Difference between revisions of "Java/C2/Default-constructor/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 13: | Line 13: | ||
|- | |- | ||
|00:10 | |00:10 | ||
− | | | + | |Default Constructor ବିଷୟରେ |
|- | |- | ||
|00:12 | |00:12 | ||
− | | | + | |ଓ ଏକ Constructor କ୍ରିଏଟ୍ କରିବା |
|- | |- | ||
|00:15 | |00:15 | ||
| ଏଠାରେ ଆମେ ବ୍ୟବହାର କରୁଛୁ: | | ଏଠାରେ ଆମେ ବ୍ୟବହାର କରୁଛୁ: | ||
− | + | Ubuntu 11.10 | |
− | + | Java Development Environment JDK 1.6 ଓ | |
− | + | Eclipse 3.7.0 | |
|- | |- | ||
Line 36: | Line 36: | ||
|- | |- | ||
|00:34 | |00:34 | ||
− | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | + | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
− | http://www.spoken-tutorial.org | + | |
|- | |- | ||
Line 209: | Line 208: | ||
|- | |- | ||
|05:32 | |05:32 | ||
− | | | + | | Default Constructor ବିଷୟରେ |
|- | |- | ||
|05:34 | |05:34 | ||
− | | | + | | ଏକ Constructorକୁ ପରିଭାଷିତ କରିବା |
|- | |- | ||
|05:36 | |05:36 | ||
Line 234: | Line 233: | ||
|- | |- | ||
|05:54 | |05:54 | ||
− | | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ | + | | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial |
− | http://spoken-tutorial.org/What_is_a_Spoken_Tutorial | + | |
|- | |- | ||
Line 271: | Line 269: | ||
|- | |- | ||
|06:29 | |06:29 | ||
− | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | + | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
− | http://spoken-tutorial.org/NMEICT-Intro | + | |
|- | |- | ||
Line 284: | Line 281: | ||
|- | |- | ||
|06:42 | |06:42 | ||
− | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ ଜୟ ହିନ୍ଦ |
− | ଜୟ ହିନ୍ଦ | + | |
|} | |} |
Revision as of 15:54, 21 February 2017
Time | Narration |
00:02 | Javaରେ Default Constructor ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:10 | Default Constructor ବିଷୟରେ |
00:12 | ଓ ଏକ Constructor କ୍ରିଏଟ୍ କରିବା |
00:15 | ଏଠାରେ ଆମେ ବ୍ୟବହାର କରୁଛୁ:
Ubuntu 11.10 Java Development Environment JDK 1.6 ଓ Eclipse 3.7.0 |
00:26 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
00:29 | Eclipse ବ୍ୟବହାର କରି Javaରେ ଗୋଟିଏ Class ଓ କ୍ଲାସ୍ ର Object କିପରି କ୍ରିଏଟ୍ କରାଯାଏ |
00:34 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
00:42 | Instance ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ପାଇଁ Constructor ବ୍ୟବହୃତ ହୋଇଥାଏ |
00:46 | ନୂଆ ଅବଜେକ୍ଟ କ୍ରିଏଶନ୍ ସମୟରେ ଏହାକୁ କଲ୍ କରାଯାଏ |
00:50 | Javaରେ ଗୋଟିଏ Constructorକୁ କିପରି ପରିଭାଷିତ କରାଯାଏ, ଏବେ ଚାଲନ୍ତୁ ଦେଖିବା |
00:55 | Eclipseରେ ମୁଁ, Student.java ନାମରେ ଏକ Java ଫାଇଲ୍ କ୍ରିଏଟ୍ କରିସାରିଛି |
01:02 | Student Classରେ ଆମେ ଦୁଇଟି ଭେରିଏବଲ୍ସ ଘୋଷଣା କରିବା |
01:07 | ତେଣୁ, ଟାଇପ୍ କରନ୍ତୁ int roll_number ସେମିକୋଲନ୍ ଓ String name ସେମିକୋଲନ୍ |
01:20 | ଏବେ, ଏକ Method କ୍ରିଏଟ୍ କରିବା |
01:22 | ଟାଇପ୍ କରନ୍ତୁ: void studentDetail() |
01:33 | କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println roll_number; |
01:50 | ତା’ପରେ System ଡଟ୍ Out ଡଟ୍ Println name; |
02:03 | ଏବେ, Main Methodରେ ଆମେ ଏହି ମେଥଡ୍ କୁ କଲ୍ କରିବା |
02:08 | ତେଣୁ, ଏକ ଅବଜେକ୍ଟ କ୍ରିଏଟ୍ କରି Methodକୁ କଲ୍ କରିବା |
02:14 | ଟାଇପ୍ କରନ୍ତୁ: Student ଅବଜେକ୍ଟ ନାମ stu ଇକ୍ୱାଲ୍ ଟୁ new Student() |
02:28 | ତା’ପରେ stu ଡଟ୍ ମେଥଡ୍ ନାମ, ଯାହା ହେଉଛି studentDetail |
02:41 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. |
02:46 | ଆମେ ଆଉଟପୁଟ୍ ଭାବେ Zero ଓ Nullକୁ ଦେଖିପାରୁଛେ. |
02:49 | int ଭେରିବଲ୍ roll_number, ତାହାର ଡିଫଲ୍ଟ ଭାଲ୍ୟୁ Zeroକୁ ଇନିଶିଆଲାଇଜ୍ ହୋଇଗଲା |
02:56 | ଓ String name, ତାହାର ଡିଫଲ୍ଟ ଭାଲ୍ୟୁ Nullକୁ ଇନିଶିଆଲାଇଜ୍ ହୋଇଗଲା |
03:02 | ଯଦି ଆମେ ଏକ Constructor ପରିଭାଷିତ କରିବା ନାହିଁ, ତେବେ ଏକ ଡିଫଲ୍ଟ Constructor କ୍ରିଏଟ୍ ହେବ |
03:08 | ଡିଫଲ୍ଟ Constructorର କୌଣସି ପାରାମିଟର୍ ନାହିଁ |
03:11 | ତାହା, ସେଗୁଡ଼ିକର ଡିଫଲ୍ଟ ଭାଲ୍ୟୁକୁ Instance ଭେରିଏବଲ୍ସ ଇନିଶିଆଲାଇଜ୍ କରେ |
03:16 | ଏବେ, ଏକ Constructor ପରିଭାଷିତ କରିବା |
03:18 | ଟାଇପ୍ କରନ୍ତୁ: କ୍ୟାପିଟାଲ୍ S ସହିତ Student ପାରେନ୍ଥେସେସ୍ ଓ କର୍ଲୀ ବ୍ରାକେଟ୍ସ |
03:30 | ମନେରଖନ୍ତୁ, Class Name ପରି Constructorର ମଧ୍ୟ ସମାନ ନାମ ଥାଏ, ଯାହା ସହିତ ସେ ସମ୍ୱନ୍ଧିତ ଅଟେ |
03:38 | Constructors, ମେଥଡ୍ସ ସହିତ ମଧ୍ୟ ସମାନ, କିନ୍ତୁ ସେଥିରେ କିଛି ମହତ୍ୱପୂର୍ଣ୍ଣ ଭିନ୍ନତା ଥାଏ |
03:44 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. |
03:48 | ଆମେ, ସେହି ସମାନ ଆଉଟପୁଟ୍ ଦେଖୁ |
03:51 | ଏହାର କାରଣ ହେଉଛି, ଆମେ ପରିଭାଷିତ କରିଥିବା Constructor, କୌଣସି Constructor ନଥିବା ଭଳି ସମାନ |
03:58 | କିନ୍ତୁ ଏଠାରେ, କୌଣସି ଡିଫଲ୍ଟ Constructor କ୍ରିଏଟ୍ ହୋଇନାହିଁ, କାରଣ ଆମେ Constructor ପରିଭାଷିତ କରିଛେ |
04:06 | ଏବେ, ଆମ ଭେରିଏବଲ୍ସକୁ ଭାଲ୍ୟୁଜ୍ ଦେବା |
04:11 | ତେଣୁ, Constructor ଭିତରେ ଟାଇପ୍ କରନ୍ତୁ: roll_number ଇକ୍ୱାଲ୍ ଟୁ ten ସେମିକୋଲନ୍ |
04:25 | ଏବଂ name ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Raman |
04:35 | ଏବେ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
04:43 | ଆମେ ଆଉଟପୁଟ୍ ରେ ଦେଖିପାରୁଛେ ଯେ, roll_number ହେଉଛି ten ଓ name ହେଉଛି Raman |
04:50 | ତେଣୁ, Constructor, Instance Fieldକୁ ଇନିଶିଆଲାଇଜ୍ କରେ |
04:55 | ଏବେ, Method ଓ ଗୋଟିଏ Constructor ମଧ୍ୟରେ କିଛି ପାର୍ଥକ୍ୟ ଦେଖିବା |
05:01 | Constructorରେ ରିଟର୍ନ ଟାଇପ୍ ନଥାଏ |
05:05 | ଯେଉଁଠାରେକି Methodରେ ରିଟର୍ନ ଟାଇପ୍ ଥାଏ |
05:10 | New ଅପରେଟର୍ ବ୍ୟବହାର କରି Constructorକୁ କଲ୍ କରାଯାଏ |
05:16 | ଯେତେବେଳେକି Methodକୁ Dot ଅପରେଟର୍ ବ୍ୟବହାର କରି କଲ୍ କରାଯାଏ |
05:21 | ତେଣୁ, Constructor ଓ Method ମଧ୍ୟରେ କିଛି ଭିନ୍ନତା ରହିଛି |
05:29 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
05:32 | Default Constructor ବିଷୟରେ |
05:34 | ଏକ Constructorକୁ ପରିଭାଷିତ କରିବା |
05:36 | ଆଉ Method ଓ Constructor ମଧ୍ୟରେ ଭିନ୍ନତା |
05:41 | ସ୍ୱ-ମୂଲ୍ୟାଙ୍କନ ପାଇଁ |
05:42 | ଭେରିଏବଲ୍ସ ପ୍ରଦର୍ଶିତ କରିବା ପାଇଁ Variables ଓ ଏକ Method ସହିତ ଗୋଟିଏ କ୍ଲାସ୍ Employee କ୍ରିଏଟ୍ କରନ୍ତୁ |
05:47 | ଓ କ୍ଲାସ୍ Employee ପାଇଁ ଏକ Constructor କ୍ରିଏଟ୍ କରନ୍ତୁ |
05:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
05:54 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial |
06:00 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:03 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
06:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:11 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:14 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:20 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:24 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:29 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
06:38 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:40 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
06:42 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ ଜୟ ହିନ୍ଦ |