Difference between revisions of "GIMP/C2/Selecting-Sections-Part-2/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPକୁ ସ୍ୱାଗତ. |- |00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର...") |
PoojaMoolya (Talk | contribs) |
||
Line 6: | Line 6: | ||
|00:23 | |00:23 | ||
| Meet The GIMPକୁ ସ୍ୱାଗତ. | | Meet The GIMPକୁ ସ୍ୱାଗତ. | ||
+ | |||
|- | |- | ||
|00:25 | |00:25 | ||
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
+ | |||
|- | |- | ||
|00:31 | |00:31 | ||
| ଆଜି ଆମେ Fuzzy Select Tool ବିଷୟରେ କଥା ହେବା | | ଆଜି ଆମେ Fuzzy Select Tool ବିଷୟରେ କଥା ହେବା | ||
+ | |||
|- | |- | ||
|00:36 | |00:36 | ||
| ଏହା, Select By Colour Tool ସହିତ ପାଖାପାଖି ସମାନ | | ଏହା, Select By Colour Tool ସହିତ ପାଖାପାଖି ସମାନ | ||
+ | |||
|- | |- | ||
|00:40 | |00:40 | ||
| କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ | | କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ | ||
+ | |||
|- | |- | ||
|00:54 | |00:54 | ||
| ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି | | ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି | ||
+ | |||
|- | |- | ||
|01:08 | |01:08 | ||
| ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing | | ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing | ||
+ | |||
|- | |- | ||
|01:13 | |01:13 | ||
| ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ | | ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ | ||
+ | |||
|- | |- | ||
|01:23 | |01:23 | ||
| ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ | | ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ | ||
+ | |||
|- | |- | ||
|01:33 | |01:33 | ||
| ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas | | ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas | ||
+ | |||
|- | |- | ||
|01:41 | |01:41 | ||
| ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ | | ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ | ||
+ | |||
|- | |- | ||
|01:50 | |01:50 | ||
| Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ | | Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ | ||
+ | |||
|- | |- | ||
|01:58 | |01:58 | ||
| ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ | | ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ | ||
+ | |||
|- | |- | ||
|02:04 | |02:04 | ||
| ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ | | ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ | ||
+ | |||
|- | |- | ||
|02:11 | |02:11 | ||
| ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ | | ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ | ||
+ | |||
|- | |- | ||
|02:24 | |02:24 | ||
| ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ | | ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ | ||
+ | |||
|- | |- | ||
|02:30 | |02:30 | ||
| ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି | | ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି | ||
+ | |||
|- | |- | ||
|02:37 | |02:37 | ||
| ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍ | | ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍ | ||
+ | |||
|- | |- | ||
|02:44 | |02:44 | ||
| ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ | | ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ | ||
+ | |||
|- | |- | ||
|02:56 | |02:56 | ||
| ଏବେ ଚାଲନ୍ତୁ Fuzzy Select Tool ଦେଖିବା | | ଏବେ ଚାଲନ୍ତୁ Fuzzy Select Tool ଦେଖିବା | ||
+ | |||
|- | |- | ||
|03:01 | |03:01 | ||
| ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି | | ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି | ||
+ | |||
|- | |- | ||
|03:08 | |03:08 | ||
| ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ | | ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ | ||
+ | |||
|- | |- | ||
|03:13 | |03:13 | ||
| ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି | | ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି | ||
+ | |||
|- | |- | ||
|03:28 | |03:28 | ||
| ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ | | ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ | ||
+ | |||
|- | |- | ||
|03:37 | |03:37 | ||
| ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ | | ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ | ||
+ | |||
|- | |- | ||
|03:49 | |03:49 | ||
| ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି | | ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି | ||
+ | |||
|- | |- | ||
|04:03 | |04:03 | ||
| Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି | | Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି | ||
+ | |||
|- | |- | ||
|04:13 | |04:13 | ||
| ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ | | ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ | ||
+ | |||
|- | |- | ||
|04:22 | |04:22 | ||
| କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ | | କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ | ||
+ | |||
|- | |- | ||
|04:26 | |04:26 | ||
| Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ | | Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ | ||
+ | |||
|- | |- | ||
|04:32 | |04:32 | ||
| Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି | | Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି | ||
+ | |||
|- | |- | ||
|04:43 | |04:43 | ||
| ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି | | ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି | ||
+ | |||
|- | |- | ||
|04:54 | |04:54 | ||
| ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ | | ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ | ||
+ | |||
|- | |- | ||
|05:05 | |05:05 | ||
| ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ | | ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ | ||
+ | |||
|- | |- | ||
|05:25 | |05:25 | ||
| ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ | | ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ | ||
+ | |||
|- | |- | ||
|05:41 | |05:41 | ||
| Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ | | Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ | ||
+ | |||
|- | |- | ||
|05:50 | |05:50 | ||
| Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି | | Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି | ||
+ | |||
|- | |- | ||
|05:55 | |05:55 | ||
| Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ | | Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ | ||
+ | |||
|- | |- | ||
|05:59 | |05:59 | ||
| ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି | | ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି | ||
+ | |||
|- | |- | ||
|06:10 | |06:10 | ||
| ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି | | ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି | ||
+ | |||
|- | |- | ||
|06:19 | |06:19 | ||
| ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି | | ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି | ||
+ | |||
|- | |- | ||
|06:22 | |06:22 | ||
| ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ | | ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ | ||
+ | |||
|- | |- | ||
|06:32 | |06:32 | ||
| Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ | | Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ | ||
+ | |||
|- | |- | ||
|06:41 | |06:41 | ||
| ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool | | ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool | ||
+ | |||
|- | |- | ||
|06:48 | |06:48 | ||
| ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ | | ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ | ||
+ | |||
|- | |- | ||
|06:56 | |06:56 | ||
| ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି | | ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି | ||
+ | |||
|- | |- | ||
|07:10 | |07:10 | ||
| ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି | | ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି | ||
+ | |||
|- | |- | ||
|07:42 | |07:42 | ||
| ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ | | ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ | ||
+ | |||
|- | |- | ||
|07:56 | |07:56 | ||
| ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା | | ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା | ||
+ | |||
|- | |- | ||
|08:13 | |08:13 | ||
| ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ | | ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ | ||
+ | |||
|- | |- | ||
|08:30 | |08:30 | ||
| ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି | | ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି | ||
+ | |||
|- | |- | ||
|08:44 | |08:44 | ||
| ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ | | ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ | ||
− | + | ||
+ | |- | ||
|08:56 | |08:56 | ||
| ତେଣୁ ମୁଁ, Selection ସହିତ ସମାପ୍ତ କଲି | | ତେଣୁ ମୁଁ, Selection ସହିତ ସମାପ୍ତ କଲି | ||
+ | |||
|- | |- | ||
|09:10 | |09:10 | ||
| ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା | | ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା | ||
+ | |||
|- | |- | ||
|09:17 | |09:17 | ||
| ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି | | ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି | ||
+ | |||
|- | |- | ||
|09:25 | |09:25 | ||
| ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି | | ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି | ||
+ | |||
|- | |- | ||
|09:33 | |09:33 | ||
| ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ | | ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ | ||
+ | |||
|- | |- | ||
|09:42 | |09:42 | ||
| ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି | | ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି | ||
+ | |||
|- | |- | ||
|09:57 | |09:57 | ||
| ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି | | ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି | ||
+ | |||
|- | |- | ||
|10:04 | |10:04 | ||
| ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା | | ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା | ||
+ | |||
|- | |- | ||
|10:10 | |10:10 | ||
| ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି | | ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି | ||
+ | |||
|- | |- | ||
|10:17 | |10:17 | ||
| ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool | | ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool | ||
+ | |||
|- | |- | ||
|10:24 | |10:24 | ||
| କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ | | କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ | ||
+ | |||
|- | |- | ||
|10:37 | |10:37 | ||
| ତଥାପି, ଚାଲନ୍ତୁ ଏହାକୁ ଦେଖିବା | | ତଥାପି, ଚାଲନ୍ତୁ ଏହାକୁ ଦେଖିବା | ||
+ | |||
|- | |- | ||
|10:41 | |10:41 | ||
| ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ | | ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ | ||
+ | |||
|- | |- | ||
|10:48 | |10:48 | ||
| ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି | | ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି | ||
+ | |||
|- | |- | ||
|10:57 | |10:57 | ||
| ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି | | ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି | ||
+ | |||
|- | |- | ||
|11:06 | |11:06 | ||
| ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି | | ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି | ||
+ | |||
|- | |- | ||
|11:21 | |11:21 | ||
| ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି. ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି | | ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି. ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି | ||
+ | |||
|- | |- | ||
|11:44 | |11:44 | ||
| ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି | | ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି | ||
+ | |||
|- | |- | ||
|11:59 | |11:59 | ||
| ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ | | ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ | ||
+ | |||
|- | |- | ||
|12:17 | |12:17 | ||
| ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ | | ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ | ||
+ | |||
|- | |- | ||
|12:27 | |12:27 | ||
| ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ | | ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ | ||
+ | |||
|- | |- | ||
|12:42 | |12:42 | ||
| ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ | | ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ | ||
+ | |||
|- | |- | ||
|12:54 | |12:54 | ||
| ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ | | ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ | ||
+ | |||
|- | |- | ||
|13:12 | |13:12 | ||
| ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ | | ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ | ||
+ | |||
|- | |- | ||
|13:17 | |13:17 | ||
| ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ | | ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ | ||
+ | |||
|- | |- | ||
|13:27 | |13:27 | ||
| Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି | | Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି | ||
+ | |||
|- | |- | ||
|13:36 | |13:36 | ||
| Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି | | Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି | ||
+ | |||
|- | |- | ||
|13:48 | |13:48 | ||
| ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି | | ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି | ||
+ | |||
|- | |- | ||
|13:52 | |13:52 | ||
| ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ | | ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ | ||
+ | |||
|- | |- | ||
|14:05 | |14:05 | ||
| meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ | | meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ | ||
+ | |||
|- | |- | ||
|14:19 | |14:19 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | ||
+ | |} |
Latest revision as of 17:07, 6 April 2017
Time | Narration |
00:23 | Meet The GIMPକୁ ସ୍ୱାଗତ. |
00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:31 | ଆଜି ଆମେ Fuzzy Select Tool ବିଷୟରେ କଥା ହେବା |
00:36 | ଏହା, Select By Colour Tool ସହିତ ପାଖାପାଖି ସମାନ |
00:40 | କିନ୍ତୁ, Fuzzy Select Tool କେବଳ ନିକଟବର୍ତ୍ତୀ କ୍ଷେତ୍ର ସିଲେକ୍ଟ କରିଥିବାବେଳେ Colour Select Tool ସମାନ ରଙ୍ଗ ବିଶିଷ୍ଟ ସମସ୍ତ କ୍ଷେତ୍ର ଚୟନ କରିଥାଏ |
00:54 | ଏଥିରେ କେତେକ ସମାନ ବିକଳ୍ପ ଅଛି, ଯେପରି Replace, Add, Subtract ଓ Intersect with the Current Selection. ମୁଁ ଏବେ Replace ଚୟନ କରିବି |
01:08 | ଏଠାରେ ଆପଣ ସେହି ବିକଳ୍ପ ଦେଖିପାରିବେ, Antialiasing |
01:13 | ଯଦି ଆମେ Antialiasing ଚୟନ କରୁଛେ, ତେବେ ଚୟନ କରାଯାଇଥିବା ବର୍ଡର୍ ଶାର୍ପ ହୁଏନାହିଁ ଓ ଆପଣ ସ୍ମୂଥ୍ କର୍ନର୍ସ ପାଇବେ |
01:23 | ଆଉ ଯଦି ଏହାକୁ ଚୟନ କରାଯାଇନଥାଏ, ତେବେ ଆପଣ, ଚୟନିତ ଓ ଅଚୟନିତ ମଧ୍ୟରେ ପ୍ରକୃତରେ ଏକ ଶାର୍ପ ବର୍ଡର୍ ପାଇବେ |
01:33 | ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି Feather Edges ଓ Select Transparent Areas |
01:41 | ବୋଧହୁଏ, Mask Sensorର ବ୍ୟବହାର ସମୟରେ Select Transparent Areas ଉପଯୋଗୀ ଅଟେ |
01:50 | Sample Merged ଅନ୍ୟ ପରି ସମାନ ଓ ଏହା ସମସ୍ତ Visible Layers ଚୟନ କରିଥାଏ |
01:58 | ଯଦି ଚୟନିତ ନହୋଇଥାଏ, ତେବେ ଏହା ସାମ୍ପ୍ରତିକ ଲେୟର୍ ଉପରେ କାମ କରେ |
02:04 | ଯଦି ଆପଣ, ଇମେଜର ସମୁଦାୟ ଆଉଟପୁଟ୍ ରୁ କିଛି ଚୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପର ଚୟନ କରନ୍ତୁ |
02:11 | ଏଠାରେ Threshold ଅଛି, ଯାହା କିଛି ଯଦି ସିଲେକ୍ସନ୍ ବାହାରକୁ ଚାଲିଯାଏ କିମ୍ୱା ସିଲେକ୍ସନ୍ ରେ ରଙ୍ଗଗୁଡ଼ିକ ମଧ୍ୟରେ କେତେ ପାର୍ଥକ୍ୟର ଅନୁମତି ଅଛି, ତାହା ପରିଭାଷିତ କରିଥାଏ |
02:24 | ଏହା, ସେହି ପିକ୍ସେଲ୍ସ ଚୟନ କରିବାରେ ସାହାଯ୍ୟ କରିଥାଏ, ଯେଉଁଥିରେ ଗୋଟିଏ ନିଶ୍ଚିତ ରଙ୍ଗ ଥାଏ |
02:30 | ପରବର୍ତ୍ତୀ ମହତ୍ୱପୂର୍ଣ୍ଣ ସିଲେକ୍ସନ୍ ହେଉଛି, ସିଲେକ୍ସନ୍ ରେ ଆପଣ କେଉଁ ମୋଡ୍ ରଖିବାକୁ ଚାହୁଁଛନ୍ତି |
02:37 | ଆଡ୍ ହୋଇଥିବା Red, Green ଓ Blue ଚାନେଲ୍ସର ଗ୍ରେ ଭାଲ୍ୟୁ ହେଉଛି Composite ମୋଡ୍ |
02:44 | ଆପଣଙ୍କର ସିଲେକ୍ସନ୍ ର ବେସ୍ ଭାବେ ଆପଣ Red, Green, Blue ଚାନେଲ୍ କିମ୍ୱା Hue, Saturation କିମ୍ୱା Value ଚାନେଲ୍ ର ଚୟନ କରିପାରିବେ |
02:56 | ଏବେ ଚାଲନ୍ତୁ Fuzzy Select Tool ଦେଖିବା |
03:01 | ମୁଁ ଇମେଜ୍ ରେ କ୍ଲିକ୍ କରୁଛି, ଆଉ Threshold ହେଉଛି ଶୂନ୍. ଚାଲନ୍ତୁ ଦେଖିବା କ’ଣ ହେଉଛି |
03:08 | ମୁଁ ଏପରି ଏକ ସିଲେକ୍ସନ୍ କରିବି, ଯାହା ଆକାରରେ ୱନ୍ (1) ପିକ୍ସେଲ୍ ଅଟେ |
03:13 | ଏବେ ମୁଁ, Thresholdର ପରିମାଣକୁ ବଢାଇ ପ୍ରାୟ 30 କରିବି ତଥା ଇମେଜ୍ ରେ କ୍ଲିକ୍ କରି ଏଠାରେ ଥିବା Toggle Quick Mask ଉପରେ କ୍ଲିକ୍ କରିବି |
03:28 | ସିଲେକ୍ଟ ହୋଇଥିବା ଏରିଆକୁ ଆପଣ ବର୍ତ୍ତମାନ ଦେଖିପାରିବେ |
03:37 | ମୁଁ Quick Mask Toggleକୁ ଡି-ସିଲେକ୍ଟ କରିଦେଉଛି. ଟୂଲ୍ ବକ୍ସ ପାଇଁ Tab ଦାବନ୍ତୁ ଓ ସବୁକିଛି ଅନସିଲେକ୍ଟ କରିବା ପାଇଁ Shift+Ctrl+A ଦାବନ୍ତୁ |
03:49 | ଏହାକୁ ମୁଁ ଟିକେ ଅନ୍ୟ ପ୍ରକାରରେ କରିବି, ଆଉ ସେଥିପାଇଁ ମୁଁ, Threshold ଶୂନ୍ କୁ ହ୍ରାସ କରି ଇମେଜ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ମାଉସ୍ କୁ ତଳ ଓ ଡାହାଣକୁ ଆଙ୍କୁଛି |
04:03 | Thresholdକୁ ବୃଦ୍ଧି କଲେ, ମୁଁ ଏହି ନୀଳ ଏରିଆକୁ ଯିବାର ଆପଣ ଦେଖିପାରନ୍ତି, କିନ୍ତୁ ତଥାପି ମୁଁ କାନ୍ଥରେ ଅଛି |
04:13 | ମୁଁ ଭାବୁଛି, ଏହି ଟୂଲ୍ ଟି ଗ୍ରାଫିକ୍ ଡିଜାଇନର୍ ମାନଙ୍କ ପାଇଁ ଅଧିକ ଉପଯୋଗୀ, ଫୋଟୋଗ୍ରାଫର୍ ମାନଙ୍କ ପାଇଁ ନୁହେଁ |
04:22 | କେବଳ ମାଉସ୍ କୁ ଟାଣି ଆପଣ Thresholdକୁ ବଦଳାଇପାରିବେ |
04:26 | Colour Selection Toolରେ ମଧ୍ୟ ଏହା ସମାନ ଭାବରେ କାମ କରେ |
04:32 | Select Byକୁ ମୁଁ Compositeରୁ Hueକୁ ବଦଳାଇ ସେହି ସମାନ ପଏଣ୍ଟରେ କ୍ଲିକ୍ କଲି ଓ ତଳକୁ ଟାଣି ଆଣିଲି |
04:43 | ଆପଣ ଦେଖିପାରିବେ ଯେ, ପୂର୍ବରୁ ଥିବା ତୁଳନାରେ କାନ୍ଥର ନୀଳ, ସବୁଜ ଭାଗର ସିଲେକ୍ସନ୍ ବହୁତ ବଢ଼ିଆ ଦେଖାଯାଉଛି |
04:54 | ତେଣୁ, ରଙ୍ଗ ପରିଭାଷାର ସଠିକ୍ ପ୍ରଣାଳୀ ଚୟନ ଏହି ଟୂଲ୍ ସହିତ ଭଲ ପରିଣାମ ଦେଇଥାଏ |
05:05 | ମୁଁ Quick Maskରେ କ୍ଲିକ୍ କରିବି ଓ ଏଠାରେ ଆପଣ ଏହା ପାଖାପାଖି ସଠିକ୍ ହୋଇଯିବାର ଦେଖିପାରୁଥିବେ; କେବଳ କିଛି ଭାଗ ମରାମତି କରିବାର ଅଛି ଓ ତାହାକୁ ମୁଁ Quick Maskରେ ପେଣ୍ଟ କରିବି, ଏହି ସିଲେକ୍ସନ୍ ଟୂଲ୍ ଗୁଡ଼ିକରେ ନୁହେଁ |
05:25 | ଯଦି ଆପଣ ମୋଡ୍ ଚୟନ କରିପାରୁନାହାଁନ୍ତି, ତେବେ ଆପଣ ନିଜ ଇମେଜକୁ Channels ମୋଡ୍ ରେ ଭିନ୍ନ ଚାନେଲ୍ ରେ ଦେଖିପାରିବେ |
05:41 | Blue ଚାନେଲ୍ ଚୟନ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ, ସବୁକିଛି, Blue Value ସହିତ ପାଖାପାଖି ସମାନ |
05:50 | Green ଚାନେଲ୍ ରେ କିଛି ପାର୍ଥକ୍ୟ ଅଛି |
05:55 | Red ଚାନେଲ୍ ରେ, ଏଠାରେ ପ୍ରାୟ ସମାନ |
05:59 | ତେଣୁ ମୁଁ, ସିଲେକ୍ଟିଙ୍ଗ୍ କିମ୍ୱା ଏହି ମାମଲାରେ Hue ଚାନେଲ୍ ପାଇଁ Green ଚାନେଲ୍ ଚୟନ କରିବି |
06:10 | ଏଠାରେ ପରବର୍ତ୍ତୀ ଟୂଲ୍ ହେଉଛି Selecting Colour ଏବଂ ଏଥିରେ ସମାନ କାର୍ଯ୍ୟକାରିତା ଓ ବିକଳ୍ପ ଅଛି |
06:19 | ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ଅଛି |
06:22 | ଯଦି ଆପଣ ଏଠାରେ କ୍ଲିକ୍ କରିବେ, ଏହି ରଙ୍ଗ ସହିତ ଗୋଟିଏ କ୍ରମାଗତ ଏରିଆ ବଦଳରେ ସମସ୍ତ ଫିଲ୍ଡସ୍ ଚୟନ କରିବେ |
06:32 | Colour Selection ଟୂଲ୍, ସମାନ ରଙ୍ଗ ସହ ସମସ୍ତ କ୍ଷେତ୍ର ଚୟନ କରିଥାଏ |
06:41 | ପରବର୍ତ୍ତୀ ଟୂଲ୍ ର ନାମ ହେଉଛି Intelligent Scissors ବା Scissors Selection Tool |
06:48 | ଏହି ଅଲଗୋରିଦମ୍ ଧାରକୁ ଖୋଜେ ଓ ସେଗୁଡ଼ିକୁ ସିଲେକ୍ସନ୍ ସହିତ ଅନୁସରଣ କରିବାକୁ ଚେଷ୍ଟା କରେ |
06:56 | ଆଉ ମୁଁ ଏଠାରେ ଥିବା ଏହି ଲେଟର୍ ବକ୍ସଗୁଡ଼ିକୁ ଚୟନ କରିବାକୁ ଚାହୁଁଛି |
07:10 | ତେଣୁ, ମୁଁ Selection Toolକୁ ଆକ୍ଟିଭେଟ୍ କଲି ଓ ପଏଣ୍ଟକୁ ଏଠାକୁ ଟାଣି ଆଣିଲି. କର୍ସର୍ ପାଖରେ ମୋତେ ଗୋଟିଏ ପ୍ଲସ୍ ଚିହ୍ନ ମିଳିଲା ଓ ମୁଁ କେବଳ ପଏଣ୍ଟଗୁଡ଼ିକୁ ଚୟନ କରିନେଲି |
07:42 | ଅଲଗୋରିଦମ୍, ବର୍ଡରଗୁଡ଼ିକୁ ଅନୁସରଣ କରିବା ଦରକାର, ଆଉ ଏଠାରେ ଆପଣ ଦେଖିପାରିବେ, ଏହା ଅନ୍ୟ ମାର୍ଗ ନିଏନି, ଏହା ଭିତର ମାର୍ଗ ନିଏ |
07:56 | ମୁଁ ଇମେଜକୁ ଯୂମ୍ କଲି, ଆଉ ଏବେ ମୁଁ ଏହି ପଏଣ୍ଟକୁ ଏଠାପର୍ଯ୍ୟନ୍ତ ଟାଣି ପାରିବି. ଏହି ପଏଣ୍ଟ ଚୟନ କରିବାରେ ଗୋଟିଏ ଭୁଲ୍ ହୋଇଗଲା |
08:13 | ତେଣୁ, ମୁଁ ଏହି ପଏଣ୍ଟଗୁଡ଼ିକୁ ଉପରକୁ ଟାଣିଦେଲି, ଯେଉଁଥିରୁ ଆପଣ ଅଲଗୋରିଦମ୍, ବର୍ଡର୍ କୁ ଅନୁସରଣ କରୁଥିବାର ଦେଖିପାରିବେ, ଯଦି ଆପଣ ଅନୁସରଣ କରିବାକୁ ପର୍ଯ୍ୟାପ୍ତ ସୂଚନା ଦେଇଥିବେ |
08:30 | ଏହା ବହୁତ ଭଲ ଦେଖାଯାଉଛି, କିନ୍ତୁ ମୁଁ ଏହାକୁ ସାଧାରଣତଃ ବ୍ୟବହାର କରେ ନାହିଁ, କାରଣ ଏହା କରିବାକୁ ଆହୁରି ଭଲ ରାସ୍ତା ଅଛି |
08:44 | ମୁଁ, Colour Selection Tool ବ୍ୟବହାର କରିବାକୁ ଭାବୁଛି, କାରଣ ଏହା ସବୁବେଳେ ଭୁଲ୍ ରାସ୍ତା ନିଏ |
08:56 | ତେଣୁ ମୁଁ, Selection ସହିତ ସମାପ୍ତ କଲି |
09:10 | ମୁଁ, ଏଠାରେ ଥିବା ପ୍ରଥମ ପଏଣ୍ଟ ଉପରେ କ୍ଲିକ୍ କଲି ଓ କର୍ସର୍ ପ୍ଲସ୍ ରେ ବଦଳିଗଲା |
09:17 | ଏବେ, ପରବର୍ତ୍ତୀ ପଏଣ୍ଟ ରଖନ୍ତୁ. ମୋ ପାଖରେ ଏହି ଦୁଇଟି ଲୂପ୍ ବାହାର କରିବାକୁ ଦୁଇଟି ରିଙ୍ଗ୍ସ ଅଛି |
09:25 | ମୁଁ ଏବେବି ଏହି ପଏଣ୍ଟକୁ ଏଠାରେ ଚାରିପଟେ ବୁଲାଇପାରିବି ଓ ସିଲେକ୍ସନ୍ କୁ ଉତ୍ତମ କରିପାରିବି |
09:33 | ମୁଁ ଏବେ ଯେତେବେଳେ ସିଲେକ୍ସନ୍ ଉପରେ ଦ୍ୱିତୀୟଥର ପାଇଁ କ୍ଲିକ୍ କରେ, Selection ଚୟନ ହୁଏ |
09:42 | ଆଉ, କ୍ୱାଲିଟୀକୁ ଦେଖିବା ପାଇଁ, ମୁଁ Quick Mask ସକ୍ରିୟ କଲି ଓ ତା’ଉପରେ ଯୂମ୍ କଲି |
09:57 | ଏବେ ମୁଁ, ସିଲେକ୍ସନ୍ ଚାରିପଟେ ଦେଖୁଛି |
10:04 | ଏହା ହେଉଛି ମୋର ଭୁଲ୍, ମୋର ଏଠାରେ କ୍ଲିକ୍ କରିବାର ଥିଲା |
10:10 | ଏହା ହେଉଛି ବହୁତ ବୁଦ୍ଧିମାନ କଇଁଚି |
10:17 | ଆଜି ମୁଁ କଭର୍ କରିବାକୁ ଥିବା ପରବର୍ତ୍ତୀ ଓ ଶେଷ ଟୂଲ୍ ହେଉଛି Foreground Selection Tool |
10:24 | କିଛି ସମୟ ପୂର୍ବରୁ ଯେତେବେଳେ ଅଲଗୋରିଦମ୍ ବାହାରକୁ ଆସିଥିଲା, ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା, କିନ୍ତୁ GIMPରେ ଏହାର ବ୍ୟବହାର ଏତେ ଉତ୍ତେଜନାପୂର୍ଣ୍ଣ ନୁହେଁ |
10:37 | ତଥାପି, ଚାଲନ୍ତୁ ଏହାକୁ ଦେଖିବା |
10:41 | ଏଠାରେ ସେହି ସମାନ ମୋଡ୍ସ ଅଛି ଓ Antialiasing ସକ୍ରିୟଯୋଗ୍ୟ ନୁହେଁ |
10:48 | ଆଉ ଏଠାରେ, ମୁଁ ଗୋଟିଏ କ୍ଷେତ୍ର, କେବଳ ମୂର୍ତ୍ତିକୁ ଚୟନ କରିବାକୁ ଚାହୁଁଛି |
10:57 | ତେଣୁ, ଉତ୍ତମ ନିୟନ୍ତ୍ରଣ ପାଇବା ପାଇଁ ମୁଁ ପ୍ରଥମେ ଇମେଜ୍ ଉପରେ ଯୂମ୍ କରୁଛି |
11:06 | ଏବେ ମୁଁ, Selection Tool ଚୟନ କରିବି. ମୁଁ Contiguous Region କିମ୍ୱା ଭିନ୍ନ Region ଚୟନ କରିପାରିବି, କିନ୍ତୁ ମୁଁ Contiguous Region ଚୟନ କରିବି |
11:21 | ପ୍ରଥମେ ମୁଁ, Automatic Laser Tool ଦ୍ୱାରା ଏଠାରେ ଏକ ରଫ୍ ସିଲେକ୍ସନ୍ କରିବି. ଆଉ ଏବେ ଆପଣ ଦେଖିପାରୁଥିବେ ଯେ, ଚୟନ ହୋଇନଥିବା କ୍ଷେତ୍ରଟି ନୀଳ ରଙ୍ଗରେ ଅଛି |
11:44 | ମୁଁ ଏଠାରେ ଥିବା ବ୍ରଶ୍ କୁ ଚୟନ କରୁଛି ଓ ଏହି ସ୍ଲାଇଡର୍ ଦ୍ୱାରା ମୁଁ ବ୍ରଶ୍ ର ବ୍ୟାସାର୍ଦ୍ଧକୁ ନିୟନ୍ତ୍ରଣ କରିପାରିବି, ଆଉ ଯାହାକୁ ମୁଁ ଚୟନ କରିବାକୁ ଚାହୁଁଛି, ତାହାକୁ ଏହି ଜିନିଷ ମାଧ୍ୟମରେ ପେଣ୍ଟ କରିବି |
11:59 | ଇମେଜରେ ରଖିବାକୁ ଚାହୁଁନଥିବା ଜିନିଷକୁ ମୁଁ ଯେପରି ଚୟନ ନକରେ, ତାକୁ ଦେଖିବାକୁ ହେବ |
12:17 | ମୁଁ ଯେତେବେଳେ ମାଉସ୍ ବଟନ୍ କୁ ଛାଡ଼େ, ଅଲଗୋରିଦମ୍ କାମ କରିବା ଆରମ୍ଭ କରେ ଏବଂ ଏଠାରେ ଥିବା କେତେକ କ୍ଷେତ୍ରଗୁଡ଼ିକୁ ଚୟନ କରିବାକୁ ହେବ |
12:27 | ପ୍ରତ୍ୟେକ ଥର ସିଲେକ୍ସନ୍ ଅପଡେଟ୍ ହେଲେ, ମୁଁ ପେଣ୍ଟ କରିଥିବା ଜିନିଷ ସହିତ ସମାନ ଏରିଆ, ଚୟନିତ ହୁଏ |
12:42 | ଏବେ ମୁଁ, Mark Background ଉପରେ କ୍ଲିକ୍ କରିବି ଓ ବ୍ୟାକଗ୍ରାଉଣ୍ଡ ପେଣ୍ଟ କରିବା ଆରମ୍ଭ କରିବି, ଯାହାକୁ ମୁଁ ଇମେଜରେ ରଖିବାକୁ ଚାହୁଁନାହିଁ |
12:54 | ଚୟନିତ ହୋଇଥିବା ଓ ଚୟନିତ ହୋଇନଥିବା ଭାଗ ମଧ୍ୟରେ ଅଧିକ ପ୍ରଭେଦ ଥିଲେ ଏହି ଟୂଲ୍ ଭଲ ଭାବରେ କାମ କରେ ଓ ଏଠାରେ ପ୍ରଭେଦ ଅଧିକ ନାହିଁ |
13:12 | ସିଲେକ୍ସନ୍ ଆକ୍ସେପ୍ଟ କରିବାକୁ Enter ଦାବନ୍ତୁ |
13:17 | ମୁଁ ଭାବୁଛି, ଏହି ଟୂଲ୍ କିପରି କାମ କରେ ତାହା ଉପରେ ଆପଣ କିଛି ଧାରଣା ପାଇଥିବେ |
13:27 | Paths ଟୂଲ୍ ମଧ୍ୟ ଏହି ଭାଗ ସହ ସମ୍ୱନ୍ଧିତ, କିନ୍ତୁ ପରେ କେତେବେଳେ ମୁଁ ତାକୁ କଭର୍ କରିବି |
13:36 | Select ମେନୁରେ, Selections ସହିତ ଆପଣ ଆଉ କିଛି ଜିନିଷ କରିପାରିବେ. ତାକୁ ମଧ୍ୟ ମୁଁ ଅନ୍ୟ କେତେବେଳେ କଭର୍ କରିବି |
13:48 | ତେଣୁ, ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି |
13:52 | ମୁଁ ଆପଣଙ୍କର ମତାମତ ଶୁଣିବାକୁ ଚାହୁଁଛି ଓ ଆପଣଙ୍କୁ କଥା ଦେଉଛି ଯେ, ଦର୍ଶକଙ୍କ ଦ୍ୱାରା ଜେନେରେଟ୍ ହୋଇଥିବା କଣ୍ଟେଣ୍ଟ ସହିତ ପରବର୍ତ୍ତୀ ଶୋ’ରେ ପୂରା ନୂଆ ଜିନିଷ ଥିବ |
14:05 | meetthegimp.orgରେ ଥିବା ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ ପାଇଁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ |
14:19 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |