Difference between revisions of "LibreOffice-Suite-Impress/C2/Introduction-to-LibreOffice-Impress/Oriya"
From Script | Spoken-Tutorial
(Created page with "Introduction to Impress {| border=1 || '''Time''' || '''Narration''' |- ||00:00 || ଲିବର୍ ଅଫିସ୍ ଇମ୍ପ୍ର...") |
|||
Line 142: | Line 142: | ||
|- | |- | ||
||03:14 | ||03:14 | ||
− | || ସିଲେକ୍ଟ ଆନ୍ ଆଉଟପୁଟ୍ | + | || ସିଲେକ୍ଟ ଆନ୍ ଆଉଟପୁଟ୍ ମିଡିଅମ୍ ଫିଲ୍ଡରେ ଅରିଜିନାଲ୍ ସିଲେକ୍ଟ କରନ୍ତୁ |
|- | |- | ||
Line 186: | Line 186: | ||
|- | |- | ||
||04:04 | ||04:04 | ||
− | || ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ ଏବେ ଆପଣ | + | || ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ ଏବେ ଆପଣ ନିଜର ପ୍ରଥମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କଲେ | |
|- | |- | ||
Line 214: | Line 214: | ||
|- | |- | ||
||04:48 | ||04:48 | ||
− | || ଆମେ ସାମ୍ପଲ୍ ଇମ୍ପ୍ରେସ୍ | + | || ଆମେ ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ କୁ ପୁଣି ଖୋଲିବା | ଫାଇଲ୍, ଓପନ୍ ରେ କ୍ଲିକ୍ କରି ସାମ୍ପଲ୍ ଇମ୍ପ୍ରେସ୍ ସିଲେକ୍ଟ କରନ୍ତୁ |
|- | |- | ||
Line 334: | Line 334: | ||
|- | |- | ||
||07:26 | ||07:26 | ||
− | || ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | + | || ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଆୟୋଜନ କରିଥାଏ |
|- | |- |
Revision as of 14:54, 28 January 2015
Time | Narration |
00:00 | ଲିବର୍ ଅଫିସ୍ ଇମ୍ପ୍ରେସ୍ ପରିଚୟ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:07 | ଲିବର୍ ଅଫିସ୍ ଇମ୍ପ୍ରେସ୍ ର ପରିଚୟ |
00:09 | ଇମ୍ପ୍ରେସ୍ ର ବିଭିନ୍ନ ଟୁଲ୍ ବାର୍ସ |
00:12 | ଏକ ନୂଆ ପ୍ରେଜେଣ୍ଟେଶନ୍ କିପରି କ୍ରିଏଟ୍ କରିବେ |
00:15 | MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ ଭାବରେ କିପରି ସେଭ୍ କରିବେ |
00:19 | ଏକ MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ କିପରି ଖୋଲିବେ |
00:22 | ଏବଂ ଏକ PDF ଡକ୍ୟୁମେଣ୍ଟ୍ ଭାବରେ କିପରି ଏକ୍ସପୋର୍ଟ କରିବେ |
00:27 | ଲିବର୍ ଅଫିସ୍ ଇମ୍ପ୍ରେସ୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ପ୍ରେଜେଣ୍ଟେଶନ୍ ମ୍ୟାନେଜର୍ |
00:32 | ଏଥିରେ ଶକ୍ତିଶାଳୀ ପ୍ରେଜେଣ୍ଟେଶନ୍ କ୍ରିଏଟ୍ ହୋଇପାରେ |
00:35 | ଏହା ମାଇକ୍ରୋସଫ୍ଟ ଅଫିସ୍ ପାୱର୍ ପଏଣ୍ଟ୍ ସମକକ୍ଷ ଅଟେ |
00:39 | ଲିବର୍ ଅଫିସ୍ ଇମ୍ପ୍ରେସ୍ ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ବ୍ୟବହାର ଓ ବିତରଣ ଦେୟମୁକ୍ତ ଅଟେ |
00:47 | ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବା ପାଇଁ |
00:50 | ଆପଣ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ MS ୱିଣ୍ଡୋସ୍ ୨୦୦୦ ଓ MS XP କିମ୍ୱା ୱିଣ୍ଡୋସ୍ ୭ ପରି ତାହାର ଉଚ୍ଚତର ଭର୍ସନ୍ କିମ୍ୱା GNU/ଲିନକ୍ସ ବ୍ୟବହାର କରିପାରିବେ | |
01:02 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
01:12 | ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, |
01:15 | ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଇମ୍ପ୍ରେସ୍ ଇନଷ୍ଟଲ୍ କରିହେବ |
01:19 | ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, |
01:22 | ଦୟାକରି ଏହି ୱେବସାଇଟ୍ ରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ନିର୍ଦ୍ଦେଶ ପାଳନପୂର୍ବକ ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ | |
01:32 | ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି |
01:38 | ମନେରଖନ୍ତୁ, ଇମ୍ପ୍ରେସ୍ ଇନଷ୍ଟଲ୍ କରିବା ସମୟରେ Complete ଅପ୍ସନ୍ ବ୍ୟବହାର କରନ୍ତୁ | |
01:43 | ଯଦି ଆପଣ ପୂର୍ବରୁ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, |
01:46 | ତେବେ, ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ଥିବା ଆପ୍ଲିକେଶନ୍, ତା’ପରେ ଅଫିସ୍ ଓ ତା’ପରେ ଲିବର୍ ଅଫିସ୍ ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ଇମ୍ପ୍ରେସ୍ ପାଇପାରିବେ |
01:58 | ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ |
02:03 | ଇମ୍ପ୍ରେସ୍ କୁ ଆକ୍ସେସ୍ କରିବା ପାଇଁ, ପ୍ରେଜେଣ୍ଟେଶନ୍ କମ୍ପୋନେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ | ନୂଆ ଡାୟଲଗ୍ ବକ୍ସରେ କ୍ରିଏଟ୍ କ୍ଲିକ୍ କରନ୍ତୁ | |
02:13 | ଏହା, ମୁଖ୍ୟ ଇମ୍ପ୍ରେସ୍ ୱିଣ୍ଡୋରେ ଏକ ଖାଲି ପ୍ରେଜେଣ୍ଟେଶନ୍ ଖୋଲିବ |
02:18 | ଏବେ ଆସନ୍ତୁ, ଇମ୍ପ୍ରେସ୍ ୱିଣ୍ଡୋର ମୁଖ୍ୟ କମ୍ପୋନେଣ୍ଟ୍ ବିଷୟରେ ଶିଖିବା |
02:22 | ଇମ୍ପ୍ରେସ୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଛି, ଯେପରି ଟାଇଟଲ୍ ବାର୍, ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍ |
02:36 | ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଆମେ ଟୁଲ୍ ବାର୍ସ ବିଷୟରେ ଅଧିକ ଶିଖିବା |
02:41 | ଆମର ପ୍ରଥମ ପ୍ରେଜେଣ୍ଟେଶନ୍ ଉପରେ କାମ କରିବାକୁ ଆମେ ଏବେ ପ୍ରସ୍ତୁତ | ଏବେ ଏହି ଫାଇଲ୍ କୁ ବନ୍ଦ କରନ୍ତୁ |
02:47 | ଆପ୍ଲିକେଶନ୍ କୁ ଯାଆନ୍ତୁ, ଅଫିସ୍ ଉପରେ କ୍ଲିକ୍ କରିବା ପରେ ଲିବର୍ ଅଫିସ୍ ଇମ୍ପ୍ରେସ୍ ଉପରେ କ୍ଲିକ୍ କରନ୍ତୁ |
02:56 | ଫ୍ରମ୍ ଟେମ୍ପଲେଟ୍ କ୍ଲିକ୍ କରନ୍ତୁ |
02:59 | ଏକ ଷ୍ଟ୍ରାଟେଜୀର ରେକମେଣ୍ଡେଶନ୍ ସିଲେକ୍ଟ କରି ନେକ୍ସଟ୍ ବଟନ୍ ରେ କ୍ଲିକ୍ କରନ୍ତୁ |
03:06 | ସିଲେକ୍ଟ ଏ ସ୍ଲାଇଡ୍ ଡିଜାଇନ୍ ଡ୍ରପ୍ ଡାଉନ୍ ରେ, ପ୍ରେଜେଣ୍ଟେଶନ୍ ବ୍ୟାକଗ୍ରାଉଣ୍ଡ୍ ସିଲେକ୍ଟ କରି ବ୍ଲୁ ବର୍ଡର୍ ସିଲେକ୍ଟ କରନ୍ତୁ |
03:14 | ସିଲେକ୍ଟ ଆନ୍ ଆଉଟପୁଟ୍ ମିଡିଅମ୍ ଫିଲ୍ଡରେ ଅରିଜିନାଲ୍ ସିଲେକ୍ଟ କରନ୍ତୁ |
03:19 | ନେକ୍ସଟ୍ କ୍ଲିକ୍ କରନ୍ତୁ |
03:22 | ସ୍ଲାଇଡ୍ ଟ୍ରାଜିଶନ୍ ଗଠନ ପାଇଁ ଏହା ହେଉଛି ପଦକ୍ଷେପ |
03:26 | ସମସ୍ତ ଅପ୍ସନ୍ସକୁ ଅପରିବର୍ତ୍ତିତ ରଖି ନେକ୍ସଟ୍ କ୍ଲିକ୍ କରନ୍ତୁ |
03:32 | ’ହ୍ୱାଟ୍ ଇଜ୍ ୟୋର୍ ନେମ୍’ ଫିଲ୍ଡରେ, ଆପଣ, ନିଜର କିମ୍ୱା ନିଜ ଅନୁଷ୍ଠାନର ନାମ ଟାଇପ୍ କରିପାରିବେ | ମୁଁ A1 ସର୍ଭିସ୍ ଟାଇପ୍ କରିବି |
03:41 | ’ହ୍ୱାଟ୍ ଇଜ୍ ଦି ସବଜେକ୍ଟ ଅଫ୍ ୟୋର୍ ପ୍ରେଜେଣ୍ଟେଶନ୍’ ଫିଲ୍ଡରେ ’ବେନେଫିଟ୍ସ ଅଫ୍ ଓପନ୍ ସୋର୍ସ’ ଟାଇପ୍ କରନ୍ତୁ | |
03:47 | ନେକ୍ସଟ୍ କ୍ଲିକ୍ କରନ୍ତୁ |
03:49 | ଏହି ପଦାଙ୍କ ପ୍ରେଜେଣ୍ଟେଶନ୍ ବର୍ଣ୍ଣନା କରେ |
03:52 | ସମସ୍ତ ଅପ୍ସନ୍ ଡିଫଲ୍ଟ ଦ୍ୱାରା ସିଲେକ୍ଟ ହୋଇଛି | କିଛି ପରିବର୍ତ୍ତନ କରନ୍ତୁ ନାହିଁ |
03:58 | ପ୍ରେଜେଣ୍ଟେଶନ୍ ପାଇଁ ସେଗୁଡ଼ିକ ହେଉଛି ନମୁନା ହେଡିଙ୍ଗ୍ସ |
04:01 | କ୍ରିଏଟ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:04 | ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ ଏବେ ଆପଣ ନିଜର ପ୍ରଥମ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କଲେ | |
04:09 | ପ୍ରେଜେଣ୍ଟେଶନ୍ ସେଭ୍ କରିବା ବିଷୟରେ ଜାଣନ୍ତୁ |
04:13 | ଫାଇଲ୍ ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ |
04:15 | ସେଭ୍ ଡାୟଲଗ୍ ବକ୍ସ ଖୋଲିବ | ଏହି ଫାଇଲ୍ ର ନାମ ଭାବରେ ସାମ୍ପଲ୍-ଇମ୍ପ୍ରେସ୍ ଟାଇପ୍ କରି ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:25 | ଧ୍ୟାନଦିଅନ୍ତୁ ଯେ, ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ .odp ଏକ୍ସଟେନ୍ସନ୍ ସହିତ ସେଭ୍ ହେବ |
04:33 | ଏବେ ଫାଇଲ୍ କ୍ଲୋଜ୍ କରନ୍ତୁ | କ୍ଲୋଜ୍ କରିବା ପାଇଁ ଫାଇଲ୍ ଓ କ୍ଲୋଜ୍ କ୍ଲିକ୍ କରନ୍ତୁ | |
04:40 | ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ କୁ MS ପାୱର୍ ପଏଣ୍ଟ୍ ଭାବରେ କିପରି ସେଭ୍ କରିହେବ, ଆସନ୍ତୁ ଶିଖିବା |
04:48 | ଆମେ ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ କୁ ପୁଣି ଖୋଲିବା | ଫାଇଲ୍, ଓପନ୍ ରେ କ୍ଲିକ୍ କରି ସାମ୍ପଲ୍ ଇମ୍ପ୍ରେସ୍ ସିଲେକ୍ଟ କରନ୍ତୁ |
04:59 | ଡିଫଲ୍ଟ ଭାବରେ ଲିବର୍ ଅଫିସ୍ ଇମ୍ପ୍ରେସ୍ ଡକ୍ୟୁମେଣ୍ଟଗୁଡ଼ିକୁ ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ (ODP)ରେ ସେଭ୍ କରେ |
05:06 | ମାଇକ୍ରୋସଫ୍ଟ୍ ପାୱର୍ ପଏଣ୍ଟ୍ ଭାବରେ ସେଭ୍ କରିବାକୁ, |
05:11 | ଫାଇଲ୍ ଓ ସେଭ୍ ଆଜ୍ କ୍ଲିକ୍ କରନ୍ତୁ |
05:14 | ଫାଇଲ୍ ଟାଇପ୍ ରେ “Microsoft PowerPoint” ଚୟନ କରନ୍ତୁ |
05:18 | ଫାଇଲ୍ ସେଭ୍ କରିବା ପାଇଁ ଲୋକେଶନ୍ ଚୟନ କରନ୍ତୁ |
05:20 | ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:24 | Keep Current Format ବଟନ୍ ରେ କ୍ଲିକ୍ କରନ୍ତୁ | ଫାଇଲ୍ ଟି ଏବେ ppt ଭାବରେ ସେଭ୍ ହୋଇଗଲା |
05:33 | ଫାଇଲ୍ ଓ କ୍ଲୋଜ୍ ରେ କ୍ଲିକ୍ କରି ଏହି ଫାଇଲ୍ କୁ ବନ୍ଦ କରନ୍ତୁ |
05:36 | ଏହାପରେ, ଏକ ମାଇକ୍ରୋସଫ୍ଟ ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ କୁ ଲିବର୍ ଅଫିସ୍ ଇମ୍ପ୍ରେସ୍ ରେ କିପରି ଖୋଲାଯାଏ, ଦେଖିବା |
05:44 | ଫାଇଲ୍ ଓ ଓପନ୍ ରେ କ୍ଲିକ୍ କରନ୍ତୁ |
05:46 | ଆପଣ ଖୋଲିବାକୁ ଚାହୁଁଥିବା ppt ପାଇଁ ବ୍ରାଉଜ୍ କରନ୍ତୁ |
05:50 | ଫାଇଲ୍ ସିଲେକ୍ଟ କରି ଓପନ୍ ରେ କ୍ଲିକ୍ କରନ୍ତୁ |
05:54 | ଶେଷରେ, ଲିବର୍ ଅଫିସ୍ ପ୍ରେଜେଣ୍ଟେଶନ୍ କୁ PDF ଫାଇଲ୍ ଭାବରେ କିପରି ଏକ୍ସପୋର୍ଟ କରାଯାଏ, ଶିଖିବା |
06:01 | ଫାଇଲ୍ ଓ ଏକ୍ସପୋର୍ଟ ଆଜ୍ PDFରେ କ୍ଲିକ୍ କରନ୍ତୁ | PDF ଅପ୍ସନ୍ ଡାୟଲଗ୍ ବକ୍ସରେ ସମସ୍ତ ଅପ୍ସନ୍ କୁ ଅପରିବର୍ତ୍ତିତ ରଖି ଏକ୍ସପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:12 | ଫାଇଲ୍ ନେମ୍ ଫିଲ୍ଡରେ ସାମ୍ପଲ୍ ଇମ୍ପ୍ରେସ୍ ଟାଇପ୍ କରନ୍ତୁ |
06:16 | ସେଭ୍ ଇନ୍ ଫୋଲ୍ଡର୍ ଫିଲ୍ଡରେ, ଆପଣ ଫାଇଲ୍ ଟିକୁ ରଖିବାକୁ ଚାହୁଁଥିବା ସ୍ଥାନ ଚୟନ କରି ସେଭ୍ କ୍ଲିକ୍ କରନ୍ତୁ |
06:23 | ଡକ୍ୟୁମେଣ୍ଟ୍ ଟି ଏବେ ଡେସ୍କଟପ୍ ରେ PDF ଫାଇଲ୍ ଭାବରେ ସେଭ୍ ହୋଇଗଲା |
06:29 | ଏହା ଆମକୁ ଲିବର୍ ଅଫିସ୍ ଇମ୍ପ୍ରେସ୍ ଉପରେ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:34 | ସଂକ୍ଷେପରେ ଆମେ ଯାହା ଶିଖିଲେ |
06:39 | ଇମ୍ପ୍ରେସ୍ ରେ ବିଭିନ୍ନ ଟୁଲ୍ ବାର୍ସ |
06:42 | ଏକ ନୂଆ ପ୍ରେଜେଣ୍ଟେଶନ୍ କିପରି କ୍ରିଏଟ୍ କରାଯାଏ |
06:45 | MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ ଭାବରେ କିପରି ସେଭ୍ କରାଯାଏ |
06:49 | ଏକ MS ପାୱର୍ ପଏଣ୍ଟ୍ ପ୍ରେଜେଣ୍ଟେଶନ୍ କୁ କିପରି ଖୋଲିବେ ଓ PDF ଡକ୍ୟୁମେଣ୍ଟ୍ ଭାବରେ କିପରି ଏକ୍ସପୋର୍ଟ କରିବେ |
06:58 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
07:00 | ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲନ୍ତୁ | ପ୍ରଥମ ସ୍ଲାଇଡ୍ ରେ କିଛି ଲେଖନ୍ତୁ |
07:05 | ତାହାକୁ MS ପାୱର୍ ପଏଣ୍ଟ୍ ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରି କ୍ଲୋଜ୍ କରନ୍ତୁ |
07:11 | ଏବେ ସେହି ଫାଇଲ୍ କୁ ପୁଣି ଖୋଲନ୍ତୁ |
07:15 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:22 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:26 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଆୟୋଜନ କରିଥାଏ |
07:32 | ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ |
07:36 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:42 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
07:55 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
08:07 | ଆଇଆଇଟି ମୁମ୍ୱୈ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |