Difference between revisions of "Drupal/C3/Adding-Functionalities-using-Modules/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | Modules ବ୍ୟବହାର କରି Adding Functionalities ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |Modules ବ୍ୟବହାର କରି Adding Functionalities ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+ | |||
|- | |- | ||
|00:08 | |00:08 | ||
− | | ଏହି ଟ୍ୟୁଟୋରିଆଲରେ ଆମେ, Modules ସହିତ ନିଜକୁ ପରିଚିତ କରାଇବା. ଆମେ, Book Module ଓ Forum Module ବିଷୟରେ ଶିଖିବା | + | |ଏହି ଟ୍ୟୁଟୋରିଆଲରେ ଆମେ, Modules ସହିତ ନିଜକୁ ପରିଚିତ କରାଇବା. ଆମେ, Book Module ଓ Forum Module ବିଷୟରେ ଶିଖିବା |
+ | |||
|- | |- | ||
|00:19 | |00:19 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | + | |ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
+ | |||
|- | |- | ||
|00:35 | |00:35 | ||
− | | Modules ଓ Themes ହେଉଛି, ଗୋଟିଏ Drupal ୱେବ୍ ସାଇଟ୍ ରେ ଫିଚର୍ସ ଏକ୍ସଟେଣ୍ଡ କିମ୍ୱା ଆଡ୍ କରିବାର ମୁଖ୍ୟ ମାର୍ଗ | + | |Modules ଓ Themes ହେଉଛି, ଗୋଟିଏ Drupal ୱେବ୍ ସାଇଟ୍ ରେ ଫିଚର୍ସ ଏକ୍ସଟେଣ୍ଡ କିମ୍ୱା ଆଡ୍ କରିବାର ମୁଖ୍ୟ ମାର୍ଗ |
+ | |||
|- | |- | ||
|00:42 | |00:42 | ||
− | | Drupal, ଏକ ସମ୍ପୂର୍ଣ୍ଣ Content Management System ପ୍ରଦାନ କରିଥାଏ. କିନ୍ତୁ, ବେଳେବେଳେ ଆମକୁ ଅଧିକ ଦରକାର ହୋଇଥାଏ ଓ ସେତେବେଳେ Modules ଆସେ | + | |Drupal, ଏକ ସମ୍ପୂର୍ଣ୍ଣ Content Management System ପ୍ରଦାନ କରିଥାଏ. କିନ୍ତୁ, ବେଳେବେଳେ ଆମକୁ ଅଧିକ ଦରକାର ହୋଇଥାଏ ଓ ସେତେବେଳେ Modules ଆସେ |
+ | |||
|- | |- | ||
|00:53 | |00:53 | ||
− | | Modules, ଆମର Drupal ୱେବ୍ ସାଇଟ୍ ରେ ଫିଚର୍ସ ଆଡ୍ କରିଥାଏ. Drupalରେ ତିନି ପ୍ରକାରର Modules ଥାଏ | + | |Modules, ଆମର Drupal ୱେବ୍ ସାଇଟ୍ ରେ ଫିଚର୍ସ ଆଡ୍ କରିଥାଏ. Drupalରେ ତିନି ପ୍ରକାରର Modules ଥାଏ |
+ | |||
|- | |- | ||
|00:59 | |00:59 | ||
− | + | |ସେଥିରେ Core Modules ଅଛି. ଏହି ମଡ୍ୟୁଲଗୁଡ଼ିକ, Drupalରେ ଡିଫଲ୍ଟ ଭାବରେ ଆସେ | |
+ | |||
|- | |- | ||
|01:06 | |01:06 | ||
− | | ସେଗୁଡ଼ିକୁ ବନ୍ଦ କରିହେବ. କିନ୍ତୁ, FTP ବ୍ୟବହାର କରି କେବେହେଲେ ବି ଗୋଟିଏ ୱେବ୍ ସାଇଟ୍ ର Core Areaକୁ ଯାଆନ୍ତୁ ନାହିଁ ଓ ଏହି Moduleଗୁଡ଼ିକୁ ହଟାଇଦିଅନ୍ତୁ | + | |ସେଗୁଡ଼ିକୁ ବନ୍ଦ କରିହେବ. କିନ୍ତୁ, FTP ବ୍ୟବହାର କରି କେବେହେଲେ ବି ଗୋଟିଏ ୱେବ୍ ସାଇଟ୍ ର Core Areaକୁ ଯାଆନ୍ତୁ ନାହିଁ ଓ ଏହି Moduleଗୁଡ଼ିକୁ ହଟାଇଦିଅନ୍ତୁ |
+ | |||
|- | |- | ||
|01:15 | |01:15 | ||
− | | ଆମେ, ଯେବେବି Drupal ଅପଡେଟ୍ କରିବା, ସେଗୁଡ଼ିକ ପୁଣିଥରେ ରି-ଇନଷ୍ଟଲ୍ ହୋଇଯିବ | + | |ଆମେ, ଯେବେବି Drupal ଅପଡେଟ୍ କରିବା, ସେଗୁଡ଼ିକ ପୁଣିଥରେ ରି-ଇନଷ୍ଟଲ୍ ହୋଇଯିବ |
+ | |||
|- | |- | ||
|01:22 | |01:22 | ||
− | + | |Drupalର ମୌଳିକ କାର୍ଯ୍ୟକ୍ଷମତା ପାଇଁ ଏହି Core Modulesର ଡିଜାଇନ୍ କରାଯାଇଛି | |
+ | |||
|- | |- | ||
|01:28 | |01:28 | ||
− | | ତା’ପରେ, Contributed Modules ଅଛି. ଆମେ ପୂର୍ବରୁ Devel ଇନଷ୍ଟଲ୍ କରିସାରିଛେ | + | |ତା’ପରେ, Contributed Modules ଅଛି. ଆମେ ପୂର୍ବରୁ Devel ଇନଷ୍ଟଲ୍ କରିସାରିଛେ |
+ | |||
|- | |- | ||
|01:38 | |01:38 | ||
− | | ଗୋଟିଏ Contributed Moduel ହେଉଛି ଏକ ମଡ୍ୟୁଲ୍, ଯାହାକୁ କମ୍ୟୁନିଟୀରେ ଥି୍ବା କେହିଜଣେ କଣ୍ଟ୍ରିବ୍ୟୁଟ୍ କରିଥିବ . ଆଉ ତାହା, drupal.orgରେ ଉପଲବ୍ଧ | + | |ଗୋଟିଏ Contributed Moduel ହେଉଛି ଏକ ମଡ୍ୟୁଲ୍, ଯାହାକୁ କମ୍ୟୁନିଟୀରେ ଥି୍ବା କେହିଜଣେ କଣ୍ଟ୍ରିବ୍ୟୁଟ୍ କରିଥିବ . ଆଉ ତାହା, drupal.orgରେ ଉପଲବ୍ଧ |
+ | |||
|- | |- | ||
|01:49 | |01:49 | ||
− | | ଶେଷ ପ୍ରକାରର ମଡ୍ୟୁଲ୍ ହେଉଛି ଏକ Custom Module | + | |ଶେଷ ପ୍ରକାରର ମଡ୍ୟୁଲ୍ ହେଉଛି ଏକ Custom Module |
+ | |||
|- | |- | ||
|01:52 | |01:52 | ||
− | | ଏହିଠାରେ ଆମେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ରଖିଛେ, ଯାହା ଆମର ପ୍ରୋଜେକ୍ଟ ପାଇଁ ଆମକୁ ଦରକାର. ଏହି ମଡ୍ୟୁଲ୍ ଉପଲବ୍ଧ ନାହିଁ, ଆଉ କେହିବି ଏହି ସ୍ଥାନ ବିଷୟରେ ଚିନ୍ତା କରିନାହାଁନ୍ତି | + | |ଏହିଠାରେ ଆମେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ରଖିଛେ, ଯାହା ଆମର ପ୍ରୋଜେକ୍ଟ ପାଇଁ ଆମକୁ ଦରକାର. ଏହି ମଡ୍ୟୁଲ୍ ଉପଲବ୍ଧ ନାହିଁ, ଆଉ କେହିବି ଏହି ସ୍ଥାନ ବିଷୟରେ ଚିନ୍ତା କରିନାହାଁନ୍ତି |
+ | |||
|- | |- | ||
|02:07 | |02:07 | ||
− | | କିନ୍ତୁ, ନିଶ୍ଚିତ ଭାବେ, ଆମକୁ ଏହା ନିଜେ ତିଆରି କରିବାକୁ ପଡ଼ିବ କିମ୍ୱା ଆମ ପାଇଁ କରିବାକୁ ଆଉକାହାକୁ ପଇସା ଦେବାକୁ ପଡ଼ିବ | + | |କିନ୍ତୁ, ନିଶ୍ଚିତ ଭାବେ, ଆମକୁ ଏହା ନିଜେ ତିଆରି କରିବାକୁ ପଡ଼ିବ କିମ୍ୱା ଆମ ପାଇଁ କରିବାକୁ ଆଉକାହାକୁ ପଇସା ଦେବାକୁ ପଡ଼ିବ |
+ | |||
|- | |- | ||
|02:15 | |02:15 | ||
− | | Drupal ପାଇଁ ଅନେକ ଭିନ୍ନ ଭିନ୍ନ ମଡ୍ୟୁଲ୍ସ ଉପଲବ୍ଧ ଅଛି | + | |Drupal ପାଇଁ ଅନେକ ଭିନ୍ନ ଭିନ୍ନ ମଡ୍ୟୁଲ୍ସ ଉପଲବ୍ଧ ଅଛି |
+ | |||
|- | |- | ||
|02:20 | |02:20 | ||
− | | drupal.orgରେ, ପୂର୍ବରୁ 32,458 ମଡ୍ୟୁଲ୍ସ ଥିବାର ଆମେ ଦେଖିପାରୁଛେ | + | |drupal.orgରେ, ପୂର୍ବରୁ 32,458 ମଡ୍ୟୁଲ୍ସ ଥିବାର ଆମେ ଦେଖିପାରୁଛେ |
+ | |||
|- | |- | ||
|02:30 | |02:30 | ||
− | | ମଡ୍ୟୁଲ୍ସ ଅନେକ ଜିନିଷ କରିଥାଏ | + | |ମଡ୍ୟୁଲ୍ସ ଅନେକ ଜିନିଷ କରିଥାଏ |
+ | |||
|- | |- | ||
|02:33 | |02:33 | ||
− | | ଗୋଟିଏ ମଡ୍ୟୁଲ୍, Content Typeରେ Field ଆଡ୍ କରିପାରେ. ଅନ୍ୟଏକ ମଡ୍ୟୁଲ୍, ଆମର ସମଗ୍ର ୱେବ୍ ସାଇଟ୍ ପାଇଁ ସମ୍ପୂର୍ଣ୍ଣ Voting System ଆଡ୍ କରିପାରେ | + | |ଗୋଟିଏ ମଡ୍ୟୁଲ୍, Content Typeରେ Field ଆଡ୍ କରିପାରେ. ଅନ୍ୟଏକ ମଡ୍ୟୁଲ୍, ଆମର ସମଗ୍ର ୱେବ୍ ସାଇଟ୍ ପାଇଁ ସମ୍ପୂର୍ଣ୍ଣ Voting System ଆଡ୍ କରିପାରେ |
+ | |||
|- | |- | ||
|02:45 | |02:45 | ||
− | | କିନ୍ତୁ, ଆମେ କେବଳ ଏପରି ଏକ ମଡ୍ୟୁଲ୍ ବ୍ୟବହାର କରିବା, ଯାହା Drupalର ଏହି ଭର୍ସନ୍ ସହିତ ଅନୁକୂଳ ହୋଇଥିବ | + | |କିନ୍ତୁ, ଆମେ କେବଳ ଏପରି ଏକ ମଡ୍ୟୁଲ୍ ବ୍ୟବହାର କରିବା, ଯାହା Drupalର ଏହି ଭର୍ସନ୍ ସହିତ ଅନୁକୂଳ ହୋଇଥିବ |
+ | |||
|- | |- | ||
|02:51 | |02:51 | ||
− | | ଆଉ ତେଣୁ, ଆମକୁ drupal.org/project/modulesରେ ସବୁବେଳେ ଏଠାରେ ଆମର ମଡ୍ୟୁଲଗୁଡ଼ିକୁ ଫିଲ୍ଟର୍ କରିବାକୁ ପଡ଼ିବ | + | |ଆଉ ତେଣୁ, ଆମକୁ drupal.org/project/modulesରେ ସବୁବେଳେ ଏଠାରେ ଆମର ମଡ୍ୟୁଲଗୁଡ଼ିକୁ ଫିଲ୍ଟର୍ କରିବାକୁ ପଡ଼ିବ |
+ | |||
|- | |- | ||
|03:03 | |03:03 | ||
− | | ସେଗୁଡ଼ିକୁ ଫିଲ୍ଟର୍ କଲେ, ସେଗୁଡ଼ିକ ସର୍ବଦା ଲୋକପ୍ରିୟତା କ୍ରମରେ ତାଲିକାଭୁକ୍ତ ହୋଇଥାଏ | + | |ସେଗୁଡ଼ିକୁ ଫିଲ୍ଟର୍ କଲେ, ସେଗୁଡ଼ିକ ସର୍ବଦା ଲୋକପ୍ରିୟତା କ୍ରମରେ ତାଲିକାଭୁକ୍ତ ହୋଇଥାଏ |
+ | |||
|- | |- | ||
|03:09 | |03:09 | ||
− | | ପ୍ରଥମ ତିନୋଟି କିମ୍ୱା ଚାରୋଟୋ ପେଜ୍ ରେ, ସବୁଠାରୁ ଲୋକପ୍ରିୟ ମଡ୍ୟୁଲ୍ସ ରହିଛି. ଯାହାର ଅର୍ଥ, ସେଗୁଡ଼ିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଓ ସବୁଠାରୁ ଅଧିକ ଉପଯୋଗୀ ଅଟେ | + | |ପ୍ରଥମ ତିନୋଟି କିମ୍ୱା ଚାରୋଟୋ ପେଜ୍ ରେ, ସବୁଠାରୁ ଲୋକପ୍ରିୟ ମଡ୍ୟୁଲ୍ସ ରହିଛି. ଯାହାର ଅର୍ଥ, ସେଗୁଡ଼ିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଓ ସବୁଠାରୁ ଅଧିକ ଉପଯୋଗୀ ଅଟେ |
+ | |||
|- | |- | ||
|03:21 | |03:21 | ||
− | | ସଂକ୍ଷିପ୍ତରେ, Modules ଫିଚର୍ସ ଆଡ୍ କରେ ଓ drupal.orgରେ ଅନେକ ମଡ୍ୟୁଲ୍ସ ମାଗଣାରେ ଉପଲବ୍ଧ ଅଛି | + | |ସଂକ୍ଷିପ୍ତରେ, Modules ଫିଚର୍ସ ଆଡ୍ କରେ ଓ drupal.orgରେ ଅନେକ ମଡ୍ୟୁଲ୍ସ ମାଗଣାରେ ଉପଲବ୍ଧ ଅଛି |
+ | |||
|- | |- | ||
|03:30 | |03:30 | ||
− | | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ. Extend ଉପରେ କ୍ଲିକ୍ କରି ତଳକୁ ସ୍କ୍ରୋଲ୍ କରନ୍ତୁ | + | |ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ. Extend ଉପରେ କ୍ଲିକ୍ କରି ତଳକୁ ସ୍କ୍ରୋଲ୍ କରନ୍ତୁ |
+ | |||
|- | |- | ||
|03:38 | |03:38 | ||
− | | ଏଠାରେ ଆମ ପାଖରେ କିଛି ମଡ୍ୟୁଲ୍ସ ଅଛି, ଯାହା Drupalରେ ଡିଫଲ୍ଟ ଭାବରେ ଆସେ. କିନ୍ତୁ, ସେଗୁଡ଼ିକ ଆଗରୁ ON ନଥାଏ | + | |ଏଠାରେ ଆମ ପାଖରେ କିଛି ମଡ୍ୟୁଲ୍ସ ଅଛି, ଯାହା Drupalରେ ଡିଫଲ୍ଟ ଭାବରେ ଆସେ. କିନ୍ତୁ, ସେଗୁଡ଼ିକ ଆଗରୁ ON ନଥାଏ |
+ | |||
|- | |- | ||
|03:48 | |03:48 | ||
− | | Book Moduleକୁ ଏନାବଲ୍ କରନ୍ତୁ | + | |Book Moduleକୁ ଏନାବଲ୍ କରନ୍ତୁ |
+ | |||
|- | |- | ||
|03:53 | |03:53 | ||
− | | ଆଉ ଟିକିଏ ତଳକୁ ସ୍କ୍ରୋଲ୍ କଲେ ଆମେ, Forum Module ପାଇବା. ତାକୁ ମଧ୍ୟ ON କରନ୍ତୁ | + | |ଆଉ ଟିକିଏ ତଳକୁ ସ୍କ୍ରୋଲ୍ କଲେ ଆମେ, Forum Module ପାଇବା. ତାକୁ ମଧ୍ୟ ON କରନ୍ତୁ |
+ | |||
|- | |- | ||
|04:01 | |04:01 | ||
− | | ଗୋଟିଏ ସମୟରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମଡ୍ୟୁଲ୍ସ ON କରିପାରିବା | + | |ଗୋଟିଏ ସମୟରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମଡ୍ୟୁଲ୍ସ ON କରିପାରିବା |
+ | |||
|- | |- | ||
|04:07 | |04:07 | ||
− | | ତଳକୁ ସ୍କ୍ରୋଲ୍ କରି Install ଉପରେ କ୍ଲିକ୍ କରନ୍ତୁ | + | |ତଳକୁ ସ୍କ୍ରୋଲ୍ କରି Install ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:12 | |04:12 | ||
− | | Book Module ଓ Forum Module ଦୁଇଟି ବହୁତ ଭିନ୍ନ ପ୍ରକାରର ମଡ୍ୟୁଲ୍ସ | + | |Book Module ଓ Forum Module ଦୁଇଟି ବହୁତ ଭିନ୍ନ ପ୍ରକାରର ମଡ୍ୟୁଲ୍ସ |
+ | |||
|- | |- | ||
|04:19 | |04:19 | ||
− | | କିନ୍ତୁ, ଉଭୟ ସମ୍ପୂର୍ଣ୍ଣ ନୂଆ Content Type କ୍ରିଏଟ୍ କରନ୍ତି. ଆଉ, Drupalକୁ ଏକ୍ସଟେଣ୍ଡ କରି ସେଥିରେ ଅତିରିକ୍ତ କାର୍ଯ୍ୟକ୍ଷମତା ଆଣନ୍ତି | + | |କିନ୍ତୁ, ଉଭୟ ସମ୍ପୂର୍ଣ୍ଣ ନୂଆ Content Type କ୍ରିଏଟ୍ କରନ୍ତି. ଆଉ, Drupalକୁ ଏକ୍ସଟେଣ୍ଡ କରି ସେଥିରେ ଅତିରିକ୍ତ କାର୍ଯ୍ୟକ୍ଷମତା ଆଣନ୍ତି |
+ | |||
|- | |- | ||
|04:29 | |04:29 | ||
− | | ସେ ସବୁ ମଡ୍ୟୁଲ୍ସ ହୋଇଥିବା ସତ୍ତ୍ୱେ Drupal Modules ବହୁତ ଭିନ୍ନ ଜିନିଷ କରିଥାଏ | + | |ସେ ସବୁ ମଡ୍ୟୁଲ୍ସ ହୋଇଥିବା ସତ୍ତ୍ୱେ Drupal Modules ବହୁତ ଭିନ୍ନ ଜିନିଷ କରିଥାଏ |
+ | |||
|- | |- | ||
|04:35 | |04:35 | ||
|ଯେତେବେଳେ ଆପଣ, ନିଜ ସାଇଟ୍ ରେ ନୂଆ ଫିଚର୍ସ ଆଡ୍ କରିବାକୁ ଚାହାଁନ୍ତି, ଯେଉଁଠାରେ ଏହା ଏକ ସମ୍ପୂର୍ଣ୍ଣ ନୂଆ କାର୍ଯ୍ୟକ୍ଷମତା ଅଟେ କିମ୍ୱା କେବଳ ଏକ ନୂଆ Field Type | |ଯେତେବେଳେ ଆପଣ, ନିଜ ସାଇଟ୍ ରେ ନୂଆ ଫିଚର୍ସ ଆଡ୍ କରିବାକୁ ଚାହାଁନ୍ତି, ଯେଉଁଠାରେ ଏହା ଏକ ସମ୍ପୂର୍ଣ୍ଣ ନୂଆ କାର୍ଯ୍ୟକ୍ଷମତା ଅଟେ କିମ୍ୱା କେବଳ ଏକ ନୂଆ Field Type | ||
+ | |||
|- | |- | ||
|04:45 | |04:45 | ||
|Drupal Coreର ବିସ୍ତାର କରିବା ପାଇଁ ଆପଣ ଏକ ମଡ୍ୟୁଲ୍ ଆଡ୍ କରନ୍ତି | |Drupal Coreର ବିସ୍ତାର କରିବା ପାଇଁ ଆପଣ ଏକ ମଡ୍ୟୁଲ୍ ଆଡ୍ କରନ୍ତି | ||
+ | |||
|- | |- | ||
|04:50 | |04:50 | ||
− | | ଏବେ, Structure ଓ Content Types ଉପରେ କ୍ଲିକ୍ କରନ୍ତୁ. ଏଠାରେ ଦୁଇଟି Content Types ରହିଛି - ଗୋଟିଏ Book Page ଓ ଗୋଟିଏ Forum Topic | + | |ଏବେ, Structure ଓ Content Types ଉପରେ କ୍ଲିକ୍ କରନ୍ତୁ. ଏଠାରେ ଦୁଇଟି Content Types ରହିଛି - ଗୋଟିଏ Book Page ଓ ଗୋଟିଏ Forum Topic |
+ | |||
|- | |- | ||
|05:03 | |05:03 | ||
− | | Content ଓ ତା’ପରେ Add Content କ୍ଲିକ୍ କରି Book Page Content Type ଯାଞ୍ଚ କରନ୍ତୁ | + | |Content ଓ ତା’ପରେ Add Content କ୍ଲିକ୍ କରି Book Page Content Type ଯାଞ୍ଚ କରନ୍ତୁ |
+ | |||
|- | |- | ||
|05:11 | |05:11 | ||
− | | Book Page, ଆମ ସାଇଟ୍ ରେ, Chapter, Navigation ଓ ଏକ Bolg ସହିତ ଗୋଟିଏ Book କ୍ରିଏଟ୍ କରିଥାଏ, ଯାହାକୁ ଆମେ ଯେଉଁଠାକୁ ଚାହିଁବା, ନେଇପାରିବା | + | |Book Page, ଆମ ସାଇଟ୍ ରେ, Chapter, Navigation ଓ ଏକ Bolg ସହିତ ଗୋଟିଏ Book କ୍ରିଏଟ୍ କରିଥାଏ, ଯାହାକୁ ଆମେ ଯେଉଁଠାକୁ ଚାହିଁବା, ନେଇପାରିବା |
+ | |||
|- | |- | ||
|05:24 | |05:24 | ||
− | | Book Pageରେ କ୍ଲିକ୍ କରନ୍ତୁ. ଆମର Drupal Manual ଭାବରେ ଏବେ ଚାଲନ୍ତୁ Title ଟାଇପ୍ କରିବା | + | |Book Pageରେ କ୍ଲିକ୍ କରନ୍ତୁ. ଆମର Drupal Manual ଭାବରେ ଏବେ ଚାଲନ୍ତୁ Title ଟାଇପ୍ କରିବା |
+ | |||
|- | |- | ||
|05:30 | |05:30 | ||
− | | Bodyରେ ଟାଇପ୍ କରନ୍ତୁ: "This is the beginning of our Drupal manual". | + | |Bodyରେ ଟାଇପ୍ କରନ୍ତୁ: "This is the beginning of our Drupal manual". |
+ | |||
|- | |- | ||
|05:36 | |05:36 | ||
− | | Publication Settingsରେ, ଆମ ପାଖରେ ନୂଆ Settings ଅଛି | + | |Publication Settingsରେ, ଆମ ପାଖରେ ନୂଆ Settings ଅଛି |
+ | |||
|- | |- | ||
|05:41 | |05:41 | ||
− | | Book Outline ଉପରେ କ୍ଲିକ୍ କରି, Noneରୁ Create a New Book କୁ ବଦଳାନ୍ତୁ. Save and Publishରେ କ୍ଲିକ୍ କରନ୍ତୁ. | + | |Book Outline ଉପରେ କ୍ଲିକ୍ କରି, Noneରୁ Create a New Book କୁ ବଦଳାନ୍ତୁ. Save and Publishରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|05:55 | |05:55 | ||
− | | Add Child Page ନାମକ ଏଠାରେ ଏକ ନୂଆ ଲିଙ୍କ୍ ଥିବାର ଦେଖନ୍ତୁ. drupal,orgରେ Documentation ଉପରେ କ୍ଲିକ୍ କରନ୍ତୁ | + | |Add Child Page ନାମକ ଏଠାରେ ଏକ ନୂଆ ଲିଙ୍କ୍ ଥିବାର ଦେଖନ୍ତୁ. drupal,orgରେ Documentation ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|06:06 | |06:06 | ||
− | | ଏବେ, Understanding Drupal ଉପରେ କ୍ଲିକ୍ କଲେ ଆମେ Book Module ଦେଖିବାକୁ ପାଇବା | + | |ଏବେ, Understanding Drupal ଉପରେ କ୍ଲିକ୍ କଲେ ଆମେ Book Module ଦେଖିବାକୁ ପାଇବା |
+ | |||
|- | |- | ||
|06:12 | |06:12 | ||
− | | ଏଠାରେ, ଡାହାଣପଟେ Navigation ଅଛି. ଏଠାରେ, ପେଜ୍ ଶେଷରେ, ଆହୁରି କିଛି ଅଧିକ Navigation ଅଛି, ଯାହା ନିଜକୁ ନିଜ ଜେନେରେଟ୍ ହୋଇଛି | + | |ଏଠାରେ, ଡାହାଣପଟେ Navigation ଅଛି. ଏଠାରେ, ପେଜ୍ ଶେଷରେ, ଆହୁରି କିଛି ଅଧିକ Navigation ଅଛି, ଯାହା ନିଜକୁ ନିଜ ଜେନେରେଟ୍ ହୋଇଛି |
+ | |||
|- | |- | ||
|06:24 | |06:24 | ||
− | | ବାମପଟେ, Links ରହିଛି | + | |ବାମପଟେ, Links ରହିଛି |
+ | |||
|- | |- | ||
|06:29 | |06:29 | ||
− | | Drupal Concept ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ ଆମ ପାଖରେ Navigation ଅଛି | + | |Drupal Concept ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ ଆମ ପାଖରେ Navigation ଅଛି |
+ | |||
|- | |- | ||
|06:34 | |06:34 | ||
− | | ଆଉ, ଡାହାଣପଟେ ଥିବା ଆମର Navigation ମଧ୍ୟ ଆମକୁ ଦେଖାଉଛି ଯେ, ଆଗକୁ କ’ଣ ଆସୁଛି | + | |ଆଉ, ଡାହାଣପଟେ ଥିବା ଆମର Navigation ମଧ୍ୟ ଆମକୁ ଦେଖାଉଛି ଯେ, ଆଗକୁ କ’ଣ ଆସୁଛି |
+ | |||
|- | |- | ||
|06:42 | |06:42 | ||
− | | ଆମେ, Book Module ବ୍ୟବହାର କରି ସମ୍ପୂର୍ଣ୍ଣ ଓ ଜଟିଳ ୟୁଜର୍ ଗାଇଡ୍ କିମ୍ୱା ଯେକୌଣସି ପ୍ରକାରର ବହି ତିଆରି କରିପାରିବା | + | |ଆମେ, Book Module ବ୍ୟବହାର କରି ସମ୍ପୂର୍ଣ୍ଣ ଓ ଜଟିଳ ୟୁଜର୍ ଗାଇଡ୍ କିମ୍ୱା ଯେକୌଣସି ପ୍ରକାରର ବହି ତିଆରି କରିପାରିବା |
+ | |||
|- | |- | ||
|06:51 | |06:51 | ||
− | | ଆମ ୱେବ୍ ସାଇଟ୍ କୁ ଫେରିଯାଇ Add Child Page ଉପରେ କ୍ଲିକ୍ କରନ୍ତୁ | + | |ଆମ ୱେବ୍ ସାଇଟ୍ କୁ ଫେରିଯାଇ Add Child Page ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|06:57 | |06:57 | ||
− | | Titleରେ Installing Drupal ଓ Bodyରେ - This is where we explain how to install Drupal ଟାଇପ୍ କରନ୍ତୁ | + | |Titleରେ Installing Drupal ଓ Bodyରେ - This is where we explain how to install Drupal ଟାଇପ୍ କରନ୍ତୁ |
+ | |||
|- | |- | ||
|07:08 | |07:08 | ||
− | | ଦେଖନ୍ତୁ, ତାହା, ଆମେ କ୍ରିଏଟ୍ କରୁଥିବା Drupal Manualରେ ନିଜକୁ ନିଜ ରହିଗଲା. ଏହାର କାରଣ ହେଉଛି, ଆମେ Creat Book Page ଉପରେ କ୍ଲିକ୍ କରିଛେ | + | |ଦେଖନ୍ତୁ, ତାହା, ଆମେ କ୍ରିଏଟ୍ କରୁଥିବା Drupal Manualରେ ନିଜକୁ ନିଜ ରହିଗଲା. ଏହାର କାରଣ ହେଉଛି, ଆମେ Creat Book Page ଉପରେ କ୍ଲିକ୍ କରିଛେ |
+ | |||
|- | |- | ||
|07:20 | |07:20 | ||
− | | Save and Publishରେ କ୍ଲିକ୍ କରନ୍ତୁ. | + | |Save and Publishରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|07:23 | |07:23 | ||
− | | ଆମେ ଦେଖିପାରୁଛେ ଯେ, Navigation ଆମ ପାଇଁ ଆପେ ଆପେ ଜେନେରେଟ୍ ହୋଇଛି | + | |ଆମେ ଦେଖିପାରୁଛେ ଯେ, Navigation ଆମ ପାଇଁ ଆପେ ଆପେ ଜେନେରେଟ୍ ହୋଇଛି |
+ | |||
|- | |- | ||
|07:29 | |07:29 | ||
− | | Up କ୍ଲିକ୍ କରନ୍ତୁ. ଏହା ଆମକୁ Main Levelକୁ ନେଇଯାଏ. ମନେପକାନ୍ତୁ - ପୂର୍ବେ ମୁଁ ଉଲ୍ଲେଖ କରିଥିଲି କି ଏହା ସହିତ ଗୋଟିଏ Block ଉପଲବ୍ଧ ଅଛି | + | |Up କ୍ଲିକ୍ କରନ୍ତୁ. ଏହା ଆମକୁ Main Levelକୁ ନେଇଯାଏ. ମନେପକାନ୍ତୁ - ପୂର୍ବେ ମୁଁ ଉଲ୍ଲେଖ କରିଥିଲି କି ଏହା ସହିତ ଗୋଟିଏ Block ଉପଲବ୍ଧ ଅଛି |
+ | |||
|- | |- | ||
|07:41 | |07:41 | ||
− | | Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. | + | |Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|07:45 | |07:45 | ||
− | | Sidebar Firstରେ Blockକୁ ରଖନ୍ତୁ. Place Block କ୍ଲିକ୍ କରନ୍ତୁ, ଆଉ ଦେଖନ୍ତୁ ଆମ ପାଖରେ Book Navigation Menu ଅଛି | + | |Sidebar Firstରେ Blockକୁ ରଖନ୍ତୁ. Place Block କ୍ଲିକ୍ କରନ୍ତୁ, ଆଉ ଦେଖନ୍ତୁ ଆମ ପାଖରେ Book Navigation Menu ଅଛି |
+ | |||
|- | |- | ||
|07:56 | |07:56 | ||
− | | Place Block କ୍ଲିକ୍ କରନ୍ତୁ. ତା’ପରେ Save Block ଉପରେ କ୍ଲିକ୍ କରନ୍ତୁ. | + | |Place Block କ୍ଲିକ୍ କରନ୍ତୁ. ତା’ପରେ Save Block ଉପରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|08:01 | |08:01 | ||
− | | Save Blocks କ୍ଲିକ୍ କରି ଆମ ସାଇଟ୍ କୁ ଫେରିଚାଲନ୍ତୁ. ଏଠାରେ ଆମର Book Navigation, Drupal, Manual ଓ Installing Drupal ଅଛି | + | |Save Blocks କ୍ଲିକ୍ କରି ଆମ ସାଇଟ୍ କୁ ଫେରିଚାଲନ୍ତୁ. ଏଠାରେ ଆମର Book Navigation, Drupal, Manual ଓ Installing Drupal ଅଛି |
+ | |||
|- | |- | ||
|08:14 | |08:14 | ||
− | | ଆମେ, ନୂଆ Child Pages ଆଡ୍ କଲେ ଏହା, ଆବଶ୍ୟକତା ଅନୁସାରେ ଭାଙ୍ଗିବ ଓ ବଢ଼ିବ | + | |ଆମେ, ନୂଆ Child Pages ଆଡ୍ କଲେ ଏହା, ଆବଶ୍ୟକତା ଅନୁସାରେ ଭାଙ୍ଗିବ ଓ ବଢ଼ିବ |
+ | |||
|- | |- | ||
|08:21 | |08:21 | ||
− | + | |ପୁଣିଥରେ ମୁଁ ଆପଣଙ୍କୁ ମନେପକାଇଦେଉଛି drupal.orgକୁ ଯାଆନ୍ତୁ, User Manual କିମ୍ୱା Documentation ମାଧ୍ୟମରେ ବ୍ରାଉଜ୍ କରନ୍ତୁ, ଯାହା ଏପରି କରିବା ପାଇଁ Book Module ବ୍ୟବହାର କରେ | |
+ | |||
|- | |- | ||
|08:35 | |08:35 | ||
− | | ଯଦି ଏହିପରି କଣ୍ଟେଣ୍ଟ ଆପଣଙ୍କ ୱେବ୍ ସାଇଟ୍ ରେ ଦରକାର, ତେବେ ଏହା ବହୁତ ଶକ୍ତିଶାଳୀ. ଆପଣ, Title ଓ Body ପର୍ଯ୍ୟନ୍ତ ସୀମିତ ନୁହଁନ୍ତି | + | |ଯଦି ଏହିପରି କଣ୍ଟେଣ୍ଟ ଆପଣଙ୍କ ୱେବ୍ ସାଇଟ୍ ରେ ଦରକାର, ତେବେ ଏହା ବହୁତ ଶକ୍ତିଶାଳୀ. ଆପଣ, Title ଓ Body ପର୍ଯ୍ୟନ୍ତ ସୀମିତ ନୁହଁନ୍ତି |
+ | |||
|- | |- | ||
|08:47 | |08:47 | ||
− | | Book Module ସହିତ ଆସୁଥିବା Content Typeରେ ଆପଣ Fields ଆଡ୍ କରିପାରିବେ | + | |Book Module ସହିତ ଆସୁଥିବା Content Typeରେ ଆପଣ Fields ଆଡ୍ କରିପାରିବେ |
+ | |||
|- | |- | ||
|08:53 | |08:53 | ||
− | | ଯଦି ଗୋଟିଏ ୱେବ୍ ସାଇଟ୍ ରେ Forum ଥିଲେ ଲାଭ ମିଳେ, ତେବେ Forum Module ପ୍ରକୃତରେ ସାହାଯ୍ୟକାରୀ | + | |ଯଦି ଗୋଟିଏ ୱେବ୍ ସାଇଟ୍ ରେ Forum ଥିଲେ ଲାଭ ମିଳେ, ତେବେ Forum Module ପ୍ରକୃତରେ ସାହାଯ୍ୟକାରୀ |
+ | |||
|- | |- | ||
|09:01 | |09:01 | ||
− | | ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ | + | |ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|09:07 | |09:07 | ||
− | | Forum Module ପ୍ରକୃତରେ Forum Topic ନାମକ ଏକ ନୂଆ Content Type କ୍ରିଏଟ୍ କରେ | + | |Forum Module ପ୍ରକୃତରେ Forum Topic ନାମକ ଏକ ନୂଆ Content Type କ୍ରିଏଟ୍ କରେ |
+ | |||
|- | |- | ||
|09:13 | |09:13 | ||
− | | ଏହିଗୁଡ଼ିକ ହେଉଛି ଫିଲ୍ଡଯୋଗ୍ୟ, ଯାହାର ଅର୍ଥ ହେଉଛି ଆମେ କେବଳ Title ଓ Bodyରେ ସୀମିତ ନୁହେଁ | + | |ଏହିଗୁଡ଼ିକ ହେଉଛି ଫିଲ୍ଡଯୋଗ୍ୟ, ଯାହାର ଅର୍ଥ ହେଉଛି ଆମେ କେବଳ Title ଓ Bodyରେ ସୀମିତ ନୁହେଁ |
+ | |||
|- | |- | ||
|09:21 | |09:21 | ||
− | | Forum Topic ଉପରେ କ୍ଲିକ୍ କରନ୍ତୁ. ଏକ ନୂଆ Forum Topic ଏଣ୍ଟର୍ କରନ୍ତୁ, ଯେପରି Learning Drupal. Forumsରେ ତାହାକୁ General Discussionରେ ରଖନ୍ତୁ | + | |Forum Topic ଉପରେ କ୍ଲିକ୍ କରନ୍ତୁ. ଏକ ନୂଆ Forum Topic ଏଣ୍ଟର୍ କରନ୍ତୁ, ଯେପରି Learning Drupal. Forumsରେ ତାହାକୁ General Discussionରେ ରଖନ୍ତୁ |
+ | |||
|- | |- | ||
|09:35 | |09:35 | ||
− | | ତା’ପରେ Bodyରେ ଏଣ୍ଟର୍ କରନ୍ତୁ - Hi, I'm just learnign Drupal. Can someone help me? | + | |ତା’ପରେ Bodyରେ ଏଣ୍ଟର୍ କରନ୍ତୁ - Hi, I'm just learnign Drupal. Can someone help me? |
+ | |||
|- | |- | ||
|09:42 | |09:42 | ||
− | | Save and Publishରେ କ୍ଲିକ୍ କରନ୍ତୁ. | + | |Save and Publishରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|09:45 | |09:45 | ||
− | | ଏବେ, ଯେହେତୁ ଏହା Forum Content Typeରେ ଅଛି, ଜଣେ Comments ଆଡ୍ କରି ଉତ୍ତର ଦେଇପାରିବ | + | |ଏବେ, ଯେହେତୁ ଏହା Forum Content Typeରେ ଅଛି, ଜଣେ Comments ଆଡ୍ କରି ଉତ୍ତର ଦେଇପାରିବ |
+ | |||
|- | |- | ||
|09:53 | |09:53 | ||
− | | ଏକ Comment ଆଡ୍ କରନ୍ତୁ - Sure I can Help. You should just read everything at Drupalville! ଓ ତା’ପରେ Saveରେ କ୍ଲିକ୍ କରନ୍ତୁ. | + | |ଏକ Comment ଆଡ୍ କରନ୍ତୁ - Sure I can Help. You should just read everything at Drupalville! ଓ ତା’ପରେ Saveରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|10:07 | |10:07 | ||
− | | ଆମେ, Super User ଭାବେ ଲଗ୍ ଇନ୍ କରିଥିବାରୁ, ଏହିସବୁ ନିଜକୁ ନିଜ ଆପ୍ରୁଭ୍ ହୋଇଗଲା | + | |ଆମେ, Super User ଭାବେ ଲଗ୍ ଇନ୍ କରିଥିବାରୁ, ଏହିସବୁ ନିଜକୁ ନିଜ ଆପ୍ରୁଭ୍ ହୋଇଗଲା |
+ | |||
|- | |- | ||
|10:14 | |10:14 | ||
− | | ଯଦି ଆମେ General Discussion ଉପରେ କ୍ଲିକ୍ କରିବା, ତେବେ ଆମ ପାଖରେ ଗୋଟିଏ General Discussion ଅଛି | + | |ଯଦି ଆମେ General Discussion ଉପରେ କ୍ଲିକ୍ କରିବା, ତେବେ ଆମ ପାଖରେ ଗୋଟିଏ General Discussion ଅଛି |
+ | |||
|- | |- | ||
|10:21 | |10:21 | ||
− | | Learning Drupal କୁହାଯାଉଥିବା Forum Topicରେ 1ଟି Comment ଅଛି | + | |Learning Drupal କୁହାଯାଉଥିବା Forum Topicରେ 1ଟି Comment ଅଛି |
+ | |||
|- | |- | ||
|10:25 | |10:25 | ||
− | | ଏବେ, ଯଦି ଆମେ Comment ଉପରେ କ୍ଲିକ୍ କରିବା, ତେବେ ଆମେ Comments ଆଡ୍ କରିବା ଜାରି ରଖିପାରିବା. ଏହିପରି ଆମେ, ସମସ୍ତ ପ୍ରକାରର Forums କ୍ରିଏଟ୍ କରିପାରିବା | + | |ଏବେ, ଯଦି ଆମେ Comment ଉପରେ କ୍ଲିକ୍ କରିବା, ତେବେ ଆମେ Comments ଆଡ୍ କରିବା ଜାରି ରଖିପାରିବା. ଏହିପରି ଆମେ, ସମସ୍ତ ପ୍ରକାରର Forums କ୍ରିଏଟ୍ କରିପାରିବା |
+ | |||
|- | |- | ||
|10:37 | |10:37 | ||
− | | Forum ଉପରେ କ୍ଲିକ୍ କରନ୍ତୁ | + | |Forum ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|10:41 | |10:41 | ||
− | | ଆପଣ ଏଠାରେ କ୍ଲିକ୍ କରି ଏକ ନୂଆ Forum Topic ଆଡ୍ କରିପାରିବେ, ଯାହା General Discussionରେ ରହିବ. କିନ୍ତୁ, Administrator ଭାବରେ, ଏହି ଗୋଟିକ ବ୍ୟତୀତ ଆପଣ ଅଧିକ Forums ଚାହିଁପାରନ୍ତି | + | |ଆପଣ ଏଠାରେ କ୍ଲିକ୍ କରି ଏକ ନୂଆ Forum Topic ଆଡ୍ କରିପାରିବେ, ଯାହା General Discussionରେ ରହିବ. କିନ୍ତୁ, Administrator ଭାବରେ, ଏହି ଗୋଟିକ ବ୍ୟତୀତ ଆପଣ ଅଧିକ Forums ଚାହିଁପାରନ୍ତି |
+ | |||
|- | |- | ||
|10:55 | |10:55 | ||
− | + | |ତେଣୁ, ଚାଲନ୍ତୁ ସେପରି କରିବା. Structure ଉପରେ କ୍ଲିକ୍ କରି Forums ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ନୂଆ Forums ଓ ନୂଆ Containers ଆଡ୍ କରିପାରିବା | |
+ | |||
|- | |- | ||
|11:07 | |11:07 | ||
− | | ଯଦି ମୁଁ ଏକ Forum ଆଡ୍ କରିବାକୁ ଚାହିଁବି, ତେବେ ତାହା କରିପାରିବି, ଆଉ ମୋର ଇଚ୍ଛାନୁସାରେ ସେଗୁଡ଼ିକୁ ପୁନଃବ୍ୟବସ୍ଥିତ କରିପାରିବି | + | |ଯଦି ମୁଁ ଏକ Forum ଆଡ୍ କରିବାକୁ ଚାହିଁବି, ତେବେ ତାହା କରିପାରିବି, ଆଉ ମୋର ଇଚ୍ଛାନୁସାରେ ସେଗୁଡ଼ିକୁ ପୁନଃବ୍ୟବସ୍ଥିତ କରିପାରିବି |
+ | |||
|- | |- | ||
|11:18 | |11:18 | ||
− | + | |Contentକୁ ଓ ତା’ପରେ Add Content ଓ Forum Topicକୁ ଫେରିଆସନ୍ତୁ. ଏବେ, ଅନ୍ୟ Forumsରେ ରଖିବା ପାଇଁ ମୋ ପାଖରେ ବିକଳ୍ପ ଅଛି | |
+ | |||
|- | |- | ||
|11:31 | |11:31 | ||
− | | ଏହିପରି ଭାବେ ଆମେ, ଆମର Drupal ୱେବ୍ ସାଇଟ୍ ରେ ଏକ ସୁନ୍ଦର Forumକୁ ବ୍ୟବସ୍ଥିତ କରିପାରିବା | + | |ଏହିପରି ଭାବେ ଆମେ, ଆମର Drupal ୱେବ୍ ସାଇଟ୍ ରେ ଏକ ସୁନ୍ଦର Forumକୁ ବ୍ୟବସ୍ଥିତ କରିପାରିବା |
+ | |||
|- | |- | ||
|11:38 | |11:38 | ||
− | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Drupalର ପରିଚୟ Book Module ଓ Forum Module | + | |ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Drupalର ପରିଚୟ Book Module ଓ Forum Module |
+ | |||
|- | |- | ||
|12:05 | |12:05 | ||
− | | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | + | |Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
+ | |||
|- | |- | ||
|12:16 | |12:16 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | + | |ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
+ | |||
|- | |- | ||
|12:25 | |12:25 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
+ | |||
|- | |- | ||
|12:35 | |12:35 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
+ | |||
|- | |- | ||
|12:49 | |12:49 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Latest revision as of 12:49, 4 April 2017
Time | Narration |
00:01 | Modules ବ୍ୟବହାର କରି Adding Functionalities ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ, Modules ସହିତ ନିଜକୁ ପରିଚିତ କରାଇବା. ଆମେ, Book Module ଓ Forum Module ବିଷୟରେ ଶିଖିବା |
00:19 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:35 | Modules ଓ Themes ହେଉଛି, ଗୋଟିଏ Drupal ୱେବ୍ ସାଇଟ୍ ରେ ଫିଚର୍ସ ଏକ୍ସଟେଣ୍ଡ କିମ୍ୱା ଆଡ୍ କରିବାର ମୁଖ୍ୟ ମାର୍ଗ |
00:42 | Drupal, ଏକ ସମ୍ପୂର୍ଣ୍ଣ Content Management System ପ୍ରଦାନ କରିଥାଏ. କିନ୍ତୁ, ବେଳେବେଳେ ଆମକୁ ଅଧିକ ଦରକାର ହୋଇଥାଏ ଓ ସେତେବେଳେ Modules ଆସେ |
00:53 | Modules, ଆମର Drupal ୱେବ୍ ସାଇଟ୍ ରେ ଫିଚର୍ସ ଆଡ୍ କରିଥାଏ. Drupalରେ ତିନି ପ୍ରକାରର Modules ଥାଏ |
00:59 | ସେଥିରେ Core Modules ଅଛି. ଏହି ମଡ୍ୟୁଲଗୁଡ଼ିକ, Drupalରେ ଡିଫଲ୍ଟ ଭାବରେ ଆସେ |
01:06 | ସେଗୁଡ଼ିକୁ ବନ୍ଦ କରିହେବ. କିନ୍ତୁ, FTP ବ୍ୟବହାର କରି କେବେହେଲେ ବି ଗୋଟିଏ ୱେବ୍ ସାଇଟ୍ ର Core Areaକୁ ଯାଆନ୍ତୁ ନାହିଁ ଓ ଏହି Moduleଗୁଡ଼ିକୁ ହଟାଇଦିଅନ୍ତୁ |
01:15 | ଆମେ, ଯେବେବି Drupal ଅପଡେଟ୍ କରିବା, ସେଗୁଡ଼ିକ ପୁଣିଥରେ ରି-ଇନଷ୍ଟଲ୍ ହୋଇଯିବ |
01:22 | Drupalର ମୌଳିକ କାର୍ଯ୍ୟକ୍ଷମତା ପାଇଁ ଏହି Core Modulesର ଡିଜାଇନ୍ କରାଯାଇଛି |
01:28 | ତା’ପରେ, Contributed Modules ଅଛି. ଆମେ ପୂର୍ବରୁ Devel ଇନଷ୍ଟଲ୍ କରିସାରିଛେ |
01:38 | ଗୋଟିଏ Contributed Moduel ହେଉଛି ଏକ ମଡ୍ୟୁଲ୍, ଯାହାକୁ କମ୍ୟୁନିଟୀରେ ଥି୍ବା କେହିଜଣେ କଣ୍ଟ୍ରିବ୍ୟୁଟ୍ କରିଥିବ . ଆଉ ତାହା, drupal.orgରେ ଉପଲବ୍ଧ |
01:49 | ଶେଷ ପ୍ରକାରର ମଡ୍ୟୁଲ୍ ହେଉଛି ଏକ Custom Module |
01:52 | ଏହିଠାରେ ଆମେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ରଖିଛେ, ଯାହା ଆମର ପ୍ରୋଜେକ୍ଟ ପାଇଁ ଆମକୁ ଦରକାର. ଏହି ମଡ୍ୟୁଲ୍ ଉପଲବ୍ଧ ନାହିଁ, ଆଉ କେହିବି ଏହି ସ୍ଥାନ ବିଷୟରେ ଚିନ୍ତା କରିନାହାଁନ୍ତି |
02:07 | କିନ୍ତୁ, ନିଶ୍ଚିତ ଭାବେ, ଆମକୁ ଏହା ନିଜେ ତିଆରି କରିବାକୁ ପଡ଼ିବ କିମ୍ୱା ଆମ ପାଇଁ କରିବାକୁ ଆଉକାହାକୁ ପଇସା ଦେବାକୁ ପଡ଼ିବ |
02:15 | Drupal ପାଇଁ ଅନେକ ଭିନ୍ନ ଭିନ୍ନ ମଡ୍ୟୁଲ୍ସ ଉପଲବ୍ଧ ଅଛି |
02:20 | drupal.orgରେ, ପୂର୍ବରୁ 32,458 ମଡ୍ୟୁଲ୍ସ ଥିବାର ଆମେ ଦେଖିପାରୁଛେ |
02:30 | ମଡ୍ୟୁଲ୍ସ ଅନେକ ଜିନିଷ କରିଥାଏ |
02:33 | ଗୋଟିଏ ମଡ୍ୟୁଲ୍, Content Typeରେ Field ଆଡ୍ କରିପାରେ. ଅନ୍ୟଏକ ମଡ୍ୟୁଲ୍, ଆମର ସମଗ୍ର ୱେବ୍ ସାଇଟ୍ ପାଇଁ ସମ୍ପୂର୍ଣ୍ଣ Voting System ଆଡ୍ କରିପାରେ |
02:45 | କିନ୍ତୁ, ଆମେ କେବଳ ଏପରି ଏକ ମଡ୍ୟୁଲ୍ ବ୍ୟବହାର କରିବା, ଯାହା Drupalର ଏହି ଭର୍ସନ୍ ସହିତ ଅନୁକୂଳ ହୋଇଥିବ |
02:51 | ଆଉ ତେଣୁ, ଆମକୁ drupal.org/project/modulesରେ ସବୁବେଳେ ଏଠାରେ ଆମର ମଡ୍ୟୁଲଗୁଡ଼ିକୁ ଫିଲ୍ଟର୍ କରିବାକୁ ପଡ଼ିବ |
03:03 | ସେଗୁଡ଼ିକୁ ଫିଲ୍ଟର୍ କଲେ, ସେଗୁଡ଼ିକ ସର୍ବଦା ଲୋକପ୍ରିୟତା କ୍ରମରେ ତାଲିକାଭୁକ୍ତ ହୋଇଥାଏ |
03:09 | ପ୍ରଥମ ତିନୋଟି କିମ୍ୱା ଚାରୋଟୋ ପେଜ୍ ରେ, ସବୁଠାରୁ ଲୋକପ୍ରିୟ ମଡ୍ୟୁଲ୍ସ ରହିଛି. ଯାହାର ଅର୍ଥ, ସେଗୁଡ଼ିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଓ ସବୁଠାରୁ ଅଧିକ ଉପଯୋଗୀ ଅଟେ |
03:21 | ସଂକ୍ଷିପ୍ତରେ, Modules ଫିଚର୍ସ ଆଡ୍ କରେ ଓ drupal.orgରେ ଅନେକ ମଡ୍ୟୁଲ୍ସ ମାଗଣାରେ ଉପଲବ୍ଧ ଅଛି |
03:30 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ. Extend ଉପରେ କ୍ଲିକ୍ କରି ତଳକୁ ସ୍କ୍ରୋଲ୍ କରନ୍ତୁ |
03:38 | ଏଠାରେ ଆମ ପାଖରେ କିଛି ମଡ୍ୟୁଲ୍ସ ଅଛି, ଯାହା Drupalରେ ଡିଫଲ୍ଟ ଭାବରେ ଆସେ. କିନ୍ତୁ, ସେଗୁଡ଼ିକ ଆଗରୁ ON ନଥାଏ |
03:48 | Book Moduleକୁ ଏନାବଲ୍ କରନ୍ତୁ |
03:53 | ଆଉ ଟିକିଏ ତଳକୁ ସ୍କ୍ରୋଲ୍ କଲେ ଆମେ, Forum Module ପାଇବା. ତାକୁ ମଧ୍ୟ ON କରନ୍ତୁ |
04:01 | ଗୋଟିଏ ସମୟରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମଡ୍ୟୁଲ୍ସ ON କରିପାରିବା |
04:07 | ତଳକୁ ସ୍କ୍ରୋଲ୍ କରି Install ଉପରେ କ୍ଲିକ୍ କରନ୍ତୁ |
04:12 | Book Module ଓ Forum Module ଦୁଇଟି ବହୁତ ଭିନ୍ନ ପ୍ରକାରର ମଡ୍ୟୁଲ୍ସ |
04:19 | କିନ୍ତୁ, ଉଭୟ ସମ୍ପୂର୍ଣ୍ଣ ନୂଆ Content Type କ୍ରିଏଟ୍ କରନ୍ତି. ଆଉ, Drupalକୁ ଏକ୍ସଟେଣ୍ଡ କରି ସେଥିରେ ଅତିରିକ୍ତ କାର୍ଯ୍ୟକ୍ଷମତା ଆଣନ୍ତି |
04:29 | ସେ ସବୁ ମଡ୍ୟୁଲ୍ସ ହୋଇଥିବା ସତ୍ତ୍ୱେ Drupal Modules ବହୁତ ଭିନ୍ନ ଜିନିଷ କରିଥାଏ |
04:35 | ଯେତେବେଳେ ଆପଣ, ନିଜ ସାଇଟ୍ ରେ ନୂଆ ଫିଚର୍ସ ଆଡ୍ କରିବାକୁ ଚାହାଁନ୍ତି, ଯେଉଁଠାରେ ଏହା ଏକ ସମ୍ପୂର୍ଣ୍ଣ ନୂଆ କାର୍ଯ୍ୟକ୍ଷମତା ଅଟେ କିମ୍ୱା କେବଳ ଏକ ନୂଆ Field Type |
04:45 | Drupal Coreର ବିସ୍ତାର କରିବା ପାଇଁ ଆପଣ ଏକ ମଡ୍ୟୁଲ୍ ଆଡ୍ କରନ୍ତି |
04:50 | ଏବେ, Structure ଓ Content Types ଉପରେ କ୍ଲିକ୍ କରନ୍ତୁ. ଏଠାରେ ଦୁଇଟି Content Types ରହିଛି - ଗୋଟିଏ Book Page ଓ ଗୋଟିଏ Forum Topic |
05:03 | Content ଓ ତା’ପରେ Add Content କ୍ଲିକ୍ କରି Book Page Content Type ଯାଞ୍ଚ କରନ୍ତୁ |
05:11 | Book Page, ଆମ ସାଇଟ୍ ରେ, Chapter, Navigation ଓ ଏକ Bolg ସହିତ ଗୋଟିଏ Book କ୍ରିଏଟ୍ କରିଥାଏ, ଯାହାକୁ ଆମେ ଯେଉଁଠାକୁ ଚାହିଁବା, ନେଇପାରିବା |
05:24 | Book Pageରେ କ୍ଲିକ୍ କରନ୍ତୁ. ଆମର Drupal Manual ଭାବରେ ଏବେ ଚାଲନ୍ତୁ Title ଟାଇପ୍ କରିବା |
05:30 | Bodyରେ ଟାଇପ୍ କରନ୍ତୁ: "This is the beginning of our Drupal manual". |
05:36 | Publication Settingsରେ, ଆମ ପାଖରେ ନୂଆ Settings ଅଛି |
05:41 | Book Outline ଉପରେ କ୍ଲିକ୍ କରି, Noneରୁ Create a New Book କୁ ବଦଳାନ୍ତୁ. Save and Publishରେ କ୍ଲିକ୍ କରନ୍ତୁ. |
05:55 | Add Child Page ନାମକ ଏଠାରେ ଏକ ନୂଆ ଲିଙ୍କ୍ ଥିବାର ଦେଖନ୍ତୁ. drupal,orgରେ Documentation ଉପରେ କ୍ଲିକ୍ କରନ୍ତୁ |
06:06 | ଏବେ, Understanding Drupal ଉପରେ କ୍ଲିକ୍ କଲେ ଆମେ Book Module ଦେଖିବାକୁ ପାଇବା |
06:12 | ଏଠାରେ, ଡାହାଣପଟେ Navigation ଅଛି. ଏଠାରେ, ପେଜ୍ ଶେଷରେ, ଆହୁରି କିଛି ଅଧିକ Navigation ଅଛି, ଯାହା ନିଜକୁ ନିଜ ଜେନେରେଟ୍ ହୋଇଛି |
06:24 | ବାମପଟେ, Links ରହିଛି |
06:29 | Drupal Concept ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ ଆମ ପାଖରେ Navigation ଅଛି |
06:34 | ଆଉ, ଡାହାଣପଟେ ଥିବା ଆମର Navigation ମଧ୍ୟ ଆମକୁ ଦେଖାଉଛି ଯେ, ଆଗକୁ କ’ଣ ଆସୁଛି |
06:42 | ଆମେ, Book Module ବ୍ୟବହାର କରି ସମ୍ପୂର୍ଣ୍ଣ ଓ ଜଟିଳ ୟୁଜର୍ ଗାଇଡ୍ କିମ୍ୱା ଯେକୌଣସି ପ୍ରକାରର ବହି ତିଆରି କରିପାରିବା |
06:51 | ଆମ ୱେବ୍ ସାଇଟ୍ କୁ ଫେରିଯାଇ Add Child Page ଉପରେ କ୍ଲିକ୍ କରନ୍ତୁ |
06:57 | Titleରେ Installing Drupal ଓ Bodyରେ - This is where we explain how to install Drupal ଟାଇପ୍ କରନ୍ତୁ |
07:08 | ଦେଖନ୍ତୁ, ତାହା, ଆମେ କ୍ରିଏଟ୍ କରୁଥିବା Drupal Manualରେ ନିଜକୁ ନିଜ ରହିଗଲା. ଏହାର କାରଣ ହେଉଛି, ଆମେ Creat Book Page ଉପରେ କ୍ଲିକ୍ କରିଛେ |
07:20 | Save and Publishରେ କ୍ଲିକ୍ କରନ୍ତୁ. |
07:23 | ଆମେ ଦେଖିପାରୁଛେ ଯେ, Navigation ଆମ ପାଇଁ ଆପେ ଆପେ ଜେନେରେଟ୍ ହୋଇଛି |
07:29 | Up କ୍ଲିକ୍ କରନ୍ତୁ. ଏହା ଆମକୁ Main Levelକୁ ନେଇଯାଏ. ମନେପକାନ୍ତୁ - ପୂର୍ବେ ମୁଁ ଉଲ୍ଲେଖ କରିଥିଲି କି ଏହା ସହିତ ଗୋଟିଏ Block ଉପଲବ୍ଧ ଅଛି |
07:41 | Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. |
07:45 | Sidebar Firstରେ Blockକୁ ରଖନ୍ତୁ. Place Block କ୍ଲିକ୍ କରନ୍ତୁ, ଆଉ ଦେଖନ୍ତୁ ଆମ ପାଖରେ Book Navigation Menu ଅଛି |
07:56 | Place Block କ୍ଲିକ୍ କରନ୍ତୁ. ତା’ପରେ Save Block ଉପରେ କ୍ଲିକ୍ କରନ୍ତୁ. |
08:01 | Save Blocks କ୍ଲିକ୍ କରି ଆମ ସାଇଟ୍ କୁ ଫେରିଚାଲନ୍ତୁ. ଏଠାରେ ଆମର Book Navigation, Drupal, Manual ଓ Installing Drupal ଅଛି |
08:14 | ଆମେ, ନୂଆ Child Pages ଆଡ୍ କଲେ ଏହା, ଆବଶ୍ୟକତା ଅନୁସାରେ ଭାଙ୍ଗିବ ଓ ବଢ଼ିବ |
08:21 | ପୁଣିଥରେ ମୁଁ ଆପଣଙ୍କୁ ମନେପକାଇଦେଉଛି drupal.orgକୁ ଯାଆନ୍ତୁ, User Manual କିମ୍ୱା Documentation ମାଧ୍ୟମରେ ବ୍ରାଉଜ୍ କରନ୍ତୁ, ଯାହା ଏପରି କରିବା ପାଇଁ Book Module ବ୍ୟବହାର କରେ |
08:35 | ଯଦି ଏହିପରି କଣ୍ଟେଣ୍ଟ ଆପଣଙ୍କ ୱେବ୍ ସାଇଟ୍ ରେ ଦରକାର, ତେବେ ଏହା ବହୁତ ଶକ୍ତିଶାଳୀ. ଆପଣ, Title ଓ Body ପର୍ଯ୍ୟନ୍ତ ସୀମିତ ନୁହଁନ୍ତି |
08:47 | Book Module ସହିତ ଆସୁଥିବା Content Typeରେ ଆପଣ Fields ଆଡ୍ କରିପାରିବେ |
08:53 | ଯଦି ଗୋଟିଏ ୱେବ୍ ସାଇଟ୍ ରେ Forum ଥିଲେ ଲାଭ ମିଳେ, ତେବେ Forum Module ପ୍ରକୃତରେ ସାହାଯ୍ୟକାରୀ |
09:01 | ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ |
09:07 | Forum Module ପ୍ରକୃତରେ Forum Topic ନାମକ ଏକ ନୂଆ Content Type କ୍ରିଏଟ୍ କରେ |
09:13 | ଏହିଗୁଡ଼ିକ ହେଉଛି ଫିଲ୍ଡଯୋଗ୍ୟ, ଯାହାର ଅର୍ଥ ହେଉଛି ଆମେ କେବଳ Title ଓ Bodyରେ ସୀମିତ ନୁହେଁ |
09:21 | Forum Topic ଉପରେ କ୍ଲିକ୍ କରନ୍ତୁ. ଏକ ନୂଆ Forum Topic ଏଣ୍ଟର୍ କରନ୍ତୁ, ଯେପରି Learning Drupal. Forumsରେ ତାହାକୁ General Discussionରେ ରଖନ୍ତୁ |
09:35 | ତା’ପରେ Bodyରେ ଏଣ୍ଟର୍ କରନ୍ତୁ - Hi, I'm just learnign Drupal. Can someone help me? |
09:42 | Save and Publishରେ କ୍ଲିକ୍ କରନ୍ତୁ. |
09:45 | ଏବେ, ଯେହେତୁ ଏହା Forum Content Typeରେ ଅଛି, ଜଣେ Comments ଆଡ୍ କରି ଉତ୍ତର ଦେଇପାରିବ |
09:53 | ଏକ Comment ଆଡ୍ କରନ୍ତୁ - Sure I can Help. You should just read everything at Drupalville! ଓ ତା’ପରେ Saveରେ କ୍ଲିକ୍ କରନ୍ତୁ. |
10:07 | ଆମେ, Super User ଭାବେ ଲଗ୍ ଇନ୍ କରିଥିବାରୁ, ଏହିସବୁ ନିଜକୁ ନିଜ ଆପ୍ରୁଭ୍ ହୋଇଗଲା |
10:14 | ଯଦି ଆମେ General Discussion ଉପରେ କ୍ଲିକ୍ କରିବା, ତେବେ ଆମ ପାଖରେ ଗୋଟିଏ General Discussion ଅଛି |
10:21 | Learning Drupal କୁହାଯାଉଥିବା Forum Topicରେ 1ଟି Comment ଅଛି |
10:25 | ଏବେ, ଯଦି ଆମେ Comment ଉପରେ କ୍ଲିକ୍ କରିବା, ତେବେ ଆମେ Comments ଆଡ୍ କରିବା ଜାରି ରଖିପାରିବା. ଏହିପରି ଆମେ, ସମସ୍ତ ପ୍ରକାରର Forums କ୍ରିଏଟ୍ କରିପାରିବା |
10:37 | Forum ଉପରେ କ୍ଲିକ୍ କରନ୍ତୁ |
10:41 | ଆପଣ ଏଠାରେ କ୍ଲିକ୍ କରି ଏକ ନୂଆ Forum Topic ଆଡ୍ କରିପାରିବେ, ଯାହା General Discussionରେ ରହିବ. କିନ୍ତୁ, Administrator ଭାବରେ, ଏହି ଗୋଟିକ ବ୍ୟତୀତ ଆପଣ ଅଧିକ Forums ଚାହିଁପାରନ୍ତି |
10:55 | ତେଣୁ, ଚାଲନ୍ତୁ ସେପରି କରିବା. Structure ଉପରେ କ୍ଲିକ୍ କରି Forums ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ନୂଆ Forums ଓ ନୂଆ Containers ଆଡ୍ କରିପାରିବା |
11:07 | ଯଦି ମୁଁ ଏକ Forum ଆଡ୍ କରିବାକୁ ଚାହିଁବି, ତେବେ ତାହା କରିପାରିବି, ଆଉ ମୋର ଇଚ୍ଛାନୁସାରେ ସେଗୁଡ଼ିକୁ ପୁନଃବ୍ୟବସ୍ଥିତ କରିପାରିବି |
11:18 | Contentକୁ ଓ ତା’ପରେ Add Content ଓ Forum Topicକୁ ଫେରିଆସନ୍ତୁ. ଏବେ, ଅନ୍ୟ Forumsରେ ରଖିବା ପାଇଁ ମୋ ପାଖରେ ବିକଳ୍ପ ଅଛି |
11:31 | ଏହିପରି ଭାବେ ଆମେ, ଆମର Drupal ୱେବ୍ ସାଇଟ୍ ରେ ଏକ ସୁନ୍ଦର Forumକୁ ବ୍ୟବସ୍ଥିତ କରିପାରିବା |
11:38 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Drupalର ପରିଚୟ Book Module ଓ Forum Module |
12:05 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
12:16 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:35 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
12:49 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |