Difference between revisions of "GIMP/C2/Colours-And-Dialogs/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନ...")
 
Line 6: Line 6:
 
|00:23
 
|00:23
 
| Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:32
 
|00:32
 
| ଏହା ହେଉଛି Foreground ଓ Background Color ଡାୟଲଗ୍. ଆପଣ 6ଟି ଭିନ୍ନ ମାର୍ଗରେ କଲର୍ସ ସିଲେକ୍ଟ କରିପାରିବେ   
 
| ଏହା ହେଉଛି Foreground ଓ Background Color ଡାୟଲଗ୍. ଆପଣ 6ଟି ଭିନ୍ନ ମାର୍ଗରେ କଲର୍ସ ସିଲେକ୍ଟ କରିପାରିବେ   
 +
 
|-
 
|-
 
|00:47
 
|00:47
 
| ଏହି ପ୍ରଥମ ମାର୍ଗରେ ଆପଣ, H, S, V, R, G, B ସ୍ଲାଇଡର୍ସ ଦେଖିପାରିବେ ଏବଂ ସେଗୁଡ଼ିକର ଅର୍ଥ ହେଉଛି Hue, Saturation, Value, Red, Green, Blue  
 
| ଏହି ପ୍ରଥମ ମାର୍ଗରେ ଆପଣ, H, S, V, R, G, B ସ୍ଲାଇଡର୍ସ ଦେଖିପାରିବେ ଏବଂ ସେଗୁଡ଼ିକର ଅର୍ଥ ହେଉଛି Hue, Saturation, Value, Red, Green, Blue  
|-
+
 
 +
|-
 
|01:04
 
|01:04
 
| ଏଠାରେ, ମୁଁ ମୋର Foreground Color ଭାବେ କଳା ସିଲେକ୍ଟ କରିଥିବାରୁ Hue, Saturation, Value, Red, Green, Blueର ଭାଲ୍ୟୁ ସବୁଯାକ ଜିରୋ ଅଛି
 
| ଏଠାରେ, ମୁଁ ମୋର Foreground Color ଭାବେ କଳା ସିଲେକ୍ଟ କରିଥିବାରୁ Hue, Saturation, Value, Red, Green, Blueର ଭାଲ୍ୟୁ ସବୁଯାକ ଜିରୋ ଅଛି
 +
 
|-
 
|-
 
|01:20
 
|01:20
 
| ଆଉ ଯେତେବେଳେ ମୁଁ Hueର ଭାଲ୍ୟୁ ବଢାଏ, କିଛି ବଦଳେ ନାହିଁ  
 
| ଆଉ ଯେତେବେଳେ ମୁଁ Hueର ଭାଲ୍ୟୁ ବଢାଏ, କିଛି ବଦଳେ ନାହିଁ  
 +
 
|-
 
|-
 
|01:28
 
|01:28
 
| କଳା ସେହିପରି ରୁହେ, କାରଣ ଭାଲ୍ୟୁ ହେଉଛି ଜିରୋ ଏବଂ ଯେତେବେଳେ ମୁଁ ଭାଲ୍ୟୁ ବଢାଏ, ମୁଁ ଭିନ୍ନ ଗ୍ରେ ଟୋନ୍ସ ପାଏ  
 
| କଳା ସେହିପରି ରୁହେ, କାରଣ ଭାଲ୍ୟୁ ହେଉଛି ଜିରୋ ଏବଂ ଯେତେବେଳେ ମୁଁ ଭାଲ୍ୟୁ ବଢାଏ, ମୁଁ ଭିନ୍ନ ଗ୍ରେ ଟୋନ୍ସ ପାଏ  
 +
 
|-
 
|-
 
|01:41
 
|01:41
 
| ଭାଲ୍ୟୁ ଜିରୋ ଥିବାବେଲେ ମୁଁ Saturation ବଢାଇବି, କିଛି ବଦଳିଲା ନାହିଁ  
 
| ଭାଲ୍ୟୁ ଜିରୋ ଥିବାବେଲେ ମୁଁ Saturation ବଢାଇବି, କିଛି ବଦଳିଲା ନାହିଁ  
 +
 
|-
 
|-
 
|01:50
 
|01:50
 
| କିନ୍ତୁ, ଆପଣ ଏଠାରେ ଦେଖିପାରିବେ ଯେ, ଯେତେବେଳେ ମୁଁ Saturationକୁ ବଢାଉଛି, ଅନ୍ୟ ସ୍ଲାଇଡରଗୁଡ଼ିକର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଘଟୁଛି
 
| କିନ୍ତୁ, ଆପଣ ଏଠାରେ ଦେଖିପାରିବେ ଯେ, ଯେତେବେଳେ ମୁଁ Saturationକୁ ବଢାଉଛି, ଅନ୍ୟ ସ୍ଲାଇଡରଗୁଡ଼ିକର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଘଟୁଛି
 +
 
|-
 
|-
 
|01:59
 
|01:59
 
| ଯେତେବେଳେ ମୁଁ Hueକୁ ଟାଣେ, କିଛି ହୁଏନାହିଁ, ମାତ୍ର ଯେତେବେଳେ ମୁଁ Saturationକୁ ଟାଣେ, Valueର ରଙ୍ଗ ନୀଳ ଭଳି ବଦଳେ
 
| ଯେତେବେଳେ ମୁଁ Hueକୁ ଟାଣେ, କିଛି ହୁଏନାହିଁ, ମାତ୍ର ଯେତେବେଳେ ମୁଁ Saturationକୁ ଟାଣେ, Valueର ରଙ୍ଗ ନୀଳ ଭଳି ବଦଳେ
 +
 
|-
 
|-
 
|02:12
 
|02:12
 
| ଯଦି ଆପଣ HSV ସିଷ୍ଟମ୍ ଦ୍ୱାରା ରଙ୍ଗ ସିଲେକ୍ଟ କରିବାକୁ ଚାହାଁନ୍ତି, ତେବେ Saturation ଓ Value ସ୍ଲାଇଡର୍ସ ଉପରକୁ ଟାଣନ୍ତୁ ଏବଂ ଆପଣ Hue ସ୍ଲାଇଡର୍ ରେ ଇନ୍ଦ୍ରଧନୁର ଭିନ୍ନ ରଙ୍ଗ ପାଇବେ ଆଉ ଆପଣ ସେହିସବୁ କଲର୍ସରୁ ସିଲେକ୍ଟ କରିପାରିବେ
 
|02:48
 
|02:48
 
| ଏଠାରେ ଦେଖନ୍ତୁ, HSV ସ୍ଲାଇଡର୍ସ ଅନୁସାରେ Red, Green ଓ Blue ସ୍ଲାଇଡର୍ସରେ ରଙ୍ଗ ବଦଳୁଛି ଏବଂ ଗୋଟିଏ ରଙ୍ଗ ସିଲେକ୍ଟ କରିବା ସହଜ ହୋଇଯାଏ
 
| ଏଠାରେ ଦେଖନ୍ତୁ, HSV ସ୍ଲାଇଡର୍ସ ଅନୁସାରେ Red, Green ଓ Blue ସ୍ଲାଇଡର୍ସରେ ରଙ୍ଗ ବଦଳୁଛି ଏବଂ ଗୋଟିଏ ରଙ୍ଗ ସିଲେକ୍ଟ କରିବା ସହଜ ହୋଇଯାଏ
 +
 
|-
 
|-
 
|03:03
 
|03:03
 
| ଯଦି ଆପଣ ଫିକା ରଙ୍ଗ ଚାହୁଁଛନ୍ତି, ତେବେ Saturation ସ୍ଲାଇଡର୍ କୁ ଆଡଜଷ୍ଟ କରନ୍ତୁ ଓ ଯଦି ଆପଣ ଗାଢ ରଙ୍ଗର ଏକ ଭଲ ମିଶ୍ରଣ ଚାହୁଁଛନ୍ତି, ତେବେ ସେହି ଅନୁସାରେ Value ସ୍ଲାଇଡର୍ କୁ ଘୁଞ୍ଚାନ୍ତୁ ତଥା Red, Green କିମ୍ୱା Blue ସ୍ଲାଇଡର୍ ରେ ଏକ ପରିମାଣ ସିଲେକ୍ଟ କରନ୍ତୁ  
 
|03:23
 
|03:23
 
| Hue, Saturation ଓ Valueକୁ ବୁଝିବା ଏତେ ସହଜ ନୁହେଁ, କିନ୍ତୁ ରଙ୍ଗ ଚୟନ କରିବା ପାଇଁ ଏକ ଭଲ ମାର୍ଗ  
 
| Hue, Saturation ଓ Valueକୁ ବୁଝିବା ଏତେ ସହଜ ନୁହେଁ, କିନ୍ତୁ ରଙ୍ଗ ଚୟନ କରିବା ପାଇଁ ଏକ ଭଲ ମାର୍ଗ  
 +
 
|-
 
|-
 
|03:44
 
|03:44
 
| ଏକ ନିର୍ଦ୍ଦିଷ୍ଟ ରଙ୍ଗ ସେଟ୍ କରିବା ପାଇଁ ମୁଁ ଏହି ଡାୟଲଗ୍ ବ୍ୟବହାର କରେ  
 
| ଏକ ନିର୍ଦ୍ଦିଷ୍ଟ ରଙ୍ଗ ସେଟ୍ କରିବା ପାଇଁ ମୁଁ ଏହି ଡାୟଲଗ୍ ବ୍ୟବହାର କରେ  
 +
 
|-
 
|-
 
|03:51
 
|03:51
 
| ଉଦାହରଣସ୍ୱରୂପ, ଯଦି ମୁଁ ବିଲକୁଲ୍ ମଧ୍ୟମ ଗ୍ରେ ରଖିବାକୁ ଚାହେଁ, ତେବେ Value ସ୍ଲାଇଡର୍ 50କୁ ଭିଡ଼ିବି, ଯେଉଁଥିରୁ ଭାଲ୍ୟୁ 0%ରୁ 100%ରେ ବିଭାଜିତ ହୋଇଯିବ ଏବଂ RGB ସ୍ଲାଇଡର୍ ରେ ମୁଁ ସଂଖ୍ୟାକୁ 127ରେ ସେଟ୍ କଲେ ବିଲକୁଲ୍ ମଧ୍ୟମ ଗ୍ରେ ମିଳିବ  
 
|04:28
 
|04:28
 
| ଏବେ ଚାଲନ୍ତୁ, ଅନ୍ୟ ଡାୟଲଗ୍ସ ଉପରେ ନଜର ପକାଇବା  
 
| ଏବେ ଚାଲନ୍ତୁ, ଅନ୍ୟ ଡାୟଲଗ୍ସ ଉପରେ ନଜର ପକାଇବା  
 +
 
|-
 
|-
 
|04:33
 
|04:33
 
| ଏହି ଡାୟଲଗ୍, HSV କଲର୍ ମଡେଲ୍ ଉପରେ ପର୍ଯ୍ୟବେସିତ ଏବଂ ପ୍ରଥମେ, ଆପଣ ରଖିବାକୁ ଚାହୁଁଥିବା ବୃତ୍ତରେ ରଙ୍ଗ ସିଲେକ୍ଟ କରନ୍ତୁ  
 
| ଏହି ଡାୟଲଗ୍, HSV କଲର୍ ମଡେଲ୍ ଉପରେ ପର୍ଯ୍ୟବେସିତ ଏବଂ ପ୍ରଥମେ, ଆପଣ ରଖିବାକୁ ଚାହୁଁଥିବା ବୃତ୍ତରେ ରଙ୍ଗ ସିଲେକ୍ଟ କରନ୍ତୁ  
 +
 
|-
 
|-
 
|04:50
 
|04:50
 
| ଆଉ ତା’ପରେ ତ୍ରିଭୁଜରେ Value ଓ Saturation ସିଲେକ୍ଟ କରନ୍ତୁ  
 
| ଆଉ ତା’ପରେ ତ୍ରିଭୁଜରେ Value ଓ Saturation ସିଲେକ୍ଟ କରନ୍ତୁ  
 +
 
|-
 
|-
 
|05:02
 
|05:02
 
| ଯେତେବେଳେ ଏକ Hue ସିଲେକ୍ଟ ହେବ, ତେବେ ଆପଣ, ସେହି Hue ପାଇଁ ତ୍ରିଭୁଜରେ  ଥିବା Value ଓ Saturationର ଭିନ୍ନ ଭାଲ୍ୟୁମାନ ଏଠାରେ ପାଇବେ   
 
| ଯେତେବେଳେ ଏକ Hue ସିଲେକ୍ଟ ହେବ, ତେବେ ଆପଣ, ସେହି Hue ପାଇଁ ତ୍ରିଭୁଜରେ  ଥିବା Value ଓ Saturationର ଭିନ୍ନ ଭାଲ୍ୟୁମାନ ଏଠାରେ ପାଇବେ   
 +
 
|-
 
|-
 
|05:22
 
|05:22
 
| ପରବର୍ତ୍ତୀ ଡାୟଲଗ୍, ଏଠାରେ ଥିବା ସହ ସମାନ  
 
| ପରବର୍ତ୍ତୀ ଡାୟଲଗ୍, ଏଠାରେ ଥିବା ସହ ସମାନ  
 +
 
|-
 
|-
 
|05:27
 
|05:27
| ଏହି ଡାୟଲଗ୍ ରେ, Hue ସିଲେକ୍ଟ କରିବା ପାଇଁ ଏକ ଷ୍ଟ୍ରିପ୍ ଅଛି ଏବଂ ଆପଣ ଏହି ବର୍ଗରେ ଥିବା ତ୍ରିଭୁଜରେ ଥିବାପରି ସମାନ ରଙ୍ଗ ପାଇବେ.  ଆଉ ଆପଣ ଏବେ ଏଠାରେ, ଏହି ଏରିଆରୁ ନିଜର ରଙ୍ଗ ସିଲେକ୍ଟ କରିପାରିବେ କିମ୍ୱା ଏଠାରେ Hue ବଦଳାଇପାରିବେ ଏବଂ ନିଜର ନୂଆ ରଙ୍ଗ ଚୟନ କରିପାରିବେ   
+
| ଏହି ଡାୟଲଗ୍ ରେ, Hue ସିଲେକ୍ଟ କରିବା ପାଇଁ ଏକ ଷ୍ଟ୍ରିପ୍ ଅଛି ଏବଂ ଆପଣ ଏହି ବର୍ଗରେ ଥିବା ତ୍ରିଭୁଜରେ ଥିବାପରି ସମାନ ରଙ୍ଗ ପାଇବେ.  ଆଉ ଆପଣ ଏବେ ଏଠାରେ, ଏହି ଏରିଆରୁ ନିଜର ରଙ୍ଗ ସିଲେକ୍ଟ କରିପାରିବେ କିମ୍ୱା ଏଠାରେ Hue  
 +
ବଦଳାଇପାରିବେ ଏବଂ ନିଜର ନୂଆ ରଙ୍ଗ ଚୟନ କରିପାରିବେ   
 +
 
|-
 
|-
 
|05:58
 
|05:58
 
| ଏଠାରେ ଆପଣ Saturationକୁ ମଧ୍ୟ ଯାଇପାରିବେ  
 
| ଏଠାରେ ଆପଣ Saturationକୁ ମଧ୍ୟ ଯାଇପାରିବେ  
 +
 
|-
 
|-
 
|06:02
 
|06:02
 
| ଏବଂ ଏହି ମାର୍ଗକୁ Value ସ୍ଲାଇଡ୍ କରି ଓ ଏହିପଟକୁ Hue ସ୍ଲାଇଡ୍ କରି ଏକ ମିଶ୍ରଣ ପାଇପାରିବେ
 
| ଏବଂ ଏହି ମାର୍ଗକୁ Value ସ୍ଲାଇଡ୍ କରି ଓ ଏହିପଟକୁ Hue ସ୍ଲାଇଡ୍ କରି ଏକ ମିଶ୍ରଣ ପାଇପାରିବେ
 +
 
|-
 
|-
 
|06:12
 
|06:12
 
| ଆପଣ ଏଠାରେ ଗାଢ ରଙ୍ଗ ପାଇବା ପାଇଁ Value ସେଟ୍ କରିପାରିବେ ଏବଂ ତଦନୁସାରେ Saturation ଓ Hue ବଦଳାଇପାରିବେ  
 
| ଆପଣ ଏଠାରେ ଗାଢ ରଙ୍ଗ ପାଇବା ପାଇଁ Value ସେଟ୍ କରିପାରିବେ ଏବଂ ତଦନୁସାରେ Saturation ଓ Hue ବଦଳାଇପାରିବେ  
 +
 
|-
 
|-
 
|06:33
 
|06:33
 
| ସମାନ ଭାବରେ ଏହା Red, Green ଓ Blue ପାଇଁ କାମ କରେ  
 
| ସମାନ ଭାବରେ ଏହା Red, Green ଓ Blue ପାଇଁ କାମ କରେ  
 +
 
|-
 
|-
 
|06:40
 
|06:40
 
| ମୁଁ ରଖିବାକୁ ଚାହୁଁଥିବା Blue ରଙ୍ଗର ପରିମାଣକୁ ମୁଁ ବଦଳାଇପାରିବି ଓ ତା’ପରେ ସମାନ ମାର୍ଗରେ Red ଓ Greenର ପରିମାଣ   
 
| ମୁଁ ରଖିବାକୁ ଚାହୁଁଥିବା Blue ରଙ୍ଗର ପରିମାଣକୁ ମୁଁ ବଦଳାଇପାରିବି ଓ ତା’ପରେ ସମାନ ମାର୍ଗରେ Red ଓ Greenର ପରିମାଣ   
 +
 
|-
 
|-
 
|06:55
 
|06:55
 
| ଏହି ଡାୟଲଗ୍, ପୂର୍ବ ତୁଳନାରେ ଏତେ ଅଭିନବ ନୁହେଁ
 
| ଏହି ଡାୟଲଗ୍, ପୂର୍ବ ତୁଳନାରେ ଏତେ ଅଭିନବ ନୁହେଁ
 +
 
|-
 
|-
 
|07:01
 
|07:01
 
| ପରବର୍ତ୍ତୀ ଡାୟଲଗ୍ ହେଉଛି Water Color Mixup  
 
| ପରବର୍ତ୍ତୀ ଡାୟଲଗ୍ ହେଉଛି Water Color Mixup  
 +
 
|-
 
|-
 
|07:10
 
|07:10
 
| ଏଠାରେ, ଏହି ସ୍ଲାଇଡର୍, କଲର୍ ପଟ୍ସରେ ଟିପିଙ୍ଗ୍ ର ଘନତ୍ୱକୁ ଆଡଜଷ୍ଟ କରେ
 
| ଏଠାରେ, ଏହି ସ୍ଲାଇଡର୍, କଲର୍ ପଟ୍ସରେ ଟିପିଙ୍ଗ୍ ର ଘନତ୍ୱକୁ ଆଡଜଷ୍ଟ କରେ
 +
 
|-
 
|-
 
|07:18
 
|07:18
 
| ଓ ଆପଣ ଏହି ବକ୍ସରୁ ରଙ୍ଗ ଚୟନ କରିପାରିବେ  
 
| ଓ ଆପଣ ଏହି ବକ୍ସରୁ ରଙ୍ଗ ଚୟନ କରିପାରିବେ  
 +
 
|-
 
|-
 
|07:32
 
|07:32
 
| ଆଉ ଏହା, ଏଠାରେ, ପରିଣାମ ରଙ୍ଗ ହେବ  
 
| ଆଉ ଏହା, ଏଠାରେ, ପରିଣାମ ରଙ୍ଗ ହେବ  
 +
 
|-
 
|-
 
|07:37
 
|07:37
 
| ଆପଣ ରଙ୍ଗ ଚୟନ କରିପାରନ୍ତି, ଯେପରି ଏହି ହଳଦିଆ ଏବଂ ଏବେ ମୁଁ ଏଥିରେ କିଛି ନୀଳ ଓ କିଛି ନାଲି ମିଶାଇପାରେ ଏବଂ ପରିଣାମ ରଙ୍ଗ ଭାବରେ ଆପଣ ବହୁତ ମାଟିଆ ପାଇବେ  
 
| ଆପଣ ରଙ୍ଗ ଚୟନ କରିପାରନ୍ତି, ଯେପରି ଏହି ହଳଦିଆ ଏବଂ ଏବେ ମୁଁ ଏଥିରେ କିଛି ନୀଳ ଓ କିଛି ନାଲି ମିଶାଇପାରେ ଏବଂ ପରିଣାମ ରଙ୍ଗ ଭାବରେ ଆପଣ ବହୁତ ମାଟିଆ ପାଇବେ  
 +
 
|-
 
|-
 
|07:56
 
|07:56
 
| ମୁଁ ଏହି ଡାୟଲଗ୍ କୁ ବେଶୀ ବ୍ୟବହାର କରେ ନାହିଁ   
 
| ମୁଁ ଏହି ଡାୟଲଗ୍ କୁ ବେଶୀ ବ୍ୟବହାର କରେ ନାହିଁ   
 +
 
|-
 
|-
 
|08:02
 
|08:02
 
| ଏହି ଡାୟଲଗ୍, ଆକ୍ଟିଭ୍ Pallet ଦେଖାଏ ଏବଂ ଅନ୍ୟ ଯେକୌଣସି ସ୍ଥାନରେ Pallet  ସେଟ୍ କରିପାରିବେ  
 
| ଏହି ଡାୟଲଗ୍, ଆକ୍ଟିଭ୍ Pallet ଦେଖାଏ ଏବଂ ଅନ୍ୟ ଯେକୌଣସି ସ୍ଥାନରେ Pallet  ସେଟ୍ କରିପାରିବେ  
 +
 
|-
 
|-
 
|08:10
 
|08:10
 
| ଏହା କେବଳ ଗ୍ରାଫିକ୍ ଡିଜାଇନିଙ୍ଗ୍ ଓ ୱେବ୍ ଡିଜାଇନିଙ୍ଗ୍ ପାଇଁ ଉପଯୋଗୀ ଅଟେ.  ମୁଁ ଏହି ଡାୟଲଗ୍ ସହିତ ପ୍ରକୃତରେ ବେଶୀ କିଛି କରିନାହିଁ  
 
| ଏହା କେବଳ ଗ୍ରାଫିକ୍ ଡିଜାଇନିଙ୍ଗ୍ ଓ ୱେବ୍ ଡିଜାଇନିଙ୍ଗ୍ ପାଇଁ ଉପଯୋଗୀ ଅଟେ.  ମୁଁ ଏହି ଡାୟଲଗ୍ ସହିତ ପ୍ରକୃତରେ ବେଶୀ କିଛି କରିନାହିଁ  
 +
 
|-
 
|-
 
|08:20
 
|08:20
 
| ଆଉ ଗୋଟିଏ ଜିନିଷ କଭର୍ କରାଯିବାକୁ ଅଛି, ତାହା ହେଉଛି ଏଠାରେ ଥିବା Printer Colors  
 
| ଆଉ ଗୋଟିଏ ଜିନିଷ କଭର୍ କରାଯିବାକୁ ଅଛି, ତାହା ହେଉଛି ଏଠାରେ ଥିବା Printer Colors  
 +
 
|-
 
|-
 
|08:31
 
|08:31
 
| ମୁଁ ଭାବୁଛି ଏହି ଡାୟଲଗ୍ କେବଳ ପ୍ରୋଫେଶନଲ୍ ପ୍ରିଣ୍ଟର୍ସ ଓ Red, Green ଓ Blue ବଦଳରେ Cyan, Magenta ଓ Yellow ବ୍ୟବହାର କରୁଥିବା ପ୍ରିଣ୍ଟର୍ସ ପାଇଁ ଉପଯୋଗୀ ଅଟେ ଓ ତାହାର କାରଣ ହେଉଛି ସେଗୁଡ଼ିକ ରଙ୍ଗ ହ୍ରାସ କରନ୍ତି  
 
| ମୁଁ ଭାବୁଛି ଏହି ଡାୟଲଗ୍ କେବଳ ପ୍ରୋଫେଶନଲ୍ ପ୍ରିଣ୍ଟର୍ସ ଓ Red, Green ଓ Blue ବଦଳରେ Cyan, Magenta ଓ Yellow ବ୍ୟବହାର କରୁଥିବା ପ୍ରିଣ୍ଟର୍ସ ପାଇଁ ଉପଯୋଗୀ ଅଟେ ଓ ତାହାର କାରଣ ହେଉଛି ସେଗୁଡ଼ିକ ରଙ୍ଗ ହ୍ରାସ କରନ୍ତି  
 +
 
|-
 
|-
 
|08:54
 
|08:54
 
| Red, Green ଓ Blue ମିଶି ଧଳାରେ ଆଡ୍ କରାଯାଏ ଏବଂ ପ୍ରିଣ୍ଟିଙ୍ଗ୍ତ୍ ସହିତ ଯଦି ମୁଁ Cyan, Magenta ଓ Yellowକୁ ଜିରୋରେ ସେଟ୍ କରେ, କେବଳ ଧଳା କାଗଜ ହିଁ ପ୍ରିଣ୍ଟ ହେବ  
 
| Red, Green ଓ Blue ମିଶି ଧଳାରେ ଆଡ୍ କରାଯାଏ ଏବଂ ପ୍ରିଣ୍ଟିଙ୍ଗ୍ତ୍ ସହିତ ଯଦି ମୁଁ Cyan, Magenta ଓ Yellowକୁ ଜିରୋରେ ସେଟ୍ କରେ, କେବଳ ଧଳା କାଗଜ ହିଁ ପ୍ରିଣ୍ଟ ହେବ  
 +
 
|-
 
|-
 
|09:11
 
|09:11
 
| ଯଦି ମୁଁ କଳା ରଙ୍ଗ ପ୍ରିଣ୍ଟ କରିବାଖୁ ଚାହେଁ, ତେବେ ମୁଁ Cyan, Magenta ଓ Yellowକୁ 100ରେ ସେଟ୍ କରିବି ଓ ପୂରା କଳା କାଗଜ ପାଇବି  
 
| ଯଦି ମୁଁ କଳା ରଙ୍ଗ ପ୍ରିଣ୍ଟ କରିବାଖୁ ଚାହେଁ, ତେବେ ମୁଁ Cyan, Magenta ଓ Yellowକୁ 100ରେ ସେଟ୍ କରିବି ଓ ପୂରା କଳା କାଗଜ ପାଇବି  
 +
 
|-
 
|-
 
|09:37
 
|09:37
 
| ଏହିସବୁ ରଙ୍ଗ, ଏହିସବୁ ଡାଏଜ୍ ଲାଇଟରୁ ହ୍ରାସ ହୁଏ ଓ କେବ Cyan ପ୍ରତିଫଳିତ ହୁଏ  
 
| ଏହିସବୁ ରଙ୍ଗ, ଏହିସବୁ ଡାଏଜ୍ ଲାଇଟରୁ ହ୍ରାସ ହୁଏ ଓ କେବ Cyan ପ୍ରତିଫଳିତ ହୁଏ  
 +
 
|-
 
|-
 
|09:46
 
|09:46
 
| ଆଉ ସେଗୁଡ଼ିକୁ ମିଶାଇଲେ, ଆପଣ ଲାଇଟରୁ ଅଧିକରୁ ଅଧିକ ହ୍ରାସ କରିପାରିବେ ଏବଂ ଆପଣ ସମସ୍ତ କଲର୍ ପ୍ରିଣ୍ଟ କରିପାରିବେ
 
| ଆଉ ସେଗୁଡ଼ିକୁ ମିଶାଇଲେ, ଆପଣ ଲାଇଟରୁ ଅଧିକରୁ ଅଧିକ ହ୍ରାସ କରିପାରିବେ ଏବଂ ଆପଣ ସମସ୍ତ କଲର୍ ପ୍ରିଣ୍ଟ କରିପାରିବେ
 +
 
|-
 
|-
 
|09:58
 
|09:58
 
| ଏପରି କିଛି ଦୃଶ୍ୟମାନ କଲର୍ସ ଅଛି, ଯାହାକୁ ପ୍ରିଣ୍ଟ କରିହେବ ନାହିଁ ଏବଂ ତେଣୁ, ଆପଣଙ୍କ ପରିଣାମ ଭିନ୍ନ ହୋଇପାରେ  
 
| ଏପରି କିଛି ଦୃଶ୍ୟମାନ କଲର୍ସ ଅଛି, ଯାହାକୁ ପ୍ରିଣ୍ଟ କରିହେବ ନାହିଁ ଏବଂ ତେଣୁ, ଆପଣଙ୍କ ପରିଣାମ ଭିନ୍ନ ହୋଇପାରେ  
 +
 
|-
 
|-
 
|10:35
 
|10:35
 
| ଚତୁର୍ଥ ସ୍ଲାଇଡର୍ ହେଉଛି K, ଯାହା Blackକୁ ବୁଝାଏ   
 
| ଚତୁର୍ଥ ସ୍ଲାଇଡର୍ ହେଉଛି K, ଯାହା Blackକୁ ବୁଝାଏ   
 +
 
|-
 
|-
 
|10:41
 
|10:41
 
| Blue ସହିତ ଅସଂଗତିକୁ ଏଡ଼ାଇବାକୁ Black ପାଇଁ K ସେଟ୍ କରାଯାଇଛି  
 
| Blue ସହିତ ଅସଂଗତିକୁ ଏଡ଼ାଇବାକୁ Black ପାଇଁ K ସେଟ୍ କରାଯାଇଛି  
 +
 
|-
 
|-
 
|10:51
 
|10:51
 
| ଯେତେବେଳେ ମୁଁ ଧଳା ରଙ୍ଗ ଉପରେ କ୍ଲିକ୍ କରେ, ଯାହା ହେଉଛି ମୋର Background Color, କୌଣସି ପରିବର୍ତ୍ତନ ଆପଣ ଦେଖିପାରିବେ ନାହିଁ  
 
| ଯେତେବେଳେ ମୁଁ ଧଳା ରଙ୍ଗ ଉପରେ କ୍ଲିକ୍ କରେ, ଯାହା ହେଉଛି ମୋର Background Color, କୌଣସି ପରିବର୍ତ୍ତନ ଆପଣ ଦେଖିପାରିବେ ନାହିଁ  
 +
 
|-
 
|-
 
|11:08
 
|11:08
 
| କଲର୍ ଗୁଡ଼ିକ ସମାନ, କିନ୍ତୁ Cyan ସ୍ଲାଇଡର୍ ତଳକୁ ଚାଲିଯାଇଛି ଏବଂ K ସ୍ଲାଇଡର୍ ଉପରକୁ ଉଠିଯାଇଛି
 
| କଲର୍ ଗୁଡ଼ିକ ସମାନ, କିନ୍ତୁ Cyan ସ୍ଲାଇଡର୍ ତଳକୁ ଚାଲିଯାଇଛି ଏବଂ K ସ୍ଲାଇଡର୍ ଉପରକୁ ଉଠିଯାଇଛି
 +
 
|-
 
|-
 
|11:18
 
|11:18
 
| ତାହାକୁ ପୁନରାବୃତ୍ତି କରନ୍ତୁ  
 
| ତାହାକୁ ପୁନରାବୃତ୍ତି କରନ୍ତୁ  
 +
 
|-
 
|-
 
|11:20
 
|11:20
 
| Y ସ୍ଲାଇଡର୍ କୁ 40, Mକୁ 80 ଓ Cକୁ 20 ପର୍ଯ୍ୟନ୍ତ ଘୁଞ୍ଚାନ୍ତୁ
 
| Y ସ୍ଲାଇଡର୍ କୁ 40, Mକୁ 80 ଓ Cକୁ 20 ପର୍ଯ୍ୟନ୍ତ ଘୁଞ୍ଚାନ୍ତୁ
 +
 
|-
 
|-
 
|11:29
 
|11:29
 
| ଏବେ, ଯେତେବେଳେ ମୁଁ କଲର୍ ସିଲେକ୍ଟ କରିବି, M ସ୍ଲାଇଡର୍ 75, Y 26 ଓ K 20 କୁ ଚାଲିଯିବ  
 
| ଏବେ, ଯେତେବେଳେ ମୁଁ କଲର୍ ସିଲେକ୍ଟ କରିବି, M ସ୍ଲାଇଡର୍ 75, Y 26 ଓ K 20 କୁ ଚାଲିଯିବ  
 +
 
|-
 
|-
 
|11:41
 
|11:41
 
| ଦେଖନ୍ତୁ, ରଙ୍ଗ ବଦଳି ନାହିଁ, କିନ୍ତୁ ଇମେଜରେ ପୂର୍ବରୁ ଥିବା Cyan, Magenta ଓ Yellowର ମିଶ୍ରଣ, Magenta, Yellow ଓ Blackକୁ ବଦଳିଯାଇଛି  
 
| ଦେଖନ୍ତୁ, ରଙ୍ଗ ବଦଳି ନାହିଁ, କିନ୍ତୁ ଇମେଜରେ ପୂର୍ବରୁ ଥିବା Cyan, Magenta ଓ Yellowର ମିଶ୍ରଣ, Magenta, Yellow ଓ Blackକୁ ବଦଳିଯାଇଛି  
 +
 
|-
 
|-
 
|11:59
 
|11:59
 
| କଳା କାଳି ଟିକିଏ ଭଲ ଦେଖାଯାଉନି.  ତେଣୁ, ଏଠାରେ ଥିବା ଷ୍ଟାଟିକ୍ ପଏଣ୍ଟ ପାଇଁ, Cyan, Magenta ଓ Yellow  ମିଶ୍ରଣ ବଦଳରେ Magenta, Yellow ଓ Blackର ମିଶ୍ରଣ ବ୍ୟବହୃତ ହୋଇଛି  
 
| କଳା କାଳି ଟିକିଏ ଭଲ ଦେଖାଯାଉନି.  ତେଣୁ, ଏଠାରେ ଥିବା ଷ୍ଟାଟିକ୍ ପଏଣ୍ଟ ପାଇଁ, Cyan, Magenta ଓ Yellow  ମିଶ୍ରଣ ବଦଳରେ Magenta, Yellow ଓ Blackର ମିଶ୍ରଣ ବ୍ୟବହୃତ ହୋଇଛି  
 +
 
|-
 
|-
 
|12:22
 
|12:22
 
| ଆମେ ଏବେ, କଲର୍ ସିଲେକ୍ସନ୍ ର ସମସ୍ତ ଛଅଟି ଡାୟଲଗ୍ସ କଭର୍ କରିସାରିଲେ   
 
| ଆମେ ଏବେ, କଲର୍ ସିଲେକ୍ସନ୍ ର ସମସ୍ତ ଛଅଟି ଡାୟଲଗ୍ସ କଭର୍ କରିସାରିଲେ   
 +
 
|-
 
|-
 
|12:28
 
|12:28
 
| କିନ୍ତୁ, ଦୁଇଟି Color Swaps ରହିଯାଇଛି
 
| କିନ୍ତୁ, ଦୁଇଟି Color Swaps ରହିଯାଇଛି
 +
 
|-
 
|-
 
|12:32
 
|12:32
 
| ସାମ୍ନା ରଙ୍ଗ ହେଉଛି ମୋର Forground Color ତଥା ଅନ୍ୟଟି ହେଉଛି ମୋର Background Color ଏବଂ ମୁଁ ଯେତେବେଳେ ତାହା ଉପରେ କ୍ଲିକ୍ କରେ, ଆପଣ ଏଠାରେ କଲର୍ ସେଟ୍ କରିପାରିବେ  
 
| ସାମ୍ନା ରଙ୍ଗ ହେଉଛି ମୋର Forground Color ତଥା ଅନ୍ୟଟି ହେଉଛି ମୋର Background Color ଏବଂ ମୁଁ ଯେତେବେଳେ ତାହା ଉପରେ କ୍ଲିକ୍ କରେ, ଆପଣ ଏଠାରେ କଲର୍ ସେଟ୍ କରିପାରିବେ  
 +
 
|-
 
|-
 
|12:46
 
|12:46
 
| ଆଉ, ଯଦି ଆପଣ ଏହି ରଙ୍ଗଗୁଡ଼ିକୁ ନିଜ ଇମେଜ କିମ୍ୱା ସିଲେକ୍ସନ୍ ରେ ଚାହୁଁଛନ୍ତି, ତେବେ ସେହି ଏରିଆକୁ ଏହି ରଙ୍ଗଗୁଡ଼ିକୁ ଭିଡ଼ି ନିଅନ୍ତୁ ଏବଂ ସେହି ରଙ୍ଗରେ ପୂରଣ କରନ୍ତୁ  
 
| ଆଉ, ଯଦି ଆପଣ ଏହି ରଙ୍ଗଗୁଡ଼ିକୁ ନିଜ ଇମେଜ କିମ୍ୱା ସିଲେକ୍ସନ୍ ରେ ଚାହୁଁଛନ୍ତି, ତେବେ ସେହି ଏରିଆକୁ ଏହି ରଙ୍ଗଗୁଡ଼ିକୁ ଭିଡ଼ି ନିଅନ୍ତୁ ଏବଂ ସେହି ରଙ୍ଗରେ ପୂରଣ କରନ୍ତୁ  
 +
 
|-
 
|-
 
|13:02
 
|13:02
 
| ଟୂଲ୍ ବକ୍ସରେ ଆପଣ ଏହିସବୁ Color Swaps ରଖିପାରିବେ  
 
| ଟୂଲ୍ ବକ୍ସରେ ଆପଣ ଏହିସବୁ Color Swaps ରଖିପାରିବେ  
 +
 
|-
 
|-
 
|13:14
 
|13:14
 
| File >> Preferences ଓ ତା’ପରେ Toolboxକୁ ଯାଆନ୍ତୁ ଏବଂ ଏଠାରେ ଆପଣ Foreground Background Color ଓ ଏପରିକି Brush ଓ Active Image ମଧ୍ୟ ଦେଖିପାରିବେ  
 
| File >> Preferences ଓ ତା’ପରେ Toolboxକୁ ଯାଆନ୍ତୁ ଏବଂ ଏଠାରେ ଆପଣ Foreground Background Color ଓ ଏପରିକି Brush ଓ Active Image ମଧ୍ୟ ଦେଖିପାରିବେ  
 +
 
|-
 
|-
 
|13:37
 
|13:37
 
| ପରେ ମୁଁ ଏହାକୁ ବନ୍ଦ କରିଦେବି, କାରଣ ଏହା ମୋ ଟୂଲ୍ ବକ୍ସରେ ବହୁତ ସ୍ପେସ୍ ନେଉଛି  
 
| ପରେ ମୁଁ ଏହାକୁ ବନ୍ଦ କରିଦେବି, କାରଣ ଏହା ମୋ ଟୂଲ୍ ବକ୍ସରେ ବହୁତ ସ୍ପେସ୍ ନେଉଛି  
 +
 
|-
 
|-
 
|13:46
 
|13:46
 
| Foreground ଓ Background Color ବଦଳାଇବା ପାଇଁ ଉପର ଡାହାଣପଟ କୋଣରେ Color Swapsର ଏହି ଛୋଟ ଆଇକନ୍ ଟି ଅଛି  
 
| Foreground ଓ Background Color ବଦଳାଇବା ପାଇଁ ଉପର ଡାହାଣପଟ କୋଣରେ Color Swapsର ଏହି ଛୋଟ ଆଇକନ୍ ଟି ଅଛି  
 +
 
|-
 
|-
 
|13:56
 
|13:56
 
| ତାହାକୁ ଆପଣ X କୀ ଦାବି ମଧ୍ୟ କରିପାରିବେ   
 
| ତାହାକୁ ଆପଣ X କୀ ଦାବି ମଧ୍ୟ କରିପାରିବେ   
 +
 
|-
 
|-
 
|14:03
 
|14:03
 
| ତଳ ବାମପଟ କୋଣରେ ଥିବା ଏହି ଆଇକନ୍ ଟି Foreground ଓ Background Colorକୁ କଳା ଓ ଧଳାରେ ବଦଳାଇବା ପାଇଁ ଉଦ୍ଦିଷ୍ଟ  
 
| ତଳ ବାମପଟ କୋଣରେ ଥିବା ଏହି ଆଇକନ୍ ଟି Foreground ଓ Background Colorକୁ କଳା ଓ ଧଳାରେ ବଦଳାଇବା ପାଇଁ ଉଦ୍ଦିଷ୍ଟ  
 +
 
|-
 
|-
 
|14:14
 
|14:14
 
| ଏହା ଏକ ବଢ଼ିଆ ନୂଆ ଫିଚର୍.  ଏହା ହେଉଛି ଏକ Color Picker ଏବଂ ଆପଣ, ନିଜ ସ୍କ୍ରୀନ୍ ରୁ କିମ୍ୱା ଏପରିକି ୱେବ୍ ସାଇଟରୁ ମଧ୍ୟ ଯେକୌଣସି କଲର୍ ଚୟନ କରିପାରିବେ  
 
| ଏହା ଏକ ବଢ଼ିଆ ନୂଆ ଫିଚର୍.  ଏହା ହେଉଛି ଏକ Color Picker ଏବଂ ଆପଣ, ନିଜ ସ୍କ୍ରୀନ୍ ରୁ କିମ୍ୱା ଏପରିକି ୱେବ୍ ସାଇଟରୁ ମଧ୍ୟ ଯେକୌଣସି କଲର୍ ଚୟନ କରିପାରିବେ  
 +
 
|-
 
|-
 
|14:31
 
|14:31
 
| ଆଉ ଶେଷରେ, ଏପରି ଏକ ଫିଲ୍ଡ ଅଛି, ଯେଉଁଠାରେ ଆପଣ, କଲର୍ସ ପରିଭାଷିତ କରିବା ପାଇଁ Hex Code ଦେଖିପାରିବେ
 
| ଆଉ ଶେଷରେ, ଏପରି ଏକ ଫିଲ୍ଡ ଅଛି, ଯେଉଁଠାରେ ଆପଣ, କଲର୍ସ ପରିଭାଷିତ କରିବା ପାଇଁ Hex Code ଦେଖିପାରିବେ
 +
 
|-
 
|-
 
|14:45
 
|14:45
 
| ଯେତେବେଳେ ମୁଁ ରଙ୍ଗ ବଦଳାଏ, କୋଡ୍ କିପରି ବଦଳେ ତାହା ଆପଣ ଦେଖିପାରିବେ ଏବଂ ମୁଁ Hex Codeରେ ମଧ୍ୟ ଟାଇପ୍ କରି ରଙ୍ଗ ପାଇପାରିବି କିମ୍ୱା ଆପଣ କଲର୍ ର ନାଁ ମଧ୍ୟ ଟାଇପ୍ କରିପାରିବେ
 
| ଯେତେବେଳେ ମୁଁ ରଙ୍ଗ ବଦଳାଏ, କୋଡ୍ କିପରି ବଦଳେ ତାହା ଆପଣ ଦେଖିପାରିବେ ଏବଂ ମୁଁ Hex Codeରେ ମଧ୍ୟ ଟାଇପ୍ କରି ରଙ୍ଗ ପାଇପାରିବି କିମ୍ୱା ଆପଣ କଲର୍ ର ନାଁ ମଧ୍ୟ ଟାଇପ୍ କରିପାରିବେ
 +
 
|-
 
|-
 
|15:06
 
|15:06
 
| ଉଦାହରଣସ୍ୱରୂପ, ମୁଁ L ଟାଇପ୍ କଲି ଏବଂ ଆପଣ ସମସ୍ତ Lawn Green ରଙ୍ଗ ପାଇବେ. ଏହା ହେଉଛି Lawn Green.  ତେବେ, ଏହା ହେଉଛି ସବିଶେଷରେ କଲର୍ ଡାୟଲଗ୍
 
| ଉଦାହରଣସ୍ୱରୂପ, ମୁଁ L ଟାଇପ୍ କଲି ଏବଂ ଆପଣ ସମସ୍ତ Lawn Green ରଙ୍ଗ ପାଇବେ. ଏହା ହେଉଛି Lawn Green.  ତେବେ, ଏହା ହେଉଛି ସବିଶେଷରେ କଲର୍ ଡାୟଲଗ୍
 +
 
|-
 
|-
 
|15:19
 
|15:19
 
| ମୁଁ ଭାବୁଛି, ମୁଁ ବହୁତ କହିଦେଲି  
 
| ମୁଁ ଭାବୁଛି, ମୁଁ ବହୁତ କହିଦେଲି  
 +
 
|-
 
|-
 
|15:23
 
|15:23
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ
 +
|}

Latest revision as of 16:33, 6 April 2017

Time Narration
00:23 Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:32 ଏହା ହେଉଛି Foreground ଓ Background Color ଡାୟଲଗ୍. ଆପଣ 6ଟି ଭିନ୍ନ ମାର୍ଗରେ କଲର୍ସ ସିଲେକ୍ଟ କରିପାରିବେ
00:47 ଏହି ପ୍ରଥମ ମାର୍ଗରେ ଆପଣ, H, S, V, R, G, B ସ୍ଲାଇଡର୍ସ ଦେଖିପାରିବେ ଏବଂ ସେଗୁଡ଼ିକର ଅର୍ଥ ହେଉଛି Hue, Saturation, Value, Red, Green, Blue
01:04 ଏଠାରେ, ମୁଁ ମୋର Foreground Color ଭାବେ କଳା ସିଲେକ୍ଟ କରିଥିବାରୁ Hue, Saturation, Value, Red, Green, Blueର ଭାଲ୍ୟୁ ସବୁଯାକ ଜିରୋ ଅଛି
01:20 ଆଉ ଯେତେବେଳେ ମୁଁ Hueର ଭାଲ୍ୟୁ ବଢାଏ, କିଛି ବଦଳେ ନାହିଁ
01:28 କଳା ସେହିପରି ରୁହେ, କାରଣ ଭାଲ୍ୟୁ ହେଉଛି ଜିରୋ ଏବଂ ଯେତେବେଳେ ମୁଁ ଭାଲ୍ୟୁ ବଢାଏ, ମୁଁ ଭିନ୍ନ ଗ୍ରେ ଟୋନ୍ସ ପାଏ
01:41 ଭାଲ୍ୟୁ ଜିରୋ ଥିବାବେଲେ ମୁଁ Saturation ବଢାଇବି, କିଛି ବଦଳିଲା ନାହିଁ
01:50 କିନ୍ତୁ, ଆପଣ ଏଠାରେ ଦେଖିପାରିବେ ଯେ, ଯେତେବେଳେ ମୁଁ Saturationକୁ ବଢାଉଛି, ଅନ୍ୟ ସ୍ଲାଇଡରଗୁଡ଼ିକର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଘଟୁଛି
01:59 ଯେତେବେଳେ ମୁଁ Hueକୁ ଟାଣେ, କିଛି ହୁଏନାହିଁ, ମାତ୍ର ଯେତେବେଳେ ମୁଁ Saturationକୁ ଟାଣେ, Valueର ରଙ୍ଗ ନୀଳ ଭଳି ବଦଳେ
02:12 ଯଦି ଆପଣ HSV ସିଷ୍ଟମ୍ ଦ୍ୱାରା ରଙ୍ଗ ସିଲେକ୍ଟ କରିବାକୁ ଚାହାଁନ୍ତି, ତେବେ Saturation ଓ Value ସ୍ଲାଇଡର୍ସ ଉପରକୁ ଟାଣନ୍ତୁ ଏବଂ ଆପଣ Hue ସ୍ଲାଇଡର୍ ରେ ଇନ୍ଦ୍ରଧନୁର ଭିନ୍ନ ରଙ୍ଗ ପାଇବେ ଆଉ ଆପଣ ସେହିସବୁ କଲର୍ସରୁ ସିଲେକ୍ଟ କରିପାରିବେ
02:48 ଏଠାରେ ଦେଖନ୍ତୁ, HSV ସ୍ଲାଇଡର୍ସ ଅନୁସାରେ Red, Green ଓ Blue ସ୍ଲାଇଡର୍ସରେ ରଙ୍ଗ ବଦଳୁଛି ଏବଂ ଗୋଟିଏ ରଙ୍ଗ ସିଲେକ୍ଟ କରିବା ସହଜ ହୋଇଯାଏ
03:03 ଯଦି ଆପଣ ଫିକା ରଙ୍ଗ ଚାହୁଁଛନ୍ତି, ତେବେ Saturation ସ୍ଲାଇଡର୍ କୁ ଆଡଜଷ୍ଟ କରନ୍ତୁ ଓ ଯଦି ଆପଣ ଗାଢ ରଙ୍ଗର ଏକ ଭଲ ମିଶ୍ରଣ ଚାହୁଁଛନ୍ତି, ତେବେ ସେହି ଅନୁସାରେ Value ସ୍ଲାଇଡର୍ କୁ ଘୁଞ୍ଚାନ୍ତୁ ତଥା Red, Green କିମ୍ୱା Blue ସ୍ଲାଇଡର୍ ରେ ଏକ ପରିମାଣ ସିଲେକ୍ଟ କରନ୍ତୁ
03:23 Hue, Saturation ଓ Valueକୁ ବୁଝିବା ଏତେ ସହଜ ନୁହେଁ, କିନ୍ତୁ ରଙ୍ଗ ଚୟନ କରିବା ପାଇଁ ଏକ ଭଲ ମାର୍ଗ
03:44 ଏକ ନିର୍ଦ୍ଦିଷ୍ଟ ରଙ୍ଗ ସେଟ୍ କରିବା ପାଇଁ ମୁଁ ଏହି ଡାୟଲଗ୍ ବ୍ୟବହାର କରେ
03:51 ଉଦାହରଣସ୍ୱରୂପ, ଯଦି ମୁଁ ବିଲକୁଲ୍ ମଧ୍ୟମ ଗ୍ରେ ରଖିବାକୁ ଚାହେଁ, ତେବେ Value ସ୍ଲାଇଡର୍ 50କୁ ଭିଡ଼ିବି, ଯେଉଁଥିରୁ ଭାଲ୍ୟୁ 0%ରୁ 100%ରେ ବିଭାଜିତ ହୋଇଯିବ ଏବଂ RGB ସ୍ଲାଇଡର୍ ରେ ମୁଁ ସଂଖ୍ୟାକୁ 127ରେ ସେଟ୍ କଲେ ବିଲକୁଲ୍ ମଧ୍ୟମ ଗ୍ରେ ମିଳିବ
04:28 ଏବେ ଚାଲନ୍ତୁ, ଅନ୍ୟ ଡାୟଲଗ୍ସ ଉପରେ ନଜର ପକାଇବା
04:33 ଏହି ଡାୟଲଗ୍, HSV କଲର୍ ମଡେଲ୍ ଉପରେ ପର୍ଯ୍ୟବେସିତ ଏବଂ ପ୍ରଥମେ, ଆପଣ ରଖିବାକୁ ଚାହୁଁଥିବା ବୃତ୍ତରେ ରଙ୍ଗ ସିଲେକ୍ଟ କରନ୍ତୁ
04:50 ଆଉ ତା’ପରେ ତ୍ରିଭୁଜରେ Value ଓ Saturation ସିଲେକ୍ଟ କରନ୍ତୁ
05:02 ଯେତେବେଳେ ଏକ Hue ସିଲେକ୍ଟ ହେବ, ତେବେ ଆପଣ, ସେହି Hue ପାଇଁ ତ୍ରିଭୁଜରେ ଥିବା Value ଓ Saturationର ଭିନ୍ନ ଭାଲ୍ୟୁମାନ ଏଠାରେ ପାଇବେ
05:22 ପରବର୍ତ୍ତୀ ଡାୟଲଗ୍, ଏଠାରେ ଥିବା ସହ ସମାନ
05:27 ଏହି ଡାୟଲଗ୍ ରେ, Hue ସିଲେକ୍ଟ କରିବା ପାଇଁ ଏକ ଷ୍ଟ୍ରିପ୍ ଅଛି ଏବଂ ଆପଣ ଏହି ବର୍ଗରେ ଥିବା ତ୍ରିଭୁଜରେ ଥିବାପରି ସମାନ ରଙ୍ଗ ପାଇବେ. ଆଉ ଆପଣ ଏବେ ଏଠାରେ, ଏହି ଏରିଆରୁ ନିଜର ରଙ୍ଗ ସିଲେକ୍ଟ କରିପାରିବେ କିମ୍ୱା ଏଠାରେ Hue

ବଦଳାଇପାରିବେ ଏବଂ ନିଜର ନୂଆ ରଙ୍ଗ ଚୟନ କରିପାରିବେ

05:58 ଏଠାରେ ଆପଣ Saturationକୁ ମଧ୍ୟ ଯାଇପାରିବେ
06:02 ଏବଂ ଏହି ମାର୍ଗକୁ Value ସ୍ଲାଇଡ୍ କରି ଓ ଏହିପଟକୁ Hue ସ୍ଲାଇଡ୍ କରି ଏକ ମିଶ୍ରଣ ପାଇପାରିବେ
06:12 ଆପଣ ଏଠାରେ ଗାଢ ରଙ୍ଗ ପାଇବା ପାଇଁ Value ସେଟ୍ କରିପାରିବେ ଏବଂ ତଦନୁସାରେ Saturation ଓ Hue ବଦଳାଇପାରିବେ
06:33 ସମାନ ଭାବରେ ଏହା Red, Green ଓ Blue ପାଇଁ କାମ କରେ
06:40 ମୁଁ ରଖିବାକୁ ଚାହୁଁଥିବା Blue ରଙ୍ଗର ପରିମାଣକୁ ମୁଁ ବଦଳାଇପାରିବି ଓ ତା’ପରେ ସମାନ ମାର୍ଗରେ Red ଓ Greenର ପରିମାଣ
06:55 ଏହି ଡାୟଲଗ୍, ପୂର୍ବ ତୁଳନାରେ ଏତେ ଅଭିନବ ନୁହେଁ
07:01 ପରବର୍ତ୍ତୀ ଡାୟଲଗ୍ ହେଉଛି Water Color Mixup
07:10 ଏଠାରେ, ଏହି ସ୍ଲାଇଡର୍, କଲର୍ ପଟ୍ସରେ ଟିପିଙ୍ଗ୍ ର ଘନତ୍ୱକୁ ଆଡଜଷ୍ଟ କରେ
07:18 ଓ ଆପଣ ଏହି ବକ୍ସରୁ ରଙ୍ଗ ଚୟନ କରିପାରିବେ
07:32 ଆଉ ଏହା, ଏଠାରେ, ପରିଣାମ ରଙ୍ଗ ହେବ
07:37 ଆପଣ ରଙ୍ଗ ଚୟନ କରିପାରନ୍ତି, ଯେପରି ଏହି ହଳଦିଆ ଏବଂ ଏବେ ମୁଁ ଏଥିରେ କିଛି ନୀଳ ଓ କିଛି ନାଲି ମିଶାଇପାରେ ଏବଂ ପରିଣାମ ରଙ୍ଗ ଭାବରେ ଆପଣ ବହୁତ ମାଟିଆ ପାଇବେ
07:56 ମୁଁ ଏହି ଡାୟଲଗ୍ କୁ ବେଶୀ ବ୍ୟବହାର କରେ ନାହିଁ
08:02 ଏହି ଡାୟଲଗ୍, ଆକ୍ଟିଭ୍ Pallet ଦେଖାଏ ଏବଂ ଅନ୍ୟ ଯେକୌଣସି ସ୍ଥାନରେ Pallet ସେଟ୍ କରିପାରିବେ
08:10 ଏହା କେବଳ ଗ୍ରାଫିକ୍ ଡିଜାଇନିଙ୍ଗ୍ ଓ ୱେବ୍ ଡିଜାଇନିଙ୍ଗ୍ ପାଇଁ ଉପଯୋଗୀ ଅଟେ. ମୁଁ ଏହି ଡାୟଲଗ୍ ସହିତ ପ୍ରକୃତରେ ବେଶୀ କିଛି କରିନାହିଁ
08:20 ଆଉ ଗୋଟିଏ ଜିନିଷ କଭର୍ କରାଯିବାକୁ ଅଛି, ତାହା ହେଉଛି ଏଠାରେ ଥିବା Printer Colors
08:31 ମୁଁ ଭାବୁଛି ଏହି ଡାୟଲଗ୍ କେବଳ ପ୍ରୋଫେଶନଲ୍ ପ୍ରିଣ୍ଟର୍ସ ଓ Red, Green ଓ Blue ବଦଳରେ Cyan, Magenta ଓ Yellow ବ୍ୟବହାର କରୁଥିବା ପ୍ରିଣ୍ଟର୍ସ ପାଇଁ ଉପଯୋଗୀ ଅଟେ ଓ ତାହାର କାରଣ ହେଉଛି ସେଗୁଡ଼ିକ ରଙ୍ଗ ହ୍ରାସ କରନ୍ତି
08:54 Red, Green ଓ Blue ମିଶି ଧଳାରେ ଆଡ୍ କରାଯାଏ ଏବଂ ପ୍ରିଣ୍ଟିଙ୍ଗ୍ତ୍ ସହିତ ଯଦି ମୁଁ Cyan, Magenta ଓ Yellowକୁ ଜିରୋରେ ସେଟ୍ କରେ, କେବଳ ଧଳା କାଗଜ ହିଁ ପ୍ରିଣ୍ଟ ହେବ
09:11 ଯଦି ମୁଁ କଳା ରଙ୍ଗ ପ୍ରିଣ୍ଟ କରିବାଖୁ ଚାହେଁ, ତେବେ ମୁଁ Cyan, Magenta ଓ Yellowକୁ 100ରେ ସେଟ୍ କରିବି ଓ ପୂରା କଳା କାଗଜ ପାଇବି
09:37 ଏହିସବୁ ରଙ୍ଗ, ଏହିସବୁ ଡାଏଜ୍ ଲାଇଟରୁ ହ୍ରାସ ହୁଏ ଓ କେବ Cyan ପ୍ରତିଫଳିତ ହୁଏ
09:46 ଆଉ ସେଗୁଡ଼ିକୁ ମିଶାଇଲେ, ଆପଣ ଲାଇଟରୁ ଅଧିକରୁ ଅଧିକ ହ୍ରାସ କରିପାରିବେ ଏବଂ ଆପଣ ସମସ୍ତ କଲର୍ ପ୍ରିଣ୍ଟ କରିପାରିବେ
09:58 ଏପରି କିଛି ଦୃଶ୍ୟମାନ କଲର୍ସ ଅଛି, ଯାହାକୁ ପ୍ରିଣ୍ଟ କରିହେବ ନାହିଁ ଏବଂ ତେଣୁ, ଆପଣଙ୍କ ପରିଣାମ ଭିନ୍ନ ହୋଇପାରେ
10:35 ଚତୁର୍ଥ ସ୍ଲାଇଡର୍ ହେଉଛି K, ଯାହା Blackକୁ ବୁଝାଏ
10:41 Blue ସହିତ ଅସଂଗତିକୁ ଏଡ଼ାଇବାକୁ Black ପାଇଁ K ସେଟ୍ କରାଯାଇଛି
10:51 ଯେତେବେଳେ ମୁଁ ଧଳା ରଙ୍ଗ ଉପରେ କ୍ଲିକ୍ କରେ, ଯାହା ହେଉଛି ମୋର Background Color, କୌଣସି ପରିବର୍ତ୍ତନ ଆପଣ ଦେଖିପାରିବେ ନାହିଁ
11:08 କଲର୍ ଗୁଡ଼ିକ ସମାନ, କିନ୍ତୁ Cyan ସ୍ଲାଇଡର୍ ତଳକୁ ଚାଲିଯାଇଛି ଏବଂ K ସ୍ଲାଇଡର୍ ଉପରକୁ ଉଠିଯାଇଛି
11:18 ତାହାକୁ ପୁନରାବୃତ୍ତି କରନ୍ତୁ
11:20 Y ସ୍ଲାଇଡର୍ କୁ 40, Mକୁ 80 ଓ Cକୁ 20 ପର୍ଯ୍ୟନ୍ତ ଘୁଞ୍ଚାନ୍ତୁ
11:29 ଏବେ, ଯେତେବେଳେ ମୁଁ କଲର୍ ସିଲେକ୍ଟ କରିବି, M ସ୍ଲାଇଡର୍ 75, Y 26 ଓ K 20 କୁ ଚାଲିଯିବ
11:41 ଦେଖନ୍ତୁ, ରଙ୍ଗ ବଦଳି ନାହିଁ, କିନ୍ତୁ ଇମେଜରେ ପୂର୍ବରୁ ଥିବା Cyan, Magenta ଓ Yellowର ମିଶ୍ରଣ, Magenta, Yellow ଓ Blackକୁ ବଦଳିଯାଇଛି
11:59 କଳା କାଳି ଟିକିଏ ଭଲ ଦେଖାଯାଉନି. ତେଣୁ, ଏଠାରେ ଥିବା ଷ୍ଟାଟିକ୍ ପଏଣ୍ଟ ପାଇଁ, Cyan, Magenta ଓ Yellow ମିଶ୍ରଣ ବଦଳରେ Magenta, Yellow ଓ Blackର ମିଶ୍ରଣ ବ୍ୟବହୃତ ହୋଇଛି
12:22 ଆମେ ଏବେ, କଲର୍ ସିଲେକ୍ସନ୍ ର ସମସ୍ତ ଛଅଟି ଡାୟଲଗ୍ସ କଭର୍ କରିସାରିଲେ
12:28 କିନ୍ତୁ, ଦୁଇଟି Color Swaps ରହିଯାଇଛି
12:32 ସାମ୍ନା ରଙ୍ଗ ହେଉଛି ମୋର Forground Color ତଥା ଅନ୍ୟଟି ହେଉଛି ମୋର Background Color ଏବଂ ମୁଁ ଯେତେବେଳେ ତାହା ଉପରେ କ୍ଲିକ୍ କରେ, ଆପଣ ଏଠାରେ କଲର୍ ସେଟ୍ କରିପାରିବେ
12:46 ଆଉ, ଯଦି ଆପଣ ଏହି ରଙ୍ଗଗୁଡ଼ିକୁ ନିଜ ଇମେଜ କିମ୍ୱା ସିଲେକ୍ସନ୍ ରେ ଚାହୁଁଛନ୍ତି, ତେବେ ସେହି ଏରିଆକୁ ଏହି ରଙ୍ଗଗୁଡ଼ିକୁ ଭିଡ଼ି ନିଅନ୍ତୁ ଏବଂ ସେହି ରଙ୍ଗରେ ପୂରଣ କରନ୍ତୁ
13:02 ଟୂଲ୍ ବକ୍ସରେ ଆପଣ ଏହିସବୁ Color Swaps ରଖିପାରିବେ
13:14 File >> Preferences ଓ ତା’ପରେ Toolboxକୁ ଯାଆନ୍ତୁ ଏବଂ ଏଠାରେ ଆପଣ Foreground Background Color ଓ ଏପରିକି Brush ଓ Active Image ମଧ୍ୟ ଦେଖିପାରିବେ
13:37 ପରେ ମୁଁ ଏହାକୁ ବନ୍ଦ କରିଦେବି, କାରଣ ଏହା ମୋ ଟୂଲ୍ ବକ୍ସରେ ବହୁତ ସ୍ପେସ୍ ନେଉଛି
13:46 Foreground ଓ Background Color ବଦଳାଇବା ପାଇଁ ଉପର ଡାହାଣପଟ କୋଣରେ Color Swapsର ଏହି ଛୋଟ ଆଇକନ୍ ଟି ଅଛି
13:56 ତାହାକୁ ଆପଣ X କୀ ଦାବି ମଧ୍ୟ କରିପାରିବେ
14:03 ତଳ ବାମପଟ କୋଣରେ ଥିବା ଏହି ଆଇକନ୍ ଟି Foreground ଓ Background Colorକୁ କଳା ଓ ଧଳାରେ ବଦଳାଇବା ପାଇଁ ଉଦ୍ଦିଷ୍ଟ
14:14 ଏହା ଏକ ବଢ଼ିଆ ନୂଆ ଫିଚର୍. ଏହା ହେଉଛି ଏକ Color Picker ଏବଂ ଆପଣ, ନିଜ ସ୍କ୍ରୀନ୍ ରୁ କିମ୍ୱା ଏପରିକି ୱେବ୍ ସାଇଟରୁ ମଧ୍ୟ ଯେକୌଣସି କଲର୍ ଚୟନ କରିପାରିବେ
14:31 ଆଉ ଶେଷରେ, ଏପରି ଏକ ଫିଲ୍ଡ ଅଛି, ଯେଉଁଠାରେ ଆପଣ, କଲର୍ସ ପରିଭାଷିତ କରିବା ପାଇଁ Hex Code ଦେଖିପାରିବେ
14:45 ଯେତେବେଳେ ମୁଁ ରଙ୍ଗ ବଦଳାଏ, କୋଡ୍ କିପରି ବଦଳେ ତାହା ଆପଣ ଦେଖିପାରିବେ ଏବଂ ମୁଁ Hex Codeରେ ମଧ୍ୟ ଟାଇପ୍ କରି ରଙ୍ଗ ପାଇପାରିବି କିମ୍ୱା ଆପଣ କଲର୍ ର ନାଁ ମଧ୍ୟ ଟାଇପ୍ କରିପାରିବେ
15:06 ଉଦାହରଣସ୍ୱରୂପ, ମୁଁ L ଟାଇପ୍ କଲି ଏବଂ ଆପଣ ସମସ୍ତ Lawn Green ରଙ୍ଗ ପାଇବେ. ଏହା ହେଉଛି Lawn Green. ତେବେ, ଏହା ହେଉଛି ସବିଶେଷରେ କଲର୍ ଡାୟଲଗ୍
15:19 ମୁଁ ଭାବୁଛି, ମୁଁ ବହୁତ କହିଦେଲି
15:23 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

PoojaMoolya, Pradeep