Difference between revisions of "Geogebra/C2/Spreadsheet-View-Basics/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- ||00:01 || ନମସ୍କାର, ଜିଓଜେବ୍ରାରେ Basics of Spreadsheets ଟ୍ୟୁଟୋରିଆଲ୍ କ...")
 
 
Line 1: Line 1:
 
{| border=1
 
{| border=1
|'''Time'''
+
||'''Time'''
|'''Narration'''
+
||'''Narration'''
  
 
|-
 
|-
 
||00:01
 
||00:01
 
|| ନମସ୍କାର, ଜିଓଜେବ୍ରାରେ Basics of Spreadsheets ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
|| ନମସ୍କାର, ଜିଓଜେବ୍ରାରେ Basics of Spreadsheets ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
||00:05
 
||00:05
 
|| ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା  Introduction to Geogebra ଟ୍ୟୁଟୋରିଆଲ୍ ଦେଖନ୍ତୁ  
 
|| ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା  Introduction to Geogebra ଟ୍ୟୁଟୋରିଆଲ୍ ଦେଖନ୍ତୁ  
 +
 
|-
 
|-
 
||00:12
 
||00:12
 
|| ଜିଓଜେବ୍ରାରୁ ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି GNU/Linux operating system Ubuntu Version 10.04  LTS ଏବଂ Geogebra Version 3.2.40.0
 
|| ଜିଓଜେବ୍ରାରୁ ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି GNU/Linux operating system Ubuntu Version 10.04  LTS ଏବଂ Geogebra Version 3.2.40.0
 +
 
|-
 
|-
 
||00:23
 
||00:23
 
|| ଜିଓଜେବ୍ରାରେ Spreadsheetର ବ୍ୟବହାରକୁ ଦେଖାଇବା, ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ଅଟେ
 
|| ଜିଓଜେବ୍ରାରେ Spreadsheetର ବ୍ୟବହାରକୁ ଦେଖାଇବା, ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ଅଟେ
 +
 
|-
 
|-
 
||00:29
 
||00:29
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ, ଡେଟା ପ୍ରସ୍ତୁତୀକରଣ ଓ ଗଣନା ପାଇଁ ସ୍ପ୍ରେଡଶୀଟର ଉପଯୋଗ କରିବା  
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ, ଡେଟା ପ୍ରସ୍ତୁତୀକରଣ ଓ ଗଣନା ପାଇଁ ସ୍ପ୍ରେଡଶୀଟର ଉପଯୋଗ କରିବା  
 +
 
|-
 
|-
 
||00:36
 
||00:36
 
|| ଓ ଏକ ହିଷ୍ଟୋଗ୍ରାମ୍ ର ଗଠନ ପାଇଁ ଡେଟା ବ୍ୟବହାର କରିବା
 
|| ଓ ଏକ ହିଷ୍ଟୋଗ୍ରାମ୍ ର ଗଠନ ପାଇଁ ଡେଟା ବ୍ୟବହାର କରିବା
 +
 
|-
 
|-
 
||00:39
 
||00:39
 
|| ଆମେ ଏହା ମଧ୍ୟ ଦେଖିବା ଯେ, ରେକରିଙ୍ଗ ଜିଓଜେବ୍ରା ଆକୃତିଗୁଡ଼ିକୁ ତିଆରି କରିବା ପାଇଁ ସ୍ପ୍ରେଡଶୀଟ୍ ଭ୍ୟୁର ଉପଯୋଗ କିପରି କରିପାରିବେ, ଯେପରି ସମାନ୍ତରାଳ ରେଖାଗୁଡ଼ିକର ସେଟ୍ ତିଆରି କରିବା
 
|| ଆମେ ଏହା ମଧ୍ୟ ଦେଖିବା ଯେ, ରେକରିଙ୍ଗ ଜିଓଜେବ୍ରା ଆକୃତିଗୁଡ଼ିକୁ ତିଆରି କରିବା ପାଇଁ ସ୍ପ୍ରେଡଶୀଟ୍ ଭ୍ୟୁର ଉପଯୋଗ କିପରି କରିପାରିବେ, ଯେପରି ସମାନ୍ତରାଳ ରେଖାଗୁଡ଼ିକର ସେଟ୍ ତିଆରି କରିବା
 +
 
|-
 
|-
 
||00:49
 
||00:49
 
|| ପ୍ରଥମେ, ଆମେ ଏକ 50ମାର୍କ ଟେଷ୍ଟରେ 50 ଛାତ୍ରଙ୍କର ମାର୍କକୁ ବ୍ୟବହାର କରିବା
 
|| ପ୍ରଥମେ, ଆମେ ଏକ 50ମାର୍କ ଟେଷ୍ଟରେ 50 ଛାତ୍ରଙ୍କର ମାର୍କକୁ ବ୍ୟବହାର କରିବା
 +
 
|-
 
|-
 
||00:53
 
||00:53
 
|| From ଓ To କ୍ଲାସ୍ ବାଉଣ୍ଡ୍ରିଜ୍ ଏବଂ Frequency ଏଠାରେ ଉପଲବ୍ଧ ଅଛି
 
|| From ଓ To କ୍ଲାସ୍ ବାଉଣ୍ଡ୍ରିଜ୍ ଏବଂ Frequency ଏଠାରେ ଉପଲବ୍ଧ ଅଛି
 +
 
|-
 
|-
 
||00:59
 
||00:59
 
|| ମୁଁ, କ୍ଲିପବୋର୍ଡକୁ Frequency କୁ କପୀ କରିବାକୁ ଯାଉଛି
 
|| ମୁଁ, କ୍ଲିପବୋର୍ଡକୁ Frequency କୁ କପୀ କରିବାକୁ ଯାଉଛି
 +
 
|-
 
|-
 
||01:05
 
||01:05
 
|| ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 
|| ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 +
 
|-
 
|-
 
||01:09
 
||01:09
 
|| ପ୍ରଥମ ସୋପାନ ହେଉଛି spreadsheet view ସ୍ପଷ୍ଟ କରିବା
 
|| ପ୍ରଥମ ସୋପାନ ହେଉଛି spreadsheet view ସ୍ପଷ୍ଟ କରିବା
 +
 
|-
 
|-
 
||01:13
 
||01:13
 
|| ମେନୁ ଆଇଟମ୍ ଭ୍ୟୁ ସିଲେକ୍ଟ କରି, Spreadsheet View ଚେକ୍ କରନ୍ତୁ
 
|| ମେନୁ ଆଇଟମ୍ ଭ୍ୟୁ ସିଲେକ୍ଟ କରି, Spreadsheet View ଚେକ୍ କରନ୍ତୁ
 +
 
|-
 
|-
 
||01:19
 
||01:19
 
|| spreadsheet viewକୁ ଏଠାକୁ ଘୁଞ୍ଚାନ୍ତୁ
 
|| spreadsheet viewକୁ ଏଠାକୁ ଘୁଞ୍ଚାନ୍ତୁ
 +
 
|-
 
|-
 
||01:25
 
||01:25
 
|| ପ୍ରଥମ କଲମ୍ A From, କଲମ୍ B To ଓ କଲମ୍ C Frequency ଶ୍ରେଣୀ ବର୍ଗକୁ ଦର୍ଶାଏ
 
|| ପ୍ରଥମ କଲମ୍ A From, କଲମ୍ B To ଓ କଲମ୍ C Frequency ଶ୍ରେଣୀ ବର୍ଗକୁ ଦର୍ଶାଏ
 +
 
|-
 
|-
 
||01:36
 
||01:36
 
|| ଏବେ, ମୁଁ କପି କରିଥିବା Frequency କୁ ଏଠାରେ ପେଷ୍ଟ କରୁଛି
 
|| ଏବେ, ମୁଁ କପି କରିଥିବା Frequency କୁ ଏଠାରେ ପେଷ୍ଟ କରୁଛି
 +
 
|-
 
|-
 
||01:41
 
||01:41
 
|| ବର୍ତ୍ତମାନ, From ଓ To values ପାଇଁ
 
|| ବର୍ତ୍ତମାନ, From ଓ To values ପାଇଁ
 +
 
|-
 
|-
 
||01:46
 
||01:46
 
|| ମୁଁ ଏଗୁଡିକୁ ପେଷ୍ଟ କଲିନାହିଁ କାରଣ ମୁଁ ଆପଣଙ୍କୁ geogebra spreadsheetsର ଅନ୍ୟ ଫିଚର୍ ଦେଖାଇବି  
 
|| ମୁଁ ଏଗୁଡିକୁ ପେଷ୍ଟ କଲିନାହିଁ କାରଣ ମୁଁ ଆପଣଙ୍କୁ geogebra spreadsheetsର ଅନ୍ୟ ଫିଚର୍ ଦେଖାଇବି  
 +
 
|-
 
|-
 
||01:53
 
||01:53
 
|| ପ୍ରଥମେ ମୁଁ ଆରମ୍ଭ କରିବି
 
|| ପ୍ରଥମେ ମୁଁ ଆରମ୍ଭ କରିବି
 +
 
|-
 
|-
 
||01:56
 
||01:56
 
||0,
 
||0,
 +
 
|-
 
|-
 
||01:59
 
||01:59
 
|| ଏହାପରେ 5, 5
 
|| ଏହାପରେ 5, 5
 +
 
|-
 
|-
 
||02:04
 
||02:04
 
|| ଓ 10
 
|| ଓ 10
 +
 
|-
 
|-
 
||02:06
 
||02:06
 
|| ଏବେ, ଯଦି ମୁଁ ଏଠାରେ ଦୁଇଟି ସେଲ୍ସ ଚୟନ କରୁଛି ଓ ତା’ପରେ ଏହି ନୀଳ ସ୍କ୍ୱେୟାରକୁ ପୂରା ତଳକୁ ଡ୍ରାଗ୍ କରୁଛି, ଦେଖନ୍ତୁ, ଏକ ଗାଣିତିକ ଅନୁକ୍ରମ ସୃଷ୍ଟି ହେଲା
 
|| ଏବେ, ଯଦି ମୁଁ ଏଠାରେ ଦୁଇଟି ସେଲ୍ସ ଚୟନ କରୁଛି ଓ ତା’ପରେ ଏହି ନୀଳ ସ୍କ୍ୱେୟାରକୁ ପୂରା ତଳକୁ ଡ୍ରାଗ୍ କରୁଛି, ଦେଖନ୍ତୁ, ଏକ ଗାଣିତିକ ଅନୁକ୍ରମ ସୃଷ୍ଟି ହେଲା
 +
 
|-
 
|-
 
||02:16
 
||02:16
 
|| ସେହିଭଳି,  To ଭାଲ୍ୟୁ ପାଇଁ ମୁଁ ତାହା କରିପାରେ
 
|| ସେହିଭଳି,  To ଭାଲ୍ୟୁ ପାଇଁ ମୁଁ ତାହା କରିପାରେ
 +
 
|-
 
|-
 
||02:22
 
||02:22
 
|| class boundary list ଓ frequency list କ୍ରିଏଟ୍ କରନ୍ତୁ. ତାହାକୁ କରିବା ପାଇଁ, ଏଠାରେ କଲମ B ସିଲେକ୍ଟ କରନ୍ତୁ
 
|| class boundary list ଓ frequency list କ୍ରିଏଟ୍ କରନ୍ତୁ. ତାହାକୁ କରିବା ପାଇଁ, ଏଠାରେ କଲମ B ସିଲେକ୍ଟ କରନ୍ତୁ
 +
 
|-
 
|-
 
||02:30
 
||02:30
 
|| ରାଇଟ୍ କ୍ଲିକ୍ କରି କ୍ରିଏଟ୍ ଲିଷ୍ଟ ଚୟନ କରନ୍ତୁ. ଏଠାରେ L1 ଦେଖନ୍ତୁ, ଏହାର ଅର୍ଥ L 1 ଗଠିତ ହୋଇଛି  
 
|| ରାଇଟ୍ କ୍ଲିକ୍ କରି କ୍ରିଏଟ୍ ଲିଷ୍ଟ ଚୟନ କରନ୍ତୁ. ଏଠାରେ L1 ଦେଖନ୍ତୁ, ଏହାର ଅର୍ଥ L 1 ଗଠିତ ହୋଇଛି  
 +
 
|-
 
|-
 
||02:40
 
||02:40
 
|| ରାଇଟ୍ କ୍ଲିକ୍ କରି ଏବଂ Object properties ଚେକ୍ କରି ଏବେ ଏହାକୁ ସଂଶୋଧିତ କରିଛୁ ତଥା ପ୍ରଥମ ଭାଲ୍ୟୁ ଶୂନ ଏଠାରେ ପ୍ରଦର୍ଶିତ ହେଉଥିବାର ସୁନିଶ୍ଚିତ କରନ୍ତୁ  
 
|| ରାଇଟ୍ କ୍ଲିକ୍ କରି ଏବଂ Object properties ଚେକ୍ କରି ଏବେ ଏହାକୁ ସଂଶୋଧିତ କରିଛୁ ତଥା ପ୍ରଥମ ଭାଲ୍ୟୁ ଶୂନ ଏଠାରେ ପ୍ରଦର୍ଶିତ ହେଉଥିବାର ସୁନିଶ୍ଚିତ କରନ୍ତୁ  
 +
 
|-
 
|-
 
||02:53
 
||02:53
 
|| ଓ କ୍ଲୋଜ୍ ଦବାନ୍ତୁ
 
|| ଓ କ୍ଲୋଜ୍ ଦବାନ୍ତୁ
 +
 
|-
 
|-
 
||02:57
 
||02:57
 
|| ଏବେ Frequency ଲିଷ୍ଟ ପାଇଁ, ସମାନ ଜିନିଷ କରନ୍ତୁ. Frequency ସିଲେକ୍ଟ କରି, ରାଇଟ୍ କ୍ଲିକ୍ କରନ୍ତୁ ଓ କ୍ରିଏଟ୍ ଲିଷ୍ଟ ସିଲେକ୍ଟ କରନ୍ତୁ  
 
|| ଏବେ Frequency ଲିଷ୍ଟ ପାଇଁ, ସମାନ ଜିନିଷ କରନ୍ତୁ. Frequency ସିଲେକ୍ଟ କରି, ରାଇଟ୍ କ୍ଲିକ୍ କରନ୍ତୁ ଓ କ୍ରିଏଟ୍ ଲିଷ୍ଟ ସିଲେକ୍ଟ କରନ୍ତୁ  
 +
 
|-
 
|-
 
||03:04
 
||03:04
 
|| ମୋ ପାଖରେ L_2 ଅଛି
 
|| ମୋ ପାଖରେ L_2 ଅଛି
 +
 
|-
 
|-
 
||03:09
 
||03:09
 
|| ଏବେ histogram ଗଠନ କରିବା ପାଇଁ, ଏଠାରେ input bar କୁ ଯାଆନ୍ତୁ
 
|| ଏବେ histogram ଗଠନ କରିବା ପାଇଁ, ଏଠାରେ input bar କୁ ଯାଆନ୍ତୁ
 +
 
|-
 
|-
 
||03:15
 
||03:15
 
|| ଆପଣ ଏଠାରେ commands ରୁ ସିଲେକ୍ଟ କରିପାରିବେ କିମ୍ୱା ଆପଣ histogram ମଧ୍ୟ ଟାଇପ୍ କରିପାରନ୍ତି
 
|| ଆପଣ ଏଠାରେ commands ରୁ ସିଲେକ୍ଟ କରିପାରିବେ କିମ୍ୱା ଆପଣ histogram ମଧ୍ୟ ଟାଇପ୍ କରିପାରନ୍ତି
 +
 
|-
 
|-
 
||03:22
 
||03:22
 
|| ଏବେ, ଏହିଠାରେ, square brackets ମଧ୍ୟରେ, ଯଦି ଆପଣ ଏଣ୍ଟର ପ୍ରେସ୍ କରନ୍ତି, ଏହା ଆପଣଙ୍କୁ ବିଭିନ୍ନ ଅପ୍ସନ୍ସ କହିବ
 
|| ଏବେ, ଏହିଠାରେ, square brackets ମଧ୍ୟରେ, ଯଦି ଆପଣ ଏଣ୍ଟର ପ୍ରେସ୍ କରନ୍ତି, ଏହା ଆପଣଙ୍କୁ ବିଭିନ୍ନ ଅପ୍ସନ୍ସ କହିବ
 +
 
|-
 
|-
 
||03:28
 
||03:28
 
|| ଏଥିମଧ୍ୟରୁ ଗୋଟିଏ ଅପ୍ସନ୍ ହେଉଛି, List of Class Boundaries and List of Raw Data. ଚାଲନ୍ତୁ ତାହା ବ୍ୟବହାର କରିବା
 
|| ଏଥିମଧ୍ୟରୁ ଗୋଟିଏ ଅପ୍ସନ୍ ହେଉଛି, List of Class Boundaries and List of Raw Data. ଚାଲନ୍ତୁ ତାହା ବ୍ୟବହାର କରିବା
 +
 
|-
 
|-
 
||03:35
 
||03:35
 
|| ମୁଁ ଲେଖିବି L_1, ଜିଓଜେବ୍ରା ହେଉଛି କେସ୍ ସେନ୍ସିଟିଭ୍ ଏବଂ class boundaries ପାଇଁ ଓ frequencies ପାଇଁ L_2 ଲେଖି ଓ ଏଣ୍ଟର ଦାବନ୍ତୁ
 
|| ମୁଁ ଲେଖିବି L_1, ଜିଓଜେବ୍ରା ହେଉଛି କେସ୍ ସେନ୍ସିଟିଭ୍ ଏବଂ class boundaries ପାଇଁ ଓ frequencies ପାଇଁ L_2 ଲେଖି ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
||03:47
 
||03:47
 
||ଦେଖନ୍ତୁ ଏଠାରେ histogram ଗଠିତ ହୋଇଛି  
 
||ଦେଖନ୍ତୁ ଏଠାରେ histogram ଗଠିତ ହୋଇଛି  
 +
 
|-
 
|-
 
||03:52
 
||03:52
|| ବର୍ତ୍ତମାନ, histogram କୁ ଅଧିକ ଦୃଶ୍ୟମାନ କିମ୍ୱା ପଠନୀୟ କରିବା ପାଇଁ, ମୁଁ  Move Drawing Pad ବ୍ୟବହାର କରିବି. ଏବଂ ଏହାପରେ ଏଠାରେ ମୁଁ Drawing pad properties ଉପରେ ମଧ୍ୟ ରାଇଟ୍ କ୍ଲିକ୍ କରିବି ଏବଂ ଏହି Distanceକୁ 5 କୁ ବଦଳାଇବି, ଯାହା ହେଉଛି ପ୍ରତ୍ୟେକ ବାର୍ ର ଓସାର ଓ ଏହାକୁ ବନ୍ଦ କରିବି  
+
|| ବର୍ତ୍ତମାନ, histogram କୁ ଅଧିକ ଦୃଶ୍ୟମାନ କିମ୍ୱା ପଠନୀୟ କରିବା ପାଇଁ, ମୁଁ  Move Drawing Pad ବ୍ୟବହାର କରିବି. ଏବଂ ଏହାପରେ ଏଠାରେ ମୁଁ Drawing pad properties ଉପରେ ମଧ୍ୟ ରାଇଟ୍ କ୍ଲିକ୍ କରିବି ଏବଂ ଏହି Distanceକୁ 5 କୁ  
 +
ବଦଳାଇବି, ଯାହା ହେଉଛି ପ୍ରତ୍ୟେକ ବାର୍ ର ଓସାର ଓ ଏହାକୁ ବନ୍ଦ କରିବି  
 +
 
 
|-
 
|-
 
||04:15
 
||04:15
 
|| ଏହାପରେ ମୁଁ Zoom Out କରିପାରିବି
 
|| ଏହାପରେ ମୁଁ Zoom Out କରିପାରିବି
 +
 
|-
 
|-
 
||04:22
 
||04:22
 
|| ଏବଂ ପୁଣିଥରେ Drawing padକୁ ଘୁଞ୍ଚାନ୍ତୁ
 
|| ଏବଂ ପୁଣିଥରେ Drawing padକୁ ଘୁଞ୍ଚାନ୍ତୁ
 +
 
|-
 
|-
 
||04:28
 
||04:28
 
|| ଦେଖନ୍ତୁ, ଯେତେବେଳ ମୁଁ histogram ଗଠନ କରେ,  ଏହା a=250 ଭାଲ୍ୟୁ ଗଠନ କରେ  
 
|| ଦେଖନ୍ତୁ, ଯେତେବେଳ ମୁଁ histogram ଗଠନ କରେ,  ଏହା a=250 ଭାଲ୍ୟୁ ଗଠନ କରେ  
 +
 
|-
 
|-
 
||04:34
 
||04:34
 
||a ହେଉଛି  ପ୍ରତ୍ୟେକ ବାର୍ ର ଲମ୍ୱ ଓ  ପ୍ରସ୍ତର ପରିଣାମର ଯୋଗଫଳ  
 
||a ହେଉଛି  ପ୍ରତ୍ୟେକ ବାର୍ ର ଲମ୍ୱ ଓ  ପ୍ରସ୍ତର ପରିଣାମର ଯୋଗଫଳ  
 +
 
|-
 
|-
 
||04:41
 
||04:41
 
|| ଏଠାରେ ମୁଁ a ଭାଲ୍ୟୁକୁ ଉପରକୁ ଘୁଞ୍ଚାଇପାରିବି
 
|| ଏଠାରେ ମୁଁ a ଭାଲ୍ୟୁକୁ ଉପରକୁ ଘୁଞ୍ଚାଇପାରିବି
 +
 
|-
 
|-
 
||04:49
 
||04:49
 
|| ପରବର୍ତ୍ତୀ ପଦାଙ୍କ ହେଉଛି, Y ଆକ୍ସିସ୍ ପ୍ରତି ଏକ ସମାନ୍ତରାଳ ରେଖାର ସେଟ୍ କୁ ପାଇବା ପାଇଁ spreadsheet viewରେ ପଏଣ୍ଟ ଓ ଲାଇନ୍  ଗଠନ କରିବା
 
|| ପରବର୍ତ୍ତୀ ପଦାଙ୍କ ହେଉଛି, Y ଆକ୍ସିସ୍ ପ୍ରତି ଏକ ସମାନ୍ତରାଳ ରେଖାର ସେଟ୍ କୁ ପାଇବା ପାଇଁ spreadsheet viewରେ ପଏଣ୍ଟ ଓ ଲାଇନ୍  ଗଠନ କରିବା
 +
 
|-
 
|-
 
||04:56
 
||04:56
 
|| ମୁଁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲିବି
 
|| ମୁଁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲିବି
 +
 
|-
 
|-
 
||05:02
 
||05:02
 
|| ବର୍ତ୍ତମାନ ଏଠାରେ, ଜିଓଜେବ୍ରାରୁ ଯେକୌଣସି କମାଣ୍ଡ୍ ଏକ ସେଲ୍ ଭିତରେ ଟାଇପ୍ ହୋଇପାରିବ   
 
|| ବର୍ତ୍ତମାନ ଏଠାରେ, ଜିଓଜେବ୍ରାରୁ ଯେକୌଣସି କମାଣ୍ଡ୍ ଏକ ସେଲ୍ ଭିତରେ ଟାଇପ୍ ହୋଇପାରିବ   
 +
 
|-
 
|-
 
||05:07
 
||05:07
 
|| ପ୍ରଥମେ, ଏକ ପଏଣ୍ଟ ଗଠନ କରିବାକୁ, ଆପଣଙ୍କୁ ଏହିଭଳି ଏକ ପଏଣ୍ଟ ଦେବାକୁ ପଡିବ
 
|| ପ୍ରଥମେ, ଏକ ପଏଣ୍ଟ ଗଠନ କରିବାକୁ, ଆପଣଙ୍କୁ ଏହିଭଳି ଏକ ପଏଣ୍ଟ ଦେବାକୁ ପଡିବ
 +
 
|-
 
|-
 
||05:19
 
||05:19
 
|| ଏଠାରେ ଦେଖାଯାଉଥିବା A1 ନାମକ  ପଏଣ୍ଟକୁ ଦେଖନ୍ତୁ ଯାହା 1,2 ନିର୍ଦ୍ଦେଶାଙ୍କ ସହିତ ସେଲ୍ ଆଡ୍ରେସ୍ କଲମ୍ A, ରୋ 1, ଅଟେ
 
|| ଏଠାରେ ଦେଖାଯାଉଥିବା A1 ନାମକ  ପଏଣ୍ଟକୁ ଦେଖନ୍ତୁ ଯାହା 1,2 ନିର୍ଦ୍ଦେଶାଙ୍କ ସହିତ ସେଲ୍ ଆଡ୍ରେସ୍ କଲମ୍ A, ରୋ 1, ଅଟେ
 +
 
|-
 
|-
 
||05:34
 
||05:34
 
||ସମାନଭାବରେ, ଏଠାରେ ମୁଁ 2,2 ଟାଇପ୍ କରି, ଏଣ୍ଟର୍ ଦାବି A2 ପାଇପାରିବି
 
||ସମାନଭାବରେ, ଏଠାରେ ମୁଁ 2,2 ଟାଇପ୍ କରି, ଏଣ୍ଟର୍ ଦାବି A2 ପାଇପାରିବି
 +
 
|-  
 
|-  
 
||05:45
 
||05:45
 
|| ଏବେ, ମୁଁ ଏହି ଦୁଇଟି ସେଲ୍କୁ ସିଲେକ୍ଟ କରିବି ଓ ବ୍ଲୁ ସ୍କୋୟାର୍ ତଳକୁ ଡ୍ରାଗ୍ କରି,  
 
|| ଏବେ, ମୁଁ ଏହି ଦୁଇଟି ସେଲ୍କୁ ସିଲେକ୍ଟ କରିବି ଓ ବ୍ଲୁ ସ୍କୋୟାର୍ ତଳକୁ ଡ୍ରାଗ୍ କରି,  
 +
 
|-
 
|-
 
||05:54
 
||05:54
 
|| ଏହିଠାକୁ ଘୁଞ୍ଚାଇବି
 
|| ଏହିଠାକୁ ଘୁଞ୍ଚାଇବି
 +
 
|-
 
|-
 
||05:56
 
||05:56
 
||ଏହି ଟ୍ୟୁଟୋରିଆଲ୍ ପାଇଁ  Algebra view ବନ୍ଦ କରନ୍ତୁ
 
||ଏହି ଟ୍ୟୁଟୋରିଆଲ୍ ପାଇଁ  Algebra view ବନ୍ଦ କରନ୍ତୁ
 +
 
|-
 
|-
 
||06:02
 
||06:02
 
|| ଦେଖନ୍ତୁ ମୁଁ ଏଠାରେ 10 ପଏଣ୍ଟ ପାଇଛି  
 
|| ଦେଖନ୍ତୁ ମୁଁ ଏଠାରେ 10 ପଏଣ୍ଟ ପାଇଛି  
 +
 
|-
 
|-
 
||06:08
 
||06:08
 
|| ଓ ସମାନ ଭାବରେ ମୁଁ କଲମB ରେ କରିବି
 
|| ଓ ସମାନ ଭାବରେ ମୁଁ କଲମB ରେ କରିବି
 +
 
|-
 
|-
 
||06:16
 
||06:16
 
||ମୁଁ ଏଠାରେ 1,4 ଭାବରେ ପଏଣ୍ଟ ରଖିବି. ମୋତେ ଏହି ପଏଣ୍ଟ ଏଠାରେ ମିଳେ. ମୁଁ ରାଇଟ୍ କ୍ଲିକ୍ କରି Show Label କ୍ଲିକ୍ କରିବି, ଏହା ସେଲ୍ ଆଡ୍ରେସ୍ B1- ଦେଖାଇବ  
 
||ମୁଁ ଏଠାରେ 1,4 ଭାବରେ ପଏଣ୍ଟ ରଖିବି. ମୋତେ ଏହି ପଏଣ୍ଟ ଏଠାରେ ମିଳେ. ମୁଁ ରାଇଟ୍ କ୍ଲିକ୍ କରି Show Label କ୍ଲିକ୍ କରିବି, ଏହା ସେଲ୍ ଆଡ୍ରେସ୍ B1- ଦେଖାଇବ  
 +
 
|-
 
|-
 
||06:28
 
||06:28
 
|| ମୁଁ 2,4 ଟାଇପ୍ କରି
 
|| ମୁଁ 2,4 ଟାଇପ୍ କରି
 +
 
|-
 
|-
 
||06:35
 
||06:35
 
||B2 ପାଇପାରିବି
 
||B2 ପାଇପାରିବି
 +
 
|-
 
|-
 
||06:41
 
||06:41
 
|| ମୁଁ ଆଉଥରେ ଏହାକୁ ଡ୍ରାଗ୍ କରି ଓ 10 ପଏଣ୍ଟ ପାଇବି
 
|| ମୁଁ ଆଉଥରେ ଏହାକୁ ଡ୍ରାଗ୍ କରି ଓ 10 ପଏଣ୍ଟ ପାଇବି
 +
 
|-
 
|-
 
||06:48
 
||06:48
 
|| ବର୍ତ୍ତମାନ ତୃତୀୟ କଲମରେ, ଯଦି ମୁଁ ଲାଇନ୍ ସେଗ୍ମେଣ୍ଟ ଗଠନ କରିବାକୁ ଚାହେଁ,
 
|| ବର୍ତ୍ତମାନ ତୃତୀୟ କଲମରେ, ଯଦି ମୁଁ ଲାଇନ୍ ସେଗ୍ମେଣ୍ଟ ଗଠନ କରିବାକୁ ଚାହେଁ,
 +
 
|-
 
|-
 
||06:56
 
||06:56
 
|| ମୁଁ ଜିଓଜେବ୍ରା କମାଣ୍ଡ Segment ବ୍ୟବହାର କରିପାରିବି ଏବଂ ଭାଲ୍ୟୁରେ ମୁଁ ସେଲ୍ ଆଡ୍ରେସ୍ A 1 ଦେଇପାରିବି
 
|| ମୁଁ ଜିଓଜେବ୍ରା କମାଣ୍ଡ Segment ବ୍ୟବହାର କରିପାରିବି ଏବଂ ଭାଲ୍ୟୁରେ ମୁଁ ସେଲ୍ ଆଡ୍ରେସ୍ A 1 ଦେଇପାରିବି
 +
 
|-
 
|-
 
||07:08
 
||07:08
 
|| ମୁଁ ଏହାକୁ ଏଠାକୁ ଆଣୁଛି,
 
|| ମୁଁ ଏହାକୁ ଏଠାକୁ ଆଣୁଛି,
 +
 
|-
 
|-
 
||07:12
 
||07:12
 
||,(comma) B1 ଓ ଏଣ୍ଟର କ୍ଲିକ୍ କରନ୍ତୁ
 
||,(comma) B1 ଓ ଏଣ୍ଟର କ୍ଲିକ୍ କରନ୍ତୁ
 +
 
|-
 
|-
 
||07:17
 
||07:17
 
|| ଏହା ହେଉଛି ଲାଇନ୍ର ଲମ୍ୱ, ଯାହା A1 ଓ B1 ମଧ୍ୟରେ ଅଛି
 
|| ଏହା ହେଉଛି ଲାଇନ୍ର ଲମ୍ୱ, ଯାହା A1 ଓ B1 ମଧ୍ୟରେ ଅଛି
 +
 
|-
 
|-
 
||07:23
 
||07:23
 
|| ବର୍ତ୍ତମାନ ମୁଁ ଏହି ସେଲ୍ ସିଲେକ୍ଟ କରି ତଳକୁ ଡ୍ରାଗ୍ କଲେ, ସମାନ୍ତରାଳ ରେଖାଗୁଡିକର 10 ସେଟ୍ ପାଇପାରିବି  
 
|| ବର୍ତ୍ତମାନ ମୁଁ ଏହି ସେଲ୍ ସିଲେକ୍ଟ କରି ତଳକୁ ଡ୍ରାଗ୍ କଲେ, ସମାନ୍ତରାଳ ରେଖାଗୁଡିକର 10 ସେଟ୍ ପାଇପାରିବି  
 +
 
|-
 
|-
 
||07:33
 
||07:33
 
|| ଆଉ ଏକ ଜିନିଷ ଉପରେ ନଜର ଦିଅନ୍ତୁ ଯେ, ଯଦି ଆପଣ Options ଓ Algebra କୁ ଯାଆନ୍ତି,
 
|| ଆଉ ଏକ ଜିନିଷ ଉପରେ ନଜର ଦିଅନ୍ତୁ ଯେ, ଯଦି ଆପଣ Options ଓ Algebra କୁ ଯାଆନ୍ତି,
 +
 
|-
 
|-
 
||07:40
 
||07:40
 
|| ଏବେ ତାହା Value ରେ ଅଛି. ଯାହାଫଳରେ ଆପଣ C କଲମ୍ ରେ ଲାଇନ୍ ର ଲମ୍ୱ ଦେଖିପାରୁଛନ୍ତି
 
|| ଏବେ ତାହା Value ରେ ଅଛି. ଯାହାଫଳରେ ଆପଣ C କଲମ୍ ରେ ଲାଇନ୍ ର ଲମ୍ୱ ଦେଖିପାରୁଛନ୍ତି
 +
 
|-
 
|-
 
||07:44
 
||07:44
 
|| ମୁଁ  ଏହାକୁ Command କୁ ବଦଳାଇ ପାରିବି ଓ ଏହା ମୋତେ command ଦେଖାଇବ
 
|| ମୁଁ  ଏହାକୁ Command କୁ ବଦଳାଇ ପାରିବି ଓ ଏହା ମୋତେ command ଦେଖାଇବ
 +
 
|-
 
|-
 
||07:51
 
||07:51
 
|| ଏବେ ଆସାଇନମେଣ୍ଟ  
 
|| ଏବେ ଆସାଇନମେଣ୍ଟ  
 +
 
|-
 
|-
 
||07:55
 
||07:55
 
|| ପ୍ରଥମ ଆସାଇନ୍ମେଣ୍ଟରେ, 35 ବିଦ୍ୟାର୍ଥିମାନଙ୍କର ଏକ ଶ୍ରେଣୀ ପାଇଁ ଘର ଓ ସ୍କୁଲ ମଧ୍ୟରେ ଦୂରତାର ନିମ୍ନ ଡେଟାକୁ ବ୍ୟବହାର କରି ଏକ ହିଷ୍ଟୋଗ୍ରାଗ୍ ଗଠନ କରନ୍ତୁ  
 
|| ପ୍ରଥମ ଆସାଇନ୍ମେଣ୍ଟରେ, 35 ବିଦ୍ୟାର୍ଥିମାନଙ୍କର ଏକ ଶ୍ରେଣୀ ପାଇଁ ଘର ଓ ସ୍କୁଲ ମଧ୍ୟରେ ଦୂରତାର ନିମ୍ନ ଡେଟାକୁ ବ୍ୟବହାର କରି ଏକ ହିଷ୍ଟୋଗ୍ରାଗ୍ ଗଠନ କରନ୍ତୁ  
 +
 
|-
 
|-
 
||08:04
 
||08:04
 
|| ଏଠାରେ ମୋ ପାଖରେ class boundaries ଓ frequencies ଅଛି
 
|| ଏଠାରେ ମୋ ପାଖରେ class boundaries ଓ frequencies ଅଛି
 +
 
|-
 
|-
 
||08:09
 
||08:09
||* ଡେଟାକୁ ପ୍ରସ୍ତୁତ କରିବାପାଇଁ spreadsheet view ବ୍ୟବହାର କରନ୍ତୁ * Class Boundary ଓ Frequency lists ତିଆରି କରନ୍ତୁ
+
|| ଡେଟାକୁ ପ୍ରସ୍ତୁତ କରିବାପାଇଁ spreadsheet view ବ୍ୟବହାର କରନ୍ତୁ * Class Boundary ଓ Frequency lists ତିଆରି କରନ୍ତୁ
 +
 
 
|-
 
|-
 
||08:15
 
||08:15
||* Input Bar ବ୍ୟବହାର କରି ଲିଷ୍ଟ ସହିତ ହିଷ୍ଟୋଗ୍ରାମ୍ ଗଠନ କରନ୍ତୁ  
+
|| Input Bar ବ୍ୟବହାର କରି ଲିଷ୍ଟ ସହିତ ହିଷ୍ଟୋଗ୍ରାମ୍ ଗଠନ କରନ୍ତୁ  
 +
 
 
|-
 
|-
 
||08:18
 
||08:18
||* Frequency ବଦଳାନ୍ତୁ ଓ ହିଷ୍ଟୋଗ୍ରାମ୍ ରେ ପରିବର୍ତ୍ତନକୁ ନଜର କରନ୍ତୁ  
+
||Frequency ବଦଳାନ୍ତୁ ଓ ହିଷ୍ଟୋଗ୍ରାମ୍ ରେ ପରିବର୍ତ୍ତନକୁ ନଜର କରନ୍ତୁ  
 +
 
 
|-
 
|-
 
||08:22
 
||08:22
 
|| ଏଠାରେ ମୁଁ ଏହି ଟ୍ୟୁଟୋରିଆଲ୍ ଗଠନ କରିସାରିଛି
 
|| ଏଠାରେ ମୁଁ ଏହି ଟ୍ୟୁଟୋରିଆଲ୍ ଗଠନ କରିସାରିଛି
 +
 
|-
 
|-
 
||08:26
 
||08:26
 
|| ଏଠାରେ ଥିବା ହିଷ୍ଟୋଗ୍ରାମ୍ ଦେଖନ୍ତୁ  
 
|| ଏଠାରେ ଥିବା ହିଷ୍ଟୋଗ୍ରାମ୍ ଦେଖନ୍ତୁ  
 +
 
|-
 
|-
 
||08:33
 
||08:33
 
|| ଏବେ ପରବର୍ତ୍ତୀ ଆସାଇନମେଣ୍ଟ କୁ ଯିବା
 
|| ଏବେ ପରବର୍ତ୍ତୀ ଆସାଇନମେଣ୍ଟ କୁ ଯିବା
 +
 
|-
 
|-
 
||08:36
 
||08:36
 
|| ଦ୍ୱିତୀୟ ଆସାଇନମେଣ୍ଟରେ ଆମେ, spreadsheet view ବ୍ୟବହାର କରି concentric ସର୍କଲ୍ସ ଗଠନ କରିବା
 
|| ଦ୍ୱିତୀୟ ଆସାଇନମେଣ୍ଟରେ ଆମେ, spreadsheet view ବ୍ୟବହାର କରି concentric ସର୍କଲ୍ସ ଗଠନ କରିବା
 +
 
|-
 
|-
 
||08:43
 
||08:43
|| * ବୃତ୍ତର କେନ୍ଦ୍ରକୁ ଚିହ୍ନିତ କରିବାପାଇଁ ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ A ଡ୍ର କରନ୍ତୁ.  * ରେଡିଅସ୍ ର କଲମ୍ A ଗଠନ କରିବା ପାଇଁ Spread Sheetର ବ୍ୟବହାର କରନ୍ତୁ
+
|| ବୃତ୍ତର କେନ୍ଦ୍ରକୁ ଚିହ୍ନିତ କରିବାପାଇଁ ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ A ଡ୍ର କରନ୍ତୁ.  * ରେଡିଅସ୍ ର କଲମ୍ A ଗଠନ କରିବା ପାଇଁ Spread Sheetର ବ୍ୟବହାର କରନ୍ତୁ
 +
 
 
|-
 
|-
 
||08:52
 
||08:52
||* କେନ୍ଦ୍ର A ସହିତ ବୃତ୍ତ ଓ କଲମ୍ Aରୁ ରେଡିଅସ୍ କ୍ରିଏଟ୍ କରିବା ପାଇଁ ସ୍ରେଡ୍ ଶୀଟ୍ ର କଲମ୍ B ବ୍ୟବହାର କରନ୍ତୁ
+
|| କେନ୍ଦ୍ର A ସହିତ ବୃତ୍ତ ଓ କଲମ୍ Aରୁ ରେଡିଅସ୍ କ୍ରିଏଟ୍ କରିବା ପାଇଁ ସ୍ରେଡ୍ ଶୀଟ୍ ର କଲମ୍ B ବ୍ୟବହାର କରନ୍ତୁ
 +
 
 
|-
 
|-
 
||08:58
 
||08:58
||* କେନ୍ଦ୍ର ବିନ୍ଦୁ A କୁ ଘୁଞ୍ଚାନ୍ତୁ ଓ ଦେଖନ୍ତୁ
+
|| କେନ୍ଦ୍ର ବିନ୍ଦୁ A କୁ ଘୁଞ୍ଚାନ୍ତୁ ଓ ଦେଖନ୍ତୁ
 +
 
 
|-
 
|-
 
||09:02
 
||09:02
 
|| ମୁଁ ଆସାଇନମେଣ୍ଟ କ୍ରିଏଟ୍ କରିସାରିଛି
 
|| ମୁଁ ଆସାଇନମେଣ୍ଟ କ୍ରିଏଟ୍ କରିସାରିଛି
 +
 
|-
 
|-
 
||09:06
 
||09:06
 
|| କେନ୍ଦ୍ର ପଏଣ୍ଟକୁ ଘୁଞ୍ଚାନ୍ତୁ ଓ ବୃତ୍ତଗୁଡିକୁ ଦେଖନ୍ତୁ
 
|| କେନ୍ଦ୍ର ପଏଣ୍ଟକୁ ଘୁଞ୍ଚାନ୍ତୁ ଓ ବୃତ୍ତଗୁଡିକୁ ଦେଖନ୍ତୁ
 +
 
|-
 
|-
 
||09:12
 
||09:12
 
|| ମୁଁ ସ୍ପୋକନ୍ ଟ୍ୟୁଟୋରିଆଲର ଆଭାର ବ୍ୟକ୍ତ କରିବାକୁ ଚାହୁଁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|| ମୁଁ ସ୍ପୋକନ୍ ଟ୍ୟୁଟୋରିଆଲର ଆଭାର ବ୍ୟକ୍ତ କରିବାକୁ ଚାହୁଁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
||09:18
 
||09:18
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
||09:23
 
||09:23
 
||ଏହି ବିଷୟରେ ଅଧିକ ସୂଚନା ଆପଣ ଏହି ୱେବସାଇଟରେ ଦେଖିପାରିବେ
 
||ଏହି ବିଷୟରେ ଅଧିକ ସୂଚନା ଆପଣ ଏହି ୱେବସାଇଟରେ ଦେଖିପାରିବେ
 +
 
|-
 
|-
 
||09:27
 
||09:27

Latest revision as of 12:31, 6 April 2017

Time Narration
00:01 ନମସ୍କାର, ଜିଓଜେବ୍ରାରେ Basics of Spreadsheets ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ ଥିବା Introduction to Geogebra ଟ୍ୟୁଟୋରିଆଲ୍ ଦେଖନ୍ତୁ
00:12 ଜିଓଜେବ୍ରାରୁ ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି GNU/Linux operating system Ubuntu Version 10.04 LTS ଏବଂ Geogebra Version 3.2.40.0
00:23 ଜିଓଜେବ୍ରାରେ Spreadsheetର ବ୍ୟବହାରକୁ ଦେଖାଇବା, ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ଅଟେ
00:29 ଏହି ଟ୍ୟୁଟୋରିଆଲ୍ ରେ ଆମେ, ଡେଟା ପ୍ରସ୍ତୁତୀକରଣ ଓ ଗଣନା ପାଇଁ ସ୍ପ୍ରେଡଶୀଟର ଉପଯୋଗ କରିବା
00:36 ଓ ଏକ ହିଷ୍ଟୋଗ୍ରାମ୍ ର ଗଠନ ପାଇଁ ଡେଟା ବ୍ୟବହାର କରିବା
00:39 ଆମେ ଏହା ମଧ୍ୟ ଦେଖିବା ଯେ, ରେକରିଙ୍ଗ ଜିଓଜେବ୍ରା ଆକୃତିଗୁଡ଼ିକୁ ତିଆରି କରିବା ପାଇଁ ସ୍ପ୍ରେଡଶୀଟ୍ ଭ୍ୟୁର ଉପଯୋଗ କିପରି କରିପାରିବେ, ଯେପରି ସମାନ୍ତରାଳ ରେଖାଗୁଡ଼ିକର ସେଟ୍ ତିଆରି କରିବା
00:49 ପ୍ରଥମେ, ଆମେ ଏକ 50ମାର୍କ ଟେଷ୍ଟରେ 50 ଛାତ୍ରଙ୍କର ମାର୍କକୁ ବ୍ୟବହାର କରିବା
00:53 From ଓ To କ୍ଲାସ୍ ବାଉଣ୍ଡ୍ରିଜ୍ ଏବଂ Frequency ଏଠାରେ ଉପଲବ୍ଧ ଅଛି
00:59 ମୁଁ, କ୍ଲିପବୋର୍ଡକୁ Frequency କୁ କପୀ କରିବାକୁ ଯାଉଛି
01:05 ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
01:09 ପ୍ରଥମ ସୋପାନ ହେଉଛି spreadsheet view ସ୍ପଷ୍ଟ କରିବା
01:13 ମେନୁ ଆଇଟମ୍ ଭ୍ୟୁ ସିଲେକ୍ଟ କରି, Spreadsheet View ଚେକ୍ କରନ୍ତୁ
01:19 spreadsheet viewକୁ ଏଠାକୁ ଘୁଞ୍ଚାନ୍ତୁ
01:25 ପ୍ରଥମ କଲମ୍ A From, କଲମ୍ B To ଓ କଲମ୍ C Frequency ଶ୍ରେଣୀ ବର୍ଗକୁ ଦର୍ଶାଏ
01:36 ଏବେ, ମୁଁ କପି କରିଥିବା Frequency କୁ ଏଠାରେ ପେଷ୍ଟ କରୁଛି
01:41 ବର୍ତ୍ତମାନ, From ଓ To values ପାଇଁ
01:46 ମୁଁ ଏଗୁଡିକୁ ପେଷ୍ଟ କଲିନାହିଁ କାରଣ ମୁଁ ଆପଣଙ୍କୁ geogebra spreadsheetsର ଅନ୍ୟ ଫିଚର୍ ଦେଖାଇବି
01:53 ପ୍ରଥମେ ମୁଁ ଆରମ୍ଭ କରିବି
01:56 0,
01:59 ଏହାପରେ 5, 5
02:04 ଓ 10
02:06 ଏବେ, ଯଦି ମୁଁ ଏଠାରେ ଦୁଇଟି ସେଲ୍ସ ଚୟନ କରୁଛି ଓ ତା’ପରେ ଏହି ନୀଳ ସ୍କ୍ୱେୟାରକୁ ପୂରା ତଳକୁ ଡ୍ରାଗ୍ କରୁଛି, ଦେଖନ୍ତୁ, ଏକ ଗାଣିତିକ ଅନୁକ୍ରମ ସୃଷ୍ଟି ହେଲା
02:16 ସେହିଭଳି, To ଭାଲ୍ୟୁ ପାଇଁ ମୁଁ ତାହା କରିପାରେ
02:22 class boundary list ଓ frequency list କ୍ରିଏଟ୍ କରନ୍ତୁ. ତାହାକୁ କରିବା ପାଇଁ, ଏଠାରେ କଲମ B ସିଲେକ୍ଟ କରନ୍ତୁ
02:30 ରାଇଟ୍ କ୍ଲିକ୍ କରି କ୍ରିଏଟ୍ ଲିଷ୍ଟ ଚୟନ କରନ୍ତୁ. ଏଠାରେ L1 ଦେଖନ୍ତୁ, ଏହାର ଅର୍ଥ L 1 ଗଠିତ ହୋଇଛି
02:40 ରାଇଟ୍ କ୍ଲିକ୍ କରି ଏବଂ Object properties ଚେକ୍ କରି ଏବେ ଏହାକୁ ସଂଶୋଧିତ କରିଛୁ ତଥା ପ୍ରଥମ ଭାଲ୍ୟୁ ଶୂନ ଏଠାରେ ପ୍ରଦର୍ଶିତ ହେଉଥିବାର ସୁନିଶ୍ଚିତ କରନ୍ତୁ
02:53 ଓ କ୍ଲୋଜ୍ ଦବାନ୍ତୁ
02:57 ଏବେ Frequency ଲିଷ୍ଟ ପାଇଁ, ସମାନ ଜିନିଷ କରନ୍ତୁ. Frequency ସିଲେକ୍ଟ କରି, ରାଇଟ୍ କ୍ଲିକ୍ କରନ୍ତୁ ଓ କ୍ରିଏଟ୍ ଲିଷ୍ଟ ସିଲେକ୍ଟ କରନ୍ତୁ
03:04 ମୋ ପାଖରେ L_2 ଅଛି
03:09 ଏବେ histogram ଗଠନ କରିବା ପାଇଁ, ଏଠାରେ input bar କୁ ଯାଆନ୍ତୁ
03:15 ଆପଣ ଏଠାରେ commands ରୁ ସିଲେକ୍ଟ କରିପାରିବେ କିମ୍ୱା ଆପଣ histogram ମଧ୍ୟ ଟାଇପ୍ କରିପାରନ୍ତି
03:22 ଏବେ, ଏହିଠାରେ, square brackets ମଧ୍ୟରେ, ଯଦି ଆପଣ ଏଣ୍ଟର ପ୍ରେସ୍ କରନ୍ତି, ଏହା ଆପଣଙ୍କୁ ବିଭିନ୍ନ ଅପ୍ସନ୍ସ କହିବ
03:28 ଏଥିମଧ୍ୟରୁ ଗୋଟିଏ ଅପ୍ସନ୍ ହେଉଛି, List of Class Boundaries and List of Raw Data. ଚାଲନ୍ତୁ ତାହା ବ୍ୟବହାର କରିବା
03:35 ମୁଁ ଲେଖିବି L_1, ଜିଓଜେବ୍ରା ହେଉଛି କେସ୍ ସେନ୍ସିଟିଭ୍ ଏବଂ class boundaries ପାଇଁ ଓ frequencies ପାଇଁ L_2 ଲେଖି ଓ ଏଣ୍ଟର ଦାବନ୍ତୁ
03:47 ଦେଖନ୍ତୁ ଏଠାରେ histogram ଗଠିତ ହୋଇଛି
03:52 ବର୍ତ୍ତମାନ, histogram କୁ ଅଧିକ ଦୃଶ୍ୟମାନ କିମ୍ୱା ପଠନୀୟ କରିବା ପାଇଁ, ମୁଁ Move Drawing Pad ବ୍ୟବହାର କରିବି. ଏବଂ ଏହାପରେ ଏଠାରେ ମୁଁ Drawing pad properties ଉପରେ ମଧ୍ୟ ରାଇଟ୍ କ୍ଲିକ୍ କରିବି ଏବଂ ଏହି Distanceକୁ 5 କୁ

ବଦଳାଇବି, ଯାହା ହେଉଛି ପ୍ରତ୍ୟେକ ବାର୍ ର ଓସାର ଓ ଏହାକୁ ବନ୍ଦ କରିବି

04:15 ଏହାପରେ ମୁଁ Zoom Out କରିପାରିବି
04:22 ଏବଂ ପୁଣିଥରେ Drawing padକୁ ଘୁଞ୍ଚାନ୍ତୁ
04:28 ଦେଖନ୍ତୁ, ଯେତେବେଳ ମୁଁ histogram ଗଠନ କରେ, ଏହା a=250 ଭାଲ୍ୟୁ ଗଠନ କରେ
04:34 a ହେଉଛି ପ୍ରତ୍ୟେକ ବାର୍ ର ଲମ୍ୱ ଓ ପ୍ରସ୍ତର ପରିଣାମର ଯୋଗଫଳ
04:41 ଏଠାରେ ମୁଁ a ଭାଲ୍ୟୁକୁ ଉପରକୁ ଘୁଞ୍ଚାଇପାରିବି
04:49 ପରବର୍ତ୍ତୀ ପଦାଙ୍କ ହେଉଛି, Y ଆକ୍ସିସ୍ ପ୍ରତି ଏକ ସମାନ୍ତରାଳ ରେଖାର ସେଟ୍ କୁ ପାଇବା ପାଇଁ spreadsheet viewରେ ପଏଣ୍ଟ ଓ ଲାଇନ୍ ଗଠନ କରିବା
04:56 ମୁଁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲିବି
05:02 ବର୍ତ୍ତମାନ ଏଠାରେ, ଜିଓଜେବ୍ରାରୁ ଯେକୌଣସି କମାଣ୍ଡ୍ ଏକ ସେଲ୍ ଭିତରେ ଟାଇପ୍ ହୋଇପାରିବ
05:07 ପ୍ରଥମେ, ଏକ ପଏଣ୍ଟ ଗଠନ କରିବାକୁ, ଆପଣଙ୍କୁ ଏହିଭଳି ଏକ ପଏଣ୍ଟ ଦେବାକୁ ପଡିବ
05:19 ଏଠାରେ ଦେଖାଯାଉଥିବା A1 ନାମକ ପଏଣ୍ଟକୁ ଦେଖନ୍ତୁ ଯାହା 1,2 ନିର୍ଦ୍ଦେଶାଙ୍କ ସହିତ ସେଲ୍ ଆଡ୍ରେସ୍ କଲମ୍ A, ରୋ 1, ଅଟେ
05:34 ସମାନଭାବରେ, ଏଠାରେ ମୁଁ 2,2 ଟାଇପ୍ କରି, ଏଣ୍ଟର୍ ଦାବି A2 ପାଇପାରିବି
05:45 ଏବେ, ମୁଁ ଏହି ଦୁଇଟି ସେଲ୍କୁ ସିଲେକ୍ଟ କରିବି ଓ ବ୍ଲୁ ସ୍କୋୟାର୍ ତଳକୁ ଡ୍ରାଗ୍ କରି,
05:54 ଏହିଠାକୁ ଘୁଞ୍ଚାଇବି
05:56 ଏହି ଟ୍ୟୁଟୋରିଆଲ୍ ପାଇଁ Algebra view ବନ୍ଦ କରନ୍ତୁ
06:02 ଦେଖନ୍ତୁ ମୁଁ ଏଠାରେ 10 ପଏଣ୍ଟ ପାଇଛି
06:08 ଓ ସମାନ ଭାବରେ ମୁଁ କଲମB ରେ କରିବି
06:16 ମୁଁ ଏଠାରେ 1,4 ଭାବରେ ପଏଣ୍ଟ ରଖିବି. ମୋତେ ଏହି ପଏଣ୍ଟ ଏଠାରେ ମିଳେ. ମୁଁ ରାଇଟ୍ କ୍ଲିକ୍ କରି Show Label କ୍ଲିକ୍ କରିବି, ଏହା ସେଲ୍ ଆଡ୍ରେସ୍ B1- ଦେଖାଇବ
06:28 ମୁଁ 2,4 ଟାଇପ୍ କରି
06:35 B2 ପାଇପାରିବି
06:41 ମୁଁ ଆଉଥରେ ଏହାକୁ ଡ୍ରାଗ୍ କରି ଓ 10 ପଏଣ୍ଟ ପାଇବି
06:48 ବର୍ତ୍ତମାନ ତୃତୀୟ କଲମରେ, ଯଦି ମୁଁ ଲାଇନ୍ ସେଗ୍ମେଣ୍ଟ ଗଠନ କରିବାକୁ ଚାହେଁ,
06:56 ମୁଁ ଜିଓଜେବ୍ରା କମାଣ୍ଡ Segment ବ୍ୟବହାର କରିପାରିବି ଏବଂ ଭାଲ୍ୟୁରେ ମୁଁ ସେଲ୍ ଆଡ୍ରେସ୍ A 1 ଦେଇପାରିବି
07:08 ମୁଁ ଏହାକୁ ଏଠାକୁ ଆଣୁଛି,
07:12 ,(comma) B1 ଓ ଏଣ୍ଟର କ୍ଲିକ୍ କରନ୍ତୁ
07:17 ଏହା ହେଉଛି ଲାଇନ୍ର ଲମ୍ୱ, ଯାହା A1 ଓ B1 ମଧ୍ୟରେ ଅଛି
07:23 ବର୍ତ୍ତମାନ ମୁଁ ଏହି ସେଲ୍ ସିଲେକ୍ଟ କରି ତଳକୁ ଡ୍ରାଗ୍ କଲେ, ସମାନ୍ତରାଳ ରେଖାଗୁଡିକର 10 ସେଟ୍ ପାଇପାରିବି
07:33 ଆଉ ଏକ ଜିନିଷ ଉପରେ ନଜର ଦିଅନ୍ତୁ ଯେ, ଯଦି ଆପଣ Options ଓ Algebra କୁ ଯାଆନ୍ତି,
07:40 ଏବେ ତାହା Value ରେ ଅଛି. ଯାହାଫଳରେ ଆପଣ C କଲମ୍ ରେ ଲାଇନ୍ ର ଲମ୍ୱ ଦେଖିପାରୁଛନ୍ତି
07:44 ମୁଁ ଏହାକୁ Command କୁ ବଦଳାଇ ପାରିବି ଓ ଏହା ମୋତେ command ଦେଖାଇବ
07:51 ଏବେ ଆସାଇନମେଣ୍ଟ
07:55 ପ୍ରଥମ ଆସାଇନ୍ମେଣ୍ଟରେ, 35 ବିଦ୍ୟାର୍ଥିମାନଙ୍କର ଏକ ଶ୍ରେଣୀ ପାଇଁ ଘର ଓ ସ୍କୁଲ ମଧ୍ୟରେ ଦୂରତାର ନିମ୍ନ ଡେଟାକୁ ବ୍ୟବହାର କରି ଏକ ହିଷ୍ଟୋଗ୍ରାଗ୍ ଗଠନ କରନ୍ତୁ
08:04 ଏଠାରେ ମୋ ପାଖରେ class boundaries ଓ frequencies ଅଛି
08:09 ଡେଟାକୁ ପ୍ରସ୍ତୁତ କରିବାପାଇଁ spreadsheet view ବ୍ୟବହାର କରନ୍ତୁ * Class Boundary ଓ Frequency lists ତିଆରି କରନ୍ତୁ
08:15 Input Bar ବ୍ୟବହାର କରି ଲିଷ୍ଟ ସହିତ ହିଷ୍ଟୋଗ୍ରାମ୍ ଗଠନ କରନ୍ତୁ
08:18 Frequency ବଦଳାନ୍ତୁ ଓ ହିଷ୍ଟୋଗ୍ରାମ୍ ରେ ପରିବର୍ତ୍ତନକୁ ନଜର କରନ୍ତୁ
08:22 ଏଠାରେ ମୁଁ ଏହି ଟ୍ୟୁଟୋରିଆଲ୍ ଗଠନ କରିସାରିଛି
08:26 ଏଠାରେ ଥିବା ହିଷ୍ଟୋଗ୍ରାମ୍ ଦେଖନ୍ତୁ
08:33 ଏବେ ପରବର୍ତ୍ତୀ ଆସାଇନମେଣ୍ଟ କୁ ଯିବା
08:36 ଦ୍ୱିତୀୟ ଆସାଇନମେଣ୍ଟରେ ଆମେ, spreadsheet view ବ୍ୟବହାର କରି concentric ସର୍କଲ୍ସ ଗଠନ କରିବା
08:43 ବୃତ୍ତର କେନ୍ଦ୍ରକୁ ଚିହ୍ନିତ କରିବାପାଇଁ ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ A ଡ୍ର କରନ୍ତୁ. * ରେଡିଅସ୍ ର କଲମ୍ A ଗଠନ କରିବା ପାଇଁ Spread Sheetର ବ୍ୟବହାର କରନ୍ତୁ
08:52 କେନ୍ଦ୍ର A ସହିତ ବୃତ୍ତ ଓ କଲମ୍ Aରୁ ରେଡିଅସ୍ କ୍ରିଏଟ୍ କରିବା ପାଇଁ ସ୍ରେଡ୍ ଶୀଟ୍ ର କଲମ୍ B ବ୍ୟବହାର କରନ୍ତୁ
08:58 କେନ୍ଦ୍ର ବିନ୍ଦୁ A କୁ ଘୁଞ୍ଚାନ୍ତୁ ଓ ଦେଖନ୍ତୁ
09:02 ମୁଁ ଆସାଇନମେଣ୍ଟ କ୍ରିଏଟ୍ କରିସାରିଛି
09:06 କେନ୍ଦ୍ର ପଏଣ୍ଟକୁ ଘୁଞ୍ଚାନ୍ତୁ ଓ ବୃତ୍ତଗୁଡିକୁ ଦେଖନ୍ତୁ
09:12 ମୁଁ ସ୍ପୋକନ୍ ଟ୍ୟୁଟୋରିଆଲର ଆଭାର ବ୍ୟକ୍ତ କରିବାକୁ ଚାହୁଁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:23 ଏହି ବିଷୟରେ ଅଧିକ ସୂଚନା ଆପଣ ଏହି ୱେବସାଇଟରେ ଦେଖିପାରିବେ
09:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep