Difference between revisions of "GIMP/C2/Brushes/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ ଏହି ଟ୍ୟୁଟ...")
 
Line 6: Line 6:
 
|00:23
 
|00:23
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:32
 
|00:32
 
| ଗତ ଟ୍ୟୁଟୋରିଆଲ୍ ରେ ମୁଁ Drawing Tool ବିଷୟରେ କିଛି ଦେଖାଇଥିଲି, ହେଲେ କେଜାଣି କିପରି Apply Jitter ବଟନ୍ ରହିଯାଇଥିଲା
 
| ଗତ ଟ୍ୟୁଟୋରିଆଲ୍ ରେ ମୁଁ Drawing Tool ବିଷୟରେ କିଛି ଦେଖାଇଥିଲି, ହେଲେ କେଜାଣି କିପରି Apply Jitter ବଟନ୍ ରହିଯାଇଥିଲା
 +
 
|-
 
|-
 
|00:43
 
|00:43
 
| ମୁଁ ତାହା କରିବାକୁ ମନେରଖିଥିଲି, କିନ୍ତୁ ବୋଧହୁଏ ଏଡିଟିଙ୍ଗ୍ ସମୟରେ ତାହା ଅଣଦେଖା ହୋଇଯାଇଥିଲା   
 
| ମୁଁ ତାହା କରିବାକୁ ମନେରଖିଥିଲି, କିନ୍ତୁ ବୋଧହୁଏ ଏଡିଟିଙ୍ଗ୍ ସମୟରେ ତାହା ଅଣଦେଖା ହୋଇଯାଇଥିଲା   
 +
 
|-
 
|-
 
|00:51
 
|00:51
 
| ମୁଁ ଯେତେବେଳେ ଏଠାରେ କିଛି ଲାଇନ୍ସ ପେଣ୍ଟ କରେ, ଏହାର କୋଣ ସ୍ମୁଥ୍ ହୋଇଥାଏ ଏବଂ ଏହା ପେନ୍ ଦ୍ୱାରା କରାଯାଇଥିବା ପରି ଦେଖାଯାଏ   
 
| ମୁଁ ଯେତେବେଳେ ଏଠାରେ କିଛି ଲାଇନ୍ସ ପେଣ୍ଟ କରେ, ଏହାର କୋଣ ସ୍ମୁଥ୍ ହୋଇଥାଏ ଏବଂ ଏହା ପେନ୍ ଦ୍ୱାରା କରାଯାଇଥିବା ପରି ଦେଖାଯାଏ   
 +
 
|-
 
|-
 
|01:09
 
|01:09
 
| ଏବେ ମୁଁ Jitter ପ୍ରୟୋଗ କରିବି ଓ Amountକୁ ପ୍ରାୟ ଅଧେ କିମ୍ୱା ସେହି ପ୍ରକାରେ ସେଟ୍ କରିବି, ଆଉ ଦେଖନ୍ତୁ, ପେଣ୍ଟ ବ୍ରଶ୍ ଟିକିଏ ହଲିଲା ଏବଂ ବର୍ଡର୍ ପୂର୍ବ ପରି ରହିଲା ନାହିଁ
 
| ଏବେ ମୁଁ Jitter ପ୍ରୟୋଗ କରିବି ଓ Amountକୁ ପ୍ରାୟ ଅଧେ କିମ୍ୱା ସେହି ପ୍ରକାରେ ସେଟ୍ କରିବି, ଆଉ ଦେଖନ୍ତୁ, ପେଣ୍ଟ ବ୍ରଶ୍ ଟିକିଏ ହଲିଲା ଏବଂ ବର୍ଡର୍ ପୂର୍ବ ପରି ରହିଲା ନାହିଁ
 +
 
|-
 
|-
 
|01:29
 
|01:29
 
| Amountକୁ ବଢାଇଲେ ଏଠାରେ ଡଟ୍ସର ବାଦଲ ଦେଖାଦିଏ, ଯାହା ମୁଁ ଆଙ୍କିଥିବା ଲାଇନ୍ସ ଚାରିପଟେ ବିତରିତ ହୋଇଛି  
 
| Amountକୁ ବଢାଇଲେ ଏଠାରେ ଡଟ୍ସର ବାଦଲ ଦେଖାଦିଏ, ଯାହା ମୁଁ ଆଙ୍କିଥିବା ଲାଇନ୍ସ ଚାରିପଟେ ବିତରିତ ହୋଇଛି  
 +
 
|-
 
|-
 
|01:41
 
|01:41
 
| ଓ ତାହା ହେଉଛି Jitter ବଟନ୍ ର ରହସ୍ୟ  
 
| ଓ ତାହା ହେଉଛି Jitter ବଟନ୍ ର ରହସ୍ୟ  
 +
 
|-
 
|-
 
|01:55
 
|01:55
 
| ଆଉ ଏକ ସଂଶୋଧନ କରାଯିବାକୁ ଅଛି  
 
| ଆଉ ଏକ ସଂଶୋଧନ କରାଯିବାକୁ ଅଛି  
 +
 
|-
 
|-
 
|02:00
 
|02:00
 
| ହେନ୍ସନ୍ ମୋତେ ଲେଖନ୍ତି ଯେ, Pen କିମ୍ୱା Brushଠାରୁ Eraser Toolରେ ଏକ ମହତ୍ୱପୂର୍ଣ୍ଣ ଭିନ୍ନତା ଅଛି
 
| ହେନ୍ସନ୍ ମୋତେ ଲେଖନ୍ତି ଯେ, Pen କିମ୍ୱା Brushଠାରୁ Eraser Toolରେ ଏକ ମହତ୍ୱପୂର୍ଣ୍ଣ ଭିନ୍ନତା ଅଛି
 +
 
|-
 
|-
 
|02:06
 
|02:06
 
| ତାକୁ କାର୍ଯ୍ୟାନ୍ୱିତ କରି ଦେଖିବା ପାଇଁ, Transparencyରେ Foreground Layer ଉପରେ କିଛି ପେଣ୍ଟ କରନ୍ତୁ, ଯେପରି Alpha Channelକୁ On ରଖି  
 
| ତାକୁ କାର୍ଯ୍ୟାନ୍ୱିତ କରି ଦେଖିବା ପାଇଁ, Transparencyରେ Foreground Layer ଉପରେ କିଛି ପେଣ୍ଟ କରନ୍ତୁ, ଯେପରି Alpha Channelକୁ On ରଖି  
 +
 
|-
 
|-
 
|02:15
 
|02:15
 
| ଚୟନିତ Background Color ସହିତ Pen କିମ୍ୱା Brush ସେହି ରଙ୍ଗରେ ପେଣ୍ଟ କରିବ, କିନ୍ତୁ Eraser, ରଙ୍ଗକୁ କାଢି ତାକୁ ପାରଦର୍ଶୀ କରିଦେବ
 
| ଚୟନିତ Background Color ସହିତ Pen କିମ୍ୱା Brush ସେହି ରଙ୍ଗରେ ପେଣ୍ଟ କରିବ, କିନ୍ତୁ Eraser, ରଙ୍ଗକୁ କାଢି ତାକୁ ପାରଦର୍ଶୀ କରିଦେବ
 +
 
|-
 
|-
 
|02:25
 
|02:25
 
| ଠିକ୍ ଅଛି, ଚାଲନ୍ତୁ ତାକୁ ଦେଖିବା  
 
| ଠିକ୍ ଅଛି, ଚାଲନ୍ତୁ ତାକୁ ଦେଖିବା  
 +
 
|-
 
|-
 
|02:27
 
|02:27
 
| କଳା ହେଉଛି ମୋର Foreground Color ଓ କମଳା ହେଉଛି Background Color  ଏବଂ ଦେଖନ୍ତୁ, ଲେୟାର୍ ନାମ ବୋଲ୍ଡରେ ଅଛି, ତାହାର ଅର୍ଥ, ଇମେଜରେ Alpha Channel ନାହିଁ  
 
| କଳା ହେଉଛି ମୋର Foreground Color ଓ କମଳା ହେଉଛି Background Color  ଏବଂ ଦେଖନ୍ତୁ, ଲେୟାର୍ ନାମ ବୋଲ୍ଡରେ ଅଛି, ତାହାର ଅର୍ଥ, ଇମେଜରେ Alpha Channel ନାହିଁ  
 +
 
|-
 
|-
 
|02:41
 
|02:41
 
| ତେଣୁ ମୁଁ, Alpha Channelକୁ ଅନ୍ କଲି  
 
| ତେଣୁ ମୁଁ, Alpha Channelକୁ ଅନ୍ କଲି  
 +
 
|-
 
|-
 
|02:47
 
|02:47
 
| Eraser ସିଲେକ୍ଟ କରନ୍ତୁ  
 
| Eraser ସିଲେକ୍ଟ କରନ୍ତୁ  
 +
 
|-
 
|-
 
|02:54
 
|02:54
 
| ଏଠାରେ ମୋର Foreground Color ଓ Background Color ସମାନ ଅଟେ; ତେଣୁ ମୁଁ, Ctrl + Click ଦାବି Background Color ଭାବେ କମଳା ରଙ୍ଗ ନେବି  
 
| ଏଠାରେ ମୋର Foreground Color ଓ Background Color ସମାନ ଅଟେ; ତେଣୁ ମୁଁ, Ctrl + Click ଦାବି Background Color ଭାବେ କମଳା ରଙ୍ଗ ନେବି  
 +
 
|-
 
|-
 
|03:12
 
|03:12
| ତେଣୁ, ମୌଳିକ ଭାବେ ଆମେ Background Color ସହିତ ପେଣ୍ଟ କରୁଛେ ଏବଂ ମୁଁ ଏବେ ଲେୟାର୍ ଉପରେ ରାଇଟ୍ କ୍ଲିକ୍ କରି Add Alpha Channel ଉପରେ କ୍ଲିକ୍ କରି Alpha Channelକୁ ଅନ୍ କରିବି, ଆଉ ଦେଖନ୍ତୁ ନାମଟି ଆଉ ବୋଲ୍ଡ ରହିଲା ନାହିଁ ଓ ଏବେ ମୁଁ, Eraser ସିଲେକ୍ଟ କରିବି  
+
| ତେଣୁ, ମୌଳିକ ଭାବେ ଆମେ Background Color ସହିତ ପେଣ୍ଟ କରୁଛେ ଏବଂ ମୁଁ ଏବେ ଲେୟାର୍ ଉପରେ ରାଇଟ୍ କ୍ଲିକ୍ କରି Add Alpha Channel ଉପରେ କ୍ଲିକ୍ କରି Alpha Channelକୁ ଅନ୍ କରିବି, ଆଉ ଦେଖନ୍ତୁ ନାମଟି ଆଉ ବୋଲ୍ଡ ରହିଲା  
 +
ନାହିଁ ଓ ଏବେ ମୁଁ, Eraser ସିଲେକ୍ଟ କରିବି  
 +
 
|-
 
|-
 
|03:32
 
|03:32
 
| ଦେଖନ୍ତୁ, Foreground ଓ Background Color ଇରେଜ୍ ହୋଇଗଲା  
 
| ଦେଖନ୍ତୁ, Foreground ଓ Background Color ଇରେଜ୍ ହୋଇଗଲା  
 +
 
|-
 
|-
 
|03:41
 
|03:41
 
| ଏବେ ମୁଁ ଆପଣଙ୍କୁ Paint Brush ଓ ଆପଣ ପେଣ୍ଟିଙ୍ଗ୍ ପାଇଁ ଚୟନ କରିଥିବା ବ୍ରଶ୍ ଗୁଡ଼ିକ ବିଷୟରେ ଅଧିକ କହିବି  
 
| ଏବେ ମୁଁ ଆପଣଙ୍କୁ Paint Brush ଓ ଆପଣ ପେଣ୍ଟିଙ୍ଗ୍ ପାଇଁ ଚୟନ କରିଥିବା ବ୍ରଶ୍ ଗୁଡ଼ିକ ବିଷୟରେ ଅଧିକ କହିବି  
 +
 
|-
 
|-
 
|04:01
 
|04:01
 
| ତେବେ ଚାଲନ୍ତୁ, Meet The GIMPର ଏହି ଟ୍ୟୁଟୋରିଆଲରେ Brushes ବିଷୟରେ କଥାହେବା   
 
| ତେବେ ଚାଲନ୍ତୁ, Meet The GIMPର ଏହି ଟ୍ୟୁଟୋରିଆଲରେ Brushes ବିଷୟରେ କଥାହେବା   
 +
 
|-
 
|-
 
|04:07
 
|04:07
 
| Pencilଠାରୁ ଆରମ୍ଭ କରି ଅନେକ ଟୂଲ୍ସ ଦ୍ୱାରା Brushes ବ୍ୟବହୃତ ହୋଇଥାଏ ଏବଂ Dodge ଓ Burn ସହିତ ସମାପ୍ତ ହୋଇଥାଏ
 
| Pencilଠାରୁ ଆରମ୍ଭ କରି ଅନେକ ଟୂଲ୍ସ ଦ୍ୱାରା Brushes ବ୍ୟବହୃତ ହୋଇଥାଏ ଏବଂ Dodge ଓ Burn ସହିତ ସମାପ୍ତ ହୋଇଥାଏ
 +
 
|-
 
|-
 
|04:17
 
|04:17
 
| ତା’ମଧ୍ୟରେ ଥିବା ସମସ୍ତ ଟୂଲ୍ସ, Ink ବ୍ୟତୀତ, ଗୋଟିଏ ବ୍ରଶ୍ ବ୍ୟବହାର କରିଥା’ନ୍ତି  
 
| ତା’ମଧ୍ୟରେ ଥିବା ସମସ୍ତ ଟୂଲ୍ସ, Ink ବ୍ୟତୀତ, ଗୋଟିଏ ବ୍ରଶ୍ ବ୍ୟବହାର କରିଥା’ନ୍ତି  
 +
 
|-
 
|-
 
|04:24
 
|04:24
 
| ଏବେ ମୁଁ ଉଦାହରଣ ଭାବେ Paint Brush ସିଲେକ୍ଟ କଲି   
 
| ଏବେ ମୁଁ ଉଦାହରଣ ଭାବେ Paint Brush ସିଲେକ୍ଟ କଲି   
 +
 
|-
 
|-
 
|04:30
 
|04:30
 
| Brushes ଡାୟଲଗ୍ କିମ୍ୱା Tool Box ଉପରେ କ୍ଲିକ୍ କରି ଆପଣ ବ୍ରଶ୍ ଗୁଡ଼ିକ ସିଲେକ୍ଟ କରିପାରିବେ. Paint Brush ସିଲେକ୍ଟ କରି Brush ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ବ୍ରଶ୍ ଗୁଡ଼ିକର ସେଟ୍ ପାଇପାରିବେ  
 
| Brushes ଡାୟଲଗ୍ କିମ୍ୱା Tool Box ଉପରେ କ୍ଲିକ୍ କରି ଆପଣ ବ୍ରଶ୍ ଗୁଡ଼ିକ ସିଲେକ୍ଟ କରିପାରିବେ. Paint Brush ସିଲେକ୍ଟ କରି Brush ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ବ୍ରଶ୍ ଗୁଡ଼ିକର ସେଟ୍ ପାଇପାରିବେ  
 +
 
|-
 
|-
 
|04:47
 
|04:47
 
| ଏଠାରେ ଛୋଟ ଛୋଟ ଚିହ୍ନମାନ ଅଛି. ପ୍ଲସ୍ ଦେଖାଏ ଯେ, ବ୍ରଶ୍ ଟି, ଏଠାରେ ଦେଖାଯାଉଥିବା ପରି ଛୋଟ ନୁହେଁ ଏବଂ ତାହା ଉପରେ କ୍ଲିକ୍ କଲେ ଏକ ବଡ଼ ବ୍ରଶ୍ ଦେଖାଦିଏ  
 
| ଏଠାରେ ଛୋଟ ଛୋଟ ଚିହ୍ନମାନ ଅଛି. ପ୍ଲସ୍ ଦେଖାଏ ଯେ, ବ୍ରଶ୍ ଟି, ଏଠାରେ ଦେଖାଯାଉଥିବା ପରି ଛୋଟ ନୁହେଁ ଏବଂ ତାହା ଉପରେ କ୍ଲିକ୍ କଲେ ଏକ ବଡ଼ ବ୍ରଶ୍ ଦେଖାଦିଏ  
 +
 
|-
 
|-
 
|05:03
 
|05:03
 
| ଏହି ନାଲି ତ୍ରିଭୁଜଟି ହେଉଛି Animated Brush  
 
| ଏହି ନାଲି ତ୍ରିଭୁଜଟି ହେଉଛି Animated Brush  
 +
 
|-
 
|-
 
|05:18
 
|05:18
 
| ଚାଲନ୍ତୁ, ଏହାକୁ ଏଠାରେ ପ୍ରୟୋଗ କରି ଦେଖିବା  
 
| ଚାଲନ୍ତୁ, ଏହାକୁ ଏଠାରେ ପ୍ରୟୋଗ କରି ଦେଖିବା  
 +
 
|-
 
|-
 
|05:27
 
|05:27
 
| ଏହା Pencil Drawing ପରି ଦେଖାଯାଉଥିବାରୁ ଏହାକୁ Pencil Sketch କୁହାଯାଏ  
 
| ଏହା Pencil Drawing ପରି ଦେଖାଯାଉଥିବାରୁ ଏହାକୁ Pencil Sketch କୁହାଯାଏ  
 +
 
|-
 
|-
 
|05:36
 
|05:36
 
| ନୀଳଗୁଡ଼ିକ ହେଉଛି Parametric Brushes
 
| ନୀଳଗୁଡ଼ିକ ହେଉଛି Parametric Brushes
 +
 
|-
 
|-
 
|05:41
 
|05:41
 
| ସେଗୁଡ଼ିକ ସାଧାରଣତଃ Mathematical Modeରେ ଥାଏ, ଯାହାକୁ ମୁଁ ଆଉ ଟିକିଏ ପରେ ଦେଖାଇବି  
 
| ସେଗୁଡ଼ିକ ସାଧାରଣତଃ Mathematical Modeରେ ଥାଏ, ଯାହାକୁ ମୁଁ ଆଉ ଟିକିଏ ପରେ ଦେଖାଇବି  
 +
 
|-
 
|-
 
|05:49
 
|05:49
 
| ଏଠାରେ କିଛି ଷ୍ଟାଣ୍ଡାର୍ଡ ବ୍ରଶେସ୍ ଅଛି  
 
| ଏଠାରେ କିଛି ଷ୍ଟାଣ୍ଡାର୍ଡ ବ୍ରଶେସ୍ ଅଛି  
 +
 
|-
 
|-
 
|05:52
 
|05:52
 
| ଏହି ବ୍ରଶ୍ ରେ, କଳା ଭାଗଟି Foreground Color ସହିତ ପୂରଣ ହୋଇଛି.  ଏହି ମାମଲାରେ, ଏହିସବୁ ଷ୍ଟାଣ୍ଡାର୍ଡ ବ୍ରଶ୍ ଗୁଡ଼ିକରେ କଳା ଓ ଧଳା ଭାଗ ବଦଳି ନାହିଁ.  ତେଣୁ, ମୁଁ ଏଠାରେ ପେଣ୍ଟ କରିପାରିବି
 
| ଏହି ବ୍ରଶ୍ ରେ, କଳା ଭାଗଟି Foreground Color ସହିତ ପୂରଣ ହୋଇଛି.  ଏହି ମାମଲାରେ, ଏହିସବୁ ଷ୍ଟାଣ୍ଡାର୍ଡ ବ୍ରଶ୍ ଗୁଡ଼ିକରେ କଳା ଓ ଧଳା ଭାଗ ବଦଳି ନାହିଁ.  ତେଣୁ, ମୁଁ ଏଠାରେ ପେଣ୍ଟ କରିପାରିବି
 +
 
|-
 
|-
 
|06:09
 
|06:09
 
| ଏବଂ, ଯଦି ମୁଁ Foreground Colorକୁ ନାଲିକୁ ବଦଳାଏ, ତେବେ ମୋ ଇମେଜରେ ଛୋଟ ଇମେଜଟି ନାଲି ହୋଇଯିବ ଓ ଏହି ଧଳାଟି Background ଭାବରେ ରହିବ  
 
| ଏବଂ, ଯଦି ମୁଁ Foreground Colorକୁ ନାଲିକୁ ବଦଳାଏ, ତେବେ ମୋ ଇମେଜରେ ଛୋଟ ଇମେଜଟି ନାଲି ହୋଇଯିବ ଓ ଏହି ଧଳାଟି Background ଭାବରେ ରହିବ  
 +
 
|-
 
|-
 
|06:29
 
|06:29
 
| ଏଠାରେ ଆଉ କିଛି ବ୍ରଶ୍ ଅଛି, ଯେପରି ଏହି ମରିଚ ରଙ୍ଗର ବ୍ରଶ୍
 
| ଏଠାରେ ଆଉ କିଛି ବ୍ରଶ୍ ଅଛି, ଯେପରି ଏହି ମରିଚ ରଙ୍ଗର ବ୍ରଶ୍
 +
 
|-
 
|-
 
|06:35
 
|06:35
 
| ମୁଁ ଏଠାରେ ଗୋଟିଏ ମରିଚ ରଖିପାରିବି ଓ ଏପରିକି ଏହି ମରିଚଗୁଡ଼ିକର ଏକ ଲାଇନ୍ ମଧ୍ୟ ଟାଣିପାରିବି  
 
| ମୁଁ ଏଠାରେ ଗୋଟିଏ ମରିଚ ରଖିପାରିବି ଓ ଏପରିକି ଏହି ମରିଚଗୁଡ଼ିକର ଏକ ଲାଇନ୍ ମଧ୍ୟ ଟାଣିପାରିବି  
 +
 
|-
 
|-
 
|06:52
 
|06:52
 
| ଏହି ବ୍ରଶ୍ ଟି ଏତେ ଉପଯୋଗୀ ନୁହେଁ, କିନ୍ତୁ ଆପଣ ନିଜର ବ୍ରଶ୍ ତିଆରି କରିପାରିବେ ଏବଂ ସେଠାରେ ଏହା ବହୁତ ଉପଯୋଗୀ ହୋଇପାରେ  
 
| ଏହି ବ୍ରଶ୍ ଟି ଏତେ ଉପଯୋଗୀ ନୁହେଁ, କିନ୍ତୁ ଆପଣ ନିଜର ବ୍ରଶ୍ ତିଆରି କରିପାରିବେ ଏବଂ ସେଠାରେ ଏହା ବହୁତ ଉପଯୋଗୀ ହୋଇପାରେ  
 +
 
|-
 
|-
 
|07:06
 
|07:06
 
| ଏଠାରେ ଏକ ବ୍ରଶ୍ ଅଛି, ଯାହା ବହୁତ ବଢିଆ ଜିନିଷ  
 
| ଏଠାରେ ଏକ ବ୍ରଶ୍ ଅଛି, ଯାହା ବହୁତ ବଢିଆ ଜିନିଷ  
 +
 
|-
 
|-
 
|07:10
 
|07:10
 
| ଏହା ହେଉଛି ଲତା ଓ ଆପଣ ଲତାର ଏକ ଲାଇନ୍ ଟାଣିପାରିବେ, ଯାହା ବହୁତ ବଢିଆ ଦେଖାଯାଉଛି
 
| ଏହା ହେଉଛି ଲତା ଓ ଆପଣ ଲତାର ଏକ ଲାଇନ୍ ଟାଣିପାରିବେ, ଯାହା ବହୁତ ବଢିଆ ଦେଖାଯାଉଛି
 +
 
|-
 
|-
 
|07:18
 
|07:18
 
| ଏହାକୁ ଆପଣ ସଜେଇବା ପାଇଁ ବ୍ୟବହାର କରିପାରନ୍ତି  
 
| ଏହାକୁ ଆପଣ ସଜେଇବା ପାଇଁ ବ୍ୟବହାର କରିପାରନ୍ତି  
 +
 
|-
 
|-
 
|07:32
 
|07:32
 
| ଏଠାରେ, Front Clipboardରେ, ଏକ ଆଶ୍ଚର୍ଯ୍ୟଜନକ ବ୍ରଶ୍ ଅଛି  
 
| ଏଠାରେ, Front Clipboardରେ, ଏକ ଆଶ୍ଚର୍ଯ୍ୟଜନକ ବ୍ରଶ୍ ଅଛି  
 +
 
|-
 
|-
 
|07:37
 
|07:37
 
| ଏବେ ମୁଁ କିଛି ଆଙ୍କିବି, କିନ୍ତୁ ତା’ପୂର୍ବରୁ ମୋର ରଙ୍ଗ ଭାବରେ ମୁଁ କଳା ଓ ଧଳା ବ୍ୟବହାର କରିବି  
 
| ଏବେ ମୁଁ କିଛି ଆଙ୍କିବି, କିନ୍ତୁ ତା’ପୂର୍ବରୁ ମୋର ରଙ୍ଗ ଭାବରେ ମୁଁ କଳା ଓ ଧଳା ବ୍ୟବହାର କରିବି  
 +
 
|-
 
|-
 
|08:01
 
|08:01
 
| ଏବେ ମୁଁ, ଏହି ପେଣ୍ଟିଙ୍ଗ୍ ଚାରିପଟେ ଥିବା ବର୍ଗ କ୍ଷେତ୍ରକୁ ସିଲେକ୍ଟ କରିବି ଏବଂ Ctrl + C ଦାବି କ୍ଲିପ୍ ବୋର୍ଡକୁ କପୀ କରିବି
 
| ଏବେ ମୁଁ, ଏହି ପେଣ୍ଟିଙ୍ଗ୍ ଚାରିପଟେ ଥିବା ବର୍ଗ କ୍ଷେତ୍ରକୁ ସିଲେକ୍ଟ କରିବି ଏବଂ Ctrl + C ଦାବି କ୍ଲିପ୍ ବୋର୍ଡକୁ କପୀ କରିବି
 +
 
|-
 
|-
 
|08:16
 
|08:16
 
| କପୀ କରିବା ପାଇଁ ମୁଁ, Edit >> Copyକୁ ଯାଇପାରିଥା’ନ୍ତି କିମ୍ୱା Right Click କରି Copy କରିପାରିଥା’ନ୍ତି  
 
| କପୀ କରିବା ପାଇଁ ମୁଁ, Edit >> Copyକୁ ଯାଇପାରିଥା’ନ୍ତି କିମ୍ୱା Right Click କରି Copy କରିପାରିଥା’ନ୍ତି  
 +
 
|-
 
|-
 
|08:33
 
|08:33
 
| ମୁଁ ଏବେ ଏଠାରେ ମୋର Paintbrush ସିଲେକ୍ଟ କରି Clipboard ଡାୟଲଗ୍ ସିଲେକ୍ଟ କରିବି  
 
| ମୁଁ ଏବେ ଏଠାରେ ମୋର Paintbrush ସିଲେକ୍ଟ କରି Clipboard ଡାୟଲଗ୍ ସିଲେକ୍ଟ କରିବି  
 +
 
|-
 
|-
 
|08:41
 
|08:41
 
| ଦେଖନ୍ତୁ, ଏଠାରେ ଏହା କାମ କରୁନାହିଁ  
 
| ଦେଖନ୍ତୁ, ଏଠାରେ ଏହା କାମ କରୁନାହିଁ  
 +
 
|-
 
|-
 
|09:05
 
|09:05
 
| ମୁଁ କେବଳ ଏହି ସିଲେକ୍ସନ୍ ରେ ହିଁ ପେଣ୍ଟ କରିବି, କାରଣ ଏହି ଏରିଆ ସିଲେକ୍ଟ ହୋଇଛି ଓ ଏହି ଏରିଆ ସିଲେକ୍ଟ ହୋଇନାହିଁ  
 
| ମୁଁ କେବଳ ଏହି ସିଲେକ୍ସନ୍ ରେ ହିଁ ପେଣ୍ଟ କରିବି, କାରଣ ଏହି ଏରିଆ ସିଲେକ୍ଟ ହୋଇଛି ଓ ଏହି ଏରିଆ ସିଲେକ୍ଟ ହୋଇନାହିଁ  
 +
 
|-
 
|-
 
|09:15
 
|09:15
 
| ମୁଁ ଏହାକୁ Shift + Ctrl + A ଦାବି ସିଲେକ୍ଟ କଲି ଓ ଏବେ ମୁଁ ପେଣ୍ଟ କରିପାରିବି
 
| ମୁଁ ଏହାକୁ Shift + Ctrl + A ଦାବି ସିଲେକ୍ଟ କଲି ଓ ଏବେ ମୁଁ ପେଣ୍ଟ କରିପାରିବି
 +
 
|-
 
|-
 
|09:26
 
|09:26
 
| ଦେଖନ୍ତୁ, ମୋର ଛୋଟ ଫୁଲ ଦେଖାଦେଉଛି
 
| ଦେଖନ୍ତୁ, ମୋର ଛୋଟ ଫୁଲ ଦେଖାଦେଉଛି
 +
 
|-
 
|-
 
|09:30
 
|09:30
 
| ଆପଣ, ଛୋଟ ଫୁଲର ଏକ ଲାଇନ୍ ମଧ୍ୟ ଟାଣିପାରିବେ, ଯାହା ଭଲ ନୁହେଁ, କାରଣ ବ୍ୟାକଗ୍ରାଉଣ୍ଡ ମଧ୍ୟ କପୀ ହୋଇଯିବ ଏବଂ ପ୍ରତ୍ୟକ ଫୁଲ ପରସ୍ପର ଉପରେ ଚଢିଯିବେ  
 
| ଆପଣ, ଛୋଟ ଫୁଲର ଏକ ଲାଇନ୍ ମଧ୍ୟ ଟାଣିପାରିବେ, ଯାହା ଭଲ ନୁହେଁ, କାରଣ ବ୍ୟାକଗ୍ରାଉଣ୍ଡ ମଧ୍ୟ କପୀ ହୋଇଯିବ ଏବଂ ପ୍ରତ୍ୟକ ଫୁଲ ପରସ୍ପର ଉପରେ ଚଢିଯିବେ  
 +
 
|-
 
|-
 
|09:48
 
|09:48
 
| ଯଦି ଆପଣ ଗୋଟିଏ ଇମେଜର ଅଳ୍ପ କିଛି ଅଂଶ କପୀ କରିବେ, ତେବେ ଏହା ଭଲ ଦେଖାଯିବ, ଆଉ ତା’ପରେ ଯେଉଁଠାରେ ଚାହୁଁଛନ୍ତି ଇମେଜର ସେହିଠାରେ ଆଙ୍କନ୍ତୁ  
 
| ଯଦି ଆପଣ ଗୋଟିଏ ଇମେଜର ଅଳ୍ପ କିଛି ଅଂଶ କପୀ କରିବେ, ତେବେ ଏହା ଭଲ ଦେଖାଯିବ, ଆଉ ତା’ପରେ ଯେଉଁଠାରେ ଚାହୁଁଛନ୍ତି ଇମେଜର ସେହିଠାରେ ଆଙ୍କନ୍ତୁ  
 +
 
|-
 
|-
 
|09:59
 
|09:59
 
| ଆପଣଙ୍କ ଲୋଗୋରେ ଷ୍ଟାମ୍ପ କରିବା ପାଇଁ କିମ୍ୱା ଏକ ଇମେଜରେ ଗୋଟିଏ ଲୋକର ମୁହଁରେ ଷ୍ଟାମ୍ପ କରିବାକୁ ଆପଣ ଏହାକୁ ବ୍ୟବହାର କରିପାରିବେ  
 
| ଆପଣଙ୍କ ଲୋଗୋରେ ଷ୍ଟାମ୍ପ କରିବା ପାଇଁ କିମ୍ୱା ଏକ ଇମେଜରେ ଗୋଟିଏ ଲୋକର ମୁହଁରେ ଷ୍ଟାମ୍ପ କରିବାକୁ ଆପଣ ଏହାକୁ ବ୍ୟବହାର କରିପାରିବେ  
 +
 
|-
 
|-
 
|10:24
 
|10:24
 
| ଯେତେବେଳେ ଏଠାରେ ମୁଁ Brushes ପେଜ୍ ଖୋଲେ, ବ୍ରଶେସ୍ ବିଷୟରେ ମୁଁ କିଛି ସଂଶୋଧନ କରିପାରେ  
 
| ଯେତେବେଳେ ଏଠାରେ ମୁଁ Brushes ପେଜ୍ ଖୋଲେ, ବ୍ରଶେସ୍ ବିଷୟରେ ମୁଁ କିଛି ସଂଶୋଧନ କରିପାରେ  
 +
 
|-
 
|-
 
|10:31
 
|10:31
 
| ଏଠାରେ ପ୍ରଥମ ଜିନିଷ ହେଉଛି Spacing ଓ ଏପର୍ଯ୍ୟନ୍ତ ମୋର କ୍ଲିପ୍ ବୋର୍ଡ ବ୍ରଶ୍ ସିଲେକ୍ଟ ହୋଇଅଛି ଏବଂ ଯେତେବେଳେ Spacing ସହ ମୁଁ 100%କୁ ଯାଏ, ସୁନ୍ଦର ଫୁଲଗୁଡ଼ିକର ଲାଇନ୍ସ ଆଙ୍କିପାରେ
 
| ଏଠାରେ ପ୍ରଥମ ଜିନିଷ ହେଉଛି Spacing ଓ ଏପର୍ଯ୍ୟନ୍ତ ମୋର କ୍ଲିପ୍ ବୋର୍ଡ ବ୍ରଶ୍ ସିଲେକ୍ଟ ହୋଇଅଛି ଏବଂ ଯେତେବେଳେ Spacing ସହ ମୁଁ 100%କୁ ଯାଏ, ସୁନ୍ଦର ଫୁଲଗୁଡ଼ିକର ଲାଇନ୍ସ ଆଙ୍କିପାରେ
 +
 
|-
 
|-
 
|10:53
 
|10:53
 
| ଏହି ଡାୟଲଗ୍ ରେ, ଏଠାରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରି ଆପଣ ଗୋଟିଏ ନୂଆ ବ୍ରଶ୍ ମଧ୍ୟ ତିଆରି କରିପାରିବେ, କିନ୍ତୁ ଏହା ହେଉଛି ଏଡିଟିଙ୍ଗ୍ ଅପ୍ସନ୍  
 
| ଏହି ଡାୟଲଗ୍ ରେ, ଏଠାରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରି ଆପଣ ଗୋଟିଏ ନୂଆ ବ୍ରଶ୍ ମଧ୍ୟ ତିଆରି କରିପାରିବେ, କିନ୍ତୁ ଏହା ହେଉଛି ଏଡିଟିଙ୍ଗ୍ ଅପ୍ସନ୍  
 +
 
|-
 
|-
 
|11:10
 
|11:10
 
| ତେଣୁ, ଦ୍ୱିତୀୟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ଏଠାରେ ମୁଁ ଏକ ନୂଆ ବ୍ରଶ୍ ତିଆରି କରିପାରିବି  
 
| ତେଣୁ, ଦ୍ୱିତୀୟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ଏଠାରେ ମୁଁ ଏକ ନୂଆ ବ୍ରଶ୍ ତିଆରି କରିପାରିବି  
 +
 
|-
 
|-
 
|11:20
 
|11:20
 
| ବୃତ୍ତ, ବର୍ଗ କିମ୍ୱା ହୀରା ଆକାରର ମୁଁ ଏକ Shape ସିଲେକ୍ଟ କରିପାରିବି  
 
| ବୃତ୍ତ, ବର୍ଗ କିମ୍ୱା ହୀରା ଆକାରର ମୁଁ ଏକ Shape ସିଲେକ୍ଟ କରିପାରିବି  
 +
 
|-
 
|-
 
|11:27
 
|11:27
 
| ଚାଲନ୍ତୁ ହୀରା ଆକାରକୁ ନେବା.  ମୁଁ ଏହି Radiusକୁ ବଦଳାଇ ପାରିବି ଏବଂ ବ୍ରଶ୍ ରେ କିଛି Spikes ମଧ୍ୟ ଆଡ୍ କରିପାରିବି  
 
| ଚାଲନ୍ତୁ ହୀରା ଆକାରକୁ ନେବା.  ମୁଁ ଏହି Radiusକୁ ବଦଳାଇ ପାରିବି ଏବଂ ବ୍ରଶ୍ ରେ କିଛି Spikes ମଧ୍ୟ ଆଡ୍ କରିପାରିବି  
 +
 
|-
 
|-
 
|11:40
 
|11:40
 
| ଦେଖନ୍ତୁ, ମୁଁ ମୋ ବ୍ରଶ୍ ର Hardness ବଦଳାଇପାରିବି ଏବଂ ତାହାକୁ ନରମ କିମ୍ୱା କଠିନ କରିପାରିବି
 
| ଦେଖନ୍ତୁ, ମୁଁ ମୋ ବ୍ରଶ୍ ର Hardness ବଦଳାଇପାରିବି ଏବଂ ତାହାକୁ ନରମ କିମ୍ୱା କଠିନ କରିପାରିବି
 +
 
|-
 
|-
 
|11:48
 
|11:48
 
| ମୁଁ Aspect Ratio ମଧ୍ୟ ବଦଳାଇପାରିବି  
 
| ମୁଁ Aspect Ratio ମଧ୍ୟ ବଦଳାଇପାରିବି  
 +
 
|-
 
|-
 
|12:03
 
|12:03
 
| ବ୍ରଶ୍ ର Angle ବଦଳାଇ ମୁଁ, ଏହାକୁ ଟିକେ ଲୁଆଁଇପାରିବି ଓ Spacing ବଦଳାଇପାରିବି
 
| ବ୍ରଶ୍ ର Angle ବଦଳାଇ ମୁଁ, ଏହାକୁ ଟିକେ ଲୁଆଁଇପାରିବି ଓ Spacing ବଦଳାଇପାରିବି
 +
 
|-
 
|-
 
|12:13
 
|12:13
 
| ଚାଲନ୍ତୁ ତାହା ଏଠାରେ କରିବା.  ଏହି ଛୋଟ ତାରା ସହିତ, Spacingକୁ 200 କିମ୍ୱା ସେହିପରି ବଢାନ୍ତୁ  
 
| ଚାଲନ୍ତୁ ତାହା ଏଠାରେ କରିବା.  ଏହି ଛୋଟ ତାରା ସହିତ, Spacingକୁ 200 କିମ୍ୱା ସେହିପରି ବଢାନ୍ତୁ  
 +
 
|-
 
|-
 
|12:22
 
|12:22
 
| ଆଉ ଏବେ ମୁଁ ନୂଆ ବ୍ରଶ୍ ତିଆରି କରିସାରିଲି ଓ ଏହାକୁ Star ନାମ ଦେବି   
 
| ଆଉ ଏବେ ମୁଁ ନୂଆ ବ୍ରଶ୍ ତିଆରି କରିସାରିଲି ଓ ଏହାକୁ Star ନାମ ଦେବି   
 +
 
|-
 
|-
 
|12:37
 
|12:37
 
| Brushes ଡାୟଲଗରେ ଏବେ ଆପଣଙ୍କର ନୂଆ Star ବ୍ରଶ୍ ଦେଖାଦେଲା
 
| Brushes ଡାୟଲଗରେ ଏବେ ଆପଣଙ୍କର ନୂଆ Star ବ୍ରଶ୍ ଦେଖାଦେଲା
 +
 
|-
 
|-
 
|12:43
 
|12:43
 
| ଆଉ ଯେତେବେଳେ ଆପଣ ଏହାକୁ ବ୍ୟବହାର କରିବେ, ଏହି ପ୍ରକାର ତାରା ପାଇବେ
 
| ଆଉ ଯେତେବେଳେ ଆପଣ ଏହାକୁ ବ୍ୟବହାର କରିବେ, ଏହି ପ୍ରକାର ତାରା ପାଇବେ
 +
 
|-
 
|-
 
|12:49
 
|12:49
 
| ଏବେ, ମୋତେ ଏହାକୁ କେବଳ କଳାରେ ଭର୍ତ୍ତି କରିବାକୁ ହେବ     
 
| ଏବେ, ମୋତେ ଏହାକୁ କେବଳ କଳାରେ ଭର୍ତ୍ତି କରିବାକୁ ହେବ     
 +
 
|-
 
|-
 
|12:58
 
|12:58
 
| ନିଜର ଫୋରଗ୍ରାଉଣ୍ଡ କଲର୍ ଭାବେ Gold ଚୟନ କରନ୍ତୁ  
 
| ନିଜର ଫୋରଗ୍ରାଉଣ୍ଡ କଲର୍ ଭାବେ Gold ଚୟନ କରନ୍ତୁ  
 +
 
|-
 
|-
 
|13:02
 
|13:02
 
| Star ବ୍ରଶ୍ ରେ ଉଚ୍ଚ ପରିମାଣର Jitter ଲାଗୁ କରନ୍ତୁ ଏବଂ ଏଠାରେ ଥିବା ତାରାରେ ଷ୍ଟାମ୍ପ କରନ୍ତୁ  
 
| Star ବ୍ରଶ୍ ରେ ଉଚ୍ଚ ପରିମାଣର Jitter ଲାଗୁ କରନ୍ତୁ ଏବଂ ଏଠାରେ ଥିବା ତାରାରେ ଷ୍ଟାମ୍ପ କରନ୍ତୁ  
 +
 
|-
 
|-
 
|13:18
 
|13:18
 
| ମୁଁ ଭାବୁଛି Jitter ବହୁତ ହୋଇଗଲା ଓ ଏହା ଭଲ ଦେଖାଯାଉନାହିଁ
 
| ମୁଁ ଭାବୁଛି Jitter ବହୁତ ହୋଇଗଲା ଓ ଏହା ଭଲ ଦେଖାଯାଉନାହିଁ
 +
 
|-
 
|-
 
|13:27
 
|13:27
 
| ଗୋଟିଏ ନୂଆ ବ୍ରଶ୍ ତିଆରି କରିବାର ଏହା ହେଉଛି ବହୁତ ତ୍ୱରିତ ମାର୍ଗ  
 
| ଗୋଟିଏ ନୂଆ ବ୍ରଶ୍ ତିଆରି କରିବାର ଏହା ହେଉଛି ବହୁତ ତ୍ୱରିତ ମାର୍ଗ  
 +
 
|-
 
|-
 
|13:33
 
|13:33
 
| ପ୍ରଥମ ଅପ୍ସନ୍ ସିଲେକ୍ଟ କରି ମୁଁ ଏହି ବ୍ରଶ୍ କୁ ଏଡିଟ୍ କରିପାରିବି ତଥା Angleକୁ ଟିକିଏ ବଦଳାଇପାରିବି ଓ ବୁଲାଇପାରିବି ଏବଂ ଏବେ ମୁଁ ଏହାକୁ ଏଠାରେ ବ୍ୟବହାର କରିପାରିବି  
 
| ପ୍ରଥମ ଅପ୍ସନ୍ ସିଲେକ୍ଟ କରି ମୁଁ ଏହି ବ୍ରଶ୍ କୁ ଏଡିଟ୍ କରିପାରିବି ତଥା Angleକୁ ଟିକିଏ ବଦଳାଇପାରିବି ଓ ବୁଲାଇପାରିବି ଏବଂ ଏବେ ମୁଁ ଏହାକୁ ଏଠାରେ ବ୍ୟବହାର କରିପାରିବି  
 +
 
|-
 
|-
 
|13:51
 
|13:51
 
| ମୁଁ Angleକୁ ଟିକିଏ ବଦଳାଇଦେଇଛି, ଯେଉଁଥିରୁ ଏହା ବହୁତ ଭଲ ଭାବରେ କାମ କରୁଛି  
 
| ମୁଁ Angleକୁ ଟିକିଏ ବଦଳାଇଦେଇଛି, ଯେଉଁଥିରୁ ଏହା ବହୁତ ଭଲ ଭାବରେ କାମ କରୁଛି  
 +
 
|-
 
|-
 
|13:58
 
|13:58
 
| ନୂଆ ବ୍ରଶ୍ ତିଆରି ଦ୍ୱାରା ଆପଣ ନିଜର ଗାଣିତିକ ଭାବେ ପରିଭାଷିତ ବ୍ରଶ୍ ଗୁଡ଼ିକ କରିପାରିବେ  
 
| ନୂଆ ବ୍ରଶ୍ ତିଆରି ଦ୍ୱାରା ଆପଣ ନିଜର ଗାଣିତିକ ଭାବେ ପରିଭାଷିତ ବ୍ରଶ୍ ଗୁଡ଼ିକ କରିପାରିବେ  
 +
 
|-
 
|-
 
|14:05
 
|14:05
 
| ପ୍ରଥମ ଅପ୍ସନ୍ ହେଉଛି କ୍ଲିପ୍ ବୋର୍ଡକୁ କିଛି କପୀ କରିବା  
 
| ପ୍ରଥମ ଅପ୍ସନ୍ ହେଉଛି କ୍ଲିପ୍ ବୋର୍ଡକୁ କିଛି କପୀ କରିବା  
 +
 
|-
 
|-
 
|14:10
 
|14:10
 
| ଏହି ଟ୍ୟୁଟୋରିଆଲରେ ଶେଷ ଜିନିଷ ଭାବେ ମୁଁ ଆପଣଙ୍କୁ ଯାହା ଦେଖାଇବାକୁ ଚାହୁଁଛି, ତାହା ହେଉଛି ନେଟ୍ ରୁ ବ୍ରଶ୍ ପ୍ରାପ୍ତ କରିବା ତଥା  ତାହା କେବଳ GIMP Brushes ସର୍ଚ କରିବା ଦ୍ୱାରା ହୋଇଯିବ ଏବଂ ମୋ ପାଖରେ ଆପଣଙ୍କ ପାଇଁ Iceytina ଦ୍ୱାରା DeviantARTରେ କରାଯାଇଥିବା ଏକ ଉଦାହରଣ ଅଛି  
 
|14:49
 
|14:49
 
| ଏଠାରେ କିଛି ବ୍ରଶ୍ ଅଛି, ଯାହା Iceytina କରିଛନ୍ତି ଏବଂ ମୁଁ ସେଗୁଡ଼ିକୁ Download ସିଲେକ୍ଟ କରି ଡାଉନଲୋଡ୍ କରି  
 
| ଏଠାରେ କିଛି ବ୍ରଶ୍ ଅଛି, ଯାହା Iceytina କରିଛନ୍ତି ଏବଂ ମୁଁ ସେଗୁଡ଼ିକୁ Download ସିଲେକ୍ଟ କରି ଡାଉନଲୋଡ୍ କରି  
 +
 
|-
 
|-
 
|15:05
 
|15:05
 
| ଡିସ୍କରେ Save କରିପାରିବି   
 
| ଡିସ୍କରେ Save କରିପାରିବି   
 +
 
|-
 
|-
 
|15:14
 
|15:14
 
| ମୁଁ ତାହାକୁ ମୋର ଡିସ୍କକୁ ଡାଉନଲୋଡ୍ କରିସାରିଛି ଓ କିଛି ସମୟ ମଧ୍ୟରେ ସେଗୁଡ଼ିକୁ ଇନଷ୍ଟଲ୍ କରିବି
 
| ମୁଁ ତାହାକୁ ମୋର ଡିସ୍କକୁ ଡାଉନଲୋଡ୍ କରିସାରିଛି ଓ କିଛି ସମୟ ମଧ୍ୟରେ ସେଗୁଡ଼ିକୁ ଇନଷ୍ଟଲ୍ କରିବି
 +
 
|-
 
|-
 
|15:21
 
|15:21
 
| ତେବେ ଚାଲନ୍ତୁ ଏହି ପେଜ୍ କୁ ଦେଖିବା ଓ ଆପଣ ଦେଖିପାରୁଥିବେ ଯେ, ଏହି ବ୍ରଶ୍ ଗୁଡ଼ିକ Creative Commons Licenseରେ ଲାଇସେନ୍ସ ପ୍ରାପ୍ତ ହୋଇଛି ଏବଂ ଏହା ସହିତ ଯୌଗିକ କାର୍ଯ୍ୟ କରିବା ପାଇଁ ମୋତେ ଅନୁମତି ନାହିଁ.  ତେଣୁ ମୁଁ, ଏହି ବ୍ରଶ୍ ଗୁଡ଼ିକୁ ନେଇପାରିବି ନାହିଁ ତଥା ବଦଳାଇପାରିବି ନାହିଁ ଏବଂ ସେଗୁଡ଼ିକୁ ପୁଣିଥରେ ୱେବ୍ ରେ ରଖିଦେବି  
 
|15:47
 
|15:47
 
| କିନ୍ତୁ, ମୁଁ ସେଗୁଡ଼ିକ ବ୍ୟବହାର କରିପାରେ ଓ ସେଗୁଡ଼ିକ ସହିତ କାମ କରିପାରେ ଏବଂ ଏପରିକି Iceytinaଙ୍କ ଅଧିକାର ଓ ମୂଳ ଲିଙ୍କ୍ ସହିତ ମୋ ୱେବସାଇଟ୍ ରେ ପ୍ରକାଶିତ କରିପାରିବି  
 
| କିନ୍ତୁ, ମୁଁ ସେଗୁଡ଼ିକ ବ୍ୟବହାର କରିପାରେ ଓ ସେଗୁଡ଼ିକ ସହିତ କାମ କରିପାରେ ଏବଂ ଏପରିକି Iceytinaଙ୍କ ଅଧିକାର ଓ ମୂଳ ଲିଙ୍କ୍ ସହିତ ମୋ ୱେବସାଇଟ୍ ରେ ପ୍ରକାଶିତ କରିପାରିବି  
 +
 
|-
 
|-
 
|16:00
 
|16:00
 
| ଏଠାରେ GIMP Brushesକୁ ଏକ ଲିଙ୍କ୍ ଥିବାର ଆପଣ ଦେଖିପାରୁଥିବେ ଏବଂ DeviantART ଓ ଅନ୍ୟ ୱେବସାଇଟ୍ସରେ ଆହୁରି ବହୁତ ବ୍ରଶ୍ ଅଛି  
 
| ଏଠାରେ GIMP Brushesକୁ ଏକ ଲିଙ୍କ୍ ଥିବାର ଆପଣ ଦେଖିପାରୁଥିବେ ଏବଂ DeviantART ଓ ଅନ୍ୟ ୱେବସାଇଟ୍ସରେ ଆହୁରି ବହୁତ ବ୍ରଶ୍ ଅଛି  
 +
 
|-
 
|-
 
|16:14
 
|16:14
 
| ଗତ 24 ଘଣ୍ଟାରୁ ଏହା ହେଉଛି ସବୁଠାରୁ ନୂଆ ଓ ଲୋକପ୍ରିୟ Brush
 
| ଗତ 24 ଘଣ୍ଟାରୁ ଏହା ହେଉଛି ସବୁଠାରୁ ନୂଆ ଓ ଲୋକପ୍ରିୟ Brush
 +
 
|-
 
|-
 
|16:21
 
|16:21
 
| ମୁଁ 1 Month ସିଲେକ୍ଟ କରିବି ଏବଂ ଦେଖନ୍ତୁ, ଅନେକ ଭିନ୍ନ ଭିନ୍ନ ବ୍ରଶ୍ ଦେଖାଦେଲା  
 
| ମୁଁ 1 Month ସିଲେକ୍ଟ କରିବି ଏବଂ ଦେଖନ୍ତୁ, ଅନେକ ଭିନ୍ନ ଭିନ୍ନ ବ୍ରଶ୍ ଦେଖାଦେଲା  
 +
 
|-
 
|-
 
|16:36
 
|16:36
 
| ଆଉ ତେବେ!  ଚାଲନ୍ତୁ ଏହି Stardust And Twinkles ନେବା  
 
| ଆଉ ତେବେ!  ଚାଲନ୍ତୁ ଏହି Stardust And Twinkles ନେବା  
 +
 
|-
 
|-
 
|16:49
 
|16:49
 
| କିନ୍ତୁ ଏହା ବହୁତ ଆଶ୍ଚର୍ଯ୍ୟଜନକ   
 
| କିନ୍ତୁ ଏହା ବହୁତ ଆଶ୍ଚର୍ଯ୍ୟଜନକ   
 +
 
|-
 
|-
 
|16:59
 
|16:59
 
| KNUX’S Spike Brush Pack by Knux57  
 
| KNUX’S Spike Brush Pack by Knux57  
 +
 
|-
 
|-
 
|17:04
 
|17:04
 
| ଏଠାରେ କୌଣସି ପ୍ରକାରର ଲାଇସେନ୍ସ ସୂଚନା ନାହିଁ, ତେଣୁ ମୁଁ ଏହାକୁ ଡାଉନଲୋଡ୍ କରିପାରିବି ଏବଂ ତାହା ଉପରେ କାମ କରିପାରିବି  
 
| ଏଠାରେ କୌଣସି ପ୍ରକାରର ଲାଇସେନ୍ସ ସୂଚନା ନାହିଁ, ତେଣୁ ମୁଁ ଏହାକୁ ଡାଉନଲୋଡ୍ କରିପାରିବି ଏବଂ ତାହା ଉପରେ କାମ କରିପାରିବି  
 +
 
|-
 
|-
 
|17:29
 
|17:29
 
| Download ଉପରେ ମୁଁ କ୍ଲିକ୍ କରିବି  
 
| Download ଉପରେ ମୁଁ କ୍ଲିକ୍ କରିବି  
 +
 
|-
 
|-
 
|17:32
 
|17:32
 
| ଦେଖନ୍ତୁ, ଏଠାରେ GIMP 2.4 Brushes ଫୋଲ୍ଡର୍ ଖୋଲିଲା ଆଉ ଏଠାରେ ଆପଣ Star.vbr ଦେଖିପାରିବେ
 
| ଦେଖନ୍ତୁ, ଏଠାରେ GIMP 2.4 Brushes ଫୋଲ୍ଡର୍ ଖୋଲିଲା ଆଉ ଏଠାରେ ଆପଣ Star.vbr ଦେଖିପାରିବେ
 +
 
|-
 
|-
 
|17:44
 
|17:44
 
| ମୁଁ vbr ବିଷୟରେ ଜାଣିନି କିନ୍ତୁ gbr ହେଉଛି GIMPର ଷ୍ଟାଣ୍ଡାର୍ଡ ବ୍ରଶ୍ ଗୁଡ଼ିକ  
 
| ମୁଁ vbr ବିଷୟରେ ଜାଣିନି କିନ୍ତୁ gbr ହେଉଛି GIMPର ଷ୍ଟାଣ୍ଡାର୍ଡ ବ୍ରଶ୍ ଗୁଡ଼ିକ  
 +
 
|-
 
|-
 
|17:54
 
|17:54
 
| ସେହି ୱେବସାଇଟରୁ ଏହି ବ୍ରଶ୍ ଗୁଡ଼ିକ Iceytina ଦ୍ୱାରା ତିଆରି କରାଯାଇଛି
 
| ସେହି ୱେବସାଇଟରୁ ଏହି ବ୍ରଶ୍ ଗୁଡ଼ିକ Iceytina ଦ୍ୱାରା ତିଆରି କରାଯାଇଛି
 +
 
|-
 
|-
 
|18:01
 
|18:01
 
| ମୁଁ ମୋର Archive Tool ଦ୍ୱାରା ଏହି ଫୋଲ୍ଡର୍ ଖୋଲିଲି ଏବଂ ଦେଖନ୍ତୁ, ଏଠାରେ, JPGରେ Water Color ଓ README ପରି ଅନେକ ଫାଇଲ୍ସ ଅଛି
 
| ମୁଁ ମୋର Archive Tool ଦ୍ୱାରା ଏହି ଫୋଲ୍ଡର୍ ଖୋଲିଲି ଏବଂ ଦେଖନ୍ତୁ, ଏଠାରେ, JPGରେ Water Color ଓ README ପରି ଅନେକ ଫାଇଲ୍ସ ଅଛି
 +
 
|-
 
|-
 
|18:20
 
|18:20
 
| ତେଣୁ, ମୁଁ ସେସବୁକୁ ସିଲେକ୍ଟ କରିବି ଏବଂ Brushes ଡାରେକ୍ଟୋରୀରେ ରଖିବି  
 
| ତେଣୁ, ମୁଁ ସେସବୁକୁ ସିଲେକ୍ଟ କରିବି ଏବଂ Brushes ଡାରେକ୍ଟୋରୀରେ ରଖିବି  
 +
 
|-
 
|-
 
|18:35
 
|18:35
 
| ସେଗୁଡ଼ିକ ଏଠାକୁ ଆସିଗଲା  
 
| ସେଗୁଡ଼ିକ ଏଠାକୁ ଆସିଗଲା  
 +
 
|-
 
|-
 
|18:37
 
|18:37
 
| Knux Spike Brush Pack ସହିତ ମଧ୍ୟ ମୁଁ ସେହିପରି କରିବି
 
| Knux Spike Brush Pack ସହିତ ମଧ୍ୟ ମୁଁ ସେହିପରି କରିବି
 +
 
|-
 
|-
 
|18:43
 
|18:43
 
| Archive Manager ସହିତ ମୁଁ ଫୋଲ୍ଡର୍ ଖୋଲିଲି, ଆଉ ଆପଣ ଏଠାରେ GIMP Brush ଫାଇଲ୍ ଗୁଡ଼ିକ ଦେଖିପାରୁଥିବେ
 
| Archive Manager ସହିତ ମୁଁ ଫୋଲ୍ଡର୍ ଖୋଲିଲି, ଆଉ ଆପଣ ଏଠାରେ GIMP Brush ଫାଇଲ୍ ଗୁଡ଼ିକ ଦେଖିପାରୁଥିବେ
 +
 
|-
 
|-
 
|18:52
 
|18:52
 
| ତେଣୁ, ମୁଁ ସେସବୁକୁ ସିଲେକ୍ଟ କରିବି ଏବଂ Brushes ଡାରେକ୍ଟୋରୀରେ ରଖିବି  
 
| ତେଣୁ, ମୁଁ ସେସବୁକୁ ସିଲେକ୍ଟ କରିବି ଏବଂ Brushes ଡାରେକ୍ଟୋରୀରେ ରଖିବି  
 +
 
|-
 
|-
 
|19:05
 
|19:05
 
| ଏବେ, ମୋ ବ୍ରଶ୍ ଡାଇରେକ୍ଟୋରୀରେ ସବୁ ବ୍ରଶ୍ ରହିଲା. ମୁଁ ମୋର Archive Manager ଓ ଏଠାରେ ଥିବା ଫୋଲ୍ଡର୍ କୁ ବନ୍ଦ କରିବି ଏବଂ GIMPକୁ ଫେରିଯିବି   
 
| ଏବେ, ମୋ ବ୍ରଶ୍ ଡାଇରେକ୍ଟୋରୀରେ ସବୁ ବ୍ରଶ୍ ରହିଲା. ମୁଁ ମୋର Archive Manager ଓ ଏଠାରେ ଥିବା ଫୋଲ୍ଡର୍ କୁ ବନ୍ଦ କରିବି ଏବଂ GIMPକୁ ଫେରିଯିବି   
 +
 
|-
 
|-
 
|19:21
 
|19:21
 
| ଦେଖନ୍ତୁ, ଏଠାରେ କିଛି ବଦଳିନାହିଁ, କିନ୍ତୁ ମୁଁ ଏହି Reload Brushes ସିଲେକ୍ଟ କରିପାରେ.  ଆଉ ଏବେ ଦେଖନ୍ତୁ, ମୋ ପାଖରେ ଅନେକ ବ୍ରଶ୍ ଅଛି ଏବଂ ଏହି ବ୍ରଶ୍ ଗୁଡ଼ିକ Iceytinaଙ୍କଠାରୁ ଆସିଛି ଓ ମୁଁ ସେଗୁଡ଼ିକୁ ଏଠାରେ ପ୍ରୟୋଗ କରିପାରିବି  
 
|19:46
 
|19:46
 
| ଏହି ବ୍ରଶ୍ ଗୁଡ଼ିକ Water Color ପରି  
 
| ଏହି ବ୍ରଶ୍ ଗୁଡ଼ିକ Water Color ପରି  
 +
 
|-
 
|-
 
|19:50
 
|19:50
 
| ତେଣୁ, ମୁଁ ଏଠାରେ ଥିବା Water Color Boxରୁ କଲର୍ ସିଲେକ୍ଟ କରି ଆଙ୍କିବି  
 
| ତେଣୁ, ମୁଁ ଏଠାରେ ଥିବା Water Color Boxରୁ କଲର୍ ସିଲେକ୍ଟ କରି ଆଙ୍କିବି  
 +
 
|-
 
|-
 
|19:57
 
|19:57
 
| ଏହି ବ୍ରଶ୍ ଗୁଡ଼ିକ କେବଳ ଷ୍ଟାମ୍ପିଙ୍ଗ୍ ପାଇଁ ବ୍ୟବହୃତ ହୋଇପାରେ, ଆଙ୍କିବା ପାଇଁ ନୁହେଁ
 
| ଏହି ବ୍ରଶ୍ ଗୁଡ଼ିକ କେବଳ ଷ୍ଟାମ୍ପିଙ୍ଗ୍ ପାଇଁ ବ୍ୟବହୃତ ହୋଇପାରେ, ଆଙ୍କିବା ପାଇଁ ନୁହେଁ
 +
 
|-
 
|-
 
|20:03
 
|20:03
 
| ଏହି ବ୍ରଶ୍ ଗୁଡ଼ିକରେ ବହୁତ Jitter ଅଛି   
 
| ଏହି ବ୍ରଶ୍ ଗୁଡ଼ିକରେ ବହୁତ Jitter ଅଛି   
 +
 
|-
 
|-
 
|20:17
 
|20:17
 
| ମୁଁ ପ୍ରଥମେ ବ୍ୟାକଗ୍ରାଉଣ୍ଡ କ୍ଲିଅର୍ କରିଦେଉଛି
 
| ମୁଁ ପ୍ରଥମେ ବ୍ୟାକଗ୍ରାଉଣ୍ଡ କ୍ଲିଅର୍ କରିଦେଉଛି
 +
 
|-
 
|-
 
|20:23
 
|20:23
 
| ଏଠାରେ ଥିବା ବ୍ରଶ୍ ଗୁଡ଼ିକ Water Colorର ଭ୍ରମ ଉତ୍ପନ୍ନ କରିବା ପାଇଁ ଉତ୍ତମ କିମ୍ୱା ଇମେଜ ଚାରିପଟେ ଏକ ଫ୍ରେମ୍ ତିଆରି କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ
 
| ଏଠାରେ ଥିବା ବ୍ରଶ୍ ଗୁଡ଼ିକ Water Colorର ଭ୍ରମ ଉତ୍ପନ୍ନ କରିବା ପାଇଁ ଉତ୍ତମ କିମ୍ୱା ଇମେଜ ଚାରିପଟେ ଏକ ଫ୍ରେମ୍ ତିଆରି କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ
 +
 
|-
 
|-
 
|20:36
 
|20:36
 
| ତେଣୁ, ଚାଲନ୍ତୁ ଏବେ Knux Brushes ଦେଖିବା.
 
| ତେଣୁ, ଚାଲନ୍ତୁ ଏବେ Knux Brushes ଦେଖିବା.
 +
 
|-
 
|-
 
|20:40
 
|20:40
 
| ମୁଁ ସେଗୁଡ଼ିକ ପୂର୍ବରୁ କେବେ ଦେଖିନାହିଁ. ଚାଲନ୍ତୁ ତାହାକୁ ଦେଖିବା  
 
| ମୁଁ ସେଗୁଡ଼ିକ ପୂର୍ବରୁ କେବେ ଦେଖିନାହିଁ. ଚାଲନ୍ତୁ ତାହାକୁ ଦେଖିବା  
 +
 
|-
 
|-
 
|20:47
 
|20:47
 
| ଏହି ବ୍ରଶ୍ ଗୁଡ଼ିକ ବଡ଼.  ଏହା ପୁଣିଥରେ ଷ୍ଟାମ୍ପିଙ୍ଗ୍ ପାଇଁ  
 
| ଏହି ବ୍ରଶ୍ ଗୁଡ଼ିକ ବଡ଼.  ଏହା ପୁଣିଥରେ ଷ୍ଟାମ୍ପିଙ୍ଗ୍ ପାଇଁ  
 +
 
|-
 
|-
 
|20:53
 
|20:53
 
| ଆଉ ବହୁତ ଭିନ୍ନ.  ଯେତେବେଳେ ମୁଁ ସେଗୁଡ଼ିକ ସହିତ ପେଣ୍ଟ କରେ, ସେଗୁଡ଼ିକ ଏତେ ଭଲ ହୁଏ ନାହିଁ, କିନ୍ତୁ ଯେତେବେଳେ ମୁଁ Spacing ବଢାଏ ଓ Opacity କମାଏ, ଏହା ଭଲ ଦେଖାଯାଏ  
 
| ଆଉ ବହୁତ ଭିନ୍ନ.  ଯେତେବେଳେ ମୁଁ ସେଗୁଡ଼ିକ ସହିତ ପେଣ୍ଟ କରେ, ସେଗୁଡ଼ିକ ଏତେ ଭଲ ହୁଏ ନାହିଁ, କିନ୍ତୁ ଯେତେବେଳେ ମୁଁ Spacing ବଢାଏ ଓ Opacity କମାଏ, ଏହା ଭଲ ଦେଖାଯାଏ  
 +
 
|-
 
|-
 
|21:07
 
|21:07
 
| ଯଦି ଆପଣ କୌଣସି ଜିନିଷ ଚାରିପଟେ ଏକ ବର୍ଡର୍ ଚାହାଁନ୍ତି, ଏହା ବହୁତ ଭଲ ହୋଇପାରେ
 
| ଯଦି ଆପଣ କୌଣସି ଜିନିଷ ଚାରିପଟେ ଏକ ବର୍ଡର୍ ଚାହାଁନ୍ତି, ଏହା ବହୁତ ଭଲ ହୋଇପାରେ
 +
 
|-
 
|-
 
|21:13
 
|21:13
 
| ହେଲେ ମୁଁ ଭାବୁଛି, ଏହି ବ୍ରଶ୍ ଗୁଡ଼ିକ ଗ୍ରାଫିକଲ୍ ଆର୍ଟିଷ୍ଟମାନଙ୍କ ପାଇଁ ତିଆରି ହୋଇଛି, ଯାହା ଫୋଟୋଗ୍ରାଫର୍ ମାନଙ୍କ ପାଇଁ ଏତେ ଉପଯୋଗୀ ନୁହେଁ  
 
| ହେଲେ ମୁଁ ଭାବୁଛି, ଏହି ବ୍ରଶ୍ ଗୁଡ଼ିକ ଗ୍ରାଫିକଲ୍ ଆର୍ଟିଷ୍ଟମାନଙ୍କ ପାଇଁ ତିଆରି ହୋଇଛି, ଯାହା ଫୋଟୋଗ୍ରାଫର୍ ମାନଙ୍କ ପାଇଁ ଏତେ ଉପଯୋଗୀ ନୁହେଁ  
 +
 
|-
 
|-
 
|21:23
 
|21:23
 
| କିନ୍ତୁ, ବୋଧହୁଏ ଆପଣ ସେଗୁଡ଼ିକୁ ବ୍ୟବହାର କରିବାର ଏକ ମାର୍ଗ ପାଇପାରନ୍ତି  
 
| କିନ୍ତୁ, ବୋଧହୁଏ ଆପଣ ସେଗୁଡ଼ିକୁ ବ୍ୟବହାର କରିବାର ଏକ ମାର୍ଗ ପାଇପାରନ୍ତି  
 +
 
|-
 
|-
 
|21:27
 
|21:27
 
| ମୁଁ ଭାବୁଛି, ବ୍ରଶ୍ ବିଷୟରେ ମୁଁ ବହୁତ କିଛି କଭର୍ କରିସାରିଛି ଏବଂ ଅନ୍ୟଏକ ଛୋଟ ଏଡିଶନ୍ ରେ ଆନିମେଟେଡ୍  ବ୍ରଶ୍, ଇମେଜ୍ ହୋଶ୍ ତିଆରି କରିବା ଏବଂ ଏହିସବୁ କଲର୍ ବ୍ରଶ୍ ତିଆରି କରିବା ବିଷୟରେ କଭର୍ କରିବି   
 
| ମୁଁ ଭାବୁଛି, ବ୍ରଶ୍ ବିଷୟରେ ମୁଁ ବହୁତ କିଛି କଭର୍ କରିସାରିଛି ଏବଂ ଅନ୍ୟଏକ ଛୋଟ ଏଡିଶନ୍ ରେ ଆନିମେଟେଡ୍  ବ୍ରଶ୍, ଇମେଜ୍ ହୋଶ୍ ତିଆରି କରିବା ଏବଂ ଏହିସବୁ କଲର୍ ବ୍ରଶ୍ ତିଆରି କରିବା ବିଷୟରେ କଭର୍ କରିବି   
 +
 
|-
 
|-
 
|21:44
 
|21:44
 
| ଅଧିକ ସୂଚନା ପାଇଁ http://meetthegimp.orgକୁ ଯାନ୍ତୁ ଏବଂ ଯଦି ଆପଣ ମତାମତ ପଠାଇବାକୁ ଚାହାଁନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ.
 
| ଅଧିକ ସୂଚନା ପାଇଁ http://meetthegimp.orgକୁ ଯାନ୍ତୁ ଏବଂ ଯଦି ଆପଣ ମତାମତ ପଠାଇବାକୁ ଚାହାଁନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ.
 +
 
|-
 
|-
 
|21:56
 
|21:56
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ
 +
|}

Latest revision as of 16:12, 6 April 2017

Time Narration
00:23 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:32 ଗତ ଟ୍ୟୁଟୋରିଆଲ୍ ରେ ମୁଁ Drawing Tool ବିଷୟରେ କିଛି ଦେଖାଇଥିଲି, ହେଲେ କେଜାଣି କିପରି Apply Jitter ବଟନ୍ ରହିଯାଇଥିଲା
00:43 ମୁଁ ତାହା କରିବାକୁ ମନେରଖିଥିଲି, କିନ୍ତୁ ବୋଧହୁଏ ଏଡିଟିଙ୍ଗ୍ ସମୟରେ ତାହା ଅଣଦେଖା ହୋଇଯାଇଥିଲା
00:51 ମୁଁ ଯେତେବେଳେ ଏଠାରେ କିଛି ଲାଇନ୍ସ ପେଣ୍ଟ କରେ, ଏହାର କୋଣ ସ୍ମୁଥ୍ ହୋଇଥାଏ ଏବଂ ଏହା ପେନ୍ ଦ୍ୱାରା କରାଯାଇଥିବା ପରି ଦେଖାଯାଏ
01:09 ଏବେ ମୁଁ Jitter ପ୍ରୟୋଗ କରିବି ଓ Amountକୁ ପ୍ରାୟ ଅଧେ କିମ୍ୱା ସେହି ପ୍ରକାରେ ସେଟ୍ କରିବି, ଆଉ ଦେଖନ୍ତୁ, ପେଣ୍ଟ ବ୍ରଶ୍ ଟିକିଏ ହଲିଲା ଏବଂ ବର୍ଡର୍ ପୂର୍ବ ପରି ରହିଲା ନାହିଁ
01:29 Amountକୁ ବଢାଇଲେ ଏଠାରେ ଡଟ୍ସର ବାଦଲ ଦେଖାଦିଏ, ଯାହା ମୁଁ ଆଙ୍କିଥିବା ଲାଇନ୍ସ ଚାରିପଟେ ବିତରିତ ହୋଇଛି
01:41 ଓ ତାହା ହେଉଛି Jitter ବଟନ୍ ର ରହସ୍ୟ
01:55 ଆଉ ଏକ ସଂଶୋଧନ କରାଯିବାକୁ ଅଛି
02:00 ହେନ୍ସନ୍ ମୋତେ ଲେଖନ୍ତି ଯେ, Pen କିମ୍ୱା Brushଠାରୁ Eraser Toolରେ ଏକ ମହତ୍ୱପୂର୍ଣ୍ଣ ଭିନ୍ନତା ଅଛି
02:06 ତାକୁ କାର୍ଯ୍ୟାନ୍ୱିତ କରି ଦେଖିବା ପାଇଁ, Transparencyରେ Foreground Layer ଉପରେ କିଛି ପେଣ୍ଟ କରନ୍ତୁ, ଯେପରି Alpha Channelକୁ On ରଖି
02:15 ଚୟନିତ Background Color ସହିତ Pen କିମ୍ୱା Brush ସେହି ରଙ୍ଗରେ ପେଣ୍ଟ କରିବ, କିନ୍ତୁ Eraser, ରଙ୍ଗକୁ କାଢି ତାକୁ ପାରଦର୍ଶୀ କରିଦେବ
02:25 ଠିକ୍ ଅଛି, ଚାଲନ୍ତୁ ତାକୁ ଦେଖିବା
02:27 କଳା ହେଉଛି ମୋର Foreground Color ଓ କମଳା ହେଉଛି Background Color ଏବଂ ଦେଖନ୍ତୁ, ଲେୟାର୍ ନାମ ବୋଲ୍ଡରେ ଅଛି, ତାହାର ଅର୍ଥ, ଇମେଜରେ Alpha Channel ନାହିଁ
02:41 ତେଣୁ ମୁଁ, Alpha Channelକୁ ଅନ୍ କଲି
02:47 Eraser ସିଲେକ୍ଟ କରନ୍ତୁ
02:54 ଏଠାରେ ମୋର Foreground Color ଓ Background Color ସମାନ ଅଟେ; ତେଣୁ ମୁଁ, Ctrl + Click ଦାବି Background Color ଭାବେ କମଳା ରଙ୍ଗ ନେବି
03:12 ତେଣୁ, ମୌଳିକ ଭାବେ ଆମେ Background Color ସହିତ ପେଣ୍ଟ କରୁଛେ ଏବଂ ମୁଁ ଏବେ ଲେୟାର୍ ଉପରେ ରାଇଟ୍ କ୍ଲିକ୍ କରି Add Alpha Channel ଉପରେ କ୍ଲିକ୍ କରି Alpha Channelକୁ ଅନ୍ କରିବି, ଆଉ ଦେଖନ୍ତୁ ନାମଟି ଆଉ ବୋଲ୍ଡ ରହିଲା

ନାହିଁ ଓ ଏବେ ମୁଁ, Eraser ସିଲେକ୍ଟ କରିବି

03:32 ଦେଖନ୍ତୁ, Foreground ଓ Background Color ଇରେଜ୍ ହୋଇଗଲା
03:41 ଏବେ ମୁଁ ଆପଣଙ୍କୁ Paint Brush ଓ ଆପଣ ପେଣ୍ଟିଙ୍ଗ୍ ପାଇଁ ଚୟନ କରିଥିବା ବ୍ରଶ୍ ଗୁଡ଼ିକ ବିଷୟରେ ଅଧିକ କହିବି
04:01 ତେବେ ଚାଲନ୍ତୁ, Meet The GIMPର ଏହି ଟ୍ୟୁଟୋରିଆଲରେ Brushes ବିଷୟରେ କଥାହେବା
04:07 Pencilଠାରୁ ଆରମ୍ଭ କରି ଅନେକ ଟୂଲ୍ସ ଦ୍ୱାରା Brushes ବ୍ୟବହୃତ ହୋଇଥାଏ ଏବଂ Dodge ଓ Burn ସହିତ ସମାପ୍ତ ହୋଇଥାଏ
04:17 ତା’ମଧ୍ୟରେ ଥିବା ସମସ୍ତ ଟୂଲ୍ସ, Ink ବ୍ୟତୀତ, ଗୋଟିଏ ବ୍ରଶ୍ ବ୍ୟବହାର କରିଥା’ନ୍ତି
04:24 ଏବେ ମୁଁ ଉଦାହରଣ ଭାବେ Paint Brush ସିଲେକ୍ଟ କଲି
04:30 Brushes ଡାୟଲଗ୍ କିମ୍ୱା Tool Box ଉପରେ କ୍ଲିକ୍ କରି ଆପଣ ବ୍ରଶ୍ ଗୁଡ଼ିକ ସିଲେକ୍ଟ କରିପାରିବେ. Paint Brush ସିଲେକ୍ଟ କରି Brush ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ବ୍ରଶ୍ ଗୁଡ଼ିକର ସେଟ୍ ପାଇପାରିବେ
04:47 ଏଠାରେ ଛୋଟ ଛୋଟ ଚିହ୍ନମାନ ଅଛି. ପ୍ଲସ୍ ଦେଖାଏ ଯେ, ବ୍ରଶ୍ ଟି, ଏଠାରେ ଦେଖାଯାଉଥିବା ପରି ଛୋଟ ନୁହେଁ ଏବଂ ତାହା ଉପରେ କ୍ଲିକ୍ କଲେ ଏକ ବଡ଼ ବ୍ରଶ୍ ଦେଖାଦିଏ
05:03 ଏହି ନାଲି ତ୍ରିଭୁଜଟି ହେଉଛି Animated Brush
05:18 ଚାଲନ୍ତୁ, ଏହାକୁ ଏଠାରେ ପ୍ରୟୋଗ କରି ଦେଖିବା
05:27 ଏହା Pencil Drawing ପରି ଦେଖାଯାଉଥିବାରୁ ଏହାକୁ Pencil Sketch କୁହାଯାଏ
05:36 ନୀଳଗୁଡ଼ିକ ହେଉଛି Parametric Brushes
05:41 ସେଗୁଡ଼ିକ ସାଧାରଣତଃ Mathematical Modeରେ ଥାଏ, ଯାହାକୁ ମୁଁ ଆଉ ଟିକିଏ ପରେ ଦେଖାଇବି
05:49 ଏଠାରେ କିଛି ଷ୍ଟାଣ୍ଡାର୍ଡ ବ୍ରଶେସ୍ ଅଛି
05:52 ଏହି ବ୍ରଶ୍ ରେ, କଳା ଭାଗଟି Foreground Color ସହିତ ପୂରଣ ହୋଇଛି. ଏହି ମାମଲାରେ, ଏହିସବୁ ଷ୍ଟାଣ୍ଡାର୍ଡ ବ୍ରଶ୍ ଗୁଡ଼ିକରେ କଳା ଓ ଧଳା ଭାଗ ବଦଳି ନାହିଁ. ତେଣୁ, ମୁଁ ଏଠାରେ ପେଣ୍ଟ କରିପାରିବି
06:09 ଏବଂ, ଯଦି ମୁଁ Foreground Colorକୁ ନାଲିକୁ ବଦଳାଏ, ତେବେ ମୋ ଇମେଜରେ ଛୋଟ ଇମେଜଟି ନାଲି ହୋଇଯିବ ଓ ଏହି ଧଳାଟି Background ଭାବରେ ରହିବ
06:29 ଏଠାରେ ଆଉ କିଛି ବ୍ରଶ୍ ଅଛି, ଯେପରି ଏହି ମରିଚ ରଙ୍ଗର ବ୍ରଶ୍
06:35 ମୁଁ ଏଠାରେ ଗୋଟିଏ ମରିଚ ରଖିପାରିବି ଓ ଏପରିକି ଏହି ମରିଚଗୁଡ଼ିକର ଏକ ଲାଇନ୍ ମଧ୍ୟ ଟାଣିପାରିବି
06:52 ଏହି ବ୍ରଶ୍ ଟି ଏତେ ଉପଯୋଗୀ ନୁହେଁ, କିନ୍ତୁ ଆପଣ ନିଜର ବ୍ରଶ୍ ତିଆରି କରିପାରିବେ ଏବଂ ସେଠାରେ ଏହା ବହୁତ ଉପଯୋଗୀ ହୋଇପାରେ
07:06 ଏଠାରେ ଏକ ବ୍ରଶ୍ ଅଛି, ଯାହା ବହୁତ ବଢିଆ ଜିନିଷ
07:10 ଏହା ହେଉଛି ଲତା ଓ ଆପଣ ଲତାର ଏକ ଲାଇନ୍ ଟାଣିପାରିବେ, ଯାହା ବହୁତ ବଢିଆ ଦେଖାଯାଉଛି
07:18 ଏହାକୁ ଆପଣ ସଜେଇବା ପାଇଁ ବ୍ୟବହାର କରିପାରନ୍ତି
07:32 ଏଠାରେ, Front Clipboardରେ, ଏକ ଆଶ୍ଚର୍ଯ୍ୟଜନକ ବ୍ରଶ୍ ଅଛି
07:37 ଏବେ ମୁଁ କିଛି ଆଙ୍କିବି, କିନ୍ତୁ ତା’ପୂର୍ବରୁ ମୋର ରଙ୍ଗ ଭାବରେ ମୁଁ କଳା ଓ ଧଳା ବ୍ୟବହାର କରିବି
08:01 ଏବେ ମୁଁ, ଏହି ପେଣ୍ଟିଙ୍ଗ୍ ଚାରିପଟେ ଥିବା ବର୍ଗ କ୍ଷେତ୍ରକୁ ସିଲେକ୍ଟ କରିବି ଏବଂ Ctrl + C ଦାବି କ୍ଲିପ୍ ବୋର୍ଡକୁ କପୀ କରିବି
08:16 କପୀ କରିବା ପାଇଁ ମୁଁ, Edit >> Copyକୁ ଯାଇପାରିଥା’ନ୍ତି କିମ୍ୱା Right Click କରି Copy କରିପାରିଥା’ନ୍ତି
08:33 ମୁଁ ଏବେ ଏଠାରେ ମୋର Paintbrush ସିଲେକ୍ଟ କରି Clipboard ଡାୟଲଗ୍ ସିଲେକ୍ଟ କରିବି
08:41 ଦେଖନ୍ତୁ, ଏଠାରେ ଏହା କାମ କରୁନାହିଁ
09:05 ମୁଁ କେବଳ ଏହି ସିଲେକ୍ସନ୍ ରେ ହିଁ ପେଣ୍ଟ କରିବି, କାରଣ ଏହି ଏରିଆ ସିଲେକ୍ଟ ହୋଇଛି ଓ ଏହି ଏରିଆ ସିଲେକ୍ଟ ହୋଇନାହିଁ
09:15 ମୁଁ ଏହାକୁ Shift + Ctrl + A ଦାବି ସିଲେକ୍ଟ କଲି ଓ ଏବେ ମୁଁ ପେଣ୍ଟ କରିପାରିବି
09:26 ଦେଖନ୍ତୁ, ମୋର ଛୋଟ ଫୁଲ ଦେଖାଦେଉଛି
09:30 ଆପଣ, ଛୋଟ ଫୁଲର ଏକ ଲାଇନ୍ ମଧ୍ୟ ଟାଣିପାରିବେ, ଯାହା ଭଲ ନୁହେଁ, କାରଣ ବ୍ୟାକଗ୍ରାଉଣ୍ଡ ମଧ୍ୟ କପୀ ହୋଇଯିବ ଏବଂ ପ୍ରତ୍ୟକ ଫୁଲ ପରସ୍ପର ଉପରେ ଚଢିଯିବେ
09:48 ଯଦି ଆପଣ ଗୋଟିଏ ଇମେଜର ଅଳ୍ପ କିଛି ଅଂଶ କପୀ କରିବେ, ତେବେ ଏହା ଭଲ ଦେଖାଯିବ, ଆଉ ତା’ପରେ ଯେଉଁଠାରେ ଚାହୁଁଛନ୍ତି ଇମେଜର ସେହିଠାରେ ଆଙ୍କନ୍ତୁ
09:59 ଆପଣଙ୍କ ଲୋଗୋରେ ଷ୍ଟାମ୍ପ କରିବା ପାଇଁ କିମ୍ୱା ଏକ ଇମେଜରେ ଗୋଟିଏ ଲୋକର ମୁହଁରେ ଷ୍ଟାମ୍ପ କରିବାକୁ ଆପଣ ଏହାକୁ ବ୍ୟବହାର କରିପାରିବେ
10:24 ଯେତେବେଳେ ଏଠାରେ ମୁଁ Brushes ପେଜ୍ ଖୋଲେ, ବ୍ରଶେସ୍ ବିଷୟରେ ମୁଁ କିଛି ସଂଶୋଧନ କରିପାରେ
10:31 ଏଠାରେ ପ୍ରଥମ ଜିନିଷ ହେଉଛି Spacing ଓ ଏପର୍ଯ୍ୟନ୍ତ ମୋର କ୍ଲିପ୍ ବୋର୍ଡ ବ୍ରଶ୍ ସିଲେକ୍ଟ ହୋଇଅଛି ଏବଂ ଯେତେବେଳେ Spacing ସହ ମୁଁ 100%କୁ ଯାଏ, ସୁନ୍ଦର ଫୁଲଗୁଡ଼ିକର ଲାଇନ୍ସ ଆଙ୍କିପାରେ
10:53 ଏହି ଡାୟଲଗ୍ ରେ, ଏଠାରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରି ଆପଣ ଗୋଟିଏ ନୂଆ ବ୍ରଶ୍ ମଧ୍ୟ ତିଆରି କରିପାରିବେ, କିନ୍ତୁ ଏହା ହେଉଛି ଏଡିଟିଙ୍ଗ୍ ଅପ୍ସନ୍
11:10 ତେଣୁ, ଦ୍ୱିତୀୟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ଏଠାରେ ମୁଁ ଏକ ନୂଆ ବ୍ରଶ୍ ତିଆରି କରିପାରିବି
11:20 ବୃତ୍ତ, ବର୍ଗ କିମ୍ୱା ହୀରା ଆକାରର ମୁଁ ଏକ Shape ସିଲେକ୍ଟ କରିପାରିବି
11:27 ଚାଲନ୍ତୁ ହୀରା ଆକାରକୁ ନେବା. ମୁଁ ଏହି Radiusକୁ ବଦଳାଇ ପାରିବି ଏବଂ ବ୍ରଶ୍ ରେ କିଛି Spikes ମଧ୍ୟ ଆଡ୍ କରିପାରିବି
11:40 ଦେଖନ୍ତୁ, ମୁଁ ମୋ ବ୍ରଶ୍ ର Hardness ବଦଳାଇପାରିବି ଏବଂ ତାହାକୁ ନରମ କିମ୍ୱା କଠିନ କରିପାରିବି
11:48 ମୁଁ Aspect Ratio ମଧ୍ୟ ବଦଳାଇପାରିବି
12:03 ବ୍ରଶ୍ ର Angle ବଦଳାଇ ମୁଁ, ଏହାକୁ ଟିକେ ଲୁଆଁଇପାରିବି ଓ Spacing ବଦଳାଇପାରିବି
12:13 ଚାଲନ୍ତୁ ତାହା ଏଠାରେ କରିବା. ଏହି ଛୋଟ ତାରା ସହିତ, Spacingକୁ 200 କିମ୍ୱା ସେହିପରି ବଢାନ୍ତୁ
12:22 ଆଉ ଏବେ ମୁଁ ନୂଆ ବ୍ରଶ୍ ତିଆରି କରିସାରିଲି ଓ ଏହାକୁ Star ନାମ ଦେବି
12:37 Brushes ଡାୟଲଗରେ ଏବେ ଆପଣଙ୍କର ନୂଆ Star ବ୍ରଶ୍ ଦେଖାଦେଲା
12:43 ଆଉ ଯେତେବେଳେ ଆପଣ ଏହାକୁ ବ୍ୟବହାର କରିବେ, ଏହି ପ୍ରକାର ତାରା ପାଇବେ
12:49 ଏବେ, ମୋତେ ଏହାକୁ କେବଳ କଳାରେ ଭର୍ତ୍ତି କରିବାକୁ ହେବ
12:58 ନିଜର ଫୋରଗ୍ରାଉଣ୍ଡ କଲର୍ ଭାବେ Gold ଚୟନ କରନ୍ତୁ
13:02 Star ବ୍ରଶ୍ ରେ ଉଚ୍ଚ ପରିମାଣର Jitter ଲାଗୁ କରନ୍ତୁ ଏବଂ ଏଠାରେ ଥିବା ତାରାରେ ଷ୍ଟାମ୍ପ କରନ୍ତୁ
13:18 ମୁଁ ଭାବୁଛି Jitter ବହୁତ ହୋଇଗଲା ଓ ଏହା ଭଲ ଦେଖାଯାଉନାହିଁ
13:27 ଗୋଟିଏ ନୂଆ ବ୍ରଶ୍ ତିଆରି କରିବାର ଏହା ହେଉଛି ବହୁତ ତ୍ୱରିତ ମାର୍ଗ
13:33 ପ୍ରଥମ ଅପ୍ସନ୍ ସିଲେକ୍ଟ କରି ମୁଁ ଏହି ବ୍ରଶ୍ କୁ ଏଡିଟ୍ କରିପାରିବି ତଥା Angleକୁ ଟିକିଏ ବଦଳାଇପାରିବି ଓ ବୁଲାଇପାରିବି ଏବଂ ଏବେ ମୁଁ ଏହାକୁ ଏଠାରେ ବ୍ୟବହାର କରିପାରିବି
13:51 ମୁଁ Angleକୁ ଟିକିଏ ବଦଳାଇଦେଇଛି, ଯେଉଁଥିରୁ ଏହା ବହୁତ ଭଲ ଭାବରେ କାମ କରୁଛି
13:58 ନୂଆ ବ୍ରଶ୍ ତିଆରି ଦ୍ୱାରା ଆପଣ ନିଜର ଗାଣିତିକ ଭାବେ ପରିଭାଷିତ ବ୍ରଶ୍ ଗୁଡ଼ିକ କରିପାରିବେ
14:05 ପ୍ରଥମ ଅପ୍ସନ୍ ହେଉଛି କ୍ଲିପ୍ ବୋର୍ଡକୁ କିଛି କପୀ କରିବା
14:10 ଏହି ଟ୍ୟୁଟୋରିଆଲରେ ଶେଷ ଜିନିଷ ଭାବେ ମୁଁ ଆପଣଙ୍କୁ ଯାହା ଦେଖାଇବାକୁ ଚାହୁଁଛି, ତାହା ହେଉଛି ନେଟ୍ ରୁ ବ୍ରଶ୍ ପ୍ରାପ୍ତ କରିବା ତଥା ତାହା କେବଳ GIMP Brushes ସର୍ଚ କରିବା ଦ୍ୱାରା ହୋଇଯିବ ଏବଂ ମୋ ପାଖରେ ଆପଣଙ୍କ ପାଇଁ Iceytina ଦ୍ୱାରା DeviantARTରେ କରାଯାଇଥିବା ଏକ ଉଦାହରଣ ଅଛି
14:49 ଏଠାରେ କିଛି ବ୍ରଶ୍ ଅଛି, ଯାହା Iceytina କରିଛନ୍ତି ଏବଂ ମୁଁ ସେଗୁଡ଼ିକୁ Download ସିଲେକ୍ଟ କରି ଡାଉନଲୋଡ୍ କରି
15:05 ଡିସ୍କରେ Save କରିପାରିବି
15:14 ମୁଁ ତାହାକୁ ମୋର ଡିସ୍କକୁ ଡାଉନଲୋଡ୍ କରିସାରିଛି ଓ କିଛି ସମୟ ମଧ୍ୟରେ ସେଗୁଡ଼ିକୁ ଇନଷ୍ଟଲ୍ କରିବି
15:21 ତେବେ ଚାଲନ୍ତୁ ଏହି ପେଜ୍ କୁ ଦେଖିବା ଓ ଆପଣ ଦେଖିପାରୁଥିବେ ଯେ, ଏହି ବ୍ରଶ୍ ଗୁଡ଼ିକ Creative Commons Licenseରେ ଲାଇସେନ୍ସ ପ୍ରାପ୍ତ ହୋଇଛି ଏବଂ ଏହା ସହିତ ଯୌଗିକ କାର୍ଯ୍ୟ କରିବା ପାଇଁ ମୋତେ ଅନୁମତି ନାହିଁ. ତେଣୁ ମୁଁ, ଏହି ବ୍ରଶ୍ ଗୁଡ଼ିକୁ ନେଇପାରିବି ନାହିଁ ତଥା ବଦଳାଇପାରିବି ନାହିଁ ଏବଂ ସେଗୁଡ଼ିକୁ ପୁଣିଥରେ ୱେବ୍ ରେ ରଖିଦେବି
15:47 କିନ୍ତୁ, ମୁଁ ସେଗୁଡ଼ିକ ବ୍ୟବହାର କରିପାରେ ଓ ସେଗୁଡ଼ିକ ସହିତ କାମ କରିପାରେ ଏବଂ ଏପରିକି Iceytinaଙ୍କ ଅଧିକାର ଓ ମୂଳ ଲିଙ୍କ୍ ସହିତ ମୋ ୱେବସାଇଟ୍ ରେ ପ୍ରକାଶିତ କରିପାରିବି
16:00 ଏଠାରେ GIMP Brushesକୁ ଏକ ଲିଙ୍କ୍ ଥିବାର ଆପଣ ଦେଖିପାରୁଥିବେ ଏବଂ DeviantART ଓ ଅନ୍ୟ ୱେବସାଇଟ୍ସରେ ଆହୁରି ବହୁତ ବ୍ରଶ୍ ଅଛି
16:14 ଗତ 24 ଘଣ୍ଟାରୁ ଏହା ହେଉଛି ସବୁଠାରୁ ନୂଆ ଓ ଲୋକପ୍ରିୟ Brush
16:21 ମୁଁ 1 Month ସିଲେକ୍ଟ କରିବି ଏବଂ ଦେଖନ୍ତୁ, ଅନେକ ଭିନ୍ନ ଭିନ୍ନ ବ୍ରଶ୍ ଦେଖାଦେଲା
16:36 ଆଉ ତେବେ! ଚାଲନ୍ତୁ ଏହି Stardust And Twinkles ନେବା
16:49 କିନ୍ତୁ ଏହା ବହୁତ ଆଶ୍ଚର୍ଯ୍ୟଜନକ
16:59 KNUX’S Spike Brush Pack by Knux57
17:04 ଏଠାରେ କୌଣସି ପ୍ରକାରର ଲାଇସେନ୍ସ ସୂଚନା ନାହିଁ, ତେଣୁ ମୁଁ ଏହାକୁ ଡାଉନଲୋଡ୍ କରିପାରିବି ଏବଂ ତାହା ଉପରେ କାମ କରିପାରିବି
17:29 Download ଉପରେ ମୁଁ କ୍ଲିକ୍ କରିବି
17:32 ଦେଖନ୍ତୁ, ଏଠାରେ GIMP 2.4 Brushes ଫୋଲ୍ଡର୍ ଖୋଲିଲା ଆଉ ଏଠାରେ ଆପଣ Star.vbr ଦେଖିପାରିବେ
17:44 ମୁଁ vbr ବିଷୟରେ ଜାଣିନି କିନ୍ତୁ gbr ହେଉଛି GIMPର ଷ୍ଟାଣ୍ଡାର୍ଡ ବ୍ରଶ୍ ଗୁଡ଼ିକ
17:54 ସେହି ୱେବସାଇଟରୁ ଏହି ବ୍ରଶ୍ ଗୁଡ଼ିକ Iceytina ଦ୍ୱାରା ତିଆରି କରାଯାଇଛି
18:01 ମୁଁ ମୋର Archive Tool ଦ୍ୱାରା ଏହି ଫୋଲ୍ଡର୍ ଖୋଲିଲି ଏବଂ ଦେଖନ୍ତୁ, ଏଠାରେ, JPGରେ Water Color ଓ README ପରି ଅନେକ ଫାଇଲ୍ସ ଅଛି
18:20 ତେଣୁ, ମୁଁ ସେସବୁକୁ ସିଲେକ୍ଟ କରିବି ଏବଂ Brushes ଡାରେକ୍ଟୋରୀରେ ରଖିବି
18:35 ସେଗୁଡ଼ିକ ଏଠାକୁ ଆସିଗଲା
18:37 Knux Spike Brush Pack ସହିତ ମଧ୍ୟ ମୁଁ ସେହିପରି କରିବି
18:43 Archive Manager ସହିତ ମୁଁ ଫୋଲ୍ଡର୍ ଖୋଲିଲି, ଆଉ ଆପଣ ଏଠାରେ GIMP Brush ଫାଇଲ୍ ଗୁଡ଼ିକ ଦେଖିପାରୁଥିବେ
18:52 ତେଣୁ, ମୁଁ ସେସବୁକୁ ସିଲେକ୍ଟ କରିବି ଏବଂ Brushes ଡାରେକ୍ଟୋରୀରେ ରଖିବି
19:05 ଏବେ, ମୋ ବ୍ରଶ୍ ଡାଇରେକ୍ଟୋରୀରେ ସବୁ ବ୍ରଶ୍ ରହିଲା. ମୁଁ ମୋର Archive Manager ଓ ଏଠାରେ ଥିବା ଫୋଲ୍ଡର୍ କୁ ବନ୍ଦ କରିବି ଏବଂ GIMPକୁ ଫେରିଯିବି
19:21 ଦେଖନ୍ତୁ, ଏଠାରେ କିଛି ବଦଳିନାହିଁ, କିନ୍ତୁ ମୁଁ ଏହି Reload Brushes ସିଲେକ୍ଟ କରିପାରେ. ଆଉ ଏବେ ଦେଖନ୍ତୁ, ମୋ ପାଖରେ ଅନେକ ବ୍ରଶ୍ ଅଛି ଏବଂ ଏହି ବ୍ରଶ୍ ଗୁଡ଼ିକ Iceytinaଙ୍କଠାରୁ ଆସିଛି ଓ ମୁଁ ସେଗୁଡ଼ିକୁ ଏଠାରେ ପ୍ରୟୋଗ କରିପାରିବି
19:46 ଏହି ବ୍ରଶ୍ ଗୁଡ଼ିକ Water Color ପରି
19:50 ତେଣୁ, ମୁଁ ଏଠାରେ ଥିବା Water Color Boxରୁ କଲର୍ ସିଲେକ୍ଟ କରି ଆଙ୍କିବି
19:57 ଏହି ବ୍ରଶ୍ ଗୁଡ଼ିକ କେବଳ ଷ୍ଟାମ୍ପିଙ୍ଗ୍ ପାଇଁ ବ୍ୟବହୃତ ହୋଇପାରେ, ଆଙ୍କିବା ପାଇଁ ନୁହେଁ
20:03 ଏହି ବ୍ରଶ୍ ଗୁଡ଼ିକରେ ବହୁତ Jitter ଅଛି
20:17 ମୁଁ ପ୍ରଥମେ ବ୍ୟାକଗ୍ରାଉଣ୍ଡ କ୍ଲିଅର୍ କରିଦେଉଛି
20:23 ଏଠାରେ ଥିବା ବ୍ରଶ୍ ଗୁଡ଼ିକ Water Colorର ଭ୍ରମ ଉତ୍ପନ୍ନ କରିବା ପାଇଁ ଉତ୍ତମ କିମ୍ୱା ଇମେଜ ଚାରିପଟେ ଏକ ଫ୍ରେମ୍ ତିଆରି କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ
20:36 ତେଣୁ, ଚାଲନ୍ତୁ ଏବେ Knux Brushes ଦେଖିବା.
20:40 ମୁଁ ସେଗୁଡ଼ିକ ପୂର୍ବରୁ କେବେ ଦେଖିନାହିଁ. ଚାଲନ୍ତୁ ତାହାକୁ ଦେଖିବା
20:47 ଏହି ବ୍ରଶ୍ ଗୁଡ଼ିକ ବଡ଼. ଏହା ପୁଣିଥରେ ଷ୍ଟାମ୍ପିଙ୍ଗ୍ ପାଇଁ
20:53 ଆଉ ବହୁତ ଭିନ୍ନ. ଯେତେବେଳେ ମୁଁ ସେଗୁଡ଼ିକ ସହିତ ପେଣ୍ଟ କରେ, ସେଗୁଡ଼ିକ ଏତେ ଭଲ ହୁଏ ନାହିଁ, କିନ୍ତୁ ଯେତେବେଳେ ମୁଁ Spacing ବଢାଏ ଓ Opacity କମାଏ, ଏହା ଭଲ ଦେଖାଯାଏ
21:07 ଯଦି ଆପଣ କୌଣସି ଜିନିଷ ଚାରିପଟେ ଏକ ବର୍ଡର୍ ଚାହାଁନ୍ତି, ଏହା ବହୁତ ଭଲ ହୋଇପାରେ
21:13 ହେଲେ ମୁଁ ଭାବୁଛି, ଏହି ବ୍ରଶ୍ ଗୁଡ଼ିକ ଗ୍ରାଫିକଲ୍ ଆର୍ଟିଷ୍ଟମାନଙ୍କ ପାଇଁ ତିଆରି ହୋଇଛି, ଯାହା ଫୋଟୋଗ୍ରାଫର୍ ମାନଙ୍କ ପାଇଁ ଏତେ ଉପଯୋଗୀ ନୁହେଁ
21:23 କିନ୍ତୁ, ବୋଧହୁଏ ଆପଣ ସେଗୁଡ଼ିକୁ ବ୍ୟବହାର କରିବାର ଏକ ମାର୍ଗ ପାଇପାରନ୍ତି
21:27 ମୁଁ ଭାବୁଛି, ବ୍ରଶ୍ ବିଷୟରେ ମୁଁ ବହୁତ କିଛି କଭର୍ କରିସାରିଛି ଏବଂ ଅନ୍ୟଏକ ଛୋଟ ଏଡିଶନ୍ ରେ ଆନିମେଟେଡ୍ ବ୍ରଶ୍, ଇମେଜ୍ ହୋଶ୍ ତିଆରି କରିବା ଏବଂ ଏହିସବୁ କଲର୍ ବ୍ରଶ୍ ତିଆରି କରିବା ବିଷୟରେ କଭର୍ କରିବି
21:44 ଅଧିକ ସୂଚନା ପାଇଁ http://meetthegimp.orgକୁ ଯାନ୍ତୁ ଏବଂ ଯଦି ଆପଣ ମତାମତ ପଠାଇବାକୁ ଚାହାଁନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ.
21:56 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

PoojaMoolya, Pradeep