Difference between revisions of "GIMP/C2/Setting-Up-GIMP/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:21 | |00:21 | ||
| Setting Up The GIMP ଉପରେ Meet The GIMP ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Setting Up The GIMP ଉପରେ Meet The GIMP ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:25 | |00:25 | ||
| ଆଜି, ପ୍ରଥମ ଥର ବ୍ୟବହାର କରିବାବେଳେ GIMP ସେଟ୍ ଅପ୍ କିପରି କରିବେ, ତାହା ଦେଖାଇବି | | ଆଜି, ପ୍ରଥମ ଥର ବ୍ୟବହାର କରିବାବେଳେ GIMP ସେଟ୍ ଅପ୍ କିପରି କରିବେ, ତାହା ଦେଖାଇବି | ||
+ | |||
|- | |- | ||
|00:30 | |00:30 | ||
| ଅନ୍ୟ ୱିଣ୍ଡୋଜ୍ ଓ ମେକିନତୋଶ୍ ପ୍ରୋଗ୍ରାମ୍ ଭଳି GIMP ଗୋଟିଏ ବଡ଼ ୱିଣ୍ଡୋ ବ୍ୟବହାର ନକରି ବହୁତ ଛୋଟ ଛୋଟ ୱିଣ୍ଡୋ ବ୍ୟବହାର କରେ | | ଅନ୍ୟ ୱିଣ୍ଡୋଜ୍ ଓ ମେକିନତୋଶ୍ ପ୍ରୋଗ୍ରାମ୍ ଭଳି GIMP ଗୋଟିଏ ବଡ଼ ୱିଣ୍ଡୋ ବ୍ୟବହାର ନକରି ବହୁତ ଛୋଟ ଛୋଟ ୱିଣ୍ଡୋ ବ୍ୟବହାର କରେ | ||
+ | |||
|- | |- | ||
|00:39 | |00:39 | ||
| ଏହା Unix Worldରୁ ଏକ ଇତିହାସ ଏବଂ Unix ଲୋକମାନେ ସମଗ୍ର ସ୍କ୍ରୀନ୍ ରେ ୱିଣ୍ଡୋଗୁଡ଼ିକ ବିଛାଇ ହୋଇ ପଡ଼ିଥିବାର ଓ ଏକାସାଙ୍ଗରେ ଅନେକ ପ୍ରୋଗ୍ରାମ୍ ଚଲାଇବାକୁ ଭଲ ପାଆନ୍ତି | | ଏହା Unix Worldରୁ ଏକ ଇତିହାସ ଏବଂ Unix ଲୋକମାନେ ସମଗ୍ର ସ୍କ୍ରୀନ୍ ରେ ୱିଣ୍ଡୋଗୁଡ଼ିକ ବିଛାଇ ହୋଇ ପଡ଼ିଥିବାର ଓ ଏକାସାଙ୍ଗରେ ଅନେକ ପ୍ରୋଗ୍ରାମ୍ ଚଲାଇବାକୁ ଭଲ ପାଆନ୍ତି | ||
+ | |||
|- | |- | ||
|00:49 | |00:49 | ||
| ଏତେ ବିଭିନ୍ନ ୱୋଣ୍ଡୋରେ ଯଦି ଆପଣ କାମ ନକରିପାରିବେ, ତେବେ GIMP Shop ଦେଖନ୍ତୁ | | ଏତେ ବିଭିନ୍ନ ୱୋଣ୍ଡୋରେ ଯଦି ଆପଣ କାମ ନକରିପାରିବେ, ତେବେ GIMP Shop ଦେଖନ୍ତୁ | ||
+ | |||
|- | |- | ||
|00:57 | |00:57 | ||
| ଏହି ପ୍ରୋଗ୍ରାମ୍ GIMP ବ୍ୟବହାର କରେ ଏବଂ Photoshop ଭଳି ସାମାନ୍ୟ ସମାନ କରିବାକୁ ଏଥିରେ ନୂଆ ୟୁଜର୍ ଇଣ୍ଟରଫେସ୍ ରଖେ | | ଏହି ପ୍ରୋଗ୍ରାମ୍ GIMP ବ୍ୟବହାର କରେ ଏବଂ Photoshop ଭଳି ସାମାନ୍ୟ ସମାନ କରିବାକୁ ଏଥିରେ ନୂଆ ୟୁଜର୍ ଇଣ୍ଟରଫେସ୍ ରଖେ | ||
+ | |||
|- | |- | ||
|01:05 | |01:05 | ||
| GIMPରେ ସମସ୍ତ ନୂଆ ଓ ବଢ଼ିଆ ଟୂଲ୍ସ ଥିବାରୁ ମୋତେ ତାହା ବ୍ୟବହାର କରିବାକୁ ଭଲ ଲାଗେ | | GIMPରେ ସମସ୍ତ ନୂଆ ଓ ବଢ଼ିଆ ଟୂଲ୍ସ ଥିବାରୁ ମୋତେ ତାହା ବ୍ୟବହାର କରିବାକୁ ଭଲ ଲାଗେ | ||
+ | |||
|- | |- | ||
|01:12 | |01:12 | ||
| ଏହା ଆଜି ପାଇଁ ଟିପ୍, ଯାହା ଉପଯୋଗୀ ସୂଚନା ଓ ଟିପ୍ସ ପ୍ରଦାନ କରେ | | ଏହା ଆଜି ପାଇଁ ଟିପ୍, ଯାହା ଉପଯୋଗୀ ସୂଚନା ଓ ଟିପ୍ସ ପ୍ରଦାନ କରେ | ||
+ | |||
|- | |- | ||
|01:17 | |01:17 | ||
| ବର୍ତ୍ତମାନ, ଏଥିରେ Undo ଅପ୍ସନ୍ ବିଷୟରେ ଟିପ୍ ଦେଇଛି, ଯାହାକୁ ଆପଣ କିଛି ପଦାଙ୍କ କରିବା ପରେ Undo କରି ବଦଳାଇପାରିବେ | | ବର୍ତ୍ତମାନ, ଏଥିରେ Undo ଅପ୍ସନ୍ ବିଷୟରେ ଟିପ୍ ଦେଇଛି, ଯାହାକୁ ଆପଣ କିଛି ପଦାଙ୍କ କରିବା ପରେ Undo କରି ବଦଳାଇପାରିବେ | ||
+ | |||
|- | |- | ||
|01:26 | |01:26 | ||
| ଏହା ଅଧିକାଂଶ ସମୟରେ କାମ କରେ | | ଏହା ଅଧିକାଂଶ ସମୟରେ କାମ କରେ | ||
+ | |||
|- | |- | ||
|01:28 | |01:28 | ||
| ବହୁତ ଭିନ୍ନ ଧରଣର କିଛି କରିବା ପୂର୍ବରୁ ଆପଣଙ୍କ କାମକୁ Save କରିବା ଭଲ | | ବହୁତ ଭିନ୍ନ ଧରଣର କିଛି କରିବା ପୂର୍ବରୁ ଆପଣଙ୍କ କାମକୁ Save କରିବା ଭଲ | ||
+ | |||
|- | |- | ||
|01:33 | |01:33 | ||
| ଏବେ ଚାଲନ୍ତୁ, ଅନ୍ୟ ଟୂଲ୍ସ ଉପରେ ନଜର ପକାଇବା | | ଏବେ ଚାଲନ୍ତୁ, ଅନ୍ୟ ଟୂଲ୍ସ ଉପରେ ନଜର ପକାଇବା | ||
+ | |||
|- | |- | ||
|01:36 | |01:36 | ||
| ଏହା ହେଉଛି GIMPର ମୁଖ୍ୟ ୱିଣ୍ଡୋ - The Command Central | | ଏହା ହେଉଛି GIMPର ମୁଖ୍ୟ ୱିଣ୍ଡୋ - The Command Central | ||
+ | |||
|- | |- | ||
|01:41 | |01:41 | ||
| ଆଉ ଏଠି ଉପରେ Toolbox ଅଛି | | ଆଉ ଏଠି ଉପରେ Toolbox ଅଛି | ||
+ | |||
|- | |- | ||
|01:45 | |01:45 | ||
| ତା’ପରେ, କଲର୍ ଚୟନ କରିବାକୁ Color Box ଏବଂ ତଳେ Toolboxରୁ ଆମ ଟୂଲ୍ସର ବିଭିନ୍ନ ଅପ୍ସନ୍ସ ଅଛି | | ତା’ପରେ, କଲର୍ ଚୟନ କରିବାକୁ Color Box ଏବଂ ତଳେ Toolboxରୁ ଆମ ଟୂଲ୍ସର ବିଭିନ୍ନ ଅପ୍ସନ୍ସ ଅଛି | ||
+ | |||
|- | |- | ||
|01:53 | |01:53 | ||
| ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ | | ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ | ||
+ | |||
|- | |- | ||
|01:56 | |01:56 | ||
|ଏଠାରେ Layers, Channels, Color Channels, Path ଓ Undo History ପାଇଁ ଡାୟଲଗ୍ ବକ୍ସମାନ ଅଛି | |ଏଠାରେ Layers, Channels, Color Channels, Path ଓ Undo History ପାଇଁ ଡାୟଲଗ୍ ବକ୍ସମାନ ଅଛି | ||
+ | |||
|- | |- | ||
|02:09 | |02:09 | ||
| ତା’ତଳେ, କଲର୍ ସିଲେକ୍ସନ୍ ଡାୟଲଗ୍ ଅଛି, ଯେଉଁଠାରୁ ଆପଣ ବିଭିନ୍ନ ରଙ୍ଗ ସିଲେକ୍ଟ କରିପାରିବେ | | ତା’ତଳେ, କଲର୍ ସିଲେକ୍ସନ୍ ଡାୟଲଗ୍ ଅଛି, ଯେଉଁଠାରୁ ଆପଣ ବିଭିନ୍ନ ରଙ୍ଗ ସିଲେକ୍ଟ କରିପାରିବେ | ||
+ | |||
|- | |- | ||
|02:15 | |02:15 | ||
| Brushes, Patterns, Gradient ଓ ସେହିପରି ଆହୁରି ଅନେକ ଡାୟଲଗ୍ସ ଅଛି | | Brushes, Patterns, Gradient ଓ ସେହିପରି ଆହୁରି ଅନେକ ଡାୟଲଗ୍ସ ଅଛି | ||
+ | |||
|- | |- | ||
|02:21 | |02:21 | ||
| ଏହି ଡାୟଲଗଗୁଡ଼ିକରୁ କିଛିକୁ ମୁଁ Toolboxରେ ମିଶାଇବାକୁ ଚାହୁଁଛି. ଏପରି କରିବା ବହୁତ ସହଜ | | ଏହି ଡାୟଲଗଗୁଡ଼ିକରୁ କିଛିକୁ ମୁଁ Toolboxରେ ମିଶାଇବାକୁ ଚାହୁଁଛି. ଏପରି କରିବା ବହୁତ ସହଜ | ||
+ | |||
|- | |- | ||
|02:28 | |02:28 | ||
| ଡାୟଲଗର ଶୀର୍ଷକରେ ଥିବା Layers ଶବ୍ଦ ଉପରେ କ୍ଲିକ୍ କରି, ଏଠି Toolbox ତଳେ ଥିବା Color Picker ଶବ୍ଦ ଉପରକୁ ଟାଣି ଆଣନ୍ତୁ | | ଡାୟଲଗର ଶୀର୍ଷକରେ ଥିବା Layers ଶବ୍ଦ ଉପରେ କ୍ଲିକ୍ କରି, ଏଠି Toolbox ତଳେ ଥିବା Color Picker ଶବ୍ଦ ଉପରକୁ ଟାଣି ଆଣନ୍ତୁ | ||
+ | |||
|- | |- | ||
|02:39 | |02:39 | ||
| ଆଉ ମୁଁ ଏହିପରି ଏକ ଟାବ୍ଡ ଡାୟଲଗ୍ ପାଇବି | | ଆଉ ମୁଁ ଏହିପରି ଏକ ଟାବ୍ଡ ଡାୟଲଗ୍ ପାଇବି | ||
+ | |||
|- | |- | ||
|02:43 | |02:43 | ||
| ମୁଁ ଏହାକୁ Channels ସହିତ କରିବି | | ମୁଁ ଏହାକୁ Channels ସହିତ କରିବି | ||
+ | |||
|- | |- | ||
|02:46 | |02:46 | ||
| ମୁଁ ଏହାକୁ Paths ସହିତ କରିବି | | ମୁଁ ଏହାକୁ Paths ସହିତ କରିବି | ||
+ | |||
|- | |- | ||
|02:52 | |02:52 | ||
| ଆଉ ଏହାକୁ ମୁଁ Undo History ସହିତ କରିବି | | ଆଉ ଏହାକୁ ମୁଁ Undo History ସହିତ କରିବି | ||
+ | |||
|- | |- | ||
|02:54 | |02:54 | ||
| ମୁଁ ଭାବୁଛି, ମୋତେ Brushes Tool ଦରକାର ନାହିଁ, କାରଣ ଯଦି ଗୋଟିଏ ଟୂଲ୍ ରେ ବ୍ରଶ୍ ଥିବ, ତେବେ ତାହା ଏଠି ଦେଖାଦେବ ଓ ମୁଁ ତାକୁ ସିଲେକ୍ଟ କରିପାରିବି | | ମୁଁ ଭାବୁଛି, ମୋତେ Brushes Tool ଦରକାର ନାହିଁ, କାରଣ ଯଦି ଗୋଟିଏ ଟୂଲ୍ ରେ ବ୍ରଶ୍ ଥିବ, ତେବେ ତାହା ଏଠି ଦେଖାଦେବ ଓ ମୁଁ ତାକୁ ସିଲେକ୍ଟ କରିପାରିବି | ||
+ | |||
|- | |- | ||
|03:09 | |03:09 | ||
| ମୁଁ Colors ରଖିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଡ୍ରାଗ୍ କରି Undo History ପାଖକୁ ନେଇଯିବି | | ମୁଁ Colors ରଖିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଡ୍ରାଗ୍ କରି Undo History ପାଖକୁ ନେଇଯିବି | ||
+ | |||
|- | |- | ||
|03:16 | |03:16 | ||
| ଆଉ ଏଠାରେ ଥିବା ୱିଣ୍ଡୋକୁ ବନ୍ଦ କରିହେବ | | ଆଉ ଏଠାରେ ଥିବା ୱିଣ୍ଡୋକୁ ବନ୍ଦ କରିହେବ | ||
+ | |||
|- | |- | ||
|03:23 | |03:23 | ||
| File ଓ Dialogsକୁ ଯାଇ ମୁଁ ଏହିସବୁ ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିପାରିବି | | File ଓ Dialogsକୁ ଯାଇ ମୁଁ ଏହିସବୁ ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିପାରିବି | ||
+ | |||
|- | |- | ||
|03:30 | |03:30 | ||
| ଦେଖନ୍ତୁ, ଏଠି କିଛି ଡାୟଲଗ୍ସ ଅଛି, ଯାହା ଆମର Toolboxରେ ନାହିଁ ଏବଂ ଆମକୁ ସେଥିରୁ ଗୋଟିଏ ଦରକାର, ଯେପରି Tools | | ଦେଖନ୍ତୁ, ଏଠି କିଛି ଡାୟଲଗ୍ସ ଅଛି, ଯାହା ଆମର Toolboxରେ ନାହିଁ ଏବଂ ଆମକୁ ସେଥିରୁ ଗୋଟିଏ ଦରକାର, ଯେପରି Tools | ||
+ | |||
|- | |- | ||
|03:38 | |03:38 | ||
| ମୋ ଟୂଲ୍ ବକ୍ସରେ କିଛି ଟୂଲ୍ସ ଅଛି, ଯାହାକୁ ମୁଁ କେବେବି ବ୍ୟବହାର କରିନି, ଆଉ ସେଗୁଡ଼ିକୁ ମୁଁ ବ୍ୟବହାର କରିବାକୁ ଚାହୁଁଥିବା ଟୂଲ୍ସ ସହିତ ବଦଳାଇବି | | ମୋ ଟୂଲ୍ ବକ୍ସରେ କିଛି ଟୂଲ୍ସ ଅଛି, ଯାହାକୁ ମୁଁ କେବେବି ବ୍ୟବହାର କରିନି, ଆଉ ସେଗୁଡ଼ିକୁ ମୁଁ ବ୍ୟବହାର କରିବାକୁ ଚାହୁଁଥିବା ଟୂଲ୍ସ ସହିତ ବଦଳାଇବି | ||
+ | |||
|- | |- | ||
|03:48 | |03:48 | ||
| ମୁଁ ରଖିବାକୁ ଚାହୁଁଥିବା ଟୂଲ୍ସ ସହିତ ଚାଲନ୍ତୁ ଆରମ୍ଭ କରିବା | | ମୁଁ ରଖିବାକୁ ଚାହୁଁଥିବା ଟୂଲ୍ସ ସହିତ ଚାଲନ୍ତୁ ଆରମ୍ଭ କରିବା | ||
+ | |||
|- | |- | ||
|03:51 | |03:51 | ||
| ମୁଁ Curves, Levels, Threshold, ରଖିବାକୁ ଚାହୁଁଛି. Brightness & Contrast କୁ ମୁଁ ଚୟନ କରିବାକୁ ଚାହୁଁନି | | ମୁଁ Curves, Levels, Threshold, ରଖିବାକୁ ଚାହୁଁଛି. Brightness & Contrast କୁ ମୁଁ ଚୟନ କରିବାକୁ ଚାହୁଁନି | ||
+ | |||
|- | |- | ||
|03:58 | |03:58 | ||
| Perspective Clone, Ink କିମ୍ୱା Airbrush ମୋତେ ଦରକାର ନାହିଁ | | Perspective Clone, Ink କିମ୍ୱା Airbrush ମୋତେ ଦରକାର ନାହିଁ | ||
+ | |||
|- | |- | ||
|04:05 | |04:05 | ||
| ବଳକା ଟୂଲ୍ସ ମୋତେ ଦରକାର | | ବଳକା ଟୂଲ୍ସ ମୋତେ ଦରକାର | ||
+ | |||
|- | |- | ||
|04:08 | |04:08 | ||
| କେତେ ଜାଗା ବଳିଛି ଜାଣିବା ପରେ ମୁଁ ଏହା ଉପରେ ନଜର ପକାଇବି | | କେତେ ଜାଗା ବଳିଛି ଜାଣିବା ପରେ ମୁଁ ଏହା ଉପରେ ନଜର ପକାଇବି | ||
+ | |||
|- | |- | ||
|04:16 | |04:16 | ||
| ଏବେ ମୁଁ File ଓ Preferencesକୁ ଯାଉଛି | | ଏବେ ମୁଁ File ଓ Preferencesକୁ ଯାଉଛି | ||
+ | |||
|- | |- | ||
|04:26 | |04:26 | ||
| Environment ଓ Interfaceକୁ ମୁଁ ସେହିପରି ଛାଡ଼ିଦେବି | | Environment ଓ Interfaceକୁ ମୁଁ ସେହିପରି ଛାଡ଼ିଦେବି | ||
+ | |||
|- | |- | ||
|04:32 | |04:32 | ||
| Themeରେ ମୁଁ Small ସିଲେକ୍ଟ କରିବି | | Themeରେ ମୁଁ Small ସିଲେକ୍ଟ କରିବି | ||
+ | |||
|- | |- | ||
|04:35 | |04:35 | ||
| ଆଉ ଯେତେବେଳେ ମୁଁ ଏହି ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣିବି, ଦେଖନ୍ତୁ, ସମସ୍ତ ଆଇକନ୍ସ ଛୋଟ ହୋଇଗଲା ଏବଂ ଟୂଲ୍ସର ସୂଚନା ପାଇଁ ଅଧିକ ସ୍ଥାନ ମିଳିଲା | | ଆଉ ଯେତେବେଳେ ମୁଁ ଏହି ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣିବି, ଦେଖନ୍ତୁ, ସମସ୍ତ ଆଇକନ୍ସ ଛୋଟ ହୋଇଗଲା ଏବଂ ଟୂଲ୍ସର ସୂଚନା ପାଇଁ ଅଧିକ ସ୍ଥାନ ମିଳିଲା | ||
+ | |||
|- | |- | ||
|04:45 | |04:45 | ||
| Tool Optionsକୁ ଯାଇ Default Interpolationକୁ Sincକୁ ବଦଳାନ୍ତୁ, ରିସାଇଜିଙ୍ଗ୍ କିମ୍ୱା ରୋଟେଟିଙ୍ଗ୍ ଓ ସେହିପରି କବିବାବେଳେ ପିକ୍ସେଲ୍ସ ଗଣନା ପାଇଁ ଏହା ହେଉଛି ସର୍ବୋତ୍ତମ Interpolation | | Tool Optionsକୁ ଯାଇ Default Interpolationକୁ Sincକୁ ବଦଳାନ୍ତୁ, ରିସାଇଜିଙ୍ଗ୍ କିମ୍ୱା ରୋଟେଟିଙ୍ଗ୍ ଓ ସେହିପରି କବିବାବେଳେ ପିକ୍ସେଲ୍ସ ଗଣନା ପାଇଁ ଏହା ହେଉଛି ସର୍ବୋତ୍ତମ Interpolation | ||
+ | |||
|- | |- | ||
|05:00 | |05:00 | ||
| ଅନ୍ୟ ସବୁ ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦିଅନ୍ତୁ | | ଅନ୍ୟ ସବୁ ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦିଅନ୍ତୁ | ||
+ | |||
|- | |- | ||
|05:03 | |05:03 | ||
| ଏହି ଅପ୍ସନଗୁଡ଼ିକୁ ଯଦି ଆପଣ ରଖିବାକୁ ଚାହୁଁଛନ୍ତି, ତେବେ Toolboxକୁ ଯାଇ ସେଗୁଡ଼ିକୁ ସିଲେକ୍ଟ କରନ୍ତୁ କିମ୍ୱା ସେଗୁଡ଼ିକୁ ଡି-ସିଲେକ୍ଟ କରିଦିଅନ୍ତୁ | | ଏହି ଅପ୍ସନଗୁଡ଼ିକୁ ଯଦି ଆପଣ ରଖିବାକୁ ଚାହୁଁଛନ୍ତି, ତେବେ Toolboxକୁ ଯାଇ ସେଗୁଡ଼ିକୁ ସିଲେକ୍ଟ କରନ୍ତୁ କିମ୍ୱା ସେଗୁଡ଼ିକୁ ଡି-ସିଲେକ୍ଟ କରିଦିଅନ୍ତୁ | ||
+ | |||
|- | |- | ||
|05:12 | |05:12 | ||
| ଆପଣ Colors ରଖିପାରିବେ, ଯାହା ହେଉଛି, ସାମ୍ନା ଓ ପଛପଟ ରଙ୍ଗ ବଦଳାଇବା ପାଇଁ ଏକ ତ୍ୱରିତ ମାର୍ଗ | | ଆପଣ Colors ରଖିପାରିବେ, ଯାହା ହେଉଛି, ସାମ୍ନା ଓ ପଛପଟ ରଙ୍ଗ ବଦଳାଇବା ପାଇଁ ଏକ ତ୍ୱରିତ ମାର୍ଗ | ||
+ | |||
|- | |- | ||
|05:19 | |05:19 | ||
| ଆପଣ Brush ଓ Gradient Tools ନେଇପାରିବେ, ସକ୍ରିୟ ଇମେଜ୍ ର ଏକ ଛୋଟ ଇମେଜ୍ କିମ୍ୱା ଥମ୍ୱନେଲ୍ ଆପଣ ଏଠାରେ ରଖିପାରିବେ | | ଆପଣ Brush ଓ Gradient Tools ନେଇପାରିବେ, ସକ୍ରିୟ ଇମେଜ୍ ର ଏକ ଛୋଟ ଇମେଜ୍ କିମ୍ୱା ଥମ୍ୱନେଲ୍ ଆପଣ ଏଠାରେ ରଖିପାରିବେ | ||
+ | |||
|- | |- | ||
|05:29 | |05:29 | ||
| ମୋତେ ଏହା ଦରକାର ନଥିବାରୁ ଏହାକୁ ଡି-ସିଲେକ୍ଟ କରିଦେବି. ଏହା ଆପଣଙ୍କ ଉପରେ ନିର୍ଭର କରେକି, ଆପଣଙ୍କୁ ଏହା ଦରକାର କି ନାହିଁ | | ମୋତେ ଏହା ଦରକାର ନଥିବାରୁ ଏହାକୁ ଡି-ସିଲେକ୍ଟ କରିଦେବି. ଏହା ଆପଣଙ୍କ ଉପରେ ନିର୍ଭର କରେକି, ଆପଣଙ୍କୁ ଏହା ଦରକାର କି ନାହିଁ | ||
+ | |||
|- | |- | ||
|05:36 | |05:36 | ||
| ଆପଣ Default Image, Default Grid ଓ Default Image Windowକୁ ସେହିପରି ଛାଡ଼ିଦେଇପାରିବେ | | ଆପଣ Default Image, Default Grid ଓ Default Image Windowକୁ ସେହିପରି ଛାଡ଼ିଦେଇପାରିବେ | ||
+ | |||
|- | |- | ||
|05:42 | |05:42 | ||
| Preferencesରେ ମୋର କାମ ସରିଲା | | Preferencesରେ ମୋର କାମ ସରିଲା | ||
+ | |||
|- | |- | ||
|05:45 | |05:45 | ||
| ଏବଂ | | ଏବଂ | ||
+ | |||
|- | |- | ||
|05:47 | |05:47 | ||
| ମୁଁ Pathକୁ ବଦଳାଇ ନାହିଁ, ତେଣୁ ମୁଁ ଏଠାରେ ଏହାକୁ ବ୍ୟବହାର କରିପାରିବି | | ମୁଁ Pathକୁ ବଦଳାଇ ନାହିଁ, ତେଣୁ ମୁଁ ଏଠାରେ ଏହାକୁ ବ୍ୟବହାର କରିପାରିବି | ||
+ | |||
|- | |- | ||
|05:52 | |05:52 | ||
| ଏଠି ଟିକିଏ ଅଧିକ ଜାଗା ପାଇବା ପାଇଁ ମୋତେ କେବଳ ଗୋଟିଏ ଟୂଲ୍ କୁ କାଢ଼ିବାକୁ ହେବ. ହେଲେ, ପ୍ରଥମେ ମୁଁ ଏହାକୁ ଟିକିଏ ଓସାରିଆ କରିବି | | ଏଠି ଟିକିଏ ଅଧିକ ଜାଗା ପାଇବା ପାଇଁ ମୋତେ କେବଳ ଗୋଟିଏ ଟୂଲ୍ କୁ କାଢ଼ିବାକୁ ହେବ. ହେଲେ, ପ୍ରଥମେ ମୁଁ ଏହାକୁ ଟିକିଏ ଓସାରିଆ କରିବି | ||
+ | |||
|- | |- | ||
|06:01 | |06:01 | ||
| ଆପଣ ଦେଖିପାରୁଥିବେ ଯେ, Toolbox ଡାୟଲଗ୍ ବହୁତ ସରୁ ହୋଇଯାଇଛି | | ଆପଣ ଦେଖିପାରୁଥିବେ ଯେ, Toolbox ଡାୟଲଗ୍ ବହୁତ ସରୁ ହୋଇଯାଇଛି | ||
− | + | ||
+ | |- | ||
|06:06 | |06:06 | ||
| ତାକୁ ଏଠାକୁ ଟାଣି ଆଣନ୍ତୁ | | ତାକୁ ଏଠାକୁ ଟାଣି ଆଣନ୍ତୁ | ||
+ | |||
|- | |- | ||
|06:08 | |06:08 | ||
| ଏଠାକୁ ଗୋଟିଏ ନୂଆ ଧାଡ଼ି ନଆଣି, ମୁଁ ଭାବୁଛି ମୁଁ ଆଉ 3ଟି ଟୂଲ୍ସ ଆଡ୍ କରିପାରିବି | | ଏଠାକୁ ଗୋଟିଏ ନୂଆ ଧାଡ଼ି ନଆଣି, ମୁଁ ଭାବୁଛି ମୁଁ ଆଉ 3ଟି ଟୂଲ୍ସ ଆଡ୍ କରିପାରିବି | ||
+ | |||
|- | |- | ||
|06:19 | |06:19 | ||
| ତେଣୁ ମୁଁ, Brightness, Hue-Saturation ଓ Color Balance ଆଡ୍ କରିବି | | ତେଣୁ ମୁଁ, Brightness, Hue-Saturation ଓ Color Balance ଆଡ୍ କରିବି | ||
+ | |||
|- | |- | ||
|06:24 | |06:24 | ||
| ଯେଉଁସବୁ ଟୂଲ୍ସ ଏଠାରେ ପ୍ରଦର୍ଶିତ ହେଉନାହିଁ, ସେଗୁଡ଼ିକୁ File ଓ Dialogsରେ କ୍ଲିକ୍ କରି ପାଇହେବ | | ଯେଉଁସବୁ ଟୂଲ୍ସ ଏଠାରେ ପ୍ରଦର୍ଶିତ ହେଉନାହିଁ, ସେଗୁଡ଼ିକୁ File ଓ Dialogsରେ କ୍ଲିକ୍ କରି ପାଇହେବ | ||
+ | |||
|- | |- | ||
|06:39 | |06:39 | ||
| ଆଉ ଏବେ ଆମେ ଆମର କାମ କରିବାକୁ ପ୍ରସ୍ତୁତ | | ଆଉ ଏବେ ଆମେ ଆମର କାମ କରିବାକୁ ପ୍ରସ୍ତୁତ | ||
+ | |||
|- | |- | ||
|06:42 | |06:42 | ||
| ଯେତେବେଳେ ଆପଣ GIMP ବନ୍ଦ କରିବେ,ସ ଅମସ୍ତ ଅପ୍ସନ୍ସ ସ୍ୱତଃ ସେଭ୍ ହୋଇଯିବ ଏବଂ ଆପଣ ଯେପରି ବନ୍ଦ କରିଥିବେ, ସେହିପରି ଆରମ୍ଭ ହେବ | | ଯେତେବେଳେ ଆପଣ GIMP ବନ୍ଦ କରିବେ,ସ ଅମସ୍ତ ଅପ୍ସନ୍ସ ସ୍ୱତଃ ସେଭ୍ ହୋଇଯିବ ଏବଂ ଆପଣ ଯେପରି ବନ୍ଦ କରିଥିବେ, ସେହିପରି ଆରମ୍ଭ ହେବ | ||
+ | |||
|- | |- | ||
|06:52 | |06:52 | ||
| ମୁଁ ଏଠାରେ ଡେଭଲପମେଣ୍ଟ ଭର୍ସନ୍ ବ୍ୟବହାର କରୁଛି, ଯାହା GIMP 2.3.18ର ଅନଷ୍ଟେବଲ୍ ଭର୍ସନ୍ ଅଟେ | | ମୁଁ ଏଠାରେ ଡେଭଲପମେଣ୍ଟ ଭର୍ସନ୍ ବ୍ୟବହାର କରୁଛି, ଯାହା GIMP 2.3.18ର ଅନଷ୍ଟେବଲ୍ ଭର୍ସନ୍ ଅଟେ | ||
+ | |||
|- | |- | ||
|07:02 | |07:02 | ||
| ମୁଁ ଏବେ ଦେଖିଲି ଯେ, ଆଜି 2.3.19 ରିଲିଜ୍ ହୋଇଛି | | ମୁଁ ଏବେ ଦେଖିଲି ଯେ, ଆଜି 2.3.19 ରିଲିଜ୍ ହୋଇଛି | ||
+ | |||
|- | |- | ||
|07:07 | |07:07 | ||
| ଏହାକୁ Unstable କୁହାଯାଏ, ମାତ୍ର GIMP ଏପରି ସ୍ତରରେ ପହଞ୍ଚୁଛି, ଯେଉଁଠାରେ 2.4, ଦିଗବଳୟରେ ପରବର୍ତ୍ତୀ ଷ୍ଟେବଲ୍ ଭର୍ସନ୍ ହେବ ଏବଂ ଚଳିତ ବର୍ଷ ଏହା, ମାର୍କେଟ୍ ରେ ଅନ୍ୟ ଯେକୌଣସି ସଫ୍ଟୱେର୍ ଭଳି ଷ୍ତେବଲ୍ ହେବ | | ଏହାକୁ Unstable କୁହାଯାଏ, ମାତ୍ର GIMP ଏପରି ସ୍ତରରେ ପହଞ୍ଚୁଛି, ଯେଉଁଠାରେ 2.4, ଦିଗବଳୟରେ ପରବର୍ତ୍ତୀ ଷ୍ଟେବଲ୍ ଭର୍ସନ୍ ହେବ ଏବଂ ଚଳିତ ବର୍ଷ ଏହା, ମାର୍କେଟ୍ ରେ ଅନ୍ୟ ଯେକୌଣସି ସଫ୍ଟୱେର୍ ଭଳି ଷ୍ତେବଲ୍ ହେବ | ||
+ | |||
|- | |- | ||
|07:22 | |07:22 | ||
| Setting Up GIMP ପାଇଁ ଏତିକି | | Setting Up GIMP ପାଇଁ ଏତିକି | ||
+ | |||
|- | |- | ||
|07:25 | |07:25 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |} |
Latest revision as of 15:16, 6 April 2017
Time | Narration |
00:21 | Setting Up The GIMP ଉପରେ Meet The GIMP ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:25 | ଆଜି, ପ୍ରଥମ ଥର ବ୍ୟବହାର କରିବାବେଳେ GIMP ସେଟ୍ ଅପ୍ କିପରି କରିବେ, ତାହା ଦେଖାଇବି |
00:30 | ଅନ୍ୟ ୱିଣ୍ଡୋଜ୍ ଓ ମେକିନତୋଶ୍ ପ୍ରୋଗ୍ରାମ୍ ଭଳି GIMP ଗୋଟିଏ ବଡ଼ ୱିଣ୍ଡୋ ବ୍ୟବହାର ନକରି ବହୁତ ଛୋଟ ଛୋଟ ୱିଣ୍ଡୋ ବ୍ୟବହାର କରେ |
00:39 | ଏହା Unix Worldରୁ ଏକ ଇତିହାସ ଏବଂ Unix ଲୋକମାନେ ସମଗ୍ର ସ୍କ୍ରୀନ୍ ରେ ୱିଣ୍ଡୋଗୁଡ଼ିକ ବିଛାଇ ହୋଇ ପଡ଼ିଥିବାର ଓ ଏକାସାଙ୍ଗରେ ଅନେକ ପ୍ରୋଗ୍ରାମ୍ ଚଲାଇବାକୁ ଭଲ ପାଆନ୍ତି |
00:49 | ଏତେ ବିଭିନ୍ନ ୱୋଣ୍ଡୋରେ ଯଦି ଆପଣ କାମ ନକରିପାରିବେ, ତେବେ GIMP Shop ଦେଖନ୍ତୁ |
00:57 | ଏହି ପ୍ରୋଗ୍ରାମ୍ GIMP ବ୍ୟବହାର କରେ ଏବଂ Photoshop ଭଳି ସାମାନ୍ୟ ସମାନ କରିବାକୁ ଏଥିରେ ନୂଆ ୟୁଜର୍ ଇଣ୍ଟରଫେସ୍ ରଖେ |
01:05 | GIMPରେ ସମସ୍ତ ନୂଆ ଓ ବଢ଼ିଆ ଟୂଲ୍ସ ଥିବାରୁ ମୋତେ ତାହା ବ୍ୟବହାର କରିବାକୁ ଭଲ ଲାଗେ |
01:12 | ଏହା ଆଜି ପାଇଁ ଟିପ୍, ଯାହା ଉପଯୋଗୀ ସୂଚନା ଓ ଟିପ୍ସ ପ୍ରଦାନ କରେ |
01:17 | ବର୍ତ୍ତମାନ, ଏଥିରେ Undo ଅପ୍ସନ୍ ବିଷୟରେ ଟିପ୍ ଦେଇଛି, ଯାହାକୁ ଆପଣ କିଛି ପଦାଙ୍କ କରିବା ପରେ Undo କରି ବଦଳାଇପାରିବେ |
01:26 | ଏହା ଅଧିକାଂଶ ସମୟରେ କାମ କରେ |
01:28 | ବହୁତ ଭିନ୍ନ ଧରଣର କିଛି କରିବା ପୂର୍ବରୁ ଆପଣଙ୍କ କାମକୁ Save କରିବା ଭଲ |
01:33 | ଏବେ ଚାଲନ୍ତୁ, ଅନ୍ୟ ଟୂଲ୍ସ ଉପରେ ନଜର ପକାଇବା |
01:36 | ଏହା ହେଉଛି GIMPର ମୁଖ୍ୟ ୱିଣ୍ଡୋ - The Command Central |
01:41 | ଆଉ ଏଠି ଉପରେ Toolbox ଅଛି |
01:45 | ତା’ପରେ, କଲର୍ ଚୟନ କରିବାକୁ Color Box ଏବଂ ତଳେ Toolboxରୁ ଆମ ଟୂଲ୍ସର ବିଭିନ୍ନ ଅପ୍ସନ୍ସ ଅଛି |
01:53 | ଏହାକୁ ଆଉ ଟିକିଏ ଚଉଡ଼ା କରିଦିଅନ୍ତୁ |
01:56 | ଏଠାରେ Layers, Channels, Color Channels, Path ଓ Undo History ପାଇଁ ଡାୟଲଗ୍ ବକ୍ସମାନ ଅଛି |
02:09 | ତା’ତଳେ, କଲର୍ ସିଲେକ୍ସନ୍ ଡାୟଲଗ୍ ଅଛି, ଯେଉଁଠାରୁ ଆପଣ ବିଭିନ୍ନ ରଙ୍ଗ ସିଲେକ୍ଟ କରିପାରିବେ |
02:15 | Brushes, Patterns, Gradient ଓ ସେହିପରି ଆହୁରି ଅନେକ ଡାୟଲଗ୍ସ ଅଛି |
02:21 | ଏହି ଡାୟଲଗଗୁଡ଼ିକରୁ କିଛିକୁ ମୁଁ Toolboxରେ ମିଶାଇବାକୁ ଚାହୁଁଛି. ଏପରି କରିବା ବହୁତ ସହଜ |
02:28 | ଡାୟଲଗର ଶୀର୍ଷକରେ ଥିବା Layers ଶବ୍ଦ ଉପରେ କ୍ଲିକ୍ କରି, ଏଠି Toolbox ତଳେ ଥିବା Color Picker ଶବ୍ଦ ଉପରକୁ ଟାଣି ଆଣନ୍ତୁ |
02:39 | ଆଉ ମୁଁ ଏହିପରି ଏକ ଟାବ୍ଡ ଡାୟଲଗ୍ ପାଇବି |
02:43 | ମୁଁ ଏହାକୁ Channels ସହିତ କରିବି |
02:46 | ମୁଁ ଏହାକୁ Paths ସହିତ କରିବି |
02:52 | ଆଉ ଏହାକୁ ମୁଁ Undo History ସହିତ କରିବି |
02:54 | ମୁଁ ଭାବୁଛି, ମୋତେ Brushes Tool ଦରକାର ନାହିଁ, କାରଣ ଯଦି ଗୋଟିଏ ଟୂଲ୍ ରେ ବ୍ରଶ୍ ଥିବ, ତେବେ ତାହା ଏଠି ଦେଖାଦେବ ଓ ମୁଁ ତାକୁ ସିଲେକ୍ଟ କରିପାରିବି |
03:09 | ମୁଁ Colors ରଖିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଡ୍ରାଗ୍ କରି Undo History ପାଖକୁ ନେଇଯିବି |
03:16 | ଆଉ ଏଠାରେ ଥିବା ୱିଣ୍ଡୋକୁ ବନ୍ଦ କରିହେବ |
03:23 | File ଓ Dialogsକୁ ଯାଇ ମୁଁ ଏହିସବୁ ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିପାରିବି |
03:30 | ଦେଖନ୍ତୁ, ଏଠି କିଛି ଡାୟଲଗ୍ସ ଅଛି, ଯାହା ଆମର Toolboxରେ ନାହିଁ ଏବଂ ଆମକୁ ସେଥିରୁ ଗୋଟିଏ ଦରକାର, ଯେପରି Tools |
03:38 | ମୋ ଟୂଲ୍ ବକ୍ସରେ କିଛି ଟୂଲ୍ସ ଅଛି, ଯାହାକୁ ମୁଁ କେବେବି ବ୍ୟବହାର କରିନି, ଆଉ ସେଗୁଡ଼ିକୁ ମୁଁ ବ୍ୟବହାର କରିବାକୁ ଚାହୁଁଥିବା ଟୂଲ୍ସ ସହିତ ବଦଳାଇବି |
03:48 | ମୁଁ ରଖିବାକୁ ଚାହୁଁଥିବା ଟୂଲ୍ସ ସହିତ ଚାଲନ୍ତୁ ଆରମ୍ଭ କରିବା |
03:51 | ମୁଁ Curves, Levels, Threshold, ରଖିବାକୁ ଚାହୁଁଛି. Brightness & Contrast କୁ ମୁଁ ଚୟନ କରିବାକୁ ଚାହୁଁନି |
03:58 | Perspective Clone, Ink କିମ୍ୱା Airbrush ମୋତେ ଦରକାର ନାହିଁ |
04:05 | ବଳକା ଟୂଲ୍ସ ମୋତେ ଦରକାର |
04:08 | କେତେ ଜାଗା ବଳିଛି ଜାଣିବା ପରେ ମୁଁ ଏହା ଉପରେ ନଜର ପକାଇବି |
04:16 | ଏବେ ମୁଁ File ଓ Preferencesକୁ ଯାଉଛି |
04:26 | Environment ଓ Interfaceକୁ ମୁଁ ସେହିପରି ଛାଡ଼ିଦେବି |
04:32 | Themeରେ ମୁଁ Small ସିଲେକ୍ଟ କରିବି |
04:35 | ଆଉ ଯେତେବେଳେ ମୁଁ ଏହି ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣିବି, ଦେଖନ୍ତୁ, ସମସ୍ତ ଆଇକନ୍ସ ଛୋଟ ହୋଇଗଲା ଏବଂ ଟୂଲ୍ସର ସୂଚନା ପାଇଁ ଅଧିକ ସ୍ଥାନ ମିଳିଲା |
04:45 | Tool Optionsକୁ ଯାଇ Default Interpolationକୁ Sincକୁ ବଦଳାନ୍ତୁ, ରିସାଇଜିଙ୍ଗ୍ କିମ୍ୱା ରୋଟେଟିଙ୍ଗ୍ ଓ ସେହିପରି କବିବାବେଳେ ପିକ୍ସେଲ୍ସ ଗଣନା ପାଇଁ ଏହା ହେଉଛି ସର୍ବୋତ୍ତମ Interpolation |
05:00 | ଅନ୍ୟ ସବୁ ଅପ୍ସନଗୁଡ଼ିକୁ ସେହିପରି ଛାଡ଼ିଦିଅନ୍ତୁ |
05:03 | ଏହି ଅପ୍ସନଗୁଡ଼ିକୁ ଯଦି ଆପଣ ରଖିବାକୁ ଚାହୁଁଛନ୍ତି, ତେବେ Toolboxକୁ ଯାଇ ସେଗୁଡ଼ିକୁ ସିଲେକ୍ଟ କରନ୍ତୁ କିମ୍ୱା ସେଗୁଡ଼ିକୁ ଡି-ସିଲେକ୍ଟ କରିଦିଅନ୍ତୁ |
05:12 | ଆପଣ Colors ରଖିପାରିବେ, ଯାହା ହେଉଛି, ସାମ୍ନା ଓ ପଛପଟ ରଙ୍ଗ ବଦଳାଇବା ପାଇଁ ଏକ ତ୍ୱରିତ ମାର୍ଗ |
05:19 | ଆପଣ Brush ଓ Gradient Tools ନେଇପାରିବେ, ସକ୍ରିୟ ଇମେଜ୍ ର ଏକ ଛୋଟ ଇମେଜ୍ କିମ୍ୱା ଥମ୍ୱନେଲ୍ ଆପଣ ଏଠାରେ ରଖିପାରିବେ |
05:29 | ମୋତେ ଏହା ଦରକାର ନଥିବାରୁ ଏହାକୁ ଡି-ସିଲେକ୍ଟ କରିଦେବି. ଏହା ଆପଣଙ୍କ ଉପରେ ନିର୍ଭର କରେକି, ଆପଣଙ୍କୁ ଏହା ଦରକାର କି ନାହିଁ |
05:36 | ଆପଣ Default Image, Default Grid ଓ Default Image Windowକୁ ସେହିପରି ଛାଡ଼ିଦେଇପାରିବେ |
05:42 | Preferencesରେ ମୋର କାମ ସରିଲା |
05:45 | ଏବଂ |
05:47 | ମୁଁ Pathକୁ ବଦଳାଇ ନାହିଁ, ତେଣୁ ମୁଁ ଏଠାରେ ଏହାକୁ ବ୍ୟବହାର କରିପାରିବି |
05:52 | ଏଠି ଟିକିଏ ଅଧିକ ଜାଗା ପାଇବା ପାଇଁ ମୋତେ କେବଳ ଗୋଟିଏ ଟୂଲ୍ କୁ କାଢ଼ିବାକୁ ହେବ. ହେଲେ, ପ୍ରଥମେ ମୁଁ ଏହାକୁ ଟିକିଏ ଓସାରିଆ କରିବି |
06:01 | ଆପଣ ଦେଖିପାରୁଥିବେ ଯେ, Toolbox ଡାୟଲଗ୍ ବହୁତ ସରୁ ହୋଇଯାଇଛି |
06:06 | ତାକୁ ଏଠାକୁ ଟାଣି ଆଣନ୍ତୁ |
06:08 | ଏଠାକୁ ଗୋଟିଏ ନୂଆ ଧାଡ଼ି ନଆଣି, ମୁଁ ଭାବୁଛି ମୁଁ ଆଉ 3ଟି ଟୂଲ୍ସ ଆଡ୍ କରିପାରିବି |
06:19 | ତେଣୁ ମୁଁ, Brightness, Hue-Saturation ଓ Color Balance ଆଡ୍ କରିବି |
06:24 | ଯେଉଁସବୁ ଟୂଲ୍ସ ଏଠାରେ ପ୍ରଦର୍ଶିତ ହେଉନାହିଁ, ସେଗୁଡ଼ିକୁ File ଓ Dialogsରେ କ୍ଲିକ୍ କରି ପାଇହେବ |
06:39 | ଆଉ ଏବେ ଆମେ ଆମର କାମ କରିବାକୁ ପ୍ରସ୍ତୁତ |
06:42 | ଯେତେବେଳେ ଆପଣ GIMP ବନ୍ଦ କରିବେ,ସ ଅମସ୍ତ ଅପ୍ସନ୍ସ ସ୍ୱତଃ ସେଭ୍ ହୋଇଯିବ ଏବଂ ଆପଣ ଯେପରି ବନ୍ଦ କରିଥିବେ, ସେହିପରି ଆରମ୍ଭ ହେବ |
06:52 | ମୁଁ ଏଠାରେ ଡେଭଲପମେଣ୍ଟ ଭର୍ସନ୍ ବ୍ୟବହାର କରୁଛି, ଯାହା GIMP 2.3.18ର ଅନଷ୍ଟେବଲ୍ ଭର୍ସନ୍ ଅଟେ |
07:02 | ମୁଁ ଏବେ ଦେଖିଲି ଯେ, ଆଜି 2.3.19 ରିଲିଜ୍ ହୋଇଛି |
07:07 | ଏହାକୁ Unstable କୁହାଯାଏ, ମାତ୍ର GIMP ଏପରି ସ୍ତରରେ ପହଞ୍ଚୁଛି, ଯେଉଁଠାରେ 2.4, ଦିଗବଳୟରେ ପରବର୍ତ୍ତୀ ଷ୍ଟେବଲ୍ ଭର୍ସନ୍ ହେବ ଏବଂ ଚଳିତ ବର୍ଷ ଏହା, ମାର୍କେଟ୍ ରେ ଅନ୍ୟ ଯେକୌଣସି ସଫ୍ଟୱେର୍ ଭଳି ଷ୍ତେବଲ୍ ହେବ |
07:22 | Setting Up GIMP ପାଇଁ ଏତିକି |
07:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |