Difference between revisions of "Java/C2/Array-Operations/Oriya"

From Script | Spoken-Tutorial
Jump to: navigation, search
 
Line 6: Line 6:
 
|00:02
 
|00:02
 
| Javaରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:   
 
| ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:   
 +
 
|-
 
|-
 
|00:09
 
|00:09
 
| Class Arrayକୁ କିପରି Import କରିବେ ଓ  
 
| Class Arrayକୁ କିପରି Import କରିବେ ଓ  
 +
 
|-
 
|-
 
|00:12
 
|00:12
 
|Arrayରେ ମୌଳିକ ଅପରେସନ୍ସ ପ୍ରଦର୍ଶନ କରିବେ
 
|Arrayରେ ମୌଳିକ ଅପରେସନ୍ସ ପ୍ରଦର୍ଶନ କରିବେ
 +
 
|-
 
|-
 
|00:15
 
|00:15
Line 21: Line 25:
 
JDK 1.6 ଓ  
 
JDK 1.6 ଓ  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର Arrays ଉପରେ ଜ୍ଞାନ ଥିବା ଉଚିତ
 
| ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର Arrays ଉପରେ ଜ୍ଞାନ ଥିବା ଉଚିତ
 +
 
|-
 
|-
 
|00:30
 
|00:30
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org '''http://spoken-tutorial.org'''
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org '''http://spoken-tutorial.org'''
 +
 
|-
 
|-
 
|00:35
 
|00:35
 
| Arrays ନାମକ Classରେ Array ଅପରେସନ୍ସ ପାଇଁ ମେଥଡ୍ସ ଉପଲବ୍ଧ ଅଛି  
 
| Arrays ନାମକ Classରେ Array ଅପରେସନ୍ସ ପାଇଁ ମେଥଡ୍ସ ଉପଲବ୍ଧ ଅଛି  
 +
 
|-
 
|-
 
|00:40
 
|00:40
 
| ସେଗୁଡ଼ିକ ଆକ୍ସେସ୍ କରିବା ପାଇଁ,  ଆପଣଙ୍କୁ ସେହି Class import କରିବାକୁ ପଡ଼ିବ
 
| ସେଗୁଡ଼ିକ ଆକ୍ସେସ୍ କରିବା ପାଇଁ,  ଆପଣଙ୍କୁ ସେହି Class import କରିବାକୁ ପଡ଼ିବ
 +
 
|-
 
|-
 
|00:43
 
|00:43
 
| ଏହାକୁ import java.util.Arrays ସେମିକଲନ୍ ଷ୍ଟେଟମେଣ୍ଟ ଦ୍ୱାରା କରିହେବ
 
| ଏହାକୁ import java.util.Arrays ସେମିକଲନ୍ ଷ୍ଟେଟମେଣ୍ଟ ଦ୍ୱାରା କରିହେବ
 +
 
|-
 
|-
 
|00:50
 
|00:50
 
| ଆମେ, Classରୁ Method ଆକ୍ସେସ୍ କରିପାରିବା
 
| ଆମେ, Classରୁ Method ଆକ୍ସେସ୍ କରିପାରିବା
 +
 
|-
 
|-
 
|00:52
 
|00:52
 
| ଆମେ, ଗୋଟିଏ dot ଓ Method ନାମ ଯୋଡ଼ି କରିପାରିବା
 
| ଆମେ, ଗୋଟିଏ dot ଓ Method ନାମ ଯୋଡ଼ି କରିପାରିବା
 +
 
|-
 
|-
 
|00:56
 
|00:56
 
| ତେଣୁ, Arrays ଡଟ୍ toStringର ଅର୍ଥ ହେଉଛି Arrays Classରୁ toString ମେଥଡ୍
 
| ତେଣୁ, Arrays ଡଟ୍ toStringର ଅର୍ଥ ହେଉଛି Arrays Classରୁ toString ମେଥଡ୍
 +
 
|-
 
|-
 
|01:05
 
|01:05
 
| Eclipseକୁ ଯାଆନ୍ତୁ
 
| Eclipseକୁ ଯାଆନ୍ତୁ
 +
 
|-
 
|-
 
|01:08
 
|01:08
 
| ଆମେ ଗୋଟିଏ Class, ArraysDemo କ୍ରିଏଟ୍ କରିସାରିଛେ
 
| ଆମେ ଗୋଟିଏ Class, ArraysDemo କ୍ରିଏଟ୍ କରିସାରିଛେ
 +
 
|-
 
|-
 
|01:13
 
|01:13
 
| ଏବେ ଚାଲନ୍ତୁ, Class Arraysକୁ Import କରିବା
 
| ଏବେ ଚାଲନ୍ତୁ, Class Arraysକୁ Import କରିବା
 +
 
|-
 
|-
 
|01:16  
 
|01:16  
 
| Class ପରିଭାଷା ପୂର୍ବରୁ Import ଷ୍ଟେଟମେଣ୍ଟ ଲେଖାଯାଇଛି
 
| Class ପରିଭାଷା ପୂର୍ବରୁ Import ଷ୍ଟେଟମେଣ୍ଟ ଲେଖାଯାଇଛି
 +
 
|-
 
|-
 
|01:22
 
|01:22
 
| ତେଣୁ, Public Class ପୂର୍ବରୁ ଟାଇପ୍ କରନ୍ତୁ:  
 
| ତେଣୁ, Public Class ପୂର୍ବରୁ ଟାଇପ୍ କରନ୍ତୁ:  
 +
 
|-
 
|-
 
|01:26
 
|01:26
 
| import java.util.Arrays ସେମିକଲନ୍
 
| import java.util.Arrays ସେମିକଲନ୍
 +
 
|-
 
|-
 
|01:46
 
|01:46
 
| ଏହି ଷ୍ଟେଟମେଣ୍ଟ କୁହେ ଯେ, Javaରେ Util ନାମକ ଏକ ପ୍ୟାକେଜ୍ ଅଛି, ଯେଉଁଥିରେ Class Arrays ଅଛି ଓ ତାକୁ Import କରାଯିବ
 
| ଏହି ଷ୍ଟେଟମେଣ୍ଟ କୁହେ ଯେ, Javaରେ Util ନାମକ ଏକ ପ୍ୟାକେଜ୍ ଅଛି, ଯେଉଁଥିରେ Class Arrays ଅଛି ଓ ତାକୁ Import କରାଯିବ
 +
 
|-
 
|-
 
|01:59
 
|01:59
 
| ଏବେ ଏକ Array ଯୋଡ଼ିବା
 
| ଏବେ ଏକ Array ଯୋଡ଼ିବା
 +
 
|-
 
|-
 
|02:01
 
|02:01
 
| Main Function ଭିତରେ ଟାଇପ୍ କରନ୍ତୁ:  
 
| Main Function ଭିତରେ ଟାଇପ୍ କରନ୍ତୁ:  
 +
 
|-
 
|-
 
|02:03
 
|02:03
 
| int marks ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ 2, 7, 5, 4, 8   
 
| int marks ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ 2, 7, 5, 4, 8   
 +
 
|-
 
|-
 
|02:20
 
|02:20
 
| Arrayର ପ୍ରତିନିଧିତ୍ୱ କରୁଥିବା String ପ୍ରାପ୍ତ କରିବା ପାଇଁ ଏବେ ଆମେ Class Arraysରେ ଥିବା ଏକ ମେଥଡ୍ ବ୍ୟବହାର କରି ତାକୁ ପ୍ରିଣ୍ଟ କରିବା
 
| Arrayର ପ୍ରତିନିଧିତ୍ୱ କରୁଥିବା String ପ୍ରାପ୍ତ କରିବା ପାଇଁ ଏବେ ଆମେ Class Arraysରେ ଥିବା ଏକ ମେଥଡ୍ ବ୍ୟବହାର କରି ତାକୁ ପ୍ରିଣ୍ଟ କରିବା
 +
 
|-
 
|-
 
|02:28
 
|02:28
 
| ତେଣୁ, ଟାଇପ୍ କରନ୍ତୁ:  String mStr ଇକ୍ୱାଲ୍ ଟୁ Arrays ଡଟ୍ toString ପାରେନ୍ଥେସେସ୍, ପାରେନ୍ଥେସେସ୍ ଭିତରେ Arrayର ନାମ ଦେବା, ଯାହା ହେଉଛି Marks  
 
| ତେଣୁ, ଟାଇପ୍ କରନ୍ତୁ:  String mStr ଇକ୍ୱାଲ୍ ଟୁ Arrays ଡଟ୍ toString ପାରେନ୍ଥେସେସ୍, ପାରେନ୍ଥେସେସ୍ ଭିତରେ Arrayର ନାମ ଦେବା, ଯାହା ହେଉଛି Marks  
 +
 
|-
 
|-
 
|02:50
 
|02:50
 
| ଏବେ, ଏହି toString ମେଥଡ୍, Arrayର ପ୍ରତିନିଧିତ୍ୱ କରୁଥିବା String ଦେବ
 
| ଏବେ, ଏହି toString ମେଥଡ୍, Arrayର ପ୍ରତିନିଧିତ୍ୱ କରୁଥିବା String ଦେବ
 +
 
|-
 
|-
 
|02:56
 
|02:56
 
| ଆମେ Marks ପ୍ରିଣ୍ଟ କରିବା
 
| ଆମେ Marks ପ୍ରିଣ୍ଟ କରିବା
 +
 
|-
 
|-
 
|02:58
 
|02:58
 
| ତେଣୁ, ଟାଇପ୍ କରନ୍ତୁ System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ mStr;   
 
| ତେଣୁ, ଟାଇପ୍ କରନ୍ତୁ System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ mStr;   
 +
 
|-
 
|-
 
|03:12
 
|03:12
 
| ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା.  ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 
| ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା.  ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|03:18
 
|03:18
 
| ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, toString ମେଥଡ୍ Arrayର ପ୍ରତିନିଧିତ୍ୱ କରୁଥିବା ଏକ String ଦେଇଛି
 
| ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, toString ମେଥଡ୍ Arrayର ପ୍ରତିନିଧିତ୍ୱ କରୁଥିବା ଏକ String ଦେଇଛି
 +
 
|-
 
|-
 
|03:26
 
|03:26
 
| ଏବେ, Arrayର ଏଲେମେଣ୍ଟସ୍ ସର୍ଟିଙ୍ଗ୍ ଦେଖିବା
 
| ଏବେ, Arrayର ଏଲେମେଣ୍ଟସ୍ ସର୍ଟିଙ୍ଗ୍ ଦେଖିବା
 +
 
|-
 
|-
 
|03:31
 
|03:31
 
| ତେଣୁ, Arrays ଡଟ୍ toString ପୂର୍ବରୁ ଟାଇପ୍ କରନ୍ତୁ:  Arrays ଡଟ୍ sort ପାରେନ୍ଥେସେସ୍ ଭିତରେ Arrayର ନାମ, ଯାହା ହେଉଛି marks
 
| ତେଣୁ, Arrays ଡଟ୍ toString ପୂର୍ବରୁ ଟାଇପ୍ କରନ୍ତୁ:  Arrays ଡଟ୍ sort ପାରେନ୍ଥେସେସ୍ ଭିତରେ Arrayର ନାମ, ଯାହା ହେଉଛି marks
 +
 
|-  
 
|-  
 
|03:46
 
|03:46
 
| Arrays Classରେ ଥିବା sort method, ସେଥିକୁ ପାସ୍ ହେଉଥିବା Arrayର ଏଲେମେଣ୍ଟଗୁଡ଼ିକୁ ସର୍ଟ କରିଥାଏ
 
| Arrays Classରେ ଥିବା sort method, ସେଥିକୁ ପାସ୍ ହେଉଥିବା Arrayର ଏଲେମେଣ୍ଟଗୁଡ଼ିକୁ ସର୍ଟ କରିଥାଏ
 +
 
|-
 
|-
 
|03:53
 
|03:53
 
| ଏବେ ଆମେ, Array "Marks"ର ଏଲେମେଣ୍ଟସ୍ ସର୍ଟ କରୁଛେ ଓ ତା’ପରେ ଏହାର String ଫର୍ମକୁ ପ୍ରିଣ୍ଟ କରିବା
 
| ଏବେ ଆମେ, Array "Marks"ର ଏଲେମେଣ୍ଟସ୍ ସର୍ଟ କରୁଛେ ଓ ତା’ପରେ ଏହାର String ଫର୍ମକୁ ପ୍ରିଣ୍ଟ କରିବା
 +
 
|-
 
|-
 
|04:04
 
|04:04
 
| ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା.  Save କରି Run କରନ୍ତୁ.
 
| ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା.  Save କରି Run କରନ୍ତୁ.
 +
 
|-
 
|-
 
|04:11
 
|04:11
 
| ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, Sort Method, Arrayକୁ ବର୍ଦ୍ଧିତ କ୍ରମରେ ସର୍ଟ କରିଦେଇଛି
 
| ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, Sort Method, Arrayକୁ ବର୍ଦ୍ଧିତ କ୍ରମରେ ସର୍ଟ କରିଦେଇଛି
 +
 
|-
 
|-
 
|04:19
 
|04:19
 
| ଧ୍ୟାନଦିଅନ୍ତୁ କି, Sort Method, Arrayକୁ ହିଁ ବଦଳାଇଦେଇଛି
 
| ଧ୍ୟାନଦିଅନ୍ତୁ କି, Sort Method, Arrayକୁ ହିଁ ବଦଳାଇଦେଇଛି
 +
 
|-
 
|-
 
|04:22
 
|04:22
 
| ଏହି ପ୍ରକାର ସର୍ଟିଙ୍ଗ୍ କୁ Inplace Sorting କୁହାଯାଏ  
 
| ଏହି ପ୍ରକାର ସର୍ଟିଙ୍ଗ୍ କୁ Inplace Sorting କୁହାଯାଏ  
 +
 
|-
 
|-
 
|04:26
 
|04:26
 
| ଏହା ଅର୍ଥ, ସର୍ଟିଙ୍ଗ୍ ର ପରିଣାମ ଭାବରେ Arrayରେ ଥିବା ଏଲେମେଣ୍ଟସ୍ ବଦଳିଯାଇଛି
 
| ଏହା ଅର୍ଥ, ସର୍ଟିଙ୍ଗ୍ ର ପରିଣାମ ଭାବରେ Arrayରେ ଥିବା ଏଲେମେଣ୍ଟସ୍ ବଦଳିଯାଇଛି
 +
 
|-
 
|-
 
|04:33
 
|04:33
 
| ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି Fill
 
| ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି Fill
 +
 
|-
 
|-
 
|04:38
 
|04:38
 
| Fill ମେଥଡ୍, ଦୁଇଟି Arguments ନିଏ  
 
| Fill ମେଥଡ୍, ଦୁଇଟି Arguments ନିଏ  
 +
 
|-
 
|-
 
|04:43
 
|04:43
 
| Sorting ଲାଇନ୍ କାଢ଼ିଦିଅନ୍ତୁ ଓ  
 
| Sorting ଲାଇନ୍ କାଢ଼ିଦିଅନ୍ତୁ ଓ  
 +
 
|-
 
|-
 
|04:50
 
|04:50
 
| ଟାଇପ୍ କରନ୍ତୁ:  Arrays ଡଟ୍ fill ବ୍ରାକେଟ୍ସ ମଧ୍ୟରେ Arrayର ନାମ, ଯାହା ହେଉଛି marks;
 
| ଟାଇପ୍ କରନ୍ତୁ:  Arrays ଡଟ୍ fill ବ୍ରାକେଟ୍ସ ମଧ୍ୟରେ Arrayର ନାମ, ଯାହା ହେଉଛି marks;
 +
 
|-
 
|-
 
|05:05  
 
|05:05  
 
| ଏହା ହେଉଛି ଆମର ପ୍ରଥମ Argument ଏବଂ ଦ୍ୱିତୀୟ ହେଉଛି ଭାଲ୍ୟୁ, ଯାହା Arrayରେ ଭରି ହେବା ଦରକାର, ଆମେ ତାକୁ 6 ଓ ସେମିକଲନ୍ ଦେବା.  Save କରି Run କରନ୍ତୁ
 
| ଏହା ହେଉଛି ଆମର ପ୍ରଥମ Argument ଏବଂ ଦ୍ୱିତୀୟ ହେଉଛି ଭାଲ୍ୟୁ, ଯାହା Arrayରେ ଭରି ହେବା ଦରକାର, ଆମେ ତାକୁ 6 ଓ ସେମିକଲନ୍ ଦେବା.  Save କରି Run କରନ୍ତୁ
 +
 
|-
 
|-
 
|05:24
 
|05:24
 
| ଆମେ ଦେଖିପାରୁଛେ ଯେ, ନାମ ଅନୁସାରେ Fill ମେଥଡ୍, ପ୍ରଦତ୍ତ Argumentରେ, ଯାହା ହେଉଛି 6, Arrayକୁ ଭରିଥାଏ
 
| ଆମେ ଦେଖିପାରୁଛେ ଯେ, ନାମ ଅନୁସାରେ Fill ମେଥଡ୍, ପ୍ରଦତ୍ତ Argumentରେ, ଯାହା ହେଉଛି 6, Arrayକୁ ଭରିଥାଏ
 +
 
|-
 
|-
 
|05:32  
 
|05:32  
 
| ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି CopyOf
 
| ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି CopyOf
 +
 
|-
 
|-
 
|05:37
 
|05:37
 
| ଆମେ, Array Marksର ସମସ୍ତ ଏଲେମେଣ୍ଟସ୍ କୁ Array marksCopyକୁ କପୀ କରିବା
 
| ଆମେ, Array Marksର ସମସ୍ତ ଏଲେମେଣ୍ଟସ୍ କୁ Array marksCopyକୁ କପୀ କରିବା
 +
 
|-
 
|-
 
|05:44
 
|05:44
 
| arrays dot fillକୁ କାଢ଼ିଦିଅନ୍ତୁ
 
| arrays dot fillକୁ କାଢ଼ିଦିଅନ୍ତୁ
 +
 
|-
 
|-
 
|05:48
 
|05:48
 
| ଓ ଟାଇପ୍ କରନ୍ତୁ  int marksCopy[];
 
| ଓ ଟାଇପ୍ କରନ୍ତୁ  int marksCopy[];
 +
 
|-
 
|-
 
|05:59
 
|05:59
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  marksCopy = Arrays.copyOf(marks, 5);
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  marksCopy = Arrays.copyOf(marks, 5);
 +
 
|-
 
|-
 
|06:25
 
|06:25
 
| ଏହି ମେଥଡ୍, ଦୁଇଟି Arguments ନେଇଥାଏ  
 
| ଏହି ମେଥଡ୍, ଦୁଇଟି Arguments ନେଇଥାଏ  
 +
 
|-
 
|-
 
|06:29
 
|06:29
 
| ପ୍ରଥମ Argument ହେଉଛି Arrayର ନାମ, ଯେଉଁଥିରୁ ଆପଣ Marks ଏଲେମେଣ୍ଟ କପୀ କରିବାକୁ ଚାହୁଁଛନ୍ତି
 
| ପ୍ରଥମ Argument ହେଉଛି Arrayର ନାମ, ଯେଉଁଥିରୁ ଆପଣ Marks ଏଲେମେଣ୍ଟ କପୀ କରିବାକୁ ଚାହୁଁଛନ୍ତି
 +
 
|-
 
|-
 
|06:39
 
|06:39
 
| ଦ୍ୱିତୀୟଟି ହେଉଛି କପୀ ହେବାକୁ ଥିବା ଏଲେମେଣ୍ଟର ସଂଖ୍ୟା, ଆମେ ଏଠାରୁ 5 କପୀ କରିବା
 
| ଦ୍ୱିତୀୟଟି ହେଉଛି କପୀ ହେବାକୁ ଥିବା ଏଲେମେଣ୍ଟର ସଂଖ୍ୟା, ଆମେ ଏଠାରୁ 5 କପୀ କରିବା
 +
 
|-
 
|-
 
|06:47
 
|06:47
 
| ତା’ପରେ, Arrays ଡଟ୍ toStringରେ, marks କୁ ବଦଳାଇ marksCopy କରନ୍ତୁ
 
| ତା’ପରେ, Arrays ଡଟ୍ toStringରେ, marks କୁ ବଦଳାଇ marksCopy କରନ୍ତୁ
 +
 
|-
 
|-
 
|06:55
 
|06:55
 
| ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 
| ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|07:01
 
|07:01
 
| ଦେଖନ୍ତୁ, Array marksର ଏଲେମେଣ୍ଟଗୁଡ଼ିକ, Array marksCopyକୁ କପୀ ହୋଇଗଲା
 
| ଦେଖନ୍ତୁ, Array marksର ଏଲେମେଣ୍ଟଗୁଡ଼ିକ, Array marksCopyକୁ କପୀ ହୋଇଗଲା
 +
 
|-
 
|-
 
|07:10
 
|07:10
 
| କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟାକୁ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
 
| କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟାକୁ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
 +
 
|-
 
|-
 
|07:15
 
|07:15
 
| 5କୁ 3ରେ ବଦଳାନ୍ତୁ
 
| 5କୁ 3ରେ ବଦଳାନ୍ତୁ
 +
 
|-
 
|-
 
|07:19
 
|07:19
 
| Save କରି Run କରନ୍ତୁ   
 
| Save କରି Run କରନ୍ତୁ   
 +
 
|-
 
|-
 
|07:24
 
|07:24
 
| ଆମେ ଦେଖିପାରୁଛେ ଯେ, କେବଳ ପ୍ରଥମ ତିନୋଟି ଏଲେମେଣ୍ଟସ୍ କପୀ ହୋଇଛି
 
| ଆମେ ଦେଖିପାରୁଛେ ଯେ, କେବଳ ପ୍ରଥମ ତିନୋଟି ଏଲେମେଣ୍ଟସ୍ କପୀ ହୋଇଛି
 +
 
|-
 
|-
 
|07:31
 
|07:31
 
| କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟା, Arrayରେ ଥିବା ସମୁଦାୟ ଏଲେମେଣ୍ଟଗୁଡ଼ିକର ସଂଖ୍ୟାଠାରୁ ଯଦି ଅଧିକ ଥାଏ, ତେବେ କ’ଣ ହୁଏ, ଚାଲନ୍ତୁ ଦେଖିବା
 
| କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟା, Arrayରେ ଥିବା ସମୁଦାୟ ଏଲେମେଣ୍ଟଗୁଡ଼ିକର ସଂଖ୍ୟାଠାରୁ ଯଦି ଅଧିକ ଥାଏ, ତେବେ କ’ଣ ହୁଏ, ଚାଲନ୍ତୁ ଦେଖିବା
 +
 
|-
 
|-
 
|07:39
 
|07:39
 
| 3କୁ 8ରେ ବଦଳାନ୍ତୁ
 
| 3କୁ 8ରେ ବଦଳାନ୍ତୁ
 +
 
|-
 
|-
 
|07:44
 
|07:44
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
 +
 
|-
 
|-
 
|07:48
 
|07:48
 
| ଆମେ ଦେଖିପାରୁଛେ ଯେ, ଅତିରିକ୍ତ ଏଲେମେଣ୍ଟଗୁଡ଼ିକ ଡିଫଲ୍ଟ ଭାଲ୍ୟୁ ସହିତ ସେଟ୍ ହୋଇଯାଇଛି, ଯାହା ହେଉଛି 0  
 
| ଆମେ ଦେଖିପାରୁଛେ ଯେ, ଅତିରିକ୍ତ ଏଲେମେଣ୍ଟଗୁଡ଼ିକ ଡିଫଲ୍ଟ ଭାଲ୍ୟୁ ସହିତ ସେଟ୍ ହୋଇଯାଇଛି, ଯାହା ହେଉଛି 0  
 +
 
|-
 
|-
 
|07:54  
 
|07:54  
 
| ଏହାପରେ ଆମେ, ଭାଲ୍ୟୁଗୁଡ଼ିକର ବର୍ଗ କିପରି କପୀ କରାଯାଏ, ଦେଖିବା
 
| ଏହାପରେ ଆମେ, ଭାଲ୍ୟୁଗୁଡ଼ିକର ବର୍ଗ କିପରି କପୀ କରାଯାଏ, ଦେଖିବା
 +
 
|-
 
|-
 
|07:58  
 
|07:58  
 
| ତେଣୁ, copyOfକୁ ବଦଳାଇ copyOfRange ଓ 8କୁ ବଦଳାଇ 1, 4 କରନ୍ତୁ
 
| ତେଣୁ, copyOfକୁ ବଦଳାଇ copyOfRange ଓ 8କୁ ବଦଳାଇ 1, 4 କରନ୍ତୁ
 +
 
|-
 
|-
 
|08:15
 
|08:15
 
| ଏହି ମେଥଡ୍, ଇଣ୍ଡେକ୍ସ 1ରୁ ସବୁ ଏଲେମେଣ୍ଟସ୍ କପୀ କରିବା ଆରମ୍ଭ କରେ ଓ ଇଣ୍ଡେକ୍ସ 3ରେ ବନ୍ଦ କରେ
 
| ଏହି ମେଥଡ୍, ଇଣ୍ଡେକ୍ସ 1ରୁ ସବୁ ଏଲେମେଣ୍ଟସ୍ କପୀ କରିବା ଆରମ୍ଭ କରେ ଓ ଇଣ୍ଡେକ୍ସ 3ରେ ବନ୍ଦ କରେ
 +
 
|-
 
|-
 
|08:27
 
|08:27
 
| Save କରି Run କରନ୍ତୁ.   
 
| Save କରି Run କରନ୍ତୁ.   
 +
 
|-
 
|-
 
|08:31
 
|08:31
 
| ଦେଖନ୍ତୁ, 1ରୁ 3 ପର୍ଯ୍ୟନ୍ତ ଏଲେମେଣ୍ଟସ୍ କପୀ ହୋଇଗଲା
 
| ଦେଖନ୍ତୁ, 1ରୁ 3 ପର୍ଯ୍ୟନ୍ତ ଏଲେମେଣ୍ଟସ୍ କପୀ ହୋଇଗଲା
 +
 
|-
 
|-
 
|08:39
 
|08:39
 
| ଧ୍ୟାନଦିଅନ୍ତୁ, ଆମର Arguments ଭାବରେ ଆଂଅକୁ 1, 4 ଦିଆଯାଇଛି  
 
| ଧ୍ୟାନଦିଅନ୍ତୁ, ଆମର Arguments ଭାବରେ ଆଂଅକୁ 1, 4 ଦିଆଯାଇଛି  
 +
 
|-
 
|-
 
|08:47
 
|08:47
 
| କିନ୍ତୁ, ତାହାସତ୍ତ୍ୱେ ଇଣ୍ଡେକ୍ସ 4ରେ ଥିବା ଏଲେମେଣ୍ଟ କପୀ ହୋଇନାହିଁ
 
| କିନ୍ତୁ, ତାହାସତ୍ତ୍ୱେ ଇଣ୍ଡେକ୍ସ 4ରେ ଥିବା ଏଲେମେଣ୍ଟ କପୀ ହୋଇନାହିଁ
 +
 
|-
 
|-
 
|08:50
 
|08:50
 
| କେବଳ ଏଲେମେଣ୍ଟ 3 ପର୍ଯ୍ୟନ୍ତ କପୀ ହୋଇଛି.  ପ୍ରଦତ୍ତ ବର୍ଗର ଗୋଟିଏ ଇଣ୍ଡେକ୍ସ ପୂର୍ବରୁ ଏହା ବନ୍ଦ ହୋଇଯାଏ
 
| କେବଳ ଏଲେମେଣ୍ଟ 3 ପର୍ଯ୍ୟନ୍ତ କପୀ ହୋଇଛି.  ପ୍ରଦତ୍ତ ବର୍ଗର ଗୋଟିଏ ଇଣ୍ଡେକ୍ସ ପୂର୍ବରୁ ଏହା ବନ୍ଦ ହୋଇଯାଏ
 +
 
|-
 
|-
 
|09:01
 
|09:01
 
| ତେଣୁ, ଏହି ବ୍ୟବହାର ସୁନିଶ୍ଚିତ କରେ କି, ବର୍ଗଗୁଡ଼ିକର ନିରନ୍ତରତା ବଜାୟ ରହିଛି
 
| ତେଣୁ, ଏହି ବ୍ୟବହାର ସୁନିଶ୍ଚିତ କରେ କି, ବର୍ଗଗୁଡ଼ିକର ନିରନ୍ତରତା ବଜାୟ ରହିଛି
 +
 
|-
 
|-
 
|09:07
 
|09:07
 
| (0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ
 
| (0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ
 +
 
|-
 
|-
 
|09:12
 
|09:12
 
| (4, 6), ଇଣ୍ଡେକ୍ସ 4ରୁ 5 ପର୍ଯ୍ୟନ୍ତ ସୂଚିତ କରିବ
 
| (4, 6), ଇଣ୍ଡେକ୍ସ 4ରୁ 5 ପର୍ଯ୍ୟନ୍ତ ସୂଚିତ କରିବ
 +
 
|-
 
|-
 
|09:17
 
|09:17
 
| ତେଣୁ, ଏହା ଏପରି ବ୍ୟବହାର କରେ, ଯେପରି (0, 4) + (4, 6) = (0, 5)
 
| ତେଣୁ, ଏହା ଏପରି ବ୍ୟବହାର କରେ, ଯେପରି (0, 4) + (4, 6) = (0, 5)
 +
 
|-
 
|-
 
|09:26
 
|09:26
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
 
|09:31
 
|09:31
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 +
 
|-
 
|-
 
|09:33
 
|09:33
 
|Class Arraysକୁ କିପରି Import କରାଯାଏ
 
|Class Arraysକୁ କିପରି Import କରାଯାଏ
 +
 
|-
 
|-
 
|09:36
 
|09:36
 
| toString, Sort, Copy, Fill ପରି Array ଅପରେସନ୍ସ ପ୍ରଦର୍ଶନ
 
| toString, Sort, Copy, Fill ପରି Array ଅପରେସନ୍ସ ପ୍ରଦର୍ଶନ
 +
 
|-
 
|-
 
|09:44
 
|09:44
 
| ଆସାଇନମେଣ୍ଟ ଭାବେ
 
| ଆସାଇନମେଣ୍ଟ ଭାବେ
 +
 
|-
 
|-
 
|09:46
 
|09:46
 
| Array.Equals ମେଥଡ୍ ବିଷୟରେ ପଢ଼ନ୍ତୁ ଓ ତାହା କ’ଣ କରେ ଜାଣନ୍ତୁ
 
| Array.Equals ମେଥଡ୍ ବିଷୟରେ ପଢ଼ନ୍ତୁ ଓ ତାହା କ’ଣ କରେ ଜାଣନ୍ତୁ
 +
 
|-
 
|-
 
|09:53
 
|09:53
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 +
 
|-
 
|-
 
|09:55
 
|09:55
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ  '''http://spoken-tutorial.org/What_is_a_Spoken_Tutorial'''.   
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ  '''http://spoken-tutorial.org/What_is_a_Spoken_Tutorial'''.   
 +
 
|-
 
|-
 
|10:02
 
|10:02
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|10:05
 
|10:05
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|10:09
 
|10:09
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
|-
+
 
|10:10
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
+
 
|-
 
|-
 
|10:16
 
|10:16
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|10:22
 
|10:22
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|10:31
 
|10:31
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|10:39
 
|10:39
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
 
|-
 
|-
 
|10:43
 
|10:43
 
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ
 
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ
 
|}
 
|}

Latest revision as of 17:00, 7 April 2017

Time Narration
00:02 Javaରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:
00:09 Class Arrayକୁ କିପରି Import କରିବେ ଓ
00:12 Arrayରେ ମୌଳିକ ଅପରେସନ୍ସ ପ୍ରଦର୍ଶନ କରିବେ
00:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:25 ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର Arrays ଉପରେ ଜ୍ଞାନ ଥିବା ଉଚିତ
00:30 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org http://spoken-tutorial.org
00:35 Arrays ନାମକ Classରେ Array ଅପରେସନ୍ସ ପାଇଁ ମେଥଡ୍ସ ଉପଲବ୍ଧ ଅଛି
00:40 ସେଗୁଡ଼ିକ ଆକ୍ସେସ୍ କରିବା ପାଇଁ, ଆପଣଙ୍କୁ ସେହି Class import କରିବାକୁ ପଡ଼ିବ
00:43 ଏହାକୁ import java.util.Arrays ସେମିକଲନ୍ ଷ୍ଟେଟମେଣ୍ଟ ଦ୍ୱାରା କରିହେବ
00:50 ଆମେ, Classରୁ Method ଆକ୍ସେସ୍ କରିପାରିବା
00:52 ଆମେ, ଗୋଟିଏ dot ଓ Method ନାମ ଯୋଡ଼ି କରିପାରିବା
00:56 ତେଣୁ, Arrays ଡଟ୍ toStringର ଅର୍ଥ ହେଉଛି Arrays Classରୁ toString ମେଥଡ୍
01:05 Eclipseକୁ ଯାଆନ୍ତୁ
01:08 ଆମେ ଗୋଟିଏ Class, ArraysDemo କ୍ରିଏଟ୍ କରିସାରିଛେ
01:13 ଏବେ ଚାଲନ୍ତୁ, Class Arraysକୁ Import କରିବା
01:16 Class ପରିଭାଷା ପୂର୍ବରୁ Import ଷ୍ଟେଟମେଣ୍ଟ ଲେଖାଯାଇଛି
01:22 ତେଣୁ, Public Class ପୂର୍ବରୁ ଟାଇପ୍ କରନ୍ତୁ:
01:26 import java.util.Arrays ସେମିକଲନ୍
01:46 ଏହି ଷ୍ଟେଟମେଣ୍ଟ କୁହେ ଯେ, Javaରେ Util ନାମକ ଏକ ପ୍ୟାକେଜ୍ ଅଛି, ଯେଉଁଥିରେ Class Arrays ଅଛି ଓ ତାକୁ Import କରାଯିବ
01:59 ଏବେ ଏକ Array ଯୋଡ଼ିବା
02:01 Main Function ଭିତରେ ଟାଇପ୍ କରନ୍ତୁ:
02:03 int marks ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ 2, 7, 5, 4, 8
02:20 Arrayର ପ୍ରତିନିଧିତ୍ୱ କରୁଥିବା String ପ୍ରାପ୍ତ କରିବା ପାଇଁ ଏବେ ଆମେ Class Arraysରେ ଥିବା ଏକ ମେଥଡ୍ ବ୍ୟବହାର କରି ତାକୁ ପ୍ରିଣ୍ଟ କରିବା
02:28 ତେଣୁ, ଟାଇପ୍ କରନ୍ତୁ: String mStr ଇକ୍ୱାଲ୍ ଟୁ Arrays ଡଟ୍ toString ପାରେନ୍ଥେସେସ୍, ପାରେନ୍ଥେସେସ୍ ଭିତରେ Arrayର ନାମ ଦେବା, ଯାହା ହେଉଛି Marks
02:50 ଏବେ, ଏହି toString ମେଥଡ୍, Arrayର ପ୍ରତିନିଧିତ୍ୱ କରୁଥିବା String ଦେବ
02:56 ଆମେ Marks ପ୍ରିଣ୍ଟ କରିବା
02:58 ତେଣୁ, ଟାଇପ୍ କରନ୍ତୁ System ଡଟ୍ out ଡଟ୍ println ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ mStr;
03:12 ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା. ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
03:18 ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, toString ମେଥଡ୍ Arrayର ପ୍ରତିନିଧିତ୍ୱ କରୁଥିବା ଏକ String ଦେଇଛି
03:26 ଏବେ, Arrayର ଏଲେମେଣ୍ଟସ୍ ସର୍ଟିଙ୍ଗ୍ ଦେଖିବା
03:31 ତେଣୁ, Arrays ଡଟ୍ toString ପୂର୍ବରୁ ଟାଇପ୍ କରନ୍ତୁ: Arrays ଡଟ୍ sort ପାରେନ୍ଥେସେସ୍ ଭିତରେ Arrayର ନାମ, ଯାହା ହେଉଛି marks
03:46 Arrays Classରେ ଥିବା sort method, ସେଥିକୁ ପାସ୍ ହେଉଥିବା Arrayର ଏଲେମେଣ୍ଟଗୁଡ଼ିକୁ ସର୍ଟ କରିଥାଏ
03:53 ଏବେ ଆମେ, Array "Marks"ର ଏଲେମେଣ୍ଟସ୍ ସର୍ଟ କରୁଛେ ଓ ତା’ପରେ ଏହାର String ଫର୍ମକୁ ପ୍ରିଣ୍ଟ କରିବା
04:04 ଚାଲନ୍ତୁ, ଆଉଟପୁଟ୍ କୁ ଦେଖିବା. Save କରି Run କରନ୍ତୁ.
04:11 ଆମେ, ଆଉଟପୁଟ୍ ରେ ଦେଖିପାରୁଛେ ଯେ, Sort Method, Arrayକୁ ବର୍ଦ୍ଧିତ କ୍ରମରେ ସର୍ଟ କରିଦେଇଛି
04:19 ଧ୍ୟାନଦିଅନ୍ତୁ କି, Sort Method, Arrayକୁ ହିଁ ବଦଳାଇଦେଇଛି
04:22 ଏହି ପ୍ରକାର ସର୍ଟିଙ୍ଗ୍ କୁ Inplace Sorting କୁହାଯାଏ
04:26 ଏହା ଅର୍ଥ, ସର୍ଟିଙ୍ଗ୍ ର ପରିଣାମ ଭାବରେ Arrayରେ ଥିବା ଏଲେମେଣ୍ଟସ୍ ବଦଳିଯାଇଛି
04:33 ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି Fill
04:38 Fill ମେଥଡ୍, ଦୁଇଟି Arguments ନିଏ
04:43 Sorting ଲାଇନ୍ କାଢ଼ିଦିଅନ୍ତୁ ଓ
04:50 ଟାଇପ୍ କରନ୍ତୁ: Arrays ଡଟ୍ fill ବ୍ରାକେଟ୍ସ ମଧ୍ୟରେ Arrayର ନାମ, ଯାହା ହେଉଛି marks;
05:05 ଏହା ହେଉଛି ଆମର ପ୍ରଥମ Argument ଏବଂ ଦ୍ୱିତୀୟ ହେଉଛି ଭାଲ୍ୟୁ, ଯାହା Arrayରେ ଭରି ହେବା ଦରକାର, ଆମେ ତାକୁ 6 ଓ ସେମିକଲନ୍ ଦେବା. Save କରି Run କରନ୍ତୁ
05:24 ଆମେ ଦେଖିପାରୁଛେ ଯେ, ନାମ ଅନୁସାରେ Fill ମେଥଡ୍, ପ୍ରଦତ୍ତ Argumentରେ, ଯାହା ହେଉଛି 6, Arrayକୁ ଭରିଥାଏ
05:32 ଆମେ ଦେଖିବାକୁ ଯାଉଥିବା ପରବର୍ତ୍ତୀ ମେଥଡ୍ ହେଉଛି CopyOf
05:37 ଆମେ, Array Marksର ସମସ୍ତ ଏଲେମେଣ୍ଟସ୍ କୁ Array marksCopyକୁ କପୀ କରିବା
05:44 arrays dot fillକୁ କାଢ଼ିଦିଅନ୍ତୁ
05:48 ଓ ଟାଇପ୍ କରନ୍ତୁ int marksCopy[];
05:59 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: marksCopy = Arrays.copyOf(marks, 5);
06:25 ଏହି ମେଥଡ୍, ଦୁଇଟି Arguments ନେଇଥାଏ
06:29 ପ୍ରଥମ Argument ହେଉଛି Arrayର ନାମ, ଯେଉଁଥିରୁ ଆପଣ Marks ଏଲେମେଣ୍ଟ କପୀ କରିବାକୁ ଚାହୁଁଛନ୍ତି
06:39 ଦ୍ୱିତୀୟଟି ହେଉଛି କପୀ ହେବାକୁ ଥିବା ଏଲେମେଣ୍ଟର ସଂଖ୍ୟା, ଆମେ ଏଠାରୁ 5 କପୀ କରିବା
06:47 ତା’ପରେ, Arrays ଡଟ୍ toStringରେ, marks କୁ ବଦଳାଇ marksCopy କରନ୍ତୁ
06:55 ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
07:01 ଦେଖନ୍ତୁ, Array marksର ଏଲେମେଣ୍ଟଗୁଡ଼ିକ, Array marksCopyକୁ କପୀ ହୋଇଗଲା
07:10 କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟାକୁ ବଦଳାଇଲେ କ’ଣ ହୁଏ, ଚାଲନ୍ତୁ ଦେଖିବା
07:15 5କୁ 3ରେ ବଦଳାନ୍ତୁ
07:19 Save କରି Run କରନ୍ତୁ
07:24 ଆମେ ଦେଖିପାରୁଛେ ଯେ, କେବଳ ପ୍ରଥମ ତିନୋଟି ଏଲେମେଣ୍ଟସ୍ କପୀ ହୋଇଛି
07:31 କପୀ ହେବାକୁ ଥିବା ଏଲେମେଣ୍ଟଗୁଡ଼ିକର ସଂଖ୍ୟା, Arrayରେ ଥିବା ସମୁଦାୟ ଏଲେମେଣ୍ଟଗୁଡ଼ିକର ସଂଖ୍ୟାଠାରୁ ଯଦି ଅଧିକ ଥାଏ, ତେବେ କ’ଣ ହୁଏ, ଚାଲନ୍ତୁ ଦେଖିବା
07:39 3କୁ 8ରେ ବଦଳାନ୍ତୁ
07:44 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.
07:48 ଆମେ ଦେଖିପାରୁଛେ ଯେ, ଅତିରିକ୍ତ ଏଲେମେଣ୍ଟଗୁଡ଼ିକ ଡିଫଲ୍ଟ ଭାଲ୍ୟୁ ସହିତ ସେଟ୍ ହୋଇଯାଇଛି, ଯାହା ହେଉଛି 0
07:54 ଏହାପରେ ଆମେ, ଭାଲ୍ୟୁଗୁଡ଼ିକର ବର୍ଗ କିପରି କପୀ କରାଯାଏ, ଦେଖିବା
07:58 ତେଣୁ, copyOfକୁ ବଦଳାଇ copyOfRange ଓ 8କୁ ବଦଳାଇ 1, 4 କରନ୍ତୁ
08:15 ଏହି ମେଥଡ୍, ଇଣ୍ଡେକ୍ସ 1ରୁ ସବୁ ଏଲେମେଣ୍ଟସ୍ କପୀ କରିବା ଆରମ୍ଭ କରେ ଓ ଇଣ୍ଡେକ୍ସ 3ରେ ବନ୍ଦ କରେ
08:27 Save କରି Run କରନ୍ତୁ.
08:31 ଦେଖନ୍ତୁ, 1ରୁ 3 ପର୍ଯ୍ୟନ୍ତ ଏଲେମେଣ୍ଟସ୍ କପୀ ହୋଇଗଲା
08:39 ଧ୍ୟାନଦିଅନ୍ତୁ, ଆମର Arguments ଭାବରେ ଆଂଅକୁ 1, 4 ଦିଆଯାଇଛି
08:47 କିନ୍ତୁ, ତାହାସତ୍ତ୍ୱେ ଇଣ୍ଡେକ୍ସ 4ରେ ଥିବା ଏଲେମେଣ୍ଟ କପୀ ହୋଇନାହିଁ
08:50 କେବଳ ଏଲେମେଣ୍ଟ 3 ପର୍ଯ୍ୟନ୍ତ କପୀ ହୋଇଛି. ପ୍ରଦତ୍ତ ବର୍ଗର ଗୋଟିଏ ଇଣ୍ଡେକ୍ସ ପୂର୍ବରୁ ଏହା ବନ୍ଦ ହୋଇଯାଏ
09:01 ତେଣୁ, ଏହି ବ୍ୟବହାର ସୁନିଶ୍ଚିତ କରେ କି, ବର୍ଗଗୁଡ଼ିକର ନିରନ୍ତରତା ବଜାୟ ରହିଛି
09:07 (0, 4), ଇଣ୍ଡେକ୍ସ 0ରୁ 3 ପର୍ଯ୍ୟନ୍ତ ସୂଚିତ କରିଥାଏ
09:12 (4, 6), ଇଣ୍ଡେକ୍ସ 4ରୁ 5 ପର୍ଯ୍ୟନ୍ତ ସୂଚିତ କରିବ
09:17 ତେଣୁ, ଏହା ଏପରି ବ୍ୟବହାର କରେ, ଯେପରି (0, 4) + (4, 6) = (0, 5)
09:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:31 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
09:33 Class Arraysକୁ କିପରି Import କରାଯାଏ
09:36 toString, Sort, Copy, Fill ପରି Array ଅପରେସନ୍ସ ପ୍ରଦର୍ଶନ
09:44 ଆସାଇନମେଣ୍ଟ ଭାବେ
09:46 Array.Equals ମେଥଡ୍ ବିଷୟରେ ପଢ଼ନ୍ତୁ ଓ ତାହା କ’ଣ କରେ ଜାଣନ୍ତୁ
09:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
09:55 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
10:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:16 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
10:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
10:43 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ

Contributors and Content Editors

PoojaMoolya, Pradeep