- ବିଟ୍‌ମ୍ୟାପ୍‌ଗୁଡ଼ିକ ଆୟତାକାର ଅଟନ୍ତି
 +
 
|-
 
|-
 
||02:26
 
||02:26
 
|| ଅବଶ୍ୟ ଭେକ୍ଟର ଗ୍ରାଫିକ୍ସ, ଯେକୌଣସି ଆକାରର ହୋଇପାରେ
 
|| ଅବଶ୍ୟ ଭେକ୍ଟର ଗ୍ରାଫିକ୍ସ, ଯେକୌଣସି ଆକାରର ହୋଇପାରେ
 +
 
|-
 
|-
 
||02:30
 
||02:30
 
|| ଏବେ ଆମେ ଭେକ୍ଟର୍ ଗ୍ରାଫିକ୍ସ ବିଷୟରେ ଜାଣିଲେ, ଡ୍ର’ ବ୍ୟବହାର କରି ସେଗୁଡ଼ିକ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
 
|| ଏବେ ଆମେ ଭେକ୍ଟର୍ ଗ୍ରାଫିକ୍ସ ବିଷୟରେ ଜାଣିଲେ, ଡ୍ର’ ବ୍ୟବହାର କରି ସେଗୁଡ଼ିକ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
 +
 
|-
 
|-
 
||02:36
 
||02:36
 
|| ଏଠାରେ ଆମେ ଅପରେଟିଂ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ
 
|| ଏଠାରେ ଆମେ ଅପରେଟିଂ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ
 +
 
|-
 
|-
 
||02:46  
 
||02:46  
 
|| ଏକ ନୂଆ ଡ୍ର’ ଫାଇଲ୍ ଖୋଲିବା ପାଇଁ ସ୍କ୍ରିନ୍‌ର ଉପର ବାମ କୋଣରେ ଥିବା ଆପ୍ଲିକେଶନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 
|| ଏକ ନୂଆ ଡ୍ର’ ଫାଇଲ୍ ଖୋଲିବା ପାଇଁ ସ୍କ୍ରିନ୍‌ର ଉପର ବାମ କୋଣରେ ଥିବା ଆପ୍ଲିକେଶନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||02:54
 
||02:54
 
|| ଓ ଏହାପରେ ଅଫିସ୍ ଓ ଲିବର୍ ଅଫିସ୍ କ୍ଲିକ୍ କରନ୍ତୁ
 
|| ଓ ଏହାପରେ ଅଫିସ୍ ଓ ଲିବର୍ ଅଫିସ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||02:59
 
||02:59
 
|| ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଟ୍ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
 
|| ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଟ୍ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
 +
 
|-
 
|-
 
||03:03
 
||03:03
 
|| Drawing ଉପରେ କ୍ଲିକ୍ କରନ୍ତୁ
 
|| Drawing ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||03:05
 
||03:05
 
|| ଏହା ଏକ ଖାଲି ଡ୍ର’ ଫାଇଲ୍ ଖୋଲିବ
 
|| ଏହା ଏକ ଖାଲି ଡ୍ର’ ଫାଇଲ୍ ଖୋଲିବ
 +
 
|-
 
|-
 
||03:09
 
||03:09
 
|| ଡ୍ର’ ଫାଇଲ୍‌ର ନାଁ ଦେଇ ସେଭ୍ କରନ୍ତୁ
 
|| ଡ୍ର’ ଫାଇଲ୍‌ର ନାଁ ଦେଇ ସେଭ୍ କରନ୍ତୁ
 +
 
|-
 
|-
 
||03:12
 
||03:12
 
|| ମେନ୍ ମେନୁରେ ଥିବା ଫାଇଲ୍‌ରେ କ୍ଲିକ୍ କରି “Save as” ଅପ୍ସନ୍ ବାଛନ୍ତୁ
 
|| ମେନ୍ ମେନୁରେ ଥିବା ଫାଇଲ୍‌ରେ କ୍ଲିକ୍ କରି “Save as” ଅପ୍ସନ୍ ବାଛନ୍ତୁ
 +
 
|-
 
|-
 
||03:18
 
||03:18
 
|| “Save as” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 
|| “Save as” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 +
 
|-
 
|-
 
||03:21
 
||03:21
 
|| ଫାଇଲ୍ ନେମ୍ ଫିଲ୍ଡରେ “WaterCycle” ଟାଇପ୍ କରନ୍ତୁ
 
|| ଫାଇଲ୍ ନେମ୍ ଫିଲ୍ଡରେ “WaterCycle” ଟାଇପ୍ କରନ୍ତୁ
 +
 
|-
 
|-
 
||03:26
 
||03:26
 
|| ଡ୍ରଇଂର ସହ ସମାନ ଥିବା ନାମ ଦେବା ଏକ ଭଲ ଅଭ୍ୟାସ
 
|| ଡ୍ରଇଂର ସହ ସମାନ ଥିବା ନାମ ଦେବା ଏକ ଭଲ ଅଭ୍ୟାସ
 +
 
|-
 
|-
 
||03:31
 
||03:31
 
|| ଡ୍ର’ ଫାଇଲ୍ ପାଇଁ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି, ଡଟ୍ ଓଡିଜି (.odg) ଫର୍ମାଟ୍  
 
|| ଡ୍ର’ ଫାଇଲ୍ ପାଇଁ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି, ଡଟ୍ ଓଡିଜି (.odg) ଫର୍ମାଟ୍  
 +
 
|-
 
|-
 
||03:37
 
||03:37
 
|| ବ୍ରାଉଜ୍ ଫୋଲ୍ଡର୍ ଫିଲ୍ଡ ବ୍ୟବହାର କରି, ଏହି ଫାଇଲ୍‌କୁ ଡେକ୍ସଟପ୍‌ରେ ସେଭ୍ କରିବା
 
|| ବ୍ରାଉଜ୍ ଫୋଲ୍ଡର୍ ଫିଲ୍ଡ ବ୍ୟବହାର କରି, ଏହି ଫାଇଲ୍‌କୁ ଡେକ୍ସଟପ୍‌ରେ ସେଭ୍ କରିବା
 +
 
|-
 
|-
 
||03:42
 
||03:42
 
|| ସେଭ୍ କ୍ଲିକ୍ କରନ୍ତୁ
 
|| ସେଭ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||03:44
 
||03:44
 
|| “WaterCycle” ଭାବେ ଫାଇଲ୍ ସେଭ୍ ହେଲା
 
|| “WaterCycle” ଭାବେ ଫାଇଲ୍ ସେଭ୍ ହେଲା
 +
 
|-
 
|-
 
||03:47
 
||03:47
 
|| ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଡ୍ର’ ଫାଇଲ୍, ଟାଇଟଲ୍ ବାର୍‌ରେ ପ୍ରଦର୍ଶିତ ହୋଇଛି
 
|| ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଡ୍ର’ ଫାଇଲ୍, ଟାଇଟଲ୍ ବାର୍‌ରେ ପ୍ରଦର୍ଶିତ ହୋଇଛି
 +
 
|-
 
|-
 
||03:53
 
||03:53
 
|| ଏହି ସ୍ଲାଇଡ୍‌ରେ ଆମେ, ଏକ ଜଳଚକ୍ରର ଛବି କିପରି ତିଆରି କରାଯାଏ, ଶିଖିବା
 
|| ଏହି ସ୍ଲାଇଡ୍‌ରେ ଆମେ, ଏକ ଜଳଚକ୍ରର ଛବି କିପରି ତିଆରି କରାଯାଏ, ଶିଖିବା
 +
 
|-
 
|-
 
||03:59
 
||03:59
 
|| ଏହି ଛବିକୁ ଆମେ ପର୍ଯ୍ୟାୟ କ୍ରମେ ସମ୍ପୂର୍ଣ୍ଣ କରିବା
 
|| ଏହି ଛବିକୁ ଆମେ ପର୍ଯ୍ୟାୟ କ୍ରମେ ସମ୍ପୂର୍ଣ୍ଣ କରିବା
 +
 
|-
 
|-
 
||04:02
 
||04:02
 
|| ଏହି ଛବିର ବିଭିନ୍ନ ଏଲିମେଣ୍ଟକୁ ଆପଣ କିପରି ତିଆରି କରିପାରିବେ, ପ୍ରତ୍ୟେକ ମୌଳିକ ସ୍ତରୀୟ ଟ୍ୟୁଟୋରିଆଲ୍ ପ୍ରଦର୍ଶିତ କରିବ
 
|| ଏହି ଛବିର ବିଭିନ୍ନ ଏଲିମେଣ୍ଟକୁ ଆପଣ କିପରି ତିଆରି କରିପାରିବେ, ପ୍ରତ୍ୟେକ ମୌଳିକ ସ୍ତରୀୟ ଟ୍ୟୁଟୋରିଆଲ୍ ପ୍ରଦର୍ଶିତ କରିବ
 +
 
|-
 
|-
 
||04:09
 
||04:09
 
|| ଡ୍ର’ ଟ୍ୟୁଟୋରିଆଲ୍‌ର ମୌଳିକ ସ୍ତରର ଶେଷରେ, ଆପଣ ନିଜେ ସେହିପରି ଡାଇଗ୍ରାମ୍ ତିଆରି କରିବାକୁ ସମର୍ଥ ହେବେ
 
|| ଡ୍ର’ ଟ୍ୟୁଟୋରିଆଲ୍‌ର ମୌଳିକ ସ୍ତରର ଶେଷରେ, ଆପଣ ନିଜେ ସେହିପରି ଡାଇଗ୍ରାମ୍ ତିଆରି କରିବାକୁ ସମର୍ଥ ହେବେ
 +
 
|-
 
|-
 
||04:17
 
||04:17
 
|| ଚାଲନ୍ତୁ ପ୍ରଥମେ ଡ୍ର’ ୱର୍କସ୍ପେସ୍ ବା ଡ୍ର’ ୱିଣ୍ଡୋ ସହିତ ପରିଚିତ ହେବା
 
|| ଚାଲନ୍ତୁ ପ୍ରଥମେ ଡ୍ର’ ୱର୍କସ୍ପେସ୍ ବା ଡ୍ର’ ୱିଣ୍ଡୋ ସହିତ ପରିଚିତ ହେବା
 +
 
|-
 
|-
 
||04:23
 
||04:23
 
|| ଆମେ ଡ୍ର’ରେ ବ୍ୟବହାର କରିପାରିବା ପରି ସମସ୍ତ ଅପ୍ସନ୍ ମେନ୍ ମେନୁରେ ଅଛି
 
|| ଆମେ ଡ୍ର’ରେ ବ୍ୟବହାର କରିପାରିବା ପରି ସମସ୍ତ ଅପ୍ସନ୍ ମେନ୍ ମେନୁରେ ଅଛି
 +
 
|-
 
|-
 
||04:27
 
||04:27
 
|| ବାମରେ ଥିବା ପେଜେସ୍‍ ପେନେଲ୍, ଡ୍ର’ ଫାଇଲ୍‌ରେ ଥିବା ସମସ୍ତ ପେଜ୍ ଡିସ୍ପ୍ଲେ କରେ
 
|| ବାମରେ ଥିବା ପେଜେସ୍‍ ପେନେଲ୍, ଡ୍ର’ ଫାଇଲ୍‌ରେ ଥିବା ସମସ୍ତ ପେଜ୍ ଡିସ୍ପ୍ଲେ କରେ
 +
 
|-
 
|-
 
||04:32
 
||04:32
 
|| ଯେଉଁ ସ୍ଥାନରେ ଆମେ ଗ୍ରାଫିକ୍ସ ତିଆରି କରୁ, ତାକୁ ପେଜ୍ କୁହାଯାଏ
 
|| ଯେଉଁ ସ୍ଥାନରେ ଆମେ ଗ୍ରାଫିକ୍ସ ତିଆରି କରୁ, ତାକୁ ପେଜ୍ କୁହାଯାଏ
 +
 
|-
 
|-
 
||04:37
 
||04:37
 
|| ପ୍ରତି ପେଜ୍‌ରେ ତିନୋଟି ଲେୟାର୍ ଅଛି
 
|| ପ୍ରତି ପେଜ୍‌ରେ ତିନୋଟି ଲେୟାର୍ ଅଛି
 +
 
|-
 
|-
 
||04:39
 
||04:39
 
|| ସେଗୁଡ଼ିକ ହେଉଛି ଲେଆଉଟ୍, କଣ୍ଟ୍ରୋଲ୍ ଓ ଡାଇମେନ୍ସନ୍ ଲାଇନ୍ସ
 
|| ସେଗୁଡ଼ିକ ହେଉଛି ଲେଆଉଟ୍, କଣ୍ଟ୍ରୋଲ୍ ଓ ଡାଇମେନ୍ସନ୍ ଲାଇନ୍ସ
 +
 
|-
 
|-
 
||04:44
 
||04:44
 
|| ଲେଆଉଟ୍ ଲେୟାର୍, ଡିଫଲ୍ଟ ଭାବେ ପ୍ରଦର୍ଶିତ ହୋଇଛି
 
|| ଲେଆଉଟ୍ ଲେୟାର୍, ଡିଫଲ୍ଟ ଭାବେ ପ୍ରଦର୍ଶିତ ହୋଇଛି
 +
 
|-
 
|-
 
||04:47
 
||04:47
 
|| ଏହିଠାରେ ଆମେ ନିଜର ଅଧିକାଂଶ ଗ୍ରାଫିକ୍ସ ତିଆରି କରୁ
 
|| ଏହିଠାରେ ଆମେ ନିଜର ଅଧିକାଂଶ ଗ୍ରାଫିକ୍ସ ତିଆରି କରୁ
 +
 
|-
 
|-
 
||04:51
 
||04:51
 
|| ଆମେ କେବଳ ଲେଆଉଟ୍ ଲେୟାର୍ ସହିତ କାମ କରିବା
 
|| ଆମେ କେବଳ ଲେଆଉଟ୍ ଲେୟାର୍ ସହିତ କାମ କରିବା
 +
 
|-
 
|-
 
|| 04:54
 
|| 04:54
 
|| ଏବେ ଲିବର୍ ଅଫିସ୍ ଡ୍ର’ରେ ଉପଲବ୍ଧ ବିଭିନ୍ନ ଟୁଲ୍‌ବାର୍ସ ବିଷୟରେ ଜାଣିବା
 
|| ଏବେ ଲିବର୍ ଅଫିସ୍ ଡ୍ର’ରେ ଉପଲବ୍ଧ ବିଭିନ୍ନ ଟୁଲ୍‌ବାର୍ସ ବିଷୟରେ ଜାଣିବା
 +
 
|-
 
|-
 
||04:59
 
||04:59
 
|| ଡ୍ର’ରେ ଉପଲବ୍ଧ ଟୁଲ୍‌ବାର୍‌ଗୁଡ଼ିକୁ ଦେଖିବା ପାଇଁ, ମେନ୍ ମେନୁକୁ ଯାଆନ୍ତୁ ଓ View ଉପରେ କ୍ଲିକ୍ କରି ଟୁଲ୍‌ବାର୍ସରେ କ୍ଲିକ୍ କରନ୍ତୁ
 
|| ଡ୍ର’ରେ ଉପଲବ୍ଧ ଟୁଲ୍‌ବାର୍‌ଗୁଡ଼ିକୁ ଦେଖିବା ପାଇଁ, ମେନ୍ ମେନୁକୁ ଯାଆନ୍ତୁ ଓ View ଉପରେ କ୍ଲିକ୍ କରି ଟୁଲ୍‌ବାର୍ସରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||05:07
 
||05:07
 
|| ଆପଣ ସମସ୍ତ ଉପଲବ୍ଧ ଟୁଲ୍‌ର ତାଲିକା ଦେଖିପାରିବେ
 
|| ଆପଣ ସମସ୍ତ ଉପଲବ୍ଧ ଟୁଲ୍‌ର ତାଲିକା ଦେଖିପାରିବେ
 +
 
|-
 
|-
 
||05:11
 
||05:11
 
|| ନିର୍ଦ୍ଦିଷ୍ଟ ଟୁଲ୍‌ବାର୍‌ର ବାମପଟେ ଏକ ଚେକ୍ ମାର୍କ ଅଛି
 
|| ନିର୍ଦ୍ଦିଷ୍ଟ ଟୁଲ୍‌ବାର୍‌ର ବାମପଟେ ଏକ ଚେକ୍ ମାର୍କ ଅଛି
 +
 
|-
 
|-
 
||05:15
 
||05:15
 
|| ଏହାର ଅର୍ଥ, ଟୁଲ୍‌ବାର୍‌ଟି ଏନାବଲ୍‍ ହୋଇଛି ଓ ଡ୍ର’ ୱିଣ୍ଡୋରେ ଦୃଶ୍ୟମାନ ହେଉଛି
 
|| ଏହାର ଅର୍ଥ, ଟୁଲ୍‌ବାର୍‌ଟି ଏନାବଲ୍‍ ହୋଇଛି ଓ ଡ୍ର’ ୱିଣ୍ଡୋରେ ଦୃଶ୍ୟମାନ ହେଉଛି
 +
 
|-
 
|-
 
||05:20
 
||05:20
 
|| “Standard” ଅପ୍ସନ୍‌ ଚେକ୍ ହୋଇଛି
 
|| “Standard” ଅପ୍ସନ୍‌ ଚେକ୍ ହୋଇଛି
 +
 
|-
 
|-
 
||05:23
 
||05:23
 
|| ଆପଣ ୱିଣ୍ଡୋରେ ଷ୍ଟାଣ୍ଡାର୍ଡ ଟୁଲ୍‌ବାର୍ ଦେଖିପାରୁଛନ୍ତି
 
|| ଆପଣ ୱିଣ୍ଡୋରେ ଷ୍ଟାଣ୍ଡାର୍ଡ ଟୁଲ୍‌ବାର୍ ଦେଖିପାରୁଛନ୍ତି
 +
 
|-
 
|-
 
||05:27
 
||05:27
 
|| ଏବେ “Standard” ଟୁଲ୍‌ବାର୍‌ରେ କ୍ଲିକ୍ କରି, ଏହାକୁ ଅନ୍‌ଚେକ୍ କରିବା
 
|| ଏବେ “Standard” ଟୁଲ୍‌ବାର୍‌ରେ କ୍ଲିକ୍ କରି, ଏହାକୁ ଅନ୍‌ଚେକ୍ କରିବା
 +
 
|-
 
|-
 
||05:32
 
||05:32
 
|| ଦେଖନ୍ତୁ, Standard toolbar ଆଉ ଦେଖାଯାଉ ନାହିଁ
 
|| ଦେଖନ୍ତୁ, Standard toolbar ଆଉ ଦେଖାଯାଉ ନାହିଁ
 +
 
|-
 
|-
 
||05:36
 
||05:36
 
|| ପୁଣିଥରେ ଏହାକୁ ଦୃଶ୍ୟମାନ କରାଇବା
 
|| ପୁଣିଥରେ ଏହାକୁ ଦୃଶ୍ୟମାନ କରାଇବା
 +
 
|-
 
|-
 
||05:39
 
||05:39
 
|| ସେହିପରି, ଆପଣ ଅନ୍ୟ ଟୁଲ୍‌ବାର୍‌ଗୁଡ଼ିକୁ ମଧ୍ୟ ଏନାବଲ୍‍ ଓ ଡିସାବଲ୍‍ କରିପାରିବେ
 
|| ସେହିପରି, ଆପଣ ଅନ୍ୟ ଟୁଲ୍‌ବାର୍‌ଗୁଡ଼ିକୁ ମଧ୍ୟ ଏନାବଲ୍‍ ଓ ଡିସାବଲ୍‍ କରିପାରିବେ
 +
 
|-
 
|-
 
||05:44
 
||05:44
 
|| ୱାଟର୍ ସାଇକଲ୍‍ ଡାଇଗ୍ରାମ୍ ପାଇଁ ମୌଳିକ ଆକୃତି ଆଙ୍କିବା ପୂର୍ବରୁ, ପେଜ୍‌କୁ Landscape viewରେ ସେଟ୍ କରନ୍ତୁ
 
|| ୱାଟର୍ ସାଇକଲ୍‍ ଡାଇଗ୍ରାମ୍ ପାଇଁ ମୌଳିକ ଆକୃତି ଆଙ୍କିବା ପୂର୍ବରୁ, ପେଜ୍‌କୁ Landscape viewରେ ସେଟ୍ କରନ୍ତୁ
 +
 
|-
 
|-
 
||05:51
 
||05:51
 
|| ଏଥିପାଇଁ, ପେଜ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ପେଜ୍ ଅପ୍ସନ୍ ଚୟନ କରନ୍ତୁ
 
|| ଏଥିପାଇଁ, ପେଜ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ପେଜ୍ ଅପ୍ସନ୍ ଚୟନ କରନ୍ତୁ
 +
 
|-
 
|-
 
||05:56
 
||05:56
 
|| ବିଭିନ୍ନ ସବ୍-ଅପ୍ସନ୍ସ ପ୍ରଦର୍ଶିତ ହେଲା
 
|| ବିଭିନ୍ନ ସବ୍-ଅପ୍ସନ୍ସ ପ୍ରଦର୍ଶିତ ହେଲା
 +
 
|-
 
|-
 
||05:59
 
||05:59
 
|| Page Setup ଅପ୍ସନ୍ କ୍ଲିକ୍ କରନ୍ତୁ
 
|| Page Setup ଅପ୍ସନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||06:02
 
||06:02
 
|| Page Setup ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
 
|| Page Setup ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
 +
 
|-
 
|-
 
||06:06
 
||06:06
 
|| ପେଜ୍ ଫର୍ମାଟ୍ ଅନ୍ତର୍ଗତ ଆମେ ଫର୍ମାଟ୍ ଫିଲ୍ଡ ଦେଖିପାରିବା
 
|| ପେଜ୍ ଫର୍ମାଟ୍ ଅନ୍ତର୍ଗତ ଆମେ ଫର୍ମାଟ୍ ଫିଲ୍ଡ ଦେଖିପାରିବା
 +
 
|-
 
|-
 
||06:10
 
||06:10
 
|| ଏଠାରେ ଆମେ, ପ୍ରିଣ୍ଟିଂ ପାଇଁ ବ୍ୟବହୃତ ସବୁଠାରୁ ସାଧାରଣ ପେପର୍ ସାଇଜ୍ ଭାବେ A4 ଚୟନ କରିବା
 
|| ଏଠାରେ ଆମେ, ପ୍ରିଣ୍ଟିଂ ପାଇଁ ବ୍ୟବହୃତ ସବୁଠାରୁ ସାଧାରଣ ପେପର୍ ସାଇଜ୍ ଭାବେ A4 ଚୟନ କରିବା
 +
 
|-
 
|-
 
||06:17
 
||06:17
 
|| ଯେତେବେଳେ ଆପଣ ଏହି ଫର୍ମାଟ୍ ସିଲେକ୍ଟ କରିବେ, Width ଓ Height ଫିଲ୍ଡରେ ଆପେ-ଆପେ ଡିଫଲ୍ଟ ଭାଲ୍ୟୁ ପୂରଣ ହୋଇଯିବ
 
|| ଯେତେବେଳେ ଆପଣ ଏହି ଫର୍ମାଟ୍ ସିଲେକ୍ଟ କରିବେ, Width ଓ Height ଫିଲ୍ଡରେ ଆପେ-ଆପେ ଡିଫଲ୍ଟ ଭାଲ୍ୟୁ ପୂରଣ ହୋଇଯିବ
 +
 
|-
 
|-
 
||06:25
 
||06:25
 
|| ଓରିଏଣ୍ଟେସନ୍ ଅପ୍ସନ୍ ଅନ୍ତର୍ଗତ Landscape ସିଲେକ୍ଟ କରନ୍ତୁ
 
|| ଓରିଏଣ୍ଟେସନ୍ ଅପ୍ସନ୍ ଅନ୍ତର୍ଗତ Landscape ସିଲେକ୍ଟ କରନ୍ତୁ
 +
 
|-
 
|-
 
||06:29
 
||06:29
 
|| ପେପର୍ ଫର୍ମାଟ୍ ଫିଲ୍ଡର ଡାହାଣକୁ ଆପଣ ଡ୍ର’ ପେଜ୍‌ର ଏକ ଛୋଟିଆ ପ୍ରିଭ୍ୟୁ ଦେଖିପାରିବେ
 
|| ପେପର୍ ଫର୍ମାଟ୍ ଫିଲ୍ଡର ଡାହାଣକୁ ଆପଣ ଡ୍ର’ ପେଜ୍‌ର ଏକ ଛୋଟିଆ ପ୍ରିଭ୍ୟୁ ଦେଖିପାରିବେ
 +
 
|-
 
|-
 
||06:36
 
||06:36
 
|| OK ରେ କ୍ଲିକ୍ କରନ୍ତୁ
 
|| OK ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||06:38
 
||06:38
 
|| ଆମେ ସୂର୍ଯ୍ୟ ଆଙ୍କିବାରୁ ଆରମ୍ଭ କରିବା
 
|| ଆମେ ସୂର୍ଯ୍ୟ ଆଙ୍କିବାରୁ ଆରମ୍ଭ କରିବା
 +
 
|-
 
|-
 
||06:41
 
||06:41
 
|| drawing toolbarରେ, “Basic Shapes” ପାଖରେ ଥିବା ଛୋଟ black triangle ଉପରେ କ୍ଲିକ୍ କରନ୍ତୁ
 
|| drawing toolbarରେ, “Basic Shapes” ପାଖରେ ଥିବା ଛୋଟ black triangle ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||06:47   
 
||06:47   
 
|| Circle ଉପରେ କ୍ଲିକ୍ କରନ୍ତୁ
 
|| Circle ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||06:49
 
||06:49
 
|| ଏବେ ପେଜ୍‌କୁ କର୍ସର୍ ଆଣନ୍ତୁ >> ବାମ ମାଉସ୍ ବଟନ୍ ଦାବିରଖି ଡ୍ରାଗ୍ କରନ୍ତୁ
 
|| ଏବେ ପେଜ୍‌କୁ କର୍ସର୍ ଆଣନ୍ତୁ >> ବାମ ମାଉସ୍ ବଟନ୍ ଦାବିରଖି ଡ୍ରାଗ୍ କରନ୍ତୁ
 +
 
|-
 
|-
 
||06:56
 
||06:56
 
|| ପେଜ୍ ଉପରେ ଏକ circle ଆଙ୍କିହେବ
 
|| ପେଜ୍ ଉପରେ ଏକ circle ଆଙ୍କିହେବ
 +
 
|-
 
|-
 
||06:59
 
||06:59
 
|| ଏବେ, ସୂର୍ଯ୍ୟ ପାଖରେ ଏକ ବାଦଲ ଆଙ୍କିବା
 
|| ଏବେ, ସୂର୍ଯ୍ୟ ପାଖରେ ଏକ ବାଦଲ ଆଙ୍କିବା
 +
 
|-
 
|-
 
||07:03
 
||07:03
 
|| ଏହା କରିବା ପାଇଁ, drawing toolbar କୁ ଯାଇ “Symbol Shapes” ସିଲେକ୍ଟ କରନ୍ତୁ
 
|| ଏହା କରିବା ପାଇଁ, drawing toolbar କୁ ଯାଇ “Symbol Shapes” ସିଲେକ୍ଟ କରନ୍ତୁ
 +
 
|-
 
|-
 
||07:08
 
||07:08
 
|| “Symbol Shapes” ପାଖରେ ଥିବା ଛୋଟ black triangleରେ କ୍ଲିକ୍ କରନ୍ତୁ ଓ “Cloud” ସିଲେକ୍ଟ କରନ୍ତୁ
 
|| “Symbol Shapes” ପାଖରେ ଥିବା ଛୋଟ black triangleରେ କ୍ଲିକ୍ କରନ୍ତୁ ଓ “Cloud” ସିଲେକ୍ଟ କରନ୍ତୁ
 +
 
|-
 
|-
 
||07:14
 
||07:14
 
|| ଡ୍ର’ ପେଜ୍‌ରେ, ସୂର୍ଯ୍ୟ ପାଖରେ କର୍ସର୍ ରଖନ୍ତୁ
 
|| ଡ୍ର’ ପେଜ୍‌ରେ, ସୂର୍ଯ୍ୟ ପାଖରେ କର୍ସର୍ ରଖନ୍ତୁ
 +
 
|-
 
|-
 
||07:18
 
||07:18
 
|| ବାମ ମାଉସ୍ ବଟନ୍ ଧରିରଖି ଡ୍ରାଗ୍ କରନ୍ତୁ
 
|| ବାମ ମାଉସ୍ ବଟନ୍ ଧରିରଖି ଡ୍ରାଗ୍ କରନ୍ତୁ
 +
 
|-
 
|-
 
||07:21
 
||07:21
 
|| ଆପଣ ଏକ ବାଦଲ ଆଙ୍କିଦେଲେ!
 
|| ଆପଣ ଏକ ବାଦଲ ଆଙ୍କିଦେଲେ!
 +
 
|-
 
|-
 
||07:23  
 
||07:23  
 
|| ଏହାପରେ ଚାଲନ୍ତୁ ଏକ ପାହାଡ଼ ଆଙ୍କିବା
 
|| ଏହାପରେ ଚାଲନ୍ତୁ ଏକ ପାହାଡ଼ ଆଙ୍କିବା
 +
 
|-
 
|-
 
||07:25
 
||07:25
 
|| ପୁଣିଥରେ “Basic shapes” ସିଲେକ୍ଟ କରନ୍ତୁ ଓ “Isosceles triangle”ରେ କ୍ଲିକ୍ କରନ୍ତୁ
 
|| ପୁଣିଥରେ “Basic shapes” ସିଲେକ୍ଟ କରନ୍ତୁ ଓ “Isosceles triangle”ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||07:30  
 
||07:30  
 
|| ଡ୍ର’ ପେଜ୍‌ରେ ଏକ triangle ଇନ୍ସର୍ଟ କରିବା, ଯେପରି ପୂର୍ବରୁ କରିଥିଲେ
 
|| ଡ୍ର’ ପେଜ୍‌ରେ ଏକ triangle ଇନ୍ସର୍ଟ କରିବା, ଯେପରି ପୂର୍ବରୁ କରିଥିଲେ
 +
 
|-
 
|-
 
||07:35
 
||07:35
 
|| ଏବେ ଆମେ ତିନୋଟି ଆକୃତି ଇନ୍ସର୍ଟ କରିଛେ
 
|| ଏବେ ଆମେ ତିନୋଟି ଆକୃତି ଇନ୍ସର୍ଟ କରିଛେ
 +
 
|-
 
|-
 
|| 07:38
 
|| 07:38
 
||ପ୍ରତ୍ୟେକ ଥର ପରିବର୍ତ୍ତନ କରିବା ପରେ ଫାଇଲ୍‍ ସେଭ୍‍ କରିବାକୁ ଭୁଲନ୍ତୁ ନାହିଁ
 
||ପ୍ରତ୍ୟେକ ଥର ପରିବର୍ତ୍ତନ କରିବା ପରେ ଫାଇଲ୍‍ ସେଭ୍‍ କରିବାକୁ ଭୁଲନ୍ତୁ ନାହିଁ
 +
 
|-
 
|-
 
||07:42
 
||07:42
 
|| ସେଭ୍ କରିବା ପାଇଁ ଏକକାଳୀନ CTRL+S ଦାବନ୍ତୁ
 
|| ସେଭ୍ କରିବା ପାଇଁ ଏକକାଳୀନ CTRL+S ଦାବନ୍ତୁ
 +
 
|-
 
|-
 
||07:48
 
||07:48
 
|| ପରିବର୍ତ୍ତନକୁ ଆପେ-ଆପେ ସେଭ୍ କରିବା ପାଇଁ ଆପଣ time interval ମଧ୍ୟ ସେଟ୍ କରିପାରିବେ
 
|| ପରିବର୍ତ୍ତନକୁ ଆପେ-ଆପେ ସେଭ୍ କରିବା ପାଇଁ ଆପଣ time interval ମଧ୍ୟ ସେଟ୍ କରିପାରିବେ
 +
 
|-
 
|-
 
||07:53
 
||07:53
 
|| ଏପରି କରିବା ପାଇଁ ମେନ୍ ମେନୁକୁ ଯାଆନ୍ତୁ ଓ “Tools” ସିଲେକ୍ଟ କରନ୍ତୁ
 
|| ଏପରି କରିବା ପାଇଁ ମେନ୍ ମେନୁକୁ ଯାଆନ୍ତୁ ଓ “Tools” ସିଲେକ୍ଟ କରନ୍ତୁ
 +
 
|-
 
|-
 
||07:57
 
||07:57
 
|| “Tools”ରେ ଥିବା “Options” ଉପରେ କ୍ଲିକ୍ କରନ୍ତୁ
 
|| “Tools”ରେ ଥିବା “Options” ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||08:00
 
||08:00
 
|| “Options” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 
|| “Options” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 +
 
|-
 
|-
 
||08:03
 
||08:03
 
|| ଡାହାଣରେ ଥିବା ଚେକ୍ ବକ୍ସଗୁଡ଼ିକରୁ “Load/Save” ପାଖରେ ଥିବା plus sign କ୍ଲିକ୍ କରନ୍ତୁ, ତାହାପରେ “General” କ୍ଲିକ୍ କରନ୍ତୁ
 
|| ଡାହାଣରେ ଥିବା ଚେକ୍ ବକ୍ସଗୁଡ଼ିକରୁ “Load/Save” ପାଖରେ ଥିବା plus sign କ୍ଲିକ୍ କରନ୍ତୁ, ତାହାପରେ “General” କ୍ଲିକ୍ କରନ୍ତୁ
 +
 
|-
 
|-
 
||08:11
 
||08:11
 
|| “Save Auto recovery information every” ବକ୍ସ ଚେକ୍ କରନ୍ତୁ ଓ “2” ଟାଇପ୍ କରନ୍ତୁ
 
|| “Save Auto recovery information every” ବକ୍ସ ଚେକ୍ କରନ୍ତୁ ଓ “2” ଟାଇପ୍ କରନ୍ତୁ
 +
 
|-
 
|-
 
||08:17
 
||08:17
 
|| ଏହାର ଅର୍ଥ ହେଉଛି, ଫାଇଲ୍ ଆପେ-ଆପେ ପ୍ରତି ଦୁଇ ମିନିଟ୍‌ରେ ଥରେ ସେଭ୍ ହେବ
 
|| ଏହାର ଅର୍ଥ ହେଉଛି, ଫାଇଲ୍ ଆପେ-ଆପେ ପ୍ରତି ଦୁଇ ମିନିଟ୍‌ରେ ଥରେ ସେଭ୍ ହେବ
 +
 
|-
 
|-
 
||08:22
 
||08:22
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||08:24
 
||08:24
 
|| ଏବେ “File” >> “Close” କ୍ଲିକ୍ କରି ଏହି ଫାଇଲ୍ ବନ୍ଦ କରନ୍ତୁ
 
|| ଏବେ “File” >> “Close” କ୍ଲିକ୍ କରି ଏହି ଫାଇଲ୍ ବନ୍ଦ କରନ୍ତୁ
 +
 
|-
 
|-
 
||08:29
 
||08:29
 
|| ଏକ ବିଦ୍ୟମାନ ଡ୍ର’ ଫାଇଲ୍ ଖୋଲିବା ପାଇଁ ଉପରେ ଥିବା ମେନୁ ବାର୍ ଭିତରେ “File” ମେନୁ ଉପରେ କ୍ଲିକ୍ କରି “Open” ଅପ୍ସନ୍ ସିଲେକ୍ଟ କରନ୍ତୁ
 
|| ଏକ ବିଦ୍ୟମାନ ଡ୍ର’ ଫାଇଲ୍ ଖୋଲିବା ପାଇଁ ଉପରେ ଥିବା ମେନୁ ବାର୍ ଭିତରେ “File” ମେନୁ ଉପରେ କ୍ଲିକ୍ କରି “Open” ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
||08:38
 
||08:38
 
|| ସ୍କ୍ରିନ୍ ଉପରେ ଏକ ଡାୟଲଗ୍ ବକ୍ସ ଦେଖାଯିବ
 
|| ସ୍କ୍ରିନ୍ ଉପରେ ଏକ ଡାୟଲଗ୍ ବକ୍ସ ଦେଖାଯିବ
 +
 
|-
 
|-
 
||08:41
 
||08:41
 
||ଏଠାରେ ସେହି ଫୋଲ୍ଡର୍‌କୁ ଖୋଲନ୍ତୁ, ଯେଉଁଥିରେ ନିଜ ଡକ୍ୟୁମେଣ୍ଟ ସେଭ୍‍ କରିଛନ୍ତି
 
||ଏଠାରେ ସେହି ଫୋଲ୍ଡର୍‌କୁ ଖୋଲନ୍ତୁ, ଯେଉଁଥିରେ ନିଜ ଡକ୍ୟୁମେଣ୍ଟ ସେଭ୍‍ କରିଛନ୍ତି
 +
 
|-
 
|-
 
||08:46
 
||08:46
 
|| ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରି “Open” କ୍ଲିକ୍ କରନ୍ତୁ
 
|| ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରି “Open” କ୍ଲିକ୍ କରନ୍ତୁ
 +
 
|-
 
|-
 
||08:51
 
||08:51
 
|| ଏକ ଆସାଇନ୍‌ମେଣ୍ଟ ଭାବେ-
 
|| ଏକ ଆସାଇନ୍‌ମେଣ୍ଟ ଭାବେ-
 +
 
|-
 
|-
 
||08:53
 
||08:53
 
|| ଏକ ନୂଆ ଡ୍ର’ ଫାଇଲ୍ ତିଆରି କରନ୍ତୁ ଓ “MyWaterCycle” ଭାବେ ସେଭ୍ କରନ୍ତୁ
 
|| ଏକ ନୂଆ ଡ୍ର’ ଫାଇଲ୍ ତିଆରି କରନ୍ତୁ ଓ “MyWaterCycle” ଭାବେ ସେଭ୍ କରନ୍ତୁ
 +
 
|-
 
|-
 
||08:57
 
||08:57
 
|| ପେଜ୍ ଓରିଏଣ୍ଟେଶନ୍‌କୁ Portrait ଭାବେ ସେଟ୍ କରନ୍ତୁ
 
|| ପେଜ୍ ଓରିଏଣ୍ଟେଶନ୍‌କୁ Portrait ଭାବେ ସେଟ୍ କରନ୍ତୁ
 +
 
|-
 
|-
 
||09:00
 
||09:00
 
|| ଏକ ବାଦଲ, ତାରା ଓ ବୃତ୍ତ ଇନ୍ସର୍ଟ କରନ୍ତୁ
 
|| ଏକ ବାଦଲ, ତାରା ଓ ବୃତ୍ତ ଇନ୍ସର୍ଟ କରନ୍ତୁ
 +
 
|-
 
|-
 
||09:04
 
||09:04
 
|| ଏବେ ପେଜ୍ ଓରିଏଣ୍ଟେଶନ୍‌କୁ Landscape ଭାବେ ପରିବର୍ତ୍ତନ କରନ୍ତୁ
 
|| ଏବେ ପେଜ୍ ଓରିଏଣ୍ଟେଶନ୍‌କୁ Landscape ଭାବେ ପରିବର୍ତ୍ତନ କରନ୍ତୁ
 +
 
|-
 
|-
 
||09:07
 
||09:07
 
|| କିପରି ଛବିଗୁଡ଼ିକର ଅବସ୍ଥିତି ପରିବର୍ତ୍ତନ ହେଉଛି, ଦେଖନ୍ତୁ
 
|| କିପରି ଛବିଗୁଡ଼ିକର ଅବସ୍ଥିତି ପରିବର୍ତ୍ତନ ହେଉଛି, ଦେଖନ୍ତୁ
 +
 
|-
 
|-
 
||09:11
 
||09:11
 
|| ଏହା ଆମକୁ ଲିବର୍ ଅଫିସ୍ ଡ୍ର’ ର ପରିଚୟ ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 
|| ଏହା ଆମକୁ ଲିବର୍ ଅଫିସ୍ ଡ୍ର’ ର ପରିଚୟ ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 +
 
|-
 
|-
 
|| 09:16
 
|| 09:16
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
 +
 
|-
 
|-
 
|| 09:19
 
|| 09:19
 
|| ଲିବର୍ ଅଫିସ୍ ଡ୍ର’,
 
|| ଲିବର୍ ଅଫିସ୍ ଡ୍ର’,
 +
 
|-
 
|-
 
|| 09:21
 
|| 09:21
 
|| ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍ ଓ
 
|| ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍ ଓ
 +
 
|-
 
|-
 
|| 09:23
 
|| 09:23
 
|| କଣ୍ଟେକ୍ସଟ୍ ମେନୁ
 
|| କଣ୍ଟେକ୍ସଟ୍ ମେନୁ
 +
 
|-
 
|-
 
|| 09:25
 
|| 09:25
 
|| ଆମେ ଆହୁରି ମଧ୍ୟ ଶିଖିଲେ:
 
|| ଆମେ ଆହୁରି ମଧ୍ୟ ଶିଖିଲେ:
 +
 
|-
 
|-
 
|| 09:27
 
|| 09:27
 
|| ଏକ ଡ୍ର’ ଫାଇଲ୍ ତିଆରି କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା
 
|| ଏକ ଡ୍ର’ ଫାଇଲ୍ ତିଆରି କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା
 +
 
|-
 
|-
 
||09:31
 
||09:31
 
|| ଟୁଲ୍‌ବାର୍ ଏନାବଲ୍‍ କରିବା
 
|| ଟୁଲ୍‌ବାର୍ ଏନାବଲ୍‍ କରିବା
 +
 
|-
 
|-
 
||09:33
 
||09:33
 
||ଡ୍ର’ ପେଜ୍ ସେଟ୍‌ଅପ୍ କରିବା ଓ
 
||ଡ୍ର’ ପେଜ୍ ସେଟ୍‌ଅପ୍ କରିବା ଓ
 +
 
|-
 
|-
 
||09:35
 
||09:35
 
|| Basic Shapes ଇନ୍ସର୍ଟ କରିବା
 
|| Basic Shapes ଇନ୍ସର୍ଟ କରିବା
 +
 
|-
 
|-
 
||09:38
 
||09:38
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
||09:42
 
||09:42
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
||09:45
 
||09:45
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
||09:49  
 
||09:49  
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
||09:52
 
||09:52
 
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
||09:55
 
||09:55
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
||09:59
 
||09:59
 
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
||10:05
 
||10:05
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
||10:09
 
||10:09
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
||10:17  
 
||10:17  
 
||ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
 
||ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
||10:28  
 
||10:28  
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
+
|}

Latest revision as of 11:42, 10 April 2017

Time Narration
00:01 ଲିବର୍ ଅଫିସ ଡ୍ର’ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଲିବର୍ ଅଫିସ୍ ଡ୍ର’, ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍
00:13 ଓ କଣ୍ଟେକ୍ସଟ୍‍ ମେନୁ ବିଷୟରେ ଶିଖିବା
00:15 ଆମେ ଏକ ଡ୍ର’ ଫାଇଲ୍‌ କ୍ରିଏଟ୍‍ କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା, ଟୁଲ୍‍ବାର୍‍ ଏନାବଲ୍‍, ଡ୍ର’ ପେଜ୍ ସେଟ୍‌ଅପ୍ କରିବା
00:25 ଓ ବେସିକ୍‍ ଶେପ୍ସ ଇନ୍‌ସର୍ଟ କରିବା ମଧ୍ୟ ଶିଖିବା
00:28 ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନ୍‌ଷ୍ଟଲ୍ କରିନାହାନ୍ତି, ତେବେ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଡ୍ର’ ଇନ୍‌ଷ୍ଟଲ୍ କରାଯାଇପାରିବ
00:35 ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବ୍‌ସାଇଟ୍‌ରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ
00:43 ଓ ଏହି ୱେବ୍‌ସାଇଟ୍‌ର ନିର୍ଦ୍ଦେଶକୁ ପାଳନ କରି ଲିବର୍ ଅଫିସ୍ ସୁଟ୍ ଡାଉନ୍‌ଲୋଡ୍ କରନ୍ତୁ
00:48 ଲିବର୍ ଅଫିସ୍ ସୁଟ୍‌ର ପ୍ରଥମ ଟ୍ୟୁଟୋରିଆଲ୍‌ରେ ସବିଶେଷ ନିର୍ଦ୍ଦେଶମାନ ଉପଲବ୍ଧ ଅଛି
00:54 ମନେରଖନ୍ତୁ, 'Draw' ଇନ୍‌ଷ୍ଟଲ୍ କରିବା ସମୟରେ 'Complete' ଅପ୍ସନ୍‍ ବ୍ୟବହାର କରନ୍ତୁ
00:59 ଲିବର୍ ଅଫିସ୍ ଡ୍ର’ ହେଉଛି ଏକ ଭେକ୍ଟର୍-ଆଧାରିତ ଗ୍ରାଫିକ୍ସ ସଫ୍ଟୱେର୍
01:03 ଏହା ଆପଣଙ୍କୁ ଭେକ୍ଟର୍ ଗ୍ରାଫିକ୍ସର ବିଶାଳ ବର୍ଗ ତିଆରି କରିବା ପାଇଁ ଅନୁମତି ଦିଏ
01:08 ଗ୍ରାଫିକ୍ସର ଦୁଇଟି ମୁଖ୍ୟ ପ୍ରକାର ହେଉଛି: ଭେକ୍ଟର-ବେସ୍ଡ ଗ୍ରାଫିକ୍ସ ଓ ବିଟ୍‌ମ୍ୟାପ୍ସ
01:13 ଲିବର୍ ଅଫିସ୍ ଡ୍ର’ ବ୍ୟବହାର କରାଯାଇ ଭେକ୍ଟର ଗ୍ରାଫିକ୍ସ କ୍ରିଏଟ୍‍ ଓ ଏଡିଟ୍ କରାଯାଏ
01:18 ଅନ୍ୟଟି ହେଉଛି ବିଟ୍‌ମ୍ୟାପ୍ ବା ରାଷ୍ଟର ଇମେଜ୍
01:21 ଲୋକପ୍ରିୟ ବିଟ୍‌ମ୍ୟାପ୍‍ ଫର୍ମାଟ୍‌ଗୁଡ଼ିକ ହେଉଛି BMP, JPG, JPEG ଓ PNG
01:30 ଚାଲନ୍ତୁ, ଇମେଜ୍ ଫର୍ମାଟ୍‌ଗୁଡ଼ିକ ତୁଳନା କରି ଦୁଇ ପ୍ରକାର ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବା
01:35 ବାମରେ ଥିବା ଛବିଟି ହେଉଛି ଏକ ଭେକ୍ଟର୍ ଗ୍ରାଫିକ୍‍
01:38 ଡାହାଣଟି ହେଉଛି ବିଟ୍‌ମ୍ୟାପ୍
01:41 ଛବିଗୁଡ଼ିକୁ ବଡ଼ କଲେ କ’ଣ ଘଟୁଛି, ଧ୍ୟାନଦିଅନ୍ତୁ
01:45 ଭେକ୍ଟର୍ ଗ୍ରାଫିକ୍ ପରିଷ୍କାର ଦେଖାଯାଉଥିବାବେଳେ ବିଟ୍‌ମ୍ୟାପ୍ ଇମେଜ୍‌ଟି ଅସ୍ପଷ୍ଟ ଦିଶୁଛି
01:51 ଭେକ୍ଟର୍-ବେସ୍ଡ ଗ୍ରାଫିକ୍ସ ସଫ୍ଟୱେର୍, ଗାଣିତିକ ସୂତ୍ର ଭଳି ଲାଇନ୍ସ ଓ କର୍ଭ୍ସ ବ୍ୟବହାର କରି ଇମେଜ୍‌ଗୁଡ଼ିକୁ ଷ୍ଟୋର୍ କରେ
01:58 ସେଥିପାଇଁ, ଯେତେବେଳେ ଇମେଜ୍‌ଗୁଡ଼ିକୁ ରିସାଇଜ୍ କରାଯାଏ, ଛବିର ମାନ ଅପରିବର୍ତ୍ତିତ ରୁହେ
02:04 ବିଟ୍‌ମ୍ୟାପ୍, ଏକ ଗ୍ରିଡ୍ ବା ସ୍କୋୟାର୍‌ରେ ପିକ୍ସେଲ୍ ବା ଛୋଟ କଲର୍ ଡଟ୍‌ଗୁଡ଼ିକର ଏକ ଶୃଙ୍ଖଳା ବ୍ୟବହାର କରେ
02:11 ଛବିଟିକୁ ବଡ଼ କଲେ ଆପଣ ଛୋଟ ସ୍କୋୟାର୍‌ଗୁଡ଼ିକୁ ଦେଖିପାରୁଛନ୍ତି କି?
02:15 ଏଗୁଡ଼ିକ ହେଉଛି grids
02:17 ଛୋଟ ଡଟ୍‌ଗୁଡ଼ିକ, ପ୍ରତ୍ୟେକ ଗ୍ରିଡ୍‌ରେ କଲର୍ ତିଆରି କରେ
02:20 ଆପଣ ଆଉ ଗୋଟିଏ ପାର୍ଥକ୍ୟ ନଜର କରିଥିବେ- ବିଟ୍‌ମ୍ୟାପ୍‌ଗୁଡ଼ିକ ଆୟତାକାର ଅଟନ୍ତି
02:26 ଅବଶ୍ୟ ଭେକ୍ଟର ଗ୍ରାଫିକ୍ସ, ଯେକୌଣସି ଆକାରର ହୋଇପାରେ
02:30 ଏବେ ଆମେ ଭେକ୍ଟର୍ ଗ୍ରାଫିକ୍ସ ବିଷୟରେ ଜାଣିଲେ, ଡ୍ର’ ବ୍ୟବହାର କରି ସେଗୁଡ଼ିକ କିପରି ତିଆରି କରାଯାଏ, ଚାଲନ୍ତୁ ଶିଖିବା
02:36 ଏଠାରେ ଆମେ ଅପରେଟିଂ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ
02:46 ଏକ ନୂଆ ଡ୍ର’ ଫାଇଲ୍ ଖୋଲିବା ପାଇଁ ସ୍କ୍ରିନ୍‌ର ଉପର ବାମ କୋଣରେ ଥିବା ଆପ୍ଲିକେଶନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
02:54 ଓ ଏହାପରେ ଅଫିସ୍ ଓ ଲିବର୍ ଅଫିସ୍ କ୍ଲିକ୍ କରନ୍ତୁ
02:59 ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଟ୍ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
03:03 Drawing ଉପରେ କ୍ଲିକ୍ କରନ୍ତୁ
03:05 ଏହା ଏକ ଖାଲି ଡ୍ର’ ଫାଇଲ୍ ଖୋଲିବ
03:09 ଡ୍ର’ ଫାଇଲ୍‌ର ନାଁ ଦେଇ ସେଭ୍ କରନ୍ତୁ
03:12 ମେନ୍ ମେନୁରେ ଥିବା ଫାଇଲ୍‌ରେ କ୍ଲିକ୍ କରି “Save as” ଅପ୍ସନ୍ ବାଛନ୍ତୁ
03:18 “Save as” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
03:21 ଫାଇଲ୍ ନେମ୍ ଫିଲ୍ଡରେ “WaterCycle” ଟାଇପ୍ କରନ୍ତୁ
03:26 ଡ୍ରଇଂର ସହ ସମାନ ଥିବା ନାମ ଦେବା ଏକ ଭଲ ଅଭ୍ୟାସ
03:31 ଡ୍ର’ ଫାଇଲ୍ ପାଇଁ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି, ଡଟ୍ ଓଡିଜି (.odg) ଫର୍ମାଟ୍
03:37 ବ୍ରାଉଜ୍ ଫୋଲ୍ଡର୍ ଫିଲ୍ଡ ବ୍ୟବହାର କରି, ଏହି ଫାଇଲ୍‌କୁ ଡେକ୍ସଟପ୍‌ରେ ସେଭ୍ କରିବା
03:42 ସେଭ୍ କ୍ଲିକ୍ କରନ୍ତୁ
03:44 “WaterCycle” ଭାବେ ଫାଇଲ୍ ସେଭ୍ ହେଲା
03:47 ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଡ୍ର’ ଫାଇଲ୍, ଟାଇଟଲ୍ ବାର୍‌ରେ ପ୍ରଦର୍ଶିତ ହୋଇଛି
03:53 ଏହି ସ୍ଲାଇଡ୍‌ରେ ଆମେ, ଏକ ଜଳଚକ୍ରର ଛବି କିପରି ତିଆରି କରାଯାଏ, ଶିଖିବା
03:59 ଏହି ଛବିକୁ ଆମେ ପର୍ଯ୍ୟାୟ କ୍ରମେ ସମ୍ପୂର୍ଣ୍ଣ କରିବା
04:02 ଏହି ଛବିର ବିଭିନ୍ନ ଏଲିମେଣ୍ଟକୁ ଆପଣ କିପରି ତିଆରି କରିପାରିବେ, ପ୍ରତ୍ୟେକ ମୌଳିକ ସ୍ତରୀୟ ଟ୍ୟୁଟୋରିଆଲ୍ ପ୍ରଦର୍ଶିତ କରିବ
04:09 ଡ୍ର’ ଟ୍ୟୁଟୋରିଆଲ୍‌ର ମୌଳିକ ସ୍ତରର ଶେଷରେ, ଆପଣ ନିଜେ ସେହିପରି ଡାଇଗ୍ରାମ୍ ତିଆରି କରିବାକୁ ସମର୍ଥ ହେବେ
04:17 ଚାଲନ୍ତୁ ପ୍ରଥମେ ଡ୍ର’ ୱର୍କସ୍ପେସ୍ ବା ଡ୍ର’ ୱିଣ୍ଡୋ ସହିତ ପରିଚିତ ହେବା
04:23 ଆମେ ଡ୍ର’ରେ ବ୍ୟବହାର କରିପାରିବା ପରି ସମସ୍ତ ଅପ୍ସନ୍ ମେନ୍ ମେନୁରେ ଅଛି
04:27 ବାମରେ ଥିବା ପେଜେସ୍‍ ପେନେଲ୍, ଡ୍ର’ ଫାଇଲ୍‌ରେ ଥିବା ସମସ୍ତ ପେଜ୍ ଡିସ୍ପ୍ଲେ କରେ
04:32 ଯେଉଁ ସ୍ଥାନରେ ଆମେ ଗ୍ରାଫିକ୍ସ ତିଆରି କରୁ, ତାକୁ ପେଜ୍ କୁହାଯାଏ
04:37 ପ୍ରତି ପେଜ୍‌ରେ ତିନୋଟି ଲେୟାର୍ ଅଛି
04:39 ସେଗୁଡ଼ିକ ହେଉଛି ଲେଆଉଟ୍, କଣ୍ଟ୍ରୋଲ୍ ଓ ଡାଇମେନ୍ସନ୍ ଲାଇନ୍ସ
04:44 ଲେଆଉଟ୍ ଲେୟାର୍, ଡିଫଲ୍ଟ ଭାବେ ପ୍ରଦର୍ଶିତ ହୋଇଛି
04:47 ଏହିଠାରେ ଆମେ ନିଜର ଅଧିକାଂଶ ଗ୍ରାଫିକ୍ସ ତିଆରି କରୁ
04:51 ଆମେ କେବଳ ଲେଆଉଟ୍ ଲେୟାର୍ ସହିତ କାମ କରିବା
04:54 ଏବେ ଲିବର୍ ଅଫିସ୍ ଡ୍ର’ରେ ଉପଲବ୍ଧ ବିଭିନ୍ନ ଟୁଲ୍‌ବାର୍ସ ବିଷୟରେ ଜାଣିବା
04:59 ଡ୍ର’ରେ ଉପଲବ୍ଧ ଟୁଲ୍‌ବାର୍‌ଗୁଡ଼ିକୁ ଦେଖିବା ପାଇଁ, ମେନ୍ ମେନୁକୁ ଯାଆନ୍ତୁ ଓ View ଉପରେ କ୍ଲିକ୍ କରି ଟୁଲ୍‌ବାର୍ସରେ କ୍ଲିକ୍ କରନ୍ତୁ
05:07 ଆପଣ ସମସ୍ତ ଉପଲବ୍ଧ ଟୁଲ୍‌ର ତାଲିକା ଦେଖିପାରିବେ
05:11 ନିର୍ଦ୍ଦିଷ୍ଟ ଟୁଲ୍‌ବାର୍‌ର ବାମପଟେ ଏକ ଚେକ୍ ମାର୍କ ଅଛି
05:15 ଏହାର ଅର୍ଥ, ଟୁଲ୍‌ବାର୍‌ଟି ଏନାବଲ୍‍ ହୋଇଛି ଓ ଡ୍ର’ ୱିଣ୍ଡୋରେ ଦୃଶ୍ୟମାନ ହେଉଛି
05:20 “Standard” ଅପ୍ସନ୍‌ ଚେକ୍ ହୋଇଛି
05:23 ଆପଣ ୱିଣ୍ଡୋରେ ଷ୍ଟାଣ୍ଡାର୍ଡ ଟୁଲ୍‌ବାର୍ ଦେଖିପାରୁଛନ୍ତି
05:27 ଏବେ “Standard” ଟୁଲ୍‌ବାର୍‌ରେ କ୍ଲିକ୍ କରି, ଏହାକୁ ଅନ୍‌ଚେକ୍ କରିବା
05:32 ଦେଖନ୍ତୁ, Standard toolbar ଆଉ ଦେଖାଯାଉ ନାହିଁ
05:36 ପୁଣିଥରେ ଏହାକୁ ଦୃଶ୍ୟମାନ କରାଇବା
05:39 ସେହିପରି, ଆପଣ ଅନ୍ୟ ଟୁଲ୍‌ବାର୍‌ଗୁଡ଼ିକୁ ମଧ୍ୟ ଏନାବଲ୍‍ ଓ ଡିସାବଲ୍‍ କରିପାରିବେ
05:44 ୱାଟର୍ ସାଇକଲ୍‍ ଡାଇଗ୍ରାମ୍ ପାଇଁ ମୌଳିକ ଆକୃତି ଆଙ୍କିବା ପୂର୍ବରୁ, ପେଜ୍‌କୁ Landscape viewରେ ସେଟ୍ କରନ୍ତୁ
05:51 ଏଥିପାଇଁ, ପେଜ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ପେଜ୍ ଅପ୍ସନ୍ ଚୟନ କରନ୍ତୁ
05:56 ବିଭିନ୍ନ ସବ୍-ଅପ୍ସନ୍ସ ପ୍ରଦର୍ଶିତ ହେଲା
05:59 Page Setup ଅପ୍ସନ୍ କ୍ଲିକ୍ କରନ୍ତୁ
06:02 Page Setup ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
06:06 ପେଜ୍ ଫର୍ମାଟ୍ ଅନ୍ତର୍ଗତ ଆମେ ଫର୍ମାଟ୍ ଫିଲ୍ଡ ଦେଖିପାରିବା
06:10 ଏଠାରେ ଆମେ, ପ୍ରିଣ୍ଟିଂ ପାଇଁ ବ୍ୟବହୃତ ସବୁଠାରୁ ସାଧାରଣ ପେପର୍ ସାଇଜ୍ ଭାବେ A4 ଚୟନ କରିବା
06:17 ଯେତେବେଳେ ଆପଣ ଏହି ଫର୍ମାଟ୍ ସିଲେକ୍ଟ କରିବେ, Width ଓ Height ଫିଲ୍ଡରେ ଆପେ-ଆପେ ଡିଫଲ୍ଟ ଭାଲ୍ୟୁ ପୂରଣ ହୋଇଯିବ
06:25 ଓରିଏଣ୍ଟେସନ୍ ଅପ୍ସନ୍ ଅନ୍ତର୍ଗତ Landscape ସିଲେକ୍ଟ କରନ୍ତୁ
06:29 ପେପର୍ ଫର୍ମାଟ୍ ଫିଲ୍ଡର ଡାହାଣକୁ ଆପଣ ଡ୍ର’ ପେଜ୍‌ର ଏକ ଛୋଟିଆ ପ୍ରିଭ୍ୟୁ ଦେଖିପାରିବେ
06:36 OK ରେ କ୍ଲିକ୍ କରନ୍ତୁ
06:38 ଆମେ ସୂର୍ଯ୍ୟ ଆଙ୍କିବାରୁ ଆରମ୍ଭ କରିବା
06:41 drawing toolbarରେ, “Basic Shapes” ପାଖରେ ଥିବା ଛୋଟ black triangle ଉପରେ କ୍ଲିକ୍ କରନ୍ତୁ
06:47 Circle ଉପରେ କ୍ଲିକ୍ କରନ୍ତୁ
06:49 ଏବେ ପେଜ୍‌କୁ କର୍ସର୍ ଆଣନ୍ତୁ >> ବାମ ମାଉସ୍ ବଟନ୍ ଦାବିରଖି ଡ୍ରାଗ୍ କରନ୍ତୁ
06:56 ପେଜ୍ ଉପରେ ଏକ circle ଆଙ୍କିହେବ
06:59 ଏବେ, ସୂର୍ଯ୍ୟ ପାଖରେ ଏକ ବାଦଲ ଆଙ୍କିବା
07:03 ଏହା କରିବା ପାଇଁ, drawing toolbar କୁ ଯାଇ “Symbol Shapes” ସିଲେକ୍ଟ କରନ୍ତୁ
07:08 “Symbol Shapes” ପାଖରେ ଥିବା ଛୋଟ black triangleରେ କ୍ଲିକ୍ କରନ୍ତୁ ଓ “Cloud” ସିଲେକ୍ଟ କରନ୍ତୁ
07:14 ଡ୍ର’ ପେଜ୍‌ରେ, ସୂର୍ଯ୍ୟ ପାଖରେ କର୍ସର୍ ରଖନ୍ତୁ
07:18 ବାମ ମାଉସ୍ ବଟନ୍ ଧରିରଖି ଡ୍ରାଗ୍ କରନ୍ତୁ
07:21 ଆପଣ ଏକ ବାଦଲ ଆଙ୍କିଦେଲେ!
07:23 ଏହାପରେ ଚାଲନ୍ତୁ ଏକ ପାହାଡ଼ ଆଙ୍କିବା
07:25 ପୁଣିଥରେ “Basic shapes” ସିଲେକ୍ଟ କରନ୍ତୁ ଓ “Isosceles triangle”ରେ କ୍ଲିକ୍ କରନ୍ତୁ
07:30 ଡ୍ର’ ପେଜ୍‌ରେ ଏକ triangle ଇନ୍ସର୍ଟ କରିବା, ଯେପରି ପୂର୍ବରୁ କରିଥିଲେ
07:35 ଏବେ ଆମେ ତିନୋଟି ଆକୃତି ଇନ୍ସର୍ଟ କରିଛେ
07:38 ପ୍ରତ୍ୟେକ ଥର ପରିବର୍ତ୍ତନ କରିବା ପରେ ଫାଇଲ୍‍ ସେଭ୍‍ କରିବାକୁ ଭୁଲନ୍ତୁ ନାହିଁ
07:42 ସେଭ୍ କରିବା ପାଇଁ ଏକକାଳୀନ CTRL+S ଦାବନ୍ତୁ
07:48 ପରିବର୍ତ୍ତନକୁ ଆପେ-ଆପେ ସେଭ୍ କରିବା ପାଇଁ ଆପଣ time interval ମଧ୍ୟ ସେଟ୍ କରିପାରିବେ
07:53 ଏପରି କରିବା ପାଇଁ ମେନ୍ ମେନୁକୁ ଯାଆନ୍ତୁ ଓ “Tools” ସିଲେକ୍ଟ କରନ୍ତୁ
07:57 “Tools”ରେ ଥିବା “Options” ଉପରେ କ୍ଲିକ୍ କରନ୍ତୁ
08:00 “Options” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
08:03 ଡାହାଣରେ ଥିବା ଚେକ୍ ବକ୍ସଗୁଡ଼ିକରୁ “Load/Save” ପାଖରେ ଥିବା plus sign କ୍ଲିକ୍ କରନ୍ତୁ, ତାହାପରେ “General” କ୍ଲିକ୍ କରନ୍ତୁ
08:11 “Save Auto recovery information every” ବକ୍ସ ଚେକ୍ କରନ୍ତୁ ଓ “2” ଟାଇପ୍ କରନ୍ତୁ
08:17 ଏହାର ଅର୍ଥ ହେଉଛି, ଫାଇଲ୍ ଆପେ-ଆପେ ପ୍ରତି ଦୁଇ ମିନିଟ୍‌ରେ ଥରେ ସେଭ୍ ହେବ
08:22 OK କ୍ଲିକ୍ କରନ୍ତୁ
08:24 ଏବେ “File” >> “Close” କ୍ଲିକ୍ କରି ଏହି ଫାଇଲ୍ ବନ୍ଦ କରନ୍ତୁ
08:29 ଏକ ବିଦ୍ୟମାନ ଡ୍ର’ ଫାଇଲ୍ ଖୋଲିବା ପାଇଁ ଉପରେ ଥିବା ମେନୁ ବାର୍ ଭିତରେ “File” ମେନୁ ଉପରେ କ୍ଲିକ୍ କରି “Open” ଅପ୍ସନ୍ ସିଲେକ୍ଟ କରନ୍ତୁ
08:38 ସ୍କ୍ରିନ୍ ଉପରେ ଏକ ଡାୟଲଗ୍ ବକ୍ସ ଦେଖାଯିବ
08:41 ଏଠାରେ ସେହି ଫୋଲ୍ଡର୍‌କୁ ଖୋଲନ୍ତୁ, ଯେଉଁଥିରେ ନିଜ ଡକ୍ୟୁମେଣ୍ଟ ସେଭ୍‍ କରିଛନ୍ତି
08:46 ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରି “Open” କ୍ଲିକ୍ କରନ୍ତୁ
08:51 ଏକ ଆସାଇନ୍‌ମେଣ୍ଟ ଭାବେ-
08:53 ଏକ ନୂଆ ଡ୍ର’ ଫାଇଲ୍ ତିଆରି କରନ୍ତୁ ଓ “MyWaterCycle” ଭାବେ ସେଭ୍ କରନ୍ତୁ
08:57 ପେଜ୍ ଓରିଏଣ୍ଟେଶନ୍‌କୁ Portrait ଭାବେ ସେଟ୍ କରନ୍ତୁ
09:00 ଏକ ବାଦଲ, ତାରା ଓ ବୃତ୍ତ ଇନ୍ସର୍ଟ କରନ୍ତୁ
09:04 ଏବେ ପେଜ୍ ଓରିଏଣ୍ଟେଶନ୍‌କୁ Landscape ଭାବେ ପରିବର୍ତ୍ତନ କରନ୍ତୁ
09:07 କିପରି ଛବିଗୁଡ଼ିକର ଅବସ୍ଥିତି ପରିବର୍ତ୍ତନ ହେଉଛି, ଦେଖନ୍ତୁ
09:11 ଏହା ଆମକୁ ଲିବର୍ ଅଫିସ୍ ଡ୍ର’ ର ପରିଚୟ ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
09:16 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ
09:19 ଲିବର୍ ଅଫିସ୍ ଡ୍ର’,
09:21 ଲିବର୍ ଅଫିସ୍ ଡ୍ର’ ୱର୍କସ୍ପେସ୍ ଓ
09:23 କଣ୍ଟେକ୍ସଟ୍ ମେନୁ
09:25 ଆମେ ଆହୁରି ମଧ୍ୟ ଶିଖିଲେ:
09:27 ଏକ ଡ୍ର’ ଫାଇଲ୍ ତିଆରି କରିବା, ସେଭ୍ କରିବା, ଖୋଲିବା ଓ ବନ୍ଦ କରିବା
09:31 ଟୁଲ୍‌ବାର୍ ଏନାବଲ୍‍ କରିବା
09:33 ଡ୍ର’ ପେଜ୍ ସେଟ୍‌ଅପ୍ କରିବା ଓ
09:35 Basic Shapes ଇନ୍ସର୍ଟ କରିବା
09:38 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:52 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:55 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:59 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
10:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:17 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
10:28 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep