Difference between revisions of "LibreOffice-Suite-Impress/C3/Slide-Master-Slide-Design/Oriya"
From Script | Spoken-Tutorial
Line 329: | Line 329: | ||
|- | |- | ||
||09.36 | ||09.36 | ||
− | || ନିମ୍ନ | + | || ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସାରାଂଶିତ କରେ |
|- | |- | ||
|| 09.42 | || 09.42 | ||
− | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ୍ ନାହିଁ, ଏହାକୁ | + | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
|- | |- | ||
||09.47 | ||09.47 | ||
− | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. | + | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
|- | |- | ||
||09.56 | ||09.56 | ||
− | || ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ | + | || ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorialorg) |
|- | |- | ||
||10.02 | ||10.02 | ||
Line 344: | Line 344: | ||
|- | |- | ||
||10.14 | ||10.14 | ||
− | || ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ | + | || ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
|- | |- | ||
||10.25 | ||10.25 |
Revision as of 23:45, 3 June 2015
Resources for recording Printing a Presentation
Time | Narration |
00.00 | ଲିବର୍ ଅଫିସ୍ ଇମ୍ପ୍ରେସ୍ରେ ସ୍ଲାଇଡ୍ ମାଷ୍ଟର୍ ଓ ସ୍ଲାଇଡ୍ ଡିଜାଇନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00.08 | ଏହି ଟ୍ୟୁଟୋରିଆଲ୍ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିବା |
00.15 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00.24 | ସ୍ଲାଇଡ୍ ସହିତ ସମସ୍ତ କଲର୍ ଓ ଇଫେକ୍ଟଗୁଡ଼ିକୁ ବ୍ୟାକ୍ଗ୍ରାଉଣ୍ଡ ଉଲ୍ଲେଖ କରିଥାଏ, ଯେଉଁଗୁଡ଼ିକ କଣ୍ଟେଣ୍ଟ ପଛରେ ଉପସ୍ଥିତ ଥାଆନ୍ତି |
00.32 | ଏକ ଉତ୍ତମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିବା ପାଇଁ ଇମ୍ପ୍ରେସ୍ରେ ଅନେକ ବ୍ୟାକ୍ଗ୍ରାଉଣ୍ଡ ଅପ୍ସନ୍ସ ଅଛି |
00.38 | ଆପଣ ନିଜର କଷ୍ଟମ୍ ବ୍ୟାକ୍ଗ୍ରାଉଣ୍ଡ ମଧ୍ୟ କ୍ରିଏଟ୍ କରିପାରିବେ |
00.42 | Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲି |
00.48 | ଆମର ପ୍ରେଜେଣ୍ଟେଶନ୍ ପାଇଁ ଏକ କଷ୍ଟମ୍ ବ୍ୟାକ୍ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ |
00.52 | ଆମେ ଏହି ବ୍ୟାକ୍ଗ୍ରାଉଣ୍ଡକୁ ପ୍ରେଜେଣ୍ଟେଶନ୍ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ କରିବା |
00.57 | ଏହି ବ୍ୟାକ୍ଗ୍ରାଉଣ୍ଡ କ୍ରିଏଟ୍ କରିବା ପାଇଁ ଆମେ Slide Master ଅପ୍ସନ୍ ବ୍ୟବହାର କରିବା |
01.02 | Master ସ୍ଲାଇଡ୍ରେ ଯେକୌଣସି ପରିବର୍ତ୍ତନ କଲେ, ତାହା ପ୍ରେଜେଣ୍ଟେଶନ୍ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଯିବ |
01.08 | Main ମେନୁରୁ View କ୍ଲିକ୍ କରି Master ସିଲେକ୍ଟ କରନ୍ତୁ ଓ Slide Master ଉପରେ କ୍ଲିକ୍ କରନ୍ତୁ |
01.15 | Master Slide ଦେଖାଦେବ |
01.17 | ଧ୍ୟାନଦିଅନ୍ତୁ ଯେ, Master View ଟୁଲ୍ବାର୍ ମଧ୍ୟ ଦେଖାଯାଉଛି. ଏହାକୁ ଆପଣ Master Pages କ୍ରିଏଟ୍, ଡିଲିଟ୍ ଓ ରିନେମ୍ କରିବା ପାଇଁ ବ୍ୟବହାର କରିପାରିବେ |
01.27 | ଦୁଇଟି ସ୍ଲାଇଡ୍ସ ଏବେ ପ୍ରଦର୍ଶିତ ହେଲା |
01.31 | ଏହି ଦୁଇଟି ହେଉଛି Master Pages, ଯାହା ଏହି ପ୍ରେଜେଣ୍ଟେଶନ୍ରେ ବ୍ୟବହୃତ ହୋଇଛି |
01.37 | Tasks ପେନ୍ରୁ, Master Pages ଉପରେ କ୍ଲିକ୍ କରନ୍ତୁ |
01.41 | Used in This Presentation ଫିଲ୍ଡ, ଏହି ପ୍ରେଜେଣ୍ଟେଶନ୍ରେ ବ୍ୟବହୃତ ମାଷ୍ଟର୍ ସ୍ଲାଇଡ୍ସ ପ୍ରଦର୍ଶିତ କରେ |
01.48 | Master slide ଏକ ଟେମ୍ପ୍ଲେଟ୍ ଭଳି |
01.51 | ଆପଣ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ଏଠାରେ ସେଟ୍ କରିପାରିବେ, ଯେଉଁଗୁଡ଼ିକ ତାହାପରେ ପ୍ରେଜେଣ୍ଟେଶନ୍ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁହେବ |
01.58 | ପ୍ରଥମେ, Slides ପେନ୍ରୁ Slide 1 ସିଲେକ୍ଟ କରନ୍ତୁ |
02.03 | ଏହି ପ୍ରେଜେଣ୍ଟେଶନ୍ରେ ଧଳା ବ୍ୟାକ୍ଗ୍ରାଉଣ୍ଡ ଦିଅନ୍ତୁ |
02.07 | Main ମେନୁରୁ Format ଉପରେ କ୍ଲିକ୍ କରି Pageରେ କ୍ଲିକ୍ କରନ୍ତୁ |
02.12 | Page Setup ଡାୟଲଗ୍ ବକ୍ସ ଦେଖାଦେବ |
02.15 | Background ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
02.18 | Fill ଡ୍ରପ୍ ଡାଇନ୍ ମେନୁରୁ Bitmap ଅପ୍ସନ୍ ସିଲେକ୍ଟ କରନ୍ତୁ |
02.24 | ଅପ୍ସନ୍ସଗୁଡ଼ିକର ତାଲିକାରୁ Blank ସିଲେକ୍ଟ କରି OK କ୍ଲିକ୍ କରନ୍ତୁ |
02.29 | ଏବେ ସ୍ଲାଇଡ୍ ବ୍ୟାକ୍ଗ୍ରାଉଣ୍ଡ ଧଳା ହୋଇଗଲା |
02.32 | ଦେଖନ୍ତୁ, ବ୍ୟାକ୍ଗ୍ରାଉଣ୍ଡରେ ବିଦ୍ୟମାନ ଟେକ୍ସଟ୍ କଲର୍ ଭଲ ଭାବରେ ଦେଖାଯାଉନି |
02.38 | ବ୍ୟାକ୍ଗ୍ରାଉଣ୍ଡ ସାମ୍ନାରେ ଭଲ ଭାବରେ ଦୃଶ୍ୟମାନ କଲର୍କୁ ହିଁ ସର୍ବଦା ଚୟନ କରନ୍ତୁ |
02.43 | ଟେକ୍ସଟ୍ କଲର୍କୁ କଳାରେ ପରିବର୍ତ୍ତନ କରନ୍ତୁ. ଧଳା ବ୍ୟାକ୍ଗ୍ରାଉଣ୍ଡରେ ଏହା ଟେକ୍ସଟ୍କୁ ସ୍ପଷ୍ଟ ଦୃଶ୍ୟମାନ କରିବ |
02.52 | ପ୍ରଥମେ ଟେକ୍ସଟ୍ ସିଲେକ୍ଟ କରନ୍ତୁ |
02.55 | Main ମେନୁରୁ Format ଉପରେ କ୍ଲିକ୍ କରି Character ସିଲେକ୍ଟ କରନ୍ତୁ |
02.59 | Character ଡାୟଲଗ୍ ବକ୍ସ ଦେଖାଦେବ |
03.02 | Character ଡାୟଲଗ୍ ବକ୍ସରୁ Font Effects ଟ୍ୟାବ୍ରେ କ୍ଲିକ୍ କରନ୍ତୁ |
03.08 | Font Color ଡ୍ରପ୍-ଡାଉନ୍ରୁ, Black ସିଲେକ୍ଟ କରନ୍ତୁ |
03.12 | OK କ୍ଲିକ୍ କରନ୍ତୁ |
03.15 | ଟେକ୍ସଟ୍ ଏବେ କଳା ରଙ୍ଗର ହୋଇଗଲା |
03.18 | ଏବେ, ସ୍ଲାଇଡ୍ରେ ଏକ କଲର୍ ଆପ୍ଲାଏ କରନ୍ତୁ |
03.21 | କଣ୍ଟେକ୍ସଟ୍ ମେନୁ ପାଇଁ ସ୍ଲାଇଡ୍ରେ ରାଇଟ୍-କ୍ଲିକ୍ କରନ୍ତୁ ଓ Slide ଓ Page Setupରେ କ୍ଲିକ୍ କରନ୍ତୁ |
03.27 | File ଡ୍ରପ୍ ଡାଉନ୍ ମେନୁରୁ, କଲର୍ ଅପ୍ସନ୍ ସିଲେକ୍ଟ କରନ୍ତୁ. Blue8 ସିଲେକ୍ଟ କରି OK କ୍ଲିକ୍ କରନ୍ତୁ |
03.36 | ଧ୍ୟାନଦିଅନ୍ତୁ ଯେ, ଆମେ ସିଲେକ୍ଟ କରିଥିବା ଲାଇଟ୍ ବ୍ଲୁ କଲର୍ ସ୍ଲାଇଡ୍ରେ ଲାଗୁ ହେଲା |
03.42 | ଟ୍ୟୁଟୋରିଆଲ୍କୁ ପଜ୍ କରି ଏହି ଆସାଇନ୍ମେଣ୍ଟ କରନ୍ତୁ. ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରି ବ୍ୟାକ୍ଗ୍ରାଉଣ୍ଡ ଭାବରେ ନାଲୀ ରଙ୍ଗ ଦିଅନ୍ତୁ |
03.52 | ଏହି ପ୍ରେଜେଣ୍ଟେଶନ୍ରେ ଅନ୍ୟ ଡିଜାଇନ୍ ଏଲେମେଣ୍ଟସ୍ କିପରି ଲାଗୁ କରାଯାଏ, ଏବେ ଶିଖିବା |
03.57 | ଉଦାହରଣସ୍ୱରୂପ, ଆପଣ ନିଜ ପ୍ରେଜେଣ୍ଟେଶନ୍ରେ ଏକ ଲୋଗୋ ଆଡ୍ କରିପାରିବେ |
04.01 | ଆପଣଙ୍କ ସ୍କ୍ରୀନ୍ର ତଳେ ଥିବା Basic Shapes ଟୁଲ୍ବାର୍କୁ ଦେଖନ୍ତୁ |
04.06 | ଆପଣ ଏହାକୁ, circles, squares, rectangles, triangles ଓ ovals ପରି ବିଭିନ୍ନ ବେସିକ୍ ଶେପ୍ସ ଡ୍ର କରିବାକୁ ବ୍ୟବହାର କରିପାରିବେ |
04.16 | ଚାଲନ୍ତୁ, ସ୍ଲାଇଡ୍ର ଟାଇଟଲ୍ ଏରିଆରେ ଏକ rectangle ଡ୍ର କରିବା |
04.21 | Basic Shapes ଟୁଲ୍ବାର୍ରୁ Rectangle ଉପରେ କ୍ଲିକ୍ କରନ୍ତୁ |
04.25 | ଏବେ କର୍ସର୍କୁ ସ୍ଲାଇଡ୍ର ଉପର ବାମପଟ କୋଣ, ଟାଇଟଲ୍ ଏରିଆକୁ ନେଇଯାଆନ୍ତୁ |
04.31 | capital I ସହିତ ଏକ plus sign ଆପଣ ଦେଖିବାକୁ ପାଇବେ |
04.36 | ବାମ ମାଉସ୍ ବଟନ୍କୁ ଚାପି ଧରନ୍ତୁ ଓ ଏକ ଛୋଟ rectangle ଆଙ୍କନ୍ତୁ |
04.41 | ଏବେ, ମାଉସ୍ ବଟନ୍କୁ ଛାଡ଼ିଦିଅନ୍ତୁ |
04.44 | ଆପଣ ଏକ rectangle ଆଙ୍କିଦେଲେ! |
04.47 | rectangleରେ ଥିବା ଆଠୋଟି ହ୍ୟାଣ୍ଡେଲ୍ସକୁ ଦେଖନ୍ତୁ |
04.50 | ହ୍ୟାଣ୍ଡେଲ୍ସ ବା କଣ୍ଟ୍ରୋଲ୍ ପଏଣ୍ଟସ୍ ହେଉଛି ଛୋଟ blue squares, ଯାହା ଚୟନିତ ଅବ୍ଜେକ୍ଟର ସାଇଡ୍ଗୁଡ଼ିକରେ ଦେଖାଦେଉଛି |
04.58 | Rectangleର ସାଇଜ୍ ଆଡ୍ଜଷ୍ଟ କରିବା ପାଇଁ ଆମେ ଏହି କଣ୍ଟ୍ରୋଲ୍ ପଏଣ୍ଟଗୁଡ଼ିକୁ ବ୍ୟବହାର କରିପାରିବା |
05.03 | ଆପଣ କଣ୍ଟ୍ରୋଲ୍ ପଏଣ୍ଟ ଉପରେ କର୍ସର୍ ଚଲାଇଲେ, କର୍ସର୍ ଏକ double-sided arrowରେ ପରିବର୍ତ୍ତିତ ହୋଇଯିବ |
05.10 | ଏହା ଦିଗଗୁଡ଼ିକୁ ସୂଚିତ କରେ, ଯେଉଁ ଦିଗରେ ବେସିକ୍ ଶେପ୍ ପରିବର୍ତ୍ତନ କରିବା ପାଇଁ କଣ୍ଟ୍ରୋଲ୍ ପଏଣ୍ଟକୁ ଘୂଞ୍ଚାଯାଇପାରିବ |
05.17 | ଏହି rectangleକୁ ବଡ଼ କରନ୍ତୁ, ଯେଉଁଥିରୁ ଏହା ଟାଇଟଲ୍ ଏରିଆକୁ ସମ୍ପୂର୍ଣ୍ଣ ଭାବେ କଭର୍ କରିବ |
05.25 | ଆମେ ଏହି ଶେପ୍ଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିପାରିବା! |
05.28 | କଣ୍ଟେକ୍ସଟ୍ ମେନୁ ଦେଖିବା ପାଇଁ rectangle ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05.32 | ଏଠାରେ rectangle ପରିବର୍ତ୍ତନ କରିବା ପାଇଁ ଆପଣ ବିଭିନ୍ନ ଅପ୍ସନ୍ସ ଚୟନ କରିପାରିବେ |
05.37 | Area ଉପରେ କ୍ଲିକ୍ କରନ୍ତୁ. Area ଡାୟଲଗ୍ ବକ୍ସ ଦେଖାଦେବ |
05.43 | Fill ଫିଲ୍ଡରେ, ଡ୍ରପ୍ ଡାଉନ୍ ମେନୁରୁ Color ଚୟନ କରନ୍ତୁ |
05.48 | Magenta 4 ଚୟନ କରି OKରେ କ୍ଲିକ୍ କରନ୍ତୁ |
05.52 | Rectangle ରଙ୍ଗ ପରିବର୍ତ୍ତିତ ହୋଇଗଲା |
05.56 | Rectangleଟି ଏବେ ଟେକ୍ସଟ୍କୁ କଭର୍ କରିଦେଲା |
05.59 | ଟେକ୍ସଟ୍ ଦେଖାଯିବା ପାଇଁ ପ୍ରଥମେ rectangleକୁ ସିଲେକ୍ଟ କରନ୍ତୁ |
06.03 | ଏବେ, କଣ୍ଟେକ୍ସଟ୍ ମେନୁ ଖୋଲିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
06.07 | Arrange ପରେ Send to back କ୍ଲିକ୍ କରନ୍ତୁ |
06.11 | ଟେକ୍ସଟ୍ ପୁଣିଥରେ ଦେଖାଗଲା! |
06.15 | ଏଠାରେ rectangleଟି ଟେକ୍ସଟ୍ ପଛକୁ ଚାଲିଗଲା |
06.18 | Tasks ପେନ୍ରେ preview of the Master Page ଉପରେ କ୍ଲିକ୍ କରନ୍ତୁ |
06.23 | ରାଇଟ୍ କ୍ଲିକ୍ କରି Apply to All Slides ସିଲେକ୍ଟ କରନ୍ତୁ |
06.27 | Close Master View ବଟନ୍ରେ କ୍ଲିକ୍ କରି Master View ବନ୍ଦ କରନ୍ତୁ |
06.32 | ମାଷ୍ଟର୍ରେ ହୋଇଥିବା ଫର୍ମାଟିଙ୍ଗ୍ ପରିବର୍ତ୍ତନ, ଏବେ ପ୍ରେଜେଣ୍ଟେଶନ୍ରେ ଥିବା ସମସ୍ତ ସ୍ଲାଇଡ୍ସରେ ଲାଗୁ ହୋଇଗଲା |
06.39 | ଧ୍ୟାନଦିଅନ୍ତୁ ଯେ, rectangle ମଧ୍ୟ ସମସ୍ତ ପେଜ୍ଗୁଡ଼ିକରେ ଦେଖାଯାଉଛି |
06.45 | ଏବେ, ସ୍ଲାଇଡ୍ର ଲେଆଉଟ୍ ଚେଞ୍ଜ୍ ବିଷୟରେ ଶିଖିବା |
06.49 | ଲେଆଉଟ୍ କ’ଣ? ଲେଆଉଟ୍ସ ହେଉଛି ପ୍ଲେସ୍ ହୋଲ୍ଡର୍ସ ସହିତ କଣ୍ଟେଣ୍ଟର ପୋଜିଶନ୍ ପାଇଁ ପୂର୍ବରୁ ଫର୍ମାଟ୍ ହୋଇଥିବା ସ୍ଲାଇଡ୍ |
06.58 | ସ୍ଲାଇଡ୍ ଲେଆଉଟ୍ ଦେଖିବା ପାଇଁ, ଡାହାଣ ପେନେଲ୍ରୁ Layouts କ୍ଲିକ୍ କରନ୍ତୁ |
07.04 | Impressରେ ଉପଲବ୍ଧ ଲେଆଉଟ୍ସ ପ୍ରଦର୍ଶିତ ହେଲା |
07.07 | ଲେଆଉଟ୍ ଥମ୍ୱନେଲ୍କୁ ଦେଖନ୍ତୁ. ଲେଆଉଟ୍ ଲାଗୁ ହେବାପରେ ସ୍ଲାଇଡ୍ କିପରି ଦେଖାଦେବ, ଏହା ଆପଣଙ୍କୁ ଆଇଡିଆ ଦେଇଥାଏ |
7.16 | ଟାଇଟଲ୍ ସହ ଓ ଦୁଇଟି କଲମ୍ ଫର୍ମାଟ୍ ବିଶିଷ୍ଟ, ଏପରି ଲେଆଉଟ୍ ଯେଉଁଥିରେ ଆପଣ ଟେକ୍ସଟ୍କୁ ତିନୋଟି କଲମ୍ରେ ରଖିପାରିବେ ଓ ଏହିପରି ଲେଆଉଟ୍ମାନ ଅଛି |
7.24 | ବ୍ଲାଙ୍କ୍ ଲେଆଉଟ୍ ମଧ୍ୟ ଅଛି. ଆପଣ ନିଜ ସ୍ଲାଇଡ୍ରେ ବ୍ଲାଙ୍କ୍ ଲେଆଉଟ୍ ଲାଗୁକରି ନିଜର ନିଜସ୍ୱ ଲେଆଉଟ୍ ତିଆରି କରିପାରିବେ |
07.32 | ଗୋଟିଏ ସ୍ଲାଇଡ୍ରେ ଏକ ଲେଆଉଟ୍ ଲାଗୁ କରନ୍ତୁ |
07.35 | Potential Alternatives ସ୍ଲାଇଡ୍ ସିଲେକ୍ଟ କରନ୍ତୁ ଓ ସମସ୍ତ ଟେକ୍ସଟ୍ ଡିଲିଟ୍ କରନ୍ତୁ |
07.43 | ଏବେ, ଡାହାଣପଟେ ଥିବା ଲେଆଉଟ୍ ପେନ୍ରୁ title 2 content over content ସିଲେକ୍ଟ କରନ୍ତୁ |
07.51 | ସ୍ଲାଇଡ୍ରେ ଏବେ ତିନୋଟି ଟେକ୍ସଟ୍ ବକ୍ସ ଓ ଗୋଟିଏ ଟାଇଟଲ୍ ଏରିଆ ଅଛି |
07.56 | ଧ୍ୟାନଦିଅନ୍ତୁ ଯେ, ମାଷ୍ଟର୍ ପେଜ୍ ବ୍ୟବହାର କରି ଆମେ ଇନ୍ସର୍ଟ କରିଥିବା rectangle, ଏବେବି ଦେଖାଯାଉଛି |
08.02 | ଏହି rectangleକୁ କେବଳ ମାଷ୍ଟର୍ ସ୍ଲାଇଡ୍ ବ୍ୟବହାର କରି ଏଡିଟ୍ କରିହେବ |
08.07 | ମାଷ୍ଟର୍ ସ୍ଲାଇଡ୍ରେ ସେଟିଙ୍ଗ୍, ଯେକୌଣସି ଫର୍ମାଟିଙ୍ଗ୍ ପରିବର୍ତ୍ତନ କିମ୍ୱା ସ୍ଲାଇଡ୍ସରେ ଲାଗୁ ହେଉଥିବା ଲେଆଉଟ୍କୁ ଓଭର୍ରାଇଡ୍ କରିଥାଏ |
08.15 | ଏବେ, ଏହି ବକ୍ସଗୁଡ଼ିକରେ କଣ୍ଟେଣ୍ଟ ଏଣ୍ଟର୍ କରିବା |
08.19 | ପ୍ରଥମ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Strategy 1 PRO: Low cost CON: slow action |
08.28 | ଦ୍ୱିତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Strategy 2 CON: High cost PRO: Fast Action |
08.40 | ତୃତୀୟ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ: Due to lack of funds, Strategy 1 is better. |
08.48 | ଆପଣ ଏହିପରି ଭାବେ, ନିଜ ପ୍ରେଜେଣ୍ଟେଶନ୍ ପାଇଁ ସବୁଠାରୁ ଉପଯୁକ୍ତ ଲେଆଉଟ୍ ପ୍ରକାରର ଚୟନ କରିପାରିବେ |
08.54 | ଏହା, ଏହି ଟ୍ୟୁଟୋରିଆଲ୍ର ସମାପ୍ତି ଅଟେ. ଏହି ଟ୍ୟୁଟୋରିଆଲ୍ରେ ଆମେ, ସ୍ଲାଇଡ୍ସ ପାଇଁ ବ୍ୟାକ୍ଗ୍ରାଉଣ୍ଡ, ସ୍ଲାଇଡ୍ସ ପାଇଁ ଲେଆଉଟ୍ କିପରି ଲାଗୁ କରାଯାଏ, ଶିଖିଲେ |
09.03 | ଏକ ଆସାଇନ୍ମେଣ୍ଟ ଭାବେ |
09.05 | ଏକ ନୂଆ ମାଷ୍ଟର୍ ସ୍ଲାଇଡ୍ କ୍ରିଏଟ୍ କରନ୍ତୁ |
09.08 | ଏକ ନୂଆ ବ୍ୟାକ୍ଗ୍ରାଉଣ୍ଡ କ୍ରିଏଟ୍ କରନ୍ତୁ |
09.11 | କଣ୍ଟେଣ୍ଟ ୱାରୀ ଟାଇଟଲ୍ ପାଇଁ ଲେଆଉଟ୍ ପରିବର୍ତ୍ତନ କରନ୍ତୁ |
09.15 | ଏକ ମାଷ୍ଟର୍ ସ୍ଲାଇଡ୍ରେ ଗୋଟିଏ ଲେଆଉଟ୍ ଲାଗୁ କରାଗଲେ କ’ଣ ହୁଏ, ଦେଖନ୍ତୁ |
09.20 | ଗୋଟିଏ ନୂଆ ସ୍ଲାଇଡ୍ ଇନ୍ସର୍ଟ କରି ଏକ ବ୍ଲାଙ୍କ୍ ଲେଆଉଟ୍ ଆପ୍ଲାଏ କରନ୍ତୁ |
09.25 | ଟେକ୍ସଟ୍ ବକ୍ସ ବ୍ୟବହାର କରି ସେଥିରେ କଲମ୍ ଆଡ୍ କରନ୍ତୁ |
09.29 | ଏହି ଟେକ୍ସଟ୍ ବକ୍ସଗୁଡ଼ିକୁ ଫର୍ମାଟ୍ କରନ୍ତୁ |
09.32 | ଏହି ଟେକ୍ସଟ୍ ବକ୍ସଗୁଡ଼ିକରେ ଟେକ୍ସଟ୍ ଏଣ୍ଟର୍ କରନ୍ତୁ |
09.36 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସାରାଂଶିତ କରେ |
09.42 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
09.47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09.56 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorialorg) |
10.02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10.14 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
10.25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10.30 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |