Difference between revisions of "BASH/C2/Basics-of-Shell-Scripting/Oriya"
From Script | Spoken-Tutorial
| Line 620: | Line 620: | ||
|11:07 | |11:07 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
| − | + | * ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, | |
* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
Revision as of 15:51, 15 March 2017
| Time | Narration |
| 00:01 | Basics of Shell Scripting ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:09 | * ସିଷ୍ଟମ୍ ଭେରିଏବଲ୍ସ |
| 00:11 | * ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ |
| 00:13 | * ଓ କୀବୋର୍ଡ ମାଧ୍ୟମରେ ୟୁଜର୍ ଗ୍ରହଣ କରିବା |
| 00:16 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ |
| 00:23 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:29 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:32 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
| 00:35 | GNU Bash ଭର୍ସନ୍ 4.1.10 |
| 00:40 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
| 00:46 | ଚାଲନ୍ତୁ, Variablesର ପରିଚୟରୁ ଆରମ୍ଭ କରିବା |
| 00:49 | Bash Variables ସୂଚନା ପାଇଁ ସାମୟିକ ଷ୍ଟୋରେଜ୍ ପ୍ରଦାନ କରେ |
| 00:55 | ପ୍ରୋଗ୍ରାମ୍ ର ଜୀବନକାଳ ମଧ୍ୟରେ ଏହି Variableଗୁଡ଼ିକୁ ବ୍ୟବହାର କରିହେବ |
| 01:01 | ସେଥିରେ ଦୁଇ ପ୍ରକାରର ଭେରିବଲ୍ସ ଅଛି:
|
| 01:07 | ସିଷ୍ଟମ୍ ଭେରିଏବଲ୍ସ: ଏହିଗୁଡ଼ିକ, Linux Bash Shell ଦ୍ୱାରା ହିଁ ତିଆରି ଓ ରକ୍ଷଣା-ବେକ୍ଷଣ କରାଯାଇଥାଏ |
| 01:14 | ସେଗୁଡ଼ିକ, କ୍ୟାପିଟାଲ୍ ଲେଟର୍ସ ଦ୍ୱାରା ପରିଭାଷିତ ହୋଇଥାଏ |
| 01:17 | ସାଧାରଣ ଭାବେ ବ୍ୟବହୃତ System Variableଗୁଡ଼ିକ ହେଉଛି - |
| 01:20 | * BASH_VERSION |
| 01:21 | * HOSTNAME |
| 01:23 | * HOME ଆଦି |
| 01:25 | ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ |
| 01:33 | ଏବେ ଟାଇପ୍ କରନ୍ତୁ: set ଆଉ Enter ଦାବନ୍ତୁ |
| 01:38 | ଏହା, ସମସ୍ତ System Variables ପ୍ରଦର୍ଶିତ କରିବ |
| 01:42 | ବିକଳ୍ପ ଭାବରେ ଆପଣ, ସମସ୍ତ System Variables ଦେଖିବା ପାଇଁ env କିମ୍ୱା printenv ଟାଇପ୍ କରିପାରିବେ |
| 01:53 | ଏବେ Prompt ଖାଲି କରିଦିଅନ୍ତୁ |
| 01:55 | ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ HOSTNAME |
| 02:01 | Enter ଦାବନ୍ତୁ |
| 02:04 | Systemର hostname ପ୍ରଦର୍ଶିତ ହେବ |
| 02:07 | ଏବେ ଚାଲନ୍ତୁ, Home ଡାଇରେକ୍ଟିରୀର Full Path ଖୋଜିବା |
| 02:11 | ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ HOME (କ୍ୟାପିଟାଲ୍ ଲେଟରରେ) |
| 02:18 | ଏଣ୍ଟର୍ ଦାବନ୍ତୁ |
| 02:21 | ୟୁଜରଙ୍କ Home ଡାଇରେକ୍ଟୋରୀର Full Path ପ୍ରଦର୍ଶିତ ହେବ |
| 02:26 | ଟାଇପ୍ କରନ୍ତୁ: |
| 02:27 | echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ HOME (କ୍ୟାପିଟାଲ୍ ଲେଟରରେ) |
| 02:32 | ଏଣ୍ଟର୍ ଦାବନ୍ତୁ |
| 02:34 | ଏହା, କେବଳ HOME ପ୍ରଦର୍ଶିତ କରିବ, HOME ଭେରିଏବଲର ଭାଲ୍ୟୁ ନୁହେଁ |
| 02:39 | ତେଣୁ, ପ୍ରତ୍ୟେକ ଭେରିଏବଲ୍ ଆରମ୍ଭରେ, ତାହାର ଭାଲ୍ୟୁ ପ୍ରଦର୍ଶିତ କରିବା ପାଇଁ, ଡଲାର୍ ଚିହ୍ନ ($) ଲଗାଇବା ଦରକାର |
| 02:48 | Slidesକୁ ଫେରିଯାଆନ୍ତୁ. |
| 02:51 | ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ: |
| 02:53 | ଏହି Variableଗୁଡ଼ିକ ୟୁଜରଙ୍କ ଦ୍ୱାରା ତିଆରି ଓ ରକ୍ଷଣା-ବେକ୍ଷଣ କରାଯାଇଥାଏ |
| 02:57 | ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସର ନାମଗୁଡ଼ିକ ପାଇଁ UpperCaseର ବ୍ୟବହାର କରନ୍ତୁ ନାହିଁ |
| 03:05 | ଏହା, ୟୁଜର୍ ଡିଫାଇଣ୍ଡ ଓ ସିଷ୍ଟମ୍ ଭେରିଏବଲ୍ସ ମଧ୍ୟରେ ପ୍ରଭେଦ କରିବାକୁ ସହଜ କରିଥାଏ |
| 03:12 | Terminalକୁ ଫେରିଆସନ୍ତୁ |
| 03:14 | ଟାଇପ୍ କରନ୍ତୁ: username ଇକ୍ୱାଲ୍ ଟୁ ଚିହ୍ନ sunita |
| 03:20 | ଦୟାକରି ଧ୍ୟାନଦିଅନ୍ତୁ ଯେ, username ଇକ୍ୱାଲ୍ ଟୁ ଚିହ୍ନ ଓ sunita ମଧ୍ୟରେ କୌଣସି ଖାଲି ସ୍ଥାନ ରହିବା ଉଚିତ ନୁହେଁ |
| 03:29 | ଏବେ Enter ଦାବନ୍ତୁ |
| 03:30 | ଭେରିଏବଲ୍ usernameର ଭାଲ୍ୟୁ ପ୍ରଦର୍ଶିତ କରିବା ପାଇଁ, |
| 03:33 | ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ username |
| 03:40 | ଏଣ୍ଟର୍ ଦାବନ୍ତୁ |
| 03:42 | ଏହା, ଟର୍ମିନଲ୍ ରେ sunita ପ୍ରଦର୍ଶନ କରିବ |
| 03:46 | ଭେରିଏବଲ୍ ର ଭାଲ୍ୟୁକୁ ଅନ୍-ସେଟ୍ କରିହେବ |
| 03:50 | Slidesକୁ ଫେରିଯାଆନ୍ତୁ. |
| 03:52 | Unset - Unset କମାଣ୍ଡ ବ୍ୟବହାର କରି ଭେରିଏବଲ୍ ର ଭାଲ୍ୟୁକୁ ଅନ୍-ସେଟ୍ କରିହେବ |
| 03:59 | ଏହା ପାଇଁ ସିଣ୍ଟାକ୍ସ ହେଉଛି - unset variablename |
| 04:03 | ପୂର୍ବ ଉଦାହରଣ ବ୍ୟବହାର କରନ୍ତୁ, ଯେଉଁଥିରେ username ଆମ ଭେରିଏବଲ୍ ଅଟେ |
| 04:08 | Terminal କୁ ଯାଆନ୍ତୁ. ଏବେ ଟାଇପ୍ କରନ୍ତୁ: unset ସ୍ପେସ୍ username ଓ ଏଣ୍ଟର୍ ଦାବନ୍ତୁ |
| 04:18 | ଚାଲନ୍ତୁ ଦେଖିବା . ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ ଡଲାର୍ ଚିହ୍ନ username ଓ ଏଣ୍ଟର୍ ଦାବନ୍ତୁ |
| 04:28 | ଟର୍ମିନଲ୍ ରେ କିଛି ପ୍ରଦର୍ଶିତ ହେବନାହିଁ |
| 04:30 | ଏହାର ଅର୍ଥ ହେଉଛି, Variable usernameର ଭାଲ୍ୟୁକୁ କାଢ଼ିଦିଆଯାଇଛି |
| 04:36 | ଏବେ, Slideକୁ ଫେରିଆସନ୍ତୁ |
| 04:39 | Global ଓ Local Variables: |
| 04:42 | Shell Scriptରେ, ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସକୁ globally କିମ୍ୱା locally ଭାବରେ ଘୋଷିତ କରିହେବ |
| 04:49 | ଡିଫଲ୍ଟ ଭାବରେ, ସମସ୍ତ ଭେରିଏବଲ୍ସ, global ଅଟେ |
| 04:52 | ଏହାର ଅର୍ଥ, Function ଭିତରେ ଓ ବାହାରେ ସେଗୁଡ଼ିକର ଭାଲ୍ୟୁ ସମାନ ରହିବ |
| 04:59 | ଚାଲନ୍ତୁ ଦେଖିବା, ଭେରିଏବଲ୍ସକୁ କିପରି globally ଓ locally ଘୋଷିତ କରାଯାଏ |
| 05:04 | Terminal କୁ ଯାଆନ୍ତୁ. ଟାଇପ୍ କରନ୍ତୁ: |
| 05:07 | gedit ସ୍ପେସ୍ g_(ଅଣ୍ଡରସ୍କୋର୍)variable.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ). |
| 05:16 | gedit ହେଉଛି Text Editor ଓ g_ (ଅଣ୍ଡରସ୍କୋର୍) variable.sh ହେଉଛି ଆମର ଫାଇଲ୍ ନାମ |
| 05:23 | ଏବଂ Prompt କୁ ଖାଲି କରିବା ପାଇଁ & (ଆମ୍ପର୍ସାଣ୍ଡ) ବ୍ୟବହାର କରାଯାଏ |
| 05:28 | ଏଣ୍ଟର୍ ଦାବନ୍ତୁ |
| 05:30 | ଆପଣଙ୍କର g_(ଅଣ୍ଡରସ୍କୋର୍)variable.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
| 05:35 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
| 05:38 | ହାଶ୍ ଓ ଏକ୍ସକ୍ଲାମେଶନ୍ ଚିହ୍ନ ସହିତ ପ୍ରଥମ ଲାଇନ୍ ହେଉଛି ଏକ Shebang କିମ୍ୱା ଏକ Bang ଲାଇନ୍ |
| 05:44 | username=sunita ହେଉଛି ଏକ ଯୁଜର୍ ଡିଫାଇଣ୍ଡ ଭେରିଏବଲ୍ ଏବଂ ଏହାକୁ Globally ଘୋଷିତ କରାଯାଇଛି |
| 05:51 | ଫଙ୍କଶନ୍ ବାହାରେ ଷ୍ଟ୍ରିଙ୍ଗ୍ କୁ echo ପ୍ରଦର୍ଶିତ କରିବ: ଏବଂ |
| 05:55 | ଭେରିଏବଲ୍ usernameର ଭାଲ୍ୟୁକୁ ଡଲାର୍ username ପ୍ରିଣ୍ଟ କରିବ |
| 06:00 | ଏହିଭଳି ଭାବେ ଆମେ, BASH ସ୍କ୍ରିପ୍ଟରେ ଏକ Function ପରିଭାଷିତ କଲେ |
| 06:04 | ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଆଲୋଚନା କରିବା |
| 06:09 | ଏହା ହେଉଛି Functionର ବଡୀ |
| 06:12 | ଏଠାରେ, usernameର ଭାଲ୍ୟୁ ସହିତ ଆଉ ଗୋଟିଏ ମେସେଜ୍ Inside Function ପ୍ରଦର୍ଶିତ ହେବ |
| 06:19 | ଏଠାରେ ଆମେ Function କଲ୍ କରିବା |
| 06:21 | ଏହା ହେଉଛି ଆମର କୋଡ୍. ଏହାକୁ ନିଷ୍ପାଦନ କରନ୍ତୁ |
| 06:23 | Terminalକୁ ଫେରିଆସନ୍ତୁ |
| 06:26 | ଏବେ Prompt ଖାଲି କରିଦିଅନ୍ତୁ |
| 06:28 | ପ୍ରଥମେ, ଆମେ ଫାଇଲ୍ କୁ ନିଷ୍ପାଦନଯୋଗ୍ୟ କରିବା |
| 06:31 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ g_(ଅଣ୍ଡରସ୍କୋର୍)variable.sh, Enter ଦାବନ୍ତୁ |
| 06:39 | ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ g_(ଅଣ୍ଡରସ୍କୋର୍)variable.sh |
| 06:45 | ଏଣ୍ଟର୍ ଦାବନ୍ତୁ |
| 06:47 | ଆଉଟପୁଟକୁ ଦେଖନ୍ତୁ |
| 06:48 | ଫଙ୍କଶନ୍ ବାହାରେ, username, ଭାଲ୍ୟୁ sunita ନିଏ |
| 06:53 | ଫଙ୍କଶନ୍ ଭିତରେ ମଧ୍ୟ, username, ସେହି ସମାନ ଭାଲ୍ୟୁ sunita ନିଏ |
| 06:59 | ଏହାର କାରଣ ହେଉଛି, ଫଙ୍କଶନ୍ ବାହାରେ usernameକୁ Globally ଘୋଷିତ କରାଯାଇଥିଲା |
| 07:04 | ଏହାପରେ ଚାଲନ୍ତୁ, ଏକ ଭେରିଏବଲକୁ Locally ଘୋଷିତ କରିବା ବିଷୟରେ ଶିଖିବା |
| 07:09 | ଟାଇପ୍ କରନ୍ତୁ: gedit ସ୍ପେସ୍ l_(ଅଣ୍ଡରସ୍କୋର୍)variable.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ). |
| 07:18 | ଏଣ୍ଟର୍ ଦାବନ୍ତୁ |
| 07:20 | ଆପଣଙ୍କର l_(ଅଣ୍ଡରସ୍କୋର୍)variable.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
| 07:25 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
| 07:28 | ଫଙ୍କଶନ୍ ଭିତରେ କୋଡ୍ ର ଅତିରିକ୍ତ ଲାଇନ୍ ବ୍ୟତୀତ ପୂର୍ବପରି କୋଡ୍ ଟି ସମାନ ଅଟେ |
| 07:36 | ଫଙ୍କଶନ୍ ବ୍ଲକ୍ ଭିତରେ, local ସ୍ପେସ୍ username ଇକ୍ୱାଲ୍ସ ଟୁ jack ଲାଇନ୍ ଅଛି |
| 07:41 | ଏହା, ଭେରିଏବଲ୍ username ପାଇଁ ଏକ ନୂଆ ଭାଲ୍ୟୁ locally ଆସାଇନ୍ କରେ |
| 07:48 | Terminal କୁ ଯାଆନ୍ତୁ. |
| 07:50 | ଏବେ ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ |
| 07:52 | ଟାଇପ୍ କରନ୍ତୁ - chmod ସ୍ପେସ୍ ପ୍ଲସ୍ x ସ୍ପେସ୍ l_variable.sh |
| 08:00 | ଏଣ୍ଟର୍ ଦାବନ୍ତୁ |
| 08:02 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ l_variable.sh |
| 08:07 | ଏଣ୍ଟର୍ ଦାବନ୍ତୁ |
| 08:08 | ଆଉଟପୁଟ୍ ପ୍ରଦର୍ଶିତ ହେଲା |
| 08:10 | ଫଙ୍କଶନ୍ ବାହାରେ, username, ଭାଲ୍ୟୁ sunita ନିଏ |
| 08:15 | ଯେତେବେଳେକି, ଫଙ୍କଶନ୍ ଭିତରେ, username, ଭାଲ୍ୟୁ jack ନିଏ |
| 08:20 | ଏହାର କାରଣ ହେଉଛି, ଫଙ୍କଶନ୍ ଭିତରେ, usernameକୁ ଏହି ଭାଲ୍ୟୁ loclly ଆସାଇନ୍ କରାଯାଇଛି |
| 08:26 | ଏବେ ଚାଲନ୍ତୁ, କୀବୋର୍ଡ ମାଧ୍ୟମରେ user input କିପରି ପ୍ରାପ୍ତ କରାଯାଏ, ଦେଖିବା |
| 08:31 | କୀବୋର୍ଡରୁ input ଗ୍ରହଣ କରିବା ପାଇଁ Read କମାଣ୍ଡ ବ୍ୟବହାର କରାଯାଏ |
| 08:36 | ଏକ ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ ପାଇଁ ଗୋଟିଏ input value ଆସାଇନ୍ କରିବାକୁ ମଧ୍ୟ ଏହାର ବ୍ୟବହାର କରାଯାଏ |
| 08:41 | read କମାଣ୍ଡର ସିଣ୍ଟାକ୍ସ ହେଉଛି - |
| 08:44 | read ସ୍ପେସ୍ ହାଇଫେନ୍ p ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ PROMPT |
| 08:50 | ଦୟାକରି ଧ୍ୟାନଦିଅନ୍ତୁ ଯେ, PROMPT ହେଉଛି କେବଳମାତ୍ର ଗୋଟିଏ String, ଯାହା ୟୁଜର୍ ଇନପୁଟ୍ ପାଇଁ ଅପେକ୍ଷା କରେ |
| 08:55 | ତାହାକୁ ଆପଣ ନିଜସ୍ୱ String ସହ ପ୍ରତିବଦଳ କରିପାରିବେ |
| 08:58 | ଏବେ, Terminal କୁ ଯାଆନ୍ତୁ. |
| 09:00 | ଟାଇପ୍ କରନ୍ତୁ: gedit ସ୍ପେସ୍ read.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ). |
| 09:08 | ଏଣ୍ଟର୍ ଦାବନ୍ତୁ |
| 09:09 | ଆପଣଙ୍କର read.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
| 09:14 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
| 09:16 | ଏହି ଉଦାହରଣରେ, ୟୁଜର୍ ଦ୍ୱାରା କୀବୋର୍ଡରୁ input ଦିଆଯାଇଛି |
| 09:21 | ଏହା ହେଉଛି Bang ଲାଇନ୍ |
| 09:23 | ଏଠାରେ -p, ଏକ ନୂଆ ଲାଇନ୍ ବିନା prompt ପ୍ରଦର୍ଶିତ କରେ ଏବଂ କୀବୋର୍ଡରୁ ଇନପୁଟ୍ ନିଏ |
| 09:31 | ଭେରିଏବଲ୍ usernameରେ ୟୁଜର୍ ଇନପୁଟ୍ ଷ୍ଟୋର୍ ହେବ |
| 09:36 | echo କମାଣ୍ଡ, Hello ବାର୍ତ୍ତା ଏବଂ କୀବୋର୍ଡ ମାଧ୍ୟମରେ |
| 09:38 | ୟୁଜର୍ ଦ୍ୱାରା ପ୍ରବେଶ କରାଯାଇଥିବା ନାମକୁ ପ୍ରଦର୍ଶିତ କରେ |
| 09:43 | ତେବେ ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
| 09:45 | Terminalକୁ ଫେରିଆସନ୍ତୁ |
| 09:49 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ read.sh |
| 09:55 | ଏଣ୍ଟର୍ ଦାବନ୍ତୁ |
| 09:56 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ read.sh ଓ Enter ଦାବନ୍ତୁ |
| 10:01 | ଏଠାରେ, Enter username ପ୍ରଦର୍ଶିତ ହେଲା |
| 10:04 | ମୁଁ ଏଠାରେ ashwini ଟାଇପ୍ କରି Enter ଦାବିବି |
| 10:08 | Hello Ashwini ବାର୍ତ୍ତା ପ୍ରଦର୍ଶିତ ହେଲା |
| 10:13 | ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ username ପାଇଁ ଏକ input value ଭାବରେ ashwiniକୁ ଆସାଇନ୍ କରାଯାଇଥିଲା |
| 10:20 | ଏବେ, Slidesକୁ ଫେରିଯାଇ ସାରାଂଶିତ କରନ୍ତୁ |
| 10:23 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 10:26 | * ସିଷ୍ଟମ୍ ଭେରିଏବଲ୍ସ |
| 10:27 | * ୟୁଜର୍ ଡିଫାଇଣ୍ଡ ଭେରିଏବଲ୍ସ |
| 10:29 | * ଓ କୀବୋର୍ଡ ମାଧ୍ୟମରେ ୟୁଜର୍ ଗ୍ରହଣ କରିବା |
| 10:33 | ଏକ ଆସାଇନମେଣ୍ଟ ଭାବେ |
| 10:34 | ନିମ୍ନଲିଖିତ system variables ପାଇବା ପାଇଁ ଏକ ସରଳ Bash ପ୍ରୋଗ୍ରାମ୍ ଲେଖନ୍ତୁ |
| 10:38 | * pwd ଓ * logname |
| 10:41 | * ଏକ ସରଳ Bash ପ୍ରୋଗ୍ରାମ୍ ଲେଖନ୍ତୁ |
| 10:43 | userଠାରୁ username ପଚାରିବା ପାଇଁ |
| 10:46 | ଯଦି 10 ସେକେଣ୍ଡ ମଧ୍ୟରେ ୟୁଜର୍ କିଛି ପ୍ରବେଶ କରାନ୍ତି ନାହିଁ, ତେବେ ପ୍ରୋଗ୍ରାମରୁ ବାହାରିବା ପାଇଁ |
| 10:51 | {Hint: read -(ହାଇଫେନ୍)t 10 -(ହାଇଫେନ୍)p} |
| 10:56 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 10:59 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
| 11:02 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 11:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
|
| 11:16 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:23 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:27 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:34 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
| 11:40 | ଆଇଆଇଟି ବମ୍ୱେ ତରଫରୁ |
| 11:44 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |