Difference between revisions of "C-and-Cpp/C2/First-C-Program/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
| 00:01
+
|00:01
| “ପ୍ରଥମ C ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
+
|“ପ୍ରଥମ C ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
 +
 
 
|-
 
|-
| 00:05
+
|00:05
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
 +
 
 
|-
 
|-
| 00:08
+
|00:08
| * ଏକ ସରଳ C ପ୍ରୋଗ୍ରାମ୍ କିପରି ଲେଖାଯାଏ  
+
|ଏକ ସରଳ C ପ୍ରୋଗ୍ରାମ୍ କିପରି ଲେଖାଯାଏ  
 +
 
 
|-
 
|-
| 00:11
+
|00:11
| *ତାହାକୁ କିପରି କମ୍ପାଇଲ୍ କରାଯାଏ  
+
|ତାହାକୁ କିପରି କମ୍ପାଇଲ୍ କରାଯାଏ  
 +
 
 
|-
 
|-
| 00:13
+
|00:13
| * ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.
+
|ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.
 +
 
 
|-
 
|-
 
|00:18
 
|00:18
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ  
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ  
 +
 
 
|-
 
|-
| 00:21
+
|00:21
| ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ ଜିସିସି କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି.
+
|ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ ଜିସିସି କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି.
 +
 
 
|-
 
|-
| 00:31
+
|00:31
| ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,
+
|ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,
 +
 
 
|-
 
|-
| 00:33
+
|00:33
| ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ହେବା ଉଚିତ.
+
|ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ହେବା ଉଚିତ.
 +
 
 
|-
 
|-
| 00:38
+
|00:38
| କିଛି ଏଡିଟର୍ ହେଉଛି '''vim''' ଓ '''gedit'''.
+
|କିଛି ଏଡିଟର୍ ହେଉଛି '''vim''' ଓ '''gedit'''.
 +
 
 
|-
 
|-
| 00:42
+
|00:42
| ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
+
|ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
 +
 
 
|-
 
|-
| 00:45
+
|00:45
| ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
+
|ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
 +
 
 
|-
 
|-
 
|00:51
 
|00:51
| ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
+
|ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
 +
 
 
|-
 
|-
| 00:55
+
|00:55
| କୀ’ବୋର୍ଡରେ ଏକାସାଙ୍ଗରେ '''Ctrl, Alt and T ''' ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
+
|କୀ’ବୋର୍ଡରେ ଏକାସାଙ୍ଗରେ '''Ctrl, Alt and T ''' ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
 +
 
 
|-
 
|-
| 01:07
+
|01:07
| ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
+
|ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
 +
 
 
|-
 
|-
| 01:12
+
|01:12
 
|'''“ଜିଏଡିଟ୍”''' ସ୍ପେସ୍ '''“ଟକ୍”''' ଡଟ୍ '''“c”''' ସ୍ପେସ୍ “&”''' ଚିହ୍ନ ଟାଇପ୍ କରିବା.
 
|'''“ଜିଏଡିଟ୍”''' ସ୍ପେସ୍ '''“ଟକ୍”''' ଡଟ୍ '''“c”''' ସ୍ପେସ୍ “&”''' ଚିହ୍ନ ଟାଇପ୍ କରିବା.
 +
 
|-
 
|-
| 01:20
+
|01:20
 
|'''ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ. '''
 
|'''ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ. '''
 +
 
|-
 
|-
| 01:24
+
|01:24
| ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C” ଫାଇଲଗୁଡ଼ିକର “”.C”” (dot C) ଏକ୍ସଟେନ୍ସନ୍ ଥାଏ.
+
|ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C” ଫାଇଲଗୁଡ଼ିକର “”.C”” (dot C) ଏକ୍ସଟେନ୍ସନ୍ ଥାଏ.
 +
 
 
|-
 
|-
 
|01:30
 
|01:30
| ଏବେ, “ଏଣ୍ଟର୍” ଦାବନ୍ତୁ,
+
|ଏବେ, “ଏଣ୍ଟର୍” ଦାବନ୍ତୁ,
 +
 
 
|-
 
|-
| 01:32
+
|01:32
| ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି  
+
|ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି  
 +
 
 
|-
 
|-
| 01:36
+
|01:36
| ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.  
+
|ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.  
 +
 
 
|-
 
|-
| 01:39
+
|01:39
| ଡବଲ୍ ସ୍ଲାଶ୍ '''“//”''' ସ୍ପେସ୍  
+
|ଡବଲ୍ ସ୍ଲାଶ୍ '''“//”''' ସ୍ପେସ୍  
 +
 
 
|-
 
|-
| 01:42
+
|01:42
 
|'''“My first C program” ଟାଇପ୍ କରନ୍ତୁ.'''
 
|'''“My first C program” ଟାଇପ୍ କରନ୍ତୁ.'''
 +
 
|-
 
|-
 
|01:48
 
|01:48
| ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
+
|ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
 +
 
 
|-
 
|-
| 01:52
+
|01:52
| ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
+
|ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
 +
 
 
|-
 
|-
| 01:56
+
|01:56
| ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
+
|ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
 +
 
 
|-
 
|-
| 01:58  
+
|01:58  
| ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
+
|ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
 +
 
 
|-
 
|-
| 02:01
+
|02:01
| ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ.
+
|ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ.
 +
 
 
|-
 
|-
| 02:07  
+
|02:07  
| ଏବେ, ଏଣ୍ଟର୍ ଦାବନ୍ତୁ.
+
|ଏବେ, ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
 
|02:09
 
|02:09
| (ହାଶ୍) '''“#include”''' ସ୍ପେସ୍ ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
+
|(ହାଶ୍) '''“#include”''' ସ୍ପେସ୍ ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
 +
 
 
|-
 
|-
| 02:17
+
|02:17
| ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
+
|ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
 +
 
 
|-
 
|-
| 02:24
+
|02:24
| ଏବେ ବ୍ରାକେଟ୍ ଭିତରେ '''“ଷ୍ଟୁଡିଓ”''' “(ଡଟ୍).” “'''h” ''' ଟାଇପ୍ କରନ୍ତୁ.
+
|ଏବେ ବ୍ରାକେଟ୍ ଭିତରେ '''“ଷ୍ଟୁଡିଓ”''' “(ଡଟ୍).” “'''h” ''' ଟାଇପ୍ କରନ୍ତୁ.
 +
 
 
|-
 
|-
| 02:30
+
|02:30
| “ଷ୍ଟୁଡିଓ.h” ହେଉଛି ଏକ ହେଡର୍ ଫାଇଲ୍.
+
|“ଷ୍ଟୁଡିଓ.h” ହେଉଛି ଏକ ହେଡର୍ ଫାଇଲ୍.
 +
 
 
|-
 
|-
| 02:33
+
|02:33
| ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ବ୍ୟବହାର କରିବାବେଳେ ଗୋଟିଏ ପ୍ରୋଗ୍ରାମ୍ ରେ ଏହି ହେଡର୍ ଫାଇଲ୍ ନିଶ୍ଚିତ ଥିବା ଦରକାର.
+
|ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ବ୍ୟବହାର କରିବାବେଳେ ଗୋଟିଏ ପ୍ରୋଗ୍ରାମ୍ ରେ ଏହି ହେଡର୍ ଫାଇଲ୍ ନିଶ୍ଚିତ ଥିବା ଦରକାର.
 +
 
 
|-
 
|-
| 02:41
+
|02:41
| ଏଣ୍ଟର୍ ଦାବନ୍ତୁ.
+
|ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 02:43
+
|02:43
|   ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
+
|ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
 +
 
 
|-
 
|-
| 02:50
+
|02:50
| “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
+
|“main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
 +
 
 
|-
 
|-
| 02:52
+
|02:52
| ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
+
|ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
 +
 
 
|-
 
|-
| 02:58
+
|02:58
| ଓପନିଙ୍ଗ୍ ବ୍ରାକେଟ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
+
|ଓପନିଙ୍ଗ୍ ବ୍ରାକେଟ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
 +
 
 
|-
 
|-
| 03:04
+
|03:04
| “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
+
|“main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
 +
 
 
|-
 
|-
| 03:11
+
|03:11
| ଏଠାରେ “int” “main ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ.
+
|ଏଠାରେ “int” “main ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ.
 +
 
 
|-
 
|-
| 03:15
+
|03:15
| ଏହା, “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.
+
|ଏହା, “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.
 +
 
 
|-
 
|-
| 03:18
+
|03:18
| ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
+
|ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
 +
 
 
|-
 
|-
| 03:23
+
|03:23
| ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା. ପରବର୍ତ୍ତୀ ସ୍ଲାଇଡ୍ କୁ ଯିବା.
+
|ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା. ପରବର୍ତ୍ତୀ ସ୍ଲାଇଡ୍ କୁ ଯିବା.
 +
 
 
|-
 
|-
| 03:29
+
|03:29
| ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ ମେନ୍ () ଫଙ୍କସନ୍ ରହିବା ଉଚିତ.
+
|ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ ମେନ୍ () ଫଙ୍କସନ୍ ରହିବା ଉଚିତ.
 +
 
 
|-
 
|-
| 03:33
+
|03:33
| ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
+
|ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
 +
 
 
|-
 
|-
| 03:36
+
|03:36
| ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
+
|ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
 +
 
 
|-
 
|-
| 03:41
+
|03:41
| ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
+
|ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
 +
 
 
|-
 
|-
| 03:46
+
|03:46
| ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
+
|ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
 +
 
 
|-
 
|-
| 03:52
+
|03:52
| ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
+
|ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
 +
 
 
|-
 
|-
| 03:55
+
|03:55
| ଏଣ୍ଟର୍ ଦାବନ୍ତୁ.
+
|ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 03:58
+
|03:58
 
|ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
 
|ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
 +
 
|-
 
|-
| 04:00
+
|04:00
| “ଫଙ୍କସନ୍” “ମେନ୍”ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
+
|“ଫଙ୍କସନ୍” “ମେନ୍”ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
 +
 
 
|-
 
|-
| 04:04
+
|04:04
| ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
+
|ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
 +
 
 
|-
 
|-
| 04:08
+
|04:08
| “ଫଙ୍କସନ୍” “ମେନ୍”ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
+
|“ଫଙ୍କସନ୍” “ମେନ୍”ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
 +
 
 
|-
 
|-
| 04:13
+
|04:13
| ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
+
|ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
 +
 
 
|-
 
|-
| 04:16
+
|04:16
| ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
+
|ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
 +
 
 
|-
 
|-
| 04:20
+
|04:20
| କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
+
|କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
 +
 
 
|-
 
|-
| 04:23
+
|04:23
| ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
+
|ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
 +
 
 
|-
 
|-
| 04:25
+
|04:25
| ତେଣୁ, ଏଠାରେ ତିନୋଟି ସ୍ପେସ୍ ଦେଇ
+
|ତେଣୁ, ଏଠାରେ ତିନୋଟି ସ୍ପେସ୍ ଦେଇ
 +
 
 
|-
 
|-
| 04:29
+
|04:29
| “ପ୍ରିଣ୍ଟf” ଓପନିଙ୍ଗ୍ ବ୍ରାକେଟ୍ କ୍ଲୋଜିଙ୍ଗ୍ ବ୍ରାକେଟ୍ “()” ଟାଇପ୍ କରିବା.
+
|“ପ୍ରିଣ୍ଟf” ଓପନିଙ୍ଗ୍ ବ୍ରାକେଟ୍ କ୍ଲୋଜିଙ୍ଗ୍ ବ୍ରାକେଟ୍ “()” ଟାଇପ୍ କରିବା.
 +
 
 
|-
 
|-
| 04:34
+
|04:34
 
|ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “ପ୍ରିଣ୍ଟf” ହେଉଛି ଷ୍ଟାଣ୍ଡାର୍ଡ C ଫଙ୍କସନ୍.
 
|ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “ପ୍ରିଣ୍ଟf” ହେଉଛି ଷ୍ଟାଣ୍ଡାର୍ଡ C ଫଙ୍କସନ୍.
 +
 
|-
 
|-
| 04:39
+
|04:39
| ଏଠାରେ, ବ୍ରାକେଟ୍ ମଧ୍ୟରେ, ଡବଲ୍ କ୍ୱୋଟ୍ସ ଭିତରେ.
+
|ଏଠାରେ, ବ୍ରାକେଟ୍ ମଧ୍ୟରେ, ଡବଲ୍ କ୍ୱୋଟ୍ସ ଭିତରେ.
 +
 
 
|-
 
|-
| 04:43
+
|04:43
| “ପ୍ରିଣ୍ଟf”ରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ଟର୍ମିନାଲ୍ରେ ପ୍ରିଣ୍ଟ ହୋଇଯିବ.
+
|“ପ୍ରିଣ୍ଟf”ରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ଟର୍ମିନାଲ୍ରେ ପ୍ରିଣ୍ଟ ହୋଇଯିବ.
 +
 
 
|-
 
|-
| 04:50
+
|04:50
| “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
+
|“ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
 +
 
 
|-
 
|-
| 04:59
+
|04:59
| “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
+
|“ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
 +
 
 
|-
 
|-
| 05:03
+
|05:03
| ପରିଣାମସ୍ୱରୂପ, “ପ୍ରିଣ୍ଟf” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
+
|ପରିଣାମସ୍ୱରୂପ, “ପ୍ରିଣ୍ଟf” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
 +
 
 
|-
 
|-
| 05:10
+
|05:10
| ପ୍ରତ୍ୟେକ “C” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
+
|ପ୍ରତ୍ୟେକ “C” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
 +
 
 
|-
 
|-
| 05:15
+
|05:15
| ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
+
|ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
 +
 
 
|-
 
|-
| 05:19
+
|05:19
| “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ.
+
|“ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ.
 +
 
 
|-
 
|-
 
|05:24
 
|05:24
| ଏବେ, “ଏଣ୍ଟର୍” ଦାବି ତିନୋଟି ସ୍ପେସ୍ ଦିଅନ୍ତୁ.
+
|ଏବେ, “ଏଣ୍ଟର୍” ଦାବି ତିନୋଟି ସ୍ପେସ୍ ଦିଅନ୍ତୁ.
 +
 
 
|-
 
|-
 
|05:27
 
|05:27
| “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
+
|“ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
 +
 
 
|-
 
|-
| 05:34
+
|05:34
| ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
+
|ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
 +
 
 
|-
 
|-
| 05:38
+
|05:38
| ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
+
|ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
 +
 
 
|-
 
|-
| 05:45
+
|05:45
| ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
+
|ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
 +
 
 
|-
 
|-
| 05:51
+
|05:51
| ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
+
|ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
 +
 
 
|-
 
|-
| 05:55
+
|05:55
| ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
+
|ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 06:00
+
|06:00
| ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
+
|ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
 +
 
 
|-
 
|-
| 06:03
+
|06:03
| ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
+
|ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
 +
 
 
|-
 
|-
| 06:05
+
|06:05
| ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
+
|ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
 +
 
 
|-
 
|-
| 06:10
+
|06:10
| ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା, ଟର୍ମିନାଲ୍ କୁ ଫେରିଚାଲନ୍ତୁ.
+
|ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା, ଟର୍ମିନାଲ୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 06:15
+
|06:15
| '''“gcc”''' ସ୍ପେସ୍ '''“talk.c”''' ସ୍ପେସ୍ ହାଇଫେନ୍ “-'''o”''' ସ୍ପେସ୍ '''“myoutput”''' ଟାଇପ୍ କରନ୍ତୁ.
+
|'''“gcc”''' ସ୍ପେସ୍ '''“talk.c”''' ସ୍ପେସ୍ ହାଇଫେନ୍ “-'''o”''' ସ୍ପେସ୍ '''“myoutput”''' ଟାଇପ୍ କରନ୍ତୁ.
 +
 
 
|-
 
|-
| 06:24
+
|06:24
| '''gcc''' ହେଉଛି କମ୍ପାଇଲର୍,
+
|'''gcc''' ହେଉଛି କମ୍ପାଇଲର୍,
 +
 
 
|-
 
|-
| 06:27
+
|06:27
 
|'''talk.c''' ହେଉଛି ଆମ ଫାଇଲ୍ ନାମ.
 
|'''talk.c''' ହେଉଛି ଆମ ଫାଇଲ୍ ନାମ.
 +
 
|-
 
|-
| 06:30
+
|06:30
 
|'''-o''' '''myoutput''' କୁହେ ଯେ, ଏକଜେକ୍ୟୁଟେବଲ୍ କୁ '''myoutput''' ଫାଇଲ୍ କୁ ଯିବା ଉଚିତ.
 
|'''-o''' '''myoutput''' କୁହେ ଯେ, ଏକଜେକ୍ୟୁଟେବଲ୍ କୁ '''myoutput''' ଫାଇଲ୍ କୁ ଯିବା ଉଚିତ.
 +
 
|-
 
|-
| 06:37
+
|06:37
| “ଏଣ୍ଟର୍” ଦବାନ୍ତୁ.
+
|“ଏଣ୍ଟର୍” ଦବାନ୍ତୁ.
 +
 
 
|-
 
|-
| 06:39
+
|06:39
 
|ଦେଖନ୍ତୁ,  ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
 
|ଦେଖନ୍ତୁ,  ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
 +
 
|-
 
|-
| 06:42
+
|06:42
| ଶେଷ ଫାଇଲ୍ ଭାବେ “myoutput” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
+
|ଶେଷ ଫାଇଲ୍ ଭାବେ “myoutput” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
 +
 
 
|-
 
|-
| 06:54
+
|06:54
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./myoutput” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./myoutput” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
 
|07:01
 
|07:01
| “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
+
|“ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
 +
 
 
|-
 
|-
| 07:06
+
|07:06
| ମୁଁ ଯେପରି ପୂର୍ବରୁ କହିଥିଲି, ଏକଜେକ୍ୟୁଟ୍ ହେବାପାଇଁ ରିଟର୍ନ ହେଉଛି ଶେଷ ଷ୍ଟେଟମେଣ୍ଟ.
+
|ମୁଁ ଯେପରି ପୂର୍ବରୁ କହିଥିଲି, ଏକଜେକ୍ୟୁଟ୍ ହେବାପାଇଁ ରିଟର୍ନ ହେଉଛି ଶେଷ ଷ୍ଟେଟମେଣ୍ଟ.
 +
 
 
|-
 
|-
| 07:10
+
|07:10
| ରିଟର୍ନ ଷ୍ଟେଟମେଣ୍ଟ ପରେ ଆଉକିଛି ଏକଜେକ୍ୟୁଟ୍ ହେବନାହିଁ. ଚାଲନ୍ତୁ, ଏହା ଦେଖିବା.
+
|ରିଟର୍ନ ଷ୍ଟେଟମେଣ୍ଟ ପରେ ଆଉକିଛି ଏକଜେକ୍ୟୁଟ୍ ହେବନାହିଁ. ଚାଲନ୍ତୁ, ଏହା ଦେଖିବା.
 +
 
 
|-
 
|-
 
|07:15
 
|07:15
| ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
+
|ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
 +
 
 
|-
 
|-
| 07:17
+
|07:17
| “ରିଟର୍ନ” ଷ୍ଟେଟମେଣ୍ଟ୍ ପରେ, ଚାଲନ୍ତୁ, ଆଉଏକ “ପ୍ରିଣ୍ଟ୍f” ଷ୍ଟେଟମେଣ୍ଟ ମିଶାଇବା.
+
|“ରିଟର୍ନ” ଷ୍ଟେଟମେଣ୍ଟ୍ ପରେ, ଚାଲନ୍ତୁ, ଆଉଏକ “ପ୍ରିଣ୍ଟ୍f” ଷ୍ଟେଟମେଣ୍ଟ ମିଶାଇବା.
 +
 
 
|-
 
|-
| 07:22
+
|07:22
| ଏଠାରେ ଗୋଟିଏ ସ୍ପେସ୍ ଦେଇ ପ୍ରିଣ୍ଟf ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
+
|ଏଠାରେ ଗୋଟିଏ ସ୍ପେସ୍ ଦେଇ ପ୍ରିଣ୍ଟf ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
 +
 
 
|-
 
|-
| 07:27
+
|07:27
 
|ବ୍ରାକେଟ୍ ଭିତରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ “ୱେଲକମ୍ ବ୍ୟାକସ୍ଲାଶ୍ n, (\n)” ଟାଇପ୍ କରି ଶେଷରେ ଏକ ସେମିକଲନ୍ ଦିଅନ୍ତୁ.
 
|ବ୍ରାକେଟ୍ ଭିତରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ “ୱେଲକମ୍ ବ୍ୟାକସ୍ଲାଶ୍ n, (\n)” ଟାଇପ୍ କରି ଶେଷରେ ଏକ ସେମିକଲନ୍ ଦିଅନ୍ତୁ.
 +
 
|-
 
|-
| 07:35
+
|07:35
| ସେଭ୍ କ୍ଲିକ୍ କରନ୍ତୁ.
+
|ସେଭ୍ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 07:37
+
|07:37
| ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ, ଟର୍ମିନାଲ୍ କୁ ଫେରିଯାଆନ୍ତୁ.
+
|ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ, ଟର୍ମିନାଲ୍ କୁ ଫେରିଯାଆନ୍ତୁ.
 +
 
 
|-
 
|-
 
|07:41  
 
|07:41  
| “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
+
|“ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
 +
 
 
|-
 
|-
| 07:46
+
|07:46
| ତାହା ହିଁ ମୁଁ ଏବେ କଲି.
+
|ତାହା ହିଁ ମୁଁ ଏବେ କଲି.
 +
 
 
|-
 
|-
| 07:51
+
|07:51
| ଦେଖନ୍ତୁ, ଦ୍ୱିତୀୟ କମାଣ୍ଡ ’ୱେଲକମ୍” ଏକଜେକ୍ୟୁଟ୍ ହୋଇନାହିଁ.
+
|ଦେଖନ୍ତୁ, ଦ୍ୱିତୀୟ କମାଣ୍ଡ ’ୱେଲକମ୍” ଏକଜେକ୍ୟୁଟ୍ ହୋଇନାହିଁ.
 +
 
 
|-
 
|-
| 07:58
+
|07:58
| ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
+
|ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 08:00
+
|08:00
| ଆମେ ରିଟର୍ନ ଷ୍ଟେଟମେଣ୍ଟ ଉପରକୁ ’ୱେଲକମ୍’ ଷ୍ଟେଟମେଣ୍ଟ ଲେଖିବା.
+
|ଆମେ ରିଟର୍ନ ଷ୍ଟେଟମେଣ୍ଟ ଉପରକୁ ’ୱେଲକମ୍’ ଷ୍ଟେଟମେଣ୍ଟ ଲେଖିବା.
 +
 
 
|-
 
|-
| 08:06
+
|08:06
| “ସେଭ୍” ରେ କ୍ଲିକ୍ କରନ୍ତୁ.
+
|“ସେଭ୍” ରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 08:09
+
|08:09
| କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
+
|କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
 +
 
 
|-
 
|-
| 08:15
+
|08:15
| ଦେଖନ୍ତୁ, ଦ୍ୱିତୀୟ “ପ୍ରିଣ୍ଟf” ଷ୍ଟେଟମେଣ୍ଟ “ୱେଲକମ୍” ମଧ୍ୟ ଏକଜେକ୍ୟୁଟ୍ ହୋଇଗଲା.
+
|ଦେଖନ୍ତୁ, ଦ୍ୱିତୀୟ “ପ୍ରିଣ୍ଟf” ଷ୍ଟେଟମେଣ୍ଟ “ୱେଲକମ୍” ମଧ୍ୟ ଏକଜେକ୍ୟୁଟ୍ ହୋଇଗଲା.
 +
 
 
|-
 
|-
| 08:23
+
|08:23
| ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ. ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
+
|ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ. ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 08:29  
+
|08:29  
| ଧରନ୍ତୁ, ଏଠାରେ ମୁଁ “stdio.h”ରୁ ଡଟ୍ ଛାଡ଼ିଦେଇ “ସେଭ୍”ରେ କ୍ଲିକ୍ କରିବି.
+
|ଧରନ୍ତୁ, ଏଠାରେ ମୁଁ “stdio.h”ରୁ ଡଟ୍ ଛାଡ଼ିଦେଇ “ସେଭ୍”ରେ କ୍ଲିକ୍ କରିବି.
 +
 
 
|-
 
|-
| 08:36
+
|08:36
| କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
+
|କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
 +
 
 
|-
 
|-
| 08:41
+
|08:41
| ଆମେ ଦେଖୁଛେ ଯେ,
+
|ଆମେ ଦେଖୁଛେ ଯେ,ଆମ “ଟକ୍.ସି” ଫାଇଲ୍ ରେ ଥିବା ଦ୍ୱିତୀୟ ଲାଇନ୍ ରେ ଏକ ଫେଟାଲ୍ ଏରର୍ ଅଛି.
 +
 
 
|-
 
|-
| 08:42
+
|08:48
| ଆମ “ଟକ୍.ସି” ଫାଇଲ୍ ରେ ଥିବା ଦ୍ୱିତୀୟ ଲାଇନ୍ ରେ ଏକ ଫେଟାଲ୍ ଏରର୍ ଅଛି.
+
|କମ୍ପାଇଲର୍, “stdioh” ନାମକ କୌଣସି “ହେଡର୍ ଫାଇଲ୍” ପାଉନାହିଁ . ତେଣୁ ଏହା,  "no such file or directory" ବୋଲି ଏକ ଏରର୍ ଦିଏ.
 +
 
 
|-
 
|-
| 08:48
+
|08:59
| କମ୍ପାଇଲର୍, “stdioh” ନାମକ କୌଣସି “ହେଡର୍ ଫାଇଲ୍” ପାଉନାହିଁ . ତେଣୁ ଏହା,  "no such file or directory" ବୋଲି ଏକ ଏରର୍ ଦିଏ.
+
|ଆଉ, କମ୍ପାଇଲର୍ ଟର୍ମିନେଟ୍ ହୋଇଯାଏ.
 +
 
 
|-
 
|-
| 08:59
+
|09:03
| ଆଉ, କମ୍ପାଇଲର୍ ଟର୍ମିନେଟ୍ ହୋଇଯାଏ.
+
|ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯାଇ ଏହି ଏରର୍ ଫିକ୍ସ କରିବା. ଡଟ୍ “.” କୁ ରିଇନ୍ସର୍ଟ କରି ସେଭ୍ ରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 09:03
+
|09:11
| ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯାଇ ଏହି ଏରର୍ ଫିକ୍ସ କରିବା. ଡଟ୍ “.” କୁ ରିଇନ୍ସର୍ଟ କରି ସେଭ୍ ରେ କ୍ଲିକ୍ କରନ୍ତୁ.
+
|ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. ହଁ, ଏହା କାମ କରୁଛି.
 +
 
 
|-
 
|-
| 09:11
+
|09:19
| ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. ହଁ, ଏହା କାମ କରୁଛି.
+
|ମୁଁ ଆପଣଙ୍କୁ ଅନ୍ୟଏକ ସାଧାରଣ ଏରର୍ ଦେଖାଇବି.
|-
+
 
| 09:19
+
| ମୁଁ ଆପଣଙ୍କୁ ଅନ୍ୟଏକ ସାଧାରଣ ଏରର୍ ଦେଖାଇବି.
+
 
|-
 
|-
 
|09:22  
 
|09:22  
| ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯିବା.
+
|ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯିବା.
 +
 
 
|-
 
|-
| 09:25
+
|09:25
| ବର୍ତ୍ତମାନ, ଧରନ୍ତୁ ମୁଁ ଏହି ଲାଇନ୍ ଶେଷରେ “ସେମିକଲନ୍” ଛାଡ଼ିଦେବି.  
+
|ବର୍ତ୍ତମାନ, ଧରନ୍ତୁ ମୁଁ ଏହି ଲାଇନ୍ ଶେଷରେ “ସେମିକଲନ୍” ଛାଡ଼ିଦେବି.  
 +
 
 
|-
 
|-
| 09:31
+
|09:31
| “ସେଭ୍” ରେ କ୍ଲିକ୍ କରନ୍ତୁ. କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
+
|“ସେଭ୍” ରେ କ୍ଲିକ୍ କରନ୍ତୁ. କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
 +
 
 
|-
 
|-
| 09:41
+
|09:41
| ଆମ ଟକ୍.ସି ଫାଇଲ୍ ରେ ଥିବା ଲାଇନ୍ ୬ରେ ଆମେ ଏକ ଏରର୍ "expected ';' (ସେମିକଲନ୍) before 'printf'" ଦେଖିବାକୁ ପାଉଛେ,.
+
|ଆମ ଟକ୍.ସି ଫାଇଲ୍ ରେ ଥିବା ଲାଇନ୍ ୬ରେ ଆମେ ଏକ ଏରର୍ "expected ';' (ସେମିକଲନ୍) before 'printf'" ଦେଖିବାକୁ ପାଉଛେ,.
 +
 
 
|-
 
|-
| 09:51
+
|09:51
 
|ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.
 
|ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.
 +
 
|-
 
|-
| 09:54
+
|09:54
| ପୂର୍ବରୁ ମୁଁ କହିସାରିଛି ଯେ, ସେମିକଲନ୍ ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବେ କାମ କରେ.
+
|ପୂର୍ବରୁ ମୁଁ କହିସାରିଛି ଯେ, ସେମିକଲନ୍ ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବେ କାମ କରେ.
 +
 
 
|-
 
|-
| 09:58
+
|09:58
| ତେଣୁ ଏହା, ଲାଇନ୍ ୫ ଶେଷରେ ଓ ଲାଇନ୍ ୬ ଆରମ୍ଭରେ ଏହାକୁ ଖୋଜିବ
+
|ତେଣୁ ଏହା, ଲାଇନ୍ ୫ ଶେଷରେ ଓ ଲାଇନ୍ ୬ ଆରମ୍ଭରେ ଏହାକୁ ଖୋଜିବ
 +
 
 
|-
 
|-
| 10:06
+
|10:06
| ଏହା ହେଉଛି ଲାଇନ୍ ୬.
+
|ଏହା ହେଉଛି ଲାଇନ୍ ୬.
 +
 
 
|-
 
|-
| 10:09
+
|10:09
| ଏହା ହେଉଛି ଶେଷ ସ୍ଥାନ, ଯେଉଁଠାରେ ଆପଣ “ସେମିକଲନ୍” ଦେଇପାରିବେ.
+
|ଏହା ହେଉଛି ଶେଷ ସ୍ଥାନ, ଯେଉଁଠାରେ ଆପଣ “ସେମିକଲନ୍” ଦେଇପାରିବେ.
 +
 
 
|-
 
|-
| 10:12
+
|10:12
| ମନେପକାନ୍ତୁ ଯେ, କମ୍ପାଇଲର୍ ଲାଇନ୍ ୬ରେ ମଧ୍ୟ ଏକ ଏରର୍ ମେସେଜ୍ ଦିଏ.
+
|ମନେପକାନ୍ତୁ ଯେ, କମ୍ପାଇଲର୍ ଲାଇନ୍ ୬ରେ ମଧ୍ୟ ଏକ ଏରର୍ ମେସେଜ୍ ଦିଏ.
 +
 
 
|-
 
|-
| 10:18
+
|10:18
| ଯଦି ଏଠାରେ ଆମେ ସେମିକଲନ୍ ଦେବା, ତେବେ କ’ଣ ହୁଏ, ଦେଖିବା.
+
|ଯଦି ଏଠାରେ ଆମେ ସେମିକଲନ୍ ଦେବା, ତେବେ କ’ଣ ହୁଏ, ଦେଖିବା.
 +
 
 
|-
 
|-
| 10:23
+
|10:23
| “ସେଭ୍”ରେ କ୍ଲିକ୍ କରନ୍ତୁ.
+
|“ସେଭ୍”ରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 10:26
+
|10:26
| କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
+
|କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
 +
 
 
|-
 
|-
| 10:30
+
|10:30
| ହଁ, ଏହା କାମ କରୁଛି.
+
|ହଁ, ଏହା କାମ କରୁଛି.
 +
 
 
|-
 
|-
| 10:32
+
|10:32
| ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏହି ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରନ୍ତୁ.
+
|ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏହି ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରନ୍ତୁ.
 +
 
 
|-
 
|-
| 10:40
+
|10:40
| ଯେହେତୁ, ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଅଟେ.
+
|ଯେହେତୁ, ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଅଟେ.
 +
 
 
|-
 
|-
| 10:46
+
|10:46
| “ସେଭ୍”ରେ କ୍ଲିକ୍ କରନ୍ତୁ.
+
|“ସେଭ୍”ରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 10:49
+
|10:49
| କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. ହଁ, ଏହା କାମ କରୁଛି.
+
|କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. ହଁ, ଏହା କାମ କରୁଛି.
 +
 
 
|-
 
|-
| 10:54
+
|10:54
| ଚାଲନ୍ତୁ, ଆମ ସ୍ଲାଇଡ୍ସକୁ ଫେରିଯିବା.
+
|ଚାଲନ୍ତୁ, ଆମ ସ୍ଲାଇଡ୍ସକୁ ଫେରିଯିବା.
 +
 
 
|-
 
|-
 
|10:57
 
|10:57
| ଏକ ଆସାନମେଣ୍ଟ ଭାବରେ
+
|ଏକ ଆସାନମେଣ୍ଟ ଭାବରେ
 +
 
 
|-
 
|-
| 10:59
+
|10:59
| "Welcome to the World of C" ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
+
|"Welcome to the World of C" ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
 +
 
 
|-
 
|-
| 11:02
+
|11:02
| “ପ୍ରିଣ୍ଟf” ଷ୍ଟେଟମେଣ୍ଟରେ ଯଦି “\n” ମିଶାନଯାଏ, ତେବେ କ’ଣ ହୁଏ ଦେଖନ୍ତୁ.
+
|“ପ୍ରିଣ୍ଟf” ଷ୍ଟେଟମେଣ୍ଟରେ ଯଦି “\n” ମିଶାନଯାଏ, ତେବେ କ’ଣ ହୁଏ ଦେଖନ୍ତୁ.
 +
 
 
|-
 
|-
| 11:08
+
|11:08
| ଏହା ଆମକୁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ.
+
|ଏହା ଆମକୁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ.
 +
 
 
|-
 
|-
| 11:12
+
|11:12
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
+
|ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
 +
 
 
|-
 
|-
| 11:15
+
|11:15
| ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
+
|ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
 +
 
 
|-
 
|-
| 11:18
+
|11:18
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
 +
 
 
|-
 
|-
| 11:22
+
|11:22
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
 +
 
 
|-
 
|-
| 11:24
+
|11:24
| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
 +
 
 
|-
 
|-
| 11:28
+
|11:28
| ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
+
|ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
 +
 
 
|-
 
|-
| 11:31
+
|11:31
| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
+
|ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
 +
 
 
|-
 
|-
 
|11:38
 
|11:38
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
 +
 
 
|-
 
|-
| 11:42
+
|11:42
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
 +
 
 
|-
 
|-
| 11:47
+
|11:47
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
|-
+
| 11:51
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
+
  
 +
|-
 +
|11:51
 +
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
|}
 
|}

Latest revision as of 17:02, 31 March 2017

Time Narration
00:01 “ପ୍ରଥମ C ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:08 ଏକ ସରଳ C ପ୍ରୋଗ୍ରାମ୍ କିପରି ଲେଖାଯାଏ
00:11 ତାହାକୁ କିପରି କମ୍ପାଇଲ୍ କରାଯାଏ
00:13 ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ
00:21 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ ଜିସିସି କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି.
00:31 ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,
00:33 ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ହେବା ଉଚିତ.
00:38 କିଛି ଏଡିଟର୍ ହେଉଛି vimgedit.
00:42 ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
00:45 ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
00:51 ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
00:55 କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt and T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
01:07 ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
01:12 “ଜିଏଡିଟ୍” ସ୍ପେସ୍ “ଟକ୍” ଡଟ୍ “c” ସ୍ପେସ୍ “&” ଚିହ୍ନ ଟାଇପ୍ କରିବା.
01:20 ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ.
01:24 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C” ଫାଇଲଗୁଡ଼ିକର “”.C”” (dot C) ଏକ୍ସଟେନ୍ସନ୍ ଥାଏ.
01:30 ଏବେ, “ଏଣ୍ଟର୍” ଦାବନ୍ତୁ,
01:32 ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି
01:36 ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.
01:39 ଡବଲ୍ ସ୍ଲାଶ୍ “//” ସ୍ପେସ୍
01:42 “My first C program” ଟାଇପ୍ କରନ୍ତୁ.
01:48 ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
01:52 ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
01:56 ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
01:58 ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
02:01 ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ.
02:07 ଏବେ, ଏଣ୍ଟର୍ ଦାବନ୍ତୁ.
02:09 (ହାଶ୍) “#include” ସ୍ପେସ୍ ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
02:17 ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
02:24 ଏବେ ବ୍ରାକେଟ୍ ଭିତରେ “ଷ୍ଟୁଡିଓ” “(ଡଟ୍).” “h” ଟାଇପ୍ କରନ୍ତୁ.
02:30 “ଷ୍ଟୁଡିଓ.h” ହେଉଛି ଏକ ହେଡର୍ ଫାଇଲ୍.
02:33 ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ବ୍ୟବହାର କରିବାବେଳେ ଗୋଟିଏ ପ୍ରୋଗ୍ରାମ୍ ରେ ଏହି ହେଡର୍ ଫାଇଲ୍ ନିଶ୍ଚିତ ଥିବା ଦରକାର.
02:41 ଏଣ୍ଟର୍ ଦାବନ୍ତୁ.
02:43 ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
02:50 “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
02:52 ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
02:58 ଓପନିଙ୍ଗ୍ ବ୍ରାକେଟ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
03:04 “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
03:11 ଏଠାରେ “int” “main ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ.
03:15 ଏହା, “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.
03:18 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
03:23 ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା. ପରବର୍ତ୍ତୀ ସ୍ଲାଇଡ୍ କୁ ଯିବା.
03:29 ପ୍ରତ୍ୟେକ ପ୍ରୋଗ୍ରାମ୍ ରେ ଗୋଟିଏ ମେନ୍ () ଫଙ୍କସନ୍ ରହିବା ଉଚିତ.
03:33 ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
03:36 ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
03:41 ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
03:46 ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
03:52 ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
03:55 ଏଣ୍ଟର୍ ଦାବନ୍ତୁ.
03:58 ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
04:00 “ଫଙ୍କସନ୍” “ମେନ୍”ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:04 ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
04:08 “ଫଙ୍କସନ୍” “ମେନ୍”ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:13 ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
04:16 ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
04:20 କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
04:23 ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
04:25 ତେଣୁ, ଏଠାରେ ତିନୋଟି ସ୍ପେସ୍ ଦେଇ
04:29 “ପ୍ରିଣ୍ଟf” ଓପନିଙ୍ଗ୍ ବ୍ରାକେଟ୍ କ୍ଲୋଜିଙ୍ଗ୍ ବ୍ରାକେଟ୍ “()” ଟାଇପ୍ କରିବା.
04:34 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “ପ୍ରିଣ୍ଟf” ହେଉଛି ଷ୍ଟାଣ୍ଡାର୍ଡ C ଫଙ୍କସନ୍.
04:39 ଏଠାରେ, ବ୍ରାକେଟ୍ ମଧ୍ୟରେ, ଡବଲ୍ କ୍ୱୋଟ୍ସ ଭିତରେ.
04:43 “ପ୍ରିଣ୍ଟf”ରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ଟର୍ମିନାଲ୍ରେ ପ୍ରିଣ୍ଟ ହୋଇଯିବ.
04:50 “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
04:59 “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
05:03 ପରିଣାମସ୍ୱରୂପ, “ପ୍ରିଣ୍ଟf” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
05:10 ପ୍ରତ୍ୟେକ “C” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
05:15 ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
05:19 “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ.
05:24 ଏବେ, “ଏଣ୍ଟର୍” ଦାବି ତିନୋଟି ସ୍ପେସ୍ ଦିଅନ୍ତୁ.
05:27 “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
05:34 ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
05:38 ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
05:45 ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
05:51 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
05:55 ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
06:00 ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
06:03 ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
06:05 ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
06:10 ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା, ଟର୍ମିନାଲ୍ କୁ ଫେରିଚାଲନ୍ତୁ.
06:15 “gcc” ସ୍ପେସ୍ “talk.c” ସ୍ପେସ୍ ହାଇଫେନ୍ “-o” ସ୍ପେସ୍ “myoutput” ଟାଇପ୍ କରନ୍ତୁ.
06:24 gcc ହେଉଛି କମ୍ପାଇଲର୍,
06:27 talk.c ହେଉଛି ଆମ ଫାଇଲ୍ ନାମ.
06:30 -o myoutput କୁହେ ଯେ, ଏକଜେକ୍ୟୁଟେବଲ୍ କୁ myoutput ଫାଇଲ୍ କୁ ଯିବା ଉଚିତ.
06:37 “ଏଣ୍ଟର୍” ଦବାନ୍ତୁ.
06:39 ଦେଖନ୍ତୁ, ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
06:42 ଶେଷ ଫାଇଲ୍ ଭାବେ “myoutput” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
06:54 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./myoutput” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
07:01 “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
07:06 ମୁଁ ଯେପରି ପୂର୍ବରୁ କହିଥିଲି, ଏକଜେକ୍ୟୁଟ୍ ହେବାପାଇଁ ରିଟର୍ନ ହେଉଛି ଶେଷ ଷ୍ଟେଟମେଣ୍ଟ.
07:10 ରିଟର୍ନ ଷ୍ଟେଟମେଣ୍ଟ ପରେ ଆଉକିଛି ଏକଜେକ୍ୟୁଟ୍ ହେବନାହିଁ. ଚାଲନ୍ତୁ, ଏହା ଦେଖିବା.
07:15 ଆମ ପ୍ରୋଗ୍ରାମ୍ କୁ ଫେରିଯିବା.
07:17 “ରିଟର୍ନ” ଷ୍ଟେଟମେଣ୍ଟ୍ ପରେ, ଚାଲନ୍ତୁ, ଆଉଏକ “ପ୍ରିଣ୍ଟ୍f” ଷ୍ଟେଟମେଣ୍ଟ ମିଶାଇବା.
07:22 ଏଠାରେ ଗୋଟିଏ ସ୍ପେସ୍ ଦେଇ ପ୍ରିଣ୍ଟf ଓପନିଙ୍ଗ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
07:27 ବ୍ରାକେଟ୍ ଭିତରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ “ୱେଲକମ୍ ବ୍ୟାକସ୍ଲାଶ୍ n, (\n)” ଟାଇପ୍ କରି ଶେଷରେ ଏକ ସେମିକଲନ୍ ଦିଅନ୍ତୁ.
07:35 ସେଭ୍ କ୍ଲିକ୍ କରନ୍ତୁ.
07:37 ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ, ଟର୍ମିନାଲ୍ କୁ ଫେରିଯାଆନ୍ତୁ.
07:41 “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
07:46 ତାହା ହିଁ ମୁଁ ଏବେ କଲି.
07:51 ଦେଖନ୍ତୁ, ଦ୍ୱିତୀୟ କମାଣ୍ଡ ’ୱେଲକମ୍” ଏକଜେକ୍ୟୁଟ୍ ହୋଇନାହିଁ.
07:58 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
08:00 ଆମେ ରିଟର୍ନ ଷ୍ଟେଟମେଣ୍ଟ ଉପରକୁ ’ୱେଲକମ୍’ ଷ୍ଟେଟମେଣ୍ଟ ଲେଖିବା.
08:06 “ସେଭ୍” ରେ କ୍ଲିକ୍ କରନ୍ତୁ.
08:09 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
08:15 ଦେଖନ୍ତୁ, ଦ୍ୱିତୀୟ “ପ୍ରିଣ୍ଟf” ଷ୍ଟେଟମେଣ୍ଟ “ୱେଲକମ୍” ମଧ୍ୟ ଏକଜେକ୍ୟୁଟ୍ ହୋଇଗଲା.
08:23 ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ. ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ.
08:29 ଧରନ୍ତୁ, ଏଠାରେ ମୁଁ “stdio.h”ରୁ ଡଟ୍ ଛାଡ଼ିଦେଇ “ସେଭ୍”ରେ କ୍ଲିକ୍ କରିବି.
08:36 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
08:41 ଆମେ ଦେଖୁଛେ ଯେ,ଆମ “ଟକ୍.ସି” ଫାଇଲ୍ ରେ ଥିବା ଦ୍ୱିତୀୟ ଲାଇନ୍ ରେ ଏକ ଫେଟାଲ୍ ଏରର୍ ଅଛି.
08:48 କମ୍ପାଇଲର୍, “stdioh” ନାମକ କୌଣସି “ହେଡର୍ ଫାଇଲ୍” ପାଉନାହିଁ . ତେଣୁ ଏହା, "no such file or directory" ବୋଲି ଏକ ଏରର୍ ଦିଏ.
08:59 ଆଉ, କମ୍ପାଇଲର୍ ଟର୍ମିନେଟ୍ ହୋଇଯାଏ.
09:03 ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯାଇ ଏହି ଏରର୍ ଫିକ୍ସ କରିବା. ଡଟ୍ “.” କୁ ରିଇନ୍ସର୍ଟ କରି ସେଭ୍ ରେ କ୍ଲିକ୍ କରନ୍ତୁ.
09:11 ଏବେ, କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା. ହଁ, ଏହା କାମ କରୁଛି.
09:19 ମୁଁ ଆପଣଙ୍କୁ ଅନ୍ୟଏକ ସାଧାରଣ ଏରର୍ ଦେଖାଇବି.
09:22 ଚାଲନ୍ତୁ, ପ୍ରୋଗ୍ରାମ୍ କୁ ଯିବା.
09:25 ବର୍ତ୍ତମାନ, ଧରନ୍ତୁ ମୁଁ ଏହି ଲାଇନ୍ ଶେଷରେ “ସେମିକଲନ୍” ଛାଡ଼ିଦେବି.
09:31 “ସେଭ୍” ରେ କ୍ଲିକ୍ କରନ୍ତୁ. କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା.
09:41 ଆମ ଟକ୍.ସି ଫାଇଲ୍ ରେ ଥିବା ଲାଇନ୍ ୬ରେ ଆମେ ଏକ ଏରର୍ "expected ';' (ସେମିକଲନ୍) before 'printf'" ଦେଖିବାକୁ ପାଉଛେ,.
09:51 ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.
09:54 ପୂର୍ବରୁ ମୁଁ କହିସାରିଛି ଯେ, ସେମିକଲନ୍ ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବେ କାମ କରେ.
09:58 ତେଣୁ ଏହା, ଲାଇନ୍ ୫ ଶେଷରେ ଓ ଲାଇନ୍ ୬ ଆରମ୍ଭରେ ଏହାକୁ ଖୋଜିବ
10:06 ଏହା ହେଉଛି ଲାଇନ୍ ୬.
10:09 ଏହା ହେଉଛି ଶେଷ ସ୍ଥାନ, ଯେଉଁଠାରେ ଆପଣ “ସେମିକଲନ୍” ଦେଇପାରିବେ.
10:12 ମନେପକାନ୍ତୁ ଯେ, କମ୍ପାଇଲର୍ ଲାଇନ୍ ୬ରେ ମଧ୍ୟ ଏକ ଏରର୍ ମେସେଜ୍ ଦିଏ.
10:18 ଯଦି ଏଠାରେ ଆମେ ସେମିକଲନ୍ ଦେବା, ତେବେ କ’ଣ ହୁଏ, ଦେଖିବା.
10:23 “ସେଭ୍”ରେ କ୍ଲିକ୍ କରନ୍ତୁ.
10:26 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ.
10:30 ହଁ, ଏହା କାମ କରୁଛି.
10:32 ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏହି ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରନ୍ତୁ.
10:40 ଯେହେତୁ, ଲାଇନ୍ ଶେଷରେ “ସେମିକଲନ୍” ଟାଇପ୍ କରିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଅଟେ.
10:46 “ସେଭ୍”ରେ କ୍ଲିକ୍ କରନ୍ତୁ.
10:49 କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ. ହଁ, ଏହା କାମ କରୁଛି.
10:54 ଚାଲନ୍ତୁ, ଆମ ସ୍ଲାଇଡ୍ସକୁ ଫେରିଯିବା.
10:57 ଏକ ଆସାନମେଣ୍ଟ ଭାବରେ
10:59 "Welcome to the World of C" ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
11:02 “ପ୍ରିଣ୍ଟf” ଷ୍ଟେଟମେଣ୍ଟରେ ଯଦି “\n” ମିଶାନଯାଏ, ତେବେ କ’ଣ ହୁଏ ଦେଖନ୍ତୁ.
11:08 ଏହା ଆମକୁ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ.
11:12 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
11:15 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
11:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
11:22 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
11:24 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
11:28 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
11:31 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
11:38 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
11:42 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
11:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
11:51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep, Pratik kamble