Difference between revisions of "C-and-Cpp/C3/Arrays/Oriya"
From Script | Spoken-Tutorial
Line 7: | Line 7: | ||
|- | |- | ||
| 00:07 | | 00:07 | ||
− | | ଏହି | + | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
|- | |- | ||
| 00:09 | | 00:09 |
Revision as of 19:33, 4 April 2015
Time | Narration |
00:01 | C ଓ C++ରେ Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:09 | * array କ’ଣ |
00:11 | * arrayର ଘୋଷଣା |
00:13 | * arrayର ଇନିଶିଆଲାଇଜେଶନ୍ |
00:16 | * array ଉପରେ କିଛି ଉଦାହରଣ |
00:18 | ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
00:22 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି |
00:25 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.04 |
00:30 | gcc ଓ g++ Compiler ଭର୍ସନ୍ 4.6.1 |
00:36 | Arrayର ପରିଚୟରୁ ଆରମ୍ଭ କରିବା |
00:39 | ସମାନ ଡାଟା-ଟାଇପ୍ର ଡାଟା କିମ୍ବା ଏଲେମେଣ୍ଟର ସଂଗ୍ରହ ହେଉଛି Array |
00:44 | Array ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ |
00:48 | ପ୍ରଥମ ଏଲେମେଣ୍ଟ ଇଣ୍ଡେକ୍ସ 0ରେ ଷ୍ଟୋର୍ ହୁଏ |
00:52 | ତିନି ପ୍ରକାରର arrays ଅଛି: |
00:55 | Single dimensional array |
00:57 | Two dimensional array ଓ |
00:59 | Multi-dimensional array |
01:01 | ଏହି ଟ୍ୟୁଟୋରିଆଲ୍ରେ ଆମେ single dimensional array ବିଷୟରେ ଆଲୋଚନା କରିବା |
01:06 | single dimensional array କିପରି ଘୋଷିତ କରାଯାଏ, ଦେଖିବା |
01:09 | ଏଥିପାଇଁ ସିଣ୍ଟାକ୍ସ ହେଉଛି: |
01:11 | data-type name of the array ଓ size |
01:16 | ଉଦାହରଣସ୍ୱରୂପ, ଏଠାରେ ଏକ integer array 'star' ଘୋଷିତ ହୋଇଛି, ଯେଉଁଥିରେ 5ଟି ଏଲେମେଣ୍ଟ ଅଛି |
01:24 | array ଇଣ୍ଡେକ୍ସ star 0 ରୁ star 4 ପର୍ଯ୍ୟନ୍ତ ଆରମ୍ଭ ହେବ |
01:29 | ଗୋଟିଏ arrayର ଡିକ୍ଲାରେସନ୍ ଆମେ ଦେଖିଲେ |
01:32 | ଏବେ, ଆମେ ଗୋଟିଏ arrayର ଇନିସିଆଲାଇଜେଶନ୍ ଦେଖିବା |
01:35 | ଏଥିପାଇଁ ସିଣ୍ଟାକ୍ସ ହେଉଛି: |
01:38 | data-type,( name of the array ), size is equal to elements |
01:44 | ଉଦାହରଣ: ଏଠାରେ ଆମେ ସାଇଜ୍ 3 ସହ ଗୋଟିଏ 'integer array star' ଘୋଷିତ କରିଛେ. ଏରେର ଏଲେମେଣ୍ଟଗୁଡ଼ିକ ହେଲା 1,2 ଓ 3 |
01:54 | ଏଠାରେ ଇଣ୍ଡେକ୍ସ star 0 ରୁ star 2 ପର୍ଯ୍ୟନ୍ତ ଆରମ୍ଭ ହେବ |
01:59 | ଏବେ, ଉଦାହରଣକୁ ଆସିବା |
02:01 | ମୁଁ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
02:04 | ଏବେ ମୁଁ ଏହାକୁ ଖୋଲୁଛି |
02:06 | ଧ୍ୟାନଦିଅନ୍ତୁ ଯେ, ଫାଇଲ୍ ନାମ ହେଉଛି array.c |
02:10 | ଏହି ପ୍ରୋଗ୍ରାମ୍ରେ ଆମେ, ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା |
02:16 | ମୁଁ କୋଡ୍ ଏକ୍ସପ୍ଲେନ୍ କରୁଛି |
02:18 | ଏହା ଆମର header file |
02:20 | ଏହା ହେଉଛି main() ଫଙ୍କସନ୍ |
02:22 | ଏଠାରେ, ଆମେ ସାଇଜ୍ 3ସହ star ଏରେ ଡିକ୍ଲେର୍ ଓ ଇନିସିଆଲାଇଜ୍ କରିଛେ |
02:28 | ଏରେର ଏଲେମେଣ୍ଟଗୁଡ଼ିକ ହେଉଛି 4, 5 ଓ 6 |
02:33 | ତାହାପରେ ଆମେ 'integer variable' sum ଡିକ୍ଲେର୍ କରିଛେ |
02:36 | ଏଠାରେ ଆମେ ଏରେର ଏଲେମେଣ୍ଟଗୁଡ଼ିକୁ ଆଡ୍ କରି ରେଜଲ୍ଟ sumରେ ଷ୍ଟୋର୍ କରିବା |
02:41 | ଧ୍ୟାନଦିଅନ୍ତୁ ଯେ, ଇଣ୍ଡେକ୍ସ 0ରେ 4 ଷ୍ଟୋର୍ ହେବ, ଇଣ୍ଡେକ୍ସ 1ରେ 5 ଷ୍ଟୋର୍ ହେବ ଓ ଇଣ୍ଡେକ୍ସ 2ରେ 6 ଷ୍ଟୋର୍ ହେବ |
02:50 | ଏହାପରେ ଆମେ ସମଷ୍ଟି ପ୍ରିଣ୍ଟ କରିବା |
02:52 | ଏହା ହେଉଛି ଆମ return ଷ୍ଟେଟମେଣ୍ଟ୍ |
02:54 | ଏବେ, ସେଭ୍ କ୍ଲିକ୍ କରନ୍ତୁ |
02:57 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:59 | କୀ’ବୋର୍ଡରେ ଏକକାଳୀନ Ctrl, Alt ଓ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
03:09 | କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ array ଡଟ୍ c ସ୍ପେସ୍ ହାଇଫେନ୍ o array ଟାଇପ୍ କରି ଏଣ୍ଟର ଦାବନ୍ତୁ |
03:19 | ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ ଡଟ୍ ସ୍ଲାସ ଏରେ(./array), ଏଣ୍ଟର ଦାବନ୍ତୁ |
03:24 | ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: |
03:26 | The sum is 15. |
03:28 | ଏବେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
03:32 | ପ୍ରୋଗ୍ରାମ୍କୁ ଫେରିଯିବା |
03:34 | ଧରନ୍ତୁ, ଧାଡ଼ି ସଂଖ୍ୟା 4ରେ ଆମେ କର୍ଲୀ ବ୍ରାକେଟ୍ ଛାଡ଼ିଯାଇଛେ |
03:39 | ସେଭ୍ ରେ କ୍ଲିକ୍ କରି ଦେଖିବା କ’ଣ ହେଉଛି |
03:42 | ଟର୍ମିନାଲ୍ କୁ ଫେରିଆସନ୍ତୁ |
03:44 | ପୂର୍ବ ଭଳି କମ୍ପାଇଲ୍ କରନ୍ତୁ |
03:47 | ଆମେ ଏକ ଏରର୍ ଦେଖୁ: |
03:49 | Invalid initializer and Expected identifier or bracket before numeric constant. |
03:56 | କାରଣ ଏରେ, କର୍ଲୀ ବ୍ରାକେଟ୍ ଭିତରେ ନିଶ୍ଚିତ ଭାବେ ଇନିସିଆଲାଇଜ୍ ହେବା ଉଚିତ |
04:01 | ପ୍ରୋଗ୍ରାମ୍ କୁ ଫେରିଯିବା. ଏରର୍ ଫିକ୍ସ କରିବା |
04:04 | ଲାଇନ୍ ସଂଖ୍ୟା 4ରେ କର୍ଲି ବ୍ରାକେଟ୍ ଟାଇପ୍ କରନ୍ତୁ |
04:09 | ସେଭ୍ ରେ କ୍ଲିକ୍ କରନ୍ତୁ |
04:12 | ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ |
04:15 | ପୂର୍ବ ଭଳି କମ୍ପାଇଲ୍ କରନ୍ତୁ, ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ |
04:19 | ହଁ, ଏହା କାମ କରୁଛି |
04:21 | ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ ଏକଜେକ୍ୟୁଟ୍ କରିବା |
04:25 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
04:28 | ମୁଁ ଏଠାରେ କିଛି ପରିବର୍ତ୍ତନ କରିବି |
04:30 | ପ୍ରଥମେ କୀ’ବୋର୍ଡରେ ଏକକାଳୀନ Shift , Ctrl ଓ S କ’ ଦାବନ୍ତୁ |
04:38 | ଏବେ ଡଟ୍ ସିପିପି (.cpp) ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ ଓ ସେଭ୍ କ୍ଲିକ୍ କରନ୍ତୁ |
04:44 | header file କୁ iostream ଭାବେ ପରିବର୍ତ୍ତନ କରିବା |
04:49 | ବର୍ତ୍ତମାନ using ଷ୍ଟେଟମେଣ୍ଟ୍ ମିଶାନ୍ତୁ |
04:55 | C++ରେ ଏକ ଏରେର ଡିକ୍ଲାରେସନ୍ ଓ ଇନିସିଆଲାଇଜେସନ୍ ସମାନ ଅଟେ |
05:01 | ତେଣୁ ଏଠାରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ |
05:04 | ଏବେ printf ଷ୍ଟେଟମେଣ୍ଟ ସ୍ଥାନରେ cout ଷ୍ଟେଟମେଣ୍ଟ ରଖିବା |
05:09 | ଫର୍ମାଟ୍ ସ୍ପେସିଫାୟର୍ ଓ ବ୍ୟାକସ୍ଲାସ୍ n (\n) ଡିଲିଟ୍ କରନ୍ତୁ, ଏବେ କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
05:17 | ଏଠାରେ ବ୍ରାକେଟ୍ ଡିଲିଟ୍ କରନ୍ତୁ. ପୁନର୍ବାର ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ଭିତରେ ବ୍ୟାକସ୍ଲାସ୍ n (\n) ଟାଇପ୍ କରନ୍ତୁ |
05:26 | ସେଭ୍ ରେ କ୍ଲିକ୍ କରନ୍ତୁ |
05:29 | ଏକଜେକ୍ୟୁଟ୍ କରିବା, ଟର୍ମିନାଲ୍ କୁ ଫେରିଆସନ୍ତୁ |
05:32 | କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ array ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ array1 ଟାଇପ୍ କରନ୍ତୁ |
05:42 | ଏଠାରେ array1 ଅଛି, କାରଣ ଆମେ array dot c ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ arrayକୁ ଓଭର୍ ରାଇଟ୍ କରିବାକୁ ଚାହୁଁନେ |
05:51 | ଏଣ୍ଟର ଦାବନ୍ତୁ |
05:54 | ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ ଡଟ୍ ସ୍ଲାସ୍ ଏରେ1(./array1) ଓ ଏଣ୍ଟର ଦାବନ୍ତୁ |
05:59 | ଆଉଟପୁଟ୍ ପ୍ରଦର୍ଶିତ ହେବ: The sum is 15 |
06:02 | ଦେଖନ୍ତୁ, ଏହା C କୋଡ୍ ଭଳି ସମାନ ଅଟେ |
06:07 | ଏବେ ଆମେ, ଅନ୍ୟ କମନ୍ ଏରର୍ ଦେଖିବା |
06:10 | ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
06:12 | ଧରାଯାଉ, ଧାଡ଼ି ସଂଖ୍ୟା 7ରେ, |
06:14 | ମୁଁ star[1], star[2] ଓ star[3]; ଟାଇପ୍ କରିବି |
06:23 | ସେଭ୍ କ୍ଲିକ୍ କରନ୍ତୁ |
06:24 | ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍ କୁ ଫେରିଆସନ୍ତୁ |
06:28 | ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି |
06:30 | ପୂର୍ବ ଭଳି କମ୍ପାଇଲ୍ କରିବା |
06:33 | ପୂର୍ବ ଭଳି ଏକଜେକ୍ୟୁଟ୍ କରିବା |
06:36 | ଆମେ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ପାଇଲେ |
06:39 | ଏହାର କାରଣ ହେଉଛି ଏରେ ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ |
06:43 | ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ. ଆମେ ଏଠାରେ ଏରେ ଇଣ୍ଡେକ୍ସ ଏକରୁ ଆରମ୍ଭ ହୋଇଥିବା ଦେଖିପାରୁଛେ |
06:49 | ତେଣୁ ଏହା ଏକ ଏରର୍ ଦେଉଛି. ଆସନ୍ତୁ ଏରର୍ ଫିକ୍ସ କରିବା |
06:54 | ଏଠାରେ ଟାଇପ୍ କରନ୍ତୁ 0, 1 ଓ 2. ସେଭ୍ କ୍ଲିକ୍ କରନ୍ତୁ |
07:02 | ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍ କୁ ଫେରିଆସନ୍ତୁ |
07:05 | ପୂର୍ବ ଭଳି କମ୍ପାଇଲ୍ କରନ୍ତୁ. ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ |
07:09 | ହଁ, ଏହା କାମ କରୁଛି |
07:12 | ଏବେ, ସ୍ଲାଇଡ୍ସକୁ ଫେରିଯିବା |
07:14 | ସଂକ୍ଷିପ୍ତରେ |
07:16 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
07:19 | * ଏରେଜ୍ |
07:20 | * ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଘୋଷିତ କରିବା |
07:23 | * ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଇନିସିଆଲାଇଜ୍ କରିବା |
07:26 | ଉଦାହରଣ: int star[3]={4, 5, 6} |
07:31 | ଏରେ ଏଲେମେଣ୍ଟଗୁଡ଼ିକୁ ଆଡ୍ କରିବା, ଉଦାହରଣ- ସମ୍ = ଷ୍ଟାର୍ 0 ପ୍ଲସ ଷ୍ଟାର୍ 1 ପ୍ଲସ ଷ୍ଟାର୍ 2 |
07:40 | ଏକ ଆସାଇନ୍ମେଣ୍ଟ ଭାବେ- |
07:41 | ଏକ ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟର ପାର୍ଥକ୍ୟ ଗଣନା କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ |
07:47 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
07:50 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:00 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:03 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:06 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org) |
08:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:17 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:25 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:30 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
08:33 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |