Difference between revisions of "Java/C2/Installing-Eclipse/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:01 | |00:01 | ||
| Linuxରେ Installing Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Linuxରେ Installing Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲରେ ଆପଣ ଉବୁଣ୍ଟୁରେ ଓ Redhat OSରେ Eclipse ଇନଷ୍ଟଲ କରିବା ବିଷୟରେ ଶିଖିବେ | | ଏହି ଟ୍ୟୁଟୋରିଆଲରେ ଆପଣ ଉବୁଣ୍ଟୁରେ ଓ Redhat OSରେ Eclipse ଇନଷ୍ଟଲ କରିବା ବିଷୟରେ ଶିଖିବେ | ||
+ | |||
|- | |- | ||
|00:15 | |00:15 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, ଉବୁଣ୍ଟୁ 11.10 ବ୍ୟବହାର କରୁଛୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, ଉବୁଣ୍ଟୁ 11.10 ବ୍ୟବହାର କରୁଛୁ | ||
+ | |||
|- | |- | ||
|00:20 | |00:20 | ||
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର ନିଶ୍ଚିତ ଭାବେ | | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର ନିଶ୍ଚିତ ଭାବେ | ||
+ | |||
|- | |- | ||
|00:22 | |00:22 | ||
| ଇଣ୍ଟରନେଟ୍ କନେକ୍ସନ୍ ଥିବା ଦରକାର ଏବଂ Linuxରେ ଟର୍ମିନାଲ୍ ବ୍ୟବହାରର ଜ୍ଞାନ ଥିବା ଉଚିତ | | ଇଣ୍ଟରନେଟ୍ କନେକ୍ସନ୍ ଥିବା ଦରକାର ଏବଂ Linuxରେ ଟର୍ମିନାଲ୍ ବ୍ୟବହାରର ଜ୍ଞାନ ଥିବା ଉଚିତ | ||
+ | |||
|- | |- | ||
|00:28 | |00:28 | ||
| ତଥା Root Access କିମ୍ୱା Sudo ଅନୁମତି ମଧ୍ୟ ଥିବା ଦରକାର | | ତଥା Root Access କିମ୍ୱା Sudo ଅନୁମତି ମଧ୍ୟ ଥିବା ଦରକାର | ||
+ | |||
|- | |- | ||
|00:32 | |00:32 | ||
| Root କିମ୍ୱା Sudo କ’ଣ ବୋଲି ଯଦି ଆପଣ ଜାଣିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ | | Root କିମ୍ୱା Sudo କ’ଣ ବୋଲି ଯଦି ଆପଣ ଜାଣିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ | ||
+ | |||
|- | |- | ||
|00:36 | |00:36 | ||
| ଟ୍ୟୁଟୋରିଆଲ୍ ଦେଇ ଆପଣ ଆଗକୁ ବଢ଼ିପାରିବେ | | ଟ୍ୟୁଟୋରିଆଲ୍ ଦେଇ ଆପଣ ଆଗକୁ ବଢ଼ିପାରିବେ | ||
+ | |||
|- | |- | ||
|00:39 | |00:39 | ||
| ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ Proxy Access ଥିବା ଦରକାର | | ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ Proxy Access ଥିବା ଦରକାର | ||
+ | |||
|- | |- | ||
|00:45 | |00:45 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
+ | |||
|- | |- | ||
|00:51 | |00:51 | ||
| ପ୍ରଦର୍ଶିତ କମାଣ୍ଡଗୁଡ଼ିକ ବ୍ୟବହାର କରି ଆମେ ଏବେ ଉବୁଣ୍ଟୁରେ Eclipse ଇନଷ୍ଟଲ୍ କରିବା | | ପ୍ରଦର୍ଶିତ କମାଣ୍ଡଗୁଡ଼ିକ ବ୍ୟବହାର କରି ଆମେ ଏବେ ଉବୁଣ୍ଟୁରେ Eclipse ଇନଷ୍ଟଲ୍ କରିବା | ||
+ | |||
|- | |- | ||
|00:55 | |00:55 | ||
| ଏବଂ ତାହାକୁ Redhatରେ କରିବା ପାଇଁ ଆବଶ୍ୟକ ଛୋଟ ପରିବର୍ତ୍ତନ ବିଷୟରେ ମଧ୍ୟ ଶିଖିବା | | ଏବଂ ତାହାକୁ Redhatରେ କରିବା ପାଇଁ ଆବଶ୍ୟକ ଛୋଟ ପରିବର୍ତ୍ତନ ବିଷୟରେ ମଧ୍ୟ ଶିଖିବା | ||
+ | |||
|- | |- | ||
|01:05 | |01:05 | ||
| ଏବେ, ଚାଲନ୍ତୁ ଟର୍ମିନାଲ୍ ଖୋଲିବା | | ଏବେ, ଚାଲନ୍ତୁ ଟର୍ମିନାଲ୍ ଖୋଲିବା | ||
+ | |||
|- | |- | ||
|01:07 | |01:07 | ||
| Ctrl + Alt + T ଦାବନ୍ତୁ | | Ctrl + Alt + T ଦାବନ୍ତୁ | ||
+ | |||
|- | |- | ||
|01:10 | |01:10 | ||
| ଏହା, ଉବୁଣ୍ଟୁରେ Terminal ଖୋଲିବ | | ଏହା, ଉବୁଣ୍ଟୁରେ Terminal ଖୋଲିବ | ||
+ | |||
|- | |- | ||
|01:18 | |01:18 | ||
| ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ତାକୁ ଆପଣଙ୍କୁ Terminalରେ ସେଟ୍ କରିବାକୁ ପଡ଼ିବ | | ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ତାକୁ ଆପଣଙ୍କୁ Terminalରେ ସେଟ୍ କରିବାକୁ ପଡ଼ିବ | ||
+ | |||
|- | |- | ||
|01:23 | |01:23 | ||
| ଯଦି ଆପଣ Proxy କ’ଣ ବୋଲି ଜାଣି ନାହଁନ୍ତି, ତେବେ ଆପଣ ତାହା ବ୍ୟବହାର କରୁଥିବା ନେଟୱର୍କରେ ନଥିବେ | | ଯଦି ଆପଣ Proxy କ’ଣ ବୋଲି ଜାଣି ନାହଁନ୍ତି, ତେବେ ଆପଣ ତାହା ବ୍ୟବହାର କରୁଥିବା ନେଟୱର୍କରେ ନଥିବେ | ||
+ | |||
|- | |- | ||
|01:28 | |01:28 | ||
| ତେଣୁ ଆପଣ, ଏହି ପଦାଙ୍କ ଛାଡ଼ିଦେଇପାରିବେ | | ତେଣୁ ଆପଣ, ଏହି ପଦାଙ୍କ ଛାଡ଼ିଦେଇପାରିବେ | ||
+ | |||
|- | |- | ||
|01:30 | |01:30 | ||
| Proxy ବ୍ୟବହାରକାରିମାନଙ୍କୁ ଏହାକୁ ସେଟ୍ କରିବାକୁ ହେବ | | Proxy ବ୍ୟବହାରକାରିମାନଙ୍କୁ ଏହାକୁ ସେଟ୍ କରିବାକୁ ହେବ | ||
+ | |||
|- | |- | ||
|01:34 | |01:34 | ||
| Proxy ଦୁଇ ପ୍ରକାରର ଅଟେ | | Proxy ଦୁଇ ପ୍ରକାରର ଅଟେ | ||
+ | |||
|- | |- | ||
|01:36 | |01:36 | ||
| ଗୋଟିକରେ Username ଓ Password ଦରକାର, ଯେତେବେଳେକି ଅନ୍ୟଟିରେ ନୁହେଁ | | ଗୋଟିକରେ Username ଓ Password ଦରକାର, ଯେତେବେଳେକି ଅନ୍ୟଟିରେ ନୁହେଁ | ||
+ | |||
|- | |- | ||
|01:40 | |01:40 | ||
| ସମ୍ୱନ୍ଧିତ ବ୍ୟକ୍ତିଙ୍କଠାରୁ, ଆପଣ କେଉଁ ପ୍ରକାରର Proxy ବ୍ୟବହାର କରୁଛନ୍ତି ଜାଣନ୍ତୁ | | ସମ୍ୱନ୍ଧିତ ବ୍ୟକ୍ତିଙ୍କଠାରୁ, ଆପଣ କେଉଁ ପ୍ରକାରର Proxy ବ୍ୟବହାର କରୁଛନ୍ତି ଜାଣନ୍ତୁ | ||
+ | |||
|- | |- | ||
|01:45 | |01:45 | ||
| Terminalରେ ଟାଇପ୍ କରନ୍ତୁ: sudo ସ୍ପେସ୍ ହାଇଫେନ୍ s | | Terminalରେ ଟାଇପ୍ କରନ୍ତୁ: sudo ସ୍ପେସ୍ ହାଇଫେନ୍ s | ||
+ | |||
|- | |- | ||
|01:52 | |01:52 | ||
| କୁହାଗଲେ ପାସୱର୍ଡ ଟାଇପ୍ କରିବେ | | କୁହାଗଲେ ପାସୱର୍ଡ ଟାଇପ୍ କରିବେ | ||
+ | |||
|- | |- | ||
|01:57 | |01:57 | ||
| ଧ୍ୟାନଦିଅନ୍ତୁ ଯେ, ଆପଣ ପାସୱର୍ଡ ଟାଇପ୍ କଲେ, ଆଷ୍ଟରିକ (*) କିମ୍ୱା ଅନ୍ୟ ସଂକେତ ଭାବରେ କୌଣସି ଫିଡବ୍ୟାକ୍ ପାଇବେ ନାହିଁ. Enter ଦାବନ୍ତୁ | | ଧ୍ୟାନଦିଅନ୍ତୁ ଯେ, ଆପଣ ପାସୱର୍ଡ ଟାଇପ୍ କଲେ, ଆଷ୍ଟରିକ (*) କିମ୍ୱା ଅନ୍ୟ ସଂକେତ ଭାବରେ କୌଣସି ଫିଡବ୍ୟାକ୍ ପାଇବେ ନାହିଁ. Enter ଦାବନ୍ତୁ | ||
+ | |||
|- | |- | ||
|02:06 | |02:06 | ||
| ଦେଖନ୍ତୁ, ପ୍ରମ୍ପ୍ଟ ସିମ୍ୱଲ୍ Dollarରୁ Hashରେ ବଦଳିଯାଇଛି | | ଦେଖନ୍ତୁ, ପ୍ରମ୍ପ୍ଟ ସିମ୍ୱଲ୍ Dollarରୁ Hashରେ ବଦଳିଯାଇଛି | ||
+ | |||
|- | |- | ||
|02:14 | |02:14 | ||
Line 85: | Line 112: | ||
http ଅଣ୍ଡରସ୍କୋର୍ proxy | http ଅଣ୍ଡରସ୍କୋର୍ proxy | ||
ଇକ୍ୱାଲ୍ ଟୁ http://tsuser:tspwd@10.24.0.2:8080 | ଇକ୍ୱାଲ୍ ଟୁ http://tsuser:tspwd@10.24.0.2:8080 | ||
+ | |||
|- | |- | ||
|02:47 | |02:47 | ||
| ଏହି କମାଣ୍ଡରେ tsuser ହେଉଛି Proxy ଅଥେଣ୍ଟିକେଶନ୍ ପାଇଁ ୟୁଜର୍ ନେମ୍ ତଥା tspwd ହେଉଛି ପାସୱର୍ଡ | | ଏହି କମାଣ୍ଡରେ tsuser ହେଉଛି Proxy ଅଥେଣ୍ଟିକେଶନ୍ ପାଇଁ ୟୁଜର୍ ନେମ୍ ତଥା tspwd ହେଉଛି ପାସୱର୍ଡ | ||
+ | |||
|- | |- | ||
|02:55 | |02:55 | ||
| ଦୟାକରି ନିଜ ଆବଶ୍ୟକତା ଅନୁସାରେ ଏହି ଭାଲ୍ୟୁଗୁଡ଼ିକୁ ବଦଳାନ୍ତୁ | | ଦୟାକରି ନିଜ ଆବଶ୍ୟକତା ଅନୁସାରେ ଏହି ଭାଲ୍ୟୁଗୁଡ଼ିକୁ ବଦଳାନ୍ତୁ | ||
+ | |||
|- | |- | ||
|02:59 | |02:59 | ||
| Proxyର Host Address ହେଉଛି 10.24.0.2 ଓ Port Number ହେଉଛି 8080 | | Proxyର Host Address ହେଉଛି 10.24.0.2 ଓ Port Number ହେଉଛି 8080 | ||
+ | |||
|- | |- | ||
|03:07 | |03:07 | ||
| ନିଜ ଆବଶ୍ୟକତା ଅନୁସାରେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବଦଳାନ୍ତୁ. ଏଣ୍ଟର୍ ଦାବନ୍ତୁ | | ନିଜ ଆବଶ୍ୟକତା ଅନୁସାରେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବଦଳାନ୍ତୁ. ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|03:14 | |03:14 | ||
| କିଛି ମାମଲାରେ, ନେଟୱର୍କ, ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ | | କିଛି ମାମଲାରେ, ନେଟୱର୍କ, ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ | ||
+ | |||
|- | |- | ||
|03:18 | |03:18 | ||
| ଏହିପରି ମାମଲାରେ Username ଓ Passwordକୁ ଖାଲି ଛାଡ଼ିଦିଆଯାଇପାରେ | | ଏହିପରି ମାମଲାରେ Username ଓ Passwordକୁ ଖାଲି ଛାଡ଼ିଦିଆଯାଇପାରେ | ||
+ | |||
|- | |- | ||
|03:22 | |03:22 | ||
| ଯେହେତୁ ମୋର Proxy ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ, ମୁଁ ସେହି ବିବରଣୀଗୁଡ଼ିକୁ କାଢ଼ିଦେଉଛି | | ଯେହେତୁ ମୋର Proxy ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ, ମୁଁ ସେହି ବିବରଣୀଗୁଡ଼ିକୁ କାଢ଼ିଦେଉଛି | ||
+ | |||
|- | |- | ||
|03:28 | |03:28 | ||
| ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବି Username ଓ Password କାଢ଼ିଦିଅନ୍ତୁ. | | ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବି Username ଓ Password କାଢ଼ିଦିଅନ୍ତୁ. | ||
+ | |||
|- | |- | ||
|03:35 | |03:35 | ||
− | | ଏବଂ Enter ଦାବନ୍ତୁ | + | | ଏବଂ Enter ଦାବନ୍ତୁ,ଏହି କମାଣ୍ଡଗୁଡ଼ିକ http proxy ସେଟ୍ କରେ. http Proxy କିପରି ସେଟ୍ କରାଯାଏ, ଆମେ ଜାଣିଛେ |
− | + | ||
− | + | ||
− | + | ||
|- | |- | ||
|03:44 | |03:44 | ||
| ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବନ୍ତୁ ଏବଂ httpକୁ httpsରେ ବଦଳାଇବା ପାଇଁ s ଟାଇପ୍ କରି Enter ଦାବନ୍ତୁ | | ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବନ୍ତୁ ଏବଂ httpକୁ httpsରେ ବଦଳାଇବା ପାଇଁ s ଟାଇପ୍ କରି Enter ଦାବନ୍ତୁ | ||
− | + | ||
+ | |- | ||
|03:54 | |03:54 | ||
| ଏବେ ଆମେ ସଫଳତାପୂର୍ବକ Proxy ସେଟ୍ କରିଦେଲେ | | ଏବେ ଆମେ ସଫଳତାପୂର୍ବକ Proxy ସେଟ୍ କରିଦେଲେ | ||
+ | |||
|- | |- | ||
|03:58 | |03:58 | ||
| ନର୍ମାଲ୍ ପ୍ରମ୍ପ୍ଟକୁ ଫେରିବା ପାଇଁ Ctrl + D ଦାବନ୍ତୁ | | ନର୍ମାଲ୍ ପ୍ରମ୍ପ୍ଟକୁ ଫେରିବା ପାଇଁ Ctrl + D ଦାବନ୍ତୁ | ||
− | + | ||
+ | |- | ||
|04:02 | |04:02 | ||
| ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ | | ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ | ||
+ | |||
|- | |- | ||
|04:11 | |04:11 | ||
| ଏବେ ଆମେ Eclipse ଇନଷ୍ଟଲ୍ କରିବା | | ଏବେ ଆମେ Eclipse ଇନଷ୍ଟଲ୍ କରିବା | ||
+ | |||
|- | |- | ||
|04:14 | |04:14 | ||
| ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ update | | ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ update | ||
+ | |||
|- | |- | ||
|04:25 | |04:25 | ||
| ଏହି କମାଣ୍ଡ, ସମସ୍ତ ଉପଲବ୍ଧ ସଫ୍ଟୱେର୍ ର ତାଲିକା କାଢିବ. Enter ଦାବନ୍ତୁ | | ଏହି କମାଣ୍ଡ, ସମସ୍ତ ଉପଲବ୍ଧ ସଫ୍ଟୱେର୍ ର ତାଲିକା କାଢିବ. Enter ଦାବନ୍ତୁ | ||
+ | |||
|- | |- | ||
|04:33 | |04:33 | ||
| ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ ଉପରେ ନିର୍ଭର କରି, ସଫ୍ଟୱେର୍ ର ତାଲିକା କାଢ଼ିବା ପାଇଁ ଏହା କିଛି ସମୟ ନେବ | | ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ ଉପରେ ନିର୍ଭର କରି, ସଫ୍ଟୱେର୍ ର ତାଲିକା କାଢ଼ିବା ପାଇଁ ଏହା କିଛି ସମୟ ନେବ | ||
+ | |||
|- | |- | ||
|04:45 | |04:45 | ||
| ଯେତେବେଳେ ଟର୍ମିନାଲ୍ Dollar Prompt ($)କୁ ଫେରିବ, ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ. ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ | | ଯେତେବେଳେ ଟର୍ମିନାଲ୍ Dollar Prompt ($)କୁ ଫେରିବ, ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ. ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ | ||
+ | |||
|- | |- | ||
|04:55 | |04:55 | ||
| ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ eclipse ଓ Enter ଦାବନ୍ତୁ | | ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ eclipse ଓ Enter ଦାବନ୍ତୁ | ||
+ | |||
|- | |- | ||
|05:10 | |05:10 | ||
| ଏହି କମାଣ୍ଡ Eclipse ସଫ୍ଟୱେର୍ କୁ ଖୋଜି ସିଷ୍ଟମ୍ ରେ ଇନଷ୍ଟଲ୍ କରେ | | ଏହି କମାଣ୍ଡ Eclipse ସଫ୍ଟୱେର୍ କୁ ଖୋଜି ସିଷ୍ଟମ୍ ରେ ଇନଷ୍ଟଲ୍ କରେ | ||
− | + | ||
+ | |- | ||
|05:15 | |05:15 | ||
| Need to get 10.8 MB ଲେଖାଥିବା ଲାଇନ୍ କୁ ଦେଖନ୍ତୁ | | Need to get 10.8 MB ଲେଖାଥିବା ଲାଇନ୍ କୁ ଦେଖନ୍ତୁ | ||
+ | |||
|- | |- | ||
|05:22 | |05:22 | ||
| ଆପଣଙ୍କ ସିଷ୍ଟମ୍ କୁ ଆଧାର କରି ଏହି ସଂଖ୍ୟା ଭିନ୍ନ ହେବ | | ଆପଣଙ୍କ ସିଷ୍ଟମ୍ କୁ ଆଧାର କରି ଏହି ସଂଖ୍ୟା ଭିନ୍ନ ହେବ | ||
+ | |||
|- | |- | ||
|05:27 | |05:27 | ||
| ତଥା ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଆଧାର କରି ପ୍ୟାକେଜ୍ ଗୁଡ଼ିକୁ ଖୋଜିବା ପାଇଁ ଆବଶ୍ୟକ ସମୟ ଭିନ୍ନ ହେବ | | ତଥା ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଆଧାର କରି ପ୍ୟାକେଜ୍ ଗୁଡ଼ିକୁ ଖୋଜିବା ପାଇଁ ଆବଶ୍ୟକ ସମୟ ଭିନ୍ନ ହେବ | ||
+ | |||
|- | |- | ||
|05:30 | |05:30 | ||
| Y କିମ୍ୱା N Promptରେ Y ଟାଇପ୍ କରି Enter ଦାବନ୍ତୁ | | Y କିମ୍ୱା N Promptରେ Y ଟାଇପ୍ କରି Enter ଦାବନ୍ତୁ | ||
+ | |||
|- | |- | ||
|05:39 | |05:39 | ||
| ସମସ୍ତ ଆବଶ୍ୟକ ପ୍ୟାକେଜଗୁଡ଼ିକ ଡାଉନଲୋଡ୍ ହୋଇ ସିଷ୍ଟମରେ ଅନ୍-ପ୍ୟାକ୍ ହୋଇଗଲା | | ସମସ୍ତ ଆବଶ୍ୟକ ପ୍ୟାକେଜଗୁଡ଼ିକ ଡାଉନଲୋଡ୍ ହୋଇ ସିଷ୍ଟମରେ ଅନ୍-ପ୍ୟାକ୍ ହୋଇଗଲା | ||
+ | |||
|- | |- | ||
|05:59 | |05:59 | ||
| ଯେତେବେଳେ ଟର୍ମିନାଲ୍ Dollar Prompକୁ ଫେରିବ, ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବ | | ଯେତେବେଳେ ଟର୍ମିନାଲ୍ Dollar Prompକୁ ଫେରିବ, ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବ | ||
+ | |||
|- | |- | ||
|06:05 | |06:05 | ||
| ସିଷ୍ଟମରେ Eclipse ଇନଷ୍ଟଲ୍ ହୋଇଛି ଓ ଉପଲବ୍ଧ ଅଛି କି ନାହିଁ, ଚାଲନ୍ତୁ ଦେଖିବା | | ସିଷ୍ଟମରେ Eclipse ଇନଷ୍ଟଲ୍ ହୋଇଛି ଓ ଉପଲବ୍ଧ ଅଛି କି ନାହିଁ, ଚାଲନ୍ତୁ ଦେଖିବା | ||
+ | |||
|- | |- | ||
|06:10 | |06:10 | ||
| Alt + F2 ଦାବନ୍ତୁ. ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ | | Alt + F2 ଦାବନ୍ତୁ. ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ | ||
+ | |||
|- | |- | ||
|06:22 | |06:22 | ||
| ଏହା Eclipse Application ଲଞ୍ଚ କରେ. ଯଦି Eclipse ଇନଷ୍ଟଲ୍ ହୋଇନଥିବ, ତେବେ ଏହା Applicationକୁ ଖୋଲିବ ନାହିଁ | | ଏହା Eclipse Application ଲଞ୍ଚ କରେ. ଯଦି Eclipse ଇନଷ୍ଟଲ୍ ହୋଇନଥିବ, ତେବେ ଏହା Applicationକୁ ଖୋଲିବ ନାହିଁ | ||
+ | |||
|- | |- | ||
|06:31 | |06:31 | ||
| ଆମେ, Workspace Launcher Prompt ପାଇବା. ଆଗକୁ ବଢିବା ପାଇଁ OK କ୍ଲିକ୍ କରନ୍ତୁ | | ଆମେ, Workspace Launcher Prompt ପାଇବା. ଆଗକୁ ବଢିବା ପାଇଁ OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:40 | |06:40 | ||
| Welcome To Eclipse ପେଜ୍ ଦେଖାଦେବ. ଏହାର ଅର୍ଥ, ସିଷ୍ଟମରେ Eclipse ସଫଳତାପୂର୍ବକ ଇନଷ୍ଟଲ୍ ହେଲା | | Welcome To Eclipse ପେଜ୍ ଦେଖାଦେବ. ଏହାର ଅର୍ଥ, ସିଷ୍ଟମରେ Eclipse ସଫଳତାପୂର୍ବକ ଇନଷ୍ଟଲ୍ ହେଲା | ||
+ | |||
|- | |- | ||
|06:53 | |06:53 | ||
| Debian, Kubuntu ଓ Xubuntuରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା Ubuntu ପରି ସମାନ | | Debian, Kubuntu ଓ Xubuntuରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା Ubuntu ପରି ସମାନ | ||
+ | |||
|- | |- | ||
|07:04 | |07:04 | ||
| Redhatରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା ମଧ୍ୟ Ubuntu ପରି ସମାନ | | Redhatରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା ମଧ୍ୟ Ubuntu ପରି ସମାନ | ||
+ | |||
|- | |- | ||
|07:08 | |07:08 | ||
| କେବଳ ପ୍ରଭେଦ ହେଉଛି, ଖୋଜିବା ଓ ଇନଷ୍ଟଲ୍ ପାଇଁ ବ୍ୟବହୃତ କମାଣ୍ଡସ୍ | | କେବଳ ପ୍ରଭେଦ ହେଉଛି, ଖୋଜିବା ଓ ଇନଷ୍ଟଲ୍ ପାଇଁ ବ୍ୟବହୃତ କମାଣ୍ଡସ୍ | ||
+ | |||
|- | |- | ||
|07:13 | |07:13 | ||
| ସଫ୍ଟୱେର୍ ର ତାଲିକା ଖୋଜିବା ପାଇଁ, sudo ସ୍ପେସ୍ yum ସ୍ପେସ୍ update ବ୍ୟବହାର କରନ୍ତୁ | | ସଫ୍ଟୱେର୍ ର ତାଲିକା ଖୋଜିବା ପାଇଁ, sudo ସ୍ପେସ୍ yum ସ୍ପେସ୍ update ବ୍ୟବହାର କରନ୍ତୁ | ||
+ | |||
|- | |- | ||
|07:19 | |07:19 | ||
| Eclipse ଇନଷ୍ଟଲ୍ କରିବା ପାଇଁ ବ୍ୟବହାର କରନ୍ତୁ sudo ସ୍ପେସ୍ yum ସ୍ପେସ୍ install ସ୍ପେସ୍ eclipse | | Eclipse ଇନଷ୍ଟଲ୍ କରିବା ପାଇଁ ବ୍ୟବହାର କରନ୍ତୁ sudo ସ୍ପେସ୍ yum ସ୍ପେସ୍ install ସ୍ପେସ୍ eclipse | ||
+ | |||
|- | |- | ||
|07:27 | |07:27 | ||
| Fedora, Centos ଓ SUSE Linuxରେ Eclipse ଇନଷ୍ଟଲ୍ କରିବା ପାଇଁ ପ୍ରକ୍ରିୟା Redhat ପରି ସମାନ | | Fedora, Centos ଓ SUSE Linuxରେ Eclipse ଇନଷ୍ଟଲ୍ କରିବା ପାଇଁ ପ୍ରକ୍ରିୟା Redhat ପରି ସମାନ | ||
+ | |||
|- | |- | ||
|07:37 | |07:37 | ||
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ||
+ | |||
|- | |- | ||
|07:39 | |07:39 | ||
| Ubuntu ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ Redhat ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମରେ Eclipse କିପରି ଇନଷ୍ଟଲ୍ କରାଯାଏ, ତାହା ଆମେ ଦେଖିଲେ | | Ubuntu ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ Redhat ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମରେ Eclipse କିପରି ଇନଷ୍ଟଲ୍ କରାଯାଏ, ତାହା ଆମେ ଦେଖିଲେ | ||
+ | |||
|- | |- | ||
|07:49 | |07:49 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ | | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ | ||
+ | |||
|- | |- | ||
|07:52 | |07:52 | ||
| Eclipse ପାଇଁ ସମାନ ଇନଷ୍ଟଲେଶନ୍ ପ୍ରକ୍ରିୟା ଥିବା ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ଖୋଜନ୍ତୁ | | Eclipse ପାଇଁ ସମାନ ଇନଷ୍ଟଲେଶନ୍ ପ୍ରକ୍ରିୟା ଥିବା ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ଖୋଜନ୍ତୁ | ||
+ | |||
|- | |- | ||
|07:58 | |07:58 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
|08:04 | |08:04 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|08:07 | |08:07 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|08:12 | |08:12 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | + | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
− | + | ||
− | + | ||
− | + | ||
|- | |- | ||
|08:16 | |08:16 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | ||
+ | |||
|- | |- | ||
|08:19 | |08:19 | ||
| ଅଧିକ ବିବରଣୀ ପାଇଁ ଦୟାକରି contact ଆଟ୍ spoken ହାଇଫେନ୍ tutorial ଡଟ୍ orgକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି contact ଆଟ୍ spoken ହାଇଫେନ୍ tutorial ଡଟ୍ orgକୁ ଲେଖନ୍ତୁ | ||
+ | |||
|- | |- | ||
|08:26 | |08:26 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|08:30 | |08:30 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ ''' | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ ''' | ||
+ | |||
|- | |- | ||
|08:36 | |08:36 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) | | ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) | ||
+ | |||
|- | |- | ||
|08:42 | |08:42 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 14:52, 7 April 2017
Time | Narration |
00:01 | Linuxରେ Installing Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆପଣ ଉବୁଣ୍ଟୁରେ ଓ Redhat OSରେ Eclipse ଇନଷ୍ଟଲ କରିବା ବିଷୟରେ ଶିଖିବେ |
00:15 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, ଉବୁଣ୍ଟୁ 11.10 ବ୍ୟବହାର କରୁଛୁ |
00:20 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର ନିଶ୍ଚିତ ଭାବେ |
00:22 | ଇଣ୍ଟରନେଟ୍ କନେକ୍ସନ୍ ଥିବା ଦରକାର ଏବଂ Linuxରେ ଟର୍ମିନାଲ୍ ବ୍ୟବହାରର ଜ୍ଞାନ ଥିବା ଉଚିତ |
00:28 | ତଥା Root Access କିମ୍ୱା Sudo ଅନୁମତି ମଧ୍ୟ ଥିବା ଦରକାର |
00:32 | Root କିମ୍ୱା Sudo କ’ଣ ବୋଲି ଯଦି ଆପଣ ଜାଣିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ |
00:36 | ଟ୍ୟୁଟୋରିଆଲ୍ ଦେଇ ଆପଣ ଆଗକୁ ବଢ଼ିପାରିବେ |
00:39 | ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ Proxy Access ଥିବା ଦରକାର |
00:45 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:51 | ପ୍ରଦର୍ଶିତ କମାଣ୍ଡଗୁଡ଼ିକ ବ୍ୟବହାର କରି ଆମେ ଏବେ ଉବୁଣ୍ଟୁରେ Eclipse ଇନଷ୍ଟଲ୍ କରିବା |
00:55 | ଏବଂ ତାହାକୁ Redhatରେ କରିବା ପାଇଁ ଆବଶ୍ୟକ ଛୋଟ ପରିବର୍ତ୍ତନ ବିଷୟରେ ମଧ୍ୟ ଶିଖିବା |
01:05 | ଏବେ, ଚାଲନ୍ତୁ ଟର୍ମିନାଲ୍ ଖୋଲିବା |
01:07 | Ctrl + Alt + T ଦାବନ୍ତୁ |
01:10 | ଏହା, ଉବୁଣ୍ଟୁରେ Terminal ଖୋଲିବ |
01:18 | ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ତାକୁ ଆପଣଙ୍କୁ Terminalରେ ସେଟ୍ କରିବାକୁ ପଡ଼ିବ |
01:23 | ଯଦି ଆପଣ Proxy କ’ଣ ବୋଲି ଜାଣି ନାହଁନ୍ତି, ତେବେ ଆପଣ ତାହା ବ୍ୟବହାର କରୁଥିବା ନେଟୱର୍କରେ ନଥିବେ |
01:28 | ତେଣୁ ଆପଣ, ଏହି ପଦାଙ୍କ ଛାଡ଼ିଦେଇପାରିବେ |
01:30 | Proxy ବ୍ୟବହାରକାରିମାନଙ୍କୁ ଏହାକୁ ସେଟ୍ କରିବାକୁ ହେବ |
01:34 | Proxy ଦୁଇ ପ୍ରକାରର ଅଟେ |
01:36 | ଗୋଟିକରେ Username ଓ Password ଦରକାର, ଯେତେବେଳେକି ଅନ୍ୟଟିରେ ନୁହେଁ |
01:40 | ସମ୍ୱନ୍ଧିତ ବ୍ୟକ୍ତିଙ୍କଠାରୁ, ଆପଣ କେଉଁ ପ୍ରକାରର Proxy ବ୍ୟବହାର କରୁଛନ୍ତି ଜାଣନ୍ତୁ |
01:45 | Terminalରେ ଟାଇପ୍ କରନ୍ତୁ: sudo ସ୍ପେସ୍ ହାଇଫେନ୍ s |
01:52 | କୁହାଗଲେ ପାସୱର୍ଡ ଟାଇପ୍ କରିବେ |
01:57 | ଧ୍ୟାନଦିଅନ୍ତୁ ଯେ, ଆପଣ ପାସୱର୍ଡ ଟାଇପ୍ କଲେ, ଆଷ୍ଟରିକ (*) କିମ୍ୱା ଅନ୍ୟ ସଂକେତ ଭାବରେ କୌଣସି ଫିଡବ୍ୟାକ୍ ପାଇବେ ନାହିଁ. Enter ଦାବନ୍ତୁ |
02:06 | ଦେଖନ୍ତୁ, ପ୍ରମ୍ପ୍ଟ ସିମ୍ୱଲ୍ Dollarରୁ Hashରେ ବଦଳିଯାଇଛି |
02:14 | ଏବେ ଟାଇପ୍ କରନ୍ତୁ: export ସ୍ପେସ୍
http ଅଣ୍ଡରସ୍କୋର୍ proxy ଇକ୍ୱାଲ୍ ଟୁ http://tsuser:tspwd@10.24.0.2:8080 |
02:47 | ଏହି କମାଣ୍ଡରେ tsuser ହେଉଛି Proxy ଅଥେଣ୍ଟିକେଶନ୍ ପାଇଁ ୟୁଜର୍ ନେମ୍ ତଥା tspwd ହେଉଛି ପାସୱର୍ଡ |
02:55 | ଦୟାକରି ନିଜ ଆବଶ୍ୟକତା ଅନୁସାରେ ଏହି ଭାଲ୍ୟୁଗୁଡ଼ିକୁ ବଦଳାନ୍ତୁ |
02:59 | Proxyର Host Address ହେଉଛି 10.24.0.2 ଓ Port Number ହେଉଛି 8080 |
03:07 | ନିଜ ଆବଶ୍ୟକତା ଅନୁସାରେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବଦଳାନ୍ତୁ. ଏଣ୍ଟର୍ ଦାବନ୍ତୁ |
03:14 | କିଛି ମାମଲାରେ, ନେଟୱର୍କ, ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ |
03:18 | ଏହିପରି ମାମଲାରେ Username ଓ Passwordକୁ ଖାଲି ଛାଡ଼ିଦିଆଯାଇପାରେ |
03:22 | ଯେହେତୁ ମୋର Proxy ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ, ମୁଁ ସେହି ବିବରଣୀଗୁଡ଼ିକୁ କାଢ଼ିଦେଉଛି |
03:28 | ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବି Username ଓ Password କାଢ଼ିଦିଅନ୍ତୁ. |
03:35 | ଏବଂ Enter ଦାବନ୍ତୁ,ଏହି କମାଣ୍ଡଗୁଡ଼ିକ http proxy ସେଟ୍ କରେ. http Proxy କିପରି ସେଟ୍ କରାଯାଏ, ଆମେ ଜାଣିଛେ |
03:44 | ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବନ୍ତୁ ଏବଂ httpକୁ httpsରେ ବଦଳାଇବା ପାଇଁ s ଟାଇପ୍ କରି Enter ଦାବନ୍ତୁ |
03:54 | ଏବେ ଆମେ ସଫଳତାପୂର୍ବକ Proxy ସେଟ୍ କରିଦେଲେ |
03:58 | ନର୍ମାଲ୍ ପ୍ରମ୍ପ୍ଟକୁ ଫେରିବା ପାଇଁ Ctrl + D ଦାବନ୍ତୁ |
04:02 | ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ |
04:11 | ଏବେ ଆମେ Eclipse ଇନଷ୍ଟଲ୍ କରିବା |
04:14 | ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ update |
04:25 | ଏହି କମାଣ୍ଡ, ସମସ୍ତ ଉପଲବ୍ଧ ସଫ୍ଟୱେର୍ ର ତାଲିକା କାଢିବ. Enter ଦାବନ୍ତୁ |
04:33 | ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ ଉପରେ ନିର୍ଭର କରି, ସଫ୍ଟୱେର୍ ର ତାଲିକା କାଢ଼ିବା ପାଇଁ ଏହା କିଛି ସମୟ ନେବ |
04:45 | ଯେତେବେଳେ ଟର୍ମିନାଲ୍ Dollar Prompt ($)କୁ ଫେରିବ, ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ. ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ |
04:55 | ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ eclipse ଓ Enter ଦାବନ୍ତୁ |
05:10 | ଏହି କମାଣ୍ଡ Eclipse ସଫ୍ଟୱେର୍ କୁ ଖୋଜି ସିଷ୍ଟମ୍ ରେ ଇନଷ୍ଟଲ୍ କରେ |
05:15 | Need to get 10.8 MB ଲେଖାଥିବା ଲାଇନ୍ କୁ ଦେଖନ୍ତୁ |
05:22 | ଆପଣଙ୍କ ସିଷ୍ଟମ୍ କୁ ଆଧାର କରି ଏହି ସଂଖ୍ୟା ଭିନ୍ନ ହେବ |
05:27 | ତଥା ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଆଧାର କରି ପ୍ୟାକେଜ୍ ଗୁଡ଼ିକୁ ଖୋଜିବା ପାଇଁ ଆବଶ୍ୟକ ସମୟ ଭିନ୍ନ ହେବ |
05:30 | Y କିମ୍ୱା N Promptରେ Y ଟାଇପ୍ କରି Enter ଦାବନ୍ତୁ |
05:39 | ସମସ୍ତ ଆବଶ୍ୟକ ପ୍ୟାକେଜଗୁଡ଼ିକ ଡାଉନଲୋଡ୍ ହୋଇ ସିଷ୍ଟମରେ ଅନ୍-ପ୍ୟାକ୍ ହୋଇଗଲା |
05:59 | ଯେତେବେଳେ ଟର୍ମିନାଲ୍ Dollar Prompକୁ ଫେରିବ, ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବ |
06:05 | ସିଷ୍ଟମରେ Eclipse ଇନଷ୍ଟଲ୍ ହୋଇଛି ଓ ଉପଲବ୍ଧ ଅଛି କି ନାହିଁ, ଚାଲନ୍ତୁ ଦେଖିବା |
06:10 | Alt + F2 ଦାବନ୍ତୁ. ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ |
06:22 | ଏହା Eclipse Application ଲଞ୍ଚ କରେ. ଯଦି Eclipse ଇନଷ୍ଟଲ୍ ହୋଇନଥିବ, ତେବେ ଏହା Applicationକୁ ଖୋଲିବ ନାହିଁ |
06:31 | ଆମେ, Workspace Launcher Prompt ପାଇବା. ଆଗକୁ ବଢିବା ପାଇଁ OK କ୍ଲିକ୍ କରନ୍ତୁ |
06:40 | Welcome To Eclipse ପେଜ୍ ଦେଖାଦେବ. ଏହାର ଅର୍ଥ, ସିଷ୍ଟମରେ Eclipse ସଫଳତାପୂର୍ବକ ଇନଷ୍ଟଲ୍ ହେଲା |
06:53 | Debian, Kubuntu ଓ Xubuntuରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା Ubuntu ପରି ସମାନ |
07:04 | Redhatରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା ମଧ୍ୟ Ubuntu ପରି ସମାନ |
07:08 | କେବଳ ପ୍ରଭେଦ ହେଉଛି, ଖୋଜିବା ଓ ଇନଷ୍ଟଲ୍ ପାଇଁ ବ୍ୟବହୃତ କମାଣ୍ଡସ୍ |
07:13 | ସଫ୍ଟୱେର୍ ର ତାଲିକା ଖୋଜିବା ପାଇଁ, sudo ସ୍ପେସ୍ yum ସ୍ପେସ୍ update ବ୍ୟବହାର କରନ୍ତୁ |
07:19 | Eclipse ଇନଷ୍ଟଲ୍ କରିବା ପାଇଁ ବ୍ୟବହାର କରନ୍ତୁ sudo ସ୍ପେସ୍ yum ସ୍ପେସ୍ install ସ୍ପେସ୍ eclipse |
07:27 | Fedora, Centos ଓ SUSE Linuxରେ Eclipse ଇନଷ୍ଟଲ୍ କରିବା ପାଇଁ ପ୍ରକ୍ରିୟା Redhat ପରି ସମାନ |
07:37 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
07:39 | Ubuntu ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ Redhat ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମରେ Eclipse କିପରି ଇନଷ୍ଟଲ୍ କରାଯାଏ, ତାହା ଆମେ ଦେଖିଲେ |
07:49 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ |
07:52 | Eclipse ପାଇଁ ସମାନ ଇନଷ୍ଟଲେଶନ୍ ପ୍ରକ୍ରିୟା ଥିବା ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ଖୋଜନ୍ତୁ |
07:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:04 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:07 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
08:16 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
08:19 | ଅଧିକ ବିବରଣୀ ପାଇଁ ଦୟାକରି contact ଆଟ୍ spoken ହାଇଫେନ୍ tutorial ଡଟ୍ orgକୁ ଲେଖନ୍ତୁ |
08:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:30 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:36 | ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
08:42 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |