Difference between revisions of "Java/C2/if-else/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 10: | Line 10: | ||
|- | |- | ||
|00:09 | |00:09 | ||
− | | | + | |Conditional ଷ୍ଟେଟମେଣ୍ଟ ବିଷୟରେ |
|- | |- | ||
|00:11 | |00:11 | ||
− | | | + | |Conditional ଷ୍ଟେଟମେଣ୍ଟର ପ୍ରକାର ଓ |
|- | |- | ||
|00:13 | |00:13 | ||
− | | | + | |Java ପ୍ରୋଗ୍ରାମ୍ ରେ Conditional ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯିବ |
|- | |- | ||
|00:18 | |00:18 | ||
− | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | + | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ Ubuntu 11.10, JDK 1.6 ଓ Eclipse 3.7 |
− | + | ||
− | + | ||
− | + | ||
|- | |- | ||
|00:27 | |00:27 | ||
Line 28: | Line 25: | ||
|- | |- | ||
|00:31 | |00:31 | ||
− | | | + | |Javaରେ Arithmetic, Relational ଓ Logical Operators ସହିତ |
|- | |- | ||
|00:35 | |00:35 | ||
Line 46: | Line 43: | ||
|- | |- | ||
|01:01 | |01:01 | ||
− | | | + | |If ଷ୍ଟେଟମେଣ୍ଟ |
|- | |- | ||
|01:02 | |01:02 | ||
− | | | + | |If...Else ଷ୍ଟେଟମେଣ୍ଟ |
|- | |- | ||
|01:03 | |01:03 | ||
− | | | + | |If...Else If ଷ୍ଟେଟମେଣ୍ଟ |
|- | |- | ||
|01:05 | |01:05 | ||
− | | | + | |Nested If ଷ୍ଟେଟମେଣ୍ଟ |
|- | |- | ||
|01:06 | |01:06 | ||
− | | | + | |Switch ଷ୍ଟେଟମେଣ୍ଟ |
|- | |- | ||
|01:08 | |01:08 | ||
Line 64: | Line 61: | ||
|- | |- | ||
|01:15 | |01:15 | ||
− | | | + | |If ଷ୍ଟେଟମେଣ୍ଟ: ଏକ କଣ୍ଡିଶନ୍ ଉପରେ ଆଧାରିତ ଷ୍ଟେଟମେଣ୍ଟଗୁଡ଼ିକର ଗୋଟିଏ ବ୍ଲକ୍ Execute କରିବାକୁ If ଷ୍ଟେଟମେଣ୍ଟ ବ୍ୟବହୃତ ହୋଇଥାଏ |
|- | |- | ||
|01:22 | |01:22 | ||
Line 149: | Line 146: | ||
|03:49 | |03:49 | ||
| ଗୋଟିଏ ପ୍ରୋଗ୍ରାମରେ If...Else ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା | | ଗୋଟିଏ ପ୍ରୋଗ୍ରାମରେ If...Else ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା | ||
− | + | |- | |
|03:54 | |03:54 | ||
| Eclipseକୁ ଯାଆନ୍ତୁ | | Eclipseକୁ ଯାଆନ୍ତୁ | ||
Line 269: | Line 266: | ||
|08:03 | |08:03 | ||
| ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ ''B Grade'' ସେମିକଲନ୍ | | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ ''B Grade'' ସେମିକଲନ୍ | ||
− | + | |- | |
|08:13 | |08:13 | ||
| ଏଠାରେ, ପ୍ରୋଗ୍ରାମଟି, Else If ସେକ୍ସନ୍ ରେ ଦ୍ୱିତୀୟ କଣ୍ଡିଶନ୍ ଖୋଜିବ | | ଏଠାରେ, ପ୍ରୋଗ୍ରାମଟି, Else If ସେକ୍ସନ୍ ରେ ଦ୍ୱିତୀୟ କଣ୍ଡିଶନ୍ ଖୋଜିବ | ||
Line 338: | Line 335: | ||
|- | |- | ||
|10:28 | |10:28 | ||
− | | | + | |Conditional Structures କୋଡିଙ୍ଗ୍ କରିବା ସମୟରେ: |
|- | |- | ||
|10:30 | |10:30 | ||
− | | | + | |ଗୋଟିଏ ଷ୍ଟେଟମେଣ୍ଟ ଟର୍ମିନେଟ୍ କରିବା ସମୟରେ ଗୋଟିଏ ସେମିକଲନ୍ ଯୋଡ଼ିବାକୁ ସର୍ବଦା ମନେରଖନ୍ତୁ |
|- | |- | ||
|10:35 | |10:35 | ||
− | | | + | |କିନ୍ତୁ, କଣ୍ଡିଶନ୍ ପରେ ସେମିକଲନ୍ ଯୋଡ଼ନ୍ତୁ ନାହିଁ |
|- | |- | ||
|10:40 | |10:40 | ||
− | | | + | |କର୍ଲୀ ବ୍ରାକେଟ୍ସ ମଧ୍ୟରେ କୋଡ୍ ର ବ୍ଲକ୍ ଯୋଡ଼ନ୍ତୁ |
|- | |- | ||
|10:43 | |10:43 | ||
− | | | + | |ଯଦି ବ୍ଲକ୍ ରେ ଗୋଟିଏ ଷ୍ଟେଟମେଣ୍ଟ ଥିବ, ତେବେ କର୍ଲୀ ବ୍ରେସେସ୍ ବୈକଳ୍ପିକ ହୋଇଥାଏ |
− | + | |- | |
|10:49 | |10:49 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. | ||
Line 362: | Line 359: | ||
|- | |- | ||
|10:56 | |10:56 | ||
− | | | + | |Conditional Statementsର ପ୍ରକାର ସୂଚୀବଦ୍ଧ କଲେ |
|- | |- | ||
|10:59 | |10:59 | ||
− | | | + | |Java ପ୍ରୋଗ୍ରାମରେ If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟ ବ୍ୟବହାର କଲେ |
|- | |- | ||
|11:04 | |11:04 | ||
Line 371: | Line 368: | ||
|- | |- | ||
|11:12 | |11:12 | ||
− | | | + | |If ଷ୍ଟେଟମେଣ୍ଟ ବ୍ୟବହାର କରି ଦୁଇଟି ଭାଲ୍ୟୁ ତୁଳନା କରିବାକୁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ |
|- | |- | ||
|11:17 | |11:17 | ||
− | | | + | |ପ୍ରଦତ୍ତ ସଂଖ୍ୟା ସମ କିମ୍ୱା ଅସମ ଜାଣିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ.ସଂକେତ : If...Else ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ |
− | ସଂକେତ : If...Else ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ | + | |
|- | |- | ||
|11:23 | |11:23 | ||
− | | | + | |ତିନୋଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼ ସଂଖ୍ୟା ବାହାର କରିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ. ସଂକେତ : If...Else If ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ |
− | ସଂକେତ : If...Else If ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ | + | |
|- | |- | ||
|11:29 | |11:29 | ||
Line 397: | Line 392: | ||
|- | |- | ||
|11:44 | |11:44 | ||
− | | | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
|- | |- | ||
|11:47 | |11:47 | ||
− | | | + | |ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
|- | |- | ||
|11:56 | |11:56 |
Revision as of 13:57, 19 October 2016
Time | Narration |
00:02 | Javaରେ If Else Constructs ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:09 | Conditional ଷ୍ଟେଟମେଣ୍ଟ ବିଷୟରେ |
00:11 | Conditional ଷ୍ଟେଟମେଣ୍ଟର ପ୍ରକାର ଓ |
00:13 | Java ପ୍ରୋଗ୍ରାମ୍ ରେ Conditional ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯିବ |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ Ubuntu 11.10, JDK 1.6 ଓ Eclipse 3.7 |
00:27 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ: |
00:31 | Javaରେ Arithmetic, Relational ଓ Logical Operators ସହିତ |
00:35 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:42 | Conditional ଷ୍ଟେଟମେଣ୍ଟସ୍ - ଆପଣଙ୍କ କୋଡ୍ ରେ ବିଭିନ୍ନ ନିଷ୍ପତ୍ତି ପାଇଁ ବିଭିନ୍ନ କାର୍ଯ୍ୟ କରିବାକୁ ହେବ |
00:48 | ଏହିପରି ମାମଲାରେ ଆପଣ Conditional ଷ୍ଟେଟମେଣ୍ଟଗୁଡ଼ିକର ବ୍ୟବହାର କରିପାରିବେ |
00:52 | ଗୋଟିଏ ପ୍ରୋଗ୍ରାମ୍ ର Execution Flowକୁ ନିୟନ୍ତ୍ରଣ କରିବାରେ ଗୋଟିଏ Conditional ଷ୍ଟେଟମେଣ୍ଟ ସାହାଯ୍ୟ କରିଥାଏ |
00:57 | Javaରେ, ନିମ୍ନ Conditional ଷ୍ଟେଟମେଣ୍ଟଗୁଡ଼ିକ ଅଛି: |
01:01 | If ଷ୍ଟେଟମେଣ୍ଟ |
01:02 | If...Else ଷ୍ଟେଟମେଣ୍ଟ |
01:03 | If...Else If ଷ୍ଟେଟମେଣ୍ଟ |
01:05 | Nested If ଷ୍ଟେଟମେଣ୍ଟ |
01:06 | Switch ଷ୍ଟେଟମେଣ୍ଟ |
01:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ, If, If...Else ଓ If...Else If ଷ୍ଟେଟମେଣ୍ଟଗୁଡ଼ିକ ବିଷୟରେ ସବିଶେଷ ଭାବେ ଜାଣିବା |
01:15 | If ଷ୍ଟେଟମେଣ୍ଟ: ଏକ କଣ୍ଡିଶନ୍ ଉପରେ ଆଧାରିତ ଷ୍ଟେଟମେଣ୍ଟଗୁଡ଼ିକର ଗୋଟିଏ ବ୍ଲକ୍ Execute କରିବାକୁ If ଷ୍ଟେଟମେଣ୍ଟ ବ୍ୟବହୃତ ହୋଇଥାଏ |
01:22 | ଏହାକୁ Single Conditional ଷ୍ଟେଟମେଣ୍ଟ କୁହାଯାଏ |
01:26 | If ଷ୍ଟେଟମେଣ୍ଟ ପାଇଁ ସିଣ୍ଟାକ୍ସ: |
01:28 | If ଷ୍ଟେଟମେଣ୍ଟରେ ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ବ୍ଲକ୍ Execute ହୁଏ |
01:34 | ଯଦି କଣ୍ଡିଶନ୍ False ହୋଇଥାଏ, ତେବେ ବ୍ଲକ୍ ସ୍କିପ୍ ହୋଇଯାଏ ଓ Execute ହୁଏନାହିଁ |
01:40 | ଏବେ, If ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରିହେବ ବୁଝିବା ପାଇଁ ଚାଲନ୍ତୁ ଏକ ଉଦାହରଣ ଦେଖିବା |
01:45 | Eclipseକୁ ଯାଆନ୍ତୁ |
01:48 | ଜଣେ ବ୍ୟକ୍ତି Minor କି ନୁହେଁ ଜାଣିବା ପାଇଁ ଆମେ ଏକ ପ୍ରୋଗ୍ରାମ୍ ଲେଖିବା |
01:53 | ମୁଁ ଗୋଟିଏ Class, Person କ୍ରିଏଟ୍ କରିସାରିଛି |
01:56 | ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଭେରିଏବଲ୍ Age ଡିକ୍ଲେର୍ କରିବା |
02:02 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int ସ୍ପେସ୍ age ଇକ୍ୱାଲ୍ ଟୁ 20 ସେମିକଲନ୍ |
02:14 | ଏବେ ଆମେ, ନିମାନୁସାରେ ଏକ If ଷ୍ଟେଟମେଣ୍ଟ ଲେଖିବା: |
02:18 | ପରବର୍ତ୍ତୀ ଲାଇନ୍, ବ୍ରାକେଟ୍ସ ଭିତରେ age < 21 ଖୋଲା କର୍ଲୀ ବ୍ରାକେଟ୍ସ. ଏଣ୍ଟର୍ ଦାବନ୍ତୁ |
02:30 | ଏଠାରେ ଆମେ ଯାଞ୍ଚ କରୁଛେ ଯେ, age, 21ରୁ କମ୍ କି ନୁହେଁ |
02:34 | ବ୍ରାକେଟ୍ସ ମଧ୍ୟରେ ଯାହା କିଛିବି ରୁହେ, ତାହା If ବ୍ଲକ୍ ର ଅଟେ |
02:38 | ତେଣୁ, ବ୍ରାକେଟ୍ସ ଭିତରେ ଟାଇପ୍ କରନ୍ତୁ: |
02:41 | System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The person is Minor ସେମିକଲନ୍ |
02:56 | ଏଠାରେ, ଯଦି age, 21ରୁ କମ୍, ତେବେ The Person is Minor ପ୍ରଦର୍ଶିତ ହେବ |
03:03 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
03:08 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: "The person is minor" |
03:14 | ଏହି ମାମଲାରେ, ବ୍ୟକ୍ତିର ବୟସ ହେଉଛି 20, ଯାହା 21ରୁ କମ୍. |
03:20 | ତେଣୁ ଆମେ, This Person is Minor ଭାବେ ଆଉଟପୁଟ୍ ପାଇଲେ |
03:24 | ଚାଲନ୍ତୁ ଏବେ ଆମେ If...Else ବିଷୟରେ ଶିଖିବା |
03:27 | ବିକଳ୍ପ ଷ୍ଟେଟମେଣ୍ଟ Execute କରିବାକୁ If...Else ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ |
03:31 | ଏହିସବୁ, ଗୋଟିଏ କଣ୍ଡିଶନ୍ ଉପରେ ପର୍ଯ୍ୟବେଶିତ |
03:34 | ଚାଲନ୍ତୁ, If...Else ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା |
03:38 | ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ଷ୍ଟେଟମେଣ୍ଟ ବା କୋଡ୍ ର ବ୍ଲକ୍ Execute ହୁଏ |
03:44 | ଅନ୍ୟଥା, ଏହା ଅନ୍ୟ ଷ୍ଟେଟମେଣ୍ଟ ବା କୋଡ୍ ର ବ୍ଲକ୍ Execute କରେ |
03:49 | ଗୋଟିଏ ପ୍ରୋଗ୍ରାମରେ If...Else ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା |
03:54 | Eclipseକୁ ଯାଆନ୍ତୁ |
03:57 | ବ୍ୟକ୍ତି ଜଣକ ନାବାଳକ ନା ସାବାଳକ ଜାଣିବା ପାଇଁ ଆମେ ଏବେ ଏକ ପ୍ରୋଗ୍ରାମ୍ ଲେଖିବା |
04:03 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int age equal to 25 |
04:12 | ତା’ପରେ, If ବ୍ରାକେଟ୍ସ ମଧ୍ୟରେ age Greater Than 21 |
04:19 | କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ The person is Major |
04:28 | ଏହାପରେ, ପରବର୍ତ୍ତୀ ଲାଇନ୍ ଟାଇପ୍ କରନ୍ତୁ: |
04:32 | Else କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: |
04:38 | System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ ଡବଲ୍ କ୍ୱୋଟ୍ସ ମଧ୍ୟରେ The person is Minor ସେମିକଲନ୍ |
04:51 | ଏଠାରେ, ଯଦି age, 21ରୁ କମ୍, ତେବେ The Person is Minor ପ୍ରଦର୍ଶିତ ହେବ |
04:58 | ଅନ୍ୟଥା, The Person is Major ପ୍ରଦର୍ଶିତ ହେବ |
05:02 | ଏବେ, ପ୍ରୋଗ୍ରାମକୁ Save କରି Run କରନ୍ତୁ |
05:07 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: "The Person is Major" |
05:11 | ଏଠାରେ, ବ୍ୟକ୍ତିର ବୟସ ହେଉଛି 25, ଯାହା 21ରୁ ଅଧିକ |
05:17 | ସେଥିପାଇଁ, The Person is Major ଭାବେ ପ୍ରୋଗ୍ରାମ୍ ଆଉଟପୁଟ୍ ପ୍ରଦର୍ଶିତ କଲା |
05:22 | If...Else If ଷ୍ଟେଟମେଣ୍ଟ: ଷ୍ଟେଟମେଣ୍ଟର ବିଭିନ୍ନ ସେଟ୍ Execute କରିବାକୁ If...Else If ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ |
05:29 | ଏହିଗୁଡ଼ିକ, ଦୁଇଟି ପ୍ରଦତ୍ତ କଣ୍ଡିଶନ୍ ଉପରେ ପର୍ଯ୍ୟବେଶିତ |
05:33 | ନିଜ ଆବଶ୍ୟକତାକୁ ଭିତ୍ତିକରି ଆପଣ ଅଧିକ କଣ୍ଡିଶନ୍ସ ଯୋଡ଼ିପାରିବେ |
05:38 | ଏହାକୁ Branching ବା ନିର୍ଣ୍ଣାୟକ ଷ୍ଟେଟମେଣ୍ଟ ମଧ୍ୟ କୁହାଯାଏ |
05:43 | ଏବେ ଚାଲନ୍ତୁ, If...Else If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା |
05:48 | If ଷ୍ଟେଟମେଣ୍ଟ, ପ୍ରାରମ୍ଭରେ Condition 1 ପାଇଁ ଯାଞ୍ଚ କରେ |
05:53 | ଯଦି Condition 1, True ହୋଇଥାଏ, ତେବେ ଏହା ଷ୍ଟେଟମେଣ୍ଟ-ବା-Block 1 Codeକୁ ନିଷ୍ପାଦିତ କରେ |
05:59 | ଅନ୍ୟଥା, ଏହା ପୁଣିଥରେ Condition 2କୁ ଖୋଜେ |
06:02 | ଯଦି Condition 2, True ହୋଇଥାଏ, ତେବେ ଏହା ଷ୍ଟେଟମେଣ୍ଟ-ବା-Block 2 Codeକୁ ନିଷ୍ପାଦିତ କରେ |
06:09 | ଅନ୍ୟଥା, ଏହା ଷ୍ଟେଟମେଣ୍ଟ 3 ବା Block Code 3କୁ ନିଷ୍ପଦିତ କରେ |
06:13 | ଏହିପରି ଭାବରେ, ଆମେ If...Else ବ୍ଲକ୍ସ ଦ୍ୱାରା କୋଡ୍ ଏକ୍ସଟେଣ୍ଡ କରିପାରିବା |
06:17 | ଏହି Blocksରେ ବିଭିନ୍ନ କଣ୍ଡିଶନ୍ସ ଥାଇପାରେ |
06:20 | ଯେପର୍ଯ୍ୟନ୍ତ True Condition ମିଳିନାହିଁ, ପରବର୍ତ୍ତୀ କୋଡ୍ ନିଷ୍ପାଦିତ ହେଉଥିବ |
06:25 | ଯଦି ସମସ୍ତ କଣ୍ଡିଶନ୍ସ False ହୋଇଥିବ, ତେବେ ଏହା ଶେଷ Else ସେକ୍ସନ୍ କୁ Execute କରିବ |
06:30 | ଗୋଟିଏ ପ୍ରୋଗ୍ରାମରେ If...Else If ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା |
06:35 | Eclipseକୁ ଯାଆନ୍ତୁ |
06:37 | ମୁଁ ଗୋଟିଏ Class, Student କ୍ରିଏଟ୍ କରିସାରିଛି |
06:40 | ଜଣେ ଛାତ୍ରର Grade ଜାଣିବା ପାଇଁ ଚାଲନ୍ତୁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା |
06:44 | ଏହା, ପ୍ରାପ୍ତାଙ୍କ ଶତକଡ଼ା ଉପରେ ଭିତ୍ତି କରି କରାଯାଇଥାଏ |
06:47 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int ସ୍ପେସ୍ testScore ଇକ୍ୱାଲ୍ ଟୁ 70 ସେମିକଲନ୍ |
06:58 | testScore ନାମକ ଇନପୁଟ୍ ଭେରିଏବଲ୍, ପ୍ରାପ୍ତ ଶତକଡ଼ା ଜାଣିବା ପାଇଁ ବ୍ୟବହାର କରାଯାଇଥାଏ |
07:05 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: if ବ୍ରାକେଟ୍ସ ମଧ୍ୟରେ testScore less than 35 କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ C Grade ସେମିକଲନ୍ |
07:28 | ଯଦି testScore, 35ରୁ କମ୍ ହୁଏ, ତେବେ ପ୍ରୋଗ୍ରାମ୍ C Grade ପ୍ରଦର୍ଶିତ କରିବ |
07:34 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ else |
07:37 | ପରବର୍ତ୍ତୀ ଲାଇନ୍, if ବ୍ରାକେଟ୍ସ ମଧ୍ୟରେ testScore greater than or equal to 35 AND (&&) testScore less than or equal to 60. ସମଗ୍ର କଣ୍ଡିଶନ୍ କୁ ବ୍ରାକେଟ୍ସ ଖୋଲା କର୍ଲୀ ବ୍ରାକେଟ୍ସ ମଧ୍ୟରେ ରଖି Enter ଦାବନ୍ତୁ |
08:03 | ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ B Grade ସେମିକଲନ୍ |
08:13 | ଏଠାରେ, ପ୍ରୋଗ୍ରାମଟି, Else If ସେକ୍ସନ୍ ରେ ଦ୍ୱିତୀୟ କଣ୍ଡିଶନ୍ ଖୋଜିବ |
08:18 | ଯଦି testScore, 35ରୁ 60 ମଧ୍ୟରେ ହୁଏ, ତେବେ ପ୍ରୋଗ୍ରାମ୍ B Grade ପ୍ରଦର୍ଶିତ କରିବ |
08:24 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: Else ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ A Grade ସେମିକଲନ୍ |
08:42 | ତେଣୁ ଶେଷରେ, ଯଦି ଉଭୟ କଣ୍ଡିଶନ୍ False ହୁଏ, ତେବେ ପ୍ରୋଗ୍ରାମଟି A Grade ପ୍ରଦର୍ଶିତ କରିବ |
08:48 | ଏବେ ଏହି କୋଡ୍ କୁ ସେଭ୍ ଓ ରନ୍ କରନ୍ତୁ |
08:51 | ଆମେ, A Grade ଆଉଟପୁଟ୍ ପାଇଲେ |
08:55 | ଏହି ପ୍ରୋଗ୍ରାମରେ, ଛାତ୍ରର testScore ହେଉଛି 70 |
09:00 | ତେଣୁ, ଆଉଟପୁଟ୍ A Grade ହେବ |
09:02 | ଏବେ ଚାଲନ୍ତୁ testScoreକୁ 55ରେ ବଦଳାଇଦେବା |
09:07 | ଏବେ ଏହି ପ୍ରୋଗ୍ରାମକୁ ସେଭ୍ ଓ ରନ୍ କରନ୍ତୁ |
09:10 | ଏହି ମାମଲାରେ, ଆଉଟପୁଟ୍ B Grade ପ୍ରଦର୍ଶିତ ହେବ |
09:16 | ଆମେ, କଣ୍ଡିଶନର ସଂଖ୍ୟା ମଧ୍ୟ ବଢ଼ାଇପାରିବା |
09:19 | B Grade ଆଉଟପୁଟ୍ ସେକ୍ସନ୍ ପରେ ଚାଲନ୍ତୁ ଆଉ ଗୋଟିଏ କଣ୍ଡିଶନ୍ ଯୋଡ଼ିବା |
09:23 | ଏଠାରେ ଟାଇପ୍ କରନ୍ତୁ,
Else ପରବର୍ତ୍ତୀ ଲାଇନ୍, if ବ୍ରାକେଟ୍ସ ମଧ୍ୟରେ testScore greater than or equal to 60 AND (&&) testScore less than or equal to 70. |
09:47 | ଖୋଲା କର୍ଲୀ ବ୍ରାକେଟ୍ସ, Enter ଦାବନ୍ତୁ, System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ O Grade ସେମିକଲନ୍ |
10:01 | ଏଠାରେ, ଯଦି testScore 60ରୁ 70 ମଧ୍ୟରେ ହୁଏ, ତେବେ ପ୍ରୋଗ୍ରାମ୍ O Grade ପ୍ରଦର୍ଶିତ କରିବ |
10:07 | ଏବେ, ଛାତ୍ରର testScore 70କୁ ବଦଳାନ୍ତୁ |
10:12 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
10:15 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
10:17 | ପ୍ରୋଗ୍ରାମ୍, O Grade ଭାବେ ଆଉଟପୁଟ୍ ପ୍ରଦର୍ଶିତ କରିବ |
10:20 | ପୂର୍ବ ପ୍ରଦର୍ଶିତ ଅନୁସାରେ, ଏହା A Grade ନୁହେଁ |
10:23 | 70ରୁ ଅଧିକ testScore ପାଇଁ ପ୍ରୋଗ୍ରାମ୍ A Grade ପ୍ରଦର୍ଶିତ କରିବ |
10:28 | Conditional Structures କୋଡିଙ୍ଗ୍ କରିବା ସମୟରେ: |
10:30 | ଗୋଟିଏ ଷ୍ଟେଟମେଣ୍ଟ ଟର୍ମିନେଟ୍ କରିବା ସମୟରେ ଗୋଟିଏ ସେମିକଲନ୍ ଯୋଡ଼ିବାକୁ ସର୍ବଦା ମନେରଖନ୍ତୁ |
10:35 | କିନ୍ତୁ, କଣ୍ଡିଶନ୍ ପରେ ସେମିକଲନ୍ ଯୋଡ଼ନ୍ତୁ ନାହିଁ |
10:40 | କର୍ଲୀ ବ୍ରାକେଟ୍ସ ମଧ୍ୟରେ କୋଡ୍ ର ବ୍ଲକ୍ ଯୋଡ଼ନ୍ତୁ |
10:43 | ଯଦି ବ୍ଲକ୍ ରେ ଗୋଟିଏ ଷ୍ଟେଟମେଣ୍ଟ ଥିବ, ତେବେ କର୍ଲୀ ବ୍ରେସେସ୍ ବୈକଳ୍ପିକ ହୋଇଥାଏ |
10:49 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
10:51 | ଏହି ଟ୍ୟୁଟୋରିଆଲ୍ ରେ, |
10:53 | ଆମେ ଶିଖିଲେ: * Conditional ଷ୍ଟେଟମେଣ୍ଟ |
10:56 | Conditional Statementsର ପ୍ରକାର ସୂଚୀବଦ୍ଧ କଲେ |
10:59 | Java ପ୍ରୋଗ୍ରାମରେ If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟ ବ୍ୟବହାର କଲେ |
11:04 | If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍ ବ୍ୟବହାର କରି Java ପ୍ରୋଗ୍ରାମରେ ଲେଖିବା ଉପରେ ଏକ ଆସାଇନମେଣ୍ଟ |
11:12 | If ଷ୍ଟେଟମେଣ୍ଟ ବ୍ୟବହାର କରି ଦୁଇଟି ଭାଲ୍ୟୁ ତୁଳନା କରିବାକୁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ |
11:17 | ପ୍ରଦତ୍ତ ସଂଖ୍ୟା ସମ କିମ୍ୱା ଅସମ ଜାଣିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ.ସଂକେତ : If...Else ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ |
11:23 | ତିନୋଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼ ସଂଖ୍ୟା ବାହାର କରିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ. ସଂକେତ : If...Else If ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ |
11:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
11:32 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
11:35 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:38 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:47 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
11:56 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:00 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:06 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:15 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |